BJP in Aska accuses BJD of distributing saree to lure voters

Sdílet
Vložit
  • čas přidán 6. 05. 2024
  • #ନିର୍ଦ୍ଦିଷ୍ଟ_ଦଳକୁ_ଭୋଟ_ଦେବା_ପାଇଁ_ଶାଢୀ_ବଣ୍ଟନ_ଅଭିଯୋଗ
    ଗଞ୍ଜାମ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବରଗାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାମାନଙ୍କୁ ଲୁଗା ବଣ୍ଟନ ନେଇ ବିଜେପିର ଅଭିଯୋଗ । ଗତକାଲି ପୂର୍ବାହ୍ନରେ ବିଜେପି ଆସିକା ବିଧାୟକ ପ୍ରାଥୀ ସରୋଜ ପାଢ଼ୀ ସମେତ ବିଜେପି ଅନେକ କର୍ମୀ ବରଗାଁ ଦେଇ ନିର୍ବାଚନ ପ୍ରଚାର ଯିବା ବେଳେ ମହିଳାଙ୍କୁ ନୁଆ ଲୁଗା ବଣ୍ଟନ କରାଯାଉଥିବା ଦେଖିବାକୁ ପାଇଥିଲେ ।
    #Ganjam #Aska #BJD #BJP #Saree #OTV #OdishaTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 618

  • @Abirachandramajhi
    @Abirachandramajhi Před 25 dny +267

    ଏହିପରି ମହିଳା ମାନଙ୍କ ପାଇଁ ଓଡ଼ିଶା ଆଜି ବର୍ବାଦ ।

    • @JspToka-rk5rk
      @JspToka-rk5rk Před 25 dny +5

      Tame sabu teki dharucha

    • @tumbinn
      @tumbinn Před 24 dny +3

      2019 re ye area loka gote murkha budhi ku MP kari thile...😂😂😂

    • @dibyaranjanbehera7927
      @dibyaranjanbehera7927 Před 24 dny

      👍👍

    • @user-zl2jr7pm1v
      @user-zl2jr7pm1v Před 24 dny

      ​@@tumbinnଆଉ ଯେଉଁ ମାନେ bjp ରେ mp ହୋଇଛନ୍ତି।। ସେମାନେ କ'ଣ upsc ରେ pass କରି mp ହୋଇଛନ୍ତି।।😅😅😮

    • @ashishkumarmaharana143
      @ashishkumarmaharana143 Před 24 dny

      ​@@tumbinnଧାନ ବିଲ ଖସ ଖସ 😂😂

  • @dhamirona8662
    @dhamirona8662 Před 25 dny +308

    ଗାଆଁ ଗାଆଁ ରେ ବିଜେପି ସଜାଗ ରହି ବିଜେଡିର ଚୋର ମାନଙ୍କୁ ଧରନ୍ତୁ

  • @Mahe-hh9jd
    @Mahe-hh9jd Před 25 dny +146

    ଏ ସ୍ତ୍ରୀ ଲୋକମାନେ ହିଁ ବିଜେଡ଼ି ସରକାରଙ୍କୁ ମୁଣ୍ଡରେ ବସେଇ ଆମ ଓଡ଼ିଶାକୁ ବର୍ବାଦ କରୁଛନ୍ତି।

    • @bibhuprasadsahu9023
      @bibhuprasadsahu9023 Před 24 dny +6

      ଅଉ ପୁଅ ଘଈତା ମାନଙ୍କୁ ଦାଦନ ପାଠାଉଛନ୍ତି।

    • @krishnadeogam4840
      @krishnadeogam4840 Před 24 dny +3

      ​@@bibhuprasadsahu9023 Ekdum thik 😅😅😅😅😅

    • @techiepranab6825
      @techiepranab6825 Před 23 dny

      ​@@bibhuprasadsahu9023bjp state sabuthu dadan

  • @jyotiranjan6269
    @jyotiranjan6269 Před 25 dny +166

    ଓଡ଼ିଶାରେ shg group କୁ ନିର୍ବାଚନ ରୁ ବାଦ ଦିଆଯାଉ,shg group ରଦ୍ଧ କରାଯାଉ

  • @sanjayparida2861
    @sanjayparida2861 Před 25 dny +147

    ପ୍ରତି SHG ମାଙ୍କୁ ଓଡ଼ିଶା ସାରା ବଣ୍ଟା ଯାଉଛି ।

    • @JspToka-rk5rk
      @JspToka-rk5rk Před 25 dny

      Are APA nanka asubidha kn achi

    • @nk_creations4694
      @nk_creations4694 Před 24 dny +3

      SHG ମହିଳା ନା କହି SHG ମାଇପେ କହିଲେ ଆଉ tk bhala ଲା ଗ ନ୍ତା.......ଏମାନେ ବୁଝି ପାରୁନାହାନ୍ତି ଠିକ୍ କିଏ ଆଉ ଚୋର କିଏ

    • @SushantaMadi
      @SushantaMadi Před 24 dny +1

      Tamaro Maa, Sister, Daughter, kiye Nahanti ki???

    • @jalinayak8983
      @jalinayak8983 Před 23 dny

      Ama Ade bi banta jaouchi sadhi crp mame Bantu chhanti

  • @satyabratasahoo2577
    @satyabratasahoo2577 Před 24 dny +25

    ଏଭଳି ନାରୀ ମାନଙ୍କ ପାଇଁ ଆଜି ଲକ୍ଷ୍ୟ ଲକ୍ଷ୍ୟ ପରିବାର ବାହାର ରାଜ୍ୟରେ ଦାଦନ ଶ୍ରମିକ ହୋଇଛନ୍ତି,

    • @bikrampradhan5560
      @bikrampradhan5560 Před 22 dny +1

      ଚଡି ବି ଦେଲେ ମାପିକି ନେଇ ଜିବେ ଲଜ୍ୟା ବୋଲି କିଛି ନାହିଁ 😂😂😂😂ଏତେ ବିକାଶ

  • @prashantakumarsahoo2516
    @prashantakumarsahoo2516 Před 25 dny +85

    ହିନ ରାଜନୀତି ।

  • @KushaRaut-eg1yr
    @KushaRaut-eg1yr Před 25 dny +107

    ଓଡିଶା ର ଦାରିଦ୍ର୍ୟତା ର କାରଣ ଏହି ଅ ଶିକ୍ଷିତ ମହିଳା😂😂😂

    • @JspToka-rk5rk
      @JspToka-rk5rk Před 25 dny

      Au tame bhari sikhita

    • @niharpalai3774
      @niharpalai3774 Před 24 dny +1

      Ta ଗୋଷ୍ଠୀ କି ନିଏ

    • @niharpalai3774
      @niharpalai3774 Před 24 dny +1

      @@JspToka-rk5rk ଆଉ ଶିକ୍ଷିତ ବୋଲି ତ କହିଲେ ସେ ବେଧେଇ କୁ କାହିଁ e ରାସଲୀଳା କରୁଛି

    • @JspToka-rk5rk
      @JspToka-rk5rk Před 24 dny

      @@niharpalai3774 aga nije sachetana hua nija parivar nija family ku sikhita kara ...ta pare au kahaku anguthi uthei kahiba ....media re bala trp pai news dekheile kintu loka athi aku taku anguthi uthei kahile .....ei media aji bjd ku support karuchi ta kali BJP kahaku tame thik boli bhabucha

    • @niharpalai3774
      @niharpalai3774 Před 24 dny

      @@JspToka-rk5rk same suggestion for you, Tume Jane Sikhita byakti hoithile epari BJD ra chamcha giri kari nathanta, Durniti ku prasaya debar artha nijara Durniti manobhaba darseiba.

  • @ashokkumarmohanta3081
    @ashokkumarmohanta3081 Před 24 dny +18

    ମାଆ ମାନେ ଜାଣି ପାରୁ ନାହାନ୍ତି ଗୋଟେ ଶାଢ଼ୀ ଓ କିଛି ଟଙ୍କା ପାଇଁ ତାଙ୍କ ପୁଅ ସ୍ବାମୀ ମାନେ ଦାଦନ ପକେଇବାକୁ ବାଧ୍ୟ ହେଉଛନ୍ତି

  • @dhamirona8662
    @dhamirona8662 Před 25 dny +93

    ଶାଢୀ ଗୁଟେ ପାଇଁ ପଛପଟ ବିକି ଦେଉଛନ୍ତି ଏମିତି ମାଇକିନା ମାନେ

  • @KaluNayak-rf2el
    @KaluNayak-rf2el Před 25 dny +66

    ହେ ବିଜେପି ଦଳର ଲୋକ ମାନେ ଟିକିଏ ସଜାଗ ରୁହ ନହେଲେ ଏମିତି କରି ଭୋଟ କୁ ହାତେଇ ଦେବେ

    • @ranjansruti8668
      @ranjansruti8668 Před 22 dny

      Bjd bjp Ku vote dele Semiti dadana jauthibu vote for congress only

  • @MahendraKhuntia-fi2gh
    @MahendraKhuntia-fi2gh Před 25 dny +82

    ହାରିବା vaya bjd

  • @KushaRaut-eg1yr
    @KushaRaut-eg1yr Před 25 dny +50

    ପୋଲିସ ରେ ଦିଅ ବାକି ଦିଦି ସବୁ ଠିକ୍ ହୋଇ ଯିବ

    • @dipusaa1162
      @dipusaa1162 Před 25 dny

      Police ta bjd under re😂😂😂

    • @JspToka-rk5rk
      @JspToka-rk5rk Před 25 dny

      Kai Sia kn murder karichanti

    • @rasmitabehera621
      @rasmitabehera621 Před 22 dny

      Nirbachan niti ulanghan gantantric aparadha arrest habani ? Kebal murder kale jadi arrest heba bhabuchha .t ie ganatanra r murder

    • @user-ed8bp2ru2c
      @user-ed8bp2ru2c Před 22 dny

      To maa thile tu kn karithantu

    • @KushaRaut-eg1yr
      @KushaRaut-eg1yr Před 22 dny

      @@user-ed8bp2ru2c ମୋ ପରିବାର ମୋଦୀ ଜିକେ ପରିବାର

  • @jagadakua5835
    @jagadakua5835 Před 24 dny +19

    ଏମିତି ବହୁତ ଲୋଭି 2ଟଙ୍କିଆ ମହିଳା ମାନେ ଭାତ ଡାଲମା ଖାଇକି vote ଦେବା ଯୋଗୁଁ ଓଡିଶାରେ ଅବସ୍ଥା ଏଇଆ

  • @krutibashmohanta968
    @krutibashmohanta968 Před 24 dny +12

    ବିଜେଡି ଦଳ ସୀମା ତପିଗଲ ହିନ ରାଜନୀତି ଲାଞ୍ଚ ଛାଡ଼ନ୍ତୁ ଏପରି କାର୍ଯ ନିନ୍ଦନୀୟ

  • @Mr.Bijaykumar.23
    @Mr.Bijaykumar.23 Před 25 dny +16

    କଥାରେ ଅଛି କୁକୁର ଲାଣ୍ଡୁଡ଼ 12 ବର୍ଷ ନଳ ରେ ପୁରେଇ ରଖିଲେ ସିଧା ହବନି ସେମିତି ଆମ ଓଡ଼ିଶାରେ କିଛି ମୂର୍ଖ ଲୋକଙ୍କ ପାଇଁ ଆଜି ନବୀନା ଓଡ଼ିଶାରେ ମୂର୍ଖମନ୍ତ୍ରୀ ହେଇ ଆସୁଛି , ଆମ ଓଡିଶା ବର୍ବାଦ ଓଡିଶା ,ଆମ ଓଡିଶା ଭିକାରୀ ଓଡିଶା ,ଆମ ଓଡିଶା ଗାଣ୍ଡି ମାରିବାରେ No 1 ଓଡିଶା 😢

  • @RaghuNath-lz4ti
    @RaghuNath-lz4ti Před 22 dny +3

    ମଦ ବନ୍ଦ କରୁନ କେତେ ଘର ସଂସାର ଭାଙ୍ଗି ଯାଉଛି ଦେଖା ଯାଉନି ମରଦ ଲୋକ ଯଦି ମଦ ସମ୍ପୂର୍ଣ ବନ୍ଦ କରୁନ ସ୍ତ୍ରୀ ଲୋକ ଉପରେ ନିଜର ମରଦ ପାଣିଆ ଦେଖନୀ ଶାରୀ ରେ କାହାର ଜୀବନ ଯାଉନି ସରକାର ମଦ ମାଗଣା ଦେଲାବେଳେ କୁକୁର ପରି ନାଇଯାଉଚ ଏଇ ହଉଛି ମରଦପଣିଆ

  • @PrakashKumar-sp2tq
    @PrakashKumar-sp2tq Před 25 dny +46

    ଜୟ ଜଗନ୍ନାଥ ଜୟ ଶ୍ରୀ ରାମ ଜୟ ବିଜେପି

  • @amandeepcutedanceing7619
    @amandeepcutedanceing7619 Před 25 dny +54

    BJD hatao odisha banchao Tamil Nadu patheidea pandian hatao odisha banchao boycutt bjd

  • @user-xb5js1lj2r
    @user-xb5js1lj2r Před 25 dny +28

    ଆରେ ଚୋର, ଠକ, ଟାଉଟର ଦଳ ବନ୍ଦ କର ତୁମର ଏ ହୀନ ଖେଳ । ଲଜ୍ଜା ଲାଗୁନି ଆସିକା ସୂତକଳ ବିକ୍ରି , ଶୀତଳଭଣ୍ଡାର ଉଛେଦ , ଭୁବନ୍ଧବ୍ୟାଙ୍କ ବନ୍ଦ, ଏମ୍ଫିସେସ୍ ଉଚ୍ଛେଦ , ଟାଇଲ୍ ଶିଳ୍ପ ଉଚ୍ଛେଦ , ଟେକିନ୍‌କାଲ ହାଇସ୍କୁଲ ଉଚ୍ଛେଦ , ଏତେ ସବୁ କାମର ଉନ୍ନତି ଚିନ୍ତା ନ କରି ଲାଞ୍ଚ ଦେଇ ଭୋଟ ରାଜନୀତି କରୁଛ । ଆସିକା ହେଉଛି ଗଂଜାମର କେନ୍ଦ୍ରସ୍ଥଳ । ଆସିକାର ଜିଲ୍ଲା ହେବାର ସମସ୍ତ ଯୋଗ୍ୟତା ଅଛି ଅଥଚ ନିର୍ବାଚନ ଘୋଷଣାର କିଛିଦିନ ପୂର୍ବରୁ ଭୋଟ ସାଉଁଟିବାକୁ ପୌରାଞ୍ଚଳ ଘୋଷଣା କଲ । ତୁମ ଦଳକୁ ଲାଜ ଲାଗୁନି।ଆସିକାରେ ପ୍ରକୃତି ପ୍ରାଚୁର୍ଯ୍ୟ ଅନବଦ୍ୟ ।ତଥାପି ଏଠି ବେକାର , ସୁରାଟ ଶ୍ରମିକ, ଦାଦନ, ବେକାର ମାଳମାଳ ।

  • @avayakumarbarik2882
    @avayakumarbarik2882 Před 24 dny +15

    ଏମାନଙ୍କ ସ୍ବାମୀ ମଦ ପିଇ ବୁଲୁଛନ୍ତି,ପିଲା ମାନେ ଗଞ୍ଜେଇ ଖାଇ ବୁଲୁଛନ୍ତି।ତଥାପି ଏମାନେ ବୁଝିପାରୁନାହାନ୍ତି।ଯଦି ଶାଢ଼ୀ ପିନ୍ଧି ବାକୁ ଏତେ ଇଛା ତିନି ନମ୍ବର ଯାଇ ବସ।

  • @sasmitamuduli5348
    @sasmitamuduli5348 Před 25 dny +22

    ମୂର୍ଖୁଣୀ ଗୁଡା ଏ ସ୍ତ୍ରୀ ଲୋକ ତମ ସ୍ବାମୀ ମାନେ କଣ ପିନ୍ଧେଇ ପାରୁ ନାହାଁନ୍ତି ପାଣ୍ଡୁ ର ପିନ୍ଧୁଚ, ଚଡ଼ି ସାୟା ମାଗିଦିଅ, ଛି ଛି ଲଙ୍ଗଳା ହେଇ ବୁଲୁଛ ବୋଧେ

  • @DivineSakha_official.
    @DivineSakha_official. Před 25 dny +16

    SHG ମାଇକିନା ମାନଙ୍କୁ ବାଜୁ ମାଡ...ନ ହେଲେ ସୁଧୁରିବେନି।

    • @alokpradhan838
      @alokpradhan838 Před 25 dny +2

      Righte❤❤❤❤

    • @prabhatpradhan1815
      @prabhatpradhan1815 Před 24 dny +1

      Dam achhi. Bhai tama ghare b shg maikina thibe

    • @user-lf1vl3bn7v
      @user-lf1vl3bn7v Před 14 dny

      Tama ghare kn kehi maikina nahanti ki

    • @DivineSakha_official.
      @DivineSakha_official. Před 14 dny

      ଯେଉଁ SHG ମହିଳା ମାନେ ଅନୈତିକ ଭାବରେ ଗୋଟେ ଦଳ ରେ ପ୍ରଚାର କରୁଛନ୍ତି, ଆଜି ନାହିଁ... 25 ବର୍ଷ ହେଲା. ସେମାନଙ୍କୁ ମାଡ ହିଁ ଦରକାର. ସେମାନେ ଟାଉଟର ଆଉ ସେମାନଙ୍କୁ ଯିଏ defend କରୁଛି ସିଏ ଭି...

  • @gourangaseth8025
    @gourangaseth8025 Před 21 dnem +4

    ଏପରି ଅଶିକ୍ଷିତ ମହିଳାଙ୍କ ପାଈ ସମଗ୍ର ମହିଳାମାନଙ୍କ ସମାନ ହାନିହେଉଛି। ଦୟାକରି ଏଭଳିକାମକରନୀ ମା ମାନେ ଆପଣ ମାନଙ୍କୁ ଅନୁରୋଧ କରୁଛୁ।

  • @jyotiranjan6269
    @jyotiranjan6269 Před 25 dny +13

    Crp, mbk ମାନଙ୍କୁ ନିର୍ବାଚନ ପୁର୍ବ ରୁ ଜେଲ ରେ ପୁରା

  • @user-jg2tm9pi6g
    @user-jg2tm9pi6g Před 25 dny +31

    Loka ku 25 Barsha hela bahut thaki dela auu nuha

  • @user-bn5fw2fc1u
    @user-bn5fw2fc1u Před 24 dny +5

    ନୁଆ କଥା କଣ କି ନିର୍ବାଚନ ଆସିରେ ବିଜେଡି ଏମିତି ସବୁ କଦର୍ଜ୍ୟ କୁଶ୍ଚିତ କାମ କରେ

  • @pbighneswardora8778
    @pbighneswardora8778 Před 25 dny +8

    ଗୋଟେ ଧନ୍ଦା ଚଳେଇଚନ୍ତି

  • @ranjitabehera194
    @ranjitabehera194 Před 24 dny +5

    ବିଜେଡି ହିନ ରାଜନୀତି କରୁଛି

  • @user-es3fn9dc5u
    @user-es3fn9dc5u Před 24 dny +3

    ସସ୍ମିତ୍ ପାତ୍ର କୁ ଖବର ଦେଇଦିଅନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ପାଖ କୁ ଯିବ।

  • @manassethi7940
    @manassethi7940 Před 24 dny +4

    ଏହିପରି ଲାଞ୍ଚ ଦେଇ bjd ଜିତିଚାଲିଛି, ଆପଣ ମାନେ ଏହିପରି ପ୍ରଲୋଭନ ଠାରୁ ଦୂରେଇ ରୁହନ୍ତୁ, ଆପଣ ଙ୍କ ଭୋଟର ମୂଲ୍ୟ କଣ ଗୋଟେ ଶାଢ଼ୀ

  • @BhubaneswarBehera-nr8ir
    @BhubaneswarBehera-nr8ir Před 25 dny +3

    ଏମିତି ବେଲଜ୍ୟା ମହିଳା ମାନଙ୍କ ପାଇଁ ଆଜି ଓଡ଼ିଶାରଏହି ଅବସ୍ଥା, ତାମିଲର ଅଙ୍କ ସାଇନି ସାଜିଛନ୍ତି ଛି ଛି ଛି

  • @Subham-uy5cj
    @Subham-uy5cj Před 25 dny +20

    ଏବିଆଛୁଡିଏମାଈକିନାମାନକୁତାମିଲିବାଣୣଦରକାର

    • @rabinarayannayak7951
      @rabinarayannayak7951 Před 25 dny +1

      Bhai re kahaku gali kariba apekhya bhal byabahar karantu samaj pain mangal heba

    • @_mr___rajput
      @_mr___rajput Před 25 dny

      ​@@rabinarayannayak7951nai kichhi ta tanka pai jie vote bikri kare munda bikri kare tanku bramha kila darakar 👍👍 bhai ta Kam kahile ahuri kahiba darakr

  • @iswarnayak1383
    @iswarnayak1383 Před 25 dny +8

    A stri lokanka pain aji odisha barbad, hauchi

  • @sisirkumaracharya4530
    @sisirkumaracharya4530 Před 25 dny +13

    Bjd hatao , Aska new govt. Bjp

  • @bapinisahoo5009
    @bapinisahoo5009 Před 24 dny +2

    ମୁଁ କହୁନି - ସବୁରି ମୂଳରେ ଏଇ ମାଇକିନା ଆଉ ମହିଳା ଗୋଷ୍ଠୀ । ଧନ୍ୟ ତମେ 😂😂😂😂

  • @prananathpati9976
    @prananathpati9976 Před 24 dny +3

    ଶସ୍ତା ଶାଢ଼ୀ ଗୋଟେ ପାଇଁ ଏ ବେଧେଇ ମାଇକିନା ଗୁଡାକ ଗାଣ୍ଡୀ ଦେଖେଇ ବିକ୍ରି ହୋଇଯାଉଛନ୍ତି।

  • @Official_B.kanhar7289
    @Official_B.kanhar7289 Před 25 dny +3

    ପୁରୁଣା ଘର ଭାଙ୍ଗି ନୂଆ କର। ପୁରୁଣା ଘରେ ଅଳିଆ ଆବର୍ଜ୍ଜନା ବହୁତ ହେଲାଣି ।

  • @dhaneswardang3527
    @dhaneswardang3527 Před 24 dny +3

    ନିଜ ଇଚ୍ଛା ଅନୁସାରେ ଭୋଟ ଦିଅ କାହା ପ୍ରଲୋଭନରେ ନୁହେଁ l

  • @prananathpati9976
    @prananathpati9976 Před 24 dny +14

    ଶାଢ଼ୀରେ ନିଆଁ ଲଗେଇ ଦିଅ

  • @prasantkudas3438
    @prasantkudas3438 Před 24 dny +2

    BJD ଦଳ ହୋଉଛି ପୁରୁଣା ମାହାଗିହା ଦଳ,

  • @kumargaurab8189
    @kumargaurab8189 Před 25 dny +13

    Sadhi nei nia Vote BJP ku dia

  • @skumarmahapatra3187
    @skumarmahapatra3187 Před 25 dny +18

    ଓ ଲୋ କି ଶାଢ଼ୀ ବଣ୍ଟା ତମର।

  • @dibyaranjan3454
    @dibyaranjan3454 Před 23 dny +2

    ଏ ଶଳା କୁଜୀ ନେତାଙ୍କୁ ବାଡାଅ।ଯଉଠି ଦେଖୁଛ କାନକୁ କାନକୁ ସେକିଦିଅ ଧରିକି।ଶଳେ ବେଶୀ ପାଦଚାଟୁଛନ୍ତି

  • @srabani.123
    @srabani.123 Před 23 dny +2

    ଭାଇ ମାନେ ସେ ଚୋରଣି ନୁହନ୍ତି କି ଚୋରି କରିନାହାନ୍ତି ଏତେ ଧମକେଇ ପ୍ରସନ୍ନ ପଚାରି ବାହାବା ବୋଲାଅନି, ନାରୀ କୁ ସନମାନ ଦେଇ ଶିଖ, ଜୟ ଜଗନ୍ନାଥ

  • @user-uv1zv1qo6z
    @user-uv1zv1qo6z Před 24 dny +2

    ଏ ସମଗ୍ର ଓଡ଼ିଶାର ସ୍ତ୍ରୀ ମାନଙ୍କ ସ୍ବାମୀ ମାନଙ୍କୁ ଜାଗୃତ ହେବାକୁ ପଡ଼ିବ, ବିଜେଡି ସମଗ୍ର ମହିଳା ମାନଙ୍କୁ ପ୍ରଲୋଭନ ଦେଖେଇ ନିଜ ଜାଲ ରେ ଫସେଇ ସାରିଲାଣି, ଜାଗୃତ ହୁଅନ୍ତୁ ନହେଲେ ୫ ବର୍ଷ ପରିଣାମ ଭୟଙ୍କର ହେବ ।

    • @sumitrasamal5789
      @sumitrasamal5789 Před 9 dny

      ଆରେ ଭାଇ ସବୁ s h g ମାନକୁ 10 000 ହଜାର ଟଙ୍କା ଲେଖାଏଁ ଦେଇ ଛନ୍ତି

  • @shankarjhodia5181
    @shankarjhodia5181 Před 24 dny +1

    BJD ହୋଟିବା ନିହାତି ଦରକାର୍

  • @laxman9145
    @laxman9145 Před 24 dny +2

    ରାମ ନାମ ସତ୍ୟ ହେ

  • @SmashEnough
    @SmashEnough Před 25 dny +3

    ବିଜେଡି ଦଳ ନେତା ମନ୍ତ୍ରୀ ତଥା ସାଂସଦ କର୍ମୀ ମାନେ କେବଳଲୁଗା ନୁହେଁ shg ନାରୀ ନେତ୍ରୀ ମାନେ ଜାଣିବା ଦରକାର 😢 ମଦ ମାଂସ ଟଙ୍କା ରେ ଯୁବକ ନଷ୍ଟ ହେଲେ 😢 ଆପଣ ମାନେ ଖୁସି ତ 😢

  • @SangeetaPriyadarshini_
    @SangeetaPriyadarshini_ Před 23 dny +3

    ଆଜି ଶାଢୀ ଦଉଛନ୍ତି କାଲି ଚଡି ଦେବେ ତା ପରେ ତମ ଘରେ ପଶିବେ ତମେ କିଛି କରି ପାରିବନି 😂

  • @mamatakhillo6781
    @mamatakhillo6781 Před 25 dny +11

    only one bjp bjp bjp❤❤❤❤

  • @pramod5559
    @pramod5559 Před 25 dny +6

    Police re dia

  • @gurucharansahoo9577
    @gurucharansahoo9577 Před 25 dny +4

    ଧର ଶଳା ଙ୍କୁ 😠😠😠😠

  • @Xyz1998-si7mu
    @Xyz1998-si7mu Před 25 dny +4

    Emti kale sur haribe

  • @PurnachandraBehera-if5tu
    @PurnachandraBehera-if5tu Před 25 dny +21

    କୋରାଇ ନିର୍ବାଚନ ମଣ୍ଡଳୀରେkacharasahi kayan ଗ୍ରାମରେ ଗଲା କାଲି ଶାଢ଼ୀ ବଣ୍ଟା ଯାଇଛି।

    • @JspToka-rk5rk
      @JspToka-rk5rk Před 25 dny

      Tamaku lungi dia haba

    • @PurnachandraBehera-if5tu
      @PurnachandraBehera-if5tu Před 24 dny

      @@JspToka-rk5rk ତୁମେ ସୁଟ୍ ବୁଟ ଅନ୍ୟକୁ ଖାଲି ଲୁଙ୍ଗି।

    • @rabindrasahoo1394
      @rabindrasahoo1394 Před 24 dny +1

      Pls viral video

    • @purbidebansheeray191
      @purbidebansheeray191 Před 23 dny

      News dekhantini apana bodh hue.
      March masa re jetebele odisha govt. bivinna yojana madhyamare sahayaka rashi pradana karithile sethimadyyaru SHG member pichha janaka1000 tanka lekhaen SHG ra uniform kiniba paine group passbook su asithila. Group member uniform choice kari ani pindhhi be,

    • @PurnachandraBehera-if5tu
      @PurnachandraBehera-if5tu Před 23 dny

      @@purbidebansheeray191 ଶାଢ଼ୀ ବଣ୍ଟା ଯୋଜନା।

  • @prasantprusty3619
    @prasantprusty3619 Před 25 dny +3

    Pandia hariba saree

  • @akhaykumarsahoo4390
    @akhaykumarsahoo4390 Před 25 dny +3

    Ethara Paribartan Ethara BJP

  • @purbidebansheeray191
    @purbidebansheeray191 Před 23 dny +1

    କାଲି ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ରୋଡ୍ ସୋ।
    ଶତାଧିକ ମହିଳା ସମ୍ବଳପୁରୀ ଶାଢୀ ପିନ୍ଧି ମୋଦୀ ଜି ଙ୍କ ରୋଡ୍ ସୋ ରେ ସାମିଲ ହେବେ। ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଯେଉଁ ମାନେ ସୁଚିନ୍ତିତ କମେଣ୍ଟ ମାଧ୍ୟମରେ ପ୍ରସଂଶା ରେ ପୋତି ପକେଇଛ ସେମାନଙ୍କ ର ଏ ବିଷୟ ପ୍ରତି ମତାମତ କଅଣ?

  • @chitaranjanpradhan-lo9ok

    ବିଜେପି କର୍ମୀ ମାନଙ୍କୁ ମୋର ଅନୁରୋଧ 🙏🙏ସତର୍କ ରୁହନ୍ତୁ ବାଜି ମାରିଦେବ ବିଜେଡି

  • @ashokkumardash1032
    @ashokkumardash1032 Před 25 dny +3

    Bjp Nirbachana camission pakha re camplen karu.

  • @user-vp2tk7vw7k
    @user-vp2tk7vw7k Před 25 dny +3

    Nice go ahead

  • @user-vu9eo5gv3j
    @user-vu9eo5gv3j Před 25 dny +3

    Jay bjp

  • @kahnupallei8064
    @kahnupallei8064 Před 25 dny +3

    Hariba boli sarees dauchi

  • @harekrushnabehera3138
    @harekrushnabehera3138 Před 24 dny

    ଧନ୍ୟ ଆମେ ଓଡିଆ,ଧନ୍ୟ ଆମ ଓଡ଼ିଶା । ଧନ୍ୟ ଆମ ସରକାର, ଧନ୍ୟ ଆମ ବିଚାର ।
    ଧନ୍ୟ ଓଡିଆ ଆମେ ମାଗଣା ଖିଆ,
    ଧନ୍ୟ ଏ କୌଶଳ ଭୋଟ ନିଆ ।
    ନାରୀ ନୁହେଁ ତୁ ନାରାୟଣୀ,
    ଶାଢ଼ୀ ଖଣ୍ଡେ ପାଇଁ ହେଲୁ ବାୟାଣୀ ।

  • @user-hy9og5ky7t
    @user-hy9og5ky7t Před 25 dny

    Sashimta Patra and lenil କୁ ପଚାରନ୍ତୁ।

  • @GOURAHARIMOHANTA-db5zz
    @GOURAHARIMOHANTA-db5zz Před 25 dny +2

    ବିଜେଡି ଏ ସବୁ ବେକେର ଧନ୍ଦା. ବିଜେଡି ରାଲିରେ ବିରୋଧୀ ଦଳ ଯିବା ଦରକାର.

  • @deepakkumarsethy2062
    @deepakkumarsethy2062 Před 25 dny +3

    Pls vote bjp 🚩

  • @mangalunag5390
    @mangalunag5390 Před 22 dny +1

    ଏମିତି ମହିଲା ମାଗଣା ପାଇଲେ ନିଜ ସ୍ଵାମୀକୁ ବି ଚିହ୍ନିବେ ନାହିଁ 😂😂😂ହାତରେ ଗଲା ଖସି ତାରା ଗଣୁଥା ବସି😂😂😂

  • @user-si7ej5dn9z
    @user-si7ej5dn9z Před 25 dny

    Good action

  • @BijayaBarick-ij8cz
    @BijayaBarick-ij8cz Před 25 dny

    Information about election commission

  • @user-ng7tz1qf7b
    @user-ng7tz1qf7b Před 25 dny +1

    Only bjp Odisha ❤❤❤

  • @buddhadattamishra1590
    @buddhadattamishra1590 Před 25 dny +2

    ସେଥିରେ କଣ ବଡ କଥା ଯେ। ପାର୍ଟି ଦିଅନ୍ତି ଲୋକ ଖାଆନ୍ତି ଏ ହେଉଛି ଆମର ପବିତ୍ର ଗଣତାନ୍ତ୍ରିକ ପରମ୍ପରା।ଏ ଏହି ତିନି ମାସ ଭୋଟର ମାନଙ୍କର ମଉଜ।ବାକି ୪ ବର୍ଷ ୭ ମସେ ସେମାନେ ଙ୍କ ମଉଜ,ଏ ନୂଆ କଥା ନୁହେଁ।।ସେଥି ପାଇଁ ତ ଯାହା ପାଖରେ ବହୁତ୍ ପଇସା ସବୁ ପାର୍ଟି ସେମାନଙ୍କୁ ଟିକେଟ ଦିଅନ୍ତି ।ସାଧାରଣ ଲୋକଙ୍କୁ କେତେଟା ପାର୍ଟି କେତେ ଟା ଟିକଟ ଦେଇଛନ୍ତି ?

  • @user-pb4yi6pm2o
    @user-pb4yi6pm2o Před 25 dny +3

    Prati grupku diahoichhi

  • @_mr___rajput
    @_mr___rajput Před 25 dny

    He odisha basi samaya asichhi sachetana hua bahu mulya vote ku bukri kara nanhi 👍

  • @sunilpanda9290
    @sunilpanda9290 Před 23 dny

    Elaction ପର୍ଯ୍ୟନ୍ତ ସବୁ ଗ୍ରୁପ ବନ୍ଦ କରାଯାଉ, ନାରୀ ପାଇଁ ପ୍ରଳୟ, ଏଇ କେତୋଟି ଦ୍ୱାଚରନି ନାରୀ ପାଇଁ ଓଡିଶା ଧୋଂସ, ନାରୀ ସଶକ୍ତି କରଣ ବହୁତ ହୋଇ ଗଲା, ଏବେ, ବନ୍ଦକରି ଦେଲେ, ଓଡିଶା ଆଡ଼ଭାନ୍ସ କରିବ, ଏହା ଭୋଟ ହତାଇ ବାର ଗୋଟେ ମାଧ୍ୟମ,, 😄😄😍

  • @pushkarameher2929
    @pushkarameher2929 Před 22 dny

    ଖାସ ଏମିତି କେତେ ସାମ୍ବାଦିକ ଆଉ କୁଜି ନେତା ଓଡ଼ିଶାକୁ କେନ୍ଦ୍ରରୁ ଆସୁଥିବା ପଇସା ଲୁଟୁଥିବାରୁ,,, ଓଡ଼ିଶାରେ BJP ଭୋଟ ପାଉନି,,

  • @BijayBarpanda-zm9hz
    @BijayBarpanda-zm9hz Před 12 dny

    ଏମାନଙ୍କ ପାଇଁ ଓଡିଶାର ଅବସ୍ଥା ଆଜି ଏପରି ହୋଇଛି

  • @sanjayakumarmallick-bq2kv

    Dhanya baad, emiti gagiruha

  • @susantatandia4539
    @susantatandia4539 Před 22 dny

    ସବୁ SHG GROUP ମାନଙ୍କର ଭୋଟ କୁ ଗ୍ରହଣ କରା ନ ଯାଉ. !

  • @mangarajpradhan4591
    @mangarajpradhan4591 Před 25 dny +3

    Bjd ra auo kichi bata nahi ,Asika janata tara thik jabab dene

  • @LiquidInformation-qe4ri

    BJD ର ନିର୍ବାଚନୀ ପରାଜୟ ଭୟ ପାଇଁ ଭିତ୍ତି ହିନ ଯୋଜନା

  • @shriharimandal
    @shriharimandal Před 21 dnem

    ଭଲ ସୂଚନା ସମାଜକୁ ବିଜେଡି ଦେଉଛି. ପିଲାମାନେ ଏହିପରି ଘରୁ, ଅଙ୍ଗନବାଡିରୁ ଚୋରି ମିଛ ଇତ୍ୟାଦି ଶିଖିଲେ ଭବିଷ୍ୟତରେ ପାଣ୍ଡିଆନ ବାବୁଙ୍କ ଭଳିଆ ହେବେ.

  • @alokpardia
    @alokpardia Před 18 dny

    ଉଠରେ ଉଠରେ ଉତ୍କଳ ସନ୍ତାନ। ଉଚିତ୍ ପ୍ରାର୍ଥୀ ଚୟନ କରନ୍ତୁ। ବିକ୍ରି ହୁଅନ୍ତୁ ନାହିଁ।।।।

  • @banitadash3082
    @banitadash3082 Před 24 dny

    Sir aie katha thika

  • @harekrushnabehera3138
    @harekrushnabehera3138 Před 24 dny

    "ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କହୁଛୁ" ରାଜନୈତିକ ଦଳର ନାଁ ଧରିବାକୁ ତୋ ଛାତିରେ କଲିଜା ନାହିଁ କି ?

  • @chakradharjena6795
    @chakradharjena6795 Před 24 dny

    Very good

  • @samirsahoo3217
    @samirsahoo3217 Před 25 dny

    ଏଇ ମହିଳା ଗ୍ରୁପ୍ ଓଡ଼ିଶାକୁ ଖାଇଲା।

  • @user-kl8oi2xh1h
    @user-kl8oi2xh1h Před 22 dny

    👍👍

  • @user-sn3jw2li8m
    @user-sn3jw2li8m Před 24 dny

    👍👍👍👍

  • @prabhanayak5365
    @prabhanayak5365 Před 22 dny +1

    କେହି କନା ଟିକେ ଦେବେନି ଜଲଦି କେହି ଦେଲେ ଏମାନଙ୍କର ଫାଟୁଛି

  • @kanhupanda5325
    @kanhupanda5325 Před 18 dny

    Well done

  • @rabindradas2952
    @rabindradas2952 Před 25 dny +1

    ଏଇଟା ସାବିତ୍ରୀ ଶାଢି

  • @user-mk5br4ne5w
    @user-mk5br4ne5w Před 25 dny +2

    Hetaku arrest kara

  • @user-bv1jv2ck9j
    @user-bv1jv2ck9j Před 20 dny

    Shg ମହିଳା ମାନେ ଆଗାମୀ ଦିନରେ " ନୁନିଯୋନି ଲଢେଇ "ଯୋଜନାଟି ଓଡ଼ିଶାରେ କରିବାକୁ ଚାହୁଁଛନ୍ତି, 🤣🤣🤣🤣🤣ବାଟ ଛାଡ,ଘଇତା ମାନେ ଖଟି ଘାଇଲା ହୋଇ ଗଲେଣି, ବିଶ୍ରାମ ଦିଅ 🤣🤣🤣🤣🤣🤣

  • @laxmansahoo4681
    @laxmansahoo4681 Před 13 dny

    ଏଭଳି ମହିଳାଙ୍କୁ ନେଇ ବିଜେଡି ମ୍ୟାଜିକ ,🎉

  • @basudevchanda8583
    @basudevchanda8583 Před 25 dny +2

    Jie jaha parucha nei chala kintu vote bjp ku dio

  • @badribishoyi7333
    @badribishoyi7333 Před 25 dny +2

    All odisha ra sabu mahila sangha ku 10000 deichhanti

    • @JspToka-rk5rk
      @JspToka-rk5rk Před 25 dny

      Purusa nku ba bear chicken kasa dia hauchi

  • @user-xj5zh7yo5g
    @user-xj5zh7yo5g Před 25 dny +4

    Bjd ku vote dele bhul masaku 1000 o bhata 3000 bjp deba ma manku para 3:06

  • @user-hi2ir1is2x
    @user-hi2ir1is2x Před 24 dny +1

    Chi chi 5yr pain saree pain bikri heicha

  • @kunalmajhi342
    @kunalmajhi342 Před 24 dny

    Very good action