Chota Mora Gaan Ti By Sachi Routray - 1080p HD

Sdílet
Vložit
  • čas přidán 21. 08. 2024

Komentáře • 3,6K

  • @dillipbarick5461
    @dillipbarick5461 Před 3 lety +2098

    E ଗୀତ ଶୁଣିଲେ ଆଖିରେ ଲୁହ ଆଶି ଯାଏ, ସେଇ ବର୍ଷା ଭିଜା ମାଟି ରାସ୍ତା, ସେଇ ବର୍ଷା ଭିଜା ସବୁଜ ଧାନ କ୍ଷେତ, ବର୍ଷା ରେ ଭିଜି ଭିଜି ସ୍କୁଲ ଯିବା, ସବୁ କିଛି, ଶୀତ ଦିନର କଅଁଳ ଖରା 😭😭😭😭ମନ ହୁଏ ସେ ଦିନ ଆଉ ଥରେ ଫେରି ashanta ki, aau ନିଷ୍କପଟ ପିଲା ଦିନ, ସାଙ୍ଗସାଥି ସବୁ କିଛି, ସରିଗଲା e ଜୀବନ ପାଇଁ ସବୁକିଛି 😭😭😭😭

  • @jhuminaik8636
    @jhuminaik8636 Před rokem +64

    ମୁଁ ଏଇ କବିତା କୁ ପ୍ରଥମେ 7 ଶ୍ରେଣୀ ରେ ପଢି ଥିଲି ମୋ ଗାଁ ପରି ଆଉ କିଛି ନୁହଁ ମାନୁଛି ଗାଁ ରେ ଟଙ୍କା କମ୍ କିନ୍ତୁ ଲୋକ ମାନେ ବହୁତ ଖୁସି ରେ ଶାନ୍ତ ରେ ରୁହନ୍ତି ।ଗାଁ ର ସେଇ ଶାନ୍ତ ପରିବେଶ ବହୁତ ମନେ ପଡୁଛି 😢😢😢😢😢😢

    • @7Xoggy63
      @7Xoggy63 Před 4 měsíci +1

      Satare vhai ki khusi ga re au ki santi re vhai

    • @SN_1564
      @SN_1564 Před 2 měsíci +1

      Me also

    • @naushadali12866
      @naushadali12866 Před 2 měsíci

      Paisa kam rahta tha par khushi bohot hi jayeda rahta tha

    • @hemantakumarmeher1707
      @hemantakumarmeher1707 Před 13 dny

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅

  • @RoleX_00007
    @RoleX_00007 Před 2 lety +374

    ପୁରା ପିଲା ଦିନ ଟି ଆଖି ଆଗରେ ନାଚି ଉଠିଲା. ଧନ୍ଯ କବି ସଚିଦାନଁଦ ରାଉତରାୟ.. ଚିର ନମସ୍ୟ 🙏🏼🙏🏼

  • @debasishnanda9273
    @debasishnanda9273 Před 7 měsíci +58

    ହେ ଭଗବାନ ଫେରେଇ ଆଣ ସେ ପୁରୁଣା ଦିନ😭ଏ ନୁଆ ଦୁନିଆରେ ବହୁତ୍ କଷ୍ଟ ହଉଛି ବଞ୍ଚିବା ପାଇଁ 😭

  • @user-ob2xw8pd3d
    @user-ob2xw8pd3d Před 4 měsíci +234

    2024 ରେ ଏ ଗୀତ କୁ କିଏ କିଏ ଶୁଣୁଛନ୍ତି

  • @susritanayak6866
    @susritanayak6866 Před 2 lety +265

    ଆଜିକା ସମୟ ରେ ଯେତେ ଗୀତ ବାହାରୁଚି ସବୁ ଠୁ ଉର୍ଦ୍ଧରେ ଆମ ଓଡ଼ିଆ ଗୀତ।।।। ଆମେ ଓଡିଆ ଆମ ଓଡିଆ ଭାରି ବଢ଼ିୟା 💙

  • @SRAJ2662
    @SRAJ2662 Před 2 lety +73

    କେତେ ଗୀତ ଯିବ.... ଆସିବ.... ହେଲେ ଏଇ ଗୀତ ସେମିତି ସମସ୍ତଙ୍କର ପ୍ରିୟ ହେଇକି ଥିବ.....🙏🙏🙏 ସଚ୍ଚିଦାନନ୍ଦ ରାଉତରାୟ

  • @pradeepsamal1369
    @pradeepsamal1369 Před rokem +17

    ଆଜି ଗାଁ ଗାଁ ହୋଇ ରହିନାହିଁ ଗାଁ ରେ ଗଢିଉଠିଛି ବଡ଼ ବଡ଼ କୋଠା, ଗାଁ ରେ କ୍ରକିଟ୍ ରୋଡ଼, ଗାଁ ଗାଁ ରେ ରାଜନିତୀ ପସିଯାଇଛି,। ସତରେ ପୁରୁଣା ଦିନ ବହୁତ ଭଲ ଥିଲା,ସେ ଗାଁ ଆଜି ଖୋଜି ଲେ ମିଳୁନାହିଁ

  • @swadhinsutar4108
    @swadhinsutar4108 Před 4 lety +371

    ଇଏ କେବଳ ଗୋଟେ ଗୀତ ନୁହେଁ, ସ୍ମୃତିରେ ଭିଜା ସେଇ ଗାଁ ର ଅପୁରନ୍ତ କିଛି ହୃଦୟସ୍ପର୍ଶୀ ଆବେଗର ଅସରନ୍ତି ମୁହୂର୍ତ, ଯାହା କେବଳ ଆମ ମାନସ ପଟରେ ଚିରନ୍ତନ ସ୍ମୃତି ହୋଇ ରହି ଯାଇଛି😢😢😢

  • @adarshaclasses
    @adarshaclasses Před 3 lety +385

    1.6k dislikes why
    ଭାଇ ତମ ଗାଁ କଣ ତମକୁ ଭଲ ଲାଗୁନି କି
    ମୋ ପ୍ରଥମ ଭଲପାଇବା ମୋ ଗାଁ ।
    ସଚ୍ଚିଦାନନ୍ଦ ରାଉତରାୟ ଙ୍କ ବହୁତ ସୁନ୍ଦର ଲେଖା
    ବହୁତ ବହୁତ ଧନ୍ୟବାଦ ସାର୍।

  • @Subhamkumar12658
    @Subhamkumar12658 Před 8 měsíci +15

    ଏହି ଗୀତ ଯେବେବି ମୁଁ ଶୁଣେ ଆଖିରୁ ଲୁହ ଆପେ ଆପେ ବାହାରି ଯାଏ, ଅତୀତ ଆଖି ଆଗରେ ଝୁଲିଯାଏ ଆଉ ଜୀବନର ଖୁସୀ ଧିରେ ଧିରେ ବହୁତ ଦୁରକୁ ଚାଲିଯାଉଛି ଭଲି ଲାଗେ 😭😭😭

  • @Discipline_Tradition_Legacy
    @Discipline_Tradition_Legacy Před měsícem +3

    ଚିର ନମସ୍ୟ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ କୋଟି କୋଟି ପ୍ରଣାମ
    ମୋ ମାଟି ମୋ ମା
    ମୋ ଗାଁ ମୋ ଆଦର୍ଶ
    🙏🙏🙏

  • @abakashjena5392
    @abakashjena5392 Před 3 lety +354

    ମୋବାଇଲ ଆମଠୁ ଏଇ ସବୁ ସ୍ମୃତି ଛଡେଇ ନେଇଛି 😭😭

  • @sammankumarsahu835
    @sammankumarsahu835 Před 3 lety +988

    I am a soldier and i listen this song after every hard workout.Through this song I memorise my childhood. I love this song very much.💞

    • @amiyadas7906
      @amiyadas7906 Před 3 lety +16

      We are proud of you see soldier

    • @debasmitapanda1590
      @debasmitapanda1590 Před 3 lety +14

      A hearty admiration to you sir 🙏🙏♥️❤️

    • @debasmitapanda1590
      @debasmitapanda1590 Před 3 lety +13

      A billion of smiles, respect,love salutes and admiration for every Indian shoulders from Bharat 🙏🙏❤️❤️👍👍👍

    • @BibeksVoice
      @BibeksVoice Před 3 lety +8

      JaI Hind

    • @pradeepjena1414
      @pradeepjena1414 Před 3 lety +6

      Jay hind sir

  • @Bapa4207
    @Bapa4207 Před rokem +7

    ଯୁଗ ଜନ୍ମା ବ୍ୟକ୍ତି ମାନେ ହିଁ ଏମିତି ହୃଦୟ ରେ ରାଜ କରନ୍ତି ଯୁଗ ଯୁଗ ପାଇଁ..... ସଚ୍ଚି ରାଉତରାୟ ଙ୍କ ହୃଦୟସ୍ପର୍ଶୀ କବିତା ଜୀବନ୍ତ ଏବଂ ଅମର.... ❤🙏🙏🙏

  • @SIKHYAOKAHANI
    @SIKHYAOKAHANI Před 7 měsíci +6

    No1 song of odisha music industry, no one can beat this lyrics, ବହୁତ୍ ଭଲ ଭିଡିଓ ଟି କରିଛନ୍ତି ହୃଦୟରୁ ଧନ୍ୟବାଦ

  • @sisirkumar8047
    @sisirkumar8047 Před 3 lety +166

    ସତରେ ଗୋଟେ ଗାଁ ରେ ହିଁ ସ୍ବର୍ଗ ର ଶାନ୍ତି ମିଳିପାରିବ
    ସୁନ୍ଦର ଓ ଶାନ୍ତ ପରିବେଶ ଅତ୍ୟନ୍ତ ମୋନାଲୋଭ
    💖💖💖💖💖💖💖💖💖💖💖💖

  • @diwaliofficialvideo2671
    @diwaliofficialvideo2671 Před 3 lety +318

    ପିଲା ଦିନଟା ବହୁତ ମନେ ପଡୁଛି 😭😭ସତରେ ଆଉ ଥରେ ଛୋଟ ହୋଇଯାନ୍ତି କି ବହୁତ ଭଲ ହୁଅନ୍ତା ❤️❤️ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ଏହି ଭଳି ଏକ କବିତା ଲେଖିଛନ୍ତି 🙏🙏🙏

  • @Sjuarmy1990officials
    @Sjuarmy1990officials Před 2 lety +51

    As a soldier,, far from my village always, when ever I missed my village, I listen this song,, thanks for the song...

  • @ranjitsahu3083
    @ranjitsahu3083 Před 2 měsíci +2

    ଅତୀତ ମନେ ପଡି ବଡ ଦୁଖ ଲାଗେ । ସତରେ କୁଆଡେ ହଜିଗଲା ଗାଆର ଧୂଳିମାଟି

  • @prasantnayak4250
    @prasantnayak4250 Před 4 lety +57

    ସତରେ ଏହାକୁ କୁହାଯାଏ ଗୀତ,ବହୁତ ଵହୁତ ସାଧୁଵାଦ ଆପଣଙ୍କୁ ମହାଶୟ,,

  • @chamarpanigrahi3186
    @chamarpanigrahi3186 Před 4 lety +235

    ଏହି ଗୀତ ଶୁଣି ଆମ ଛୁଆ ସମୟ ମନେ ପଡେ କବି ଏଥିରେ ସାଠିଏ ସତୁରି ବର୍ଷ ପୁର୍ବର ଗାଁର ଜୀବନ୍ତ ରୂପ ଦେଇ ଛନ୍ତି କବି ସଚ୍ଚିଦାନନ୍ଦ ଙ୍କୁ ମୋର ନମସ୍କାର

  • @sasmitaacharya621
    @sasmitaacharya621 Před 9 měsíci +3

    Ei Gita pori au kou bi Gita habani jete puruna hele bi sete vala galuchi . Au puruna dino ra sabu katha manepokai dauchi ei Gita . always evergreen ❤

  • @prasantparida8453
    @prasantparida8453 Před rokem +6

    ଅତୁଳନୀୟ ସଂଗୀତ ଯାହା ଯୁଗେ ଯୁଗେ ଵଞ୍ଜି ରହିଛି ସମସ୍ତ ଓଡ଼ିଆ ମାନଙ୍କ ମନରେ ଧନ୍ୟ ତୁମେ କବି ସଚ୍ଚି ରାଉତରାୟ କୋଟି କୋଟି ପ୍ରଣାମ ❤❤

  • @a.k.pradhanmr.pradhan2448
    @a.k.pradhanmr.pradhan2448 Před 4 lety +114

    ରାଉତରାୟ ବାବୁ😢😢👍👍👍
    ଗାଁର ପରିଭାଷା କୁ ଅତି ସୁନ୍ଦର ଭାବ ରେ ପରିପ୍ରକାସ କରିଛନ୍ତି ଏହିପରି ଯେ ମନ ହଜି ଯାଏ ଗାଁ ର ସୁନ୍ଦର ତା ଆଡ଼କୁ👌👌👌

  • @srinibashchayani8970
    @srinibashchayani8970 Před 4 lety +78

    ଏହି ଗୀତ ଟି ଦେଖିଲେ ଛୋଟ ବେଳର ସବୁ ସ୍ମୃତି ଆଖି ଆଗଗୁ ଚାଲି ଆସେ 😣। ମୋ ଗାଁ ମୋ ପାଇଁ ଦ୍ୱିତୀୟ ମାଆ । ❤️

  • @lalatenduparida7289
    @lalatenduparida7289 Před 2 lety +12

    Guys cheers 👍 Goan Masani , gaon Pokhari, gaon Khela padia, gaon Bhagwat tungi, gaon Amba totta, gaon Raja festival, etc.... Goosebumps

  • @RysaM-ir6tk
    @RysaM-ir6tk Před 8 měsíci +2

    This song brings we all ଓଡ଼ିଆ together ..we are the last generation who has experienced village life ସତରେ ଓଡ଼ିଶା ର ଲୋକ ଆଉ ତା ଗାଁ ମାଟି ବହୁତ ନିଆରା ।। ❤❤

  • @priyabratdebasis2093
    @priyabratdebasis2093 Před 3 lety +288

    This is not just a song. It's raw emotion. I hope the younger generation do realise what the lyrics actually mean

    • @sunilkumarrout1788
      @sunilkumarrout1788 Před rokem +6

      Bro todays generations will never understand...
      Only 90 kids can feel the emotion

    • @priyabratdebasis2093
      @priyabratdebasis2093 Před rokem

      @@sunilkumarrout1788 maybe if we promote the old classics and let them know about the artistic values of entertainment, maybe some younger generation will appreciate the old

    • @beautyofnature8512
      @beautyofnature8512 Před 10 měsíci

      Absolutely right ❤❤❤

    • @beautyofnature8512
      @beautyofnature8512 Před 10 měsíci

      ​@@sunilkumarrout1788I'm 90s kid ❤

    • @beautyofnature8512
      @beautyofnature8512 Před 10 měsíci

      ​@@priyabratdebasis2093no one can understand. Have you seen now a days people feel shame to speak in odia. I really feel very pain when I see two girls or two odia friends when conversation in hindi with each other in Odisha only. Some people can't even speak hindi properly still they are eager to speak in hindi. Really shame on us. 😢

  • @chittaranjanmohapatra2
    @chittaranjanmohapatra2 Před 4 lety +61

    ଗାଁ ସହ ସହର କେବେ ବି ସମାନ ହୋଇ ପାରିବନି, ମୁଁ ମୋ ଗାଁ କୁ ବହୁତ୍ ଭଲ ପାଏ ,ମୋ ଗାଁ ଛଣଗିରୀ

  • @jashminjhunu9344
    @jashminjhunu9344 Před rokem +4

    When I hear this song automatically I crying..I can't control my tears.. actually childhood Life is our actual life..
    No angry,no tention only true love..
    Really I Miss my childhood

  • @vishalbehera2835
    @vishalbehera2835 Před 3 dny

    ଏହିଗୀତ ଶୁଣି ସ୍କୁଲକଥାର ମନେ ପକେଇଦେଲ 2005 ରେ ପଞ୍ଚମ କ୍ଲାସରେ ପଢ଼ୁଥିଲି.. ଆପଣଙ୍କୁ ବୋହୁତ ବହୁତ ଧନ୍ୟବାଦ 🙏🙏❤

  • @rajkishordas9704
    @rajkishordas9704 Před 5 lety +287

    😭😭😭😭😭ମତେ ଗାଁ ଗହଳିରେ ରହିବା ପାଇଁ ଭଲ ଲାଗେ,, ମୁଁ ଗାଁ କୁ ବହୁତ ଭଲ ପାଏ ଏବଂ ମୁଁ ଏବେ ସହର ରେ ରହିଲେ ମଧ୍ୟ ଥରେ ଥରେ ନିଜ ଘର ଗାଁ କୁ ବୁଲିବା ପାଇଁ ଯାଏ 😭😭😭😭

  • @balimandal4434
    @balimandal4434 Před 5 lety +19

    ଯେଉ ଭାଈ ଭିଡିଓଟି କରିଛନ୍ଦି ଭଗବାନଙ୍କ ଆଶିବାଦ୍ କରନ୍ତୁ ସତରେ ଭାଇ ବହୁତ ବହୁତ ଧନ୍ୟବାଦ ମୋ ହୃଦୟ ସହିତଆପଣକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ଏହି ,ଭିଡିଓଟି ମୋ ହୃଦୟରେ ଛୁଇଁ ଗଲା ଏମିତି ନୂଆ ନୂଆ ଭିଡିଓ କରି ଚାଲନ୍ତୁ ଆଉ ଏମିତି ଖୁସି ଆଣି ସମସ୍ତ ମନରେ ଖୁସି ଭରି ଦିଅ......

  • @sarbeswarmalla469
    @sarbeswarmalla469 Před 2 lety +17

    I am a sales person . After every hard work , I listen this song & feel the sanctity of my village . This is not a song only , rather it is a spontaneous over flow of powerful feelings .

    • @sibanandasahoo2638
      @sibanandasahoo2638 Před rokem

      A great clear voice of subas dad,great music,great liric, I love to

    • @mr.a9116
      @mr.a9116 Před rokem

      Bhai I was also a sales person bhai the hard work a sales person do as mentally and physically noone will understand that pain

  • @educationpathabc
    @educationpathabc Před 5 dny

    ଆମ ଭଦ୍ରକ ର ଚାନ୍ଦବାଲି ଅଞ୍ଚଳ ର ସୁପୁତ୍ର ସୁବାସ ଦାସ ଏଇ ଗୀତ ଟିକୁ ତାଙ୍କ ହୃଦୟସ୍ପର୍ଶୀ ସ୍ୱର ରେ ଜୀବନ୍ତ କରିଛନ୍ତି।

  • @user-lc3te3mo1p
    @user-lc3te3mo1p Před 5 lety +337

    Staying in USA but still always missing my Odisha... missing my childhood....

  • @anilrana-ce6vl
    @anilrana-ce6vl Před 4 lety +311

    ଏ ଗୀତ ଶୁଣି ଗାଁ କଥା ବହୁତ ମନେ ପଡୁଛି l ଭାବି କି କାନ୍ଦ ଲାଗୁଛି l 😭😭😭

  • @subratjena9884
    @subratjena9884 Před 6 měsíci +1

    ଏ ଗୀତ ଶୁଣିଲା ପରେ ଆଖିରେ ଲୁହ ଆସିଯାଇଛି ବହୁତ୍ ସୁନ୍ଦର ଆମ ଗାଁ ର ପରିବେଶ ସେଇ ପିଲା ଦିନ ର ସବୁ ସ୍ମୃତି ଯେପରି ଆଉ ଥରେ ଫେରି ଆସନ୍ତା କି 😢ଯେତେ ତୁମେ ସହର ରେ ରୁହ ନ କାହିଁକି କିନ୍ତୁ ସେ ଗାଁ ର କୌଣସି ବି ମଜା ସେ ସହର ରେ ମିଳିବ ନାଇ 😊love you village lifestyle ❤

  • @bubunukhandual4884
    @bubunukhandual4884 Před 5 měsíci +4

    "ମାଟିର ସେଇ ସରଗ ମୋର ସେଇଠି ଅଛି ମୋ ଷଠି ଘର,
    ଜଳିବ ଫୁଣି ସେଇଠି ଶେଷେ ମୋହରି ଚିତା ନିଆଁ ଟି,
    ଛୋଟ ମୋର ଗାଆଁ ଟି"

  • @papu230
    @papu230 Před 5 lety +175

    ସତରେ ଗୀତ ଟି ବହୁତ ସୁନ୍ଦର ଲାଗୁଛି👌 ମୋ ଗାଁ ମୋ ପାଇଁ ସୂର୍ଗ❤️ ଏଇଠି ମୋ ପିଲା ଦିନ🤾 କଟିଛି ଛୋଟ ବେଳେ ସାଙ୍ଗ ମାନଙ୍କ👫 ସହ ଖେଳ, ଦୁଷ୍ଟାମି, କରିଛି ମୋ ଗାଁ ରେ ମହାନଦୀ ରେ ଛୋଟ ବେଳେ କଟି ଥିବା ଏବେ ବି ମନ ଅଛି ଜାଣେନା ସେ ଦିନ ଆଉ ଫେରିବ ନାହିଁ😢

  • @byasadevofficial3724
    @byasadevofficial3724 Před 4 lety +170

    E geet sunle dihin sitei jauchhe 😍😍😭😭😭🙏🙏

  • @papunchakrabarty9087
    @papunchakrabarty9087 Před rokem

    ଗାଁ ର ପାଣି ପବନ, ସେଇ ନଇ ନାଳ, ଗଛଲତା, ସବୁ କୁ ଆଉ ପାଇବା ନାହିଁ, କାରଣ ଆମେ ସହର ର ପାଶ୍ଚାତ୍ୟ ସଭ୍ୟତା ରେ ପଶି ଗଲୁଣି. ଏବେ ବି କାନ୍ଦ ଲାଗେ ଗାଁ କୁ ଗଲେ.. ଫେରି ଆସନ୍ତା କି ସେଇ ପିଲା ଦିନ,ଆଉ ମୋ ବାପା ଆଉ ମୋ ମା ବି... ଜୀବନଟା e ସବୁ ବିନା ଅନ୍ଧାରି ଘର.... ପ୍ରଭୁ ଜଗନ୍ନାଥ ସାହା 🙏

  • @royalRoyalKing
    @royalRoyalKing Před rokem +1

    E Gita suniki mote mora old memories....sabu Mane paduchi.... school time re ame Mane sabu e Gita re...patha padhu thilu hele aine sabu smruti heiki Rahi jaichi....😭😭😔🥺😔
    ..I love my old memories.
    😫😖😔🥺🥺😔😊😭😭

  • @sanjeeboram6975
    @sanjeeboram6975 Před 4 lety +26

    ଅତି ସୁନ୍ଦର ଗୀତ ।
    ଯେତେ ଶୁଣିଲେ ମନ ଭରେ ନାହିଁ ।
    🙏🙏🙏

  • @questioning1122
    @questioning1122 Před 2 lety +8

    ମୁଁ ଓଡିଶାରେ ଜନ୍ମ ହେଇଥିବାରୁ ମୁଁ ଗର୍ବିତ. କବି ସଚ୍ଚିତାନନ୍ଦ ରାଉତରାୟ ଙ୍କ ଏହି କବିତା ଯେତେବେଳେ ଶୁଣିବେ ସେତେବେଳେ ଭଲ ଲାଗିବ old is gold

  • @sahityasrujanika
    @sahityasrujanika Před rokem +11

    2023 ରେ ବି ଏ ଗୀତ ଶୁଣିକିି ଆଖିରେ ଲୁହ ଆସିଯାଉଛି ❤

  • @aswinikumardash2237
    @aswinikumardash2237 Před 7 měsíci +1

    ପ୍ରଣାମ ସଚି ରାଉତ ରାୟ ଙ୍କୁ ଗ୍ରାମ୍ୟଲୋକଙ୍କ ଜୀବନର ଏକ ନିଛକ ଦୃଶ୍ୟ

  • @ghanashyamgoud1290
    @ghanashyamgoud1290 Před 3 lety +10

    Love u sachi sir ଆପଣଙ୍କ ଏହି ଗିତ ଟି ଆପଣଙ୍କୁ ଚିର ଦିନ ପାଇଁ ଅମର କରି ଦେଇଛି.. ଧନ୍ୟବାଦ ସାର....

  • @subratgaria1295
    @subratgaria1295 Před 3 lety +32

    I'm Always Missing My Child 🚸 Life & Old Culture Village 😭😭😭
    My Comments 3rd Again 🙏🙏🙏
    Love From Odisha Sonepur Govindapur ❤️❤️🌹

  • @bibhuprasadsahu5205
    @bibhuprasadsahu5205 Před 11 měsíci

    ଗାଁ ରେ ଯେଉଁ ସ୍ନେହ, ପ୍ରେମ, ଭଲପାଇବା ଏବଂ ଭାଇଚାରା ମିଳୁଛି ତାହା ସହର ରେ ବିରଳ........

  • @Mitalijena8328
    @Mitalijena8328 Před rokem +1

    Ae byasta bahula jibana re tike samaya paile. Ae song suniba pare mu puni pheri jae mo pila dina ku😢 au mo gaon re bitae thiba prati muhurta ku😊satare se samaya bahut mulyaban ama pain au ama gaon b😢satare sachi sir apana nka ae gita ra pratyak line hrudya sparsi❤❤❤❤❤❤❤❤❤❤❤❤

  • @samikshyapanda2879
    @samikshyapanda2879 Před 3 lety +144

    Never been to my village... but this poem has such powerful words that waves of emotions n belongingmess arose from my heart and flow out through my eyes...
    My son has this poem in his syllabus...I made him listen to this video
    Hey Jagannath bless my son with love for his motherland Odisha....May he be proud of the rich cultural heritage n make Odisha proud of him...
    Jay Jagannath 🙏🙏🙏

    • @Senapati_Ankit
      @Senapati_Ankit Před 2 lety +1

      Didi appna ebe kouthi?

    • @alivadas2690
      @alivadas2690 Před 2 lety

      Ki am mo oooop lol Ken mo on up look like l lol on y hi Jon

    • @lipsamohapatra9716
      @lipsamohapatra9716 Před rokem

      Such beautiful thoughts.... I wish the same for my son too 🙏🏼 Jai Jagannath

    • @vikramkumar...2265
      @vikramkumar...2265 Před rokem +1

      Odiya re lekhi thile ati sundar lagi pari thanta....aame odiya amaa basha bahoot mithaaaa

  • @johnmilton7732
    @johnmilton7732 Před 4 lety +32

    Staying in dubai still I miss my village. I was not good in study only playing with friends. Later on I studied well and did job and well settled in out of country. Still I feel m nothing without my own place my own village. But I go to village every year. And that's my golden time. Miss you all my village friends classmates mousa mausi everybody. Love you all my odia friends

    • @selfstudy4154
      @selfstudy4154 Před 3 lety

      I am now Dubai..from balesore and u?

    • @satyanayak8818
      @satyanayak8818 Před 3 lety

      Same like me also brother

    • @KOSHLI_RAJA
      @KOSHLI_RAJA Před 3 lety

      I'm also now at dubai realy it's a very hert touching song love you too all odias friend

  • @bhagirathiswain7758
    @bhagirathiswain7758 Před 4 měsíci

    Chot more Gaon ti
    Composed by Late Sachitananda Routray is ever remembered from my HSC study days. Really Heart rendering ❤ ❤❤

  • @manojpatra1888
    @manojpatra1888 Před rokem

    ଅମର ସୃଷ୍ଟି,କବିବର ଙ୍କ ଏହି ଗୀତ ଯେବେ ବି ଶୁଣେ ସେ ପିଲା ଦିନକୁ ଆପେ ଆପେ ଚାଲିଯାଏ, କେତେ ସୁନ୍ଦର ଥିଲା ସତରେ ସେ ପିଲା ଦିନ,ନା ଦାୟିତ୍ଵ ଥିଲା ନା ଟେନସନ କେବଳ ଥିଲା ମଜା ମଜଲିସ, ଓଃ କି ମସ୍ତି, ଶତକୋଟି ପ୍ରଣାମ ହେ କବିବର

  • @priteeranjanpadhihari1764
    @priteeranjanpadhihari1764 Před 4 lety +143

    This is not just a song for me...this is an emotion, having memories of my childhood and the time when I have everything...I used to listen the song with my grandfather...and now I misses him...he passed away in February 10 this year😢... missing him badly😣😣😣

    • @foodtuber1191
      @foodtuber1191 Před 4 lety +4

      Bhai sabu kichi thik achi hele comment odia re karithile heinathanta hele nai ame ta educated ame English re comment dabu naa hele tama mananka tharu bada murkha aau kehi nahi

    • @siddharthanayak3460
      @siddharthanayak3460 Před 4 lety +5

      ଇଂଲିଶ କହିଲେ କେହି ଇଂରେଜ ଯେଇଯାନ୍ତିନି, ଓଡ଼ିଆ ସବୁବେଳେ odia, ଇଂଲିଶ କହିବାରେ କିଛି ପ୍ରୋବ୍ଲେମ nanhi

    • @satyabhamadeep2575
      @satyabhamadeep2575 Před 3 lety +1

      Really mo pain b

    • @suryakantathapa6751
      @suryakantathapa6751 Před 3 lety +1

      More than a song

    • @dibyalochanbagh9531
      @dibyalochanbagh9531 Před 3 lety +1

      We also rember our schhl time

  • @devdas6696
    @devdas6696 Před 5 lety +72

    ପିଲା ଦିନ ବହୁତ୍ ମୋନେ ପଡୁଚୀ😭😭😭

  • @biwanathamhapatrae6425
    @biwanathamhapatrae6425 Před rokem +1

    ସତରେ ଭାଇ ପୁରପଲ୍ଲୀରେ ଅତି ନିଖୁଣଭାବରେ ପ୍ରତି ସଂଳାପ ଗୁଡ଼ିକ ଅଭିନୟ ମାଧ୍ୟମରେ ପ୍ରତୀ ଫଳିତ କରି ଏହି ଗୀତ ମାଧ୍ୟମରେ ମୁଁ ମୋର ପିଲାଦିନ ସାଙ୍ଗ ମେଳରେ ବିତିଯାଇଥିବା ମୃହୃତ ଗୁଡ଼ିକ ମନେ ପକାଇ ଆଖିର ଲୁହ ଆସିଗଲା

  • @kishorebehera5495
    @kishorebehera5495 Před 6 měsíci

    ମନକୁ ଛୁଇଁଲା ଭଳି ଗୀତ ଓ ପିଲା ଦିନର ବହୁତ ସ୍ମୃତି ଲୁଚି ରହିଥିବା ଅତି ସୁନ୍ଦର ଗୀତଟିଏ 🎉😢

  • @pitambersethi8012
    @pitambersethi8012 Před 5 lety +34

    1997,1998 mashire DD-6 ODIYA re pratidina sandhya 6.00 re prasarita hauthila,aaji dekhi aakhiru luha bahuchi.

  • @diptipradhan2758
    @diptipradhan2758 Před 3 lety +10

    Akhire luha aasigala. Mana ta dukhi heigala. Bhagwan samasta nku bhalare rakhantu😭❤️❤️

  • @pintuvillagetour
    @pintuvillagetour Před rokem +1

    କାଳଜୟୀ ଗୀତ ❤❤❤❤❤
    ଏ ଗୀତ ଶୁଣିଲେ ହୃଦୟ ଅପୂର୍ବ ଆନନ୍ଦରେ ଭରିଯିବା ସହିତ ଆଖି ଆଗରେ ଗାଁ ର ଛବି ନାଚି ଯାଏ 😢😢 ଲେଖକଙ୍କୁ ମୋର ଶତ ଶତ ପ୍ରଣାମ 🙏🙏🙏🙏🙏

  • @manojsethy4151
    @manojsethy4151 Před rokem

    Mati re sei saraga mora seithi achi mo sathi ghara.. jaliba puni seithi sese mohari chita niana tii.. ea Gita sunila bele kichi samaya lagi Dunia ra sabu dukhi bhuli jae❤❤😊😊😊

  • @Inventor-ty5wz
    @Inventor-ty5wz Před 5 lety +167

    my heart is my odisha,i salute to sachidanand routray,and singer subhash das,

  • @jayasengouda1463
    @jayasengouda1463 Před 5 lety +164

    Akhire luha asigala
    Gita ta Suniki
    Satare full heart touching song

    • @soumyapradhan9374
      @soumyapradhan9374 Před 5 lety +3

      Kichi kahiba pain sabda nahi aaji mu mo gaaon ku bahut mane pakouchi sehi chota bela lucha kali kua badi natu aau dhana kata chuti... bele nadi patha... bahut mane paduchi.. aaji mu desa bahare rahuchi kintu mo alhiru luha jharijauchi jetebele eehi gita ti sunuchi... jay maa charchika
      Vande utkala janani

    • @ckpatt9886
      @ckpatt9886 Před 4 lety

      @@soumyapradhan9374 😭😭😭

    • @sairajtudu2100
      @sairajtudu2100 Před 4 lety

      @@soumyapradhan9374 zz

    • @debasishpatra2993
      @debasishpatra2993 Před 4 lety

      Exactly😌😌😭

    • @kailashnayak6332
      @kailashnayak6332 Před 4 lety

      @@ckpatt9886 ଓଡ଼ିଆ ଭଜନ

  • @Ajaykumarpradhan827
    @Ajaykumarpradhan827 Před 10 měsíci

    ମଣିଷ ସହର ରେ ଜେତେ ଧନଦଉଲତ କମଉନା କାହିଁକି ହେଲେ ଅସଲି ସୁଖ ତ ଗାଁ ମାଟିରେ ଥାଏ ❤❤❤🥰🥰/ଛୋଟ ମୋର ଗାଁଟି❤

  • @jitendraparida3114
    @jitendraparida3114 Před 4 měsíci

    ହୃୟସ୍ପର୍ଶୀ ଗୀତ ଟି କହୁଛି ମୋ ଗାଁ କେତେ ସୁନ୍ଦର୍
    ହୃଦୟ ରେ ଛବି ହୋଇ ରହିଥିବା ସେହି ଦିନ ର ସ୍ମୃତି ଆଜି ମନେ ପଡ଼ିଲେ ଆଖିରୁ ଲୁହ ଝରି ପଡ଼ୁଚି ଓହୋ

  • @lbsnaa2533
    @lbsnaa2533 Před 5 lety +41

    I love my odisha.... proud of their culture, traditions.. Nd proud to be odia..💖🌟❤️❤️💞😊😊

  • @shrutishreedas9700
    @shrutishreedas9700 Před 3 lety +41

    Remembering the time when I used to listen it,broadcasted on doordarshan. This song is more lively and a thousand times worth listening than current day nonsense bully*wood and ollywood songs. Such beautifully sung ❤️

  • @pradeepnayak5387
    @pradeepnayak5387 Před 7 měsíci +2

    ୨୦୨୪ ର ପ୍ରଥମ ସଙ୍ଗୀତ ରୁ ବର୍ଷ ଆରମ୍ଭ ମୋର 😊❤

  • @damayantidas5308
    @damayantidas5308 Před 7 dny

    ଜୟ ଜଗନ୍ନାଥ ଜୟ ପଞ୍ଚସଖା ବହୁତ ସୁନ୍ଦର ଗୀତଟିଏ ବହୁତ ଭଲ ଲାଗିଲା ଧନ୍ୟବାଦ୍ ନମସ୍ୟ ପିଲା ଦିନର କଥା ମନେପଡିଲା ଜୟ ଜଗନ୍ନାଥ ଜୟ ପଞ୍ଚସଖା

  • @tusharpradhan204
    @tusharpradhan204 Před 3 lety +72

    I hear it again and again..I Miss my Village very much...

  • @sritamdharua7923
    @sritamdharua7923 Před 5 lety +84

    After watching this video I can't hold to my tears of the eyes

  • @puspanjalimajhi568
    @puspanjalimajhi568 Před 2 lety

    ମନେ ପଡେ ସେହି ପିଲା ଦିନର ସମୟ ଗାଆଁ ପରିବେଶ ଏବଂ ଗାଆଁ ସାଙ୍ଗ ସାଥି । ଜୀବନ ର ସବୁଠୁ ଭଲ ସମୟ ମଧ୍ୟରେ ଏହି ପିଲା ଦିନର ସମୟ ସବୁଠାରୁ ଭଲ ସମୟ ।
    ଇଛା ହୁଏ କି ପୁଣି ଥରେ ସେହି ଅତୀତ କୁ ଫେରି ଯିବା ପାଇଁ । ବହୁତ ମନେ ପଡେ ସେହି ପିଲା ଦିନର କଥା 🥰

  • @jhansimallick1435
    @jhansimallick1435 Před 7 měsíci +1

    ଚିର ସବୁଜ ଏ ଗୀତ, ଯେତେ ଶୁଣିଲେ ବି ବାରମ୍ବାର ଶୁଣିବାକୁ ଇଛା ହୁଏ, ଚିର ନମସ୍ୟ ସଚି ରାଉତରାୟ ଓ ସୁବାଷ ଦାସ

  • @dakshasahu8630
    @dakshasahu8630 Před 5 lety +350

    ସତରେ ଗୀତ ଟି କେବଳ ଗାଁ କୁ ମନେ ପକାଇ ଦେଉନି ମୋର ପିଲାଦିନ ଯେଉଁଦିନ ମୁଁ ଗାଁରେ ବିତାଇ ଥିଲି ତାହା ମନେ ପକାଇ ଦେଉଛି l

  • @subratgaria1295
    @subratgaria1295 Před 4 lety +11

    Always Super Song❤️❤️🌹
    Ebe gaan aau gaan bhali nahin 😭😭
    Miss You Child🚸 Life & Old Culture Village
    Love 💕 From Odisha Sonepur Govindapur ❤️❤️🌹

  • @bijaykumar3140
    @bijaykumar3140 Před 4 měsíci

    ଆଜିକାଲି ଗାଁ ରେ ସେ ବାସ୍ନା ନାହିଁ, ଏ ଗୀତ ଶୁଣିଲେ ମୋ ପିଲାଦିନ କଥା ମନେପଡେ, ସତରେ ସେଦିନର ସେ ପିଲାଦିନ ଫେରିଆସନ୍ତା କି .......😢😢😢😢❤

  • @chesrajsitaram2226
    @chesrajsitaram2226 Před 2 lety

    ଏଇ ଗୀତ ଶୁଣିବା ମାତ୍ରେ ମୋର ସବୁ ଛୋଟ ଦିନ ର ସବୁ ସ୍ମୃତି ମନେ ପଡି ଯାଏ.
    ମୋର ଯେତେବେଳେ ବି ଯେତେ ଟେନସନ ଥିଲେ
    ଏଇ ଗୀତ ଶୁଣିବା ମାତ୍ରେ
    ସବୁ ଟେନସନ ଉଭୟେ ଯାଏ.

  • @ansumanbadajena3471
    @ansumanbadajena3471 Před 3 lety +55

    How someone dislike the video!!such a beautiful and ❤️ touching song

    • @afshin12355
      @afshin12355 Před 3 lety

      Right

    • @samirpradhan5698
      @samirpradhan5698 Před 3 lety +2

      Actually those who were dislike this video, they are not real odiya and they were unknown to beauty of village life

  • @sanjibkumarpanda9990
    @sanjibkumarpanda9990 Před 4 lety +47

    Really after watching this video my tears is no more control, I m belongs fm a tribal area the dist of mayurbhanj. My village is a super top village fm others.anyway thanks to all the crew members for making this novel work, my best wishes to all. Stay safe Jay jagannath

  • @prashantamilan3616
    @prashantamilan3616 Před 5 měsíci

    ଆଉ ନାହିଁ ସେ ଗାଁ ପ୍ରତି ଭଲ ପାଇବା l ଲୋକ ମାନେ ଏବେ ସହର ମୁହଁା ହଉଛନ୍ତି କିନ୍ତୁ ଆଜି ମଧ୍ୟ ଏ ଗୀତ ରେ ଆମ ଗାଁ ର ସ୍ମୃତି ଲୁଚି ରହିଛି l ❤

  • @mamatamohapatra6699
    @mamatamohapatra6699 Před rokem +1

    ଏ ଗୀତ ଶୁଣିଲେ ଖାଲି ଆଖିରେ ଲୁହ ନୁହେଁ ଦେହରେ ଲୋମ ସବୁ ଟାଙ୍କୁରୀ ଉଠେ , ଏମିତି ଭାବ ଗର୍ଭକ ଗୀତ ତୁଳନା କରାଯାଇ ପାରିବ ନାହିଁ , ବାସ୍ତବ ରେ ପିଲାଦିନ ଜୀବନ ଆଉ ସେ ଅଭୁଲା ସ୍ମୃତି କେବେ ଫେରି ଆସେନା ଗାଁ ର ଜୀବନ ଆଉ ସହର ମଧ୍ୟରେ କେତେ ଫରକ ଇଛା ହୁଏ ପୁଣି ସେଇ ପିଲାଦିନ ର ଦୁନିଆ କୁ ଫେରି ଯିବାକୁ କେତେ ସୁନ୍ଦର ସଚିରାଉତ ରାୟ ଙ୍କ ଗୀତ ସତ ସତ ଧନ୍ୟ କବି ତୁମେ 🙏🙏🙏😭😭😭😭😭😭😭

  • @srikantapattnaik8585
    @srikantapattnaik8585 Před 5 lety +128

    130 dislikes
    Why 😕❓
    They might have never been to their villages. Actually "it makes a whole village to build up a child"
    I am happy, that I belong to a village.

    • @funaticstudylotion9304
      @funaticstudylotion9304 Před 4 lety

      u r ryt dr

    • @manoranjanputhal5025
      @manoranjanputhal5025 Před 4 lety

      We should not take it negative may be they don't know which is what.

    • @vikyofficial3327
      @vikyofficial3327 Před 4 lety

      Don't worry sabka pasand brandad nhi hota hai ..

    • @biswajitrout4022
      @biswajitrout4022 Před 4 lety +1

      This is not the real video of the song. Thats why dislikes

    • @RahulRay16
      @RahulRay16 Před 4 lety +2

      Jadi thik se kehi Jane bujhiba....Sahara kn alaga duniya ru loko asile bhi akhire Luha asijiba...ei geeta gote mansiha RA hrudyara ra anga...Jana nahi kainki loko mane dislike karithibe...hele Mo pain ta e geeta gote jibana...

  • @prasantahansa3320
    @prasantahansa3320 Před 5 lety +30

    I speechless for this song.i can not express my feelings with word but try to express in my work.

  • @rakeshalltypeoffvideo5953
    @rakeshalltypeoffvideo5953 Před 10 měsíci

    ଏଇ ଗୀତ ଶୁଣିଲେ ମୋ ପିଲା ଦିନର ବହୁତ କିଛି କଥା ମନେପଡ଼ିଯାଏ ଗାଁ ର ସେଇ ଖାଲ ଢିପ ରାସ୍ତା ଆଉ ଧାନବିଲ, ସାରୁ ବିଲ, ଆଉ ସେଇ ବିଲରେ ଛୋଟ ଛୋଟ ମାଛ ଆଉ କଙ୍କଡା ଧରିବାରେ ଯୋଉ ଆନନ୍ଦ ଥିଲା ଆଉ ଆଜି କାଇଁ 😭ଶୀତ ଦିନେ ବାଡ଼ି ଘର ଗୋବର ରେ ଲିପା ହେଇଥାଏ ଆଉ ସକାଳ ର କଅଁଳିଆ ଖରାରେ ବସି ପଖାଳ, ଆଳୁ ପୋଡା, ବରକୋଳି, ଚକଟି ଖାଇବାରେ ଯୋଉ ଶାନ୍ତି ଥିଲା ଆଜି କାଲି କା ବିରିୟାନୀ ରେ ନାହିଁ ସେତେବେଳ ର ସକାଳ ର ଗୋଟେ ଅଲଗା ପ୍ରକାର ର ସ୍ୱାଦ ଥିଲା ଆଜି କାଇଁ ଆଉ କିଛି ନାଇଁ ସବୁ ପିଲା ବେଳେ ପଳେଇଚି ଏକୁଟିଆ ବସିଲା ବେଳେ ଏଇ ଗୀତ ଟି ମୁଁ ଶୁଣେ ଯୋଉ ଲୁହ ଟି ବାହାରେ ନା ଶାନ୍ତି ର ଲୁହ ସେଇ time ରେ ମୁଁ ସବୁ କିଛି ଭୁଲି ଯାଏ

  • @gitagathakikahani5256
    @gitagathakikahani5256 Před rokem +1

    Tora phulare subasa ,kantha re subasa , charane pranama subas das and great salute to sachi sir for imagination of village and also child hood days

  • @MrRaj-eg1xd
    @MrRaj-eg1xd Před 4 lety +31

    Never forget that village where you are born 🙏🙏🙏🙏🙏🙏

  • @Positive_Videos_calm
    @Positive_Videos_calm Před 3 lety +10

    All time famous song. A song that always reminds me my childhood 😭😭😭😭😭😭😭😭😭😭😭😭😭😭lots of thanks to great writer Sachidanand Rautraya🙏🙏🙏🙏

  • @pradipkumarswain6590
    @pradipkumarswain6590 Před 4 měsíci

    ସେ ପିଲାଦିନ ଆଉ ସେ ସମୟ ସେ ସାଙ୍ଗସାଥୀ ଏବଂ ମୋର ସେଇ ପ୍ରିୟ ଗାଆଁ, ❤

  • @rajatakumardashbrekingnews9311

    ସତରେ ଇଏ କଣ ଜୀବନର ଏକ ବିତିଜାଇଥିବା ସୃତି ଜାହାକୁ କେବଳ ଭାବିଲେ ଦୁଃଖ ଲାଗେ

  • @mrakumar6070
    @mrakumar6070 Před 3 lety +27

    Only legend can feel such a great song and emotions of childhood with village.. Thanks a million S Rout🙏🙏🙏

  • @amitpanda4303
    @amitpanda4303 Před 4 lety +9

    I love the old days i had spent in my village.... But today there are many building cars etc and no love between people... All are in the race of money. I miss my old village.

  • @firojsahoo3045
    @firojsahoo3045 Před rokem

    ଆହା ଏ ଗୀତଟି ଶୁଣିଲେ ଦେହ ହାତ ଝିମ୍ ଝିମ୍ ହେଇଯାଉଚି କେତେ ସୁନ୍ଦର ଥିଲା ସେ ପିଲାଦିନ ଗା ଦାଣ୍ଡରେ କାଗଜ ଡ଼ଙ୍ଗା ,ରଜ ଦୋଳି ପିଠା ପଣା ଶୀତ ଦିନେ ଗା ଦାଣ୍ଡରେ ନିଆ ପୋଇବା ତପୋଇ ପୂଜା ମାଙ୍କଡ ବଡ଼ାଇ,ବା ମାଙ୍କଡ ବଡ଼ାଇ,କି ଗୋଡ଼ ହାତ ଖଣ୍ଡିଆ କରିବା ସେ ଦିନ କଥା ମନେ ପଡିଲେ ଆଖି ରୁ ଦୁଇ ଟୋପା ଲୁହ ବୋହି ପଡ଼େ,,❤️❤️❤️❤️❤️❤️❤️❤️ ପିଲାଦିନର ସ୍ମୃତି ❤️❤️ଅବିକା ତ୍ ପଇସା ପଛରେ ଗୋଡ଼ାଇ ଗୋଡ଼ାଇ ଜୀବନ ଗଲା ଶାନ୍ତି ବୋଲି ଗୋଟେ ଜିନିଷ ଜୀବନରୁ ବିଲୁପ୍ତ ହୋଇଗଲାଣି ,ଖାଲି ଦୁଃଖ ଦୁଃଖ,😭😭😭😭😭28,5,2023

  • @sunilkumarnayak3314
    @sunilkumarnayak3314 Před rokem

    ସଚ୍ଚିଦାନନ୍ଦ ରଚନା ଆଉ ସୁଭାଷ ଙ୍କ କଣ୍ଠ ସତରେ ଭଗବାନ ଙ୍କ ଆଖିରେ ବି ଲୁହ ଆଣିଦେବ ଏ ଗୀତ

  • @pritiswain3718
    @pritiswain3718 Před 5 lety +382

    Esabu khali gote Gita nuha jibanara gote gote anga. Esabu Gita bina piladinara memory sabu adha hei rahiba

  • @kanhaapugroups7091
    @kanhaapugroups7091 Před 4 lety +17

    Mu odia..... Mo vasa odia.... MO gaon odia... MO rajya Odisha.... 💖💖💖💖Odisha 💕💕💕💕

  • @biswajitswain6354
    @biswajitswain6354 Před rokem

    ଏ ଗୀତ ଶୁଣୀ ଲେ ମୋର ପିଲା ଦୀନ ର କଥା ମନେ ପଡେ ସତରେ ପିଲା ଦିନ ଫୁଣୀ ଥରେ ଫେରୀ ଆସତନୀ ବହୁତ୍ ସୁନ୍ଦର ପିଲା ଦୀନ ର ସମୟ 😭😭😭😭😭😭😭🙏🙏🙏🙏🙏

  • @samitsahoo876
    @samitsahoo876 Před 9 měsíci +1

    ଆଉ ସେ ଦିନ କେବେ ଆସିବନି
    ସରିଗଲା ସେ ଦିନର ଗାଆଁ ର ସ୍ମୃତି ଆଜି ଲୁହ ଆସିଯାଉଛି