ସୁଧାଂଶୁ@8:ଅସଲି ବୋପାର ନକଲି ଝିଅ

Sdílet
Vložit
  • čas přidán 5. 09. 2024
  • ସୁଧାଂଶୁ@8:ଅସଲି ବୋପାର ନକଲି ଝିଅ, କ୍ଷମତା ପାଇଁ ଝିଅ ନିଜ ବାପା ହତ୍ୟାକାରୀକୁ ସୁରକ୍ଷା ଦେଉଛି, ବାପା ପାଇଁ କୋର୍ଟ ଗଲାନାହିଁ ଦୀପାଳି, ହେଲେ ଭୋଟ ପାଇଁ କୋର୍ଟ ଯିବାକୁ ଆଗେଇ ଗଲା
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

Komentáře • 1,1K

  • @ajaypooja
    @ajaypooja Před 2 měsíci +301

    ଦିପାଳି ଦାସ ୨ ଟା ବାପର ଛୁଆ, ସେଥିଲାଗି ସେ କିଛି କହୁନାହିଁ ବେଶରମ୍,

    • @user-mp9cd8zd6v
      @user-mp9cd8zd6v Před 2 měsíci +2

      Tu keteta bapara chua

    • @SwpnaMohaptra-sq1fy
      @SwpnaMohaptra-sq1fy Před 2 měsíci

      Ab tu Kitna upar achcha hai kahar Gupta colony niche Papa ki tarah dekh

    • @ranjitdas1741
      @ranjitdas1741 Před 2 měsíci +1

      ସେ ନିଜେ ଦୋଷୀ ତା ବାପାକୁ ସେହି ମାରିଛୀ

    • @Train_Lover_Sandeep
      @Train_Lover_Sandeep Před 2 měsíci

      ​@@user-mp9cd8zd6vତୋ ବୋଉ କୁ ପଚାରିବୁ ତୁ କେତେଟା ବୋପାର ଛୁଆ

    • @agofamily
      @agofamily Před 2 měsíci +1

      Tui ta 2 bapa ra bo

  • @gggamer5478
    @gggamer5478 Před 2 měsíci +260

    ତମେ ପାଗଳ ହେଇଛ ସୁଧାଂଶୁ ,
    ସେ ଲେଡୀ ନିଜେ ମାରିଚି ତା ବାପା କୁ।
    ସେଇ କଣ ପାଇଁ complain କରିବ 😂😂😂

  • @AjayakumarGochhi
    @AjayakumarGochhi Před 2 měsíci +223

    ଏ ଝିଅ ବାଘୁଣୀ ନୁହେଁ ମାଇ କୁତି

  • @user-xb5js1lj2r
    @user-xb5js1lj2r Před 2 měsíci +64

    ଧନ୍ୟବାଦ ତୁମ ବିଶ୍ଳେଷଣ ପାଇଁ । ଏହିପରି ନିର୍ଭୀକ ଭାବେ ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଚାଲନ୍ତୁ ।

  • @santoshkumarmishra2620
    @santoshkumarmishra2620 Před 2 měsíci +335

    ଶନିଦଶା ପଡିଲା. ଆଗକୁ ପଡିବ. ତେଣୁ ବେଳ ହୁଁ ସାବଧାନ. ବାଘୁଣୀ ନୁହଁ ବିଲେଇ.

    • @bhanjodisha9862
      @bhanjodisha9862 Před 2 měsíci +8

      ବାଘ ନୂହେଁ , ବିଲେଇ - ଏଇଟା ମନକୁ ଛୁଇଁଲା।

    • @kumarkalyan2060
      @kumarkalyan2060 Před 2 měsíci +1

      ସତ କଥା 😂😂😂

    • @kumarkalyan2060
      @kumarkalyan2060 Před 2 měsíci +2

      ​@sambalpuria-bo4esହଁ ପରା

    • @SribatsNayak
      @SribatsNayak Před 2 měsíci +1

      Right sir 👍🏽

  • @hiranmayisarangi4496
    @hiranmayisarangi4496 Před 2 měsíci +245

    ଦୀପାଳୀକୁ ଟଙ୍କା ଓ କ୍ଷମତା ଦରକାର, ବାପା କିଏ?

  • @yudhisthirkundu4180
    @yudhisthirkundu4180 Před 2 měsíci +97

    କ୍ଷମତା ନିଶାରେ ମସଗୁଲ୍ ଦିପାଳି

  • @SatrughanNayak-qf1rt
    @SatrughanNayak-qf1rt Před 2 měsíci +66

    ନିରାଟ ସତ୍ୟ କହିଲେ ଆପଣ,

  • @user-yd7dq7ij6w
    @user-yd7dq7ij6w Před 2 měsíci +243

    ଭଲବାପା ର ମୂର୍ଖ ଝିଅ

    • @kumarprahllada6197
      @kumarprahllada6197 Před 2 měsíci +13

      ଭଲ ବାପା ଯଦି Murder କାହିଁକି କରାଗଲା 😂😂

    • @jayantidas8179
      @jayantidas8179 Před 2 měsíci

      ​@@kumarprahllada6197eithipayin j Nava das CM haba payin chahunthile

  • @pradeeppati2721
    @pradeeppati2721 Před 2 měsíci +38

    ମାନେ ଭୋଟ ଉପରେ କିଛି ବିଶ୍ୱାସ ନାହିଁ ଏ ଭି ଏମ ଉପରେ ବିଶ୍ୱାସ ନାହିଁ

  • @ppsahoo123
    @ppsahoo123 Před 2 měsíci +173

    ଏ କୁଳାଙ୍ଗାର ଝିଅ କୁ ବିଷ ଟିକେ ଦେଇ ଦିଅ

  • @jagannathmishra5300
    @jagannathmishra5300 Před 2 měsíci +34

    ଦିପାଳି ଦାସ; ଏଇଟା ଗୋଟେ ବେଲଜ୍ଜ୍ୟା। ତା ବାପା ର ଆତ୍ମା କାନ୍ଦୁଥିବ।

  • @bijayabehera9663
    @bijayabehera9663 Před 2 měsíci +148

    ଦୀପାଳି ଜାଣିଛି ତାର bjd ଲୋକ ହିଁ ତା ବାପା ଙ୍କୁ ମାରିଛନ୍ତି ସେ ଜଣିକି ଚୁପ ହୋଇ ରହିଛି

  • @prasantakumarbaliarsingh4493
    @prasantakumarbaliarsingh4493 Před 2 měsíci +112

    ପାଣ୍ଡିଆ ପାଖକୁ କେମିତି ଯିବେ l ନବ ଦାସ ଙ୍କ ହତ୍ୟା ପଛରେ ପାଣ୍ଡିଆ ଓ ବାବି ବାବୁ ଅଛନ୍ତି ବୋଲି ଶୁଣା ଯାଉଛି l

    • @bhoibiswanath4
      @bhoibiswanath4 Před 2 měsíci

      ନବ ଦାଶ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ସେ ସମୟରେ କରୋନା ଆସିଗଲା ସେଥିରେ ବହୁତ ଟଙ୍କା କମାଇଲେ ସେ ଅବଶ୍ୟ ସମ୍ବଲପୁର ଓ ଝାରସୁଗୁଡାର ବଡ କଂଟ୍ରାକଟର ଓ ବଡ ନେତା ଅଟନ୍ତି ସେହି ସମୟରେ 20ଟା ହାଇବା ପୁଣି ଆଣିଲେ, ଓ ସେ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚକ୍କର ଚଳାଉ ଥିଲେ ଏଇଟା ଜାଣି ପାଇଲେ ନବୀନ ବାବୁ ଓ ପାଣ୍ଡିଆନ ତାଙ୍କୁ ରାସ୍ତାରେ ହଟାଇବାକୁ ସଧ୍ୟନ୍ତ୍ର ରଚି ପୋଲିସ ହାତରେ ବନ୍ଧୁକ ରଖି ମାରିଦେଲେ,

    • @pradeepsenapati1433
      @pradeepsenapati1433 Před 2 měsíci +1

      ବିଲକୁଲ ଠିକ l

    • @user-jb8fk7pr7z
      @user-jb8fk7pr7z Před 2 měsíci +1

      Right

  • @user-gf5nt7tf1t
    @user-gf5nt7tf1t Před 2 měsíci +51

    Best odia news

  • @narottambarik1637
    @narottambarik1637 Před měsícem +2

    Dhanyawad Sudhansu Babu really you are great..... Because really and true News..

  • @swadhikarbetaj3768
    @swadhikarbetaj3768 Před 2 měsíci +60

    ଇଭିଏମ ପୁନଃ ଗଣତି ହେବା ପୂର୍ବରୁ,ଦ୍ରୌପଦୀଙ୍କ ବସ୍ତ୍ର ହରଣ ହେଲାପରି ବାଜି ଲଗାଯାଉ।

  • @jchoudhury274
    @jchoudhury274 Před 2 měsíci +100

    Dipali Das ବାପା ର ମୋଡୋର୍ କେସ ପାଇଁ CBI ତଦନ୍ତ ଦାବୀ କରନ୍ତୁ ଓଡ଼ିଶା ବାସୀ ଙ୍କୁ ନ୍ୟାୟ ମିଳିବ ସେ ଓଡ଼ିଶା ର ସ୍ବାସ୍ଥ୍ୟ ମନ୍ତ୍ରୀ ଥିଲେ

  • @user-ry6zv3wc7m
    @user-ry6zv3wc7m Před 2 měsíci +226

    କିଛି କଥା ଶୁଣି ବନି ଶେ। ଜିତିବା ବେଲଜ୍ୟାଣି ଶାଳି

  • @prasantapanda1703
    @prasantapanda1703 Před 2 měsíci +33

    ଆପଣ ଯାହା କହିଲେ ସମ୍ପୂର୍ଣ ସତ୍ୟ, କିନ୍ତୁ ଆଉ ଗୋଟେ କଥା ସେ ବେଧେଇ ରାଣ୍ଡି ବେଶ୍ୟା ଦୀପାଳି ଯାହା କହୁଛି କହୁ ଯାହା କରୁଛି କରୁ, ସେ ବେଧେଇ କଥା ଛାଡ଼ ସେ ବେଧେଇ ନବୀନ ଠାରୁ ଗିଁହା ଖାଉ, ନବ ଦାସ ଖାଲି ତା ବୋପା ନୁହେଁ ସେ ଥିଲେ ଓଡିଶାର ମନ୍ତ୍ରୀ, ତାଙ୍କୁ ଜନତା ଭୋଟ ଦେଇ ଜିତେଇ ମନ୍ତ୍ରୀ କରିଥିଲେ ତେଣୁ ସେ ଜନତାଙ୍କ ପାଇଁ ଏହାର ସିବିଆଇ ତଦନ୍ତ ହେଉ ଓ ଦୋଷୀ ଦଣ୍ଡ ପାଆନ୍ତୁ

  • @RANJANKUMAR-jb1xw
    @RANJANKUMAR-jb1xw Před 2 měsíci +42

    The Best News of odisha ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @susantsethi4621
    @susantsethi4621 Před 2 měsíci +31

    ଆରେ ସେ ଦିପାଳି ଯେ ବାପା କୁ ମାରି ନା ଥିବା କିଏ କହିବା

  • @BHARATSAGAROFFICIAL
    @BHARATSAGAROFFICIAL Před 2 měsíci +28

    Absolutely amazing News

  • @bibhutibhusannayak6445
    @bibhutibhusannayak6445 Před 2 měsíci +21

    ଆଉ ଥରେ ଗଣତି ପାଇଁ କିଛି ସର୍ତ ରଖାଯାଉ । ଅଲଗା କେହି ହେଇଥିଲେ ଚଳି ଥାଆନ୍ତା କାରଣ ସିଏ ବାଘ ଝିଅ ।

  • @ganeswarsahoo8982
    @ganeswarsahoo8982 Před 2 měsíci +75

    ଦୀପାଳୀ ବାଘୁଣୀ ନୁହେଁ ଶେ ଗୋଟେ ମାଈକୁତୀ

  • @lalitamohanmallick5779
    @lalitamohanmallick5779 Před 2 měsíci +22

    ତାଙ୍କର ପରିବାର ଦରକାର ନାହିଁ, କେବଳ କ୍ଷମତା ହାସଲ ଦରକାର. ଲଜ୍ୟା, ଘୋର ଲଜ୍ୟା

  • @umapatra6317
    @umapatra6317 Před 2 měsíci +37

    very good bhai

  • @suryanarayanbishoyi
    @suryanarayanbishoyi Před 2 měsíci +4

    Sir , 100% perfect କଥା କହିଲେ । ଯିଏ ନିଜର ବାପାଙ୍କୁ ନ୍ୟାୟ ପ୍ରଦାନ କରିପାରିଲା ନାହିଁ । ସେ ବିଦ୍ୟାୟିକା ହେଲେ କଣ ଯେ ଲୋକଙ୍କ ସେବା କରିବେ , ଏଥିରୁ ସ୍ପଷ୍ଟ ଅନୁମେୟ । ମୋ ଓଡ଼ିଶାର ଜନ ସାଧାରଣ ଆଉ ବୋକା ନୁହନ୍ତି ଯେ ଭୂଆ ବୁଲେଇ vote ହାସଲ କରିଦେବ । ପ୍ରଭୁ ଜଗନ୍ନାଥ ପ୍ରତି ଯାହା ବି ଅନ୍ୟାୟ ହେଇଥିଲା , ସେ ହିଁ ଲୋକଙ୍କ ମନରେ ପରିବର୍ତ୍ତନ କରେଇଦେଲେ । ସେ ପରା ଲୀଳାମୟ।

  • @rajkishorebehera3086
    @rajkishorebehera3086 Před 2 měsíci +28

    ତା ବାପାକୁ ସେ ନିଜେ ମାରିଛି , ତାକୁ power ଦରକାର

  • @BadhaHansdah-kj2ow
    @BadhaHansdah-kj2ow Před 2 měsíci +22

    ଦିପାଳି ଦାସ ନିଜ ବାପାକୁ ମାରିଛି 😂,💯😭

  • @brajakishorepadhi4022
    @brajakishorepadhi4022 Před 2 měsíci +18

    ବିଜେପି ଓଡିଶା ରେ ରାଜ୍ କଲା। ବିଜେପି କିଛି କରୁ ବା ନ କରୁ। ବିଜେଡି ସେଂଟି ସଫା। ଦୀପାଳୀ ଭଳି କୁତିଆ ଗଂଦି ନାଳୀ ର କିଡା।

  • @narayangiri134
    @narayangiri134 Před 2 měsíci +30

    ସେ ଝିଅ ମୁଁହ କୁ ଲାଜ ସରମ ନାହିଁ
    ଖାଲି ପଇସା ଦରକାର ଧିକ ସେ ପଇସା 😂

  • @MakaraNayak-xu7bb
    @MakaraNayak-xu7bb Před 2 měsíci +7

    ଧନ୍ୟବାଦ ସତ ଖବର

  • @debarajjena7913
    @debarajjena7913 Před 2 měsíci +19

    Focus chenal is great truthfully news

  • @salebhataguys1607
    @salebhataguys1607 Před 2 měsíci +20

    Great news broo

  • @bhagabanpanda3444
    @bhagabanpanda3444 Před měsícem +1

    ସୁଧାଂଶୁ ବାବୁ ଆପଣଙ୍କୁ ଜଗତର ନାଥ ଜଗନ୍ନାଥ ଆଶିର୍ବାଦ କରନ୍ତୁ🎉🎉🎉 ଜୟ ଜଗନ୍ନାଥ🙏🙏🙏

  • @Dsmeher
    @Dsmeher Před 2 měsíci +14

    ମୁଇଁ jharsuguda ର ଆଉ ଆମେ ସବୁ ଜlନୀ ଚୁ
    ହେ କେନ୍ତ୍l ଟେ ଆଏ ଆମକୁ ଧାମକାଇ କରି ଭୋଟ ମାଗିଥିଲା ହେ
    ଦୀପଳି ପାଗଲ ଟେ ସାଲି

    • @sandeepdehury1236
      @sandeepdehury1236 Před 2 měsíci

      kana haithila tike khuli kari kuha ta.he depali kana kahithila?

  • @srikantsahoo6563
    @srikantsahoo6563 Před 2 měsíci +76

    ଦିପାଲି ଦାସ ଭୁଲି ଗଲେଣି।ନବ ଦାସ୍ ଗୋଟେ କିଏ ଥିଲା।murder କେସ ରେଡିପଳି ଦାସ ସଂପୃକ୍ତ ଥିଲା ଭଳି ଲାଗୁଛି।

  • @SankirtankanharSankar
    @SankirtankanharSankar Před 2 měsíci +22

    ବେ ଲଜ୍ଜା ଦିପାଳୀ ଦାସ

  • @raghumaninayak9593
    @raghumaninayak9593 Před 2 měsíci +15

    ଭଲ ଖବର ପ୍ରସାରଣ

  • @bontysahu2354
    @bontysahu2354 Před 2 měsíci +91

    ବାଘୁଣୀ ନୁହେଁ ସେ ଗୋଟେ ବିଲେଇ 😂

  • @geetaranisamal6638
    @geetaranisamal6638 Před 2 měsíci +14

    ସମ୍ପୂର୍ଣ ସତ୍ୟ

  • @bansidharbehera2687
    @bansidharbehera2687 Před 2 měsíci +39

    କ୍ଷମତା ପାଇଁ ଲୋଭ. ବାପା ମଲେ କଣ ହେଇଗଲା

  • @dhirendranathrout3005
    @dhirendranathrout3005 Před 2 měsíci +12

    ତା ବାପାର ହତ୍ୟା କାରୀ ସହିତ ଦୀପାବଳୀ ର ଲିଙ୍କ ରହିଛି ବୋଧ ହୁଏ।

  • @ADITYADAS-yn2jz
    @ADITYADAS-yn2jz Před 2 měsíci +5

    ଭାଇ very good

  • @RabinarayanaSwain-jh9pf
    @RabinarayanaSwain-jh9pf Před 2 měsíci +3

    Top Reportar

  • @sasmitarani3453
    @sasmitarani3453 Před 2 měsíci +12

    Right Bhai samaste sei katha kahuchanti.

  • @gyanaranjanmohanty9340
    @gyanaranjanmohanty9340 Před 2 měsíci +16

    ବଡ଼ ଲୋକିଆ ବାପା ର international prorstitut ଝିଅ।
    ଘର ଭାସିଗଲା କିନ୍ତୁ ମୁଁ ଥାଇଲାଣ୍ଡ ଯିବି।

  • @surajagrawal4475
    @surajagrawal4475 Před 2 měsíci +11

    Sir you are great

  • @rameshchandranayak575
    @rameshchandranayak575 Před 2 měsíci +7

    ବୋପା କୁ ମାରି ଯେଉଁ ଆସନ ପାଇଥିଲେ, ତାକୁ ଜାବୁଡି ଧରିବା ପାଇଁ ଚେଷ୍ଟା। ବେଲଜ୍ୟା ବୋପା ଏଇ ମାନଙ୍କ ପାଇଁ ସମ୍ପତି ରଖିଥିଲେ। ବୋପା ଯେପରି ଝିଅ ସେପରି।

  • @gourhariswain2438
    @gourhariswain2438 Před 2 měsíci +11

    Good news sir

  • @alokpatel3131
    @alokpatel3131 Před 2 měsíci +12

    Good news sudhansu sir 🙏🙏🙏

  • @laxmipradhan5622
    @laxmipradhan5622 Před 2 měsíci +8

    Bhai thank you so much ❤️❤️

  • @pareshhansda2934
    @pareshhansda2934 Před 2 měsíci +10

    ସେ ମୁଖ୍ୟ ମନ୍ତ୍ରୀ ହେବାକୁ ଚାହୁଁଚି,

  • @NarendraSuna-u4s
    @NarendraSuna-u4s Před 2 měsíci +8

    Very good question

  • @user-iq7qe5uw8b
    @user-iq7qe5uw8b Před 2 měsíci +3

    ସେ ଛତରୀ କଥା ଛାଡ, ଓଡ଼ିଶାର ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ରକାରୀ ର ଅସଲ ଅପରାଧୀ ଗିରଫ କରାଯାଉ ,ତା ହେଲେ ଓଡ଼ିଶାର ଶାସନ ଉପରେ ସାଧାରଣ ଲୋକଙ୍କ ଭରସା ହେବ,

  • @bijayakuamrrath8570
    @bijayakuamrrath8570 Před 2 měsíci +10

    ଝିଅ ତ ହେଲାନି ପୁଅ ବି ନୀରବ କଣ ପାଇଁ ?

  • @PitambarMeher-sk9rl
    @PitambarMeher-sk9rl Před 27 dny

    Sudhanshu dada tumar speech mate bahut bhal lagsi... thanks you dada

  • @user-ph5hv9zb3y
    @user-ph5hv9zb3y Před 2 měsíci +5

    100% correct. Amazing. Thanks🌹.

  • @manojkumarnath1913
    @manojkumarnath1913 Před 2 měsíci +1

    ଭାଈ ଧନ୍ୟବାଦ୍ ଭଲ news

  • @mraja3119
    @mraja3119 Před 2 měsíci +8

    ଯେତେ ପଇସା ରହିଲେ କଣ ହେବ , ପାଣ୍ଡୁ ର୍ ମୋଟା କିଳା ପାଇଥିଲା , ଏବେ ପାଣ୍ଡୁ ନାହିଁ , ମୁଣ୍ଡ କାମ କରୁନି

  • @ranjankumarboxi5957
    @ranjankumarboxi5957 Před 2 měsíci +1

    ବହୁତ ସୁନ୍ଦର ବିଶ୍ଲେଷଣ
    ସେ ମୂଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ CBI inquiry ପାଇଁ କହି ପାରିବନି ।

  • @BiswanataBarik
    @BiswanataBarik Před 2 měsíci +5

    ବିଲେଇ ହେଉଛି ଦୀପାଳି ଶାଳୀ 🐈🐈🐈🐈🐈🐈🐈🐈🐈🐈🐈🐈🐈🐈🐈

  • @ashokbadajena8568
    @ashokbadajena8568 Před 2 měsíci +1

    ନାଇଁରେ ଭାଇ ବାପା ସହିତ ବେଇମାନ୍ କରିପାରେ ଏଇ ଝିଅ,,,,ମାତ୍ର ନିଜ ନିଜ ନିଜର ଦଳ ସହିତ କଦାପି ବେଇମାନ୍ କରିପାରିବ ନାହିଁ ,,,,,ନବ ବାବୁ ଙ୍କ ଜନ୍ମ ଆଉ ଜୀବନ ସ୍ଵର୍ଗରେ ସାର୍ଥକ ହୋଇଗଲା,,,, ଧନ୍ୟ ରେ ସୁ ପୁତ୍ରି ଦିପାଲି ଦାସ

  • @bajrabaninews2271
    @bajrabaninews2271 Před 2 měsíci +23

    କ୍ଷମତା ନିଶା ଯାଉନି

  • @bikashKumar-vg9fh
    @bikashKumar-vg9fh Před 2 měsíci +1

    ଏ ପିଲା ନବ ଦାସ ର ପିଲା ନାଇଁ ମୋତେ କିଆଁ ଲାଗୁନି ନହେଲେ ଯଉ ଦଳ ବୋପା କୁ ମାରିଲା ସେ ଦଳ ପାଇଁ ନାଚୁ ନଥାନ୍ତା ଛି ଛି ଛି କି ଅଲାଯୁଗ ପିଲା ଟା

  • @nisikantadash5099
    @nisikantadash5099 Před 2 měsíci +3

    Very good News, Excellent journalist
    E

  • @jayantamallick6477
    @jayantamallick6477 Před 2 měsíci

    ଏତେ ସୁନ୍ଦର କଥା ଉପସ୍ଥାପନା କରିଥିବାରୁ ଆପଣ ଙ୍କୁ ଅନେକ ଧନ୍ୟବାଦ...

  • @niranjanpradhan753
    @niranjanpradhan753 Před 2 měsíci +7

    Very good news

  • @utkaleswarnaik7325
    @utkaleswarnaik7325 Před měsícem +1

    ଦିପାଳି ଦାସ ନିଜ ବାପା ଙ୍କ ଖୁନି ଙ୍କୁ ଆଜି ଯାଏଁ ଖୋଜୁ ନାହାନ୍ତି ସେଇଟା ତାଙ୍କର ଭୁଲ ଆଉ ମୁଁ ଏ କଥା ରେ ଏକମତ କିନ୍ତୁ ତାଙ୍କର ଏ କଥା ରେ ବି ମୁଁ ଏକମତ ଯେ ସେ ପୁଣି ଥରେ EVM check କରିବାର ନିଷ୍ପତ୍ତି ନେଇଛନ୍ତି

  • @asutoshbiswal7173
    @asutoshbiswal7173 Před 2 měsíci +9

    Good news

  • @priyacb9323
    @priyacb9323 Před měsícem

    ଧନ୍ୟବାଦ ଶୁଦଂଶୁ ଭାଇ ତୁମର news

  • @hemantakumarmohanta8458
    @hemantakumarmohanta8458 Před 2 měsíci +3

    ସେ ଖର୍ଚ୍ଚ କରିଥିବା ଟଙ୍କା ର ହିସାବ ପାଇଁ ଭୋଟ ର ହିସାବ ଖୋଜୁଛି କିଏ ଟଙ୍କା ଖାଇ ଭୋଟ ଦେଇନି?

  • @kiranraj5684
    @kiranraj5684 Před 2 měsíci +1

    ସୁଧାଂଶୁ ଭାଇ ତୁମେ ପୁରା ଫୁଲ ଟାଇଟ୍ ରେ ଇଞ୍ଜେକସନ ଦୋଉଛ ତୁମକୁ ଅଶେଷ ଧନ୍ୟବାଦ୍ ମୁ ଦାଣ୍ଡିସାହି ରୁ

  • @shyama4185
    @shyama4185 Před 2 měsíci +3

    ଟଙ୍କା ଥିଲେ କଣ ହେବ ଝିଅ ର କେବଳ କ୍ଷ ମତା ଦରକାର ତେଣୁ ମୁହଁ ଖଲି ବାକୁ
    ଚିନ୍ତା ବି କରୁ ନାହିଁ କାଳେ ମୁହଁ ଖାଲିଲେ ticket ମିଳିବ ନାହିଁ

  • @ganeswarbehera-fj6yu
    @ganeswarbehera-fj6yu Před měsícem

    ଠିକ୍ କହିଛନ୍ତି ଭାଇ ଧନ୍ୟବାଦ ।
    ଏ ଭଳି ଝିଅ ଆମେ ଦୁନିଆରେ ଦେଖିନୁ ।
    ବାପକୁ ମାରିଦେଲେ ଆର ଦୁଃଖ ନାହଁ ।
    କ୍ଷମତା ପାଇଁ ପାଗଳିହୋଇ ଧାଉଁଛି ।
    ଏଭଳି ଝିଅ ସାଧାରଣ ଯନନ୍ତା ଙ୍କ ଖବର କଣବୁଝିବ, ନ୍ୟାୟ, ଅନ୍ୟାୟ କଣ ବିଚାର କରିବ ।ଇଏତ କ୍ଷମତା ପାଗେଳି ।

  • @DutiKrushan
    @DutiKrushan Před 2 měsíci +11

    ଏ ବେଧେଇ ଝିଅ କୁ ଗାଣ୍ଡିରେ ଗରମ୍ ଗରମ୍ କରି ତେଲ ପକାଇବ ଛଟପଟ ହେଲେ ତାପରେ ଗରମ୍ କରି ଗାଣ୍ଡିରେ ରଡ଼ ପୁରେଇବ ବିଆ ଛୋଡିର e v m ଯାଞ୍ଚ କରିବା ନିଶା ଛାଡ଼ିଯିବ ବିଆ ଛୋଡ଼ିକୁ ମୁହୁକୁ ଲାଜ ଲାଗୁନି

  • @user-fh5pi5ls8v
    @user-fh5pi5ls8v Před 2 měsíci +1

    Very good upasthapana thanks

  • @dilippadhan6027
    @dilippadhan6027 Před 2 měsíci +23

    ସେ ନିଜେ କହୁଥିଲେ ମୋର ପଡ ପଦବୀ ଦରକାର ନାହିଁ MLA, ସରପଞ୍ଚ, MP, ସମିତିସଭ୍ୟ + ମୁଁ ସମାଜ ସେବା କରିବି + ମୋର ଘର ସବୁବେଳେ ( ସର୍ବାହଲ ) ଲୋକଙ୍କ ପାଇଁ ଖୋଲା 👊👊👊👊
    ଏବେ କେନ୍ତା ଲୋଭେ ଆସିଲା + ଲୋଭ ରୁ ଲୋଭ 😅😅😅😅😅

  • @bibhutibhusansahoo9764
    @bibhutibhusansahoo9764 Před 2 měsíci +1

    thik katha kahicha Bhai..

  • @ranjitkumarmishra3727
    @ranjitkumarmishra3727 Před 2 měsíci +3

    ଶବ୍ଦ ପ୍ରତି ଧ୍ୟାନ ଦେବେ କାରଣ ଅତି କଠୋର ଶବ୍ଦ ପ୍ରୟୋଗ କରାଯାଉଛି

    • @skmstorywriter6400
      @skmstorywriter6400 Před 2 měsíci +2

      ଓହଃ, ପାଣ୍ଡୁ ପୁଅ କି, ଫାଟି ଯାଇଥିବ

  • @Pradhan130
    @Pradhan130 Před 2 měsíci +1

    ଅସରପା ଗୋଟେ ପକ୍ଷୀ କୁ ଲେଖା,,ନା ଦିପାଳି ଗୋଟେ ଝିଅ କୁ ଲେଖା,ଜଣେ ଗରିବ ପିଲା ର ବାପା ଙ୍କୁ କିଏ ଯଦି ଚାପଡ଼ ଦେ ମାରି ଦିଏ,ସେ ପିଲା ତା ବାପ ଙ୍କ ପାଇଁ ଜୀବନ ନେବାକୁ ପଛାୟେ ନାହିଁ, ଦିପଳୀ ଙ୍କ ସେତିକି ହିତା ହିତ ଜ୍ଞାନ ନାହିଁ ସେ ଜାଣିବେ କଣ, ଏମିତି ଝିଅ ବାପା ମା ଙ୍କ ପାଇଁ କଳଙ୍କ ✓

  • @quoteoftheday2357
    @quoteoftheday2357 Před 2 měsíci +8

    Sujogya Bopara Ajogya Alajuga jhia Dipali Das 💯😢

  • @suryakantalenka1053
    @suryakantalenka1053 Před 2 měsíci +1

    NYC SUDHANSU SIR TAKU LAJYA LAGIBA DARKAR MOTE LAGUCHI SEA NABA DAS JHIA NUHE

  • @ashwanipradhan3397
    @ashwanipradhan3397 Před 2 měsíci +4

    Jay ho 🙏

  • @user-zy6ru1pd8p
    @user-zy6ru1pd8p Před měsícem

    Satya katha ❤❤❤

  • @TapankumarKisan-fd5qs
    @TapankumarKisan-fd5qs Před 2 měsíci +6

    Ok sir ❤❤❤

  • @prafullakumarsahoo1917
    @prafullakumarsahoo1917 Před 2 měsíci +1

    ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଏମିତି ସାହସ ଶକ୍ତି ଦେଇଚାଲନ୍ତୁ ପ୍ରତେକ ଅନାୟ ଦୁର୍ନୀତି ବିରୋଧ ରେ ସ୍ୱର ଉଠାନ୍ତୁ

  • @Natashanaik5326
    @Natashanaik5326 Před 2 měsíci +3

    ଝିଅ ର ନାମ ରେ କଲ କିନି... ଆଗ ଦାରି ତ ବାପା କୁ ଖଜେ ଯଦି ନବ ଦାସ ରକ୍ତ ଜନ୍ମ ନେଇ ଥି ଲେ 🙏🙏🙏🙏

  • @user-iq8fe2yt1b
    @user-iq8fe2yt1b Před 2 měsíci +2

    Sudhansu bhaya u r the great always u should be excute genuine story of odisha lot of thanks❤u

  • @prashantsahoo1303
    @prashantsahoo1303 Před 2 měsíci +11

    Right sare

  • @bijayasahoo2660
    @bijayasahoo2660 Před 2 měsíci

    MANY. MANY. THANKS. FOR. THE. VIDEO.

  • @justadjust7093
    @justadjust7093 Před 2 měsíci +3

    ପାନ୍ଚ ବର୍ଷ ଯେତେ ଯାହାକୁ ପେଲୁଛ ପେଲ No problem😅😅😅😅😅

  • @kalicharanmahapatra885
    @kalicharanmahapatra885 Před 2 měsíci

    ବାପା ମଲା ଝିଅ ହେଲା ହଉଚି ଓଡ଼ିଶା ଧନରେ ଏ ଧନ ସବୁ ମେଡିକାଲ ରେ ଦବୁଲୋ , ଟଙ୍କା ଗାରିମା ଆଉ ରହିବ ନାହି,ଗଲୁ ଭାଙ୍ଗି ଯିବ

  • @pradeepkumarjena4162
    @pradeepkumarjena4162 Před 2 měsíci +4

    Very nice news

  • @rakeshpradhan2079
    @rakeshpradhan2079 Před 2 měsíci

    Excellent analysis, Innovative presentation for corruption, different issues for Odisha
    All the best Sudanshu Babu!!!

  • @Susantadas-ut9nx
    @Susantadas-ut9nx Před 2 měsíci +5

    ସତ କଥା କହିଲ

  • @skpahan975
    @skpahan975 Před 2 měsíci +1

    ଏମିତି ଝିଅ ଓ ପୁଅ କୌଣସି ମା ବାପାଙ୍କୁ ନ ମିଳୁ। ଜୟ ଶ୍ରୀଜଗନ୍ନାଥ

  • @saratsahoo6437
    @saratsahoo6437 Před 2 měsíci +3

    Thanks to the Editor Focus Plus for his unbiased remarks on the murder of Nabs Das and DIpali Dad hankering after power through recounting of votes in Jharsuguda after election.

  • @betexshyamsundar990
    @betexshyamsundar990 Před 2 měsíci

    ଯେତେ ବିଜେଡି କୁ ଭଲ ପାଉ ଥିବା ଲୋକ. ଅର୍ଗୁସ, ଓଟିଭି ଓ ଫୋକସ ପ୍ଲସ କୁ ଅନ ସ୍କାରଇବି କର. ଶଳେ ବାଟକୁ ଆସିଯିବେ. ଆଉ ବିଜେପି କୁଜିନେତା ନିଜେ ନିଜେ ଭାଷଣ ମାରନ୍ତୁ