ରୋଷ୍ଟର୍ ଙ୍କୁ ପ୍ରଯୋଜକ ଙ୍କ ଧମକ ପୂର୍ଣ୍ଣ ବାର୍ତ୍ତା - Salam Bhubaneswar ||

Sdílet
Vložit
  • čas přidán 28. 08. 2024

Komentáře • 263

  • @manashnayak2794
    @manashnayak2794 Před měsícem +63

    ମାଗିହା ସବୁ ହଲ ଆଳୁ ଗୋଦାମ ହେଇ ଗଲାଣି ବାଳ ତୁମର ଓଡ଼ିଆ ମୁଭି ଚାଲିବ

  • @SarojKumar-pv5uf
    @SarojKumar-pv5uf Před měsícem +39

    ଓଡ଼ିଆ ସିନେମା ଜଉ ପ୍ରକାର କରୁଛ ତମେ ଦର୍ଶକ ସବୁ ହଗିବେ ତମ ସିନେମା ଉପରେ

  • @RajeshKumar-dg1cw
    @RajeshKumar-dg1cw Před měsícem +54

    To Paisa budila lo mausa😂

  • @tomdaddy123
    @tomdaddy123 Před měsícem +34

    Mobile re shooting salam bhubaneswar😂😂😂

  • @user-wx6xf5ge8p
    @user-wx6xf5ge8p Před měsícem +12

    ସବୁ ହଲ୍ ପିଆଜ ରସୁଣ ଅଦା ଆଳୁ ଗୋଦାମ ହେଲାଣି ଏମାନଙ୍କର ଫୁଟାଣି ଯାଉନି .

  • @hemantakumarsrichandan1181
    @hemantakumarsrichandan1181 Před měsícem +13

    ଆରେ ଶଳା ନିଜକୁ ପ୍ରଡ୍ୟୁସର କହୁଛ ଲାଜ ଲାଗୁନି ଆଜିକା ଦିନରେ ଓଡିଆ ସିନେମା କେହି ଦେଖୁ ନାହାଁନ୍ତି ସିନେମା ହଲ୍ ସବୁ କଲ୍ୟାଣ ମଣ୍ଡପ ଆଉ ଆଳୁ ଗୋଦାମ ହେଇଗଲାଣି ତମ ମୁହଁରେ କୁକୁର ମୁତୁନି
    ଓଡିଆ ସିନେମା କରୁଛ ବୋଲି କହୁଛ,

  • @IASaspairant
    @IASaspairant Před měsícem +27

    Film ଟା କେମିତି ହେଇଥିବ ସେଇଟା trailure ରୁ ଜଣା ଯାଏ , som ଯାହା ବି କହିଛି ଠିକ୍ କହିଛି , ମୁଁ ବି trailer ଦେଖିଛି କହୁଛି ବାଳ ଭଳିଆ ହେଇଛି , ଶସ୍ତା ବଜେଟରେ ତିଆରି ହେଇଛି ଆଉ ଶଳା Hero ତ ଯାହା ଦେଖା ଯାଉଛି , ବାଳ ଭଳିଆ film ତିଆରି କରୁଛ ବୋଲି ଲୋକ ଦେଖୁ ନାହାଁନ୍ତି ସେଥିପାଇଁ ଆଉ ଔଷଧ ନ ପାଇ ତାଟିଆ କାମୁଡିବା ଭଳି କଥା ଏଇଟା , film ଭଲ ହେଇନି ମାନେ ଛାତି ଖୋଲି କି କହିବ ଭଲ ହେଇନି , କାରଣ ଦେଖିଲା ବେଳ କୁ ପଇସା ଦେଇ ଦେଖିବ ନା ମାଗଣା ଥୋଡ଼ି ଦେଖିବ , ଆଉ film ବାଗ ହେଇ ନ ଥିବ କଣ ନା ପରିଶ୍ରମ କରିଛନ୍ତି ବୋଲି ଭଲ ଜବରଦସ୍ତି କହିବ ???? ସତ କଥା ବାଳ ଭଳିଆ ଫିଲ୍ମ ତିଆରି କରୁଛନ୍ତି ସେଥିପାଇଁ ଲୋକ ଦେଖୁ ନାହାଁନ୍ତି , ଗାଣ୍ଡୀ ରେ ଦମ୍ ଅଛି - RRR , Salar , KGF , Bahubali , Kalki 2898 ଏହି ଭଳି film ବନା ଅ , ତା ପରେ ଲୋକ ଦେଖିବେ କି ନାଇଁ

  • @PritamKumarSahu-mo7dm
    @PritamKumarSahu-mo7dm Před měsícem +23

    Ollywood king Anubhav bhai, babushan bhai and arindam bhai ❤️💪🏻👑

  • @973nayak
    @973nayak Před měsícem +11

    ମଉସା ତମ ଘର ମଳିପଡ଼ା ର..... ସେଇ ଗାଁ ଟି ମୁଁ ଜାଣିଛି ଭଲ ସେ 😂🙏🏻

  • @babulguru1297
    @babulguru1297 Před měsícem +13

    Apankan gandi re dum achi ki Anuvab Mohanty ku nei gote film karantu ame janibu😅😅

  • @dillippanda2603
    @dillippanda2603 Před měsícem +22

    ଭାଇ ଶେ ଶଳାକୁ ଘରୁ ଗୋଶାଡି ବଡା

    • @abhisekhota1994
      @abhisekhota1994 Před měsícem +2

      Sabu tadi pakeiba...

    • @Beautifulnture-et2bk
      @Beautifulnture-et2bk Před měsícem

      Banda Chodipuaa Chodiii Pakaaiba Jou Bala Pelaa Flim Taah Kukura Bhi Mutibeni 😂😂😂😂😂😂😂😂😂😂😂😂😂😂😂Jou Banda Odia Flim Taaha Thuuuu.
      Kukura Bhi Mutibeni Maghiaaa

    • @WerewolfWerewolf-bn7jy
      @WerewolfWerewolf-bn7jy Před měsícem

      Band movie banaucha je lok Wa wa karibe 😂

  • @biswaranjanbehera7692
    @biswaranjanbehera7692 Před měsícem +10

    Tmra jou cheap quality making trailer dekhi jana paduchi gun mariba belaku gun ru tal phataka light baharuchi😅😅😅 , police station laguchi cartoon re making heichi au last ku missile scene dekhi laguchi emiti cheap making na kahiba vala kahile saribani so ame dekhiki tanka barbaad karibaku chahunu

  • @RAKESH__DRIVER
    @RAKESH__DRIVER Před měsícem +11

    ଭାଇ ଦେଖ ତମତମ ଭିତରେ ମାଡ଼ ହୁଅ ଖାଲି ଭାଷଣ ଦେଉଛନା କାମରେ ବି ଦେଖାଅ

  • @krishnaentertainment5874
    @krishnaentertainment5874 Před měsícem +11

    Mate kani ଲାଗୁନି ମଉସା ତୁମେ ଗୋଟେ producer ବୋଲି 😂😂😂

  • @PritamKumarSahu-mo7dm
    @PritamKumarSahu-mo7dm Před měsícem +10

    Film pura flop heba

  • @PritamKumarSahu-mo7dm
    @PritamKumarSahu-mo7dm Před měsícem +8

    Anubhav bhai, babushan bhai and arindam bhai nahele film chalibani

  • @Bhutu_BaHa_Creation
    @Bhutu_BaHa_Creation Před měsícem +6

    Amey dekhi buni... Film agoru Ete Gorba

  • @Fishing.sk6
    @Fishing.sk6 Před 20 dny +1

    ଵାୟାଵାଣ୍ଡା ବୁଡା କୁ ଭକୁଆଵାଣ୍ଡା ହିରୋ 😂😂😂😂

  • @973nayak
    @973nayak Před měsícem +3

    ଜମିବିକା ଟଙ୍କା ଆଉ କ୍ରସରର ଟଙ୍କା ଯେତେ ଆସିଲେ ବି ସରିବନି ମଉସା ତମେ ପାର୍ଟି 2 କଣ ରଙ୍ଗଟନ ଭଳିଆ ଫିଲ୍ମ କର 😂😂😂😂😂

  • @RaghavNayak-tj5jx
    @RaghavNayak-tj5jx Před měsícem +1

    ତମ ଫିଲ୍ମ ରେ ଦମ ନାଇଁ ରେ ମଉସା ପୁରା ଫ୍ଲୋପ ହବ ମାନେ ରଖିଥା 🤣🤣😂😂🤣

  • @dillipkumarsahoo1133
    @dillipkumarsahoo1133 Před měsícem +1

    କଳା ଧନ, ହାରାମି ପଇସା ରଖି, ସିନେମା ତିଆରି କରି,😭ଏତେ ଆତ୍ମ ଗର୍ବ ବଢ଼ି ଯାଇଛି ଯେ, ପାଟି ରୁ ଭାଷା ବାହାରୁଚି,👎😭 ଲାଗୁଚି ଇଏବି ବହୁତ କାନ୍ଦିବ,😭 ସିନେମା ରିଲିଜ୍ ହେଉ😭ଗାମୁଛା ଛୋଟ ପଡ଼ି ଯିବ ଲୁହ ପୋଛିବା ପାଇଁ 😭😭 ଯଦି ଝାଳ ବୁହା ଧନ ଲାଗିଥିବ 😭👎🤪😂🤣

  • @PritamKumarSahu-mo7dm
    @PritamKumarSahu-mo7dm Před měsícem +12

    Mo banda hero rajveer

  • @lipanpadhan143
    @lipanpadhan143 Před měsícem +1

    ୟାକୁ ନନ୍ଦନକାନନ ରେ ଛାଡି ଦିଅ _ plz 😂

  • @tukunabehera8932
    @tukunabehera8932 Před měsícem

    ଏମାନେ ବାଳ ଫିଲ୍ମ ସୁଟଟିଙ୍ଗ କରୁଛନ୍ତି ସବୁ କପି ଫିଲ୍ମ କରୁଛନ୍ତି ଯୁଗ ଥିଲା ଓଡ଼ିଆ ଫିଲ୍ମ ଚାଲୁ ଥିଲା ଏବେ ଆଉ ନାହିଁରେ ପୁଅ

  • @KANHAyt-gb6mf
    @KANHAyt-gb6mf Před měsícem +1

    ବୁଝିଲ ଜେଜେ ତୁମ ପଇସା ବୁଡିଲା ଅଧିକ ଟେନ୍ସନ୍ ହୁଅନି ଘରେ ଯାଇ ହରିନାମ ଜପ କର 😄

  • @deepakswain391
    @deepakswain391 Před měsícem +19

    ବାଳ ଜଣା ଅଛି କହି ଯିବେନି

  • @sekharrouta9908
    @sekharrouta9908 Před měsícem +1

    Balo ki confidence be😂

  • @SATYABADI786
    @SATYABADI786 Před měsícem

    ହଁ ବାଳ ଜିଏ ୫୦୦ କୋଟି ଖର୍ଚ କରିଛି ଶଳାଟି ପାଗଳ !ତମେ ଶଳେ ୫୦ ଲଖ୍ୟରେ କରିକି ଭାବୁଛ ନିଜେ ନିଜେ ଗୋଟେ ଗୋଟେ ହଲିଉଡ୍ ଫେରାନ୍ତା ଆଉ ! ତମ ମୁଁହକୁ ଶଳା ଲାଜ ଅଛି ! ରୋସ୍ଟରକୁ ଧମକାଉଛ ତାଙ୍କ ଠାରୁ ଆହିରି କେତେ ରୋସ୍ଟର ବାହାରିବେ ତମ ପଛ ଫାଟି ଚିତ୍କାର କରିବରେ ପୁଅ

  • @AshishMishra-ok4jz
    @AshishMishra-ok4jz Před 2 dny

    This kind of videos gets more view and monetized than the movie😅

  • @mesmerizeart663
    @mesmerizeart663 Před měsícem

    ଗାଣ୍ଡି ରୁ ଯଦି ଦମ ବାହାରୁଥାନ୍ତା ଲୋକ ଚଉପଦି ଧରି ଦହିବରା ବାଲା ପାଖରେ କାହିଁକି ଠିଆ ହୁଅନ୍ତେ। ଓଡିଶା ପିଲା ମେଜୋରିଟି ପିଲା ବାହାରେ ସେଟେଲ, ଯିଏ ରହିଲେ ଏଠି ସେ କେହି ଓଡିଆ ଦେଖିବାକୁ ପସନ୍ଦ କରନ୍ତିନି, ଏମିତିକି ତମେ ବନ୍ଧା ଛନ୍ଧା ପଡି ଲୋନ କରି, କପି ନକରି ଫିଲ୍ମ କଲେ ବି କେହି ଦେଖିବେନି, ଓଡିଆ ପିଲା ବଲିଉଡ ଛାଡି ହଲିଉଡ ମାରିଲେଣି ଇଏ ଓଡିଆ ସିନେମା କରୁଛନ୍ତି😂

  • @gulu-67954
    @gulu-67954 Před měsícem

    ଫିଲ୍ମ ରିଲିଜ୍ ହେଇନି ୨ ପାର୍ଟ ସୁଟିଙ୍ଗ, ଲୋକ ଫିଲ୍ମ ଦେଖୁନ୍ତ୍ତୁ ଓ ଲୋକଙ୍କୁ ପସନ୍ଦ ଲାଗିଲେ ୨ ନମ୍ବର ପାର୍ଟ ସୁଟିଙ୍ଗ କରିବା , ନିଜେ ମତ ନିଜେ ନେଇ ଯାଉଛ ଫିଲ୍ମ ସୁପର ହିଟ୍ ଛି କି ଲଜ୍ଜ୍ଯା 😂😂😂

  • @prashantkumarnayak799
    @prashantkumarnayak799 Před měsícem

    ଆରେ ମାଗିଆ କାଇଁ ବେସି ଛୋଡିହେଉଚୁ ମାଙ୍କଡ ବସିଚି ଡାଳରେ ଓଡ଼ିଶାର ଯେତେ ଅଛନ୍ତି ଦର୍ଶକ ତାଙ୍କ ବାଳରେ ତମ ଓଡ଼ିଆ ଫିଲ୍ମ କୁ ମୋ କୁକୁର ଗେହୁଁ 😜😜😄😄

  • @satyabhusanharichandan7417
    @satyabhusanharichandan7417 Před měsícem

    Right good Jawab

  • @sks-entertainment1951
    @sks-entertainment1951 Před měsícem +2

    Action film kohile anubhav, arindam ku bujhai aau aai je morkoto muha hero ku nai movie korile movie pura blockbuster hebo 😂😂😂

  • @srikanta671
    @srikanta671 Před měsícem

    କୁକୁର ଦେଖିବ ନାହିଁ ତ ଫିଲ୍ମ flop haba
    କେହି ଯିବେ ନାହିଁ

  • @gobindabindhani8797
    @gobindabindhani8797 Před měsícem

    ଇଲୋ ବପା ଲ କି ପୁଟାଣି ତୁ ଫିଲିମ କରିବଦରକାରନାଇ ତୁ ଜା ଲୋକ ଙ୍କ ଲଟିନି ବାଥୁରୁମ ସଫା କରିବୁଜା 😂

  • @iliiinakula5339
    @iliiinakula5339 Před měsícem +2

    Jou ta film banaucha ,,,,,,😂😂😂😂

  • @debd7630
    @debd7630 Před měsícem

    ମା ଗିହା ପେଳ ଜାଣିଚି ୟେ । ଶଳା କାଇଁ ଇଗୁଡ଼ା ଙ୍କୁ ଡାକୁଛ

  • @bijayapppradhan4563
    @bijayapppradhan4563 Před měsícem

    ଓଡ଼ିଆ ହଲ ଅଛି। କୋଉ ବାଳ କୁ ଗପ। କପି କରି ବାଳ ଫିଲ୍ମି କରୁଛ ଆଉ ବାହାଦୁରି ମାରୁଛ। ଚାଲ ହଟ

  • @Kalandicharansahoo-pz6gj
    @Kalandicharansahoo-pz6gj Před měsícem

    God bless you all

  • @abinashmanasingh9447
    @abinashmanasingh9447 Před měsícem

    ଜୋଉ ବାଳ ଫିଲିମ କରୁଚ ସେଥିରେ ଫୁଟାଣି ପ୍ରବଳ

  • @pdlite4101
    @pdlite4101 Před měsícem

    ଏ ଭଳିଆ ଅସଭ୍ୟଙ୍କ ପାଇଁ ଓଡ଼ିଆ ସିନେ ଅପମାନିତ।

  • @chiku..lookme2989
    @chiku..lookme2989 Před měsícem +1

    Bala na action movie...khrap lagiba katha salanku action movie karucha...se bhai kahichi thik kahichi

  • @CreationOdia1234
    @CreationOdia1234 Před měsícem +1

    ତୁମ ତୁମ ଭିତରେ କଳି ଲାଗିଲେ ଯାହା ଫିଲ୍ମ ଦେଖୁଥିଲେ ଲୋକ ଆଉ ଫିଲ୍ମ ହଲ୍ ମାଟି ମାଡ଼ିବେ ନାହିଁ 😂😂😂😂😂 ବାପ କି ଗରମ୍ 😂😂😂😂 ବୁଢ଼ା ଭାରି ତାଉ ଖାଉଛି😂😂😂😂😂

    • @harekrushnabehera3138
      @harekrushnabehera3138 Před měsícem

      ବୟସ ହେଲାଣି ହେଲେ ରାଗ ପଞ୍ଚମକୁ ଉଠିଯାଉଛି ।

  • @sameermallick2104
    @sameermallick2104 Před měsícem +1

    ମଉସା ବ୍ଲଡ଼ ପ୍ରେସର୍ ବଢି ଯିବ 😂

  • @gunanidhibehera9648
    @gunanidhibehera9648 Před měsícem

    ଓଡ଼ିଆ ରେ ତୁ ଗୋଟେ କମେଡି ।ତୋ ର କମେଡି ଦେଖି ମୁଁ ତୋତେ ଭାରତୀୟ ମୁଦ୍ରା 1 ଟଙ୍କା 25ପଇସା ପୁର ସ୍କାର ଦେବି 25 ପଇସା ନ ମିଳି ବାରୁ ଆଉ 1 ଟଙ୍କା ଦେଇ ଦେବି ଟିକେ ତୁମର ସିଂଘାଣି ପୋଛି ଦିଅ ଆଉ କାନ୍ଦ ନାହିଁ ।ମୁ ତୁମର ଗଣ୍ଡିମାରା ଦର୍ଷକ।

  • @santalispecial7365
    @santalispecial7365 Před měsícem

    Tomo film tharu chandan biswal nko comedy dher guno bholo balo producer😂😂😂😂😂😂😂

  • @nunahansdahofficial6423
    @nunahansdahofficial6423 Před měsícem

    ସୋମ ଭାଈ, ଯଦି ଏହି ଵିଡିଓ ର comment ପଢୁଛ ଏହି ଶଳା ପ୍ରୋଜଜକ କୁ ଆଉ ଥରେ ଭଲ କି ଗାଣ୍ଡି ଫଟା roast କର୍.... ମାଗିହା ର ଏତେ ଅହଂକାର

  • @harekrushnabehera3138
    @harekrushnabehera3138 Před měsícem

    Cool ,control ଏଇ Attitude ରୁ ହିଁ Filmର ମର୍ଯ୍ୟାଦା.......ଷ୍ଟ ହେଉଛି ।

  • @pabhi1825
    @pabhi1825 Před měsícem +1

    ଚଷମା ଟିକେ କାଡ଼ ମଉସା

  • @MadhusudanSamantaray
    @MadhusudanSamantaray Před měsícem

    ଆବେ ଚୁପକର ତୋ ଦାନ୍ତ ମୋତେ ଟୋଟଲ ଭଲ ଲାଗୁନି ଫାଷ୍ଟ 🪥 କର
    ତା ପରେ କହିବୁ

  • @IRONFIST1580
    @IRONFIST1580 Před měsícem +1

    Ea producer na Gunda??

  • @d.fashion2500
    @d.fashion2500 Před měsícem +3

    ମଉସା ତମ ଫୋନରେ କେତେଟା କେମେରା କି ?

  • @user-xt6rj4rk8c
    @user-xt6rj4rk8c Před měsícem

    ଏମାନେ ଫିଲ୍ମ ନାରେ ଯୁବ ଅଭିନେତ୍ରୀ ଙ୍କୁ ଅଭିନେତା ଙ୍କୁ ସୁଷଣ କରୁଛନ୍ତି ଫିଲ୍ମ କରିବ ତ ପୁଅ ମୋର ଭେଳାଶଙ୍କର ଫିଲ୍ମ କରିକି ଦେଖାଅ ସେ କଣ ଟା ଭୁଲ କହିଛି ପାଟ -1,2,3,4 କରିବ ତମ --ର ଓକାତ ନାହିଁ ତମେ ତା ନାଁରେ କଣ କହୁଛ ସେମାନଙ୍କ କାମ ୟୁଟୁବ ରେ ରୋଷ୍ଟ କରବେ ତମେ ଭଲ ଫିଲ୍ମ କରକି ଦେଖାଅ ସେମାନେ ରୋଷ୍ଟିଙ୍ଗି କରିବା ଛlଡ଼ିଦେବେ ବେଶୀ ରାଗଲେ BP ବଡିବ ହାଟଚୁକୁ ହେଇଯିବ 🙏🙏🙏

  • @user-cu1wd4zb9e
    @user-cu1wd4zb9e Před měsícem +1

    Tama film mo bala film ta tama gaNdire ete dum jie thik kahila taku dhaMakoucha

  • @user-gr9su2jo7g
    @user-gr9su2jo7g Před měsícem +1

    କି ଓଡ଼ିଆ ସିନେମା କୁକୁର ପାଚାରି ବନି😂😂😂😂

  • @prakashmallik99
    @prakashmallik99 Před měsícem

    ମଉସା ବୋଧ ହୁଏ ଜାଣିନି ଫିଲ୍ମ୍ ଦେଖିବା ବଲା ହେଲେ ଦର୍ଶକ ତମେ ତ ଖାଲି କପି ସିନେମା ବନେଇବ ସେଇଥିରେ ଏତେ ଫୁଟାଣି।

  • @goodlypriticreations2110
    @goodlypriticreations2110 Před měsícem

    Kan bala ta emiti tadi pakaucha....
    Odisha picture lop pai galani....
    Kintu futani...jaunahi😂😂😂

  • @satyajitswain6994
    @satyajitswain6994 Před měsícem +2

    Jouta Banda film karuchha tame loka kn pain dekhu nahanti

  • @Roolleexx
    @Roolleexx Před měsícem

    ତମ ଫିଲ୍ମ ଦେଖିବାକୁ କେହି ଯିବେନି

  • @indramanipatra43
    @indramanipatra43 Před měsícem

    Paisa barbaad hela mausa ra 😂

  • @akashkumbhar8981
    @akashkumbhar8981 Před měsícem

    Film Part 1 and Part 2 kebe eka sange release ki shoot kale film kebe b chaliba nahi....

  • @rakeshchaini6681
    @rakeshchaini6681 Před měsícem

    Producer sir nku tike bujhao aga first part hit hele 2 nd part katha bhabanti mula ru movie hot hauchi ki flop hauchi jana nahi Khali speech bada bada teaser dekhi laguchi flop movie of the year 😂

  • @SusantaMishra-gp4gb
    @SusantaMishra-gp4gb Před měsícem

    Gote banda hero Rajveer 😂😂

  • @RJRajSekhar07
    @RJRajSekhar07 Před měsícem

    ସୁର ମଉସା part 2

  • @susantahembrum631
    @susantahembrum631 Před měsícem

    Tamo film super floop heba conform 😂

  • @babupradhan2607
    @babupradhan2607 Před měsícem

    1:34 1:36 1:37 😂

  • @agfsameer9068
    @agfsameer9068 Před měsícem +1

    Bhai ei bhalia news dekhani bhala laguni

  • @mukeshmohanta7052
    @mukeshmohanta7052 Před měsícem

    ହଉରେ ଲୋକେ teaser ଦେଖିକି ହିଁ ଜାଣନ୍ତି film କେମିତି ହେଇଛି । ଜଣା ପଡୁଛି film କେମିତି ହେଇଛି । ୧୦ ଟଙ୍କା ticket kara ସମସ୍ତେ ଯିବେ

  • @jitendrasha3096
    @jitendrasha3096 Před měsícem

    Mobile ta bandd hele bhala huaanta ,jou mane odia film babadare kharap comment karuchanti demananku laja lagiba katha,odia loka hoi odia film babadare kharap coment karucha.

  • @smarakranjan8710
    @smarakranjan8710 Před měsícem

    Producer ta lallua bodhe 😂😂

  • @user-rw9ni4jp3h
    @user-rw9ni4jp3h Před měsícem

    Ma ghia bahuta saluchu to jhia Ku gehibi to maipa ku gehibi

  • @badalsangramsingh174
    @badalsangramsingh174 Před měsícem

    ହଇରେ ବୋକା ଚୋଦା ତୋ flim ଛଡ଼ା flim ଯାଇକି ଆଲବମ୍ ରୁ କିଛି ଶିଖେ mg

  • @devraj3827
    @devraj3827 Před měsícem +1

    Kiye be tu......Khali Gandi Gandi Gandi😅😅😅

  • @santoshbehera606
    @santoshbehera606 Před měsícem

    ଚାଲ ଭାଇ କେହି ଓଡ଼ିଆ ଫିଲ୍ମ ଦେଖି ନାହିଁ, ଇଆ ଗାଣ୍ଡୀ ରେ କେତେ ଦମ୍ ଅଛି ଦେଖିବା । Boycott Odia cinema

  • @funnyvideo-uq7vw
    @funnyvideo-uq7vw Před měsícem

    Action king only arindam dada 🔥

  • @amarcreation0655
    @amarcreation0655 Před měsícem

    ତମେ ଯୋଉ ବାଣ୍ଡ move କରିଥିବ ଜଣା ଅଛି ତା ଠାରୁ ଓଡ଼ିଆ ଧାରାବାହିକ କେତେ ଗୁଣ ଭଲ 😄😄😄କାହିଁକି ଛୋଡ଼ିଛଉଛୁ 😄😄😄

  • @sushantkumarchhatei7723
    @sushantkumarchhatei7723 Před měsícem

    ଯଦି ଦମ ଅଛି ତେଲଗୁ ହିରୋ ହିରୋଇନି ଆଣିକି ମୁଭି କର. ଶଳା ମୁଭି flob ହବ ସେଥିପାଇଁ ତାଟିଆ କାମ୍ବୁଡୁଛି. ତମମାନଙ୍କୁ ଖାଲି ପଚା ଅଣ୍ଡା ମାଡ ଦରକାର.

  • @biswajitpanda9014
    @biswajitpanda9014 Před měsícem

    Part 1 gote thila ki? 😂

  • @cricketking2894
    @cricketking2894 Před měsícem

    Rajveer gote Bala hero, tu bi gote Bala producer

  • @mnsdzr1199
    @mnsdzr1199 Před měsícem +1

    3 4 ta film ra hero hall release movie na telefilm ba .

  • @sekharnaik7445
    @sekharnaik7445 Před měsícem

    coment ରୁ ଜଣାପଡୁଛି ଯେଉଁମାନେ ବି ଓଡ଼ିଆ movie ବନାଉଛ୍ହନ୍ତି ଓଡ଼ିଆରେ ନ୍ କରି ତାକୁ ତେଲଗୁ ତାମିଲ ଇଂଲିଶରେ ବନାନ୍ତୁ ଦେଖିବା ସେଇ movie supehit ହେବ

  • @chinmayBiswal-c1y
    @chinmayBiswal-c1y Před měsícem

    Banda producer
    Kete jhia nku gei lunni
    Andha
    4 akhia chup

  • @sushantakumarpatra8697
    @sushantakumarpatra8697 Před měsícem

    ବେ volume କମ୍ କର୍ ,,,,,😮😮😮😮

  • @LipunaNayak-dv7ll
    @LipunaNayak-dv7ll Před měsícem

    Kaha Peta Patana Au Carrier Lagichi Film Na Dekhi Kichhi Nakahiba Bhala Janata Mantabya Debe

  • @YourEntertainer123z5c
    @YourEntertainer123z5c Před měsícem

    🔥 seen rakha 4 5 ta hall full haejibaa 😅😅😅

  • @rcstatusvideo4074
    @rcstatusvideo4074 Před měsícem

    ତମ ସିନେମା ତମେ ଦେଖ ଆମେ ଦେଖିବାକୁ ଯିବୁନି 😂😂

  • @oyeitsrkvlogs5379
    @oyeitsrkvlogs5379 Před měsícem

    Tume dekhi ba odia film 😅😅😅😅😅😅😅

  • @bibhuprasadcreation2512
    @bibhuprasadcreation2512 Před měsícem

    Welcome Bhai ,,, don't angry,,,,,go ahead,,who is he,,?

  • @TrueWorldsMotivation
    @TrueWorldsMotivation Před měsícem

    Teaser vala baneilani samaste vala kahi thante.a lokoti katha barta thik re janini,pintu nanda sir ku kahuchi ,se nada marigala.ki sanman dauchi a loko ,aa film dekhiba katha nuha.

  • @jasu7857
    @jasu7857 Před měsícem

    Ye gote producer 😮😮
    Fight scene karidele action film kuha jaeni mousa... Hero ra look, style, walk, dialogue, body language re hi action dekha jae...Agastya film thare dekhi daba mousa...au Tama hero ra muha gote budhi chheli valia dekha jauchi...
    Tama film ra jadi dum achi, tahele release pare public janijibe...tame media re asiki kharap language kahiba kan darkar ?

  • @luduvlogs962
    @luduvlogs962 Před měsícem

    Tu budha pela khaibu😅

  • @shreechoudhury7205
    @shreechoudhury7205 Před měsícem

    Jou mane 500cr invest karuchanti, semane emiti haunathibe.. 😅
    Ae mane odia film ku kharap karuchanti.

  • @SusantaMishra-gp4gb
    @SusantaMishra-gp4gb Před měsícem

    Odisha you tuber achi semanku van kara

  • @user-cj8po8ij2p
    @user-cj8po8ij2p Před měsícem

    ଫିଲ୍ମ ନ ଚାଲିଲେ ତୁ ପାଣ୍ଡିଆନ ଭଳିଆ ନାଣ୍ଡା ହେଇକି ତାମିଲ ନାଡୁ ଯିବୁ ରେ କହୁନୁ 😂😂😂😂😂 ଚିଲାନି ରେ ଗଳା ଫାଟିଯିବ ଭେଲିଆନ ବି ଏତିକି ଦାଇଲକ୍ ମାରିନଥିବ ଏ ବୁଢା ଯେତିକି ଚିଲାଉଛି 😂😂😂😂

  • @AshishKumar-sz7gj
    @AshishKumar-sz7gj Před měsícem

    Balck money ku white karuchanti au kichh nahi

  • @balajiart6538
    @balajiart6538 Před měsícem

    Odia movie kie dekhu6i

  • @Beautifulnture-et2bk
    @Beautifulnture-et2bk Před měsícem

    Pela Odia Flim Slaam Bandaa Bhubaneswar 😂😂😂😂 Upcoming Diasterrrrr 😂😂😂😂😂Mausaa Osadha Raga Re Tatia Kamudichiii budhaa Tohh Paisaa budilaa Jaane Jou bala Flimm 😂😂😂😂😂😂😂😂😂😂sandha Bhi hagibani Thuuuu My Foot Aaaah Thuuu 😂

  • @prakashkumarjena.babusan.n3760

    ବାଳ ହେଇଚି 😂😂

  • @PN_Storage
    @PN_Storage Před měsícem

    Salam to maikina bia