ବଦନାମ୍ ଗଳିର ବିଦ୍ୟାଶ୍ରୀ ସାମ୍ନାକୁ ଆସିଲେ ଶୁଭମ୍ ପାଇଁ କିଡନୀ ଦାନ କରିବାକୁ..

Sdílet
Vložit
  • čas přidán 30. 12. 2021
  • Call On Toll Free Number To Book Ambulance 24x7-- 18002572115
    Download App To Book Online Ambulance--play.google.com/store/apps/de...
    Visit Website- moambulance.in
    Toll Free No- 18002572115
    Follow Us On
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - home?lang=en
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

Komentáře • 1,9K

  • @suryakantajena807
    @suryakantajena807 Před 2 lety +289

    ଭଗବାନ ଆପଣଂକୁ ସବୁଦିନ ଭଲରେ ରଖନ୍ତୁ...ଆପଣ ଏ ସମାଜ ପାଇଁ ନିହାତି ଦରକାର...🙏🙏🙏

  • @jagamohanjena2314
    @jagamohanjena2314 Před 2 lety +397

    ଭଉଣୀ ତୁମେ ଉଦାହରଣ ହେଇଗଲ.....ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ ନମଃ....

    • @jatindranathmandal9372
      @jatindranathmandal9372 Před 2 lety +3

      Sister you are great👏👏👏👏👏
      Hiii Jagannath 🙏 koti koti pranama tamaru pila tiku banchaidia 🙏🙏🙏🙏🙏

  • @kirtanprachar
    @kirtanprachar Před 2 lety +204

    ଏବେ ବି ମଣିଷ ପଣିଆ ବଞ୍ଚିଛି, ଆପଣ ଙ୍କୁ ମୋ ତରଫ ରୁ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ 🙏 । ଭଗବାନ୍ ସମସ୍ତଙ୍କୁ ଭଲ ରେ ରଖନ୍ତୁ ।

    • @ManasSanatani
      @ManasSanatani Před 2 lety +2

      Jay Jagannath 🙏

    • @sibaramachary3369
      @sibaramachary3369 Před rokem +2

      ଏବେ ବି ମଣିଷ ପଣିଆ ବଞ୍ଚିଛି , ଆପଣଙ୍କୁ ମୋ ତରଫରୁ କୋଟି କୋଟି ପ୍ରଣାମ ! ଭଗବାନ ଆପଣଙ୍କୁ ଭଲରେ ରଖନ୍ତୁ ଓ ଶାନ୍ତିରେ ରଖନ୍ତୁ !!
      ଧନ୍ଯବାଦ
      ଜୟ ଜଗନ୍ନାଥ
      ଜୟ ବଜରଙ୍ଗୀ

    • @amojalididirosei4238
      @amojalididirosei4238 Před rokem

      madam mu chahuchhi se pilaku kidny deba pai
      ବାଲେଶ୍ୱର ମୋ ଘର

  • @rakeshsethy2714
    @rakeshsethy2714 Před 2 lety +137

    2022 ରେ ଆପଣ ନୂଆ ଶିକ୍ଷା ଦେଲ ବିଦ୍ୟାସ୍ରୀ ମାଡ଼ମ 🙏🏻🙏🏻🙏🏻

  • @fakirmohansahoo2079
    @fakirmohansahoo2079 Před 2 lety +517

    ଜଗନ୍ନାଥ ଏ ଭାଇକୁ ଶୀଘ୍ର ସୁସ୍ଥ କରି ଦିଅନ୍ତୁ 🙏🙏🙏

  • @utkaladirghika3139
    @utkaladirghika3139 Před 2 lety +529

    😊
    ମାନବ ଭାଇଙ୍କ ନାଁ ରଖିଦେଲେ ଆପଣ.... ଇଏ ହେଉଛି ସଂଗତିର ଶିକ୍ଷା, ମାନବପ୍ରେମୀଙ୍କ ମହାନ ଆତ୍ମା ଆଜି ଅମର ପୁରରେ ଥାଇ ବହୁତ ଖୁସି ହେଉଥିବ 🙏

  • @santoshsahu-yh4yt
    @santoshsahu-yh4yt Před 2 lety +56

    ତୁମର ଏହି ମହାନତା ଦୁନିଆରେ ଦେଖିବାକୁ ବିରଳ
    । ଭଗବାନ ତୁମକୁ ସବୁବେଳେ ଖୁସିରେ ରଖନ୍ତୁ ।ସେ ପିଲାଟିର ଦେହ ଶୀଘ୍ର ଭଲ ହେଇଯାଉ ଏତିକି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ବିନତୀ ।

  • @Paridacomedy
    @Paridacomedy Před 2 lety +35

    ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ନିଶ୍ଚିତ ରହିବ,ସେ ଜଲଦି ଭଲ ହୋଇଯିବେ

  • @rostboy3060
    @rostboy3060 Před 2 lety +143

    ସେଇପିଲା ମାନେ ଦେଖ ବାପା ମା ଗୋଟେ ପୁଅ ପାଇଁ କେତେ ଜେ ମାନସିକ ଆଉ ପରିଶ୍ରମ କରୁଛନ୍ତି ହେଲେ ତମେ ମାନେ ଟିକେ ମୁଣ୍ଡୁକୁ ହାତ ପାଇଗଲା ପରେ ବାପା ମା ଙ୍କୁ ମାରି ଘରୁ ବାହାରକୁ ବାହାର କରିଦେଉଛ ଛି ତୁମ ପୁଅ ଭଳିଆ 🙏🙏

    • @jagamohanpanda8997
      @jagamohanpanda8997 Před 2 lety

      Sata katha ta kahila bhai ehi duniara pila mane tike bujhiba darkar plz bapa maaku hairan karntu nahi jay jaganath 🙏🙏🙏🙏🙏

  • @kailashipritiranjanchoudhu640

    କଳିଯୁଗ ରେ ଭି ଏମିତି ଲୋକ ଅଛନ୍ତି
    କୋଟି କୋଟି ପ୍ରଣାମ
    ନାରୀ ନୁହେଁ ତୁ ନାରାୟଣୀ🙏🙏🙏

  • @abhimanyuabhimanyupanda7066
    @abhimanyuabhimanyupanda7066 Před 2 lety +134

    ନୂତନ ବର୍ଷ ର ଅଭିନନ୍ଦନ ଭଉଣୀ ❤️👍 ଜଗନ୍ନାଥ ମହାପ୍ରଭୁ ତୁମ ଦୁହିଁଙ୍କୁ ଖୁସି ରେ ରଖନ୍ତୁ।

  • @subashdash2380
    @subashdash2380 Před 2 lety +73

    ଭଉଣୀ, ତମର ଇଛା,ଆଦର୍ଶ,ମହତ କୁ ମାନିବାକୁ ହେବ l ପ୍ରଭୁ ତୁମରବି ଏଇ ସୁଦୃଢ କାର୍ଯ୍ୟ ପାଇଁ କୃପା କରିବେ ନିଶ୍ଚୟ l

  • @anantamallick5249
    @anantamallick5249 Před 2 lety +153

    ଧନ୍ୟବାଦ ବିଦିଆଶ୍ରୀ ତୁମର ମଙ୍ଗଳ ହେଉ ଜୟ ଜଗନ୍ନାଥ 🙏🙏🙏🙏

  • @suryamanikaran5886
    @suryamanikaran5886 Před 2 lety +196

    ସରକାର ଙ୍କୁ ଅନୁରୋଧ କରୁଛି ତାଙ୍କୁ ସାହାଯ୍ୟ କରନ୍ତୁ

  • @laxmipriya9385
    @laxmipriya9385 Před 2 lety +24

    ଜଗନ୍ନାଥଙ୍କ କୃପାରୁ ଜଲଦି ଭଲ ହେଇଯାଉ 🙏🏻🙏🏻

  • @Poeticheart493
    @Poeticheart493 Před 2 lety +7

    ଆପଣଙ୍କ ପ୍ରଶଂସା ପାଇଁ ମୋ ପାଖରେ ଶବ୍ଦ ହିଁ ନାହିଁ ma'am .... ଆପଣ ସତେ ବହୁତ୍ ମହାନ.....ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ.... ଭାଇ ଜଣକ ଠିକ୍ ଶୀଘ୍ର ଭଲ ହୋଇ ଯାଉ....🙏🏻🙏🏻🙏🏻🙏🏻🙏🏻

  • @santoshsabar5051
    @santoshsabar5051 Před 2 lety +147

    ଧନ୍ୟବାଦ ବିଧିୟାଶ୍ରୀ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ
    ନୂତନ ବର୍ଷା ଆଶା ପୂର୍ଣ୍ଣ ହେଉ

  • @anjankhatua3561
    @anjankhatua3561 Před 2 lety +38

    ଆପଣଙ୍କୁ ହୃଦୟରୁ ମୋର ପ୍ରଣାମ.ଆପଣ ମା ତାରିଣୀ ଙ୍କ ଅବତାର. ମୁଁ ମୋ ତରଫରୁ କିଛି ଫୋନପେ ରେ ଦେଉଛି.ଜୟ ଜଗନ୍ନାଥ ସାନ ଭାଇ ଭଲ ହେଇଯାଉ🤲

  • @mukeshdalai9142
    @mukeshdalai9142 Před 2 lety +13

    ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 👏👏👏 ବିଦିଆ ତୁମର ମଂଗଳ ହଉ 😔🙏🙏

  • @siddhuofficialchenal6666

    ଭଲ କାମ କରୁଛନ୍ତି ଆପଣ ଧନ୍ୟବାଦ୍ god bless u dear

  • @nilamadhabnayak4613
    @nilamadhabnayak4613 Před 2 lety +98

    ପ୍ରଭୁ ବଳଦେବଜୀଉ ତାଙ୍କ ଡାକ ଶୁଣିଲେ , ଆଉ ବିଦ୍ୟାଶ୍ରୀ ଆପଣ ଙ୍କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏🙏

  • @suryamanikaran5886
    @suryamanikaran5886 Před 2 lety +78

    ଇଶ୍ଵର ତାଙ୍କୁ ସହାୟ ହୁଅନ୍ତୁ

  • @souravdas
    @souravdas Před 2 lety +101

    ସବୁ ଠିକ୍ ଯେ "ବଦନାମ୍ ଗଳି ର ବିଦ୍ୟାଶ୍ରୀ.." ଲେଖିବା ର ଯଥାର୍ଥତା କଣ? ଟିକେ ବୁଝେଇ ଦେବେ କି?

  • @kalakaraswain3722
    @kalakaraswain3722 Před 2 lety +2

    🙏🙏 ଭଗବାନ ଆପଣଙ୍କୁ ବହୁତ ଖୁସି ରେ ରଖିଥା ନ୍ତୁ 👍👍🙏🙏

  • @anantabehera4836
    @anantabehera4836 Před 2 lety +48

    ହେଭଗବାନ ଏ ପିଲାଟିକୁ ସାହା ହୁଅ ଏ ପିଲାଟିକୁ ଭଲକରି ଦିଅ ପ୍ରଭୁ ଜଗନ୍ନାଥ ସ୍ବାମୀ ନୟନ ପଥଗାମି ଭବ ତୁମେ ପ୍ରଭୁ
    ଭବ ତୁମେ ପ୍ରଭୁ ଭବ ତୁମେ ପ୍ରଭୁ 🙏🙏🙏🙏🙏

  • @sunianaik6760
    @sunianaik6760 Před 2 lety +48

    ଭଗବାନ ଙ୍କ କୃପାରୁ ସେ ଭାଇ ଆରୋଗ୍ୟ ଲାଭ କରନ୍ତୁ,ମାନବ ସେବା ହିଁ ମାଧବ ସେବା, ଧନ୍ୟବାଦ ମାଡାମ

  • @babisamal4182
    @babisamal4182 Před 2 lety +1

    U r great👍 mam🙏🏻🙏🏻🙏🏻 jay jagannath swami apanku valare rakhantu

  • @priyaranjanpatra7767
    @priyaranjanpatra7767 Před 2 lety +15

    ଭଉଣୀ Good job ସାନ ଭାଇ ର ଜୀବନ ବଞ୍ଚି ଯାଉ ଯଥା ଶୀଘ୍ର କିଡ଼ିନି ମିଳି ଯାଉ ମୋର ଏତିକି ପ୍ରାର୍ଥନା
    ନବୀନ ବାବୁ ତମର Health Card Kebe Kam Deba

  • @smrutiranjanmohanty9660
    @smrutiranjanmohanty9660 Před 2 lety +100

    Mam seriously a have no words to anything else about
    God bless you mam 🙏

  • @JLS2023
    @JLS2023 Před 2 lety +50

    "ବଦନାମ୍ ଗଳି" ର ଅର୍ଥ ଜଣା ଅଛି ତ???? କୌଣସି ମହିଳା ଙ୍କ ପାଇଁ ଏ ପ୍ରକାର ଶବ୍ଦ ବ୍ୟବହାର କରିବା ପୂର୍ବ ରୁ ଭାବନ୍ତୁ । ମୁଁ support କରୁନି କି oppose କରୁନି ବିଦ୍ୟାସ୍ରି ଙ୍କୁ । ସେ ବିବାହ କରି ଥିଲେ ନା କି ବଦନାମ୍ ଗଳି ର ... କାମ କରୁ ଥିଲେ

    • @abhimanyusahoo1624
      @abhimanyusahoo1624 Před rokem +1

      Aakhi re Dekhi thiba Bele Bele michha hoethaye
      Aame aakhire dekhine Bidyasree marichhi ta swami ku

  • @soumyaranjan9282
    @soumyaranjan9282 Před 2 lety +1

    ମାଡମ ଆପଣତ ଦିତିୟ ଭଗବାନ ମୋ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ୍

  • @villagegirl1523
    @villagegirl1523 Před 2 lety +2

    ❤️❤️❤️ ବାପା ମା ❤️❤️ 🙏🙏thank you so much madam❤️🔥

  • @karunadeep9758
    @karunadeep9758 Před 2 lety +26

    Very good ମାଉସି,ପ୍ରକୃତରେ ତୁମେ ହିଁ ଏକମାତ୍ର ଏ ଯୁଗର ଦେବୀ,ଆପଣଙ୍କୁ ଶତ ପ୍ରଣାମ

  • @odishathrowdownspecialist8562

    ବିଦ୍ୟା ଶ୍ରୀ ର ଆଗରୁ କଣ ହେଇଥିଲା ସେଇଟା ଦେଖ ନାହଁ ବର୍ତମାନ କଣ କରୁଛନ୍ତି ସେଇଟା ଟିକେ ଭାବ ନ୍ତୁ

  • @tuneshnisika2266
    @tuneshnisika2266 Před 2 lety +2

    U r great didi bhagobhan apana ku khusire ruhantu

  • @digamberbehera6700
    @digamberbehera6700 Před 2 lety +43

    ବଦନାମ ଗଳି ର ଝିଅ ଏଇଟା ଲେଖିବା ଠିକ ନୁହଁ.. 🙏🙏🙏

  • @SushantaKuNayak
    @SushantaKuNayak Před 2 lety +76

    ବଦନାମ ଗଳିର ଝିଅ କହିବା ଠିକ ନୁହେଁ କାରଣ ବାଲ୍ମିକ ଦିନେ ଚୋର ରତ୍ନାକର ଥିଲେ । ଉତ୍ତମ ସଂଗତ ଦ୍ୱାରା ସବୁ କିଛି ସମ୍ଭବ

  • @susilalkm7590
    @susilalkm7590 Před 2 lety +53

    I am speechless 😭😭😭God bless you

  • @dravaranibal590
    @dravaranibal590 Před 2 lety +4

    ଧନ୍ୟବାଦ ବିଦ୍ୟାଶ୍ରୀ🙏

  • @ranjitvlogs5750
    @ranjitvlogs5750 Před 2 lety

    ହେ ଭଉଣୀ ତୁମ ତ୍ୟାଗ ଆଉ ସମାଜ ପାଇଁ ଅବଦାନ ଯୁଗ ଯୁଗ କୁ ଚିର ସ୍ମରଣୀୟ ହୋଇ ରହିବ
    ଆପଣ ଙ୍କ ଭଳି ମହାନ୍ ଆତ୍ମ ଙ୍କୁ ଉଚ୍ଚକୋଟୀର ସମ୍ମାନ ରେ ସମ୍ମାନିତ କରିବା କୁ ସରକାରଙ୍କୁ ଅନୁରୋଧ 🙏🏼

  • @ashitavrath5748
    @ashitavrath5748 Před 2 lety +107

    U came out as a helpful person and became an example for othes. God bless you.

    • @ranjankumarmalik2871
      @ranjankumarmalik2871 Před 2 lety +1

      Janemnis jibanre jadi vulu kritha ae
      Thiki kribapa ee chests k
      re a katha sta

  • @pintuchetty5986
    @pintuchetty5986 Před 2 lety +2

    ଆପଣକୁ ବହୁତ ବହୁତ ଧନ୍ୟବାଦ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻

  • @ramachandar5881
    @ramachandar5881 Před 2 lety

    ଆଶା କରୁଛି ଭଗବାନ ତମ ଡାକ ନିଶ୍ଚୟ ଶୁଣିବେ

  • @vijayini6912
    @vijayini6912 Před 2 lety +6

    Didi you are the real heroin in this pandamic situations....god bless you didi...

  • @meerapattanaik1588
    @meerapattanaik1588 Před 2 lety +85

    Salute you mam....I am really speechless...lots of respect for you

    • @diputarai1421
      @diputarai1421 Před 2 lety +1

      Didi tame jetiki parucha kichi help kara

  • @motilalkharsel1206
    @motilalkharsel1206 Před 2 lety +39

    ମେଡମ ଆପଣ ଙ୍କୁ ଧନ୍ୟବାଦ କମ ହେବ କହିବାକୁ ଭାଷା ନାହଁ l🙏🙏🙏🙏🙏

  • @prajnaparamitasahoo5975

    God bless you and him

  • @razzdash3323
    @razzdash3323 Před 2 lety +5

    ଜୟ ଜଗନ୍ନାଥ. ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ ଦିଦି 🙏🙏🙏🙏🙏

  • @gdhirennathnaik7916
    @gdhirennathnaik7916 Před 2 lety +6

    ହେ ପ୍ରଭୁ ଜଗନ୍ନାଥ ସେ ମା ବାପା ଙ୍କ ଦୁଃଖ କୁ ଦୂରେଇ ଦିଅନ୍ତୁ

  • @sharadakantacreation4714
    @sharadakantacreation4714 Před 2 lety +2

    Thank you madam ur the great ଆପଣଙ୍କୁ ଭଗବାନ ପଠେଇଛନ୍ତି ଆପଣ ମଣିଷ ନୁହେଁ ଭଗବାନ ଙ୍କ ର ଦ୍ୱିତୀୟ ରୂପ alwz god with you

  • @sabitasethi1488
    @sabitasethi1488 Před 2 lety +5

    ବାଃ ଦିଦି, ଆପଣଙ୍କୁ ସହୁର୍ଦୟେ କୋଟି ପ୍ରଣାମ । ଆପଣ ଆଜି ମାନବ ପ୍ରେମୀ ଆଦି ଭାଇ ଙ୍କ ଆତ୍ମା କୁ ସାନ୍ତି ଦେଇଦେଲେ । ପ୍ରମାଣ କରିଦେଲେ କି ଆପଣ ସତରେ ସମାଜ ସେବି ଙ୍କ ଜୀବନ ସାଥି🙏
    ନିଶ୍ଚିତ ରୂପେ ଆଦି ଭାଇ ଆଜି ବହୁତ ଖୁସି ହଉଥିବେ
    ମୁଁ ବହୁତ miss କରୁଛି ଆଦି ଭାଇ ଙ୍କୁ❤️🙏😭

  • @umakantakumar1390
    @umakantakumar1390 Před rokem

    ଭଗବାନ ତାକୁ ଭଲ କରି ଦିଅନ୍ତୁ ଜୟଭୋଲେନାଥ ହର ହର ମହାଦେବ

  • @enjoyyourtime7567
    @enjoyyourtime7567 Před 2 lety +7

    🙏 thank you diiiii.u r great . jou mane money deiparibe semane sure diantu.au jou mane deiparibeni means nije struggle karuchanti kebal godnku pray karantu jemiti bhala heijibe.

  • @narayanpradhan7148
    @narayanpradhan7148 Před 2 lety +25

    God bless you mem for your help

  • @saratkumarnaik9041
    @saratkumarnaik9041 Před 2 lety

    🙏ଜୟ ଜଗନ୍ନାଥ 🙏 God blesse u🙏...

  • @holykhuntia2995
    @holykhuntia2995 Před 2 lety +16

    ଓଡିଶା ଭାସ୍କର, ଦୟାକରି କହିବେ ବଦନାମ ଗଳି ର ବିଦ୍ୟାଶ୍ରୀ titel କଣ ପାଇଁ ନାମ ଦିଆଯାଇଛି,,,,ବଦନାମ ଗଳି🤔 ?ଏତେ ସୁନ୍ଦର ବ୍ୟକ୍ତିତ୍ବ ନାମ ପୂର୍ବରୁ ଏଇ ଉପାଧି ଦେବା କଣ ନିତ୍ୟାନ୍ତ ଜରୁରୀ?

  • @susantanahak4059
    @susantanahak4059 Před 2 lety +16

    Thank you very much , sister! God bless you

  • @India11646
    @India11646 Před 2 lety +31

    May God bless the boy to come out of danger soon and lead a normal life🙏🙏🙏🙏🙏🙏

  • @cricketworld147
    @cricketworld147 Před rokem

    Salute you sister.You are an example of great human being.

  • @krushnasahoo4706
    @krushnasahoo4706 Před rokem

    ଭଗବାନ୍ ମଙ୍ଗଳ କରନ୍ତୁ 🙏🙏

  • @himansu1771-official
    @himansu1771-official Před 2 lety +113

    ବଦନାମ ଗଳି ମାନେ..... ଶୀର୍ଷକ ଲେଖିଆସୁନି ଅଭଦ୍ର କୁଢିକାର, ସାମ୍ବାଦିକ ନା ଆଉ କଣ

    • @soumyaranjan54321
      @soumyaranjan54321 Před 2 lety +6

      Bhai emane hauchanti ama desa ra journalists....sale

    • @deepikadash1649
      @deepikadash1649 Před 2 lety +1

      Satare gote abhdra

    • @Poeticheart493
      @Poeticheart493 Před 2 lety +1

      Hmm para bhai ... Kana lekhi chhanti emane

    • @ankitamishra1424
      @ankitamishra1424 Před 2 lety

      Magia sambadik ki headline deichu be. Badnamagali kn

    • @himansu1771-official
      @himansu1771-official Před 2 lety

      @@ankitamishra1424 ସେତ ଭୁଲ ଲେଖିଛନ୍ତି ବୋଲି ଆମେ ଅଭିଯୋଗ କରିଛେ କିନ୍ତୁ ଆମ ଅଭିଯୋଗକୁ ଯଦି ଠିକରେ ଆମେ ନଲେଖିବା ତେବେ ଆମର ଭୁଲହେବ 🙏

  • @bijayaniswain5614
    @bijayaniswain5614 Před 2 lety +53

    God bless him 🙏

  • @binodkumarsethi3099
    @binodkumarsethi3099 Před 2 lety

    God bless you...Jay Jagannath swami

  • @samarjitbiswal9073
    @samarjitbiswal9073 Před 2 lety +11

    Appricited your effort for this novel cause Bidyashree You are the real asset for our society 🙏🏻🙏🏻

  • @Rajashree-Life
    @Rajashree-Life Před 2 lety +30

    Bidyashree you are a great merciful woman of India🇮🇳🇮🇳🇮🇳🇮🇳. May God bless you🌹🌹🌹🌹

  • @krishnakumari5379
    @krishnakumari5379 Před 2 lety +28

    Lots of respect for you mam... ❤️❤️❤️

  • @debanandkollohar604
    @debanandkollohar604 Před 2 lety

    App ki jaise koi v insan sochenge to hamara bharat aage badhega . Jai Jagannath.

  • @d12e5b1988a
    @d12e5b1988a Před 2 lety +2

    You are great bidyashree didi . Thank you for your kindness above the thoughts of others on you

  • @satyasundarpati3325
    @satyasundarpati3325 Před 2 lety +10

    Great 👍 bidyashre madam,, only blessings of God 🙏

  • @manasdash2178
    @manasdash2178 Před 2 lety +2

    ଆପଣ୍‌କୁଁ ହୁରୁଦ୍‌ ଭିତ୍‌ରୁ ଗୁର୍‌ଦୁଟେ ସେଲୁଟ୍‌ ଆଏ ଆଗ୍ୟାଁ ମାଁସମ୍‌ଲେଇ, ମାହାପୁରୁ ଜଗନ୍ନାଥ୍‌ ଆପଣ୍‌କୁଁ ଆର୍‌ ପିଲାକେ ସାହାହେଇଥାଉନ୍‌🙏

  • @godsshortsandvlogsankita9039

    ସାଇବାବା ବହୁତ ଜଲଦି ତୁମକୁ ଭଲ କରିଦିଅନ୍ତୁ🙏

  • @cecretsantaa
    @cecretsantaa Před 2 lety +14

    Salute to you vidyashree mam. May god make you more stronger with time

  • @manasibiswas9421
    @manasibiswas9421 Před 2 lety +35

    Thank you mam.you take a incredible step.jay Jagannath 🙏🙏🙏🙏🙏🙏

  • @akshayaworldlife9733
    @akshayaworldlife9733 Před 2 lety

    He Jagannath Sabubele Khushire Rakhithiba Prabhu.He MAM.Koti Koti Naman Salute He

  • @Ajitsahoo645
    @Ajitsahoo645 Před 2 lety +8

    ମୁଁ ତମକୁ ମୋ ହୂରଦୟ ରୁ ପ୍ରଣାମ କରୁଛି ଜୟ ଜଗନ୍ନାଥ 🙏🙏

  • @bindastitupk1475
    @bindastitupk1475 Před 2 lety +35

    Jay Jaganath 🙏🙏🙏

  • @soumyaranjanjena6746
    @soumyaranjanjena6746 Před 2 lety +12

    Mam salute u, you became an example, God bless, Happy new year

  • @sarojkumaramat2715
    @sarojkumaramat2715 Před 7 měsíci

    ହେ ଭଗବାନ୍

  • @rashmitabalbal9157
    @rashmitabalbal9157 Před 2 lety

    ଭଲ କଥା। ତମେ ଯେଉଁ ପାପ କରିଛ। ଏହା କରି କିଛି ପାପ କମି ଯିବ। ତୁମକୁ ଭଗବାନ ଭଲରେ ରଖନ୍ତୁ।🙏

  • @binayakumarnag3201
    @binayakumarnag3201 Před 2 lety +10

    Really maa,m you are great, I appreciate and salute your sacrifice 🙏 God bless you abundantly.

  • @gangotribehera2369
    @gangotribehera2369 Před 2 lety +13

    Great Bidyashee 👍🏻

  • @bhaskarpodh5280
    @bhaskarpodh5280 Před 2 lety

    ବହୁତ୍ ବହୁତ୍ ଧନ୍ୟବାଦ୍ ଦିଦି

  • @sashikantaswain9670
    @sashikantaswain9670 Před 2 lety

    Thak uuu sister GOD always be blessed both of you and your family

  • @CHANDANKUMAR-kw2qy
    @CHANDANKUMAR-kw2qy Před 2 lety +11

    ମୋର ବି କିଡନୀ ଖରାପ ଥିଲା ମୁଁ hitech medical ରେ ଭଲ ହେଇ ଆସିଲି ପ୍ରଭୁ ଜଗନ୍ନାଥ ସେଇ ମୋର ଭାଇକୁ ଜଲଦି ଠିକ୍ କରିଦେବେ🙏🙏🙏

  • @antarjyamiswain3612
    @antarjyamiswain3612 Před 2 lety +7

    କି ଭୟଙ୍କର ଦୁନିଆ ରେ ବାବା ? ମଣିଷ ବଞ୍ଚି ପାରିଲେ ହେଲା । ଯେଉଁ ମାନେ ଚାଲି ଯାଉଛନ୍ତି ପ୍ରକୃତରେ ସେମାନେ ଭାଗ୍ୟବାନ------- ।

  • @manoramajenamani2691
    @manoramajenamani2691 Před 2 lety

    God bless you di 🙏🙏🙏Jay Jagannath

  • @Ajitsahoo645
    @Ajitsahoo645 Před 2 lety

    ତୁମ କୁ ଭଗବାନ ଭଲରେ ରଖନ୍ତୁ 🙏🙏🙏

  • @parshurammaharana741
    @parshurammaharana741 Před 2 lety +10

    ଭଗବାନଙ୍କ ପାଖରେ ମୋର ଏତିକି ନିବେଦନ ଯେ ପିଲାଟିକୁ ଭଲ କରନ୍ତୁ

  • @sweetjuliya5784
    @sweetjuliya5784 Před 2 lety +12

    Really great Didi❤️❤️❤️ love you all tym❤️

  • @kanchannayak9515
    @kanchannayak9515 Před 2 lety

    ଭଗବାନ କରନ୍ତୁ ତୁମ କିଡ୍ନୀ ମେଚ ହେଇଯାଉ ।

  • @sagarapalai7657
    @sagarapalai7657 Před 2 lety

    ଧନ୍ୟବାଦ ଭଉଣୀ

  • @happysonysamal9942
    @happysonysamal9942 Před 2 lety +41

    Sai bless him 🙏🙏🙏

  • @subhampanigrahi7278
    @subhampanigrahi7278 Před 2 lety +4

    Waooo what ledy u are Big clap & respect mam God bless you ❤️❤️

  • @pabitrabehera9386
    @pabitrabehera9386 Před rokem

    ଦିଦି ଆପଣ ଧନ୍ୟବାଦ

  • @bablusahu8711
    @bablusahu8711 Před 2 lety +1

    Bidyashree behen you're great👍👍 🙏🙏🙏🙏🙏🙏

  • @laxmanmarndi9055
    @laxmanmarndi9055 Před 2 lety +3

    Ma'am, me aapko dil se salute karta hoon😊aap us ledke ke liye bhogwan ban ke aaye haiiin🙏🙏

  • @banajanayak7269
    @banajanayak7269 Před 2 lety +21

    god bless you

  • @user-ep4dw4ii2p
    @user-ep4dw4ii2p Před 2 lety

    ବହୁତ ବହୁତ ଧନ୍ୟବାଦ ମାମ

  • @offergyan1054
    @offergyan1054 Před 2 lety +6

    love u mam love your words ♥️♥️♥️ Great humanity , love from #indore please help us. for a new life journey 🙏🙏🙏

  • @rudrammohanty7269
    @rudrammohanty7269 Před 2 lety +4

    You r really a good person. I always like u.