ଓଡିଶା ଇତିହାସ ରେ ପ୍ରଥମ ଥର ପାଇଁ ଲୋକମାନେ ପଇସା ଦେଉଛନ୍ତି ନିର୍ବାଚନ ଲଢ଼ିବା ପାଇଁ
Vložit
- čas přidán 23. 05. 2024
- ଲୋକ ମାନଙ୍କ ପଇସା ରେ ନିର୍ବାଚନ ଲଢ଼ୁଛନ୍ତି ବ୍ୟୋମକେଶ ତ୍ରିପାଠୀ
@otvodisha
@ArgusNews_in
@OdishaBhaskar1
@PratidinTVodisha
@OdishaPrabhab
@ODIAMIRCHI
@NandighoshaTV
@OdiaHungama - Věda a technologie
*Pin Me 1st Comment* ❤
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
Bhai eita tanka prati bhala paiba. Semiti kuhani
@@sushant892 Bhai kebe bhubaneswar asa proof debi kete pilanku barbad kaleni Tara thik nahi sunile Munda kama karibani tmara
Gad bless you
ମୁଁ byomkesh ଭାଇଙ୍କୁ ବହୁତ୍ ବହୁତ୍ like କରେ
ମୁଁ ଯଦି ସେହି ଜାଗାର ହେଇଥାନ୍ତି ମୋ ସହିତ ମୋ ପରିବାରର ଭୋଟ ତାଙ୍କୁ ଦେଇଥାନ୍ତେ
100%
Same for me as well
Sala 500 tanka nei bjd ku vote deba loka ki katha kahuchhii 😅😅😅😅😅
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
Tara kain gandi poduchhi mg
ଏମିତିକା ଭିଡ଼ିଓ ଆଣିଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍
🙏🙏
Right
@@OdiaHungamaBhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
ବ୍ୟୋମକେଶ ଭାଇ ଜିତିବା ଦରକାର, ଭୁବନେଶ୍ୱର ବାସି ଜିତେଇଦିଅ
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti😊
@@ashis385ta kn hela se kn chori kariki anichanti kii
@@jiteshbehera6752 mo point jahara personal income Khali ghara Vada re 5 lakhs tanku election pai tanka donation Kariba kete thik nije bhaba Bahut gariba loka achanti khaibaku paunahanti
@@ashis385se chori karu nahanti,tanka property kete ame janichu,tume kn pai michha kahucha jtanka property 30core,bekar
ସେ କିନ୍ତୁ ପାଇବେନି କାରଣ ସେ ପଇସା ଦେଉନାହାନ୍ତି ଆଜି କାଲି ଲୋକ ପା ପଇସା ଯୋଉଠି ଭୋଟ ସେଇଠି
ଧନ୍ୟବାଦ ଭାଇ ଏତେ ସୁନ୍ଦର video ବନେଇ ଥିବାରୁ 🙏🏼
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
ଜୀବନରେ ଥରେ ଭଲ କାମ କରିଛ...ଭଗବାନ ତୁମ ମଙ୍ଗଳ କରନ୍ତୁ
ଜୟ ଜଗନ୍ନାଥ, ପ୍ରଭୁ 🙏🙏🙏🙏
ବ୍ୟୋମକେଶ ବାବୁ ଙ୍କ ର ଜୟ ହଉ।
ବହୁତ୍ ବଢିଆ ଭଲ କହିଲ କିନ୍ତୁ ଏ ଭିଡିଓ ଆଉ 10 days ଆଗରୁ ବନେଇବାର ଥିଲା
ବ୍ୟୋମକେଶ ତ୍ରିପାଠୀଙ୍କ ଭଳି ଶିକ୍ଷିତ ଲୋକ ଖରା ରେ ଘର ଘର ବୁଲି ଭୋଟ ମାଗୁଛନ୍ତି ମାନେ ସେ ନିଶ୍ଚିତ ଜିତିଲେ ଭୁବନେଶ୍ୱର ଲୋକ ଙ୍କ ପାଇଁ କିଛି କରିବେ
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
@@ashis385 mgh
@@ashis385ତୁ mghy କଣ ଯାଇ ଦେଖୁ ଥିଲୁ..... Chodi ପୁଅ.. Kain ଟାଉଟର ମାରୁଛୁ???
Byamokesha bhai ethara nihati bhabare jitibe 💯 ru 💯 💪💪💪❤❤❤
ବହୁତ ଭଲ କଥା, ପୁରୁଷ କମିଶନ ନିହାତି ଦରକାର
ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା 🙏🙏🙏 ବ୍ୟୋମକେଶ ତ୍ରିପାଠୀଙ୍କୁ ପୁରୁଷ କମିଶନର ଚିହ୍ନ ହ୍ୟୁସିଲ୍ ଚିହ୍ନରେ ଜୟଯୁକ୍ତ କରନ୍ତୁ । ଏତିକି ବିନତି ହେ... ଚକାନୟନ 🙏🙏🙏
Are Bhai se jitile purusha commissioner kemiti kariba kuha se gote crimenal advocate Bhaskar chhenal re interview deiki famous heisariba pare abe rajaniti re pasi loka nku lutiba
@@rjrani1606 ଭାସ୍କର ଚ୍ୟାନେଲ ଗୋଟିଏ ରାଣ୍ଡୁଆ ଚ୍ୟାନେଲ ଆପଣ ତାହାର କମେଣ୍ଟ ଗୁଡିକ ଆଗ ପଢ କେତେ ଭକ୍ତିପୂତ କମେଣ୍ଟ ଗୁଡିକ ।
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
ବଢିଆ କହିଲ ପୁଅ 👍👍👍👍
Be blessed
Thanks a lot
ଭୁବନେଶ୍ୱର ଉତ୍ତର ଭୋଟରଙ୍କୁ ଅନୁରୋଧ... ବ୍ୟୋମକେଶ ଭାଇଙ୍କୁ ସମର୍ଥନ କରନ୍ତୁ...ପୁରୁଷ ନିର୍ଯାତନା କୁ ସାମ୍ନାକୁ ଆଣନ୍ତୁ....ବ୍ୟୋମକେଶ ଭାଇ ଜିନ୍ଦାବାଦ.....ପୁରୁଷ କମିଶନ ଜିନ୍ଦାବାଦ....ହୁଇସିଲ ଚିହ୍ନ ଜିନ୍ଦାବାଦ
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
ବହୁତ ଭଲ ସୁନ୍ଦର କଥା ହେଲା ଭାଇ🎉❤❤❤
Next time asibe 💯persent.
ବହୁତ୍ ଭଲ ଲୋକ ସାର୍ l ସେ ଜିତିଲେ ଲୋକଙ୍କ ପାଇଁ କିଛି କରିବେ l🙏🙏
ବହୁତ ସୁନ୍ଦର ଭିଡିଓ, ବୋମକେଶ ତ୍ରିପାଠୀ ଜିନ୍ଦାବାଦ , ୱିସିଲ ଚିହ୍ନ ଜିନ୍ଦାବାଦ
ବ୍ୟୋମକେଶ ଭାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ଦରକାର ।
Bhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
ବ୍ୟୋମକେଶ ତ୍ରିପାଠୀ ଭଲ ଲୋକ
Byomkesh Sir is an educated and honest man. People should vote for him.
ବ୍ୟମକେଶ ବାବୁ ଧନ୍ୟବାଦ, ଆପଣ ଜିତିଲେ ଭଲ ହୁଅନ୍ତା
I appeal every voter to vote for Byamokesh Tripathy. He is the voice of the oppressed men by atrocities of women. We want purush commission like women commission VOTE for Byamokesh Tripathy.
Society need this type of Strong Men.
Jitibare jitiba byomkesh Bhai jitiba bipula parimanare vote dei jayajukta karantu 💐🎈🌹🌻🌹🌻
ଯଦି ମୁଁ ସେହି ସହରର ହୋଇଥାଆନ୍ତି ତାହେଲେ ମୁଁ ନିଶ୍ଚୟ ହୁଇଶିଲ୍ ଚିହ୍ନରେ ଭୋଟ ଦେଇ ଥାଆନ୍ତି ଆଉ ଲୋକ ମାନଙ୍କୁ ମଧ୍ଯ ଭୋଟ ବିନୋତି କରିଥାନ୍ତି .
ଜୟ ଜଗନ୍ନାଥ .
Yes I like it.
Jay jagannath🙏🙏🙏
ଜୟ ଶ୍ରୀଜଗନ୍ନାଥ*🙏
🙏🙏
Byomokesh ଭାଇ ଆପଣ ଜିତିବା ଥୟ।
🙏🙏🙏🙏🙏👌👌👌💐💐💐💐💐
Heart ରୁ like & full support byomokesh sir
ସେ ଜଣେ ଭଲ ମଣିଷ 😊
Kind and gentle man ❤
ଏମିତି ସଚେତନ ଭିଡିଓ ପାଇଁ ଆପଣଙ୍କୁ ହୃଦୟ ରୁ ଧନ୍ୟବାଦ
Right
ବହୁତ୍ ଭଲ ଭିଡ଼ିଓ ଟିଏ ଭାଇ ଧନ୍ୟବାଦ୍ ❤❤❤❤
Tume emiti video karithibaru tumaku bahuta dhanyawad love you bhai ❤❤❤ odia hungam som bhai
Yes I like it ❤❤❤
Nice video Thank you Brother you are all right👌👌👌
🙏🙏
Khushi lagila bhai kanda laguchi
ଭାଇ ଏଠି ବା ଲୋକ ମଣିଷ ପଣିଆ ଦେଖି ଭୋଟ ଦଉ ନାହାନ୍ତି , ଏଠି ଲୋକ ମଦ,ମାଂସ ଆଉ 500 ଟଙ୍କା ନେଇ ଭୋଟ ଦଉଛନ୍ତି , ଯୋଉ ଲୋକ ର ମଣିଷ ପଣିଆ ଥିବ ସେ ବ୍ୟୋମକେଶ ଭାଇକୁ ଭୋଟ ଦବ ,,,, i ❤ ବ୍ୟୋମକେଶ ଭାଇ 🙏
Jay Jagannath 🙏🙏🙏
ଭାଇ ମୋର ପରିବାରର ସମସ୍ତେ ବ୍ୟମକେସ୍ ଭାଇଙ୍କୁ ଭୋଟ ଦେବାକୁ ଭାରି ଇଚ୍ଛା.... କିନ୍ତୁ ମୁଁ ତାଙ୍କ ନିର୍ବାଚନ ମଣ୍ଡଳୀର ନୁହେଁ🥺😞
Heartily requested to all, kindly vote to Tripathy bhai. May god bless you bhai. 🙏 ❤
Pura prafact kahilo super 👍👍👍
ନିଜ ପରିଚୟ ନିଜ ପରିଚୟ ତିଆରି କରିଛନ୍ତି
ଜୟ ଶ୍ରୀ ରାମ
ଭିଡିଓ ବନାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ ❤❤❤❤
All the best to byomakesh babu . I have strong desire to meet him . He is a real fighter.
Bhai tumara Bahumulya Samay Dei Video ti Karithibaru Mu Bapi(Bhadrak) tumaku Sata koti Pranam Karuchhi ,Thank You🙏
Very nice video Bhai... Jay Jagannath.. 🙏🙏
ଭାଇ ଆମର କାଲି ଭୋଟ ଦିଆଯିବ 🇮🇳🇮🇳🇮🇳
Same here.
He will win
ଭାଇ ଏମିତି ଜାରି ରଖ ସଚେତନ।
ତମ ଭିଡିଓରେ ହେଉ ଜନ ଜାଗରଣ।
Sabash bhai byemokesh bhaibku support karuthibaru tq so much bro
ଉତ୍ତର ଓଡିଶା ଭାଇ କଣ ମାନେ ବୁଝି ହେଲା. ଆପଣ ଙ୍କୁ ବହୁତ ସନମାନ ଅଛି 🙏 ଆଉ ବେମାକେଶ ସାର ଙ୍କ ପ୍ରତି ଆମର ବହୁତ ବହୁତ ସନମାନ ଅଛି 🙏. 🚩🚩ଜୟ ହିନ୍ଦ ଭାରତ ମାତା କି ଜୟ 🇮🇳
Seita utara bbsr, bhul re utara odisha kahi deichi.
@@OdiaHungamaBhai jie murkha se douchanti money tankara ghara Vada masaku 5 lakhs asuchi property minimum 30 crore haba kn pai faltu re douchanti
Apaan thik kahichanti Bhimakesh bhai jituba darkar❤
We are with u bhai
Thank u odia hangman bhai to create this video
ଭାଇ ଏଠାରେ ନିଜ ନିଜ ସ୍ବାର୍ଥ ରେ ମତୁଆଲା ସବୁ, ଭଲ ଲୋକ ଙ୍କୁ କେହି ଭଲ ପାଇବା ମିଳି ନଥାଏ, ଯିଏ ହକଦାର ସିଏ ପାଇବନୀ ଆଉ ଯିଏ ମୁର୍ଖ ସିଏ ପଇସା ମଦ ମାଂସ ରେ କିଛି ମଣିଷ ମାନକୁ କିଣୁଛି ଆଉ ଜିତୁଛନ୍ତି, ସେଥିପାଇଁ ଆଜି କା date ରେ educated ସଙ୍ଗେ ସଙ୍ଗେ ନିଃସ୍ଵାର୍ଥପର ବି ରହିବା ନିହାତି ଜରୁରୀ. All the best Bhai ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଆଶୀର୍ବାଦ ସର୍ବଦା ଥାଉ, ଧର୍ମ ର ଜୟ ହେଉ
ବହୁତ ଦିନପରେ ଆପଣଙ୍କ ଭିଡ଼ିଓ ଦେଖୁଚି, ଯାହା ହଉ ଆପଣ ତମେ ରୁ ଆପଣ କୁ ଆସି ଯାଇଛନ୍ତି l👍
ଆମ ଅଞ୍ଚଳ ଏମିତି ଜଣେ ଥିଲା ମୁ ନିଶ୍ଚିତ ଭୋଟ ଦେଇ ଥାନ୍ତି
ଧ୍ରୁବ ସତ୍ୟ।
00:37 ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ
Right. Its north bbsr.
ଏମିତି ଆମେ reel ରେ ଦେଖିଥିଲୁ, ଏବେ ଆମେ real ରେ ଦେଖୁଛୁ। ବ୍ୟୋମକେଶ ଭାଇ ଙ୍କୁ ସମସ୍ତେ ଭୋଟ୍ ଦିଅନ୍ତୁ north bbsr ଭାଇ ମାନେ ଆଉ ଦେଖେଇ ଦିଅନ୍ତୁ ଆପଣ ମାନେ ଜଣେ ଜଣେ ସଚେତନ ଓ ଶିକ୍ଷିତ ନାଗରିକ, ଯେଉଁଠି ଅର୍ଥ ବଳ ଆଉ ବାହୁ ବଳ ସବୁ fail ମାରିବ।
Advance congratulation Byomakesh ଭାଇଙ୍କୁ। କାହିଁକି ନା north bbsr ଜନତାଙ୍କ ଉପରେ ମୋର ଦୃଢ ବିଶ୍ବାସ ରହିଛି, ସେମାନେ ଆମ ଭାଇକୁ ଜିତାଇବେ ❤❤❤
Bahutu vala video te karicha broo.mo Mata 're byemakes vai jinda bad
କିନ୍ତୁ ଦୁର୍ଭାଗ୍ୟ ଆମେ ସଚେତନ ନୋହୁଁ
😭😭😭😭😭😭😭😭
ଭାଇ ମୋ କଥାଟା ଖରାପ ଲାଗିପାରେ ଆମ ଓଡିଶା ରେ ଅନେକ ଲୋକ ଟଙ୍କା,ମଦ ଓ ଭୋଜି ପାଇଁ ପ୍ରାଥି ଚୟନ କରନ୍ତି 🙏
God bless you brother
Yes Bhai Jay ho byomakesh bhai
Kindly vote 2 bomkesh sir plzz uttar bbsr
Bahut sundara video
ମାନବ ପ୍ରେମୀ ଆଦିତ୍ୟ ଦାସ କେସ ତ ନିଜେ ଲଢୁ ଥିଲେ କାହିଁକି ନିୟାଅ ଦେଇ ପାରି ଲେଣି...,?
ନିଜେ ଓକିଲ ହେଇ କେତେ ଜଣ ପୁରୁଷ କୁ ନିୟାଅ ଦେଇ ଛନ୍ତି..,?
ଭାଇ ପ୍ରକୁତରେ ପଇସା ସବୁ ଦଳୀୟ ପ୍ରାର୍ଥୀ ଦେଉଛନ୍ତି , କିନ୍ତୁ ଉପଯୁକ୍ତ ପାର୍ଥି ଦେଖି ଭୋଟ ଦିଅନ୍ତୁ ନହେଲେ ଆହୁରି ପାଞ୍ଚବର୍ଷ ଅପେକ୍ଷା କରିବାକୁ ପଡ଼ିବ ।
Thanks Bhai bahut bhala lagila video
All the Best Bomyakesh Tripthy;❤
Yess❤
Byomkesh Bhai nku jitedeoo Bhai mane 😢😢😢
Byomekesh Babu deserve for winning .I like him.
Byomkesh. Vai. Jitibe
Byomkesh tripathy great❤❤❤❤❤❤❤❤❤❤❤
Upcoming CM
I love my byomkesh bhai jay hind
Absolutely Right
ମୁଁ ବି ଟଙ୍କା ଦେଇଛି ଭାଇଙ୍କୁ ଭାଇ ଯିତିବେ ❤
Plz ponpye ନମ୍ବର send me
True deserving candidate 🙏
Bomyakes bhainku mu like kare .se jitijantu.jaganatha tanku jiteidiyantu
Byomkesh Tripathi nka election manifesto jaha acchi se nihati jitiba darkar . Eita pura Odisha basi nka pain menifesto keba Uttar Bhubaneswar pain nuhe. Purusa commission, pila nka coaching hostel Bbsr re, health insurance..
Mora bahut pasand bomkesh sir
ଏଇଭଳି ପରିବର୍ତ୍ତନ ହେବାକଥା
Bomakesh bhai jitiba darkar
ଭଗବାନ ଆପଣଙ୍କର ମଂଗଳ କରନ୍ତୁ
Byamokesh bhai zindabad .
Byomkesh sir jitiba darkar ❤
Bhai tumaku dl sey salute tumey tanku khulam khulaa support debaru jadi tuma bhalee aou kichi youtuber support karantey bhai moar jiti jaantey...
ଓକିଲ ବାବୁ ଜଣେ ଭଲ ଲୋକ ,
Byamokesh Tripathy is a best Choice....kindly vote him..
Please vote for bomkesh bhai
Super news bhai 😁😁
ହୁଇସିଲି yes 👍
Byomakesh sir jindabad
Very nice thought 🎉
You are true Rabi-Retd -Teacher
Byomkesh Bhai jitibe sunischinta, bhubaneswar voters nku kehi kuji neta kiniparibeni. Byomkesh bhai ku jiteidia please. Thare jitiki gale ama pain swara utheibe assembly re
Bahuta khusira katha
He is great