କାନ୍ଦି କାନ୍ଦି ମୋହନଙ୍କୁ ଅନୁରୋଧ କଲେ ମେୟର...

Sdílet
Vložit
  • čas přidán 9. 07. 2024
  • କାନ୍ଦି କାନ୍ଦି ମୋହନଙ୍କୁ ଅନୁରୋଧ କଲେ ମେୟର... #sulachana #mohanmajhi #mohancharanmajhi #odisha #odishacm #pravatiparida #deputycm #pruthirajharichandan #lawminister #rathyatra #lordbalaram #latestnews #latestupdates #politicalupdates #politicalnews #news #politicalleaders #trendingnews #trending #odishalatestnews #odishalatestupdates #odishanewstoday #todaynews #todayupdates #todaytrending #trendingupdates #updatesstory reonews #odishanews #Odianews #livenews #odishanews #Odiasamachar
    REO NEWS ଚ୍ୟାନେଲ ଓଡିଶା ର 4.5 କୋଟି ଜନତା ଙ୍କ ସମସ୍ୟା କୁ ଲୋକଲୋଚନ କୁ ଆଣିବା ସହ ନିରପେକ୍ଷ, ନିଛକ ସତ୍ୟ ଏବଂ ତଥ୍ୟ ଭିତ୍ତିକ ଖବର ପ୍ରକାଶ କରିଆସୁଛି। ଏହା ସହିତ ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ରେ ସବୁଠାରୁ ଲୋକପ୍ରିୟ ହୋଇପାରିଛି।
    REO NEWS brings all the latest headlines and news stories to satisfy the demands of high-rise favorites of Odisha audiences. Please follow up to watch live and breaking news.
    ✅ Visit us Our Website: reonews.in/
    Connect with us at our social media handles:
    ➡ CZcams:
    / @reonews
    ➡ Facebook: / reo-n. .
    ➡ Instagram: / reonews24

Komentáře • 26

  • @prabhatkumarmishra6641
    @prabhatkumarmishra6641 Před 19 dny +7

    ଆପଣଙ୍କ ସରକାର ଥିଲା ବେଳେ ମହାପ୍ରଭୁ ତିନି ଦିନ ଉପବାସ ରେ ରହୁଥିଲେ ସେତେବେଳେ ଆପଣ ବୋଧେ କୁମ୍ଭକର୍ଣ ପରି ଶୋଇ ଥିଲେ

  • @prafullachandrasahoo9688
    @prafullachandrasahoo9688 Před 19 dny +6

    ମାଡାମ କହିବେକି BMC କେଉଁଥିପାଇଁ ଦାୟୀ. ନାଳରେ ଯେଉଁ ପିଲାଟି ଚାଲିଗଲା ସେଇଥିପାଇଁ କିଏ ଦାୟୀ..

  • @shrevindas7845
    @shrevindas7845 Před 19 dny +6

    କାହିଁକି କାନ୍ଦୁଛୁ ଶୁଣିବ କିଏ

  • @Babaphakiryoutube
    @Babaphakiryoutube Před 19 dny +3

    ବେଲଜ୍ୟା ନାରୀ କଂଗ୍ରେସ ଦଳ ରୁ BJD ଆସି ମେୟର ହେଇଛି ଏବେ ମେୟର ଯିବ ଦୁଃଖ ସହି ପାରୁନି ରତ୍ନ ଭଣ୍ଡାର ଲୁଟି ଖାଇଛି କାଲି ର ଘଟଣା ସେବାୟତ ଜଗୁନି ପଣ୍ଡା ନିର୍ଦ୍ଧେଶ ରେ ପାଣ୍ଡୁ ଚାଲ୍ ନିଜେ ଠିକ୍ ରେ ଦୃଶ୍ୟ ଦେଖନ୍ତୁ ଜଗୁନୀ ପଣ୍ଡା ନିର୍ଦ୍ଦେଶ ପଛ ସେବାୟତ କୁ କଣ ଈଶାରା ଦେଉଛନ୍ତି ଜଗା ସବୁ ଦେଖୁଛି

  • @SidharthPrasadDas
    @SidharthPrasadDas Před 19 dny +5

    ବିଜେପି ସରକାର ଯା କୁହେ କରେ ସେ ଲୀଳା, ଅଲଜ୍ୟା ଦଳ

  • @satyabrataparida1925
    @satyabrataparida1925 Před 19 dny

    ଆପଣଙ୍କ ମୁହଁ କହୁଛି ବହୁତ କାନ୍ଦିଛନ୍ତି। ଏଠାରେ ଗୋଟିଏ ପ୍ରଶ୍ନ ଅରବିନ୍ଦ ପାଢ଼ୀ ଦେଇଥିବା ପ୍ରସ୍ତାବ କୁ ଆପଣଙ୍କ ସରକାର ଗ୍ରହଣ କଲେ ନାହିଁ କାହିଁକି ? ବ୍ରହ୍ମ ବିଭ୍ରାଟ ହେଲା । ମହାପ୍ରଭୁ କେତେ ଦିନ ଉପବାସ ରହିଛନ୍ତି ସେକଥା କହୁନା ।

  • @ashisswain8499
    @ashisswain8499 Před 19 dny

    Sabas sulochana

  • @gitarani2831
    @gitarani2831 Před 19 dny +1

    ଧମେନ୍ଦ୍ର ପଧାନ କହିଲା,ବିଜେପି, ସରକାର, ଓ, ନେତାମେନେ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ନରେନ୍ଦ୍ର ମୋଦି, କହିଲେ, ଭଗବାନ୍, ଜଗନ୍ନା,ଥ, ମୋ, ଭକତ, ଭଗବାନ୍, କାହିଁକି, ପୁଜା ପାଇବେ,

  • @swain_parivaar
    @swain_parivaar Před 19 dny

    Judge should enquire and cause will come out.

  • @kishorchandra2531
    @kishorchandra2531 Před 19 dny +1

    ବାଯ୍ୟ ସ୍ତ୍ରୀ ଲୋକ।କାମୀୟା ଜାନି କଥା ଟିକେ କୁହ।

    • @Brosujit
      @Brosujit Před 19 dny

      କମିଆ ଜାନୀ ତୋ ବାଣ୍ଡ୍ ହଲେଇବ,ତୁ ବେଧପିଲା ଏ ସମୟରେ ରାଜନୀତି କରୁଛୁ,ଶଳା ଧର୍ମଦ୍ରୋହି 🎉

  • @sanjayabehera5625
    @sanjayabehera5625 Před 18 dny

    It's a political drama😊😊😊😊for vote bank politics.

  • @pradeeppatra4108
    @pradeeppatra4108 Před 19 dny +1

    Tame ghare ruha

  • @BanitaNanda-on9ld
    @BanitaNanda-on9ld Před 19 dny

    Right.agaku amiti kichhi naheu sethi pain jatnaban heba darkar

  • @Pandu_Premi
    @Pandu_Premi Před 19 dny

    କୁମ୍ବିରୋ କନ୍ଧୋଣ 😂😂

  • @markandacharanswain9046

    Sebayat pakeile. Mohan sir kan pahandi karuthile. Chhi.

  • @user-ey7sr5gf6k
    @user-ey7sr5gf6k Před 19 dny

    ରଜନୀତି କରୁଛ

  • @dasharathiroutray7176
    @dasharathiroutray7176 Před 19 dny

    Jagannath will bless good things and punish bad things . It is nothing intentional , So why to complain and speak big ?

  • @bijaymohanty756
    @bijaymohanty756 Před 19 dny

    ଆପଣ କଣ ଅଧିକ କହୁଛନ୍ତି ।

  • @debendratripathy7602
    @debendratripathy7602 Před 18 dny

    Kumbhira kandna banda kara

  • @NabakisshorMahakud-di3xn

    କୁକୁର ମାନେ ମନ୍ତ୍ରୀ ପଦ ଆଇଚନ

  • @BapujiMLT
    @BapujiMLT Před 18 dny

    Ahi ଭଳିଆ ଅଳିଆ ଗୁଡକୁ ହତାଓ
    Over acting ମନରେ କିଛି ନାହି
    ଭଗବାନ୍ କୁ ନେଇ ରାଜନୀତି କରୁଛନ୍ତି