ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ତାତିଲେ ମହିଳା ଭକ୍ତ | Nandighosha TV

Sdílet
Vložit
  • čas přidán 12. 09. 2024
  • ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ତାତିଲେ ମହିଳା ଭକ୍ତ | Nandighosha TV
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 2,2K

  • @bhabanisankardas8641
    @bhabanisankardas8641 Před 19 dny +823

    ଏତେ ଦିନ ପରେ ଜଣେ ଭଦ୍ର ମହିଳା ଯାହାଙ୍କର ଜଗନ୍ନାଥ ମନ୍ଦିର ର ଅନୁଭୂତି ବିଷୟରେ ଏତେ ଧାରଣା ଶୁଣି ଯେତେ ଖୁସି ଲାଗିଲା, ସେତିକି ଦୁଃଖ ଲାଗିଲା ଜନତାଙ୍କ ଦୁଃଖ କେହି ବୁଝିଲେ ନାହିଁ ପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତ କି ଉପାୟ କରିବ, ଧନ୍ୟବାଦ ମାଡାମ

    • @hasteraho8563
      @hasteraho8563 Před 19 dny +14

      ଯେତେ କହିଲେ କଣ ହବ,,,,ଚୋର ଯିଏ ଚୋର,,,ଭକୁଆ ଯିଏ ସିଏ ଭକୁଆ ହେଇ ରହିବେ

    • @user-wr5vg7jx3e
      @user-wr5vg7jx3e Před 19 dny +8

      ବ୍ୟସ୍ତ ହୁଏନି ବିଜେପି ସରକାର ତମକୁ ବସି ଖୁଆଇବ 😊😊😊

    • @roulvillagfarm
      @roulvillagfarm Před 19 dny +11

      ଜନତା ଅନ୍ଧ , ଏ ପରା କଳିଯୁଗ , ତୁମେ ଠିକ୍ କହିଲେ କହିବେ ଏହାର କିଛି ତ ଗୋଟେ ସ୍ବାର୍ଥ ଅଛି ,,

    • @user-wg8zl5wp3c
      @user-wg8zl5wp3c Před 19 dny +2

      Sabu rajniti

    • @comedyman1298
      @comedyman1298 Před 18 dny

      👍🏻👍🏻👍🏻👍🏻👌🏻👌🏻👌🏻👌🏻

  • @sarojransingh710
    @sarojransingh710 Před 19 dny +142

    ଅତି ଉତ୍ତମ କଥା କହିଥିବାରୁ ଧନ୍ୟବାଦ ଜୟ ଜଗନ୍ନାଥ!!

  • @narayansahoo4118
    @narayansahoo4118 Před 19 dny +317

    ଭଉଣି ଆପଣଙ୍କୁ ଅଭିନନ୍ଦନ ଜୟ ଜଗନ୍ନାଥ

  • @malayadas4486
    @malayadas4486 Před 15 dny +108

    ବହୁତ ବଢିଆ ଲାଗିଲା ଭଉଣୀ ଠିକ କଥା କହୁ ଛନ୍ତି ଏ ସରକାର ନିଶ୍ଚୟ ଧ୍ୟାନ ଦେବେ ଜୟ ଜଗନ୍ନାଥ

    • @I.N.D.I.Ajitega
      @I.N.D.I.Ajitega Před 14 dny +1

      Kebe dhyana debe....abe ta kebala ranta bhandar

  • @swainsurendra4683
    @swainsurendra4683 Před 14 dny +50

    ଅତି ସୁନ୍ଦର କଥା କହି ଛନ୍ତି ଏ ଭଉଣୀ ହେ ପୁରି ପ୍ରଶାସନ ଆପଣଙ୍କ ନିଦ କେବେ ଭାଙ୍ଗିବ ହେ ସରକାର ଆଉ କେତେ ଲୁଟିବ।

  • @akshayasahoo8251
    @akshayasahoo8251 Před 19 dny +160

    ଭଉଣୀ ଆପଣ ଏକଦମ ସଠିକ୍ କହିଛନ୍ତି 👏👏👏

  • @kamalnayak706
    @kamalnayak706 Před 19 dny +218

    କିଛି ବେଇମାନ ଲୋକଙ୍କ ପାଇଁ ଆଜିର ଏ ଅବ୍ୟବସ୍ଥା।

    • @shivasankar6104
      @shivasankar6104 Před 15 dny +3

      Sia hin Naveen Babu nka pai,
      24 year bithare gote subidha kari parileni aji loka Hairan hauchanti

    • @mkpal985
      @mkpal985 Před 14 dny +2

      ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ

    • @shivasankar6104
      @shivasankar6104 Před 14 dny

      @@mkpal985 etk kama kariba pai 24 + year lagi galani 😂😂😂😂

    • @zzzz-k1f
      @zzzz-k1f Před 11 dny

      ​@@shivasankar6104😂

    • @zzzz-k1f
      @zzzz-k1f Před 11 dny

      ​​@@shivasankar61041:55

  • @babunamallick5594
    @babunamallick5594 Před 19 dny +463

    ଆପଣ ଠିକ୍ କଥା କହୁଛନ୍ତି ଭଉଣୀ, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ

    • @babudalai2856
      @babudalai2856 Před 19 dny +10

      Pura thik katha bhauni😢😢

    • @madanmohanbhuyan7283
      @madanmohanbhuyan7283 Před 19 dny

      Chora

    • @astaragadehury8091
      @astaragadehury8091 Před 16 dny

      🙏🏼🙏🏼🙏🏼 Jay Jagannath

    • @mkpal985
      @mkpal985 Před 14 dny

      ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ

    • @babunamallick5594
      @babunamallick5594 Před 14 dny +3

      @@mkpal985 କାମ ସିନା ଭିତରେ ଚାଲିଛି କିନ୍ତୁ, ବ୍ହକ୍ତ ବାହାରେ ଖରାରେ ବର୍ଷା ରେ ହନ୍ତ ସନ୍ତ ହେଉଛନ୍ତି ସେଇଟା ବୋଧେ ତମକୁ ଜଣାନାଇଁ ଜିଏ ଠିକ୍ କଥା ଲୋକ ଲୋଚନକୁ ଆଣିଲେ ସିଏ ଖରାପ କି ଗପ କହୁଛ ତମେ

  • @gopabandhubehera269
    @gopabandhubehera269 Před 15 dny +48

    ଏ ସବୁ ଜଗନ୍ନାଥ ଙ୍କ ଲୀଳା ପାଇଁ ଆଜି ଆପଣ ଆମ ଜନସାଧାରଣଙ୍କ ପାଇଁ ସ୍ବର ଉଠେଇଥିବାରୁ ଧନ୍ୟବାଦ ମାଡାମ .ଏସବୁ ପାଇଁ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆହୁରି ସାହସ ମିଳୁ .ଜୟ ଜଗନ୍ନାଥ ❤🙏

  • @rammishra5781
    @rammishra5781 Před 15 dny +18

    ଯାହା ବ୍ୟବସ୍ଥା ଆଗରୁ ଥିଲା, ଠିକ୍ ଥିଲା। ଏବେ ଅପହଂଚ ଆମ ଭଗବାନ।

  • @satyajitsamantray2266
    @satyajitsamantray2266 Před 19 dny +166

    Right 👍👍👍👍👌👌✔✔✔ ପରିବର୍ତ୍ତନ ସରକାର ଅଟେ ତଣ୍ଟିଚିପା ସରକାର,ଉଚ୍ଚ ଶିକ୍ଷିତ,ଲୋଭୀ ଏବଂ ଟଙ୍କାରେ ବନ୍ଧା ସାଧାରଣ ଜନତା ଅନ୍ଧ ଭକ୍ତଙ୍କ ପାଇଁ ବର୍ତ୍ତମାନର ପରିସ୍ଥିତି

  • @tapankumarsahoo9302
    @tapankumarsahoo9302 Před 19 dny +109

    ଭଉଣୀ ତମେ ଠିକ୍ କଥା କହିଲ ଜୟ ଜଗନ୍ନାଥ 🙏🙏🙏

  • @BishwaRanjanDas-wn1ru
    @BishwaRanjanDas-wn1ru Před 19 dny +210

    ଠିକ୍ କହିଲେ ମୂର୍ଖ ସରକାର

  • @MunaBhai-qh9fl
    @MunaBhai-qh9fl Před 15 dny +20

    ଜୟ ଜଗନ୍ନାଥ 🙏🏻ବହୁତ୍ ସୁନ୍ଦର କଥା କହିଲେ ଦିଦି ବିଜେପି ସରକାର ଖାଲି ବିଜେପି ସରକାର ଓଡ଼ିଶାରୁ ହଟାଅ 🤚🏻😭😭😭

    • @SanjeevMohanty-vh9uo
      @SanjeevMohanty-vh9uo Před 15 dny +1

      Bjp hatao desh bacao

    • @mkpal985
      @mkpal985 Před 14 dny

      ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ

    • @chinmayagamingff5656
      @chinmayagamingff5656 Před 14 dny +1

      @@mkpal985 Sri Jagannath office re AC kaha pani lagichi......lokamanka pani.... Stupid Andhbhakt🤡

    • @sunilmahakud2859
      @sunilmahakud2859 Před 14 dny

      Bjd 25 barsa thila kn karichi kete Dina heichi nua sarkar hebara chania hei paducha

    • @VikashKumar-zl4ql
      @VikashKumar-zl4ql Před 14 dny

      ତୁ ଶଳାଟି କଣ ବୁଝିଲୁ ... ଦିଦି କହୁଛନ୍ତି govt ଚୋର ବୋଲି ... ତୁ bjd କର୍ମୀ 😅

  • @user-pk2px7hf5p
    @user-pk2px7hf5p Před 15 dny +10

    ଭଉଣୀ ବହୁତ୍ ବଢିଆ କଥା କହିଲ କୋଉ ଆମର ଗୋଟିଏ ଓଡ଼ିଆ ଢଗ ଥିଲା ତୁ ଯେତ ମାଠିବୁ ମାଠେ ମୁଁ ସେଇ ଦରପୋଡା କାଠ ଏଠିକାର ସରକାରୀ ବେବନ୍ତା ଏଇଆ ଜୟ ଜଗନ୍ନାଥ ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

    • @SKumar-rb1tz
      @SKumar-rb1tz Před 4 dny

      Tume jete gapile bi khicchi hebara nahi. 5 Barsha pare chinta Kari vote diya.

  • @gudubadajenagudu8750
    @gudubadajenagudu8750 Před 19 dny +75

    ମୁଁ ଏ କଥା କହିବି ବୋଲି ଆଗରୁ ଜାଣିଚି ଯାହା ହଉ ଏ ଭଉଣୀ କହିଲେ ଠିକ୍ କଥା ସରକାର ଆସିକି ଖାଲି ଚାରିଦୁଆର ଖୋଲି ଛନ୍ତି ସରକାର ଙ୍କର ସେଇ କାମ ପାଇଁ ଭାରି ନଜର ଥିଲା ଆଉ ରଙ୍ଗ ମାର ସରକାରଙ୍କୁ ଛଡ଼ା ହେ ଆଗରୁ ଠିକ୍ ଦର୍ଶନ ଦେଉଥିଲେ ପ୍ରଭୁ 🙏🙏🙏ଏବେ କିନ୍ତୁ ଲୋକେ ବୋହୁତ ଭିଡ଼ ହଉଚି ସରକାର ନା ଅଛି electric ନା ଭତା ନା ୫୦ କିଛି କରେଇଦେବିନି ଆଉ ଓଡ଼ିଶା କୁ ଖାଇଯିବେ ରତ୍ନ ଭଣ୍ଡାର କୁ ସୁରୁଖେତରେ ରଖା ଯାଇ ଜୟ ଶ୍ରୀ ଜଗନ୍ନାଥ 🙏🙏🙏 2/୩ ମାସ ହେଲା ଲୋକେ ଜାଣନ୍ତୁ କେମିତି ଅଛି ଓଡ଼ିଶା ଜୟ ଶ୍ରୀ ଜଗନ୍ନାଥ 🙏🙏🙏

    • @mkpal985
      @mkpal985 Před 14 dny +1

      ବ୍ୟବସ୍ଥା under construction ଚାଲିଛି, ଆଉ 6 month ରୁ 1 year ଲାଗିବ, କିଛି ନ ଜାଣି social media ରେ ଆସି highlights ହବା ପାଇଁ ଗପ ମାରିଲେ ହବନି,ଆଗ ଯାଇ sri Jagannath କାର୍ଯ୍ୟାଳୟ ଭିତରେ ଦେଖ AC ଲାଗିଛି, ବସିବା ପାଇଁ steel ରେ raling ଲାଗିଛି, ପିଈବା ପାଣି ପାଇଁ Aquaguard ଲାଗିଛି, ସବୁ ସୁବିଧା ହୋଉଛି ଖାଲି wait କରନ୍ତୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ

    • @sunilmahakud2859
      @sunilmahakud2859 Před 14 dny

      Are bhai jia sarakar sia Raja ea Kalani se Kalani kuhani

    • @Fiftyshadesoffood
      @Fiftyshadesoffood Před 14 dny

      Aau achhi je banchiba kichhi. Aau emti 24 yrs re jaha heiparini seita 3-4 masa re heijiba boli aasha Kariba ta ama murkhami 5 yrs at least dekha

    • @zzzz-k1f
      @zzzz-k1f Před 11 dny

      ​@@mkpal985 thik achhi barse pare katha barta😂

  • @Rhahulnaik1449
    @Rhahulnaik1449 Před 19 dny +82

    ବହୁତ ସୁନ୍ଦର କଥା କହିଛନ୍ତି ଭଉଣୀ ଜୟ ଜଗନ୍ନାଥ

  • @DhadubandhuLenka
    @DhadubandhuLenka Před 19 dny +67

    ଇଏ ମିଛୁଆ ରାଧୁଆ ସରକାର ଭଉଣୀ ତୁମକୁ ଧନ୍ୟବାଦ ଆପଣଙ୍କର ପ୍ରଭୂ ଜଗନ୍ନାଥ ମଙ୍ଗଳ କରନ୍ତ ପ୍ରଣାମ କରୁଚୁ

  • @NLrakesh
    @NLrakesh Před 8 dny +4

    ଜୟ ଜଗନ୍ନାଥ।। ଖୁବ୍ ସୁନ୍ଦର କଥା ଆଉ ସଚେତନତା ମୁଳକ ବିଚାରଧାରା ।। ସବୁ ସରକାରୀ ଏଠି ଜନତା ଙ୍କୁ ଭୁଆଁ ବୁଲାଉଛନ୍ତି ।। ଆରେ ଭାଇ ,,, ଜନତା ଙ୍କ ପାଇଁ ସୁବ୍ୟବସ୍ଥା ନିହାତି ଦରକାର ।।

  • @biranchimahakur.6476
    @biranchimahakur.6476 Před 13 dny +7

    ଧନ୍ୟବାଦ୍ ଦିଦି। ବହୁତ ଭଲ ଲାଗିଲା ତୁମର କଥା ଶୁଣି। ଯାହାବି କହିଲ ଶତ ପ୍ରତିଶତ ସତ

  • @SapanSankar
    @SapanSankar Před 19 dny +81

    ଧନ୍ୟ ବାଦ୍ ଭଉଣୀ

  • @aloksahu5659
    @aloksahu5659 Před 19 dny +24

    ଆମେ ୬ ମାସ ଆଗରୁ ଯାଇଥିଲୁ କେତେ ଆରାମ ରେ ମହାପ୍ରଭୁଙ୍କ ଦର୍ଶନ କଲୁ । କିନ୍ତୁ ଏବେ ଯାଇଥିଲୁ ଶ୍ରୀମନ୍ଦିର ମରୁ ମରୁ ଆସିଛୁ । ଧିକ ତମ ଚାରିଦ୍ବାର ଖୋଲିବା ନିଷ୍ପତ୍ତି ଆଉ ଧିକ ତମ ସରକାର। କୈାଣସି ବ୍ୟବସ୍ଥା ନାହିଁ ଖରାରେ ଠିଆ ହୋଇ ପାଦ ପୋଡ଼ି ଯିବ

  • @mitunadas7052
    @mitunadas7052 Před 19 dny +90

    🙏🙏🙏Bahuta sunder Katha kahila mo geli bhauni ❤️❤️❤️❤️

  • @_Pikachu001
    @_Pikachu001 Před 7 dny +2

    ଏଇ ମା କଥା ଜଉମାନେ ବୁଝି ପାରିଲେ, ସେମାନଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ 🙏🥺❤

  • @saraswatisahoo5171
    @saraswatisahoo5171 Před hodinou

    ଭଉଣୀ ଆପଣଙ୍କୁ ଧନ୍ୟବାଦ ❤❤❤❤

  • @SanjayDas-ip1yd
    @SanjayDas-ip1yd Před 19 dny +42

    ଯାହା ହେଉ ଏହି ଦିଦିଙ୍କୁ ମାନିବାକୁ ପଡ଼ିବ...🫡🙏🙏🙏

  • @user-xr1gx3uy2x
    @user-xr1gx3uy2x Před 19 dny +48

    ସବୁ ଅନ୍ଧ ଭକ୍ତ madam

  • @susantabinasm9314
    @susantabinasm9314 Před 19 dny +59

    ନିହାତି ସତ କଥା 💯👍

  • @Pragalva1974
    @Pragalva1974 Před 13 dny +2

    TRUTH HAS BEEN SPOKEN 🙏🏻 Thank you for your courage and honesty in speaking out about the issues within the system, government, and temple pandas. Your voice is truly appreciated.🙌

  • @rajanikanta7504
    @rajanikanta7504 Před 14 dny +4

    ବହୁତ ବହୁତ ଧନ୍ୟବାଦ ଭଉଣୀ ତମକୁ ପୁରା ଠିକ୍ କଥା କହୁଛନ୍ତି

  • @NITYANANDAMALLICK_111.
    @NITYANANDAMALLICK_111. Před 19 dny +60

    You are right madam

  • @khirodrashmilenka6937
    @khirodrashmilenka6937 Před 19 dny +28

    ଭଉଣୀ ଆପଣ ଙ୍କୁ ଧନ୍ୟବାଦ
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ

  • @Byasadev232
    @Byasadev232 Před 19 dny +35

    ମନକୁ ଛୁଇଁଲା ଭଳି ଖବର ଟିଏ ଆଜି ଦେଖିବାକୁ ପାଇଲି।

  • @sanjeebsahu2849
    @sanjeebsahu2849 Před 12 dny +4

    ବହୁତ ଭଲ କଥା କହୁଛନ୍ତି
    ସବୁ ଏମିତି ହିଁ ଚାଲିଛି., ଚାଲିଥିବ
    ସବୁ ଶଳା ଚୋର
    20 years ପଛେ ଆମର ଓଡିଶା 😡😡😡

  • @sidhnsidh1
    @sidhnsidh1 Před 12 dny +1

    ବହୁତ୍ ଭଲ କଥା କହିଛନ୍ତି ଭଉଣୀ. ଯାହା ସବୁ ଅବ୍ୟବସ୍ଥା ରହୁଛି ତା ପାଇଁ ସରକାର କିଛି କରିବା ଉଚିତ୍. ଭକ୍ତ ଙ୍କ ପାଇ କଣ କଣ ସୁବିଧା ହେବାକଥା ତା ପ୍ରତି ଧ୍ୟାନ ଦେଲେ ବହୁତ୍ ଭଲ ହେବ. କିଛି ଜ୍ଞାନ ଦରକାର ହେଲେ ବିଶେଷଜ୍ଞ ମତ ନିଅନ୍ତୁ ଅଥବା ବାହାର ରାଜ୍ୟ ରେ ଥିବା ମନ୍ଦିର ର ବ୍ୟବସ୍ଥା ଦେଖି ତାକୁ ଶ୍ରୀମନ୍ଦିର ରେ ଉପଯୋଗ କରିବାକୁ ମୋର ସରକାର ଙ୍କୁ ନିବେଦନ.

  • @chaitanyamandika3246
    @chaitanyamandika3246 Před 19 dny +67

    Right kahicha madam 👍

  • @user-zv3pb1rl3c
    @user-zv3pb1rl3c Před 19 dny +37

    Bahut bhala katha kahuchhanti ma'am

  • @sudhansusahoo1646
    @sudhansusahoo1646 Před 19 dny +20

    ବହୁତ ସୁନ୍ଦର କଥା କହିଲେ ଭଉଣୀ. 🙏

  • @SashankaSekharPatel00
    @SashankaSekharPatel00 Před 7 dny +2

    ଏକମତ 👍

  • @drawingweb7649
    @drawingweb7649 Před 5 dny

    ବହୁତ ସୁନ୍ଦର କଥା କହୁଛନ୍ତି 🎉🎉🎉

  • @SrrrttDas
    @SrrrttDas Před 19 dny +44

    BJP ଦଳରେ ଜଣେ ମୂର୍ଖ ନାହାନ୍ତି ସମସ୍ତେ ମୂର୍ଖ ଆମେ ତାଙ୍କୁ ଭୋଟ ଦେଇ ବଡ଼ ଭୁଲ୍ କରିଛେ

    • @partha2218
      @partha2218 Před 19 dny

      Vai amme vote dei ne se ECI ku dhari 12% vote chori Kari jitichhi.

    • @thecablewala3015
      @thecablewala3015 Před 18 dny +5

      tame vote deina y\tame genda ku deichha

    • @SrrrttDas
      @SrrrttDas Před 18 dny +1

      @@thecablewala3015 ତୋ ବୋଉ ଵିଆ ରେ ଦେଇଛି

    • @sudhansusekharjena806
      @sudhansusekharjena806 Před 17 dny +1

      Bjp hata odisha bancha bjd dala odisha basi kna pain vala thila

    • @akashkumarsinha6924
      @akashkumarsinha6924 Před 16 dny

      Balo BJP sarkar Chi Chi😂

  • @Rudransh4949
    @Rudransh4949 Před 19 dny +13

    ଭଉଣୀ ବହୁତ ଭଲ କଥା କହିଛନ୍ତି
    କିନ୍ତୁ ଆଗରୁ ନନ୍ଦିଘୋଷ ଟିଭି ଏ ବିଷୟରେ ଦେଖେଇ ଥିଲେ ଭଲ ହେଇଥାନ୍ତା

  • @creativegeneration8976
    @creativegeneration8976 Před 12 dny +2

    100 % correct ❤❤❤

  • @anathswain6521
    @anathswain6521 Před dnem

    Very good and appropriate. Arguments. Every public should realise it

  • @jagannathmalik5654
    @jagannathmalik5654 Před 19 dny +31

    Very good madam

  • @user-ws1zn2ud9b
    @user-ws1zn2ud9b Před 19 dny +25

    ଜୟ ଜଗନ୍ନାଥ 🙏🙏🙏🎉🎉🎉

  • @pradipkumarswain5667
    @pradipkumarswain5667 Před 19 dny +26

    ଜୟ ଜଗନ୍ନାଥ

  • @eraofknowledge986
    @eraofknowledge986 Před 2 dny

    Perfect question and answer session. Everyone should be like this respected and educated woman❤

  • @supriyadevidutta
    @supriyadevidutta Před 13 dny +2

    wow she is more intteletual than top IIT, IAS, ED, PM, CM, PMO, CMO. This is called intelligence of a common man.

  • @user-jm8mp4rw7k
    @user-jm8mp4rw7k Před 19 dny +25

    ବହୁତ ଭଲ mdm 🙏🙏🙏

    • @dibakarpollai3679
      @dibakarpollai3679 Před 19 dny

      ସତ କହିଲ ଭଉଣୀ । 90% ରାଜନେତା ନିଜ ପାଇଁ ବ୍ଯସ୍ତ। ସାଧାରଣଲୋକଙ୍କ ସମସ୍ଯା ପାଇଁ ଦରଦ ନ ଥାଏ। ନିଜ ଦରକାର ପାଇଁ ଆଜି ଏ ଦଳ ରେ ତ କାଲି ସେ ଦଳରେ।

  • @jitendrasahu9073
    @jitendrasahu9073 Před 19 dny +38

    ଠିକ୍ କଥା କହିଲ ମ୍ୟାଡମ

  • @chinmayagamingff5656
    @chinmayagamingff5656 Před 19 dny +14

    MOST EDUCATED WOMEN OF ODISHA❤️❤️❤️

  • @SOUMYARANJANSAHOO-x4u
    @SOUMYARANJANSAHOO-x4u Před 20 hodinami +1

    ସରକାର ଆଉ ପଣ୍ଡା ମାନେ ମିଶି ପୁରୀ ମନ୍ଦିର କୁ ଆଉ ମନ୍ଦିର କରି ରଖି ନାହାନ୍ତି ଏକ ବିଜିନେସ୍ ର ଗନ୍ତା ଘର କରି ସାରିଲେଣି ଯୁଆଡେ ଗଲେ ଠାକୁର ଙ୍କ ନାଁ ନେଇ ପଇସା ଲୁଟି ଚାଲିଛନ୍ତୀ ମନ୍ଦିର ଭିତରୁ ଭୋଗ କିଣିକି ନେଲେ ଜଗନ୍ନାଥ ଙ୍କର ତୁଳସୀ ପତ୍ର ସେଥିରେ ପଡ଼ିବ ନହେଲେ ନାଇ ଆଛା ଯଦି ମନ୍ଦିର ଭିତରୁ ଭୋଗ କିଣିଲେ ୧୦୦୦ଟଙ୍କା ରୁ କମ୍ ରେ ହେବନି ଆଛା ସମସ୍ତ ଙ୍କ ପାଖରେ କଣ ହଜାରେ ଟଙ୍କା ଥିବ ବୋଲି ମାନେ ଅଛି ଏ ନିୟମ କୋଉଥି ପାଇଁ କଣ ଠାକୁର କେବଳ ଧନୀ ଲୋକ ଙ୍କ ପାଇଁ

  • @atasijena1691
    @atasijena1691 Před 20 minutami

    100% Right .Jay Jagannath 🙏

  • @SandharRout-ey2sz
    @SandharRout-ey2sz Před 19 dny +16

    ଭ‌ଉଣୀ ଆପଣଙ୍କୁ ଅଭିନନ୍ଦନ ଜୟ ଜଗନ୍ନାଥ

  • @manasranjanmohanty3270
    @manasranjanmohanty3270 Před 19 dny +46

    ମାଝୀ ଶାସନ 😄 କେହି ପୁରୀକୁ ଆସନ୍ତୁ ନାହିଁ 🙏 ଦୟା କରି ଗରିବ ରାଜ୍ୟ କୁ 😄😄😄

  • @user-rt4ej4ey6b
    @user-rt4ej4ey6b Před 19 dny +19

    Bjp Sarkar Ta Nija Swartha ra sarkar se kain loka Manank Katha Chinta kari ba.Chinta Karu thile Naveen Pattanayak Sir 🙏

  • @prakashmaharana8445

    Jay Jagannath Jay Navin ❤

  • @arpitajena8812
    @arpitajena8812 Před 10 dny +1

    Perfect reply to the corrupted government. Public should get awareness and they bh themselves should be aware.

  • @sureshbehera9682
    @sureshbehera9682 Před 19 dny +10

    ଆପଣଙ୍କ ମତା ମତ ସ୍ଵାଗତ ଯୋଗ୍ୟ ଧନ୍ୟବାଦ୍

  • @user-rw9ni4jp3h
    @user-rw9ni4jp3h Před 19 dny +13

    ଭଉଣୀ ତମକୁ ଧନ୍ୟବାଦ୍

  • @jaykrushnasahoo6384
    @jaykrushnasahoo6384 Před 19 dny +13

    ପୁରା ଠିକ୍ କହିଲେ ଭଉଣୀ ଆପଣ , ଜୟ ଜଗନ୍ନାଥ

  • @umeshdigal8313
    @umeshdigal8313 Před 20 hodinami

    ଦେବତା ଦେଖେଇ ପୂଜାରୀ ଖାଉଛନ୍ତି
    "ଜଗନ୍ନାଥ ଯେମିତିକୁ ସେମିତି ଅଛନ୍ତି ବ୍ରାହ୍ମନ ସବୁ ଲୁଟି ନେଉଛି

  • @PrativaParamanik-mj4yz

    ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି ❤️❤️❤️

  • @pratapkumarbaral9791
    @pratapkumarbaral9791 Před 19 dny +16

    Bahut sundar katha kahile dhanyavaad

  • @pradhanashok5005
    @pradhanashok5005 Před 19 dny +8

    ୟେ ଭଉଣୀ ଜଣେ ଶିକ୍ଷିତ ମହିଳା, ସେଥି ପାଇଁ ସେ ଵୁଝି ପାରୁଛନ୍ତି ପ୍ରକୃତ ସମସ୍ୟା କଣ । କିନ୍ତୁ ଆମ ଓଡ଼ିଆ ଲୋକ ଆଧା ପାଠୁଆ, ୱାଟସପ୍ ଇଉନିଭର୍ଶିଟି ରୁ ଯାହା ବୁଝିଲେ, ସେଥି ରୁ ସେମାନେ ମହା ପଣ୍ଡିତ ହେଇଗଲେ । ଯଦି ଆମେ ଓଡ଼ିଆ ଆଗକୁ ବି ସଚେତନ ନ ହେବା, ଆଜି ତ ଓଡ଼ିଆ ଲୋକ କେବଳ ଦାଦନ ଖଟୁଚୁ, ସମୟ ଆସିବ ଓଡ଼ିଆ ଲୋକ ନିଜ ଓଡ଼ିଶା ରେ ଅଣଓଡ଼ିଆ ଲୋକ ଙ୍କ ଘରେ କ୍ରୀତଦାସ ହେଇ ରହିବା । କାରଣ ଓଡ଼ିଆ ଲୋକ ଭାରି ସରଳ, ଆମକୁ ବୋକା ବନେଇବା ବହୁତ୍ ସହଜ । କିଏ ଆସି ଓଡ଼ିଆ ଅସ୍ମିତା ନାଁ ରେ, କିଏ ଆସି ରାମ ଙ୍କ ନାଁ ରେ, କିଏ ଆସି ଜଗନ୍ନାଥ ଙ୍କ ନାଁ ରେ, କିଏ ହିନ୍ଦୁ ବିପଦ ରେ ଅଛି କହି ଓଡିଆ ଙ୍କୁ ବୋକା ବାନାଏ । ଅନ୍ୟ କୁ ଦୋଷ ଦେଇ କିଛି ଲାଭ ନାହିଁ, ଆମେ ଓଡ଼ିଆ ଜେଉଦିନ ଆଖି ଖୋଲିବା, ସେଦିନ ଓଡ଼ିଶା ପାଇଁ ସକାଳ ହବ । ଜୟ ଜଗନ୍ନାଥ, ଜୟ ଓଡ଼ିଶା🚩

  • @ganeshdhal135
    @ganeshdhal135 Před 19 dny +16

    Right 👍

  • @AshisPattnaik07
    @AshisPattnaik07 Před 12 dny +1

    Bahut badhiya katha kahile ae bhauni... Bahut bahut respect apana nku 🙏🙏🥰

  • @banitarana764
    @banitarana764 Před 3 dny

    Bahut badhiaa dee👍👍👍👍👍

  • @ujjwalrana6063
    @ujjwalrana6063 Před 19 dny +17

    Right

  • @mitunadas7052
    @mitunadas7052 Před 19 dny +22

    Jay Jagannath 🙏🙏🙏🙏

  • @sambhunathajena-e5q
    @sambhunathajena-e5q Před 19 dny +15

    Right katha didi

  • @ghanashyamdas1367
    @ghanashyamdas1367 Před 12 dny +1

    ବହୁତ ଭଲ ଭାବରେ ସାଧାରଣ ଜନତା ଙ୍କ ଦୁଃଖ ଆଉ ଅସୁବିଧା କହିଲେ.... ସରାକର କେବଳ ଲୁଟିବା ପାଈଁ ଆସୁଛନ୍ତି... ଆଉ ଜନତା ଙ୍କୁ ହଇରାଣ କରିବାକୁ.....

  • @susilpanda3287
    @susilpanda3287 Před 22 hodinami

    Badhiya Badhiya bhauni😊

  • @sangramkesharisahu8055
    @sangramkesharisahu8055 Před 19 dny +15

    Right 👍 katha

  • @asifnazmi2478
    @asifnazmi2478 Před 19 dny +12

    Very very very good

  • @CreationOdia1234
    @CreationOdia1234 Před 19 dny +39

    ମୂର୍ଖ ମାନଙ୍କ ଦଳ BJP ଦଳ ଚାହା ବାଲା ଯଦି ପ୍ରଧାନମନ୍ତ୍ରୀ ହେବ ତେବେ ଭାରତ ର ଅବସ୍ଥା ଏମିତି ହେବ ଆମ ପ୍ରଧାନମନ୍ତ୍ରୀ ଯିଏ ହେଇଛି ସେ ନିଜେ ତ ଗୋଟେ ପରମ ମୂର୍ଖ ସେ ଭାରତ କୁ ଓଡ଼ିଶା କୁ କଣ ସମ୍ଭାଳିବ ସବୁ ଗୋଟେ ଗୋଟେ ଚର BJP ଦଳ ର ସବୁ ଗୋଟେ ଗୋଟେ ଚୋର

    • @prakashbehera5515
      @prakashbehera5515 Před 19 dny

      Tate gaan re kukura tia pachare na

    • @gangaeventsrahitacolony7th999
      @gangaeventsrahitacolony7th999 Před 19 dny

      Bhai amo odisa ra loko lagua sale tame india ku kahiki poloucha odisa bahara dunia dekhino bodhe sethi pai a katha kahucha

    • @kalebdigal7202
      @kalebdigal7202 Před 18 dny +1

      ଭାଇ ଠିକ୍ କଥା କହିଛ । BJP Sarkar Chor

    • @tunanayak2514
      @tunanayak2514 Před 16 dny

      Bhai right answer

    • @lonewolf-qe6wf
      @lonewolf-qe6wf Před 5 dny

      Au BJD tahale BJP thu better na tate vote dele tu kama karibu ... Cha bala hele kan hela je emti re bhi India re kou practical knowledge ta achi je padhua pakhare Khali jaha gote paile ghosichala

  • @swapnarajmahiexpress8048
    @swapnarajmahiexpress8048 Před 13 dny +1

    Sata kahichanti mam😢 Bohut kasta laguchi jibapai Jagannath nka pakhaku 😢prabhu🙏🏻😭

  • @purnachandrasahoo4780
    @purnachandrasahoo4780 Před 10 dny +1

    Right Answer Didi

  • @jyostnaranipanda8266
    @jyostnaranipanda8266 Před 16 dny +6

    ଭଉଣୀ ଆପଣଙ୍କୁ ଅଭିନନ୍ଦନ. ଜୟ ଜଗନ୍ନାଥ🙏🙏🙏

  • @MadhabBhola-oo9ud
    @MadhabBhola-oo9ud Před 19 dny +8

    Right khala sister jai jagannath

  • @tapankumarbal399
    @tapankumarbal399 Před 19 dny +12

    Thank you madam

  • @lipshasubhalagna966
    @lipshasubhalagna966 Před 10 dny +1

    I really appreciates this video

  • @badalbhr18
    @badalbhr18 Před 13 dny +1

    ଜନତା ଙ୍କ ପାଈଁ ଶୃଙ୍ଖଳିତ ଦର୍ଶନ କଲେ ଭଲ ହୁଅନ୍ତା ସରକାର ଏଥିରେ ବିଚାର କରନ୍ତୁ

  • @PuriDarshan
    @PuriDarshan Před 19 dny +5

    ଜୟ ଶ୍ରୀଜଗନ୍ନାଥ ସ୍ୱାମୀ, ଏ ହେଲା ଆମ ପୁରୀ, ଏଠି ଯେତିକି ରାଜନୀତି ବୋଧେ ଆଉ କୋଉଠି ନ ଥିବ ଆଉ ରହିଲା ସବୁଠୁ ଗୁରୁତ୍ୱ, ଏଠି ପାଟି ଖୋଲିରେ ପାଦେ ପାଦେ ବିପଦ, ସୂଚନା କେନ୍ଦ୍ର ତ ସିଂହଦ୍ୱାର ଠୁ ଉଠି ଯାଇଥିଲା ପୁଣି କାହିଁକି ରହିଲା, ଭାବୁନାହାନ୍ତି. କେତେ ଟିଭି ଆଉ ପେପର ବାହାରିଲାଣି କିଛି ଫରକ ପଡୁଛି ସେ ପୁଣି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇକି, ଆଜି ଯାଏଁ ଭିତର କଥା ଦର୍ଶନ ଠିକ ହୋଇପାରିଲାନି ଆଉ ଅନ୍ୟ କଥା ଛାଡ଼ନ୍ତୁ ‼️⭕‼️🙏🐚

  • @ajitkumarsejpada9223
    @ajitkumarsejpada9223 Před 19 dny +7

    ଭଉଣୀ ଆପଣଙ୍କୁ ଧନ୍ୟ ବାଦ ସତ୍ୟ କହି ଥିବାରୁ, ତେବେ ଠାକୁରଙ୍କୁ ଥରେ ଅଭିଯୋଗ କରକି ସରକାରଙ୍କୁ ସାବା ଡ୍ କରନ୍ତୁ

  • @KeshanBiswal-is3gk
    @KeshanBiswal-is3gk Před 19 dny +13

    Didi thik kahile

  • @sankhasahu4714
    @sankhasahu4714 Před 12 dny +1

    ଶୁଣ ବୋ ମୋହନ ମାଝି,She is right

  • @subratmohapatra7
    @subratmohapatra7 Před 13 dny +1

    Bahut sundar mam. Apanka pari sikhita lokanka abhab achi ehi rajya re

  • @rajeshkumarswain4846
    @rajeshkumarswain4846 Před 19 dny +12

    Jay jagannath

  • @SantoshSantosh-ol2sq
    @SantoshSantosh-ol2sq Před 19 dny +12

    Jay Jagannath ⭕‼️⭕🙏

  • @sadanandasahoo3707
    @sadanandasahoo3707 Před 19 dny +6

    ରତ୍ନ ଭଣ୍ଡାର ପରା ଭୋଟ ରାଜନୀତି। ଲୋକ ଏପରିକି ଶିକ୍ଷିତ ବିଶ୍ବାସ କରୁଛନ୍ତି ରତ୍ନ ଭଣ୍ଡାରରୁ କିଏ କଣ ନେଇଗଲା। ରତ୍ନ ଭଣ୍ଡାର ଘରର ଆଲମିରା ତ, ଯିଏ ଆସିଲା ନେଇଯିବ

    • @partha2218
      @partha2218 Před 19 dny +2

      Yar bjp kholichhi Ratna vandara ru chori Kari Baku. Kedarnatha ru 250 kg. Suna chori Kala pare Abe puri Ratna vandar Pali.

  • @bishnupradhan8661
    @bishnupradhan8661 Před 9 dny +1

    Right sister jay jagannath

  • @GoldenKaju
    @GoldenKaju Před dnem

    Our Educated Odia Women❤

  • @SunilKumar-zs9uk
    @SunilKumar-zs9uk Před 19 dny +8

    ଠିକ୍ ଠିକ୍.......

  • @sangramnayak-vw6gq
    @sangramnayak-vw6gq Před 19 dny +6

    Very good

  • @trinathsethi5036
    @trinathsethi5036 Před 19 dny +6

    Good Sister

  • @trailoknathkhatua6995

    ଭଉଣି ଜଣକ ଯାହା କହିଲେ ପୁରା ସତ୍ୟ, ସାଉଥ୍ ରେ ମନ୍ଦିର ଦର୍ଶନ କଲା ସମୟରେ ସବୁ କିଛି ସୁବିଧା କରାଯାଇଛି, କିନ୍ତୁ ଆମ ଓଡ଼ିଶାରେ ସେହି ସବୁ ସୁବିଧା କରିବା ପାଇଁ ଆହୁରି ୧୦୦ ବର୍ଷ ଲାଗିବ

  • @Mr.BaliaVlog
    @Mr.BaliaVlog Před dnem

    Super.. Perfect speach 👌

  • @satyanandasahoo1135
    @satyanandasahoo1135 Před 19 dny +6

    Right Madam