ମୁଖ୍ୟମନ୍ତ୍ରୀଙ୍କ ଘର ଦେଖାଇଲେ ଭାଉଜ| ମୈଦାନରେ ଭାଉଜ | Maidanre Bhauja | Mohan Charan Majhi | Keonjhar
Vložit
- čas přidán 22. 06. 2024
- ମୁଖ୍ୟମନ୍ତ୍ରୀଙ୍କ ଘର ଦେଖାଇଲେ ଭାଉଜ| ମୈଦାନରେ ଭାଉଜ | Maidanre Bhauja | Mohan Charan Majhi | Keonjhar | Odia News
Bhauja Visited CM Mohan Charan Majhi Village.
#maidanrebhauja #kenojhar #mohanmajhi #cmodisha #ମୈଦାନରେଭାଉଜ #ଭାଉଜ #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm
ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ଓ ଘର ଗାଁ ଦେଖି, ତାଙ୍କ ସମ୍ପର୍କରେ ଜାଣି ଖୁସି ଓ ଗର୍ବ ଅନୁଭବ କରୁଛି, କେତେ ସରଳ ଶାନ୍ତ ସଭାବର l ତାଙ୍କୁ ଏଇଠୁ କୋଟି କୋଟି ପ୍ରଣାମ l ଜଗନ୍ନାଥ ତାଙ୍କୁ ଛତ୍ର ଛାୟା ତଳେ ଢାଙ୍କି ରଖି ଥାନ୍ତୁ 🙏🙏ସର୍ବେ ଭବନ୍ତୁ ସୁଖିନଃ... 🙏
🙏🙏🙏👌👌👌👌Our CM MOHAN SIR NOW PROUD OF ODISHA 🙏🙏Change the odisha
JAY JAGANNATH
🙏🙏🙏🙏🙏🙏🙏
ମାଡାମଙ୍କ ସହିତ ଦେଖାକରିବାକୁ ଭାରି ଇଛା, କିପରି ଦେଖାହେବ କେଉଁଠି ଦେଖିପାରିବି, ମୁଁ ଜାଣିପାରୁନି, ତାଙ୍କକଥା ଏତେ ମିଠା ଯେ ତାଙ୍କ ପୋଗ୍ରାମ ଯେବେ ଦେଖେ ଖୁସୀରେ ମୋର ଆଖିର ଲୁହ ଭରିଯାଏ 🌹ଜୟ ଜଗନ୍ନାଥ 🙏🙏🙏
Bahuta Sundara Upastapana, Jay Jagannath, Jay shree Ram 🙏
ଆମେ ଓଡ଼ିଆ ଭାରି ବଢିଆ
Vauja news vala lagila... 😊😊
ବହୁତ ସୁନ୍ଦର ବହୁତ ଖୁସି ଲାଗିଲା ଜୟ ଜଗନ୍ନାଥ 🌑‼️🌑🙏🚩
Mohan Bhainka Pain Gote Like Hou 👍😍
ଶ୍ରୀ ମୋହନ ମାଝୀ ହେଲେ ମୁଖ୍ୟମନ୍ତ୍ରୀ
ସାଧାରଣ ପରିବାର
ଗଢ଼ିବେ ନୂତନ ଓଡ଼ିଶା ଉନ୍ନତ
ସଂକଳ୍ପ ଆଜି ତାଙ୍କର । (୧୧)
ରାମଚନ୍ଦ୍ର ପାଣି
ଶ୍ରୀ ଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ।
୨୬ ଜୁନ୍, ୨୦୨୪, ବୁଧବାର ।
It's the Win of Democracy because of which Mohan Charan Majhi reached from bottom to the Top .
Expecting good governance from the CM.
Hirla Marang Buru
ଭାଉଜ ଭୂମିକାରେ ମାଡାମଙ୍କୁ ସହସ୍ର ଧନ୍ୟବାଦ, ଯାହାକି ସମଗ୍ର ଓଡ଼ିଶାର ପରିଚିତ, ତାଙ୍କର କଥା ସମସ୍ତ ଓଡ଼ିଆଙ୍କ ମନକୁ ଛୁଇଁଲା ପରି କଥା, ବିଶେଷ କରି ମୁଁ ତାଙ୍କୁ ହୃଦୟର ସହିତ ମା ପରି ଭଲ ପାଏ, ଭଗବାନଙ୍କ ପାଖରେ ମୋର ପ୍ରାଥନା ତାଙ୍କ ଚଲାପଥ ସୁଖମୟ ହେଉ 🌹ଜୟ ଜଗନ୍ନାଥ 🙏🙏🙏🙏
ଏ ନୂଆ ଭାଉଜ କରନ୍ତି ମଉଜ
ବୁଲି ମୁଖ୍ୟମନ୍ତ୍ରୀ ଘର
ପଚାରି ବୁଝନ୍ତି, ପିଲାଠୁ ଏଯାଏ
ମୁଖ୍ୟମନ୍ତ୍ରୀଙ୍କ ଖବର । (୧୦)
Bahut hi sundar
Mohana majhi sr mahan ,👌🏾💪🏿
ସାଇକେଲେ ଭାଇ ପଛରେ ବସନ୍ତି
କହନ୍ତି ଭାଇ ସୁନ୍ଦର
ଦରକାର ହେଲେ ଘରକୁ ଆସିବେ
ଭୁଲିବେନି ଗାଆଁ ଘର । (୫)
ଭାଉଜଙ୍କୁ ଏଇ ଭାଉଜ ଦେଖାନ୍ତି
ମୁଖ୍ୟମନ୍ତ୍ରୀଙ୍କର ଘର
ପିଲାଦିନୁ ଏଠି କଷ୍ଟେ ବଢ଼ିଛନ୍ତି
ବଡ଼ ଅଗଣା ତାଙ୍କର । (୧)
ଧନ୍ୟବାଦ
Bahut sundar ghar
ଶିକ୍ଷକ ତାଙ୍କର ଏ ତରଣୀ ସାର୍
ସହାୟକ ବି ତାଙ୍କର
କହିଲେ ସଂକଳ୍ପ ତାଙ୍କ ଦେଲା ବର
ମୁଖ୍ୟମନ୍ତ୍ରୀ ଓଡ଼ିଶାର । (୯)
Bhaujo tomo reporting laguchi bahut maujo...
🙏🙏🙏🙏🙏🙏🙏🙏🙏🙏hii ଶ୍ରୀଯୁକ୍ତ ମହନ୍ ଚରଣ ମାଝି
Madam. Very nice Thanks
ସାନ ବୋହୁ ଇଏ କହନ୍ତି ଖୁସିରେ
ଖାଦ୍ୟ ଶାଗ - ପଖାଳର
ପିଣ୍ଡାରେ ବସନ୍ତି, ଖବର ବୁଝନ୍ତି
ଭାରି ବଢ଼ିଆ ଦିଅର । (୪)
ଭାଉଜ କୁ ଟିକେ ଶୋଟ ହଉଛୁ 😅😅😅
Jay mohanmaji
Jay shree jagannath ❤❤❤❤
Bhauja pai gote like
God like quality
Joy mohana sir
Jay Naveen Pattnayak sir ❤
👍🤩🤩🤩
Very nice madam
Good
ମାଆ କହୁଛନ୍ତି ପୁଅ ମୁଖ୍ୟମନ୍ତ୍ରୀ
ହେବାରେ ତାଙ୍କ ଆନନ୍ଦ
ହେଲେ ଚୁପ୍ ଚାପ୍, ବେଶୀ କଥା ନାହିଁ,
କହୁଛନ୍ତି ଭଲ ମନ୍ଦ । (୨)
ମାଆଗିୟା
❤
ଭାଉଜଙ୍କ ଭଲ ବ୍ୟାପାର। ମା ଲୋ କି ଚାଲି। କେତେ କ୍ଲାସ ରୁ ଏ ବ୍ୟାପାର ଷ୍ଟାର୍ଟ କଲେ ଟିକେ କହିବେକି? ଆପଣଙ୍କ ନାଁ,ଗାଁ, କହିବାକୁ ଭୁଲି ବେନି।
Real cm
ଧନୀ ମାନର ତ ac ପସନ୍ଦ
Bhauja namaskar
ଭାଉଜ ଦେଖାନ୍ତି ଲେମ୍ବୁ ଗଛ ଅଛି,
ଗଛ ଅମୃତଭଣ୍ଡାର
କାର୍ଯ୍ଯ କରୁଥିଲେ, ମୁଖ୍ୟମନ୍ତ୍ରୀ ହେଲେ,
ପୋଲିସ ଜଗିଛି ଘର । (୩)
B j p jay adibasi jay jagannath jay jay
Achha.laga.me.cg.ka.hu
ତୁମକୁ ମୁ ବାହାହେ ବି ଭାଉଜ
Ama keonjhar bhasha 😊
Photo bisayare pacharile nahin
ପଡ଼ୋଶୀ ମାଉସୀ, ଖୁଡ଼ୀ ଏ କହନ୍ତି
ପୁତୁରା ସିଏ ତାଙ୍କର
ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ସିଏ
ନାହିଁ ତାଙ୍କ ଅହଂକାର ।
BHAUJA🌷
Sea ta adibasi loka tanka ghara au kemiti heithanta
ଜୟ ମୋହନ ଭାଇ
ମଇଦାନରେ ଭାଉଜ
ମୁଖ୍ୟମନ୍ତ୍ରୀଙ୍କ ଘର ଦେଖାଇଲେ ଭାଉଜ
News 18, Odia
June 26, 2024, Wednesday -- ବୁଧବାର, ସନ୍ଧ୍ୟା
ରାମଚନ୍ଦ୍ର ପାଣି
Bhauja🙏🙏
Bhauj good morning
Jay Nabin
ଆରେ ଭାଉଜ ସାରା ଓଡ଼ିଶା ଜାହାର ଘର ତମେ କଣ ନୂଆ ଦେଖେଇବ। ତମେ କଣ ଜାଣିନ ପଦ୍ମ କୋଉଠି ଫୁଟେ, ହିରା କୋଉଠି ମିଳେ। ସେମିତି ଆମ ମୁଖ୍ଯ ମନ୍ତ୍ରୀ।
ଚମତ୍କାର
Ebeta sabu sundar lagiba
Kahara kichhi kama nahni kaha badire kalara gachha jahni gachha dekhibu
Kaba corruption hatiba
Ame man janimu
Jay Navin patnaik
Bandana
Good night bhauja.
Nabin patnayak videos kete karichha? Tamara tanka darkar . Tanka khai bancha.
Aga mokhamotri vidio house
dekhatu
Mausi bahut bodhia odia kotha kohuchanti,Bhauja
Ha satre ba ki jamana
Jay bjd
Interve bhauja bohut bodhia interve nouchanti
Kete dina jau jana padiba BJP kan kam karuchai
Bhauja kan lagucha ma
😅😅😅😅😅😅😮😮😮😮😮😂😂
Aatimadhuakukana sastidaba jaruri
Tate.kia.gehuni
。
Ate.kanpai..pacharuj
Jay Naveen sir bjd
Pandu ghar
News 18 kali bjd aji bjp thank s chanel
Achha.laga.me.cg.ka.hu