Still Babu's are more than CM | ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ସଚିବ ଖୋଲିଦେଲେ | The Quiver News
Vložit
- čas přidán 7. 07. 2024
- #ମୁଖ୍ୟମନ୍ତ୍ରୀଙ୍କ_ପୂର୍ବରୁ_ସଚିବ_ଖୋଲିଦେଲେ
ରାଜ୍ୟରେ ସଚିବ ମାନେ ହିଁ ରାଜ କରୁଛନ୍ତି। ନବୀନଙ୍କ ସରକାର ବେଳେ ଯାହା କରୁଥିଲେ ତ ତାହା ସମସ୍ତଙ୍କୁ ଜଣା। ଏବେ ମୋହନ ସରକାରର ବି ତାମସା ଚଳାଇଛନ୍ତି। ମୋହନ ସରକାର ଆସିଲେ ଅଫିସରୀ ତାଉ କମିବ ବୋଲି କୁହାଯାଉଥିଲା। ଲୋକଙ୍କ ସରକାର ଭାବେ ମନ୍ତ୍ରୀମାନେ ହିଁ ହେବେ ପୁରୁଖା। ମାତ୍ର ମୋହନଙ୍କ ସରକାରରେ ଆରମ୍ଭରୁ ଅଫିସରୀ କବଜା ଦେଖା ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ଗାରିମା ହାନୀ କରିବା ଭଳି କାମ କରୁଛନ୍ତି ସଚିବ।
#odisha #burocrats #odisha_officers #bjp_govt #letter #govtletter #roule_regulation #satyabrat_bhoi #ias
THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
Get Touch With Us!
--------------------------
Subscribe "THEQuiverNews" in CZcams! / @thequivernews
Like us in Facebook: / thequiverofficial
Follow us in Instagram: / thequivernews
Follow us in Twitter: / thequivernews
Visit our website: thequiver.in/
Follow us in LinkedIn: / thequivernews
2017-18 ଚିଠି ଦ୍ୱାରା ବଡ଼ ବଡ଼ିଆ ଙ୍କୁ କେଉଁଟା ସରକାରୀ ଜମି ଦଖଲ କରିବାକୁ ସୁବିଧା ହେବ ସେଥିରେ ଜଣାଇ ଦିଆ ଯାଇ ଥିଲା.
CM needs to be strong,take action against jajpur corruption module
Right action of cm
Ga dept ଓ ud ର ସମସ୍ତ officer ଙ୍କୁ ବଦଳି କରାଯାଉ
Transfer immediately officer ❤❤❤❤
Majhi ji= Bold9zer one time.
ଏ କିଛି କରିପାରିବେ,ଯାହା କରିବେ ସଚିବ କରିବେ।
Officers Raj Band Karo
ସଚିବ ହଟାଓ।
ମୋହନ ସରକାର ଭୁଶୁଡି ଯିବ ଯଦି ସରକାର ଠିକ ସମୟ ର ଠିକ ପଦକ୍ଷେପ ନନେବେ
Mr.Sahu IAS Additional Chief Secretary Revenue and Disaster management Department is an outstanding Administrator.
ସରକାରୀ ଜମି ବାଡ଼ ବେଡିବା ଅପେକ୍ଷା ବଡ଼ ବଡ଼ିଆ ଙ୍କୁ କେଉଁଟା ସରକାରୀ ଜମି ଚିହ୍ନଟ କରି ଦେଖାଇ ଛନ୍ତି.
ଘର ଭଙ୍ଗା ବିଶ୍ଳେଷଣ।
CM Sir kada Huantu
Aprajita darkar ❤❤❤
Why this is happening After nearly one month of BJP rulling still Officer rule
Yogi Aditya nath CM Of Uttarpradesh pari Mohan sir Acction niantu Odisha re Officer Raj khatam Kariba abasyak achhi Bulldosar lagai sarcar nka sampati ku muktakarajau
The କ୍ୱିଭର୍ ରେ ବାଣ୍ଡ୍ ମିଥ୍ୟା ଓ ଭ୍ରମ ଖବର।
Action kebe...Khali chithi au Katha...
Sachiba nka dwara sasanchale.
Why this type of work
O O O THE Quiver MADADAM PURBO SARAKAR RO FALE FALE KON KOHUCHO PURA POTHI KHOLI PARUNO BODHE GHUSA BESI MILI JAICHHI . DOM ACHHI TO PURA KHOLI KUHO...MERABHARAT MAHAN JAY ODISHA 😊
What is this going on
Faltu news
Is there any party capable of running the govt without secretaries and other govt officers?Absurd reaction and publicity by media.Such type of medias are threat to the nation.
Absolutely right . There is difference between officer brain and political brain.🙏🏽🙏🏽
ସଚିବ ରାଜ ବନ୍ଦ କର. ସତ୍ୟବ୍ରତ ସାହୁ ବଡ ଚୋର
Tu dekhi thilu tora 😂😂😂bahut gayana
Chhi chhi
Shame to ur news....
ହାଣ୍ଡିଆ ବାଲା, ଝରି ପୋକ, କାଈ ଚଟଣୀ ବାଲା ଗୁଜରାଟ ର REMOTE CONTROL। ଖାଣ୍ଟି ଓଡ଼ିଆ ଅସ୍ମିତା AHUJA କୁ FEKU CHOOSE କରିଛି। ମୁଣ୍ଡା, ସାନ୍ତାଳ କେବଳ ସଖୀ କଣ୍ଢେଇ 😂😂😂😂
ନବୀନ ବାବୁ କଣ ଥିଲେ। କଣ୍ଢେଇ ନା ରିମୋଟ ରେ ନାଚିଥିବା ରୋବଟ
@@dr.pradeeptarai3422 ଶିକାର କରିବା ବାଘ, ତାଙ୍କର ଦୟା ଯୋଜନାରେ ମୋହନା କୁକୁର ରଙ୍ଗ ମାରୁଛି। ଯୋଜନା କୁ ବନ୍ଦ୍ କରିବାକୁ ଚେଷ୍ଟା କଲେ ବାଘ DIRECT ଗିଳି ଦେବ। ରାଜ୍ୟରେ କିଛି ବି ନୂଆ ଯୋଜନା କରିବାର ଓକାତ BJP ର ନାହିଁ।