Video není dostupné.
Omlouváme se.

Protest to arrest Argus TV reporter, Durgashish, who gave Kusuma the title Rangasala | Jaipur News

Sdílet
Vložit
  • čas přidán 10. 07. 2024
  • Protest to arrest Argus TV reporter, Durgashish, who gave Kusuma the title Rangasala | Jaipur News
    କୁସୁମା କଟେଜ କୁ ରଂଗଶାଳାର ଆଖ୍ୟା ଦେଇଥିବା ଅର୍ଗସ ଟିଭିର ସାମ୍ବାଦିକ, ଦୁର୍ଗାଶୀଷ ବେହେରା ଙ୍କୁ ଗିରଫ ଦାବିରେ ବିକ୍ଷୋଭ || #kusum #kusumanews #jajpur #jajpurnews #viral #viralvideo #odishanews #odisha #mohanmajhi #odishacm #pranabprakashdas #argusnews #argus #arest #police #protest #collector #help #helping 'Jajpur News' has fast emerged as the no 1 Digital News Channel of Jajpur and has created a niche for itself among the viewers of Jajpur so also the state Odisha with its innovative programming, sync with socio-cultural trends and dynamic content. It focuses on fastest news having neutrality. Jajpur News focuses on political analysis so also creative contents that can give a huge knowledge about Jajpur.
    Website-www.jajpurnews.com
    Email.id-jajpurdata@gmail.com
    Facebook- / jajpurnewsodisha
    Twitter- / jajpurnews
    Instagram- / jajpur news/
    CZcams:-czcams.com/channels/br8.html...

Komentáře • 2,9K

  • @manoranjanrout5671
    @manoranjanrout5671 Před 26 dny +279

    ଦୁର୍ନତି ଯିଏ କରିଛି
    ଗିରଫ କର 🎉🎉

    • @deepess_deepu83
      @deepess_deepu83 Před 26 dny

      Right bhai ....jia bi druniti karichi Jail jau...... Argus false news karuchi, gote video re satyata nahi.......jadi kehi bhul karichi tadanta karajau.......... Argus OTV kanak gujrati chamcha ra channel....... Narendra khan ra chamcha Argus OTV kanak....... Very bad nadhikosh bjd support karuchi.....amiti hele rajiya ra bikash heba nahi.......

    • @sarojkumarpanda4196
      @sarojkumarpanda4196 Před 25 dny +1

      😅

    • @sukantsahoo6351
      @sukantsahoo6351 Před 25 dny +1

      without Proof re kahaku giraf kariba...

    • @user-yr1hq5ei7d
      @user-yr1hq5ei7d Před 24 dny +1

      Dali. Chorani. B. J. D. Bingharpur. Channal. Pramila. Malick. Ra. Atike. Plan.

    • @iswarmahali7949
      @iswarmahali7949 Před 24 dny

      b

  • @mahendrakumardas7833
    @mahendrakumardas7833 Před 26 dny +367

    ଵବି‌ ଦାସ ଙ୍କୁ ପଚାରନ୍ତୁ ରଂଗଶାଳା‌ ର ମାନେ ବୁଝାଇଦେବ‌‌। ରଙ୍ଗଶାଳା ର ଅଭିଜ୍ଞତା ବବିଦାସ‌‌ ର ଅଧିକ ମାତ୍ରାରେ ଅଛି।

    • @ranjanmohanty3645
      @ranjanmohanty3645 Před 26 dny +2

      ତୁମେ କୋହୁନ ରଙ୍ଗ ସାଳା କରିବା ରେ

    • @satyabratadas3635
      @satyabratadas3635 Před 26 dny +4

      Rangasala mane kn be magia ta maa vaoni bi rangasala ku jaethibe

    • @snm842
      @snm842 Před 26 dny +4

      Maghia argus

    • @santoshkumarpanda9968
      @santoshkumarpanda9968 Před 26 dny

      Tume besi janicha😂chhi sala patha satha padhiki murkhata 😂😂

    • @kamrajbaskey7215
      @kamrajbaskey7215 Před 26 dny

      Gandi botha heuchhi​@@snm842

  • @santoshbatta226
    @santoshbatta226 Před 25 dny +35

    ଆରେ ଭାଇ ମୁଁ ବି ଜଣେ ଯାଜପୁର ଜିଲ୍ଲା ର ବାସିନ୍ଦା, କିନ୍ତୁ ଲାଜ଼ ଲାଗୁଛି ଜଣେ ଦୁର୍ନୀତି ଖୋର ବ୍ୟକ୍ତି କୁ ବଞ୍ଚାଇବା ପାଇଁ ଜଣେ ସଚୋଟ ସାମ୍ବାଦିକ କୁ ସମଲୋଚନା କେତେ ଦୂର ଯୁକ୍ତିଯୁକ୍ତ, ଆଉ ରହିଲା କୁସୁମା ଭଳି project ଏହା ତ ଲୋକପ୍ରତିନିଧି ଭାବରେ ତାଙ୍କ କାର୍ଯ୍ୟ ତେଣୁ କୌଣସି devlopment କାମ ପାଁଇ ତାଙ୍କର iligal activit କୁ ଆମେ ଗ୍ରହଣ କରବା କଥା ନୁହଁ ଆଉ ମିଡ଼ିଆ ଗଣତନ୍ତ୍ର ର ଏକ ସ୍ତମ୍ଭ ହିସାବରେ ସାମ୍ୱାଦିକ ଦୁର୍ଗାଶିଷ ବାବୁ ତାଙ୍କର କର୍ତ୍ତବ୍ୟ ଠିକ ଭାବରେ ସମ୍ପାଦନ କରୁଅଛନ୍ତି...... 🙏🙏🙏🙏🙏🙏

  • @amareshamohanty69
    @amareshamohanty69 Před 23 dny +25

    ଏ ସବୁ ଟଙ୍କା ପାଇ ଏମିତି କରୁଛନ୍ତି । ଏମିତି କରି ଏ କେଶ୍ କୁ ଦବେଇ ଦେବା ପାଇଁ ଚାହୁଁଛନ୍ତି ।

  • @haraprasadmahanta4657
    @haraprasadmahanta4657 Před 27 dny +273

    ସତ୍ୟ କଥା କହିଲେ ବାଧୁଛି କାହିଁକି

    • @Lipun-Das-DirectShot
      @Lipun-Das-DirectShot Před 26 dny +3

      ଯାଉନୁ ଖୋଲା ଅଛି ଦେଖିକି ଆସିବୁ

    • @soulkiller9197
      @soulkiller9197 Před 26 dny +4

      Kouthi khola achi 9 ta building ku pa chabi pakeiki rakhicha bjd

    • @Mnj1993
      @Mnj1993 Před 26 dny

      Agaru Kan no entry re Kari toki Ani puluthila

    • @deepaksahoo6211
      @deepaksahoo6211 Před 26 dny +1

      Kede bedha pila te kire

    • @dillipkumar9214
      @dillipkumar9214 Před 26 dny

      a.. chhodi pua dadhia ta.. babi ra.. pela chata

  • @odiatechgyan605
    @odiatechgyan605 Před 27 dny +136

    ତମେ ମାନେ ଗୋଟେ ଗୋଟେ ଭକୁଆl ତାହେଲେ କୁସୁମା କଣ କାମରେ ଚାଲିଥିଲା କହୁନI ଓଃ ବବି ଦାସ ତମ ମାନଙ୍କୁ ପଠାଇଛି rally କରିବା ପାଇଁ

    • @elizabehera6454
      @elizabehera6454 Před 27 dny +5

      Thik katha

    • @satyajitmallick804
      @satyajitmallick804 Před 26 dny +2

      Jete chesta kle kn haba au kehla Khatam abe nama naba Pali

    • @tusarkantasahu1064
      @tusarkantasahu1064 Před 25 dny

      ହଁ, ଚିକେନ ଭାତ, ମଦ, ଟଙ୍କା 1,000 ଲେଖା ଆମକୁ ଦେଇଛନ୍ତି ରାଲି ନିମନ୍ତେ...

    • @dillipkumarsahu415
      @dillipkumarsahu415 Před 25 dny

      Agoda sabo rangasala ra kojineta

  • @nboy9584
    @nboy9584 Před 25 dny +10

    ମୁଁ ବୁଝି ପରୁନି ଯିଏ ଦୁର୍ନୀତି କରି ଖାଇଦେଲା ତା ପାଇଁ କେହି ବାହାରିଲନି ଆଉ ଜଣେ rangasala କହିଲା ବୋଲି ତମେ ବେଧେଇ ପୁଅ ବାହାରି ପଡ଼ିଲ ରାଣ୍ଡ ଛୁଆ ମାନେ

  • @jecreation1352
    @jecreation1352 Před 25 dny +11

    ବାଳ ଦାବି ତମର ଅପେକ୍ଷା କର ରଙ୍ଗ ସାଳା ର ତଦନ୍ତ ହେଇ । ଏମିତି ଦରେଇକି ତମେ କେଶ୍ ତା ଚପେଇ ଦବା ପାଇଁ ଚାହୁଁଛ।

    • @user-yr1hq5ei7d
      @user-yr1hq5ei7d Před 21 dnem

      Bhai. Dharamar. Mu. Janichi. Nyshya. Jaya. Hua. Kintu. Sa. Jeta. Keshkari. Chapaila. Madhya. Cash. Chapi. Habani. Sesara. Tikya. Dharjya. Dhara. Dharamara. Nyshya. Jaya. Haba. Rahili. Jai. Jagannath.

  • @tarunrana55
    @tarunrana55 Před 26 dny +302

    ସଲେ ତୁମେ ସବୁ ବବି ର ପୋଷା କୁକୁର

    • @user-rh5zt3tz9u
      @user-rh5zt3tz9u Před 26 dny +4

      କାଇ ଦୁର୍ଗା ଶୀ କଣ ତୋ ବୋପା ,ବବି ଦାସ ର ବାଳ ଛୋଡୁନା ଦେଖିବା ,ତୋ ବୋପାକୁ ଦୂଗା ଶୀ କୁ କହିବୁ ଏଥର ଜାଜପୁର ଆସିବ ଦେଖିବା ତୋ ବୋପାର କେତେ ଦମ

    • @santoshsahoo6523
      @santoshsahoo6523 Před 26 dny +2

      Au Kn D Pradhan ra heithanti
      Neet Exam Scam

    • @muodia2002
      @muodia2002 Před 26 dny

      ଶତ କଥା

    • @santoshkumarpanda9968
      @santoshkumarpanda9968 Před 26 dny

      Tu sala a jajpur ma biraja kn mandira agare tate jadi na badeibi mate kahibu😂😂

    • @pareshanu1694
      @pareshanu1694 Před 26 dny +2

      ତୁ ମାଗୀଆ ଟି କଣ ସେ ରାଣ୍ଡୀ ପୁଅ news ର କୁକୁର ବୋଧେ....

  • @ashokguru7111
    @ashokguru7111 Před 26 dny +31

    ଅର୍ଗସ ସତ କହେ bjd badhuchhe

  • @rabindranathpati305
    @rabindranathpati305 Před 22 dny +7

    ତୁମେ ମାନେ ଯଦି ଠିକ୍ ଥିଲ ତୁମ ବବିଭାଇ ଓ ତାଙ୍କ ମା କାହିଁକି ହାରିଲେ। ତୁମେ ସମସ୍ତେ ତାଙ୍କର ଚାମଚା ।ସେ ଘର କ'ଣ ପାଇଁ ହୋଇଥିଲା କହିପାରିବେ ।

  • @ArunKumar-rh2tf
    @ArunKumar-rh2tf Před 25 dny +8

    ବବି ବାବୁ ଗୋଟେ ଗେମ୍ କରିଦେଲେ
    ମାନିବାକୁ ପଡ଼ିବ, ବବି ବାବୁ ତମକୁ
    କୁସୁମ କଣ ପାଇଁ ବନିଥିଲା, ୟେତେ ପଇସା କଣ ପାଇଁ ଖର୍ଚ୍ଚ ହୋଇଥିଲା, ସେଟା ପାଣ୍ଡୁ ଆଉ ବବି ଦାସ ର ରଙ୍ଗଶଳା ଥିଲା, କିଛି ଚାମଚା କୁ ଲଗାଇ ଖସି ଯିବାକୁ ବସିଛନ୍ତି,
    ବବି ବାବୁ,,,ପ୍ରଭୁ ଜଗନ୍ନାଥ ସହିଲେ ହେଲା

  • @krishna-qr2hd
    @krishna-qr2hd Před 27 dny +127

    ଆଉ ବାଲେ ବଲେ ଢ଼ାବା କଣ

    • @user-ms7nd1ri3r
      @user-ms7nd1ri3r Před 21 dnem

      Bhai au gote nua pela peli dhaba hotel madi chalo

  • @karchittaranjan9757
    @karchittaranjan9757 Před 27 dny +232

    ବବି ଚୋର ତୁମେ ସବୁ ଚୋର ସଳେ ଖାଇ ଖାଇ ଖୋଳ କଲଣି ଆହୁରି ଛୋଡି ହେଉଛ,

    • @PintuSwainBlogs
      @PintuSwainBlogs Před 26 dny +5

      Bala na .sala JAJPUR ra hero be se

    • @SidhantaMalik-tm6xh
      @SidhantaMalik-tm6xh Před 26 dny

      Tate babi Bhai gandi maridela ki sala

    • @SidhantaMalik-tm6xh
      @SidhantaMalik-tm6xh Před 26 dny

      Tate babi Bhai gandi maridela ki sala

    • @hariharparida8147
      @hariharparida8147 Před 26 dny +12

      ​@@PintuSwainBlogsharila kahinki

    • @prasantapanda1703
      @prasantapanda1703 Před 26 dny +17

      ​@@PintuSwainBlogsଯାଜପୁରର ସେଥିପାଇଁ ଯାଜପୁରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ ଯାଜପୁରରେ ଗଡିକି ହାରିଲା ବେଧ ଛୁଆ

  • @narayandalai8414
    @narayandalai8414 Před 23 dny +13

    CBI ତଦନ୍ତ କରାଯାଉ, ଏବଂ ଦୋଷୀ ଙ୍କୁ jail କରାଯାଉ,

  • @Sikhyabharati
    @Sikhyabharati Před 24 dny +3

    ସେ ସୌଖୀନ ଘରଗୁଡିକ କେଉଁ କାମରେ ଲାଗୁଛି କି ଟିକେ କହିଲେନି ତ.... ବଲେ ବଲେ ହୋଟେଲରେ କ'ଣ ସବୁ ହେଉଥିଲା କି.... ଯାଜପୁର ତଥା ଓଡ଼ିଶାର ସମ୍ମାନ ଆଉ ସ୍ୱାଭିମାନ ପାଇଁ ଆସନ୍ତୁ ମିଳିମିଶି ଲଢ଼ିବା। ଜୟ ଜଗନ୍ନାଥ 🙏

  • @bimalmajhi7775
    @bimalmajhi7775 Před 26 dny +200

    Argus news ସମସ୍ତେ ଦେଖିବେ ରଙ୍ଗଶାଳା କହିଲେ ବାଧୁଛି ସତ୍ୟର ହେବ ଜୟ ଦୁର୍ଗାଶିଷ ଭାଇ ଜିନ୍ଦାବାଦ

  • @Updated_News_
    @Updated_News_ Před 26 dny +39

    ଦୁର୍ଗାଶିଷ ବାବୁଙ୍କ ପରି ଯଦି ସବୁ ସାମ୍ବାଦିକମାନେ ସତ୍ଯ ର ଅନୁସନ୍ଧାନରେ ଲାଗି ପଡି ଥାଆନ୍ତେ ତେବେ ଦୀର୍ଘ ୨୪ ବର୍ଷ ଓଡ଼ିଶାରେ ଏତେ ଚୋର,ଖଣ୍ଟ ଓ ଡକାୟତ ଙ୍କ ଚରାଭୂଇଁ ହୋଇ ଥାଆନ୍ତା ନାହିଁ। ଯଦି ଆଜି ଓଡ଼ିଶା ବରବାଦ୍ ସେଥିପାଇଁ ସାମ୍ବାଦିକମାନେ ହିଁ ମୁଖ୍ଯ ଦାୟୀ କାରଣ ଏମାନେ ପୂର୍ବ ସରକାର ର ସବୁ ଦୁର୍ନୀତିକୁ ସ୍ବଚକ୍ଷୁ ରେ ଦେଖି କାର୍ଯ୍ଯାନୁଷ୍ଠାନ ଭୟରେ ମୁହଁ ରେ ତୁଣ୍ଡି ବାନ୍ଧି ଦେଇଥିଲେ।ବିଜେଡି ଶାସନ କ୍ଷମତା ରୁ ଯାଇଛି ସତ ହେଲେ ତାଙ୍କର ବାଚାଳାମି ଏଯାବତ୍ ଯାଇ ନାହିଁ। ଯଦି ପ୍ରତ୍ଯେକ ଜିଲ୍ଲା ରେ ଦୁର୍ଗାଶିଷ ବାବୁଙ୍କ ପରି ଜଣେ ଜଣେ ସାମ୍ବାଦିକ ରହିବେ ତେବେ ଓଡ଼ିଶାରେ ଦୁର୍ନୀତି ବହୁ ମାତ୍ରା ରେ କମିଯିବ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଅସୀମ ସାହାସ ଓ ଧୈର୍ଯ୍ୟ ଦିଅନ୍ତୁ ଅନ୍ଯାୟ ଓ ଦୁର୍ନୀତି ବିରୁଦ୍ଧରେ ଲଢିବା ପାଇଁ। ।। 🚩ଜୟ⭕‼️⭕ଜଗନ୍ନାଥ,🚩ଜୟ🏹ଶ୍ରୀ ରାମ।। 🙏🙏🙏

    • @sasmitameleka1363
      @sasmitameleka1363 Před 26 dny

      Bjp r kelenkariku debasish babu kahinki anu nahantu se sachata paniya kan particular sarakar pain ki???

    • @reenaappat2790
      @reenaappat2790 Před 26 dny +1

      Right bhai

    • @jullysamal6626
      @jullysamal6626 Před 26 dny

      To ma au bhauniku durgasis ଲଙ୍ଗଳା କରି କଣ କରୁଥିଲ vdo କରିଛାଡ଼ିଚି sosial mediare

    • @baikunthaparida7907
      @baikunthaparida7907 Před 12 dny

      Kam mahan sambadika

  • @Jjsoren842
    @Jjsoren842 Před 22 dny +2

    ସତ କଥା କହିଲେ ଯାଜପୁର ବାସୀଙ୍କୁ ବାଧୁଛି କାହିଁକି ନା ଆଉ ସେଇଠି ସେମାନେ ରଙ୍ଗ ସାଳା କାମ କରିପାରିବେନି କାହା ପାଇଁ ଆଉ କୋଉ କାମ ପାଇଁ ଏତେ ଘର ବନେଇଛନ୍ତି ଗରିବ ଲୋକ ମାନେ କୁଡ଼ିଆରେ ରହୁଛନ୍ତି ଗରିବ ମାନଙ୍କ ପାଇଁ ସେଇ ଟଙ୍କାରେ ଘରଟେ କରି ଦେଇଥିଲେ ଭଲ ହେଇଥାନ୍ତା...

  • @lifesagamble1198
    @lifesagamble1198 Před 25 dny +2

    ସଳା ପିହୁ ଘଟଣା ରେ ଗୋଟେ ଲୋକ ତା ମା ସହିତ ଠିଆ ହେଲେ ନାହିଁ ଆଜି ବଡବାବୁକ଼ କଥା ବୋଲି ଏତେହୋହାଲା କଣ ପାଇଁ

  • @dillipmohanty1000
    @dillipmohanty1000 Před 27 dny +255

    ଯିଏ ଯାହା କହୁ ଯୁଗେ ଯୁଗେ ଧର୍ମର ଜୟ ହୋଇଛି ହେବ ।

    • @soulkiller9197
      @soulkiller9197 Před 26 dny +1

      @@dillipmohanty1000 hmm tuma papa ra ghada full heigalani ma biraja sabu papi nka katha bujhibe

    • @deepess_deepu83
      @deepess_deepu83 Před 26 dny

      Sata katha je bi kehi hau chori karichi jail jiba ta thaya..... gujrati chamcha Argus OTV kanak, Narendra khan ra remote control re chalichi Argus OTV kanak, chhi chamcha andha bhakt.......bjd ra chamcha nandikhosh, ahibhali rajiya ra bikash heba...... ganatantra ra 4th stamba neta mananka hatare

    • @dillipmohanty1000
      @dillipmohanty1000 Před 26 dny

      ତୁମେ କ'ଣ ଲେଖିଛ। ମାଁ ବିରଜାଙ୍କ ଚରଣରେ ମୁଁ ଶରଣାପନ୍ନ। ମୁଁ କାହାକୁ କିଛି ଖରାପ କହିନାହିଁ।

    • @soulkiller9197
      @soulkiller9197 Před 26 dny

      @@dillipmohanty1000 ethi mu tume Mane bjd ra corrupt neta manaku nku kahuchi

    • @dillipmohanty1000
      @dillipmohanty1000 Před 26 dny

      @@soulkiller9197 ମୁଁ ଏଠାରେ କେଉଁ ନେତା ମନ୍ତ୍ରୀ କହିନାହିଁ ସେ ଯେଉଁ ଦଳର ହୋଇଥାନ୍ତୁ ।

  • @dhananjaysahoo4579
    @dhananjaysahoo4579 Před 26 dny +139

    ବବି ଦାସ ୟାକୁ ନେଇକି କାହିଁକି କିଛି ମୁଁହ ଖୋଲୁ ନାହାନ୍ତି।

  • @kkmusic38
    @kkmusic38 Před 23 dny +3

    ସେଠାରେ କଣ ସବୁ ହେଉଥିଲା ଆପଣ ମାନେ କଣ ଜାଣି ନ ଥିଲେ...? ସେତେବେଳେ ମାଟି ସ୍ୱାଭିମାନ କଣ ମନେ ନ ଥିଲା...? ସାମ୍ବାଦିକ ଜଣକ କେବଳ ସେଇ ନିର୍ଦିଷ୍ଟ କୋଠରୀକୁ ରଙ୍ଗଶାଳା ବୋଲି କହିଛନ୍ତି ସାରା ଯାଜପୁର ଜିଲ୍ଲାକୁ ନୁହେଁ, ଏଇଟାକୁ ମନେ ରଖିବାକୁ ଭୁଲିବେନି ଆଜ୍ଞା ମାନେ... 🙏🏼

  • @sureshojha8969
    @sureshojha8969 Před 20 dny +1

    ଧନ୍ୟବାଦ ଯାଜପୁର ର ଆନ୍ଦୋଳନ କରିଥିବା ଆନ୍ଦୋଳନ କାରି ବନ୍ଧୁ ଗଣ ଆପଣ ଙ୍କ ଉତ୍ତର ପ୍ରଭୁ ଜଗନ୍ନାଥ ଆପଣ ମାନଙ୍କୁ ଦେଵେ ଜୟ ଜଗନ୍ନାଥ

  • @user-du3xv1kl9s
    @user-du3xv1kl9s Před 26 dny +70

    ସତ୍ୟ କଥା ଏ ମାନଙ୍କୁ ଏ ହଜମ୍ ହଉନି.... କିଛି ଟଙ୍କା ପାଇଁ ଯାତ୍ରା କରୁଛନ୍ତି। ଅର୍ଗସ୍ no 1 tv

  • @babuswag3832
    @babuswag3832 Před 26 dny +83

    ତୁ ଶଳା ତ ଝିଅ ,ସ୍ତ୍ରୀ, ମା ସବୁ ଯାଇକି ବ୍ୟବସାୟ କରୁଥିଲେ ଏବେ ବନ୍ଦ୍ ହେଇଗଲା ତେଣୁ ବିରୋଧ କରୁଛ କିରେ ମୂର୍ଖ ସଡେ ଆଉ ତମେ ସୁଧିରିବନି ?

  • @kalandinayak463
    @kalandinayak463 Před 24 dny +4

    Durnit khora nku arrest karajau.

  • @user-um7gb1ol1z
    @user-um7gb1ol1z Před 24 dny

    ARGUS T V Reporter Mr Durgashis, please March forward with tremendous courage .Your personality and popularity will be enhanced and people will have confidence upon you. Request to other Media people to strengthen power and combined voice raising against the issues causing harm to society.You will achieve success for your sincere effort.
    With regards
    Ganeswar Rout

  • @satyanayakodiavlogs
    @satyanayakodiavlogs Před 26 dny +102

    ସେ ଘର କଣ ପାଇଁ ହେଇଚି ଯଦି ହେଇଚି ତାହାଲେ ତାଲା କାହିଁକି ପଡୁଚି ସାଧାରଣ ଲୋକଙ୍କୁ କାହିଁକି ସେଘରକୁ ଛଡା ଯାଉ ନାହିଁ ଯାଜପୁର ବାସୀ ଉତ୍ତର ଦିଅ

  • @user-dq4el6xn5y
    @user-dq4el6xn5y Před 26 dny +96

    ଚୋର ମୁହଁ ଟାଣ...
    ସତ୍ୟର ପ୍ରମାଣ କଣ ?..

    • @kishorecreation1561
      @kishorecreation1561 Před 26 dny

      Praman nothai mithya prachar koriba kon thik. To ku Babi das gehichhi kohile manijibu

  • @manoranjandasmohapatra7587

    Really Durgasis is a courageous reporter , really we r proud of u.

  • @kanhahomedecorating6602

    ସତ କହିଲେ ଶତ୍ରୁ କାଳେ କାଳେ ଧର୍ମର ହେବ ଜୟ ଜଗନ୍ନାଥ 🙏🙏🙏🙏🙏

  • @PARTHA123451
    @PARTHA123451 Před 27 dny +160

    Ye ସ୍ଥାନୀୟ ନାଗରିକ ନୁହଁନ୍ତି, BJD ଚାମଚା ମାନେ. ସେ କଟେଜ କାହିଁକି ହେଇଥିଲା? ଲୋକଙ୍କୁ ସେଠି ଯିବାକୁ allow ଥିଲା କି? Public ଙ୍କୁ ଜବାବ ଦିଅ.

  • @amitakar948
    @amitakar948 Před 27 dny +219

    ସତ କଥା ରେ ବାଧୁଛି କାହିଁକି ଲୋକ କହିବେ ସାମ୍ବାଦିକ ଵି କହିବେ କେହି କାହା ମୁହଁ ବନ୍ଦ କରି ପାରିବେନି ପଇସା ନେଇ ମୈଦାନ କୁ ଆସିଛ

  • @sajitkumarsahu2859
    @sajitkumarsahu2859 Před 22 dny +1

    Good

  • @munathewriter1234
    @munathewriter1234 Před 13 dny

    ଜାଗ ସବୁ ଓଡ଼ିଆ ଭାଇ ଓ ଭଉଣୀ ମାନେ ଜାଗ ଓ ଓଡ଼ିଶା ର ଯେତେ ଖରାପ୍ କାମ ହେଉଛି ସେ ସବୁକୁ ବନ୍ଦ୍ କର ଯେମିତି କି ଆଜିର ଏ ଅଣ ମୂର୍ଖ ମିଡିଆ ମାନେ ଯାଇ କିଏ କାହା ଘରକୁ ଯାଇ କାହାକୁ ଗେହିଁଲା ଫାଲତୁ ନାଟକ ସିନେମା ରେ କିଏ ହିରୋ ହିରୋଇନ୍ କୁ କେମିତି ରୋମାନ୍ସ କଲା କିଏ ଭିଲିଆନ ହିରୋଇନ୍ କୁ କେମିତି ରେପ୍ କଲା ଏଇ ସବୁ ବେକାର କଥା ଫାଲତୁ ସାମ୍ବାଦିକ ଓ ଅସଭ୍ୟ ଅଶିକ୍ଷିତ ମିଡିଆ 😂😂😂

  • @prashantpatra9883
    @prashantpatra9883 Před 26 dny +54

    ଆଗରୁ କାହିଁକି ସେ ଜାଗାକୁ ସାଧାରଣ ଲୋକଙ୍କୁ ଯିବାକୁ ଅନୁମତି ନ ଥିଲା ସେଠୀ କଣ ଚାଲିଥିଲା

    • @mukeshsahu8233
      @mukeshsahu8233 Před 26 dny

      ତମେ କେମିତି ଜାଣିଲ ସେଠିକୁ ଯିବାକୁ ଅନୁମତି ନଥିଲା ବୋଲି??

    • @Fashinworld1008
      @Fashinworld1008 Před 26 dny

      To ma kahila ru janilu​@@mukeshsahu8233

    • @SanjulataRout-ll2rp
      @SanjulataRout-ll2rp Před 26 dny

      Khatia

  • @RatiBehera-tm2pg
    @RatiBehera-tm2pg Před 26 dny +106

    କାହିଁକି ତମଗାଣ୍ଡିଫାଟୁଛି ତମେ
    କେତେନେଇଛ

  • @user-sk2tn1zb7k
    @user-sk2tn1zb7k Před 2 dny

    ଯାଜପୁର ଲୋକ ହିସାବରେ ମୁଁ କହୁଛି ଅର୍ଗସ ସଠିକ ତଥ୍ୟ ପ୍ରଦାନ କରୁଥିବାରୁ ଧନ୍ୟବାଦ। ଅର୍ଗସ ଡିଜିଟାଲ ଏକ ନମ୍ବର ଚାନେଲ। ସାମ୍ବାଦିକ ଭାଇଙ୍କ ଜୟ ହେଉ।

  • @HelpfulXYZ
    @HelpfulXYZ Před 21 dnem

    କେଉଁ ଭଳି ଭାବରେ ଓଡ଼ିଶାରେ ଏତେ ଗଜ ମୂର୍ଖ ଅଛନ୍ତି , କଣ କହିଲା ରଙ୍ଗସାଳା କହିଲେ ଗୋଟେ ଖରାପ୍ ଶବ୍ଦ । ଯଦି ରଙ୍ଗ ସାଳା କହିଲେ ଗୋଟେ ଖରାପ୍ ଶବ୍ଦ ତାହେଲେ Dasarath Rangashala Stadium Kathamandu re National Stadium , ନାମ ଦିଆଯାଇ ନଥାନ୍ତା ।

  • @sewanayak945
    @sewanayak945 Před 26 dny +75

    ଖାଲି ଭୋଭୋ ହୋଇ ଭୋକିବ. କିଛି ବାଳ ବାଙ୍କାକରିପାରିବନି ଦୁର୍ଗାସିସ ଓଡିଶାର ସିଂଘାମ ଛୁଆ ok 👍

    • @premkumarsahoo309
      @premkumarsahoo309 Před 26 dny +3

      Pela chua.sala ku badeiba katha

    • @premkumarsahoo309
      @premkumarsahoo309 Před 26 dny +3

      Agaku asu janapadiba.salaku denkanalare jai badeibu

    • @soulkiller9197
      @soulkiller9197 Před 26 dny +2

      @@premkumarsahoo309 tume sabu 2 tankia chamcha gura Kai emti houcha .durgesh Bhai ku badeibu toh muha dekhichu tuma neta ra phatei sarilani tume sabu kn be ta agare...tumara sarkar thila bele se bagha bhali reporting karuthila ebe ta tuma abasta kharap chada

    • @Fashinworld1008
      @Fashinworld1008 Před 26 dny

      ​@@premkumarsahoo309to bou bia katha

    • @Raju-g7o
      @Raju-g7o Před 21 dnem

      Right 👍

  • @sanjaybiswal9242
    @sanjaybiswal9242 Před 26 dny +89

    ବବି ଦାସ ରଙ୍ଗ ସାଳା କହିଲ ବିଜେଡି କୁଜି ନେତା ମାନଙ୍କୁ ବାନ୍ଧୁଛି

    • @ranjitsethi6621
      @ranjitsethi6621 Před 26 dny +1

      Ta

    • @bibhutibhusanbehera5147
      @bibhutibhusanbehera5147 Před 24 dny

      Right 👍

    • @santoshdash5352
      @santoshdash5352 Před 22 dny

      Argus କୁ କହିଲେ ତୋ ଗାଣ୍ଡି ଫାଟୁଛି ବେଧ ପିଲା

    • @user-yr1hq5ei7d
      @user-yr1hq5ei7d Před 21 dnem

      Tanku. (15). Mintia. Kimba. Slow. Prayagan. Daidea. Sabu. Thik. Hai. Jaba. Sala. Gadha.

    • @s.ajayakumar2617
      @s.ajayakumar2617 Před 20 dny

      Nai re sala tu sabu januchu...Sethi pain ta Argus news ku 1cr penalty lagichi..aau bjp ra chukibani😂😂

  • @satyanarayanajani8808
    @satyanarayanajani8808 Před 25 dny

    ଭାଇମାନେ ଯେଉଁ ମାନଙ୍କ ଷ୍ଟେଟମେଟ ନେଉଛନ୍ତି ସେମାନେ ପ୍ରଥେମେ ସେମାନଙ୍କ ନମ୍ବର ଛାଡ଼ନ୍ତୁ ଆମେ ସେମାନଙ୍କୁ ପ୍ରଶ୍ନ ପଛା ରିବୁ ତେବେ ଯାଇ ଛତୁର୍ଥ ସ୍ତମ୍ବ ଠିକ ରହିବ ରହିଲି 🙏🙏🙏

  • @MinatiPanigrahy-uj1gi
    @MinatiPanigrahy-uj1gi Před 22 dny

    Salute to Durgashis to bring truth to the public, Jai Jagannath 🙏

  • @spandancreations4333
    @spandancreations4333 Před 26 dny +71

    ସେଇଟା pure ରଙ୍ଗଶାଳା ଥିଲା । ଏଵେ setup ବଦଳାଇ ଦିଆଗଲା ।

    • @user-jn6qj7nc6h
      @user-jn6qj7nc6h Před 20 dny +1

      Tukotti.thilu.babibhai.kusumakalabele..tujajpurianuhe.tukana.cometre.lekhuchhu.togharephulanadigandirepureibas

  • @smrutiranjansahoo7308
    @smrutiranjansahoo7308 Před 26 dny +68

    ସବୁ ବବି ଦାସ ଲୋକ ଏମାନେ।।

    • @ChittaranjanParida-pq1im
      @ChittaranjanParida-pq1im Před 24 dny

      To bou bia

    • @dassoumya51
      @dassoumya51 Před 24 dny

      @@smrutiranjansahoo7308 to maa bia re mo Bando tu bedha pura mahatma gandhi ta re Bando ku bia kahuthibu re bhadua

    • @user-yr1hq5ei7d
      @user-yr1hq5ei7d Před 24 dny

      To. Bhauniku. Aninu. Maghea. Ama. Sambalpur. Ada. Bhadaku.

  • @bhagabanrana4898
    @bhagabanrana4898 Před 24 dny

    ଆରେ ମାଆଗିଆ ମାନେ ତମର ଗୁମର ଖୋଲିଦେଲା 🙏🏻🙏🏻🙏🏻

  • @dr.akm5362
    @dr.akm5362 Před 22 dny

    Media should play impartial role on any kind of news.

  • @Rajendra-gj3iz
    @Rajendra-gj3iz Před 26 dny +35

    ବେ ଖଟ କୁଆଡେ ପଳେଇଲା ରାତାରାତି

  • @satyamsibammohanty1255
    @satyamsibammohanty1255 Před 27 dny +128

    ଯାଜପୁର ବାସୀ କୁସୁମାକୁ ବବି ଦାସର ରଙ୍ଗଶାଳା କହୁଛନ୍ତି ଓ ବବିର କର୍ମୀ ମାନେ ଏଠାରେ ବବି ଭଜନ କୀର୍ତ୍ତନ ଧ୍ୟାନ ଇତ୍ୟାଦି କରୁଥିଲେ ବୋଲି କହୁଛନ୍ତି !!!!! ଏହି ଆନ୍ଦୋଳନକାରୀମାନେ ଏଠାରେ ସତସଙ୍ଗ କୁଆଡେ କରୁଥିଲେ !!!! ଯେଉଁ ସ୍ଥାନକୁ ସାଧାରଣ ମଳିମୁଣ୍ଡିଆଙ୍କୁ ପ୍ରବେଶ ନିଷେଧ ଥିଲା !!!!

  • @oldagecareshreekrishnaanan4887

    ନା ଆପଣଙ୍କ ମତରେ ସେଠି ଯେଉଁ ଅତିଥି ଯାଉଥିଲେ ସେମାନେ ଯାଜପୁର ବାହାରୁ ଆସୁଥିଲେ ଏବଂ ଯଦି ବାହାରୁ ଆସୁଥିଲେ ତେବେ ସେଠି ରହିବାର କାରଣ. ଯଦି ସ୍ଥାନୀୟ ଲୋକ ରହୁଥିଲେ ତେବେ କଣ ପାଇଁ ରହୁଥିଲେ. ଵଲେ ଵଲେ ଢାବାରେ ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା ତାକୁ ରାଜ୍ୟ ବାସି ଜାଣିଛନ୍ତି. ଏଥିସହିତ ଯେଉଁ ମାନେ ସମ୍ପର୍କ ରେ ଥିଲେ ସେମାନେ ସବୁ ଶିକାରୀ. ତାଙ୍କର ମୂଳ ପେସା ହେଲା ଶିକାର. ଯେଉଁଠିଁ ମା ବିରଜା ବିଦ୍ୟମାନ ସେଯାଗାରେ ଏଭଳି କାର୍ଯ୍ୟକ୍ରମ କୁ ଖୋରାକ ଯୋଗାଉଥିବା ମୁଷ୍ଟିମେୟ ଲୋକମାନେ ଯାଜପୁର ଭଳି ପବିତ୍ର ମାଟିର ପବିତ୍ରତା ନଷ୍ଟ କରୁଛନ୍ତି ଏଥିରେ ଦୁର୍ଗଶିଷ ବାବୁଙ୍କର କୌଣସି ଭୁଲ ନାହିଁ. ଅର୍ଗୁସ ଏକ ନିରପକ୍ଷ ସମ୍ବାଦ ପରିବେଷଣ କରିବାର ମାଧ୍ୟମ

  • @BiswaranjanJena-cv3dy
    @BiswaranjanJena-cv3dy Před 19 dny

    ଭାଇ ମାନେ ଯିଏ ସରକାର ଜାଗାରେ ବନେଇ ଦେଉଛି ସେ ତା ଏରିଆ ରେ କାଇଁ କି ନୁହଁ। ସତ କହିବେ ଏଇ ରାଲି ପାଇଁ କେତେ ପଇସା ଜଣିକିଆ ନେଇଛ।

  • @manmathpasadmohanty5386
    @manmathpasadmohanty5386 Před 27 dny +38

    No.1 chanel argus and Durga Babu is a best reporter

    • @pabitrabehera491
      @pabitrabehera491 Před 26 dny +7

      E agaru Kain soithila khali BJD birudhar re Kain repot karuchhi se Kain kou Dina ta NEET katha uthaini chhanel re

    • @Ambassador_christ
      @Ambassador_christ Před 26 dny +3

      If the best reporter ask him what happened to NEET justice?? What happened to Mishap happened at Hathras? Ans what happened at Puri?.

    • @indianbulls99
      @indianbulls99 Před 26 dny +1

      Poduchi re ye golam nka ra 😂 news upare comment Karuna?? 😅 Neet katha discus hau au ta Saha Dankari, Blackroz, balle balle, under ground hall .... ye bishayare bi discussion hau golam nka saha😂

    • @jullysamal6626
      @jullysamal6626 Před 26 dny +1

      ମିଛ ଖବର ସୁନେଇବାରେ bastard durgasis

    • @soulkiller9197
      @soulkiller9197 Před 26 dny

      @@pabitrabehera491 Kai tuma durniti dhara padigala ku badhuchi ki...

  • @abhirambiswal4538
    @abhirambiswal4538 Před 26 dny +16

    ତମକୁ କିଏ ପଠେଇଛି ଭାଇ

  • @ganeshpanigrahi5258
    @ganeshpanigrahi5258 Před 3 dny

    ରଙ୍ଗଶାଳା ନୁହେଁ ତ' ଆଉ ତାହା କ'ଣ ଥିଲା...
    ଚୋର ମଚାଏ ସୋର ଭଳି ଏମାନେ ଓଡ଼ିଶାର ଶ୍ରେଷ୍ଠତମ, ସୁଯୋଗ୍ୟ, ନିର୍ଭିକ, ନିଷ୍ଠାପର, ନିରପେକ୍ଷ ଏବଂ ସମ୍ବାଦ ପରିବେଷଣରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ସାମ୍ବାଦିକ ଦୁର୍ଗାଶୀଶ ଭାଈଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ନେଇ ସର୍ବସାଧାରଣରେ ଦୃଢ଼ ନିନ୍ଦା ଓ ଧିକ୍କାର କରାଯାଉଛି ...

  • @SusilakantaRatha
    @SusilakantaRatha Před 26 dny +92

    ଏହାର cbi ତଦନ୍ତ କରାଯାଉ ତାପରେ କୁସୁମା ଭଜନା ସାଲା କି ରଙ୍ଗଶାଳା ଜଣାପଡିବ

  • @srisaidesignvastu9209
    @srisaidesignvastu9209 Před 26 dny +32

    ଯାଜପୁର ରେ ପିହୁପାଈଁ ଏତେ ଲୋକ କାହିଁକି ମୂହଁ ଖୋଲି ନଥିଲେ !ସେଈଟା କ'ଣ ଯାଜପୁର ପାଇଁ ଲିଗାଲ ଥିଲା ?

  • @Screativ
    @Screativ Před 23 dny

    ଓପାଡିବ, କିଛି ହବନି, ବବି ଠାରୁ ପଇସା ଖାଇ, ଡ୍ରାମା କରୁଛ, ତମ ସରକାର ନାହିଁ, ସେମିତି ଭୁକି ରହିବ

  • @purnanayak5383
    @purnanayak5383 Před 16 dny

    ଏ ପ୍ରକାର ତମର ଚଳିବ ନାହିଁ, ଚଳିବ ନାହିଁ , ,!! କିଛି ଲାଭ ନାହିଁ,

  • @SusilakantaRatha
    @SusilakantaRatha Před 26 dny +26

    ଏଗୁଡ଼ାକ ବିଜେଡି ଚାଟୁକାର ଜା ଏମାନେ କେହି ଵି ଲୋକାଲ ଲୋକ ନାହାନ୍ତି

  • @user-gx4uh4vb2r
    @user-gx4uh4vb2r Před 27 dny +65

    ଏସଳା ସବୁ ବବି ଚମଚା

  • @sukantakumarsahoo9340
    @sukantakumarsahoo9340 Před 25 dny

    Argus news doing very well......ask to babi babu... He will define very well...... You are not take responsibility of jajpur district...... You are support er of babi das......... Debasis babu donig perfectly..... No doubt..... ARGUS NEWS NO 1 NEWS CHANEL, FINDING MANY CORRUPTION, CORRUPTED POLITICIAN 👍👍👍👍💐💐💐🇮🇳🚩

  • @DrAnshu-uz3gc
    @DrAnshu-uz3gc Před 21 dnem

    Mr pandian sir CM odisha utakal Pradesh High voltage development work in Jajpur

  • @user-xd8vk5ry1h
    @user-xd8vk5ry1h Před 26 dny +79

    ସେ ଘରେ କଣ ହୋଉଥିଲା କି ଲୋକ କାହିଁକି ଯାଉନଥିଲେ ଆଗରୁ

  • @user-pl8pu8fm4n
    @user-pl8pu8fm4n Před 26 dny +18

    ତମେ ସବୁ ବବି ର ଲୋକ ବବି ଈଶାରା ରେ ତମେ ଆସିଛ

  • @DebashishNayakofficial

    ଦୁର୍ଗାଶିଷ ବାବୁ କୁଆଡେ ଗଲ ଟିକେ ଏ ବିଷୟରେ ଆମକୁ ବୁଝାଅ, ଏମାନେ ସବୁ କଣ କହୁଛନ୍ତି,,

  • @niranjanbehera9276
    @niranjanbehera9276 Před 17 dny

    ଦୁର୍ଗା ଶିସ ଭାଇ ଆମେ ଓଡ଼ିଶା ବାସି ଆପଣଙ୍କ ସାଙ୍ଗରେ ଅଛୁ ଅନ୍ୟାୟ ବିରୁଦ୍ଧରେ ଲଢେ଼ଇ ଜାରି ରଖ

  • @anadicharansamal7033
    @anadicharansamal7033 Před 26 dny +24

    ଯାଜପୁର ନିଉଜ ହୋଉଚି କ୍ରୀତଦାସ ର ଚାମଚା

  • @kanhuramdashkanha4758
    @kanhuramdashkanha4758 Před 26 dny +39

    ବାଳ କରିବ ଦୂର୍ଗାସିସ ଗୋଟେ ବାଘ ତା ସହିତ ଲାଗନି ନଚେତ୍

    • @user-wn6or9uq8f
      @user-wn6or9uq8f Před 26 dny +2

      Right bhai

    • @user-rh5zt3tz9u
      @user-rh5zt3tz9u Před 26 dny +1

      ମାହାଙ୍ଗାରେ ସେ ଶଳା ଦୁର୍ଗା ଶୀ କୁ ମାଇକିନା ଗୁଡାକ ଗୋଡେଇ ଗୋଡେଇ ଚପଲ ରେ ପିଟୁଥିଲେ, ବାଘ ନା ବାଘ ର ବାଳ ସିଏ ମାଇଚିଆ ଟା ଦୂର୍ଗା ଶୀ

    • @Rashonkumar143
      @Rashonkumar143 Před 26 dny

      Bala na BJP ra chatudar

    • @dipakking2121
      @dipakking2121 Před 26 dny

      Na hele tate toh bapa toh bou. Toh bhauni ki ghaedaba na kn😂😂😂😂

    • @dipakking2121
      @dipakking2121 Před 26 dny

      Toh bhauni pakhare taku suaunu tara bagho chua janma haba 😂😂😂

  • @stylestar486
    @stylestar486 Před 24 dny

    ଶୀଘ୍ର ଗିରଫ ହେଲେ ମତେ ଶାନ୍ତି ଲାଗିବ ☝️

  • @rabiparida9482
    @rabiparida9482 Před 20 dny

    ଯେମିତି ସାରଥି ବାବା ର କାହାଣୀ ସରିଗଲା ପରେ ବି ତାକଂ ଭକ୍ତ ମାନେ ଭୁଲି ନାହାଁନ୍ତି। ଏମାନଙ୍କ ଅବସ୍ଥା ଠିକ୍ ସେମିତି...... 😅😅😅

  • @pradyumnakanhar1380
    @pradyumnakanhar1380 Před 26 dny +29

    Argus news ସତ୍ ଖବର ପ୍ରସାର କରିଛି ।

  • @ajayakumarb957
    @ajayakumarb957 Před 26 dny +55

    କୁସୁମା ରେ ଏତେ ସୋଉଖାନ୍ ଘର କା ପାଇଁ

  • @littlequeenrakhi
    @littlequeenrakhi Před 24 dny

    ଆଗରୁ ତା ଭିତରକୁ ଯାଇ ପାରୁ ନ ଥିଲେ ଏବେ ହାତକୁ ଆସିବାରୁ ଏପରି କଥା ବାହାରୁଛି

  • @Godeepak
    @Godeepak Před 25 dny

    ମୁଁ ବି ଯାଜପୁରିଆ,, ମୋ ମତ ରେ ସିବିଆଇ ତଦନ୍ତ ହେବା ଆବଶ୍ୟକ

  • @rameshmohanty1211
    @rameshmohanty1211 Před 26 dny +22

    ଭଡ଼ା ଆନ୍ଦୋଳନ

  • @ROMOJPRODUCTION
    @ROMOJPRODUCTION Před 26 dny +75

    ଦୁର୍ଗାସିଶ୍ ଜଣେ ନିରପେକ୍ଷ ଏବଂ ସାହସିକ ସାମ୍ବାଦିକ । ଆମ ଓଡ଼ିଶା ରେ ଏହି ଭଳି ସାମ୍ବାଦିକ ଆବଶ୍ୟକ ଯାହା ଦ୍ୱାରା ଓଡ଼ିଶା କୁ ଲୁଟୁଥିବା ଲୁଟେରା ମାନେ ଅନ୍ତତ ଭୟ କରିବେ...., ଆଉ ରହିଲା କଥା ବବି ଦାସ‌ ଭଳି ଚୋର ଲୁଟେରା କୁ ଯାଜପୁର ବାସୀ ତଥା ଓଡ଼ିଶା ବାସୀ ଭଲ ଭାବରେ ଚିନ୍‌ହି ସାରିଲେଣି ଏହି ଡକାୟତ ତଥା ଲୁଟେରା ଦଳ ର ପ୍ରାୟୋଜିତ ବିକ୍ଷୋବ କାମ ଦେବନି । ଏହି ପ୍ରାୟଜିତ ବିକ୍ଷୋବ ରୁ ସ୍ପଷ୍ଟ ଭାବରେ ଜଣା ପଡିଲା ଯାଜପୁର ରେ ଲୁଟେରା ସଂଖ୍ୟା ଏତେ ଅଧିକ ବୋଲି । ଯାଜପୁର ବାସୀ ସଚେତନ ହୁଅନ୍ତୁ ନହେଲେ ଯାଜପୁର ଅସ୍ମିତା ର ଚିନହୋ ବର୍ଣ କିଛି ରହିବନି....😢

  • @sarojkumarpanda8493
    @sarojkumarpanda8493 Před 24 dny +1

    Jajpur needs corrupt people

  • @user-xw3tn7vs3x
    @user-xw3tn7vs3x Před 17 dny

    Rangasala paare Blackrose just wait and prepare for Andoolan.........

  • @arunrout7986
    @arunrout7986 Před 26 dny +70

    ଅର୍ଗସ ପାଖରେ ପ୍ରଣାମ ଅଛି,ଦୁର୍ଗା ବାବୁ ଙ୍କୁ ଯେଉଁ ମହିଳା ବୟାନ ଦେଉଥିଲା ତାକୁ ଟିକେ ପଚାରି ବୁଝ ,ସେହି ମହିଳା ବୟାନ ଆଧାର ରେ ଦୁର୍ଗା ବାବୁ କହିଛନ୍ତି,ବବି ଦାସ ତମ ମାନଙ୍କୁ ଧରି ଗୋଟେ ଭେଳି କି କରୁଛି ।କେତେ ଲେଖା ମିଳିଛି ?

    • @sukantsahoo6351
      @sukantsahoo6351 Před 25 dny

      Se mahila kie janicha na nai .....

    • @user-yr1hq5ei7d
      @user-yr1hq5ei7d Před 24 dny

      Maghea. Badha. Chua. Babi. Dash.

    • @littlequeenrakhi
      @littlequeenrakhi Před 24 dny

      ଏବେ ଏ ଯାଜ୍ ପୁର ଲୋକେ ଜାଗା ହାତକୁ ଆସି ଯିବାରୁ ଏପରି ବଦଳି ଗଲେ ଏମାନେ ଧର୍ମ ଦ୍ରୋହି

    • @butu977
      @butu977 Před 23 dny

      Au tame aicha Munda khaibaku au

    • @prasantakumarbisoyi4231
      @prasantakumarbisoyi4231 Před 23 dny

      ଆଉ ମୋହନ ମଝି ସରକାର କେତେ ଟଙ୍କା ଦେଇଛନ୍ତି।
      ରାଜ୍ୟପାଳ ଙ୍କ ପୁଅ ଆମ ଓଡ଼ିଅଫିସର୍ ଙ୍କୁ ଯୋ ମାଡ଼ ମାରିବା ଘଟଣା ଅର୍ଗସ୍ ନିଉଜ ରେ ନଦେଖେଇବାକୁ।

  • @brajeswarisingh909
    @brajeswarisingh909 Před 24 dny

    ତଦନ୍ତ କରାଯାଉ, ସତ ମିଛ ଜଣା ପଡିବ, ଆଉ ସରକାର, ଦୁର୍ନୀତି ଖୋର ହେଇ ମିଛକୁ ଢଙ୍କାଇ ଥିବ, ତେବେ, ତାକୁ ବି ସରକାର ଆକ୍ସନ ନିଅନ୍ତୁ, , ସେ ଜୀଏବି ହେଉ

  • @ajaybadjena6799
    @ajaybadjena6799 Před 20 dny

    ବହୁତ ଡେରି ରେ ଟଙ୍କା ଖାଇ ଏପରି କହୁଛ ଯେତେ ଚେଷ୍ଠା କଲେ ମଧ୍ୟ ବବି ଦାସ ବଞ୍ଚି ପାରିବ, ନାହିଁ,ଏହା ନିରାଟ ସତ୍ୟ,

  • @rajatkumarnaik2614
    @rajatkumarnaik2614 Před 26 dny +29

    ସବୁ ମା ଗିହା ମାନେ ବିଜେଡି କୁକୁର

  • @anadicharansamal7033
    @anadicharansamal7033 Před 26 dny +23

    ସତ କହିଲେ ବାଧିଗଲା

  • @babanathasahu1029
    @babanathasahu1029 Před 20 dny

    ଭାଇମାନେ ,ଏମିତି ପ୍ରୟୋଜିତ ବିରୋଧ କରି ଆପଣ ମାନେ ବରଂ ଅଧିକ ନିନ୍ଦିତ ହେବେ ।ସତକୁ ସ୍ବୀକାର କର ଓ ଦୋଷୀକୁ ଦଣ୍ଡ ମିଳୁ ।ସେଥିରେ ଜାଜପୁର ବାସି ଙ୍କ ସମ୍ମାନ ବଢିବ। ଏମିତି ବାନା ଧରି ରାଜନୀତି କଲେ କିଛି ଫାଇଦା ନାହିଁ।

  • @YBS55
    @YBS55 Před 10 dny

    ❤❤❤au Jajpur re ....lokomane kebe bholo padibe nahi.....CURRUPTED money use hoichi.....

  • @birabhadrabehera1476
    @birabhadrabehera1476 Před 26 dny +26

    Durgashis Babu reveals the truth before public.He is a brave reporter.

  • @aiamoodisha
    @aiamoodisha Před 26 dny +61

    BJD ଗୁଣ୍ଡା ଦଳ ନିଜ ଗାଣ୍ଡୀ ନିଜେ ସମାଳ
    ବବି ତ ବନ୍ଧା ହେବ ତମେ କଣ କରିବ

  • @PurnachandraPanda-vx2nj
    @PurnachandraPanda-vx2nj Před 21 dnem

    ସାମ୍ବାଦିକତା ବିବେକ , ସହନଶୀଳତା, ମାନବବାଦ ଉପରେ ଆଧାରିତ ହେବା ଉଚିତ୍। ଏ ଭଳି ସାମ୍ୱାଦିକ କୁ ଦଣ୍ଡ ହେବା ଦରକାର ।

  • @gajendraprasadsethi9510

    ରଙ୍ଗ ଶାଳାର ରଂଗକୁ କେହି ଦେଖନ୍ତି ନାହିଁ ତା'ର ପାରିପାର୍ଶ୍ବିକ ଅବସ୍ଥିତି ଜଣାଇଦିଏ ,ତେଣୁ Durgashis is ok for that

  • @NarendraRana-qt2wo
    @NarendraRana-qt2wo Před 26 dny +11

    ବାଳ କରିବ

  • @dukhishyambehera6954
    @dukhishyambehera6954 Před 26 dny +52

    Argus News is Good News Thank you

  • @hrusikeshmallik3221
    @hrusikeshmallik3221 Před 23 dny

    ସୁସ୍ବାଗତ ନିଶ୍ଚୟ, ତୁରନ୍ତ ଗିରଫ ହେବା ଆବଶ୍ୟକ

  • @fearless4421
    @fearless4421 Před 24 dny

    ଆରେ ଯାଜପୁର ଭାଇ ମାନେ ଏ ଅଗସ ନିଉଜ୍ ର ରିପୋର୍ଟର ଦୁର୍ଗା ସିଂ ଆଖିକୁ ଦେଖିଛ ସେଟା କଣାଟା। ତା କଥାରେ ତମେ ମାତିଛ ।

  • @rasmidoyanayak7691
    @rasmidoyanayak7691 Před 27 dny +55

    Eguda baby das kukura gudaa

  • @sushantakumarsahoo01
    @sushantakumarsahoo01 Před 26 dny +7

    ବାକି କିଛି ଗଣମାଧ୍ୟମର ପ୍ରତିନିଧି ମାନେ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଖରେ ବିକ୍ରି ହୋଇଯାଇଛନ୍ତି, କିନ୍ତୁ ଦୂର୍ଗାଶିଷ ଭାଇ ନଗଡା ଠୁ ଆରମ୍ଭ କରି ସବୁ ଖବର ସଠିକ ତଥ୍ୟ ସହ ଲୋକ ଲୋଚନକୁ ଆଣୁଛନ୍ତି l ବବି ଦାସ ମୁହଁ ଖୋଲୁନାହାନ୍ତି କାହିଁକି ? ଆଜି ଏ ମିଥ୍ୟା ପ୍ରହସନର Rally କୁ ଓଡ଼ିଶାବାସୀ ଗ୍ରହଣ କରିବେ ତ!
    ସାମ୍ବାଦିକ ହେବ ତ ଅରିନ୍ଦମ ଦାସ ଏବଂ ଦୂର୍ଗାଶିଷ ଙ୍କ ଭଳି ନିର୍ଭୀକ ସାମ୍ବାଦିକ ହୁଅନ୍ତୁ l ପଇସା ପାଇଁ ମୁଣ୍ଡବିକା ସାମ୍ବାଦିକ ହୁଅନ୍ତୁ ନାହିଁ l ଗଣମାଧ୍ୟମ ର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ l ଜୟ ଜଗନ୍ନାଥ, ଜୟ ମା ବିରଜା🙏🙏 🙏

  • @pradiptakumarmahapatra1669
    @pradiptakumarmahapatra1669 Před 21 dnem +1

    ଲଜ୍ଜ୍ୟା ଲାଗୁନି ତୁମକୁ ଯି ଏ ପଠାଇଛି comment ପଢ

  • @pk5993
    @pk5993 Před 20 dny

    ଠିକ୍ କଥା କହିଲା ବେଳକୁ ସର୍ବ ସାଧାରଣ ଲୋକଙ୍କୁ ମତାଇ ନାଟକ କରୁଛନ୍ତି, urgus news is great

  • @user-zt6gg6hf9y
    @user-zt6gg6hf9y Před 26 dny +19

    ବିଜେଡି ମୂରଦାବାଦ୍, ବବି ଦାସ ମୂରଦାବାଦ୍

  • @itsbikram24
    @itsbikram24 Před 26 dny +31

    କୁସୁମା ର ତଦନ୍ତ କରାଯାଉ କେତେ ଦୁର୍ନୀତି ହୋଇଛି ବାହାରକୁ ଆସୁ । ସଧାରଣ ଲୋକ ଙ୍କ ଝାଲବୁହା ଧନ କୁ କେହି ଲୁଟି ପାରିବେ ନାହିଁ ।ଏଠି କମିଶନ୍ ଖାଇଥିବା ଲୋକ ଆସି ଛାତି ଫଟେଇ ଚିତ୍କାର କରୁଛନ୍ତି । ସଧାରଣ ଲୋକ ଖୁସି ଅଛନ୍ତି ।