Video není dostupné.
Omlouváme se.

ଯିଏ ସେକେଣ୍ଡ ରତ୍ନଭଣ୍ଡାର ପାଖକୁ ଯିବ ,ସେ ଯିବାଟା ଥୟ ..ମହାପ୍ରଭୁ ନଥିଲାବେଳେ ଖୋଲିବା ଅଧିକାର ଦେଲାକିଏ " Ratna

Sdílet
Vložit
  • čas přidán 13. 07. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #odishabhaskar #latestnews

Komentáře • 2,7K

  • @Shree_910
    @Shree_910 Před měsícem +1270

    ମହାପ୍ରଭୁ ଚକାଆଖି ସବୁ ଦେଖୁଛି ତାଙ୍କ ବିନା ଅନୁପସ୍ଥିତିରେ ଗଛର ପତ୍ର ବି ହଲିବନି🙏ହେଲେ ମହାପ୍ରଭୁ ଆସିଥିଲେ ମାଉସୀ ମାଆଙ୍କ ଘରୁ ଖୋଲିଥିଲେ ଭଲ ହେଇ ଥାଆନ୍ତା 🙏❤କିଏ ମୋ କଥାରେ ଏକମତ🙏

    • @sonalimishra5045
      @sonalimishra5045 Před měsícem +35

      Logically bhaba mahaprabhu thila time re tankara bahut niti achi jauta payee possible hei nathanta ...42 years agaru bhitara ratna bhandra khola heithila kayee sei loko tah maleni ...

    • @bisweswarbehera5772
      @bisweswarbehera5772 Před měsícem +29

      ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିଛି

    • @JogeswarMajhi-lt7hj
      @JogeswarMajhi-lt7hj Před měsícem +27

      ମହା ପ୍ରଭୁ ଙ୍କ ଅନୁମତି ଅଛି

    • @pritampolei7087
      @pritampolei7087 Před měsícem +3

      Sabu gujaba after ganati a sabu luchibe😊😊😊

    • @F56980
      @F56980 Před měsícem +19

      ଏଟା ଟିଉଟରଟା

  • @soumyaranjanpradhan4733
    @soumyaranjanpradhan4733 Před měsícem +258

    ପଛ ଲୋକ ପାଇଁ Gute Like

  • @bhoibiswanath4
    @bhoibiswanath4 Před měsícem +68

    ସବୁ ଭଗବାନଙ୍କ ଇଛା ରେ ହଉଛି, ଭଗବାନ ଯଉଠି ଥିଲେବି ସେ ପାଖରେ ଅଛନ୍ତି, ଜୟ ଜଗନ୍ନାଥ 👏ଭଲବଦ୍ର 👏ସୁଭଦ୍ରା 👏

  • @ranjankumarpatra2284
    @ranjankumarpatra2284 Před 25 dny +1

    ପ୍ରଭୁ ସମୟକୁ ଚାହିଁଛନ୍ତି

  • @ratankumarmahapatra7086
    @ratankumarmahapatra7086 Před měsícem +122

    ମାଲିକ ନଥିବା ସମୟରେ ଘରେ ପଶିବା ଅନୁଚିତ୍, ସେମିତି ଶ୍ରୀ ମନ୍ଦିର ରେ ମହାପ୍ରଭୁ ନାହାନ୍ତି, ଯାଇଛନ୍ତି ତାଙ୍କ ଜନ୍ମ ବେଦୀକୁ ମହାପ୍ରଭୁ ନଥିବା ସମୟରେ ରତ୍ନ ଭଣ୍ଡାର ରେ ପଶିବା ଅନୁଚିତ୍

    • @n.rcreation3399
      @n.rcreation3399 Před měsícem +3

      Maa laxmi ta achanti na

    • @pinakahans8897
      @pinakahans8897 Před měsícem +4

      Bhai duniare tanka bina anumati re gachha patra b haleni ....au khola jai6i Mane tanka anumati re hin hae6i bujhantu Bhai ...

    • @JhilliRani-ej1tr
      @JhilliRani-ej1tr Před měsícem

      Right cmnt

    • @gopaldas7470
      @gopaldas7470 Před měsícem +2

      Maa Laxmi nku boloram bahara korideithile kanhiki Jagannath nku viko magibaku podila ?Malika maa Laxmi ochonti,sri mandiro houchi Jagannath nka karjyalaya ghara houchi gundicha mandir. Jay Jagannath

    • @ayushmaanb8095
      @ayushmaanb8095 Před 29 dny

      Bagaban sabu jagare achhanti bhai

  • @SangitaSahu-pz5yn
    @SangitaSahu-pz5yn Před měsícem +39

    ଆଜ୍ଞା ଆମେ ଆପଣଙ୍କ କଥା ରେ ସହେମତି ଅଛୁ,,ଆପଣ ଯାହା କହିଛନ୍ତି ସବୁ ଠିକ୍ କହିଛନ୍ତି, ଜୟ ଜଗନ୍ନାଥ

  • @sarojsahu2663
    @sarojsahu2663 Před měsícem +56

    ଓଡ଼ିଶା ବାସୀ ଙ୍କ ରତ୍ନଭଣ୍ଡାର ଭିତରେ କେତେ ସୁନା, ଅଳଙ୍କାର ଇତ୍ୟାଦି ଅଛି ଜାଣିବା ଦରକାର ଯାହା ଫଳରେ କେହି ଏହାର ଅପବ୍ୟବହାର କରିପାରିବେନି ।

    • @saubhagyadas9927
      @saubhagyadas9927 Před měsícem +2

      4.5 କୋଟି ଲୋକ କିଏ ।। ଇୟେ କିଏ
      ଆକୁ ସାଙ୍ଗରେ ନେଇକି ଯିବା କଥା ରତ୍ନ ଭଣ୍ଡାର ଖୋଲିବା ପାଇଁ 😅 ।।

    • @thhu5559
      @thhu5559 Před 29 dny

      Right

    • @soumyaranjansahoo3139
      @soumyaranjansahoo3139 Před 23 dny

      Apana bjp support bodhe 😂😂

    • @soumitpradhan7158
      @soumitpradhan7158 Před 22 dny

      Aita bjd tautor

    • @soumyaranjansahoo3139
      @soumyaranjansahoo3139 Před 21 dnem

      @@soumitpradhan7158 bala na

  • @lipianshuvlogs
    @lipianshuvlogs Před měsícem +28

    ପ୍ରକୁତରେ ମୋତେ ଲାଗୁଛି ,ମାନବ ହିଁ ଭଗବାନ, ଏ ଦୁଇଜଣ ଯେମିତି କହୁଛନ୍ତି ଏମାନେ ଦୁଇଜଣ ହେଉଛନ୍ତି କାଳିଆ ବଳିଆ ,ଦେଖୁନ ବଡ଼ ଭାଇ ବଳିଆ ହେଉଛି ଘର ର ମୂରବୀ ଆଗରେ ଠିଆ ହୋଇ କହୁଛନ୍ତି ଆଉ ପଛରେ କାଳିଆ ପାଳି ଧରି କେମିତି କହୁଛି ,ତେଣୁ ମାନବ ରୂପରେ ଦୁଇ ଜଣ ଭଗବାନ୍ 🥰😊🙏

    • @lipianshuvlogs
      @lipianshuvlogs Před 28 dny

      ଆଉ ଆଗ ଲୋକ ଜଣକ ମାନେ ବଳିଆ, ପଛ ଲୋକ ଜଣକୁ ,ହେ ରୁହ ବା ପୁଅ ରୁହ ଟିକେ ମାନେ କାଳିଆ କୁ ପୁଅ ବୋଲି ସମ୍ବୋଧନ କରି କହୁଛନ୍ତି , ମୋତେ ଲାଗୁଛି ମାନବ ହିଁ ମାଧବ ଆଉ ମାଧବ ହିଁ ମାନବ ,ତେଣୁ ମାନବ ରୂପରେ ଭଗବାନ୍🙏ଆପଣ କଣ କହୁଛନ୍ତି ,ଦୟା କରି ମୋ ଚ୍ୟାନେଲ କୁ ଆସନ୍ତୁ

    • @padminiparida9739
      @padminiparida9739 Před 28 dny

      Jagannath swami jadi satare achhanti bhagawan tanka rupa dekhaei diantu

  • @sagarnayak1601
    @sagarnayak1601 Před měsícem +276

    ଜାହା ବି ହେଇଛି ସବୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ 🙏

    • @DiptimayeeSwain-ms7td
      @DiptimayeeSwain-ms7td Před měsícem +10

      Shri Balabhadra nku pakeidele bi Shri Balabhadra nka icha re na

    • @sagarnayak1601
      @sagarnayak1601 Před měsícem +5

      @@DiptimayeeSwain-ms7td ସେ ସବୁ ସେବାୟତମାନଙ୍କ ମନମୁଖି ପାଇଁ, ନିଜର ଗର୍ବ ଅହଙ୍କାର ବେଶି ବଢିଗଲାଣି ପଣ୍ଡାମାନଙ୍କର, ନିଜକୁ ବାହୁବଳୀ କହୁଥିବା ପଣ୍ଡାମାନଙ୍କର ଗର୍ବ ବଡ ଠାକୁର ଭାଙ୍ଗିଦେଲେ।

    • @shantanupadhi5809
      @shantanupadhi5809 Před měsícem +6

      ଭଣ୍ଡାର ଘର ମାଲିକାଣି ମା ମହାଲକ୍ଷ୍ମୀ ପରା ଅଛନ୍ତି। ତେଣୁ ମହାଲକ୍ଷ୍ମୀ ଙ୍କ ଉପସ୍ଥିତି ରେ ଖୋଲା ଗଲେ ଅସୁବିଧା କୋଉଠି?

    • @saratbiswal9258
      @saratbiswal9258 Před měsícem

      @@DiptimayeeSwain-ms7td Andhabhakta Mane ta sei kahile,Dy CM madam Parida & Law minister Mr.Harichandan bi seia kahile prbhu nkar Lila,

    • @sagarnayak1601
      @sagarnayak1601 Před měsícem

      ଜୋଉ ମାନେ ଅନ୍ଧଭକ୍ତ ଅନ୍ଧଭକ୍ତ ହଉଛ , ସବୁକଥାରେ ରାଜନିତି କଣ କରୁଛ । 25 ବର୍ଷ ରେ ସମୟ ନଥିଲା ଠାକୁର ମନ୍ଦିର ରେ ରହିକି ରତ୍ନ ଭଣ୍ଡାର ଖୋଲିବାକୁ? ବାକି ରହିଲା ଚାବି ହଜିବା କଥା , କଣ କାହା ଘରର ଆଲମାରୀର ଚାବି ନା ବାକ୍ସ ଚାବି ଯେ ହଜି ଜିବ ? ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହଉଛି ଜଗାରଖା ଦେଖାସୁଣା କରିବାକୁ , ତା ଭିତରେ ଚାବି ହଜି ଜାଉଛି । ଖରାପ ଲାଗିବା କଥା ରାଜନିତି କରିବାକୁ ।ଜେହେତୁ ରଥଯାତ୍ରା ଠାକୁର ମାଉସି ଘରକୁ ଗଲେ ଭକ୍ତଙ୍କ ଗହଳି କମ୍ ରହିବ ଶ୍ରୀମନ୍ଦିରରେ।

  • @sweetsamarpita22
    @sweetsamarpita22 Před měsícem +206

    ପ୍ରଭୁ ସିନା ଶ୍ରୀ ମନ୍ଦିର ରେ ନାହାନ୍ତି କିନ୍ତୁ ମା ସାଆନ୍ତାଣୀ ବା ଅଛନ୍ତି। ସବୁ ଘରେ ଭଣ୍ଡାର ର ଦାୟିତ୍ଵ ମା ଙ୍କ ହାତ ରେ ଥାଏ। ସେମିତି ଆଜି ବି ସବୁ କିଛି ମା ସାଆନ୍ତାଣୀ ଙ୍କ ସାମନା ରେ ହେଇଚି। 🙏 କିଛି ବି ଭୁଲ ହେଇ ନାହିଁ।

  • @user-up6lt3ok2g
    @user-up6lt3ok2g Před 25 dny +1

    ଜୟ ଜଗନ୍ନାଥ 🎉😢😎💐🔥🔥🥰🥰🥰🥰🥰👍👍🙏🙏🙏🙏🙏🙏🙏🇮🇳🙏✍️🙏🙏

  • @laxmipriyamohapatra7121
    @laxmipriyamohapatra7121 Před měsícem +6

    କରି କରାଉ ଥାଏ ସେହି ତା ବିନୁ ଅନ୍ଯ ଗତି ନାହିଁ🙏🥹
    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ⭕️❗️⭕️🙏🚩

  • @pradeepgond4936
    @pradeepgond4936 Před měsícem +108

    ଏ ଲୋକ ଯେମିତି ଲାଗୁଛି ଟିକେ ଗ୍ଲାସ ପାଣି ପିଇ ପୁରା ପାଟି ଭବଲ୍ 😢😢😢

  • @TunaDas-tt7xj
    @TunaDas-tt7xj Před měsícem +114

    ଦୁଃଖ ଲ।ଗିବ ଚୋରି ପାଇଁ ତମର ପ୍ଲାନ୍ ଥିଲା । ଇୟେ ମହାଟାଉଟର

    • @-Jena_jena
      @-Jena_jena Před měsícem

      Hm bhi ta ghar pakhare na kale se sudanga kari thiba 😅😅

  • @SudamCharanMallik-bf9gn
    @SudamCharanMallik-bf9gn Před měsícem +3

    ପ୍ରଭୁଙ୍କ ଇଚ୍ଛା ରେ ସବୁ ହେଇଛି

  • @narayanbarik6392
    @narayanbarik6392 Před měsícem +14

    ସେ କଳା ଗୋରା ଦୁଇ ଭାଇ ସବୁବେଳେ ସାଥିରେ ଅଛନ୍ତି ମୋତେ ଲାଗୁଛି ସେ ମିଡ଼ିଆ ଆଗରେ,.......❤🙏
    ଜୟ ଜଗନ୍ନାଥ 🙏

  • @himansupatra9717
    @himansupatra9717 Před měsícem +25

    ଯୋଉଠି ଦେଖୁଛ ଭାସ୍କର ରିପୋର୍ଟର ମାନଙ୍କୁ ଧୁମ୍ ପିଟ. ଓଡିଶା ବାସୀ ଙ୍କୁ ମୋର ଅନୁରୋଧ.

  • @satyanayakodiavlogs
    @satyanayakodiavlogs Před měsícem +229

    ଶୁଣ ରେ ବୋକା ଚୋଦା
    ମହାପ୍ରଭୁ ସବୁଜାଗରେ ଅଛନ୍ତି ଯଉଠି ଦେଖିବୁ ସେଇଠି ମିଳିବେ ମହାପ୍ରଭୁ
    ତମେ ଶଳା ସବୁ ଖାଇବ ବୋଲି ଭବିଥିଲ
    ଆରେ ଶଳା ରତ୍ନ ଭଣ୍ଡାର ରେ ପାଣି ଗଳୁଛି ଦେଖ ହଉନଥିଲା ଯିଏ ଭଲ କାମ କଲା ତା ପଛରେ ଲାଗିଲ

    • @kamalthakur1132
      @kamalthakur1132 Před měsícem +4

      Tame dekhithilo Pani galuchhi boli tame kemiti janilo tike kahibo kii

    • @satyanayakodiavlogs
      @satyanayakodiavlogs Před měsícem

      @@kamalthakur1132 tame bodhe news dekhuna
      Jahara jete dimag

    • @bramhanandadalai4426
      @bramhanandadalai4426 Před měsícem +1

      Bhaskar Tv lajalaguni

    • @gameoboy8666
      @gameoboy8666 Před měsícem +2

      Comedy video banane wala serious videos me kyun ghus raha hai 😂😂😂😂😂😂

    • @krusanmaharana4529
      @krusanmaharana4529 Před měsícem +2

      ​@@kamalthakur1132ଯା ମୁଖ୍ୟ ବାଡ଼ ଗ୍ରାହି ଙ୍କୁ ପଚାରିବୁ ପାଣି ଗଳୁଚି ନା ନାଇ

  • @RankanidhiBehera-ff6kl

    Right kahila
    bhai jay jagannath🙏

  • @user-if4fq9fy5g
    @user-if4fq9fy5g Před měsícem

    Sabu sei jagannath nka maya jay jagannath

  • @pitambarnanda1591
    @pitambarnanda1591 Před měsícem +8

    ଜଗନ୍ନାଥ ମହାପ୍ରଭୁ ଉପଯୁକ୍ତ ବିଚାର କରିବେ

  • @bikashbehera8385
    @bikashbehera8385 Před měsícem +22

    ମାଲିକ ସିନା ଘରେ ନାହାନ୍ତି ମାଲିକାଣୀ ( ମା ଲକ୍ଷ୍ମୀ ) ତ ଘରେ ଅଛନ୍ତି । ମହାପ୍ରଭୁ ଙ୍କ ଅନେକ ନିତିକାନ୍ତ ଅଛି । ମହାପ୍ରଭୁ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ କଲେ ମହାପ୍ରଭୁ ଙ୍କ ନିତିକାନ୍ତ ରେ ବିଭ୍ରାଟ ହେବ ।

  • @Tukuna-d4k
    @Tukuna-d4k Před 24 dny

    କଳୀ କରାଉ ଥାଇ ସେହି ତା ବିନୁ ଅନ୍ୟ ଗତି ନାହିଁ।
    ଯାହା ସେ ଦୁଃଖ ନିୟନ୍ତା ପ୍ରୁଭୁ ଜଗନ୍ନାଥଙ୍କ ଇଛା
    ଆମେ କିଏ କାହିଁ ବାକୁ
    ❤❤❤ଜୟ ଜଗନ୍ନାଥ ❤❤❤

  • @mantusahoo9820
    @mantusahoo9820 Před měsícem +11

    ଆଗରୁ ସାଢେ ଚାରି ଲୋକ କହୁଥିଲେ ରତ୍ନ ଭଣ୍ଡାର ଖୋଲିବା ପାଇଁ କିନ୍ତୁ କେହି ଖୋଲି ପାରୁ ନଥିଲେ କାରଣ ମହାପ୍ରଭୁ ଚାଁହୁ ନଥିଲେ ସିଏ ଜଗତର ନାଥ ଜଗନ୍ନାଥ ତାଙ୍କ ବିନା କେହି କିଛି କରିପାରିବେ ନାହିଁ ଏଥର ଖୋଲିଲା ସେଇ ମହାପ୍ରଭୁ ଜଗନ୍ନାଥ ଙ୍କ ଇଛାରେ ଏଥିରେ କିଛି ବି ଭୁଲ ନାହିଁ

  • @vloggingwithhawa
    @vloggingwithhawa Před měsícem +17

    ସେଇ ପଛ ଲୋକଟାକୁ boom ଦିଅ ସେ କିଛି କହିବ 😅😅😅😅

  • @AmarKandi-tn2fv
    @AmarKandi-tn2fv Před měsícem +12

    ଭଲ ଅଭି ନୟ କରୁଚି ତମ ପଛରେ ଯିଏ ଅଛି

  • @barsha2749
    @barsha2749 Před měsícem +1

    Jya jagannath ❤

  • @sudarsanbehera4884
    @sudarsanbehera4884 Před měsícem +2

    ଏଲୋକଟି କହୁଛି ଯିଏ ଖୋଲିବ ଦ୍ୱିତିୟ ରତ୍ନଭଣ୍ଡାର ସେ ମରିବ ଏ କଥା ତାର ମନଗଢା କାହାଣି ବିଜେଡି ସରକାର ଜଗନ୍ନାଥଙ୍କର ରଥ ସାରା ରାଜ୍ୟରେ ବୁଲେଇ ଚାଉଳ ମାଗିବା ଏଥିପାଇଁ ପ୍ରଭୁଙ୍କର କରୁଣା ହେଲା ରତ୍ନଭଣ୍ଡାର ଖୋଲ ଦେଖମୋର କଣ ଅଛି ମୁଁ ଭିକାରି ଠାକୁର ନୁହେଁ |ଯେଉଁଠି ଲକ୍ଷ୍ମୀ ଠାକୁରାଣୀ ଅଛନ୍ତି ସେଠି କିଛି ଅଭାବ ନାହିଁ। ବିଜେପି ସରକାର ବି ଖୋଲିପାରିନଥାନ୍ତା। ପ୍ରଭୁଙ୍କ କରୁଣାବିନା

  • @kshirodbarik7170
    @kshirodbarik7170 Před měsícem +247

    ମିଡ଼ିଆ ରେ ନା କରିବାକୁ ଆସିଛି
    ଇ ଏ ପାଗଳ ଟା 😊😊

  • @littlequeenrakhi
    @littlequeenrakhi Před měsícem +301

    ତମେ ସବୁ ଖାଇବ ବୋଲି ଭାବୁଥିଲେ କି ବେଶୀ ଗପ

    • @kirankumarswain8107
      @kirankumarswain8107 Před měsícem +4

      Eta kn ki khae deve ...Puri dalema na kn...kholiba pyn kemiti saman au kemiti jauchanti Jani parucha ta 😅..pilami nk bhali comment diantu nahi 😅

    • @rakeshnayak9174
      @rakeshnayak9174 Před měsícem +10

      Tu kete Dana karichu be

    • @s.rmusic8709
      @s.rmusic8709 Před měsícem +2

      ତୁ ଯେମିତି ରଖିଥିଲୁ

    • @NirupamaBehera-ub3oo
      @NirupamaBehera-ub3oo Před měsícem

      ​@@s.rmusic8709kain tu rakhichuki

    • @NirupamaBehera-ub3oo
      @NirupamaBehera-ub3oo Před měsícem

      ​@@s.rmusic8709to gadrej chabi dekhiba bahara lokanku delu

  • @mrrabiraj2877
    @mrrabiraj2877 Před 29 dny

    Right katha kahile sir

  • @akmjklc5540
    @akmjklc5540 Před měsícem +3

    ବିଲକୁଲ ନିରାଟ ସତ୍ୟ କଥା, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଅମୃତ ଦୃଷ୍ଟି ରେ ଚାହିଁ ଥାନ୍ତୁ...
    ଜୟ ଜଗନ୍ନାଥ

  • @gulshankumar-qt5yh
    @gulshankumar-qt5yh Před měsícem +16

    ସେ ପଛ ଶଳା ର ଦାନ୍ତ ଗୁଡା କାଇଁ..ସେ ବୋଧେ କିଛି କହିବାକୁ ଚାହୁଁଛି

  • @sudhir954
    @sudhir954 Před měsícem +96

    ସବୁ ଜଗନ୍ନାଥ ଙ୍କ ଇଛା ରେ ହଉଛି

    • @prabhatpradhan1815
      @prabhatpradhan1815 Před měsícem +1

      Bhai ghare kehi nathile anya mane gharaku pasile apana kn kahuchi. Ama gharu chori hoichi

    • @Samrat_CAK
      @Samrat_CAK Před měsícem +7

      ଗୋଟେ ସାଧାରଣ ମଣିଷ ର ଘର ସହ ଶ୍ରୀ ମନ୍ଦିର ର କୁ ତୁଳନା କରନି, ପ୍ରଭୁ ମାଧବ ରୂପରେ ଅଛନ୍ତି।

    • @swayamsekhar6119
      @swayamsekhar6119 Před měsícem +3

      ​@@prabhatpradhan1815 Bhai Sri mandir ra actually malikani hauchanti Maa Laxmi....Maa nka upastiti re heichi....au rahila Mahaprabhu nka katha...Sia jagata ra natha....Kalia sabuthi achi

    • @rajkishornayak1979
      @rajkishornayak1979 Před měsícem

      ଲୋକଙ୍କ ଇଚ୍ଛା

  • @DharaniDharDas-bh4ny
    @DharaniDharDas-bh4ny Před 28 dny +1

    ପ୍ରକୁତରେ ମୋତେ ଲାଗୁଛି ମାନବ ହିଁ ଭଗବାନ ଏ ଦୁଇଜଣ ଯେମିତି କହୁଛନ୍ତି ଏମାନେ ଦୁଇଜଣ ହେଉଛନ୍ତି କାଳିଆ ଵଳିଆ ଦେଖୁନ ବଡ଼ ଭାଇ ଵଳିଆ ହେଉଛି ଘରର ମୂରବୀ ଆଗରେ ଠିଆ ହୋଇ କହୁଛନ୍ତି ଆଉ ପଛରେ କାଳିଆ ପାଳି ଧରି କେମିତି କହୁଛି ତ

  • @PrabhatipradhanPrabhatipradhan

    Jay Jagannath ⭕‼️⭕🙏🙏

  • @KetanBal
    @KetanBal Před měsícem +92

    ଆସ୍କା ଫୁଟି ମାରି ଦେଇଛି ଭାଇ

  • @AjayakumarGochhi
    @AjayakumarGochhi Před měsícem +306

    ଏ ଟାଉଟର କଥା ରେ କିଛି ମୂଲ୍ୟ ନାହିଁ 😂😂😂

    • @sudhakarrout5324
      @sudhakarrout5324 Před měsícem +6

      Se michha kahuchi ki ??
      Tahale tama ghare kete suna achhi asiki kuha media re dekhiba

    • @user-qn2qy4ow1y
      @user-qn2qy4ow1y Před měsícem +3

      Tama katha re mulya achi na

    • @dusmantamohanty1810
      @dusmantamohanty1810 Před měsícem +2

      Right 🎉

    • @omm6324
      @omm6324 Před měsícem +6

      ​@@sudhakarrout5324 tirupati mandira re kete suna achhi tara hisab achi sethi ta chori hauni

    • @user-mz2kv9nx7y
      @user-mz2kv9nx7y Před měsícem +1

      Maghia sata Katha

  • @sarbeswarpradhan268
    @sarbeswarpradhan268 Před měsícem

    ଜୟ ଜଗନ୍ନାଥ

  • @chidanandaacharya6992
    @chidanandaacharya6992 Před měsícem +44

    ଯାହା ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି

  • @dibyaranjan3454
    @dibyaranjan3454 Před měsícem +120

    ଏଇଟା ବିଜେଡି ଲୋକ ଟା, ଯଦି ଉଚିତ୍ ରକ୍ଷଣାବେକ୍ଷାଣ ଅଭାବ ଯୋଗୁଁ ମନ୍ଦିର ର କିଛି ହେଇଯାଏ କି ଅଳଙ୍କାର ସବୁ ନଷ୍ଟ ହେଇଯାଏ, ଇଏ ତାପରେ କହିବୁଲିବ ଦେଖ କହିଥିଲେ ରତ୍ନଭଣ୍ଡାର ଖୋଲିବ ବୋଲି ହେଲେ କାହିଁକି ଖୋଲିଲେନି। ତେଣୁ ସବୁ ସେଇ ନିଳାମୟ ଙ୍କ ଇଚ୍ଛା, ସେ ଯାହା ଚାହିଁବେ

    • @user-ku8fz5wc5j
      @user-ku8fz5wc5j Před měsícem +1

      Stiker paka sarakar andhabhakt

    • @mikku.subhashree_official4035
      @mikku.subhashree_official4035 Před měsícem +2

      Se chahinle boli ta kholi helani aagaku b hebani bodhe.... Au baki rahila bjd loka bjp loka.. bjd loka kn mana karuchhanti ratnavandar kholani boli....

    • @kamalthakur1132
      @kamalthakur1132 Před měsícem

      @@dibyaranjan3454 tamara ate Gyana kebethu hela kahilo aji jain kete thara ratna bhandar khola heichhi

    • @odiacricketstar
      @odiacricketstar Před měsícem +1

      😂😂ra pagal

    • @user-ow3ig6ud1j
      @user-ow3ig6ud1j Před měsícem +2

      ଯାହା ହବ ଠିକ୍ ହବ, ତୁ ଚୁପ୍ ରହ

  • @AryaMishra-jr1wc
    @AryaMishra-jr1wc Před 29 dny

    Thick katha bhai🙏🙏🙏🙏🙏

  • @rinabalabiswal3523
    @rinabalabiswal3523 Před měsícem

    Jay jagannatha sabu tumari echha prabhu ⛳⛳⛳

  • @whatnot9845
    @whatnot9845 Před měsícem +49

    ମୂର୍ଖ ଲୋକ ଙ୍କ ମୂର୍ଖ ଯୁକ୍ତି

    • @gautamsahoo-rs2rm
      @gautamsahoo-rs2rm Před měsícem

      Se t thik kahuchi

    • @girijasankarsahoo7837
      @girijasankarsahoo7837 Před měsícem +1

      ତୁ ମାଗିଆ ଭାରି ପଣ୍ଡିତ...

    • @debasminipradhan1001
      @debasminipradhan1001 Před měsícem

      ​@@girijasankarsahoo7837Thik katha bhai 😆😂🤣

    • @rakeshmohanty7737
      @rakeshmohanty7737 Před měsícem

      ​@@gautamsahoo-rs2rm Ratna bhandar kholajau ame sabu janiba darker....agaku nahele sabu chalu karidebe...thik heichi kholiba...

  • @santoshkar267
    @santoshkar267 Před měsícem +5

    Great...We are greatfull to you...Great respect to you....Jai hind...Jai jargarnth......Mind blowing answer....Really great....

  • @ranjitamishra7623
    @ranjitamishra7623 Před měsícem

    Jay jagrantha 🙏🙏🙏🙏♥️♥️♥️🌺🌺🌺🌺🌺

  • @pradiptamishra1441
    @pradiptamishra1441 Před měsícem

    Thik Katha kahichanti Jai Jagannath 🙏

  • @jharanasumi2978
    @jharanasumi2978 Před měsícem +57

    A loka ta dahara gapa gapuchi

  • @purnanayak5383
    @purnanayak5383 Před měsícem +74

    ତୁ ଆଗ ମରି ଯିବୁରେ ଭାଇ,, ତୋତେ କଷ୍ଟ ହେଉଥିଲେ ତୁ ଘରକୁ ଯାଇ କବାଟ ଖିଡିକିଟା ଦେଇ ଚୁପ୍ ଚାପ୍ ଶୋଇ ପଡ,,ବକ ବକ ହୁଅ ନାହି,,

  • @BharataPatra
    @BharataPatra Před měsícem

    Jay Jagannath ghuru anaya

  • @kabitasili
    @kabitasili Před měsícem

    Thik kahile aapona ❤❤❤❤❤

  • @TheBanker_1610
    @TheBanker_1610 Před měsícem +270

    ସେ ପଛ କାଳିଆ ଟୋକା କୁ ଟିକେ boom ଦିଅ,ସେ କହିବ😅

  • @prananathpati9976
    @prananathpati9976 Před měsícem +171

    ଏଇଟା ପାଣ୍ଡିଆ ଦଲାଲ୍। ବାଡ଼ା ଶଳା କୁ।

    • @dollybehera7193
      @dollybehera7193 Před měsícem +4

      ମୁର୍ଖ ଲୋକ କିଛି ଜାଣିନି ଖାଲି pandian hauchi

    • @prakashchandramajhi9345
      @prakashchandramajhi9345 Před měsícem +1

      Right 👍👍👍

    • @girijasankarsahoo7837
      @girijasankarsahoo7837 Před měsícem

      ମାଗିଆ କିଏ ବି ତୁ

    • @prananathpati9976
      @prananathpati9976 Před měsícem +3

      @@girijasankarsahoo7837 ତେରା ବାପ୍ କା ଦୁଷମନ

    • @krusanmaharana4529
      @krusanmaharana4529 Před měsícem +1

      ​@@dollybehera7193ତୁ ବହୁତ ଜାଣିଚୁ ,ନା କିରେ ପାଣ୍ଡିଆ ପେଳ ଚଟା ଶଳା😂😂😂

  • @bljaykumar614
    @bljaykumar614 Před 27 dny +1

    Right sar

  • @ashutoshbhoi998
    @ashutoshbhoi998 Před měsícem

    Thik, katha, kahicchanti, bhai

  • @pabitraswain1273
    @pabitraswain1273 Před měsícem +29

    ଏଇଟା ପାଗଳ ହୋଇ ଜାଇଛି ଜୟ ଜଗନ୍ନାଥ

  • @satya9553
    @satya9553 Před měsícem +26

    ସେ ପଛ ଲୋକ କୁ ଟାଣି ଅନିକୀ ପାଣି ର ବୋଡେଇ ଦିଅ ସେ ଶଲଆ ଟା ବହୁତ ଛୁଡ଼ି ହଉଛି

  • @prasantakumarmaharana1487
    @prasantakumarmaharana1487 Před měsícem

    Jagannath amara samstankara

  • @ritanjalibiswal7199
    @ritanjalibiswal7199 Před 25 dny

    Pura right katha

  • @MkSuryaPresents
    @MkSuryaPresents Před měsícem +5

    Jaha b hauchi vagaban nka ichha re hauchi...... 🚩🚩🚩
    ◦•●◉✿Jay Jagannath 🙏🙏🙏✿◉●•◦

  • @hansdahhansdah8674
    @hansdahhansdah8674 Před měsícem +22

    ମହାପ୍ରଭୁ ସବୁ ଜାଗାରେ ସବୁବେଳେ ଅଛନ୍ତି... ଶ୍ରୀ ମନ୍ଦିର ଛାଡି କୁଆଡେ ଯାଇ ନାହାନ୍ତି. ଏମିତି କିଛି ମୂର୍ଖ ଲୋକଙ୍କ ପାଇଁ ହିଁ ଏତେ ଦିନ ହେଲା ରତ୍ନ ଭଣ୍ଡାର ଖୋଲା ହେଇ ପାରୁ ନଥିଲା.... ମାଉସୀ ଘରକୁ ଯିବା ତ.. କେବଳ ପ୍ରଭୁଙ୍କ ଲୀଳା ମାତ୍ର.. ସେ କୁଆଡେ ଯାଇ ନାହାନ୍ତି ସବୁ ଦେଖୁଛନ୍ତି... ସବୁ ତାଙ୍କରି ଇଛାରେ ହୋଉଛି 👍👍👍

    • @mikku.subhashree_official4035
      @mikku.subhashree_official4035 Před měsícem +1

      Khola hei kn heigala extra ki

    • @soudaminiswain7045
      @soudaminiswain7045 Před měsícem

      ତମ କଥା କିଏ ତମ କଥା ଆମେ ଶୁଣିବୁ ନାହିଁ
      ଖୋଲାଯିବ ତ ନିଶ୍ଚୟ

    • @sonalikasahoo5103
      @sonalikasahoo5103 Před měsícem

      Tame kie thakura nka ratna dhana sampati janibaku vagwan nka ratna vagwan janichanti tame kie janibaku

  • @user-cq8sj3vs7v
    @user-cq8sj3vs7v Před měsícem +1

    Jay Jagannath

  • @satyampani2210
    @satyampani2210 Před 28 dny

    Jay jaganath🙏😇

  • @krishnacreation9385
    @krishnacreation9385 Před měsícem +84

    ପଛ କାଳିଆ ଟୋକା କୁ କହିବାକୁ ସୁଯୋଗ ଦିଆଯାଉ । ରତ୍ନ ଭଣ୍ଡାର ବିଷୟ ରେ ସେ ବହୁତ୍ କିଛି ଜାଣିଛି।

  • @lipakkumarsahoo7439
    @lipakkumarsahoo7439 Před měsícem +4

    Bhai bhai ekadam correct Katha bhai

  • @lovesolution6400
    @lovesolution6400 Před měsícem

    JAI JAGANNATH SWAMI

  • @itishreebagarty8394
    @itishreebagarty8394 Před 29 dny

    Right ktha kahuchnti apana

  • @JogeswarMajhi-lt7hj
    @JogeswarMajhi-lt7hj Před měsícem +42

    ଏ ଶଳା କୁ ବହେ ଛେଚିବା କଥା,,,ସରକାର କଣ ନିଜ ଇଚ୍ଛା ରେ ଖୋଲୁ ଛନ୍ତି,,,ସାଢେ଼ ଚରିକୋଟି ଓଡ଼ିଆ ଙ୍କ ଦାବି କୁ ଜଗନ୍ନାଥ କେବେ ପ୍ରତ୍ୟାଖାନ କରିବେ ନାହିଁ,,,ଚୋର ମୁଁହ ଟାଣ,,,ତୁମେ ବୋବେଇଲେ କଣ ଛେନା ଟା ହେଇଯିବ,,,,

    • @NrayanPatraStudios3073
      @NrayanPatraStudios3073 Před měsícem +1

      ତୋତେ ଗାଣ୍ଡି ମାରିଵା କଥା ଆବେ ଜଗନ୍ନାଥ ଙ୍କୁ ଯଦି ବିଶ୍ୱ ର ମାଲିକ ବୋଲି ଭାବୁଛ ସେ ଯେଉଁ ଠାରେ ରୁହନ୍ତି ସେ ସେହିଠାର ମାଲିକ! ତେଣୁ ମାଲିକ ମାଉସି ମା ଘରକୁ ଯାଇଛନ୍ତି ଏହି ସମୟରେ ରତ୍ନଭଣ୍ଡା ଖୋଲିବା କଥା କି? ଏହା କଣ ଆମ ହିନ୍ଦୁତ୍ୱର ପରିଚୟ ?

    • @JogeswarMajhi-lt7hj
      @JogeswarMajhi-lt7hj Před měsícem

      @@NrayanPatraStudios3073ଭାଇ କିଏ ମନା କଲା ଜଗନ୍ନାଥ ବିଶ୍ଵ ର ମାଲିକ ନୁହେଁ ବୋଲି,,ତାଙ୍କ ସମ୍ପତି,ଅଳଂକାର,ରତ୍ନ ଭଣ୍ଡାର,ସୁରକ୍ଷା ପ୍ରଦାନ,,ପ୍ରଭୁ ଜଗନ୍ନାଥ ଙ୍କ କୋଟି କୋଟି ଭକ୍ତ ଉତ୍କଣ୍ଠା ର ସହିତ ଅପେକ୍ଷାରତ,, ତା ପାଇଁ ପ୍ରଭୁ କାହାର ଅମଙ୍ଗଳ କରି ନାହାନ୍ତି ଆଉ କରିବେ ନାହିଁ,, ବରଂ ସମସ୍ତଙ୍କ ପୁଣ୍ୟ କାମନା କରିବେ,,,କିଛି ଅପାରଗ ବ୍ୟକ୍ତି ବିଶେଷ ଙ୍କ ମନ୍ତବ୍ୟ ଗୋଟେ ପାଣି ର ଗାର,,,

    • @utkalgroupofcompany8398
      @utkalgroupofcompany8398 Před měsícem

      👍👍👍👍👍👍

  • @Shree_910
    @Shree_910 Před měsícem +159

    ଯେମିତି ଆପଣମାନେ ଘରେ ନଥିଲା ବେଳେ ତୁମ ମାନଙ୍କ ଆଲମାରୀ ଖୋଲିକି ତୁମ ସୁନା ଗଣତି ହବ ସେଇଟା କଣ ଆପଣ ମାନେ ସହିବେ...?? ଠିକ୍ ସେମିତି ମହାପ୍ରଭୁ ନାହାଁନ୍ତି କଣ ପାଇଁ ତାଙ୍କ ରତ୍ନ ଭଣ୍ଡାର ଖୋଲିଲ..??

    • @SujataRoyDailyVlogs
      @SujataRoyDailyVlogs Před měsícem +6

      Right

    • @JogeswarMajhi-lt7hj
      @JogeswarMajhi-lt7hj Před měsícem +18

      ସମସ୍ତ ଙ୍କ ର ଇଚ୍ଛା ରତ୍ନ ଭଣ୍ଡାର ଖୋଲୁ,,,କିନ୍ତୁ ଚୋର ଜେତକ ରହିଲେ ସେମାନଙ୍କୁ ତ କଷ୍ଟ ଲାଗିବ ନିଶ୍ଚୟ

    • @tusharbhoi57
      @tusharbhoi57 Před měsícem

      Right bhai​@@JogeswarMajhi-lt7hj

    • @SureshKar-wu5fm
      @SureshKar-wu5fm Před měsícem +3

      Security reason..

    • @sweetsamarpita22
      @sweetsamarpita22 Před měsícem +5

      ପ୍ରଭୁ ଙ୍କ ଆଜ୍ଞା ବିନା କେହି କିଛି କରି ପାରିବେନି ବୋଲି ଆପଣ ନିଜେ କୁହନ୍ତି କିନ୍ତୁ ଆଜି ଯଦି ସେଇ ପ୍ରଭୁଙ୍କ ଅଜ୍ଞା ରେ ସବୁ ଚାଲିଛି ତାହାଲେ ଏ ଭାବନା ମନ କୁ ଆସୁଛି କଣ ପାଇଁ 😢

  • @user-pn4rw2th8t
    @user-pn4rw2th8t Před měsícem

    Jay Jagannath 🙏🙏🌺🙏 🙏

  • @rohitbiswal7932
    @rohitbiswal7932 Před měsícem

    Pura right Bhai.

  • @hrudayaranjan8217
    @hrudayaranjan8217 Před měsícem +63

    ଏଇ ପରି କେତେ ଗାଲୁ ଙ୍କ ପାଇଁ ସବୁ ଭଲ କାମ ହେଇପାରୁନି ,ଗାଲୁଆ ପାଖରେ ଆଉ ଗୋଟେ ଗାଲୁଆ କୁ ପାଖରେ ରଖି କି ବାଇଟ ଦେଉଛି, ତା ଗାମଚ଼ା ଟା ବି କେମିତି ହେଉଛ ଦେଖରେ ଭାଇ😂😂😂😂😂

  • @user-nw8ue9pz1v
    @user-nw8ue9pz1v Před měsícem +11

    ଏ ଖୋଲିବାର କାରଣ ବାହୁଡା଼ ପୁର୍ବ ରୁ ଦୁଇଦିନ ବାହୁଡା ପାଇଁ ବନ୍ଦ ରହିବ ଆମେ ଯାହା ଲୁଟ କରିବା ଯେମିତି କାଶି ବିଶ୍ବନାଥରେ ହୋଇଥିଲା ବିଜେପି ଶରକାରକୁ ଆସିଲା କାଶି ବିଶ୍ୱନାଥ ରତ୍ନଭଣ୍ଡାର ଖୋଲାଗଲା କହିଲେ ଏଠି ଶୁନା ନାହିଁ ସବୁ ପିତଳ ପୁରିରେ ବି ସେୟାହେବ ଏ ହେଉଛି ମୋଦି ର ଚାଲ୍

    • @dilipkumarchoudhury4836
      @dilipkumarchoudhury4836 Před 28 dny

      ଵାଵୁ ରାଜନିତୀ ପାଇଁ ଅନ୍ୟ ଵ ହଉ କ୍ଷେତ୍ର ଅଛି।ଦୟାକରି ପ୍ରଭୂକାର୍ୟ୍ୟରେ ରାଜନିତୀ କରନି।ଏଠି ମୋଦୀ ର ଭୂମିକା କୋଉଠୁ ଆସିଲା?ତାପରେ ଯଦି ପ୍ରକୃତରେ କାଶି ସୁନାକଥା ଜାଣିଵାକୁ ଚାହୁଁଛ।ମୋଵାଇଲ ଛାଡି କ୍ଷେତ୍ରକୁ ଯାଅ ଓ ଵୁଝ ସତ କଣ?ଭାଣ୍ଡୁଆଙ୍କ କଥାରେ ଭାସି ଆଜି ଆମ ଦେଶ ଓ ଧର୍ମର ଇଏ ଅଵସ୍ଥା।🎉

  • @subhasmita4328
    @subhasmita4328 Před 28 dny

    You are absolutely right

  • @SunilPradhan-hy2fg
    @SunilPradhan-hy2fg Před měsícem

    Bhai thik kahila..

  • @LipuBaliarsingh
    @LipuBaliarsingh Před měsícem +13

    ରତ୍ନ ଭଣ୍ଡାର ଖୋଲା ଯାଉ ସବୁ ରତ୍ନ ସୁରକ୍ଷିତ ରେ ରହିବ ନହେଲେ ସବୁ ନଷ୍ଟ ହେଇ ଯିବ

  • @s_ksportszone
    @s_ksportszone Před měsícem +9

    ମନ୍ଦିର ର ମାଲିକ ନଥିଲେ କଣ ହବ ମାଲିକାଣି ବା ଅଛନ୍ତି 🙏🏻🙏🏻

  • @user-jg5tn2dv4r
    @user-jg5tn2dv4r Před 28 dny

    Thike kahila bhai

  • @PabitraBastia-wz4ew
    @PabitraBastia-wz4ew Před 28 dny

    Hau prabhu sabu tama ichha 😊😊 🕉 🙏

  • @user-vo8gb8wo8f
    @user-vo8gb8wo8f Před měsícem +11

    ବହୁତ ଗପ

  • @DrBhimraoambedkar277
    @DrBhimraoambedkar277 Před měsícem +36

    ମହା ପ୍ରସାଦ price କମ କର ,
    ବ୍ରାହ୍ମଣ ପୁରା ଭକ୍ତ ମାନଙ୍କୁ ଲୁଟୁ ଛନ୍ତି

    • @allinonetech6860
      @allinonetech6860 Před měsícem +2

      Sabu chora achhanti puri re

    • @tnanda1432
      @tnanda1432 Před měsícem

      ସୁଆର, ବେପାରୀମାେନ ମହାପ୍ରସାଦ ବିକ୍ରୀ କରନ୍ତି, ବ୍ରାହ୍ମଣ ନୁହେଁ,। ଡାଲି, ପରିବା ର ଦାମ ଜଣାଅଛି, ତମ ଦରମା ବ୍ରୁଦ୍ଧି ହଉଛି ତ

  • @AshokSahoo-yz7wx
    @AshokSahoo-yz7wx Před 29 dny

    Correct bhai .apana thik kahichhanti .

  • @SurendraKumar-tj3eu
    @SurendraKumar-tj3eu Před měsícem

    Right bhi jay jagannath

  • @SimaraniPradhan-jl7xh
    @SimaraniPradhan-jl7xh Před měsícem +22

    ପଛ ଲୋକର ଦାନ୍ତ ନାହିଁ କଥା କହିବାକୁ ଭାବୁଛି

    • @IshaChudimahal
      @IshaChudimahal Před měsícem

      Se basi. Kahuche😂😂😂😂😂😂😂

    • @manojkumarsamal.902
      @manojkumarsamal.902 Před 29 dny

      ଦାନ୍ତ ନାହିଁ, କହିବାକୁ ହମ ହମ ହେଉଛି। ଦାନ୍ତ ଥିଲେ ଆଉ କ'ଣ କରି ପକାନ୍ତା।

  • @VillOdiaVlog
    @VillOdiaVlog Před měsícem +28

    ଆରେ ମାଗିହା ତୋର ସୁନା ଅଳଙ୍କାର ଅଧିକ ଗପୁଛୁ

    • @madanmohansial3485
      @madanmohansial3485 Před měsícem

      Paglata

    • @SoulJourney-c2l
      @SoulJourney-c2l Před měsícem +1

      Bhai Aapana kie kana karanti janini..... but aapana maane emiti Bhasa prayog karanti kemiti?? Maa sabda mamata re bhara ..... thare chinta kale se bhasa aapana para ku dauchanti na Maa sabda ra maryada bhangu chanti

  • @shyamcharanmurmu2865
    @shyamcharanmurmu2865 Před měsícem

    Jay jagannath,,🙏🙏🙏

  • @user-nf1fx1vd8o
    @user-nf1fx1vd8o Před 25 dny

    jay jagannath ❤

  • @RAlok687
    @RAlok687 Před měsícem +33

    ରାଜାଘରେ ନାହାଁ ତିଠିକି ଅଛି ହେଲେ ରାଜାଙ୍କର ଆମେ ପରା ଛୁଆ ଅଛୁଆମେ କଣ ଆମ ଜଗାର ଆମ ବାପର ଜିନିସ କୁକଣ ନେଈ ଜିବୁ ତୁ କଣ କହୁଚୁ ଓଡିସାବାଲା କେତେ ରତ୍ନ ଦେଇଛ ତୁ କିଏ ବେସଳା🤫🤫🤫

    • @bishnupriyapanda6672
      @bishnupriyapanda6672 Před měsícem

      ଠିକ୍ କହିଛ ବାପା ର ସମ୍ପତି କୁ ପୁଅ ଚୋରି କରିବ ନାହିଁ

    • @mikku.subhashree_official4035
      @mikku.subhashree_official4035 Před měsícem +1

      Tame hue ta chori na kari para.... Hele 5ta finger 🤞 saman nuhanti vai.... Chora ready hei achhanti.... Au ratna vandar re ratna jaha achhi taku vagwan nku kehi dei nathile... Tenu loka nkara se jinisa upare nazar pakaiba kn darkar

    • @utkalgroupofcompany8398
      @utkalgroupofcompany8398 Před měsícem

      👍👍👍👍👍👍

  • @prananathpati9976
    @prananathpati9976 Před měsícem +9

    ହଇବେ ନିଶୁଆ ତୋ ନିଶ ପ୍ଲାସ୍ ରେ ଉପାଡ଼ି ଦେବି। ମରିବୁ ଶଳା।

  • @rajkishordeo1575
    @rajkishordeo1575 Před 29 dny

    Sata katha kahichonti apana maha prabhu nka ratna bhandar prabhu jaha karibe prabhu nka bina anumati re kaliba katha nuhae Jay jagannath prabhu🙏🙏🙏🙏🙏

  • @yazanmezaini783
    @yazanmezaini783 Před 25 dny

    Jay jay jaganath

  • @BhaktaMeher-kb9ws
    @BhaktaMeher-kb9ws Před měsícem +15

    ଯେହେତୁ ଆମ ଓଡ଼ିଶା ର ଠାକୁର ତେଣୁ ସମସ୍ତଙ୍କ ଜାଣିବା ଦରକାର୍ 🙏🏻🙏🏻🪷🪷🙏🏻 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🏻🪷🪷🙏🏻🙏🏻

  • @siu1986-yv5kp
    @siu1986-yv5kp Před měsícem +39

    #ତମକୁ କହିବାକୁ କିଏ କହିଲା. ତମେ କେତେ ସୁନା ଦେଇଥିଲ.

  • @amitashutosh4089
    @amitashutosh4089 Před měsícem

    Bilkul thik kathaaaaa

  • @DHDrawing7978
    @DHDrawing7978 Před měsícem +3

    Sir ଖୋଲିଲେ ତ ଜାଣିବୁ ନା ଆମ ଠାକୁରଙ୍କ ସମ୍ପତି ଠିକ୍ ଅଛି ନା ନାହିଁ?
    କଣ ଠାକୁରଙ୍କ କର୍ତ୍ତବ୍ୟ କେବଳ ଆମ ଯତ୍ନ ନେବା ?
    ଆମର ବି କର୍ତ୍ତବ୍ୟ ଆମ ପ୍ରଭୁଙ୍କୁ ସେବା କରିବା।
    କିଏ ଜାଣିଲା ଏ ସେବାୟତ, ପାଣ୍ଡୁ ଶାସନ ବେଳେ କଣ କଣ କରିସନ୍ତି???

  • @Mantu.28
    @Mantu.28 Před měsícem +3

    ପଛ ରେ ଥିବା କଳା ଲୋକ ବହୁତ୍ କିଛି ଜାଣିଚି

  • @ilukumar579
    @ilukumar579 Před 28 dny

    Jay Jagannath ❤️❤️❤️❤️❤️❤️❤️❤️

  • @Jatin-vi5ku
    @Jatin-vi5ku Před měsícem

    Thik kahicha uncle❤️

  • @vikram1560
    @vikram1560 Před měsícem +31

    ୟେ ବ୍ୟକ୍ତି ଅଯଥା ଖାଲି ଗପ ଶୁଣଉଛି
    ସାଢ଼େ ଚାରି କୋଟି ଓଡ଼ିଆ ବାହାରେ ଇଏ

  • @itsbikram24
    @itsbikram24 Před měsícem +16

    ମନ୍ଦିର ମରାମତି କେମିତି ହେବ । ରତ୍ନ ଭଣ୍ଡାର ଖୋଲିଲେ ଅସୁବିଧା କଣ ରହିଛି ରତ୍ନ ସବୁ ଠିକ୍ ଅଛି କିନାହିଁ ମନ୍ଦିର ର ସ୍ଥିତି ଠିକ୍ ଅଛି କି ନାହିଁ ମରାମତି ଦରକାର ସେ ସବୁ ଖୋଲିଲେ ଜଣାପଡିବ ନା ବାହାରୁ ସବୁ ଜଣା ପଡ଼ିବ । କିଛି ଲୋକ ଚାହୁଁଛନ୍ତି ରତ୍ନଭଣ୍ଡାର ଖୋଲା ନ ଯାଉ କି ରତ୍ନଭଣ୍ଡାର ମରାମତି ନ ହେଉ । ଆମେ ଚାହୁଁ ପ୍ରଭୁଙ୍କ ମନ୍ଦିର ଏବଂ ତାଙ୍କ ସମ୍ପତି ସବୁବେଳେ ସୁରକ୍ଷିତ ରହୁ । ସୁରକ୍ଷିତ ରହିବା ପାଇଁ ଯାହା କରିବାକୁ ପଡ଼ିବ ତାହା କରିବାକୁ ସମସ୍ତେ ପ୍ରସ୍ତୁତ । ଶ୍ରୀମନ୍ଦିର ଏମିତି ହଜାର ହଜାର ବର୍ଷ ରହିଥାଉ।ପ୍ରଭୁ ଙ୍କ ଦର୍ଶନ ଏମିତି ଭକ୍ତ କରୁଥାଆନ୍ତୁ । ଜୟ ଜଗନ୍ନାଥ 🙏

    • @kamalthakur1132
      @kamalthakur1132 Před měsícem

      Agayn apan kemiti janile surakhita nahi boli andho tv dekhiki kahuchho bodhe

    • @itsbikram24
      @itsbikram24 Před měsícem

      @@kamalthakur1132 ଆପଣ କେମିତି ଜାଣିଲେ ସମ୍ପୂର୍ଣ ସୁରକ୍ଷିତ ଅଛି । Asi ରିପୋର୍ଟ କଣ ଦେଇଛନ୍ତି ସତ୍ୟ ପାଠ ଓଡ଼ିଶା ଉଚ୍ଚନ୍ୟାୟାଳୟ ଦେଖନ୍ତୁ ।