ପୁଅ ଦିଲ୍ଲୀରେ ଅଛି, ରାସନକାର୍ଡ କଟିବ ନା ରହିବ ? || Ration Card e-KYC Odisha || Odisha Reporter

Sdílet
Vložit
  • čas přidán 13. 09. 2024

Komentáře • 1K

  • @santoshkumarmishra2620
    @santoshkumarmishra2620 Před 15 dny +489

    ମୂର୍ଖ ଓ ଅଯୋଗ୍ଯ ଲୋକ ମନ୍ତ୍ରୀ ପଦ ପାଇଲେ ଏପରି ନିଷ୍ପତ୍ତି ନିଅନ୍ତି. ଏ ବାବଦରେ ବିରାଟ ଜନ ଆନ୍ଦୋଳନ ହେବା ନିହାତି ଦରକାର. ଲୋକେ ଆଇନ୍ କୁ ହାତକୁ ନେବାପାଇଁ ବାଧ୍ଯ ହେବେ. ସରକାର ଏ ବାବଦରେ ନିୟମ ବଦଳେଇଦିଅନ୍ତୁ.

    • @skbehera9510
      @skbehera9510 Před 15 dny +37

      Tume kahiba katha jemit luti khauthle bjd semit chalu

    • @mangulicharanjena7380
      @mangulicharanjena7380 Před 15 dny +7

      Jay shree ram

    • @Shibu9437
      @Shibu9437 Před 15 dny +8

      ତୁ ଭାରି ପାଠୁଆ ଯୋଗ୍ୟ ପୁତ୍ର ଟା.... ତୁ ମୁଖ୍ୟ ମନ୍ତ୍ରୀ ହେଲୁଣି ଅଲାଯୁକ

    • @katikamhansda2617
      @katikamhansda2617 Před 15 dny +6

      ame bi bhabhuthi le 2029 bela ku tumo ku cm Kari ba pai tu khali ha kale he la 😊

    • @ChhabindraBehera-vp6pm
      @ChhabindraBehera-vp6pm Před 15 dny

      Badda kadhua ta tu heunu murkhmantri

  • @srikantchandararout7241
    @srikantchandararout7241 Před 15 dny +287

    ଯୋଉ ଭାଇ ମାନେ ରାଜ୍ୟ ବାହାରେ ଅଛନ୍ତି ତାଙ୍କ ପାଇଁ କିଛି ଅନଲାଇନ ବ୍ୟବସ୍ଥା କଲେ ଭଲ ହୁଅନ୍ତା

    • @user-tj7fg8sv8s
      @user-tj7fg8sv8s Před 15 dny +12

      Right👍

    • @prakashsahu9650
      @prakashsahu9650 Před 14 dny +6

      Right brother

    • @saichidananda9490
      @saichidananda9490 Před 14 dny +2

      Semane nahanti kipari paibe

    • @antaryamiray3608
      @antaryamiray3608 Před 13 dny +3

      ବାହାର ରାଜ୍ୟ ରେ ରହିଲେ ବି ଚାଉଳ ମିଳିବ ଏବେ one netion one Retion ମୋଦି ସରକାର ଲାଗୁ କରିଛନ୍ତି

    • @MadhuGaudo
      @MadhuGaudo Před 13 dny

      M​@@prakashsahu9650

  • @manojgiri9984
    @manojgiri9984 Před 15 dny +215

    ଆମେ ବାହାରେ ରହିଛୁ, ଆମେ କଣ କରିବୁ
    ପଞ୍ଚାୟତ ର staff ମାନଙ୍କୁ ଗୋଡେଇ ଗୋଡେଇ ପିଟିବୁ, ଯଦି ଆମ ନାମ କଟିଯାଏ କାର୍ଡ ରୁ

    • @user-in9zk5kg9m
      @user-in9zk5kg9m Před 15 dny +8

      Panchayat staff kana kale ki

    • @Jyotirmayee1997
      @Jyotirmayee1997 Před 14 dny +1

      😂

    • @crazyhuddgi6873
      @crazyhuddgi6873 Před 12 dny +4

      Super idea 🤣🤣🤣🤣🤣

    • @SipraDas-mv4id
      @SipraDas-mv4id Před 12 dny +2

      Good

    • @Xuy788
      @Xuy788 Před 12 dny +4

      କାଟିବନି କେବଳ ଅନୁରୋଧ.. ବାଧ୍ୟ ନୁହେଁ କରିବାକୁ ମନ୍ତ୍ରୀ କହିଛନ୍ତି

  • @manojkumardas8260
    @manojkumardas8260 Před 12 dny +28

    ଓଡ଼ିଶା ର ତ ତିନି ଭାଗ ଲୋକ ବାହାର ରାଜ୍ୟ ରେ ଦାଦନ ଖଟୁଛନ୍ତି ସେମାନେ କିପରି ekyc କରିବେ

  • @nirmalchandramalik1161
    @nirmalchandramalik1161 Před 15 dny +51

    ମୁ ଓଡିଶା ରେ ଆଉ ରହିବି ନାହିଁ। ମୋହନ ବାବୁ ଦୟାକରି ଦିଲ୍ଲୀ ରେ ଘର ଦିଅନ୍ତୁ।

  • @user-qr2zs8ih4c
    @user-qr2zs8ih4c Před 14 dny +34

    ସରକାରୀ ଲୋକ ଗାଁ କୁ ଯାଇ e KYC କଲେ ସମସ୍ତଙ୍କ ସୁବିଧା ହେବ ଖାଲି AC room ରେ ବସି କାମକଲେ କେମିତି ହେବ ❓❓❓❓❓❓❓❓

  • @JanakiballbhaPatra
    @JanakiballbhaPatra Před 12 dny +12

    ଯାହାର ରାସନକାର୍ଡ ହେଇପାରୁନି ତାହାର ଵେବସ୍ତା ନାହିଁ କାଟିବାର ଵେବସ୍ତା ଆଗ

  • @PradeepMahalik-w1m
    @PradeepMahalik-w1m Před 15 dny +22

    BJP ସରକାର ପାଗଳ ହଇଗଲାଣି ବଧେ

  • @OPSC.ASPIRANT123
    @OPSC.ASPIRANT123 Před 15 dny +16

    ଏଇଥି ପାଇଁ ଓଡ଼ିଶା ସହିତ ସମଗ୍ର ଭାରତ ବର୍ଷରେ ଜନଗଣନା ହେଉ... ଯାହା ଫଳରେ ଭୂତ କାର୍ଡ ସହିତ ମୂଷା କାର୍ଡ କଟିଯିବ ।। ମୁଁ ସରକାର ଙ୍କୁ ଅନୁରୋଧ କରୁଛି 😢😢😢

  • @user-tl7hn5yc7k
    @user-tl7hn5yc7k Před 15 dny +117

    ମୋହନ ସରକାର ର ମରିବା ସମୟ ଆସିଲାଣି
    ମଲାବେଳେ ବିପରୀତ ବୁଦ୍ଧି
    ନଵୀନ ବାବୁ ପେଟକୁ ଦାନା ଦେଇଗଲେ
    ମୋହନ ଆସି ଗାଣ୍ଡି କୁ ଗୋଇଠା ମାରିଲା
    ଉପର ଵାଲା ସବୁ ଦେଖୁଛି
    ଜୟ ଜଗନ୍ନାଥ 🙏🏻🙏🏻🙏🏻

    • @rajendradey4255
      @rajendradey4255 Před 14 dny

      ତୁ ଶଳା ଗାନଡି ମାରି ଖାଉଥୀଲୁ ଆଉ ବଧେ ଖାଇପାରି ବୁନି ମାଗିହା ମୋହନ କୁ ଦୋଷ ଦଉଚୁ ଭଡୁଆ ଶଳା ସରକାର ଠିକ୍ କଲା କୁ ତ...... ଫାଟୁଚି

    • @rajendraghadai7503
      @rajendraghadai7503 Před 12 dny

      ବିଜେପିର ସମୟ ଆସିଲାଣି

    • @mangalkumaryoutubechannel
      @mangalkumaryoutubechannel Před 12 dny +1

      Bjp sorkar odisha ଲୋକ ମାନଙ୍କୁ ମାରି deybo

    • @Xuy788
      @Xuy788 Před 12 dny +1

      କାଟିବନି କେବଳ ଅନୁରୋଧ.. ବାଧ୍ୟ ନୁହେଁ କରିବାକୁ ମନ୍ତ୍ରୀ କହିଛନ୍ତି

    • @Xuy788
      @Xuy788 Před 12 dny

      କଟିଲେ ବିଜେପି ହାରିବ ନବୀନ ଦେଉଥିଲେ ସେଥିପାଇଁ ଚାକିରି 20-25 ଲକ୍ଷ ରେ ବିକୁଥିଲେ

  • @R.NMURMU-js7sc
    @R.NMURMU-js7sc Před 15 dny +108

    ଯେତେ ସବୁ ଦାଦନ କାମ ପାଇଁ ବାହାରକୁ ଯାଇଛନ୍ତି ସବୁ ପଲେଇ ଆସନ୍ତୁ BJP ସରକାର ଓଡ଼ିଶା ରେ ଚାକିରି ଦେବେ

  • @srikanthssss9563
    @srikanthssss9563 Před 14 dny +17

    ଆମେ ବାହାରେ ରହି ଦାଦନ ଖଟୁ ଅଛୁ, ତାହେଲେ କେମିତି ଯାଇ ପାରୁନାହୁ, ସାରେ କିଛି ମାସ ଦୁଇ ଓ ତିନ ମାସ ପର୍ଯ୍ୟନ୍ତ ରଖିଲେ, ଆମେ ମାନେ ଆପଣ ପାଖରେ ଚିର ୠଣୀ ହେବୁ, ଆମ ପାଇ ଏତିକି କରନ୍ତୁ ସାରେ,

  • @mangalmarndiofficial4589
    @mangalmarndiofficial4589 Před 15 dny +74

    sarkar ମୁଁ ଚେନ୍ନାଇ ରେ ଅଛି କେମିତି ଯିବି 5000 ଖୋର୍ଚୋ କରିକି ଯିବି ମୋ ଝାଳ ବୁହା ଧୋନରେ😭😭😭

    • @amiyasabat2787
      @amiyasabat2787 Před 13 dny +3

      Kan hela bhaie 5000hajar pai Sara jibana 5kg rice chhadi bana kan .

    • @mangalmarndiofficial4589
      @mangalmarndiofficial4589 Před 13 dny

      @@amiyasabat2787 ସେଇ ଚାଉଳ ମୋହନ sir ଖାଉ

    • @murmudevil9295
      @murmudevil9295 Před 13 dny

      Tu kamo kole janibu poisa ra value​@@amiyasabat2787

    • @pradhanpratyush
      @pradhanpratyush Před 12 dny

      Hau 5 barasa kemiti katiba bhaba

    • @dbki9524
      @dbki9524 Před 11 dny

      Jhala buhaa dhana tamari kaama re hi lageibo

  • @Art.prabhat
    @Art.prabhat Před 15 dny +105

    ଯେବେଠୁ bjp ଆସିଲା ସେବେଠୁ ସବୁ ଅସୁବିଧା 😅

    • @priyadarsannayak7473
      @priyadarsannayak7473 Před 15 dny +1

      Bujhuchi au luti paruna sethi pain poduchi tmara 😂😂

    • @Art.prabhat
      @Art.prabhat Před 15 dny

      @@priyadarsannayak7473 ୩୦୦୦ ଭତା ଦବା ମିଛ,ସୁଭଦ୍ରା ଯୋଜନା ବାର୍ଷିକ ୫୦୦୦୦ ହଜାର କହିକି ୧୦୦୦୦ ରେ ପ୍ରତିଶୁତି,ରତ୍ନ ଭଣ୍ଡାର ଚୋରି, airport ନିଲାମ,ଲକ୍ଷ୍ମୀ ବସ୍ ବନ୍ଦ,ପରିବା ରେଟ ବଢ଼ିଛି,୩୦୦ ୟୁନିଟ ବିଜୁଳି ମାଗଣା ମିଛ ,ଓଡ଼ିଶାକୁ ବଜେଟ ମିଳିଲାନି 🤣🤣😀 ଏ ସବୁ bjp ର କମାଲ🤣😀😀😀

    • @Miss__lija
      @Miss__lija Před 14 dny +1

      Right😮

    • @pradhanpratyush
      @pradhanpratyush Před 12 dny

      ​@@priyadarsannayak7473tu Sabu deithilu Janata ku emiti hairana kariba

    • @mohammedmobarak7395
      @mohammedmobarak7395 Před 11 dny

      Not r8​@@Miss__lija

  • @liteshkumar2496
    @liteshkumar2496 Před 15 dny +42

    ସମୟସିମା ବଢିବା ନିହାତି ଜରୁରୀ

  • @skjahiruddin4252
    @skjahiruddin4252 Před 15 dny +10

    ମୁଁ ଏବେ ହାଇଦ୍ରାବାଦ ଅଛି ହାଇଦ୍ରାବାଦ ଡିଲର କୁ ପଚାରିଲି ସେ କହିଲା ତମ ଓଡ଼ିଶା କାମ ଅଛି ମୁଁ କାହିଁକି କରିବି ପୁରା ମନା କରିଦେଲେ ଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଛି ଭାବି କେ ଇସ୍କମ୍ ଆଣନ୍ତି ଓଡ଼ିଶା ରେ କାମ ନାହିଁ ବୋଲି ସମସ୍ତେ ବାହାରେ ଅଛନ୍ତି 😢

    • @Abhi-panda
      @Abhi-panda Před 13 dny

      ଭୋଟ ତ ଦେଲୁ ଭାଇ ତୁ ନାମ ନେ

  • @sorensipahiofficial1432
    @sorensipahiofficial1432 Před 14 dny +6

    ସରକାର କଣ ସାଧାରଣ ଲୋକଙ୍କୁ ହଇରାଣ କରିବା ଲକ୍ଷ୍ୟ ରେ ଅଛି ନା କଣ.
    ଯୋଉମାନେ ନିଜ ପରିବାର କୁ ଭରଣ ପୋଷଣ ଚଳିବା ଉଧେଶ୍ୟ ରେ ବାହାରକୁ ଯାଇ ଦୁଇ ପୋଇଶା ପାଉଛନ୍ତି ଶେଷରେ ତାହା ବି କରେଇ ଦବନି ବୋଧେ ନା କଣ.
    ଓଡିଶା ରେ ତୋ ଯେତିକି କାମ ଦଉଚି ଆଉ ଯଦି ଭୁଲ ରେ ଜୀଏବି କାମ କରେ ତାକୁ କେତେ ପୋଇଶା ମିଳୁଛି. ଶେଷରେ ତାହା ବି କରେଇ ଦବନି ଯାହା ଜଣା ଗଲା.
    ଏବେ ବାହାର ଦାଦନ ଖଟିବା ବାଲା କଣ କରିବେ ବାଧ୍ୟ ହେଇ ଆସିଲେବି ସେପଟେ ତାକୁ ସେ କାମରେ ସୁଯୋଗ ମିଳିବନି. ଆମ ସରକାର ବହୁତ ଭଲ କାମ କରୁଛନ୍ତି. ଧନ୍ୟବାଦ odisha ଧନ୍ୟବାଦ ସରକାର.

  • @Suryabhai-g9u
    @Suryabhai-g9u Před 15 dny +9

    Ekyc ବାହାର ରାଜ୍ୟ ରେ ଡିଲର କରୁ ନାହାନ୍ତି

  • @Soumyakantanayak815
    @Soumyakantanayak815 Před 15 dny +54

    କିଛି ଦିନ time ଦିଆଯାଉ, December ଶେଷ ପର୍ଯ୍ୟନ୍ତ

  • @RabiJakaka-rd2cr
    @RabiJakaka-rd2cr Před 15 dny +45

    ପାଗଳ ସରକାର କିଛି ବି କରିପାରିବେ କାରଣ ଏମାନେ ନିଜ ସୁବିଧା ଦେକାନ୍ତି ଅନ୍ୟ ର ଦେଖନ୍ତୁ ନାହିଁ।mental bjp।

  • @pramodkumarvlogs4429
    @pramodkumarvlogs4429 Před 15 dny +9

    ଯେଉଁ 5kg ଚାଉଳ ଦେଉଛନ୍ତି ସେ ଚାଉଳରେ ଉକୁଣିଆ ପୋକ ବାହାରୁଛି.ସରକାରଙ୍କୁ ଅନୁରୋଧ ସେଥିପ୍ରତି ସଜାଗ ରୂହନ୍ତୁ.ପୋକରା ଚାଉଳ ନ ଦେଇ ଭଲ ଚାଊଳ ଦେବା ପାଇଁ ଗାଁ ଗହଳି ମାନଙ୍କରେ ବାରମ୍ବାର ଦାବି ହେଉଛି.ସରକାର ସେଥିପ୍ରତି ନଜର ରଖନ୍ତୁ.

  • @manoranjanmullick3487
    @manoranjanmullick3487 Před 15 dny +4

    ଦୟାକରି ଗରିବ ଲୋକଙ୍କର ରାସନ କାର୍ଡ କାଟନ୍ତୁ ନାହିଁ 🙏

  • @BobbyVisionPuri
    @BobbyVisionPuri Před 15 dny +5

    ଆଯୋଗ୍ୟ ସରକାର

  • @ledtvripair7685
    @ledtvripair7685 Před 15 dny +7

    ବିଜେଡି ସରକାର ନମ୍ବର ପ୍ଲେଟ ଜବରଦସ୍ତ ବଦଳ କଲା କଣ ଲାଭ ହେଲା?

  • @SMJ973.
    @SMJ973. Před 14 dny +4

    ମାସିକ 5 kg ଚାଉଳ ପାଇଁ ଦୈନିକ ମଜୁରୀ ବନ୍ଦ, ବାଃ ବାଃ ରେ ସରକାର

  • @santoshjena5811
    @santoshjena5811 Před 15 dny +22

    5kg ଚାଉଳ ପାଇଁ ଯେଉଁ ମାନେ ବାହାର ରାଜ୍ୟ ରେ କାମ କରୁଛନ୍ତି ସେମାନେ କଣ କରିବେ😂😂

  • @CameFormNothing
    @CameFormNothing Před 10 dny +10

    ଲୋକମାନେ ମିଳିମିଶି କିଛି କରନ୍ତୁ ନହେଲେ , ଏ ମୂର୍ଖ ସରକାର ସଂସ୍ଥା ଏପରି ବଜାୟ ରହିବ।
    “ଏକତା ହିଁ ବଳ”

  • @ମୋପ୍ରଭୁଜଗନ୍ନାଥମୋରପରିଚୟଜୟଜଗନ୍ନା

    ଭୋଟ ଦେଇ ଜିତେଇଲୁ କଣ ଆମକୁ ହଇରାଣ କରିବାପାଇଁ ବାହାରକୁ ଯିଏ ଯାଇଛି ରୋଜଗାର ପାଇଁ ତା ରାସନ କଣ ହେବ ସେଥିପାଇଁ ଅନ୍ୟ ରାଜ୍ୟକୁ କୁହ ସେଠାରେ କେମିତି ହେବ କେୟାଶୀ.. ବର୍ଷରେ 60 କେଜି ଚାଉଳ ପାଇଁ କଣ ରୋଜଗାର ଲୋକ ହରେଇବେ

    • @santoshpattnayak2589
      @santoshpattnayak2589 Před 14 dny +2

      ଡିଲରକୁ ଅନ୍ଧାରିଆ ମାଡ଼ ଦିଆଯିବ

  • @Suryabhai-g9u
    @Suryabhai-g9u Před 15 dny +19

    ବାଳ କରିବେ ଅଲଗା ରାଜ୍ୟ ରେ ଡିଲର ମାନେ ମନା କରୁଛନ୍ତି

  • @bipindas1982
    @bipindas1982 Před 15 dny +16

    ରାସନ୍ କାର୍ଡ Ekyc ପାଇଁ ବୟସ୍କ ଲୋକଙ୍କର finger print କାମ କରୁନି, ଆଉ eye scan facility ଦେଉ ନାହାଁନ୍ତି ଡିଲର ମାନେ, ତେବେ ବୟସ୍କ ଲୋକଙ୍କର ekyc update କିମିତି ହେବ, କଣ ସେମାନଙ୍କର ରାସନ୍ କାର୍ଡରୁ ନାମ କଟିଯିବ କି?

    • @sganeshbehera3886
      @sganeshbehera3886 Před 15 dny +2

      Sure, emananka pein necessarily step nia jau

    • @uttambaba6800
      @uttambaba6800 Před 15 dny

      au poka mistri manonkaro hebata impossible heuchhi akhi re hele valo

    • @anantacharanhembram8103
      @anantacharanhembram8103 Před 15 dny

      Semane vota pauchhanti ,chaula no paile madhya chaliba.

    • @Abhi-panda
      @Abhi-panda Před 13 dny

      ଭୋଟ ତ ଦେଲୁ ଭାଇ ତୁ ନାମ ନେ

  • @RahulB10_official
    @RahulB10_official Před 15 dny +17

    ଜନଗଣନା ଗଣନା କରାଯାଉନି କାହିଁକି? ବିଜେପି ସରକାର ଜନଗଣନା କରିବାକୁ ଡରୁଛି କି

  • @sujitkumarbehera8252
    @sujitkumarbehera8252 Před 12 dny +2

    ରାସନ କାର୍ଡ କଟିବନି ସରକାର ସ୍ପଷ୍ଟ କରିଦେଇଛନ୍ତି, ଏତେ ହୋ ହାଲା କଣ ପାଇଁ, ଯଦି ବାହାରେ ଅଛନ୍ତି ସେଇଠି କରିପାରିବେ, ଏବେ ଜଣା ଗଲା ତୋ ସମସ୍ତଙ୍କୁ କେତେ ଦାଦନ ଓଡିଶାରେ

  • @ChandanBehera-wc7cf
    @ChandanBehera-wc7cf Před 15 dny +8

    Right bhai

  • @Theindian-d5j
    @Theindian-d5j Před 15 dny +12

    ଜଦି ଏପଟ ସେପଟ କଲା ଲୋକ ମାନଙ୍କ ସହିତ 👉👉ସଳା ପୁରା ବାଳ ଖାଇଯିବ 😂😂😂ନା ରହିବ ବିଜେପି ଆଉ ନା ରହିବ କନ୍ଧ 😂😂😂😂😂

    • @santoshkumarkanhar
      @santoshkumarkanhar Před 15 dny +1

      କନ୍ଧ ମାନେ ତୋ ବୋଉ କୁ ଗେହୁଥିଲି ନା ତୋତେ ଗେହୁଥିଲି

    • @Theindian-d5j
      @Theindian-d5j Před 15 dny

      @@santoshkumarkanhar ମାଗିଆ ତୁ କନ୍ଧ କି???😡😡😡😡😡😡

    • @Theindian-d5j
      @Theindian-d5j Před 15 dny +2

      @@santoshkumarkanhar TO BOU BEEAA RE KANDHA BAANDA MAGHIYAA 😡😡😡😡😡

    • @Theindian-d5j
      @Theindian-d5j Před 15 dny

      @@santoshkumarkanhar HAI RE MAGHIYA KANDHA PILA TO BOU KU GIHAN MAGHIYA 😡😡😡😡😡😡

    • @Theindian-d5j
      @Theindian-d5j Před 15 dny

      @@santoshkumarkanhar RAHA RAHA MAGHIYA 👉👉TO BOU KU KEMITI PELA HEBO MUN DEKHAUCHHI
      youtube.com/@santoshkumarkanhar?feature=shared

  • @jhasketanpradhan602
    @jhasketanpradhan602 Před 15 dny +18

    ଭାଡୁଆ ମୂଖ୍ୟ ମନ୍ତ୍ରୀ ନିଜର ବାପ ଠିକଣା ଜଣା ନାହିଁ

  • @PradipKumarSahu-u2w
    @PradipKumarSahu-u2w Před 10 dny +1

    ବାଳ କଥା ଯଦି ଭଲ କରିବାର ଅଛି Only Adhar kad + Mobile no. A/c ନ bahut ଆଠୁ ଆଉ ପ୍ରମାଣ ବାଳ ଅଛି

  • @NarayanDas-x7f
    @NarayanDas-x7f Před 15 dny +12

    ପୁଅ ଚାକିରି କରିଥିଲେ କାଡ୍ କଟିଵ

  • @AKSHAYBEHERA-oc6xn
    @AKSHAYBEHERA-oc6xn Před 15 dny +7

    Sarkar change haba darakar

  • @user-ot1dt2we2x
    @user-ot1dt2we2x Před 12 dny +10

    ମୂର୍ଖ କୁ ସରକାର କଲେ ଏହିପରି ହୁଏ ଓଡିଶା ବେଳ ଖରlପ 👍

  • @MadhusudanMadhusudan-ef6fs

    ପାଗଳ ସରକାର ଵଦ କର ଆଧାର କାଡ ଓଡିଆ ଭଲରେ ରହିବ

  • @kalandicharanpanda4164
    @kalandicharanpanda4164 Před 15 dny +10

    Minimum ଦୁଇ ମାସ ସମୟ ଦେବାକଥା, ପୁନର୍ବିଚାର କରାଯିବା ଉଚିତ

  • @starmohapatra
    @starmohapatra Před 14 dny +2

    ଏ ପାଗଳ ସରକାରକୁ ଖାଲି ମାଡ଼ ଦରକାର।

  • @jhilimallick8602
    @jhilimallick8602 Před 15 dny +4

    February parjanta time deba darkar

  • @papinabarik145
    @papinabarik145 Před 14 dny +2

    ମୋହନ ସରକାର ବେସିଦିନ ଚାଲିବନି

  • @kartikmalik60
    @kartikmalik60 Před 15 dny +13

    ପୁଅ ଦିଲ୍ଲୀରେ ଚାକିରି କରିଛି ତ ଆପଣ ତ ରାସନ ପାଇବେନାହିଁ

    • @afla_toon
      @afla_toon Před 15 dny +3

      kamo koriba pn jaithibo puo aajikali seitaku b chakiri kuhajae

    • @jagaidol999
      @jagaidol999 Před 15 dny +1

      Odisha re to chakiri nahi ame karibu kono

    • @tejashcreation143
      @tejashcreation143 Před 15 dny

      Chakiri nuhan re Bhai semane dadana sramika
      Kathata bhalaki bujha

    • @thehelpinghand36
      @thehelpinghand36 Před 15 dny

      ପାଖ ଡିଲର ରେ ବି ଏ ସୁବିଧା କରାଯାଉ ଯୋଉ ମନେ ଓଡିଶା ବାହାରେ ଅଛନ୍ତି 😂

    • @lilikumaridas4096
      @lilikumaridas4096 Před 14 dny

      Pua dilhi re Govt job Karu nhi kouthe gote private hi karuthiba so rasan kn pai katiba

  • @sudarsanmaharana230
    @sudarsanmaharana230 Před 14 dny +2

    ନେତା ମନ୍ତ୍ରୀ ଙ୍କ ଫୋନ୍ ବିଲ୍ କେବେ ସଂସୋଧନ କରାଯିବ ?

  • @JoshanaraniDalei
    @JoshanaraniDalei Před 15 dny +3

    ଚାଉଳନ ଦବାର ଉପାୟ ଛି

  • @subhadrikadas-mt2et
    @subhadrikadas-mt2et Před 15 dny +2

    1 ବର୍ଷ ସମୟ ଦିଆଯାଉ

  • @RajaJena-sj7qy
    @RajaJena-sj7qy Před 15 dny +7

    Mohan sarkar end

  • @user-hm9yo8ii5q
    @user-hm9yo8ii5q Před 12 dny +1

    ଆମ ଓଡିଆ ମାନେ ସବୁ ପର ବୁଦ୍ଧିଆ ଗୁଡା । ଆବେ ବୋକାଚୋଦା ଗଣ ସଠିକ ତଥ୍ୟ ନ ଜାଣି କାହିଁକି ଛୋଡି ହେଉଛ ? ତୁମ ମାନଙ୍କୁ କିଏ କହିଲା ଯେ ଟିପ ନ ଦେଲେ ରାସନ କାର୍ଡ କଟିଯିବ ବୋଲି ? ମନ୍ତ୍ରୀ ନିଜେ କହିଛନ୍ତି ଯେ ଟିପ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଉ ୟା ପାଇଁ କୌଣସି ସମୟ ସୀମା ନାହିଁ ବୋଲି ।

  • @prafullakumarsamal761
    @prafullakumarsamal761 Před 15 dny +3

    Bhai dadana sabu chakri karibe .palei asantu

  • @pramodapradhan9257
    @pramodapradhan9257 Před 11 dny +1

    ଯାହା ପୁଅ ଚାକିରୀ କରୁଛି ତାର ଇନକମ ପ୍ରମାଣ ପତ୍ର ନେଇକି ଆଶୁ ଏମାନେ ଭଲ ପଇସା ଆୟ କରିମଧ୍ୟ ସୁବିଧା ନେଉଥିଲା ବେଳେ ଯିଏ ପ୍ରକୃତ ଦରକାରୀ ସେ ବଞ୍ଚିତ ହେଉଛନ୍ତି
    କିଛି ଭଲ କାମ କଲେ କିଛି ଅସୁବିଧା ହୁଏ ସମାଜ ପାଇଁ ଏତିକି ତ୍ୟାଗ କରିବ ନହ୍ନି ପାର୍ଟି ଓ ଦଳ ନାଁରେ ଅଯୋଗ୍ୟ ହୋଇମଧ୍ୟ ସୁବିଧା ନବ

    • @Gugul2123
      @Gugul2123 Před 10 dny

      Aji kali ka time re kete jana nija bapa ma nku posuchntiii ?

  • @user-tn9sy9xk7t
    @user-tn9sy9xk7t Před 14 dny +5

    ବୟସ୍କ ଲୋକ ମାନେ କିପରି e kyc କରିବେ। ଯେଉଁ ମାନେ ଚାଲି ବୁଲି ପାରୁନାହାନ୍ତି ସେମାନେ କଣ କରିବେ

  • @PrakashDas-so9en
    @PrakashDas-so9en Před 11 dny +1

    ଆପଣ କିଛି ସାଜିଅ କର ନାହଁ ଓଡ଼ିଶାରେ କାମ ନାହିଁ
    ବାହାର କୁ ଆସିଲି ଭୋଟ ଦେବାକୁ ଜିବୁ ରାସନ୍ କାର୍ଡ ଟିପ ଦେଖିବାକୁ ଆସିବୁ

  • @jhadeshwarabehra
    @jhadeshwarabehra Před 15 dny +3

    ଅ ଲ ନାଇ ନି କର ତୁ ନିବେଦନ

  • @user-hc3kq5dl5y
    @user-hc3kq5dl5y Před 3 dny

    Bhala katha pochari chanti mausa good 👍👍

  • @fakirmohansahoo2079
    @fakirmohansahoo2079 Před 15 dny +6

    ବିଜେପି ର ରୋଲ୍ ପ୍ରବଳ ଆରମ୍ଭ ହେଇଗଲା ନାହିଁ,ରୁହ ଆର ଥରକୁ,😂😂😂😂😂😮😮😅😅😅😅😅😊😊😊😊😊😊

  • @santoshdash5352
    @santoshdash5352 Před 13 dny +2

    ଓଡିଶା ବାସୀ ଏଇଟା ବିକାଶ ଧନ୍ଯବାଦ ଗୋରୁ ବେପାରି BJP 😂😂😂😂😂

  • @mukeshbehera4511
    @mukeshbehera4511 Před 15 dny +3

    Khali mada darkar agare gote pachare gote Katha kahuchanti. Assembly re kahuchanti deadline nahi but dealer notice marichi 25 September last date. Govt pagal na loka nku pagal bhabuchi🤔🤔

  • @TularamGond-rn7nu
    @TularamGond-rn7nu Před 13 dny +1

    school hostile ଈକୈସୀ କରିବା କୁ10ଦିନଛୁଟୀକରତୂ ସବୁ ପୁଅ ଝିଅ schoolରେ ଅଛନ୍ତି ଏତେଭକୁଆସରକିର school ଛୁଟି କାଏମ ଏଲେ କରି ତାହାତୁ ଟିକି ଵିଚିନ୍ତା କର😂

  • @tapannaik1404
    @tapannaik1404 Před 15 dny +7

    ମୁଁ ତାମିଲନାଡୁ ଆମ୍ବାତୁର ରେ ଅଛି ଅନୁଗୋଳ ଜିଲ୍ଲାର ପାଳଲହଡା

    • @maheswarmalik1741
      @maheswarmalik1741 Před 15 dny +1

      Bhai kamo milobo na

    • @mundariipilproduction1376
      @mundariipilproduction1376 Před 15 dny +1

      ଦାଦନ ମୁକ୍ତ ହେବାକୁ ଯାଉଛି ଓଡିଶା ଫେରି ଆସ ଜଲଦି 😂😂😢😢😮😅😅

    • @kandhamalatoka4437
      @kandhamalatoka4437 Před 15 dny +1

      Kou company reki

    • @tapannaik1404
      @tapannaik1404 Před 15 dny +2

      Alkraft thermo technology Pvt Ltd

    • @manojgiri9984
      @manojgiri9984 Před 15 dny

      ତୁ ଟେକ୍ନୋଲୋଜି ରେ କାମ କରୁଛୁ, ତ ନାମ କଟି ଗଲେ ହେଲେ କଣ ହେଇଯିବ କି ରେ ଭାଇ, 😆😆​@@tapannaik1404

  • @PradipKumarSahu-u2w
    @PradipKumarSahu-u2w Před 10 dny +1

    ମୁଁ ପର ବିଦେଶୀ ରେ ଖଟୁଚି କାମିତି କରିବି ଓଡିଶା ଗଲେ ମୋର ଟଙ୍କା ଖର୍ଚ ମୁଁ କରିବି କଣ ବାପା ମା ମୋ ଟଙ୍କା ପଠେଇ ବାରେ ଅପେକ୍ଷା କରିଥିବେ 😢

  • @gyananjayacreations7496
    @gyananjayacreations7496 Před 13 dny +1

    ଆମେ ଓଡ଼ିଶା ବାସୀ ବଡ଼ ଭୁଲ୍ କରିଛ BJP କୁ ଜିତେଇକି ,ଆର ଟର୍ମ କୁ BJP କୁ ପାନେ ଦବା,

  • @amareshnayak4042
    @amareshnayak4042 Před 15 dny +1

    Odisha reporter
    ଦୟାକରି ପଟ୍ଟାମୁଣ୍ଡାଇ ର update ଦିଅନ୍ତୁ

  • @EveryTimefun5
    @EveryTimefun5 Před 6 dny

    Company ରେ ଛୁଟି ନେଇ ଭୋଟ ଟାଇମ ରେ ଯାଇ ଭୋଟ ଦବୁ ଫୁଣୀ ଆସ e -kyc କରିବା ପାଇଁ Company କଣ e-kyc କରିବା ପାଇଁ ଛୁଟି ଦେଇ ଦବ ।

  • @Vehicle108
    @Vehicle108 Před 15 dny +1

    ପୁଅ ଯାଇଛି ଗୁଜୁରାଟ ଦାଦନ ଖଟିବାକୁ ration କାଟିବ ନା ନାହିଁ

  • @stgang-6391
    @stgang-6391 Před 14 dny +1

    ଏହାର ସମୟ ସୀମା ବଢିବା ଦରକାର 3ରୁ 4 ମାସ

  • @BiswajitPradhan-q2o
    @BiswajitPradhan-q2o Před 11 dny +1

    Am pua ବାହାରୁ ଆସିଥିଲା କିନ୍ତୁ ଗହଳି ହେଇଥିଲେ କରିହେଲାନି ଆଉଥରେ ପଳେଇଲା

  • @bapinamaharathi7894
    @bapinamaharathi7894 Před 11 dny

    ଏମିତି ବହୁତ୍ ଲୋକ ବାହାରେ ଦାଦନ କାମ କରୁଛନ୍ତି ତ କେମିତି ତାଙ୍କର kyc କରିବେ

  • @bibekanandaacharya7793

    ଦିବ୍ୟାଙ୍ଗ ପିଲାମାନେ ଯାହାର ରାସନ card ଅଛି, ସେମାନେ ତ dealer ପାଖକୁ ଯିବା muskil, କେମିତି ekyc କରିବେ, pl କୁହନ୍ତୁ

  • @suryacreations3611
    @suryacreations3611 Před 15 dny +1

    ବେଶି ଦିନ ଏ ସରକାର ରହିବନି କ୍ଷମତା ରେ

  • @nishikantabirabar1385

    ଭୂତ୍ ରାସନ୍ କାର୍ଡ କାଟି ଯୋଗ୍ୟ ହିତାଧିକାରୀ ଙ୍କୁ ରାସନ୍ କାର୍ଡ ଦିଆଯାଉ ,

  • @kumartapas1237
    @kumartapas1237 Před 11 dny +1

    Nest time, BJD Heba ସରକାର 🎉🎉🎉🎉🎉

  • @akashbiswal3260
    @akashbiswal3260 Před 14 dny +1

    Theek katha 🙏🙏

  • @sureshbarik9954
    @sureshbarik9954 Před 9 dny

    ଭଲ ହେବ ଜେଉ ମାନେ ରାସନ୍ ପାଇବା ଦରକାର ସେମାନେ ପାଇବେ,

  • @bibhutibhusannayak6445
    @bibhutibhusannayak6445 Před 15 dny +2

    ଭଲ ପଦକ୍ଷେପ ।

  • @Hjkkc
    @Hjkkc Před 13 dny +1

    ଏହି ବାଳ ସରକାର କୁ ହଟାଓ.. ଜନ ବଳ ବଡ଼ାଓ

  • @Papureaction490
    @Papureaction490 Před 4 dny

    ସମସ୍ତେ କହୁଥିଲ ଦାଦନ ହଟିବ ବିଜେପି ସରକାର ଆସିଲେ ଏବେ କଣ ହେଲା

  • @Anammaharana765
    @Anammaharana765 Před 10 dny

    ବାହାରେ ଥିବା ଭାଈ ମାନେ କହିଲ ଦେଖିଆ କାହାକୁ ୫୦୦୦ଖରଚ କରିକି ଜିବାକୁ ଇଛା ହଉଚିକି

  • @LGKGYAN123
    @LGKGYAN123 Před 9 dny

    Digital ଯୁଗରେ kyc ହେଳା ମହଙ୍ଗା. ମୁର୍ଖ ଲୋକ କୁ cm kalu odisha ଖାଲି ଆଉ ପଛକୁ ଯାଉଛି..ଛି.. ଛି ମାଝୀ ବାବୁ

  • @raneemunda6778
    @raneemunda6778 Před 12 dny

    ବାହାର ରାଜ୍ୟ ରେ ରହୁଥିବା ଲୋକ ମାନେ କଣ କରିବେ ତେଣୁ ଏତେ ସବୁ ପାଲା କଣ ପାଇଁ?

  • @kamalakantabehera5391
    @kamalakantabehera5391 Před 15 dny +1

    New Ration card veryfication kebe karibe....

  • @c_pro_gaming2141
    @c_pro_gaming2141 Před 12 dny

    ମୁଣ୍ଡ ପିଛା5kg ରୁ 9kg କରଯାଉ, କଉ 166gm ରେ ଦିନକୁ ଦୁଇଥର ଜଣେ କେମିତି ଖାଇବ

  • @santimusic5540
    @santimusic5540 Před 14 dny +1

    ବିଜେପି କୁ ହଟାବ ତୋ ଓଡିଶା ବଂଚିବ

  • @Oye_its_ganeshps
    @Oye_its_ganeshps Před 13 dny +1

    😅 Ama Odisha Sarkar ko manibaku padiba. Technology ate agaku lagani hele ama odisha sarkar sei puruna process ko follow karuchhanti. Mera Ration App Re Aadhar OTP Verification sahita Live Selfi Verification Process karithile madhya ehi problem re solution hoiparithanta.

  • @niranjanrana5259
    @niranjanrana5259 Před 10 dny

    ଯଦି ଜନଗଣନା ପରି ଘର ଘର ବୁଲି କରାଯାଉ। ଆପଣଙ୍କ ନିକଟରେ ନିବେଦନ।

  • @Jilupuja143
    @Jilupuja143 Před 14 dny +1

    Jay Jagannath

  • @pitambarmalik9337
    @pitambarmalik9337 Před 11 dny

    ଆମେ ବାହାରେ ଅଛୁ ଯେବେ ଘରକୁ ଯିବୁ ସେତେ ବେଳେ କଣ ହେଇ ପାରିବନି ,ଯଦି ନା ତାହେଲେ public କହିବେ ସରକାର ଆନ୍ୟା କରୁଛନ୍ତି, public chahibe ସରକାର 5year କାର୍ଯ କାଳ ତମେ 1year ରେ Regine kara ଏଇଟା ସମ୍ଭବ କି ,???,impossible ସେଇଥି ପାଇଁ କିଛି ଉପାୟ କୁହ ଖଟି ଖିଆ ଦାଦନ ଶ୍ରମିକ କେମିତି ବଞ୍ଚିବେ ରାସନ card jemiti ନ କାଟିବା ପାଇଁ ଅନୁରୋଧ

  • @user-ry9wt6mt4b
    @user-ry9wt6mt4b Před 10 dny

    ମୁଁ ତାମିଲନାଡୁ ରେ ଅଛି ଏଠାରେ ନିୟମ ସଂପୃନ ଅଲଗା ଏଠାରେ କିଛି ବି ହେଇ ପାରିବ ନାହିଁ ମୁଁ ଏବେ ଗାଁ ରୁ ଆସିଥିଲି ମତେ ଛୁଟି ନାହିଁ ଯଦି ଯିବି ତାହାଲେ ମୁଁ ମୋର ଚାକିରୀ ହରେବି.।। ସେବା କେନ୍ଦ୍ର ରେ କଣ ସୁଭିଧା ଅଛିକି

  • @Er.sukadev-7k
    @Er.sukadev-7k Před 10 dny

    Nice question asking sir thank you

  • @kpkeshram
    @kpkeshram Před 11 dny

    ଶାଳ ଗ୍ରାମ ରେ ମାଙ୍କଡ ରାଜା

  • @mk_motives
    @mk_motives Před 10 dny

    ବର୍ତ୍ତମାନ୍ ଆମେ ରାଜ୍ୟ ବାହାରେ ଅଛୁ ତୁରନ୍ତ ଓଡ଼ିଶା ଆସିବା ଆସଭବ୍

  • @sureshdas9947
    @sureshdas9947 Před 8 dny

    Tama bala news bala

  • @ajayakvideos8344
    @ajayakvideos8344 Před 9 dny

    ଆମେ ବି କେରଳ ରେ ଅଛୁ ସାର ପଇସା ନାହିଁ ବଳି ସାର କେରଳ ଯାଇଛୁ

  • @SantanuMajhi-mc6ih
    @SantanuMajhi-mc6ih Před 11 dny

    ଯେଉଁ ଜିନିଷ କରିବା କଥା ସେଇ ଜିନିଷ ହେଉନାହିଁ

  • @arjundas3089
    @arjundas3089 Před 14 dny

    ମୁଁ E KYC ବାହାଘର ରେ ଥରେ କରିଛି ଏ ପର୍ଯ୍ୟନ୍ତ ଚାଲିଛି , ଏ ସରକାର ମାସକୁ ମାସ E KYC କର କହୁଛି, କେତେ ବେଳେ ଆଧାର ତ କେତେବେଳେ ରାସନ୍ ବ୍ୟାଙ୍କ ବହୁତ କିଛି ଥରେ E KYC କଲେ ହବନି

  • @Bogindra-zh4kg
    @Bogindra-zh4kg Před 9 dny

    Very good

  • @KumudaLuckybhai
    @KumudaLuckybhai Před 15 dny

    ଜଉ ନିୟମ କର ହେଲେ ସମୟ ଅଧିକା ବଡ଼ାଇ ଦିଆ ଯାଉ ଅତି କମ୍ ରେ ବି 4 ମାସ dicember ଜାଇ ଦିଆ ଯାଉ

  • @Ameerturuk0503
    @Ameerturuk0503 Před 10 dny

    ସରକାର ମହନ ମାଝୀ ଭଲ ନାହିଁ. ନବୀନ ବାବୁ ଭଲ ଥିଲେ.ଯଦି ଚାଉଳ ଦେଇପାରିବ ନାହିଁ ତ ମନ୍ତ୍ରୀ ହେଲ କାଇଙ୍କି

  • @ajayakvideos8344
    @ajayakvideos8344 Před 9 dny

    All right sir