He Samaya | Full Video | Mu Aau Tame | Babul Supriyo | Srikant Gautam | Shantiraj Khosla

Sdílet
Vložit
  • čas přidán 27. 09. 2022
  • Sun Music Odia ପ୍ରସ୍ତୁତ କରୁଛି ମୁଁ ଆଉ ତୁମେ ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ହେ ସମୟ" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ ଏବଂ ସଂଗୀତରେ ସଜେଇଛନ୍ତି ଶାନ୍ତିରାଜ ଖୋସଲା, ଏହାର ନିର୍ଦ୍ଧେଶନା ଦେଇଛନ୍ତି ରବୀନ୍ଦ୍ର ପ୍ରଧାନ ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Sun Music Odia.
    ► To Subscribe Our Channel Click On: / sunmusicodia
    ► Video Credits
    ♫ Album Name: Mu Aau Tame
    ♫ Song Name: He Samaya
    ♫ Singer: Babul Supriyo
    ♫ Lyrics: Srikant Gautam
    ♫ Music Director: Shantiraj Khosla
    ♫ Artists: Srikant Gautam
    ♫ Producer: Srikant Gautam
    ♫ Director: Rabindra Pradhan
    ♫ Production House: Sun Music
    Listen He Samaya -
    Amazon Music: amzn.to/3SIpNMe
    Jio Saavn: bit.ly/3edPENd
    Gaana: bit.ly/3CaHIEw
    Spotify: spoti.fi/3rztI21
    Wynk: bit.ly/3Ej2695
    CZcams Music: bit.ly/3SHayTW
    Apple Music: apple.co/3EmuirM
    ► Enjoy & stay connected with us!
    ♦ Facebook: / sunmusicodia
    ♦ Twitter: / sunmusicodia
    #SunMusicOdia #HeSamaya #FullVideo #BabulSupriyo #SrikantGautam #ShantirajKhosla #BabulSupriyoSongs #BabulSupriyoHits #RabindraPradhan #MuAauTame #SrikantGautamHits #SunMusicModernHits #OdiaSong #OdiaModernSong #ChildhoodSong #OdiaChildhoodSong
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.
  • Hudba

Komentáře • 1,7K

  • @swastiranjandash1
    @swastiranjandash1 Před 6 měsíci +573

    ୨୦୨୪ ରେ କିଏ କିଏ ବିତିଯାଇଥିବା ସେହି ଅମୂଲ୍ୟ ଦିନକୁ ବହୁତ ମନେ ପକାଉଛ...❤❤❤

  • @sub12at
    @sub12at Před 6 měsíci +93

    ଜୀବନ ଠାରୁ ❤ବଡ଼ ବିଦ୍ୟାଳୟ ନାହିଁ....
    😢ଅସୁବିଧା ଠାରୁ ବଡ଼ ପରୀକ୍ଷା❌ ନାହିଁ.....
    ଆଉ ସମୟ ଠାରୁ ବଡ଼ ଶିକ୍ଷକ 🙄ନାହିଁ.......❤

  • @ChandanDehury-kg1bj
    @ChandanDehury-kg1bj Před měsícem +42

    2024 ରେ କିଏ କିଏ ଦେଖୁଛ

  • @kumarjanmejay
    @kumarjanmejay Před rokem +295

    ମୋ ପିଲାଦିନେ ଯେବେ ଏହି ଗୀତ ଟିଭିରେ ପ୍ରସାରିତ ହୁଏ, ଶୁଣିବାକୁ ଭଲଲାଗେ। ହେଲେ ଏବେ ବଡ଼ ହେବାପରେ ଏହାର ଅର୍ଥ ବୁଝାପଡୁଛି। ବାସ୍ତବରେ ଏହା ଏକ ଗୀତ ନୁହେଁ ବରଂ ଜୀବନର ଏକ ସୁନ୍ଦର ବର୍ଣ୍ଣନା। ❤️

  • @hi_imbiswaranjan
    @hi_imbiswaranjan Před 8 měsíci +49

    ଏମିତି କିଛି ହୁଅନ୍ତାନି କି ଆମେ ପୁଣି ଥରେ ଆମ ପିଲା ଦିନ କୁ ଆମେ ଫେରି ଆସନ୍ତେ 😢😢😢😢 ବହୁତ୍ ମନେ ପଡୁଛି ସେ ଦିନ ରେ । ହେ ଭଗବାନ୍ ଏତିକି ଅନୁରୋଧ କି ପୁଣି ଥରେ ମଣିଷ ଜନ୍ମ ଦିଅନ୍ତୁ 😢😢😢😢 ପୁଣି ସେଇ ପିଲା ଦିନ ଅବସ୍ଥା କୁ ଆସି ଯାଆନ୍ତି କି 😢

    • @ranjitgaming5805
      @ranjitgaming5805 Před 20 dny +1

      😮😮😢😢😢hmm bhai

    • @ankitavlog757
      @ankitavlog757 Před 11 dny

      Abe ra pila Mane kn agabhali Dina bitauchhanti
      Abe ta khali 2 barsaru patha patha hei jauchhanti

  • @bibhutistar3301
    @bibhutistar3301 Před rokem +217

    ଭାଇ ଏ ଗୀତ ଲେଖିବାର ନଥିଲା, କାହିଁକି ନା ଆମ ଭଳି ଗାଁ କୁ ଭଲ ପାଉଥିବା ପିଲା କାନ୍ଦୁଚ ନ୍ତି ଏ ଗୀତ ସୁଣି

  • @ajayakumarrana7084
    @ajayakumarrana7084 Před rokem +60

    ଓଡ଼ିଆ ଭାଷା ଥିବା ଯାଏ ଏ ଗୀତ ସବୁବଳେ ହୃଦୟସ୍ପର୍ଶୀ ହୋଇ ରହିବା। ସବୁବେଳେ ଆମ ପିଲାଦିନ କଥା ମନେ ପକେଇ ଦବ। ଧନ୍ୟବାଦ୍ ଶ୍ରୀକାନ୍ତ sir।

  • @AmritaJeevanJyoti
    @AmritaJeevanJyoti Před 5 měsíci +50

    ଅତୀତ ଏମିତି ଏକ ସ୍ମୃତିଫୁଲ ଟିଏ
    ଯେତେ ବାସୀ ହୁଏ ସେତେ ବାସୁଥାଏ.. ✍️
    ଜୟ ଜଗନ୍ନାଥ ସ୍ୱାମୀ 🙌

  • @neelambargouda705
    @neelambargouda705 Před rokem +479

    2023 ରେ ବି ଏହି ଗୀତ ଶୁଣୀ ଆମ ପୀଲାଦୀନ କଥା ବୋହୁତ ମନେପଡେ ,ମୋ ଗା ,ମୋ ଭାଷା, ମୋ ଓଡିଶା, ଆମେ ସଭୀକୁଂ ଆମ ଭାଷା କୁ ଭଲ ପାଇବା ଜରୁରୀ

  • @sunitanayak184
    @sunitanayak184 Před rokem +390

    ଏଇ ଗୀତ ଟା ଯେତେ ଥର ଦେଖୁଚି, ମୋ ଆଖିରୁ ଲୁହ ବାହାରି ଆସୁଚି...😔 🎶 👌👌👌singer babuli sir👍👍

  • @abc.6778
    @abc.6778 Před 6 měsíci +65

    2024 ରେ ମଧ୍ୟ ଏହି ଗୀତ ଶୁଣିଲେ ସେହି ପିଲାଦିନର ଚିରସ୍ମରଣୀୟ ଦିନ,ଖେଳକୁଦ ମନକୁ ଅତି ଆନନ୍ଦରେ ଭରିଦେଇଥାଏ ❤❤❤

  • @Sunshinetvodia
    @Sunshinetvodia Před 5 měsíci +31

    ଏଇ ଗୀତ ଶୁଣିଲେ 😢 ସତରେ ଆଖି ରୁ ଲୁହ ଝରି ପଡେ ସେ ଖେଳ କୁଦ ସେ ସ୍କୁଲ ଘର ପଡିଆ ସେ ବର କୋଳି ଆଉ ସାଙ୍ଗସାଥି ❤ କବେ ଫେରିବନି

  • @sbrconstruction2012
    @sbrconstruction2012 Před rokem +374

    ଅଭଳି ଗୀତ ଓଡ଼ିଆ ଆଲବମ ଜଗତ ପାଇଁ ଗର୍ବ ଓ ଗୌରବ 🙏🙏🙏

    • @AamaGaonAamaMati
      @AamaGaonAamaMati Před rokem +1

      🙏🙏🙏

    • @Dhaneshwa2140
      @Dhaneshwa2140 Před 2 měsíci

      ଏ ଗିତ ପିଲା ଦିନ କଥା ମନେ ପକାଏ ସତରେ ବହୁତ ମନ ପଡେ 😢

    • @user-vy1ph6qd7t
      @user-vy1ph6qd7t Před měsícem

      Gunamahaptra

  • @supravabehera9800
    @supravabehera9800 Před rokem +314

    ସତରେ ଗଲା ଦିନ ସବୁ.. ଏହି ଗୀତ ଶୁଣିଲା ପରେ ମନେ ପଡି ଯାଉଛି.... ସତରେ ଗୌତମ ଭାଇ.... ତୁମକୁ ବହୁତ ବହୁତ ଧନ୍ୟବାଦ..... ତୁମ ସୁଖ ରୁହ

  • @anitamohanty4276
    @anitamohanty4276 Před rokem +112

    ଯେବେ ବି ଏଇ ଗୀତ ଶୁଣେ ପିଲାଦିନ କୁ ମନେ ପକେଇ ଢେର କନ୍ଦେ ମୁଁ 🙏

    • @nitunmoharana2427
      @nitunmoharana2427 Před 11 měsíci +5

      ସତରେ କେତେ କଥା ମନେ ପଡ଼ିଯାଏ ❤️🙏🙏

    • @touropediahindi2805
      @touropediahindi2805 Před 6 měsíci +1

      Hii

    • @Tv-mg9yk
      @Tv-mg9yk Před 5 měsíci +1

      ମୁଁ ମଧ୍ୟ ଏହି ଗୀତ ଶୁଣିଲେ ମୋର ପିଲା ଦିନ ବହୁତ ମନେ ପଡ଼େ। ସେଥିପାଇଁ ମୁଁ ମୋର ପିଲା ଦିନ ଫେରିପାଇବା ପାଇଁ ମୁଁ ହିନ୍ଦୀ ଶିକ୍ଷକ ହେବାକୁ ଯାଉଛି।

    • @SambhuBarik-fl5lk
      @SambhuBarik-fl5lk Před 4 měsíci +1

      ସତ 😢

    • @gamingboys7031
      @gamingboys7031 Před 3 měsíci +2

      Really untold story of childhood..

  • @saubhagyaranjansethi2702
    @saubhagyaranjansethi2702 Před 11 měsíci +35

    ଜୀବନର କେତେ ସୁନ୍ଦର ମୁହୂର୍ତ୍ତ ସବୁ ବିତି ଯାଇଛି ଯାହା ଆଜି ବି ମନେ ପଡିଲେ ବହୁତ୍ କଷ୍ଟ ଅନୁଭବ ହୁଏ ଆଉ ଆନନ୍ଦ ବି ଲାଗେ।

  • @sudarsanojha5337
    @sudarsanojha5337 Před rokem +186

    🥺🥺ସତରେ ସେ ପିଲା ଦିନ କେତେ ଭଲ ଥିଲା 😭ହେ ଭଗବାନ ମୋ ପିଲା ଦିନ ମୋତେ ଫେରାଇ ଦିଅ 😭😭

  • @prasantapattanaik862
    @prasantapattanaik862 Před rokem +1830

    ଆହା ସେ ପିଲାଦିନ କଥା ମନେ ପଡ଼ିଲେ ଆକିରୁ ଲୁହ ଝରି ଆସେ ବାପା ମା ଭାଇ ଭଉଣୀ ସାଙ୍ଗ ସାଥୀ ଖେଳ କୁଦ ଓ ଗାଁର ପ୍ରାକୃତିକ ଶୋଭା ଆଉ ମିଳିବ ନାହିଁ ଆଜି ତ ଆମେ ସମସ୍ତେ ଟଙ୍କା ଓ ସହରୀ ଜୀବନ ପଛରେ ଧାଇଁ ଧାଇଁ ଅଣ ନିଃଶ୍ୱାସ ନେଇ ବୃଦ୍ଧ ହୋଇଯିବା ହେଲେ ସେ ସମୟ ସ୍ବପ୍ନ ହେଇଯିବ

  • @manoranjanbarik2549
    @manoranjanbarik2549 Před rokem +13

    ବହୁତ୍ ଲୁହ ଝରିଲା ଆଖିରୁ ଗୀତଟି ଶୁଣିଲା ପରେ । ସତରେ ବହୁତ୍ ମନେ ପଡୁଛି ପିଲା ଦିନର କଥା ଓ ସ୍ମୃତି। 😢😢😢

  • @RanjanSundaray-ty4vf
    @RanjanSundaray-ty4vf Před 10 měsíci +8

    କେତେ ସୁନ୍ଦର୍ ଥିଲା ସେ ପିଲା ଦିନ ।ଭାବିଲେ ଖାଲି ଆଖିରେ ଲୁହ ଛଡ଼ା ଆଉ କିଛି ମିଳିବନି।କିନ୍ତୁ ସେ ଦିନର ସ୍ମୃତି ବହୁତ୍ ମିଠା ।ବୋଉର ଗାଳି ,ବାପାଙ୍କ ମାଡ଼,ଆଉ ସାଙ୍ଗ ମାନଙ୍କ ସହିତ ବିତିଯାଇଥିବ ସେ ମିଠା ମିଠା ଅଭୁଲା ସ୍ମୃତି ଆଉ ଯେତେ ଖୋଜିଲେବି ମିଳିବନି ।ସେ କଥା ମନେ ପଡ଼ିଲେ ଯେତିକି ଦୁଃଖ ଲାଗେ ସେତିକି ଖୁସି ବି ଲାଗେ ।ପିଲା ବୟସ ଭିତରେ ନା ଥିଲା ବାଦ ଛେଡ ନା ଥିଲା କାହାପ୍ରତି ହିଂସା ।

  • @neelambargouda705
    @neelambargouda705 Před rokem +94

    ପିଲା ଦୀନ ହଉଛୀ ଜୀବନ ର ସବୁଠୂ ଖୁସୀ ଜୀବନ, ନା ଭୁଲ୍ କରୀବାର ଡରଥାଏ,ନା ପିଲାବେଳ ର ସେ ଭୁଲ୍ କୁ ଧରାଯାଏ, ବୋହୁତ୍ ସୁଦଂର ମୋ ପୀଲା ଦୀନ,କାସ୍ ପୁଣୀ ଫେରୀ ଯାଆତୀ କୀ ସେଇ ଅଭୁଲା ଦୀନ କୁ❤❤❤❤

  • @sureshkumarpatra4957
    @sureshkumarpatra4957 Před 11 měsíci +28

    ସତରେ ସାଙ୍ଗ ମାନେ ପିଲା ବେଳ ର କଥା ବହୁତ୍ ମନେ ପଡୁଛି ଏ ଗୀତ ଶୁଣି ଆହୁରି ମନେ ପଡୁଛି ଆଉ ଫେରି ଯିବାକୁ ଇଛା ହୋଉଛି I REALLY MISS YOU 😭😭😭😭😭😭😭😭

  • @asishkumarparida4308
    @asishkumarparida4308 Před rokem +13

    ଏବେ ସମୟ ବହୁତ୍ ପରିବର୍ତ୍ତନ ହେଇ ଯାଇଚି ଆମ ସମୟ ଆଉ ଏବେ ଭିତରେ ବହୁତ୍ ଫରକ୍ ହେଲ ଏତିକି ଜାଣି ମନ୍ କୁ ବୁଝେଇ ଦବା କି - ସେ ସମୟ ଆଊ ଆସିବନୀ 😢that's called ସମୟ

  • @BuluBehera-rq6cp
    @BuluBehera-rq6cp Před rokem +14

    ମୋ ଜୀବନରେ ଯେତେବେଳେ କିଛି ଭୁଲ କାମ କରିଥିଲେ ଆଜି ସେ ଦିନ ମନେ ପଡୁଛି ତେବେ 😢😢

    • @prabadhdas7213
      @prabadhdas7213 Před rokem +1

      😢😢

    • @sanjeebpadhan6755
      @sanjeebpadhan6755 Před 5 měsíci

      ସତରେ ଆମେ ପିଲାଦିନେ ବହୁତ ଭୁଲ୍ କରିଛେ , ଆଜି ଗୋଟିଏ ଗୋଟିଏ ହେଇ ମନେ ପଡିଯାଉଛି , ଲେଖିଲା ବେଳେ ଆଖିରୁ ଲୁହ ଝରି ପଡୁଛି

  • @lalulalu-ko6fg
    @lalulalu-ko6fg Před rokem +16

    ପିଲା ଦିନକଥା ଭାରି ମନେପଡୁଛି ଗୀତ ଶୁଣିଲେ ଆଖିରୁ ଲୁହ ଆସିଯାଉଛି, ଏହି ଗୀତ ମଧ୍ୟରେ ସ୍କୁଲ ବେଳର କଥା ଭାରି ମାନେ ପଢୁଛି,,,ଧନ୍ୟବାଦ ଶ୍ରୀକାନ୍ତ ଗୌତମ ଭାଈଙ୍କୁ ସୁନ୍ଦର ଲେଖିଥିବାରୁ,,ସତରେ ମୋ ଆଖିରୁ ଲୁହ ଆସିଗଲା... 😭😭😭😭

  • @jasobantarana2709
    @jasobantarana2709 Před rokem +36

    ଏହି ବିଡ଼ିଓ ଯେତେଥର ଦେଖି ପିଲାଦିନ କଥା ବହୁତ ମନେ ପଡେ I Love This Video Song

  • @sanatcreation9351
    @sanatcreation9351 Před rokem +25

    ସମସ୍ତେ ସମସ୍ତଙ୍କ ଜୀବନରେ ବହୁତ କଷ୍ଟ ପାଇଥାନ୍ତି କିନ୍ତୁ ଏହି ଗୀତ ଶୁଣିଲେ ମନ ଭଲ ଲାଗେ👍🙏🙏

  • @imtheonlyone
    @imtheonlyone Před 8 měsíci +7

    ଏହି ଗୀତ ଶୁଣିଲେ ହୃଦୟ ରେ ଏକ ଅଲଗା ପ୍ରକାର ଶିହରଣ ସୃଷ୍ଟି ହୁଏ । ପିଲା ଦିନର ପ୍ରତିଟି ମୁହୂର୍ତ୍ତ ମନେ ପଡ଼ିଯାଏ।

  • @sweetgirlpinkul2612
    @sweetgirlpinkul2612 Před rokem +47

    ସମୟ ଡୋରି ରେ ବୟସ କୁ ରଖି ହୁଅନ୍ତା କି ବାନ୍ଧି।
    ପିଲାଦିନ ସ୍ମୃତି ମନେପଡିଗଲେ ଆଖି ଭିଜୁଥାଏ କାନ୍ଦି

  • @Nckcreativezone
    @Nckcreativezone Před rokem +98

    ଏହି ଗୀତ ଶୁଣିଲେ ବୋହୁତ ଦୁଃଖ ଲାଗେ ସେଥି ପାଇଁ ଜାଣି ଶୁଣି ଶୁଣେନି 😭😭😭😭

    • @shriramnayak950
      @shriramnayak950 Před rokem +6

      ମୁ ବି ଶୁଣେନି. ଜାଣି ଶୁଣି ସତରେ ଭାଇ ପିଲା ଦିନ କଥା ଶୁଣିଲା ବେଳକୁ ଆଖିରେ ଲୁହ ଆସିଯାଉଛି ରେ ଭାଇ😭

    • @sudhirnaik4095
      @sudhirnaik4095 Před rokem +6

      I really miss u my childhood memories

    • @satyapujhari4984
      @satyapujhari4984 Před rokem +6

      rigjt bro

    • @SunilKumar-ts3hk
      @SunilKumar-ts3hk Před rokem

      😢😢😢😢😢😢😢😢

    • @amaridietfamily
      @amaridietfamily Před 10 měsíci

      Bohut mane paduchi

  • @vaijyantoroy8303
    @vaijyantoroy8303 Před rokem +57

    Rest in peace Shantiraj Khosla. You created golden songs. Miss you.
    Beautiful song.

  • @papunchakrabarty9087
    @papunchakrabarty9087 Před rokem +23

    ଆଜି ବି ଏହି ଗୀତ ଶୁଣିଲେ ଅନେକ ଲୁହ ଆସି ଯାଏ ଆଖିରେ.. ସତରେ ପିଲା ଦିନ ଗୋଟେ ଅଭୁଲା କାହାଣୀ ଆମ ଜୀବନର... 😔😔

  • @gourab_bhai_4u
    @gourab_bhai_4u Před rokem +120

    ଏହି ଗୀତ ଶୁଣିଲେ ପିଲା ଦିନ କଥା ମନେ ପଡେ ଓ ଛାତିଫଟା କଷ୍ଟ ହୁଏ l ମନେ ପଡେ ବହୁତ୍ ଅଭୁଲା ସ୍ମୁତି l
    💔💔💔💔😭😭😭😭😭😭😭😭😭😭

    • @kiransamal87
      @kiransamal87 Před rokem

      Best song of my life. I love this song very very very much,,, really i miss those days.

  • @pradeepshub4076
    @pradeepshub4076 Před rokem +338

    ପିଲା ବେଳ ସମୟ କୁ ମନେ ପଡ଼ିଲିଲେ ବହୁତ ଦୁଃଖ ଲାଗେ.. I really miss my chilihood

  • @TapajMalik-ui7lv
    @TapajMalik-ui7lv Před rokem +8

    ପିଲାବେଳ ସାଙ୍ଗ, ସେହି ସମୟର ଅନୁଭୂତି ମନେ ପଡିଲେ ବହୁତ ଦୁଃଖ ଲାଗେ😟😟😭😞😞😞😞😞😟😢😢😢😢

  • @OdiaKabyaKabita
    @OdiaKabyaKabita Před rokem +10

    ଆଜି ବି ଏ ଗୀତ କିଏ କିଏ ଶୁଣୁଛନ୍ତି...

  • @SweetMemoryfilms
    @SweetMemoryfilms Před rokem +77

    I love you sir ଯେତେ ଥର ଏ ଗୀତ ଶୁନେ ସେତେ ଭଲଲାଗେ ତା ସହିତ ଆଖିରୁ ଦୁଇଟୋପା ଲୁହ ଜରିଯାଏ କଣ ପାଇଁ ଜନିପରେନି ସତରେ ଗୌତମ sir you are great person really I love you sir

  • @balarammallik8766
    @balarammallik8766 Před rokem +38

    ଆଜି କାର ସଙ୍ଗୀତ ନିର୍ଦ୍ଦେଶକ ଗୀତିକାର କଣ୍ଠଶିଳ୍ପୀ ଟିକେ ଏଭଳି ଗୀତ ରଚନା କରନ୍ତୁ,,, ଜୟ ଜଗନ୍ନାଥ

  • @lijupradhan3037
    @lijupradhan3037 Před 10 měsíci +4

    ସତରେ କେତେ ସୁନ୍ଦର ଥିଲା ଆମର ସେ ଅତୀତ ତଥା ଆମ ପିଲା ଦିନ ମନେ ପଡ଼ିଲେ ହୃଦୟ କାନ୍ଦି ଉଠୁଚି

  • @santoshkumarpattnaik1736
    @santoshkumarpattnaik1736 Před 10 měsíci +3

    ପ୍ରକୃତରେ ସେ ପିଲା ଦିନର ସ୍ମୃତି କୁ କେବେ ବି ଭୁଲି ହେବନି ।। ମୁଁ ଯେବେ ଏ ଗୀତ ଶୁଣେ ଆତ୍ମ ବିଭୋର ହୋଇପଡେ ।। ଏ ଗୀତର ଲେଖକ ଙ୍କୁ ମୁଁ ଅନ୍ତରର ସହିତ ଧନ୍ୟବାଦ୍ ଦେଉଛି ।।।

  • @junupradhan7417
    @junupradhan7417 Před rokem +36

    I love to this song 💞💕
    ପିଲା ଦିନ ମନେ ପଡୁଚି 🙏

  • @prasantakumarsahoo797
    @prasantakumarsahoo797 Před rokem +13

    ଏ ଗୀତ ଶୁଣିଲା ପରେ ରାଜଧାନୀ ରେ ରହିବାକୁ ଇଛା ଲାଗୁନାହିଁ୤

  • @mr.samal187
    @mr.samal187 Před rokem +8

    ଗୀତ ଟି ଶୁଣିଲେ ଆଖିରେ ଆପେ ଆପେ ଲୁହ ଆସିଯାଉଛି😌😌😌😌😌😌😌 ସତରେ ପିଲା ଦିନ ଠିକ୍ ଥିଲା ଆଉ ପୁଣି ଆମେ ପୁଅ ଜନ୍ମ ପାଇଛୁ ବହୁତ କଷ୍ଟ

  • @rajendradas4271
    @rajendradas4271 Před rokem +2

    See pila Dina Katha Mane padile bahuta dukha lage😢😢😢😢😢

  • @lotanbiswal5872
    @lotanbiswal5872 Před rokem +57

    କି ଜୀବନ ଥିଲା ସେ ସମୟ ସାଙ୍ଗରେ ସବୁକିଛି ବଦଳି ଗଲା ଏବେ ଭାବିଲେ ବାସ ଆଖିରେ ଚଳ ଚଳ ଲୁହ

  • @leepa2008
    @leepa2008 Před rokem +100

    After Sachi Routray Sir's "Chotta mora gaon ti", this song pen by Srikant Gautam Bhai should be declared odia national anthem.

  • @technicalnews580
    @technicalnews580 Před rokem +5

    ଆଖିରେ ଲୁହ ଆସିଗଲା ଭାଇ, ସତରେ ପିଲା ଦିନ ର ସମୟ କେତେ ସୁନ୍ଦର,

  • @bibhutistar3301
    @bibhutistar3301 Před rokem +2

    ଭାଇ ଏ ଗୀତ ବୋବାଲ୍

  • @biswajitjena5742
    @biswajitjena5742 Před rokem +15

    ସତରେ ଏ ଗୀତ ରେ ମୋ ପିଲା ବେଳର ସବୁ କଥାଚିତ୍ର ରହିଛି🙏

  • @bhaktialok8243
    @bhaktialok8243 Před rokem +106

    ଏହି ଗୀତକୁ ଶୁଣି ମୋତେ ବେଳେ ବେଳେ କାନ୍ଦ ଆସେ

  • @pkonthespotlive5597
    @pkonthespotlive5597 Před 2 měsíci +5

    ଏ ଗୀତ ଶୁଣି ମୁଁ ଗର୍ବିତ ଯେ ମୁଁ ସହରରେ ନୁହେଁ ଗାଁ ରେ ରହୁଛି

  • @kalingafishing2777
    @kalingafishing2777 Před rokem +4

    ହୃଦୟ ସ୍ପର୍ଷୀ ଓ ଚିରନ୍ତନ ସତ୍ୟ ,,,,ସର୍ବଦା ଭଲ ଲାଗିବା ଗୀତ,,,,ଲେଖକ ଙ୍କୁ ଧନ୍ୟବାଦ୍।

  • @dharmyog3479
    @dharmyog3479 Před rokem +37

    କାହିଁ ଗଲା ସେଦିନ ସାଙ୍ଗ ସାଥି ଭାଇ ଭଉଣୀ, ମାମୁଁଘର ଗାଁ, ବିଲ ବଣ ନଦୀ, ଘର ଠୁ ବହୁଦୂରେ 😭😭😭

  • @musicloverscreation7062
    @musicloverscreation7062 Před rokem +50

    Kia kia 2022re a gota sunichanti comments re kahibe old is gold 🥇🏆

  • @ananda_creationforyou123
    @ananda_creationforyou123 Před 9 měsíci +6

    ଏ ଗୀତ ଶୁଣିଲା ପରେ ମନର ଥିବା କୋହୋ ଆଖିର ଲୁହ ହୋଇ ବାହାରି ଆସୁଛି😢ମନେ ପଡେ ମୋ ପିଲା ଦିନ ଆଉ ମୋ ବାପା ମାଙ୍କ କଥା😭😭😭😭😭😭😭😭😭

  • @OdishaGovernmentjobs
    @OdishaGovernmentjobs Před rokem +51

    ବର୍ତମାନ ର ବ୍ୟସ୍ତ ବହୁଳ ଜିବନ ଠାରୁ ଆମ ପିଲା ଦିନ ବହୁତ ଭଲ ଥିଲା । ଲୋଭ ମୋହ ଠାରୁ ବହୁତ ଦୂରରେ ଥିଲା । Really Missing that Moment 😔

  • @niteshnaik9203
    @niteshnaik9203 Před rokem +23

    ପୁରୁଣା ଦିନ ବହୁତ୍ ଭଲ ଥିଲା ଆଜି ବି ମନେ ପଡେ ସେଇ ବିତୀ ଯାଇ ଥିବା କିଛି ଦିନ ମୋର ଛୋଟ୍ ବେଳ ର ବଦମାସୀ ଆଜି ବି ବହୁତ୍ ମନେ ହୁଏ ଏଇ ଗୀତ ଶୁଣି i miss you childhood dina ke

  • @hemrajsikha6824
    @hemrajsikha6824 Před rokem +2

    World no1 song ସବୁ ପିଲାଦିନ ମନେ ପଡିଯାଏ

  • @jhuminaik8636
    @jhuminaik8636 Před 9 měsíci +15

    ମୋ ଗାଁ ମୋ ଆମ୍ବତୋଟା ମୋ କାଗଜ ଡ଼ଙ୍ଗା ମୋ ମାଟି ଘର ମୋ ନଦୀ କୂଳ ମୋ ବେତ ମାଡ଼ ମୋ ମାମୁଁଘର ଖରା ଛୁଟି ମୋ ଦୁଷ୍ଟାମୀ ମୋ ଗାଁ ବିଦ୍ୟାଳୟ ମୋ ସାଙ୍ଗ ମାନଙ୍କୁ ଫେରାଇ ଦେ ସମୟ 😢😢😢😢😢😢😢

  • @shortvideoforsipun9136
    @shortvideoforsipun9136 Před rokem +13

    ଯେତେ ବେଳ ପିଲା ଦିନ କଥା ମନେ ପଡେ ଭାରି ମନ ଦୁଃଖ ହୁଏ🥺😢😓😭i miss you chilld

  • @sagramsoren4342
    @sagramsoren4342 Před rokem +10

    ଅଭୁଲା ସ୍ମୃତି ମୋନେ ପଡ଼ିଲେ ଆଖିରୁ ଲୁହ ଝରେ

  • @banitasahoo1358
    @banitasahoo1358 Před 7 měsíci +1

    ସତରେ ପିଲା ଦିନ ଏମିତି ଥିଲା ନା କିଛି ଲୋଭ ନା ମୋହ, ଗର୍ବ ନା କିଛି ପାଇବାର ଆଶା ନା କାହାକୁ ହରେଇ ବାର ଦୁଃଖ , ଛୋଟ ବେଳେ ଗୋଟେ ଜିନିଷ ପାଇଁ ଭାଇ ଭଉଣୀ ଝଗଡ଼ା kaas ଆଉ ଥରେ ଫେରେଇ ଦିଅନ୍ତେ କି😢😢😢

  • @ramachandrajena8123
    @ramachandrajena8123 Před 4 měsíci +4

    ପ୍ରକୃତରେ ସେ ପିଲାଦିନର କଥା ମନେ ପଡ଼ିଲେ ଭାରି କଷ୍ଟ ହୁଏ ମୋର ଅତୀତର ସାଙ୍ଗସାଥୀ ମାନଙ୍କୁ ମୁଁ ବହୁତ ମିସ୍ କରେ। ଯଦି ସମୟ ଯାତ୍ରା କରି ହୁଅନ୍ତା ତେବେ ମୁଁ ସେହି ସମୟକୁ ଫେରି ଯାଆନ୍ତି 😢😢😢

  • @swadhinsamal519
    @swadhinsamal519 Před rokem +15

    କିଏ ଆଣିଦେବେ ମୋ ପିଲାଦିନ ମନେପଡେ ବହୁତ କଷ୍ଟହୁଏ 🙏🙏🙏🙏🙏🌹🌹🌹👍

  • @proffrahan9585
    @proffrahan9585 Před rokem +13

    Bobul supriyo bhai nka pai like tike hou gays 🥰😘

  • @ghanashyammaharana5179
    @ghanashyammaharana5179 Před 5 měsíci +1

    ପିଲା ବେଳ କଥା ବିତି ଯଇଥିବା କଥା ମନେ ପଡିଲେ ବହୁତ କାନ୍ଦ ଲାଗେ 😢😢😢...i really miss my childhood life

  • @Bisworanjan88
    @Bisworanjan88 Před rokem +1

    ଶ୍ରୀକାନ୍ତ ଗୌତମ ଭାଇ ତୁମକୁ ମୋର ହୃଦୟ ର ଗଭୀରତା ରୁ ଭଲ ପାଇବା

  • @surayamanibarik3329
    @surayamanibarik3329 Před rokem +13

    ସତରେ ପିଲା ବେଳ କେତେ ଭଲ ଥିଲା 💞

  • @bhitarakanikanationalpark382

    2023 ରେ କେଉଁ ମାନେ ଶୁଣୁଛ

  • @sapankhuntia8407
    @sapankhuntia8407 Před 6 měsíci +1

    ସତରେ ଏ ଗୀତ ଶୁଣିଲା ପରେ ମୋ ଆଖିରୁ ଲୁହ ଆସି ଯାଉଛି ❤❤❤❤❤❤❤

  • @user-nt6fs4pp1s
    @user-nt6fs4pp1s Před 6 měsíci +1

    ବହୁତୁ କଷ୍ଟ ହଉଚି ପିଲା ଦିନ କଥା ମନେ ପଡିଗଲେ thanks you sir ଏମିତିକା ଗୀତ ଲେଖି ବାକୁ 😭😭😭

  • @nabinnabin6984
    @nabinnabin6984 Před rokem +14

    Great voice babul supriyo sir

  • @srikarbehera58
    @srikarbehera58 Před rokem +3

    ଗୀତ ଶୁଣି ପିଲା ଦିନ କଥା ମନେ ପଡେ ଯାହାକି ଆଧୁନିକ ଯୁଗରେ ଆଉ ଏହାର ବିଶେଷ ଚାହିଦା ନାହିଁ ଏହାଛଡା ବହୁତ ସୁଁନ୍ଦର ସଙ୍ଗୀତ

  • @sasmita3633
    @sasmita3633 Před rokem +5

    ଏହି ଗୀତ ଶୁଣିଲେ ପିଲା ଦିନର ଭାଇ ଓ ଭଉଣୀ ମାନଙ୍କ ସହିତ ଖେଳ କଥା ମନେପଡେ

  • @B_S_R_7
    @B_S_R_7 Před rokem +24

    Childhood days are golden days 😔

  • @kumarranjit8272
    @kumarranjit8272 Před rokem +6

    ପିଲା ଦିନ କଥା ଭାରି ମନେ ପଡୁଚି ଆଉ ସେଦିନ ଆଶୀବନି i mis you

  • @susanta3616
    @susanta3616 Před rokem +8

    ସତରେ ଏଇ ଗୀତ ଶୁଣିଲେ ମନଟା ତରଳି ଯାଏ

  • @user-pl8oh6sh4c
    @user-pl8oh6sh4c Před 6 měsíci +2

    ମୁଁଏଗୀତ ଶୁଣିଲେ ପିଲାଦିନକଥା😭😭😭😭😭😭 ମନେପଡେ ମତେକାଦମାଡେ

  • @kirtikanhar5563
    @kirtikanhar5563 Před rokem +2

    ଆହା କି ସୁନ୍ଦର ସେ ପିଲା ଦିନ ଇଛା ହେଉଛି ଫେରେଇ ଆଣନ୍ତି କି ସତେ ସେ ପିଲାଦିନର ସଵୁ ମୁହ୍ୱତ କିନ୍ତୁ ସମୟ ପାଖରେ ମୁଁ ଆଜି ହାରି ଯାଇଛି

  • @bikramrekha
    @bikramrekha Před rokem +4

    ଜନ୍ମ ରୁ ମୃତ୍ୟୁ ସବୁ ସମୟ ମୂଲ୍ୟବାନ। କେବଳ ପିଲାଦିନ ନୁହେଁ।ସବୁ ସମୟ କୁ ଉପଭୋଗ କର

  • @puspanjalirout7012
    @puspanjalirout7012 Před rokem +94

    Listen again and again.
    Cried repeatedly
    Can't stop myself ,my emotions and the rolling eye drops.
    I discover myself in each line and words.
    Perhaps Goutam Bhai,the poet wrote seeing me and my child hood.
    I have hope to get back of childhood after my superannuation .
    Best poem and best lyrics.
    Had it been sung by any other, it would not be so sweet. As if it is composed to be sung by Babulu Supriya.
    .

  • @user-ii8dy1or4g
    @user-ii8dy1or4g Před 5 měsíci +1

    😢 ଆଉ ସେ ପିଲାଦିନ ଆସିବ ନାହିଁ ।।
    ଜୀବନ ଟା ଗୋଟେ ଚକ୍ରବ୍ୟୁହ

  • @ajitpatra1543
    @ajitpatra1543 Před rokem +3

    Bahut Hrudayasparsi hoichhi gitati.

  • @prataprath3632
    @prataprath3632 Před rokem +4

    ହୃଦୟ କୁ ଛୁଇଁଲା ଭଳି ସଙ୍ଗୀତ

  • @shankarsahu2985
    @shankarsahu2985 Před rokem +5

    ଏ ଗିତ ମେ ପିଲାଦିନର
    ମତେ ଭାରି ଭଲଲାଗେ
    Excellent beautiful

  • @akashtarini5875
    @akashtarini5875 Před měsícem +1

    ଆଜିର ଦିନରେ ବି କିଏ ଏଗିତ ଶୁଣୁଚ like କର❤

  • @RameshRoutray
    @RameshRoutray Před 11 měsíci +1

    ବହୁତ ସୁନ୍ଦର ହୃଦୟସ୍ପର୍ଶୀ ଗୀତଟିଏ।
    ସଙ୍ଗୀତ, ଗୀତ ଲେଖା, ଗାୟନ, ସବୁ କିଛି ଅତି ଉତ୍ତମ।
    Evergreen..

  • @papunipradhan6667
    @papunipradhan6667 Před rokem +6

    ସତରେ ସେ ପିଲାଦିନ କେତେ ଭଲ ଥିଲା..

  • @marvelcinematicuniverse9104

    1996__ 2005 Aame Aama Atitaku Bahut Pachhare Chhadi Deichu Je Kebe E Jibana Re Feribani Kebala Mane Pakeiba Chhada Au Kichhi Nahi.

  • @Topu_yt
    @Topu_yt Před rokem +2

    ଭିଡ଼ିଓ ଦେଖୁ ଦେଖୁ କାନ୍ଦୁଛି ମୁଁ 😢😢😢

  • @sjsubhrajit8170
    @sjsubhrajit8170 Před 9 měsíci +4

    Today's kids never understand this feeling 😔😢😢😢

  • @bikashofficial...4906
    @bikashofficial...4906 Před rokem +29

    Most Beautiful Song.....Evergreen Memory ❤️

  • @mastertrack3995
    @mastertrack3995 Před rokem +4

    ମନର ଭାବନାକୁ ବୁଝିଲା ଭଳି ଗୀତ ଟିଏ ,ସୁନ୍ଦର ଗୀତ

  • @bikispecialvlog489
    @bikispecialvlog489 Před rokem +2

    କୁଆଡେ ଗଲା ସେ ସମୟ ମୋ ସହିତ ଏ ସବୁ ହେଇଛି.. ଅଦିତ୍ୟ ଗୀତ..

  • @collectioncorner7679
    @collectioncorner7679 Před 6 měsíci +1

    ଏ ଗୀତଟି ଶୁଣିଲେ କାହିଁକି କେଜାଣି ମନ ଉଦାସ ହେଇଯାଏ...ଛୋଟ ସମୟର କେତେ କଥା ମନେପଡେ.... ଆଉ କାନ୍ଦିବାକୁ ଇଛାହୁଏ...

  • @sunilkumarmallik547
    @sunilkumarmallik547 Před rokem +3

    Old album song sunile bhari dukha laguchi.au se Samaya song asile bhala heithanta

  • @subhabratamishra4465
    @subhabratamishra4465 Před rokem +4

    Aaji Bi Mun Khojuchhi Sei Aphera Pakshi Ku Hele Se Mote Dhara Deba Ta Doora Ra Katha Se Mote Tike Buli Chahun Nahin.He Prabhu E Ki Bichar !

  • @user-zi6og5jg8t
    @user-zi6og5jg8t Před 6 měsíci

    ଏହି ଗୀତ ଶୁଣିଲେ ଏବଂ ଏହାର ଭାବାର୍ଥ ବୁଝିଲେ ହୃଦୟରେ ଶିହରଣ ଖେଳିଯାଏ

  • @dipikabehera5716
    @dipikabehera5716 Před rokem +4

    ଆଉ କେତେ ଚେଷ୍ଟା କଲେ ବି ସେ ପିଲା ଦିନ ଆସିବ ନାଇଁ ସତରେ ଭଗବାନ ସେମିତି କିଛି ଯାଦୁ କରନ୍ତେ କି

  • @sushilamishra1768
    @sushilamishra1768 Před rokem +6

    Very nice song ❤️🥰 ପିଲା ବେଳ। ମନେ ପଡୁଛି😭😭