ବିଜେପିରେ ମିଶି ହରଡ଼ଘଣାରେ ପଡିଲେ ପ୍ରଦୀପ ପାଣିଗ୍ରାହୀ.. | Pradeep Panigrahi | BJP Odisha | Pratibad TV

Sdílet
Vložit
  • čas přidán 23. 02. 2024
  • ବିଜେପିରେ ମିଶି ହରଡ଼ଘଣାରେ ପଡିଲେ ପ୍ରଦୀପ ପାଣିଗ୍ରାହୀ.. | Pradeep Panigrahi | BJP Odisha | Pratibad TV
    #PratibadTV is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    CZcams : / @pratibadtvofficial
    Facebook : / pratibadtvofficial
    © PratibadTV
    #OdiaNews #odishanews #News

Komentáře • 686

  • @Bijay713
    @Bijay713 Před 3 měsíci +32

    ଓଡ଼ିଆ ପାଇଁଁ ନରେନ୍ଦ୍ର ମୋଦୀ କ'ଣ କରିଛନ୍ତି ଓଡ଼ିଶାରେ

  • @madhabdash985
    @madhabdash985 Před 5 měsíci +26

    ପିଲାଙ୍କୁ ଚାକିରି ଦେବା କହି ପଇସା ନେଲ କେବେ ମିଳିବ ତୁମକୁ କଣ ବିଶ୍ୱାସ କରିବୁ

  • @desikalakararunp496
    @desikalakararunp496 Před 5 měsíci +15

    ସୁପର ମିଛୁଆ

  • @happysad3719
    @happysad3719 Před 5 měsíci +22

    ନିଜେ ତ ନବୀନ ର ପେଳ ଚାଟୁ ଥିଲୁ... ଏଇ ମାଗହିଆ ଙ୍କୁ ଜମା ବି ଭୋଟ ଦବନି.. ଏମାନେ କ୍ଷମତା ଲୋଭୀ 😢😢

  • @biplabanayak5798
    @biplabanayak5798 Před 5 měsíci +10

    ଆପଣ ବି ଜଣେ ଭ୍ରଷ୍ଟାଚାର ପ୍ରବଣ

  • @sanjeevguru4621
    @sanjeevguru4621 Před 5 měsíci +23

    ବିଜେଡି ଥିଲା ବେଳେ କାହିଁକି ଏପରି ଦୁର୍ନିତି ବିଷୟ ରେ କହିଲେନି ସେତେବେଳେ ଆପଣ କେତେ ଦୁର୍ନୀତି କରିଛନ୍ତି,ଏବେ ଆଉ ମିଳିଲାନି ବୋଲି ମୁଣ୍ଡ କାମ କରୁନି

  • @Nishi5555
    @Nishi5555 Před 5 měsíci +12

    ମହାବାତ୍ୟା ପରେ ଓଡିଶା ତା ନିଜ ପରିଚୟ ନିଜେ ଗଢିଛି..

  • @myicontutorial8631
    @myicontutorial8631 Před 4 měsíci +15

    ବେପାର କରିବାକୁ 1 ଲକ୍ଷ ଟଙ୍କା ପାଇଁ ବ୍ୟାଙ୍କ ଧାଇଁ ଧାଇଁ ଚପଲ ଛିଡିଗଲା ଗୋଟିଏ ଲୋନ ହେଇ ପାରୁନି ଶଳା କୋଟି କୋଟି ଖର୍ଚ୍ଚ କରି ଟେଣ୍ଟ ବାନ୍ଧି ଭାଷଣ ମାରି ହେଲିକେପ୍ଟେର ରେ ବୁଲି ମଜା ନେଉଛନ୍ତି
    ଜୟ ଜଗନ୍ନାଥ ଧର୍ମ ସହିଲେ ହେଲା

  • @sushantanaik5388
    @sushantanaik5388 Před 5 měsíci +30

    ବାଳ ନିଉଚ ତୁମେ ଥମିନାଇଲ ଲଗାଉଛ କଣ ଦେଖେଁଉଛି କଣ

  • @jbjmotivetion123
    @jbjmotivetion123 Před měsícem +2

    ଏ ଶଳା ଛାତ୍ର ଇଲେକ୍ସନ ନାହିଁ ବର୍ତ୍ତମାନ ଶିକ୍ଷା ଅନୁଷ୍ଠାନ ଶାନ୍ତିରେ ଚାଲୁଛି, ନ ହେଲେ କେତେ ମାଡ଼ ପିଟି ଝଗଡ଼ା ହୁଏ,ଛାତ୍ର ପାଠ ପଢ଼ିବେନା ରାଜନୀତି କରିବେ, ଶଳା ମୂର୍ଖଟା

  • @prasanta-jg1vd
    @prasanta-jg1vd Před 5 měsíci +6

    ବାଳ ନ୍ଯୁ ଜ୍

  • @belalsensenapati1300
    @belalsensenapati1300 Před 5 měsíci +4

    ଦୁର୍ନୀତି କରି ବିଜେଡ଼ିରୁ ତଡା ଖାଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଅତ୍ୟନ୍ତ ଦୁର୍ନୀତିଖୋର ବିଜେଡ଼ି ମୁଖିଆମାନଙ୍କର ମୁଣ୍ଡବଥାର କାରଣ ପାଲଟି ଯାଇଛନ୍ତି। ରାଜସାକ୍ଷୀ ପରି ସେ ଏବେ ଛଦ୍ମବେଶି ବିଜେଡ଼ି ସରକାରର ମୁଖା ଖୋଲି ଚାଲିଛନ୍ତି। ସେ ଦୃଷ୍ଟିରୁ ତାଙ୍କୁ ଓଡ଼ିଶାର ପ୍ରକୃତ ହିରୋ ବୋଲି ପ୍ରଶଂସା କରିବା କଥା।

    • @a1music235
      @a1music235 Před 5 měsíci

      Ebe punya karibe Jay shree ram

  • @BALADEBA
    @BALADEBA Před 5 měsíci +21

    ତୁମେ ଥମିନୀଲ ଗୋଟେ ଷ୍ଟୋରୀ ଗୋଟେ କଥା ବଡ଼ ଭୁଲ କରୁଛ

  • @maushumisoy904
    @maushumisoy904 Před 5 měsíci +10

    ପୁଣି ପୁଳାଏ ନେବା ପାଇଁ ଏଇ ରୂପ, ସାବଧାନ

  • @laxmidharnayak2228
    @laxmidharnayak2228 Před 5 měsíci +13

    You will again get a chance to loot. A THIEF SPEAKS.

  • @skvision606
    @skvision606 Před měsícem +1

    ଆଗାଁ ସତ କହିଲେ !!!! ଧନ୍ୟବାଦ !!!! ଆପଣଂକୁ କୋଟି ଜୁହାର !!!!

  • @chinmayadalai5312
    @chinmayadalai5312 Před 5 měsíci +9

    ପ୍ରଦୀପ ବାବୁ ଆପଣ ଯଦି ମୂଖ୍ୟ ମନ୍ତ୍ରୀ
    ହୋଇ ଯାଆନ୍ତେ ତେବେ ଆପଣ ଦେଖିଥିବା ସ୍ବପ୍ନ ନିଶ୍ଚୟ ପୂରଣ ହୋଇପାରନ୍ତା। ଆଉ ଆମ ଓଡ଼ିଶା ବାସୀ ଉପକୃତ ହୁଅନ୍ତେ । ଆଉ କାହା ଉପରେ ନ୍ୟସ୍ତ କଲେ ଏହା ପୂରଣ କିପରି ହେବ ବୋଲି ଆଶା କରୁଛନ୍ତି। ଶେଷରେ ଦଳରେ ଆପଣଙ୍କ ଅବସ୍ଥା ଦାମ ରାଉତଙ୍କ ପରି ହେବ ନାହିଁ ତ ?

  • @ashokmahakur6812
    @ashokmahakur6812 Před 5 měsíci +21

    ପ୍ରତିବାଦ ଚେନାଲ ପାଗଳ ଭଳିଆ ନିଉଜ ଦେଖାଉଛେ

  • @beenapanicoachingcenter4329
    @beenapanicoachingcenter4329 Před 3 měsíci +5

    ବିଜୁ ଜନତା ଦଳ ରୁ ତୋଡା ଖାଇ ଭାରତୀୟ ଜନତା ପାର୍ଟି ରେ ମିଶି କି ଭୁଲ କଲୁ ରେ ପ୍ରଦୀପ ତ ମୁହଁରେ କୁକୁର ମୂତିବା କଥା

  • @raj_creativity8040
    @raj_creativity8040 Před 5 měsíci +3

    Right Pradip sir

  • @asteen69
    @asteen69 Před 4 měsíci +5

    କିଛି କହିବା ଦରକାର ନାହିଁ ଆମ ପାଖରେ ବୁଦ୍ଧି ଅଛି କାହାକୁ ଦେବୁ କାହାକୁ ଦେବୁନୁ ଆମ ଉପରେ ନିର୍ଭୟ, ତମେ ମାନେ କହିବା ଦରକାର ନାହିଁ ତମେ ମାନେ ତ ଦୋଳ ଛାଡି ଆଉ ଗୋଟେ ଦଳକୁ ପଦବୀ ପାଇଁ ଆଉ ପଇସା ପାଇଁ ଡ଼େଇପଡୁଛ ଆଉ ଗୋଟେ ଦଳକୁ, ହବନି କିଛି ହବନି ବିଜେପି ନୁହଁ ବିଜେଡ଼ି ନୁହଁ ସବୁ କଥା କୁହାଳି ଏଥର ପରିବର୍ତନ ଓଡିଶା କୁ ସବୁ ଖାଇଲ ଏବେ ଆଉ ସେମିତି ଖାଇବାକୁ ଦେବୁନୁ ଏଥର ପୁରା ପରିବର୍ତନ ସବୁ କଂଗ୍ରେସ କୁ ଯିବ ଭୋଟ ଏଥର ତାଙ୍କ ପାଳି ମୁଁ ଏଥର କଂଗ୍ରେସ କୁ ଦେବି ଭୋଟ ଓକେ 👍❤️✋️

  • @nilambarbehara3562
    @nilambarbehara3562 Před 5 měsíci +36

    ପ୍ରଦୀପ ପାଣିଗ୍ରାହୀ the real brave political leader

  • @pratapkumarjena1310
    @pratapkumarjena1310 Před 5 měsíci +7

    ତୁମେମାନେ ଯୋଉ ଦଳକୁ ଯିବ ଏହିଭଳି ଟାଉଟରୀ ଭାଷଣ ମାରିବ ଏକଥାବି ଲୋକମାନେ ବୁଝିଗଲେଣି

  • @srustidhardey5817
    @srustidhardey5817 Před 3 měsíci

    ଗ୍ରାମ ସାଥୀ ଏକ ହୁଅ BJP କୁ ଭୋଟ ଦିଅ ❤❤❤❤❤❤❤

  • @felixnayak6317
    @felixnayak6317 Před 5 měsíci +1

    ଗୋଟେ ଥର ବିଜେପି ଦେଲେ ଓଡିଶା ଲୋପ ପାଇଯିବ

  • @gobindakumar6476
    @gobindakumar6476 Před 3 měsíci +1

    ଏବେ ତୁ ସଳାଟି ଗଲୁ କେହି ଭୋଟ ଦେବାନୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ

  • @ReyalityODISHA
    @ReyalityODISHA Před 5 měsíci +1

    କଂଗ୍ରେସ ରାହୁଲ ଗାନ୍ଧୀ

  • @bijaybadatya7662
    @bijaybadatya7662 Před 5 měsíci

    ଏବେ ସବୁ କହିବେ ଇଲେକ୍ସନ ସରିଗଲେ ସବୁ ଦଳ କିଏ ବି ପାଖକୁ ଆସି ଦୁଃଖ ବୁଝିବେନି ଆଉ ଇଲେକ୍ସନ ତୁମ ରେ 1000 ଥର ଗାଁ କୁ ଆସିବେ ଆଉ ଯୋ ପଇସା ଦେଉଛନ୍ତି ସେ କନ ଘରରୁ ଆନିକି ଦେଉଛନ୍ତି

  • @Montu74
    @Montu74 Před 5 měsíci +5

    ଶଳା ତମେ ଯେତେ ସୁଯୋଗ ଦେଲେ ବି ଦେଶ ରେ କିଛି ଉର୍ନ୍ନତି କରିବନି ନିଜର ଉର୍ନ୍ନତି ଖାଲି ଦେଖୁଛ

  • @makarsenapati1213
    @makarsenapati1213 Před 2 měsíci +1

    ଭାରତର ଅନ୍ୟ ରାଜ୍ୟର ଲୋକେ ଦାଦନ ଯାଉଛନ୍ତି ସେଠି ବିଜେପି ସରକାର କଣ କରୁଛି

  • @nukunjbbsahu620
    @nukunjbbsahu620 Před 5 měsíci +3

    ଲେଖାଟିଏ ଛିଡେଇ ଦେବା

  • @dranachandrakishan6238
    @dranachandrakishan6238 Před 5 měsíci +1

    Thank you sir 🙏🙏👍👍❤️💯

  • @srisaidesignvastu9209
    @srisaidesignvastu9209 Před 5 měsíci +1

    ଟାଉଟର ରିପୋର୍ଟର ଙ୍କ ହେଡ ଲାଇନ୍ ଠିକ୍ ନୁହେଁ

  • @basantsahoo44
    @basantsahoo44 Před 5 měsíci +5

    ଟାଉଟର ବିଜେଡ଼ରେ ରହି କିଛି କରିପାରିଲୁ ନାହିଁ ବିଜେପିରେ ମିଶି ତାଡିବୁ ଗ୍ୟାରେଣ୍ଟି କଣ ଅଛି ତନଭଳି ଟାଉଟରଙ୍କୁ କେବଳ କଳାପାଣି.....

  • @SushantaKuNayak
    @SushantaKuNayak Před 4 dny

    ତୁମେ ସବୁ ଭାଷଣ ଦେବା ବନ୍ଦକରି ବିକାଶ ଦିଗରେ ଚିନ୍ତା କର । ଜନସାଧାରଣ ଆପେ ଆପେ ବୁଝିଯିବେ।

  • @babunudas3996
    @babunudas3996 Před 5 měsíci

    ମିଛ ଡିଗ୍ରୀ,ମିଛ ପ୍ରତିଶ୍ରୁତି,ମିଛ ଜୀବନ,ମିଛ ପ୍ରପୋଗେଣ୍ଡା,ମିଛ ଜାତି,ମିଛ ଇତିହାସ
    ପୂରା ଜୀବନଟା ମିଛ ତଥ୍ୟ ଭରା
    ପୂରା ମିଛୁଆ ଆମର ପ୍ରଧାନମନ୍ତ୍ରୀ

  • @kushchaudhury1832
    @kushchaudhury1832 Před 2 měsíci

    ନିଶ୍ଚିତ ଭାବେ ପ୍ରଦୀପ ଭାଇନା ଏଥର ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ଓଡ଼ିଶା ରେ ପରିବର୍ତନ ହବ

  • @pratapeditor7330
    @pratapeditor7330 Před 5 měsíci +1

    ଭାଷଣ ମାରିବା ଶିଖ ପ୍ରଥମେ

  • @tapasranjanmohanty568
    @tapasranjanmohanty568 Před 5 měsíci +22

    ମିଛୁଆ

  • @pintuscookingpetingandvisi2281
    @pintuscookingpetingandvisi2281 Před 5 měsíci +2

    ହଇରେ ଚୋର ଶଳା ଝାତିଆ କହୁଚି ସ୍ୱାଭିମାନ କଥା mgh

  • @sunilrauto5923
    @sunilrauto5923 Před 5 měsíci +30

    Head line ଭୁଲ ଦେଇଛି ମିଡ଼ିଆ
    ପାଣ୍ଡୁ ଚାନେଲ

    • @Cookinginreal
      @Cookinginreal Před 5 měsíci

      Report kara.

    • @gyanabratamohanty4219
      @gyanabratamohanty4219 Před 3 měsíci

      ଠିକ କହିଛନ୍ତି | Bjp Media Cell ତରବର ନ ହୋଇ ଏହାକୁ ଭଲକରି ଦେଖି ସାରି ଛାଡ଼ନ୍ତୁ | ଷ୍ଟିକର ଟା ତୁରନ୍ତ ଠିକ କରାଯାଉ 🙏🙏

  • @srabanisaivlogs6540
    @srabanisaivlogs6540 Před 4 měsíci

    ବ୍ୟାନେର ରେ ଲେଖିଲା ବେଳେ ସତ ଲେଖନ୍ତୁ ଭାଇ

  • @gangadharbehera8286
    @gangadharbehera8286 Před 5 měsíci +4

    Ashin bysnab sir nku bjp ra chief minister karajau, nahale pratap nana nku ମୁଖ୍ୟମନ୍ତ୍ରୀ ପ୍ରାଥୀ କରାଯାଉ

  • @alokaranjandash9853
    @alokaranjandash9853 Před 5 měsíci +8

    Very good

  • @SudhansuSwain-cm4gi
    @SudhansuSwain-cm4gi Před měsícem

    30ବିଜେଡି ବିଧାୟକ ଦଳ ଛାଡି ବିଜେପି ରେ ମିଶିବେ, ପ୍ରତିବାଦ ଚେନାଲ ପ୍ରତିବାଦ କରିବ କି ?? ସେମାନଙ୍କୁ

  • @rishikantamalik4935
    @rishikantamalik4935 Před 4 měsíci

    ମାନନୀୟ ପ୍ରତିଭା ଟିଭି ତମ ମାଆ କୁ ,,,,

  • @jariakuliaspiritualchannel3865

    ସବୁ ଟାଉଟର ହଜାର ହଜାର କୋଟି ଟଙ୍କା 25ବର୍ଷରେ ହଡପ କରିଛନ୍ତି ଏମାଙ୍କର account ରେ ହଜାର ହଜାର କୋଟି ଆସିଲା କୋଉଠୁ।

  • @Dasjyoti421
    @Dasjyoti421 Před 5 měsíci

    Need of the people,
    Justified points .
    Let's hope .

  • @nobelkishormajhi8831
    @nobelkishormajhi8831 Před 5 měsíci +9

    ତୁ ପାଗଳ ତୋ କ ଥା ରେ କେହି ରାଜି ହେବନି

  • @sarojkumarsahoo9310
    @sarojkumarsahoo9310 Před 5 měsíci +3

    Bjd hatao

  • @nareshbehera6824
    @nareshbehera6824 Před 5 měsíci +1

    Now congress will be coming must . ଦାଇତ୍ୱ ରେ ଥିଲାବେଳେ ବିଧାନସଭାରେ ଆଲୋଚନା ରେ ____--- କଲାନି ଆଜି ରୋଲ ଚାଲିଛି। ସଳା ମିଛୁଆ ମାନଙ୍କ ସରଦାର।

  • @padmalochansahu873
    @padmalochansahu873 Před měsícem

    ବାହାର ଲୋକକୁ ଓଡିଶାରୁ ବାହାର କରୁ. ଭାଷଣ ମାରିଲେ କଣ ହେବ.

  • @RanjanSia
    @RanjanSia Před měsícem

    ସବୁ ରାଜ୍ୟ ରେ 8ghanat ସୁରତ ରେ 12ghanta ମୋଦୀ କୁ ଦେଖାଯାଉନି ନା ଆପଣଙ୍କୁ ଦେଖାଯାଉନି

  • @makarsenapati1213
    @makarsenapati1213 Před 2 měsíci

    ଗଂଜାମ ଆଉ ବ୍ରହ୍ମପୁର ରଲୋକେ ଦାଦନ ଯାଉଛନ୍ତି ପ୍ରଦୀପ ପାଣିଗ୍ରାହୀ ଏତେ ଥର MLA ହେଲେଣି ସେଠିକାର ଲୋକମାନଙ୍କ ପାଇଁ କଣ କରିଛନ୍ତିି

  • @rashmiswain3035
    @rashmiswain3035 Před 3 dny

    ବାଳ ଫାଷ୍ଟ ଓଡିଆ ବାଳ କହିଲ ଆଉ ବାଳ ମିଳିଛି

  • @babunudas3996
    @babunudas3996 Před 5 měsíci

    ବର୍ଷ କୁ ୨୭୦୦୦ କୋଟି ଟଙ୍କା ର ଗୋମାଂସ ରପ୍ତାନି ହେଉଛି ଭାରତ ଦେଶ ରୁ
    ଗୋହତ୍ୟା କେବେ ବନ୍ଦ ହେବ

  • @telochanbhola9884
    @telochanbhola9884 Před 5 měsíci

    🌹🌹ଜୟ ଜଗନ୍ନାଥ 🙏🙏🙏ଆମେ ଓଡିଶା ଖାଇଗଲ ସବୁ ନେତା 👍👍👍ନିଜ ମନକୁ କିଛି କରିପାରୁନ

  • @padmalochanpalei1287
    @padmalochanpalei1287 Před měsícem

    BJP ଆସିଚି କଣ କରୁଛି ଦେଖ ତା ପରେ ନିଷ୍ପତି ନିଅ
    ଇଆ ତା ନାଁରେ କଣ ପାଇଁ କରୁଚ

  • @jamil45671
    @jamil45671 Před 5 měsíci +1

    U r right pradeep bhai

  • @babunudas3996
    @babunudas3996 Před 5 měsíci

    ୧ - କେନ୍ଦ୍ର ସରକାର ରୋଜଗାର କଣ ?
    ୨ - ଯଦି ପ୍ରତି ରାଜ୍ୟ ରାଜସ୍ବ ନ ଦେବେ କେନ୍ଦ୍ର ଆଣିବ କୋଉଠୁ?
    ୩ - ଏମିତି ଧମକ କାହିଁକି ସଙ୍ଘୀୟ ବ୍ୟବସ୍ଥାରେ ?
    କାରଣ ଓଡ଼ିଶା ରୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ନେଉଛନନ୍ତି ?

  • @satyaranjan8469
    @satyaranjan8469 Před 5 měsíci

    ସାହାରା ଇଣ୍ଡିଆ ସମସ୍ତଙ୍କର ପେମେଣ୍ଟ କରି ଦିଅନ୍ତୁ ତେବେ ଶହେ କୁ ଶହେ ଆସିବ

  • @khirodbhumij6005
    @khirodbhumij6005 Před 5 měsíci

    Sir ଆପଣ BJP ରେ ଥାଇ କଣ କରିବେ ସେ କଥା କୁହନ୍ତୁ,BJp କୁ ଅନୁରୋଧ କଣ କରୁଛନ୍ତି।

  • @liku5971
    @liku5971 Před 5 měsíci

    ଲୋକଙ୍କ ଟଙ୍କା ଖାଇ ବିଜେଡ଼ି ଦଳରୁ ବିଦା କରା ଯାଇଥିଲା ବୋଲି ମନେ ନାହିଁ ବୋଧେ । ସେ ବିଜେପିରେ ମିସିଗଲେ ବୋଲି ସଫା ହୋଇଗଲେ ଆଉ ଭାଷଣରେ କହୁଛନ୍ତି ବିଜେପି ସରକାର କଲେ ନିର୍ମଳ ସ୍ୱଚ୍ଛ ଶାସନ କରିବ । ତମ ଭଳି ତଡା ଖାଇଥିବା ନେତାଙ୍କୁ ନେଇ ତ ବିଜେପି ଗଢ଼ା। ଆଉ ତମେମାନେ ଯାଇ ଓଡିଶାକୁ ସ୍ୱଚ୍ଛ ଆଉ ନିର୍ମଳ ଶାସନ କରିବ ।

  • @user-up9nb5jj6w
    @user-up9nb5jj6w Před 5 měsíci

    ଆରେ ଭାଇ କାଇଁ ବକ ବକ ହୋଉଛ କିଛି କରି ଦେଖା... ସବୁ ମିଛ...
    😄😄😄😄😄

  • @GoutamPanda-qy3pi
    @GoutamPanda-qy3pi Před měsícem

    ବିଜେପି କଣ କରୁଚି ଆମେ ଟିକେ ଦେଖିବା

  • @user-zm1bd2iu7k
    @user-zm1bd2iu7k Před 2 měsíci

    Sir जय सीता राम odisa फास्ट हेऊ राधे राधे जय श्री कृष्ण

  • @BasantaBehera-gl3li
    @BasantaBehera-gl3li Před měsícem

    ସବୁ କରିବେ ସେପଟେ ପାଣି ଗଲିଲାନି ମନ୍ଦିର ରୁ

  • @ReyalityODISHA
    @ReyalityODISHA Před 5 měsíci

    ଦଳ ବଦଲୁ କୁ ଆଉ ବିଶ୍ୱାସ ନାହି BJP ମୁକ୍ତ ଭାରତ

  • @manoranjansahoo1418
    @manoranjansahoo1418 Před 3 měsíci

    ଭିତରେ ଦୁଲ ଦୁଲ ମାଡ଼ ହେଉଛି ପ୍ରଦୀପ ଉପରେ, କହି ହେଉନି କି ସହି ହେଉନି, ଫସେଇ ଦେଲେ ବିଜେପିବାଲା

  • @kalpatarudash7891
    @kalpatarudash7891 Před 5 měsíci +2

    Pradeep Babu you should know BJD , BJP are tow brothers of one mother,try to understand.

  • @GoodSamaritan-lc8bh
    @GoodSamaritan-lc8bh Před 5 měsíci

    BJD ରେ ଥିବା ସମୟରେ ସୁଇ ଥିଲା କି ପ୍ରଦୀପ ଭାଇ, ଯାହାବି ହେଇ

  • @krushnaranjandashdash8916
    @krushnaranjandashdash8916 Před 5 měsíci

    ଜୟ ଶ୍ରୀ ରାମ 🙏🙏🙏

  • @kirankumardash8736
    @kirankumardash8736 Před 5 měsíci +3

    Students election naheba bahut bhala decision. Students election pain hin college re raging hauchi.

  • @tapasranjanmohanty568
    @tapasranjanmohanty568 Před 5 měsíci +3

    ସେ ମିଛୁଆ ପାର୍ଟୀ କୁ ଆମେ ଓଡ଼ିଆ ଲୋକ vote debu ହିଁ ନାହିଁ ଜୟ ନବୀନ ବାବୁ

  • @nirakarasahu8622
    @nirakarasahu8622 Před 5 měsíci

    ଏଥର ବିଜେଡି ର ଲେଖା ଛିଡି଼ବ .....

  • @BasantaBehera-gl3li
    @BasantaBehera-gl3li Před měsícem

    ଛାତ୍ର ଏକ୍ସାମ୍ ପେପର ଲିକ ହେଇଗଲାଣି

  • @sahebshrambutika6778
    @sahebshrambutika6778 Před 5 měsíci

    ଆପଣ ଯାହା କହୁଛନ୍ତି ମୁ ଆପଣଙ୍କୁ ସମ୍ମାନ କରୁଛି ଆପଣ b j p କୁ ଯାଇ ବଡ ଭୂଲ୍ କରିଛନ୍ତି ଆପଣ ଖ୍ରୀଷ୍ଟିଆନ କୁ ସପଟ୍ କରନ୍ତୁ

  • @nirakarrout8260
    @nirakarrout8260 Před 5 měsíci

    ଏ ବାବୁ ଆଉ ପ୍ରସାନ୍ତ ଜଗଦୀପ ଗୋଟିଏ ଗୋଟିଏ ପଚା ମାଛ, ବିଜେପି ପୋଖରୀ ରେ ଥିବା ସବୁମାଛକୁ ପଚେଇ ଗନ୍ଧେଇ ଦେବ

  • @jayamalsahu-ql8sk
    @jayamalsahu-ql8sk Před 5 měsíci

    Bahut Badhiathanks

  • @saradaprasadpattanayak9193
    @saradaprasadpattanayak9193 Před 5 měsíci +2

    Those who are out of India were dadan or not please explain

  • @lalitendubehera5357
    @lalitendubehera5357 Před 3 měsíci +1

    5 ବର୍ଷ ହେଲା ବିଶିଷ୍ଟ ବିଜେଡି ଟାଉଟର ତୁ କଣ କରୁଥିଲୁ, ଏବେ bjp ରେ କିଛି କରିପାରିବୁନି

  • @bkdiptiranjansahoo9351
    @bkdiptiranjansahoo9351 Před 5 měsíci

    ❤❤❤

  • @user-ch3lh1vs4y
    @user-ch3lh1vs4y Před 5 měsíci +1

    🙏💐🤝

  • @satyabannaik4539
    @satyabannaik4539 Před 5 měsíci

    ବେକାର କଥା l ମିଶିବା ନ ମିଶିବା ନିଜର ବ୍ୟକ୍ତିଗତ କଥା l ଲୋକ ଜାଣି ସାରିଲେଣି ସବୁ କଥା l ତେଣୁ ଏକନମ୍ବର ରାଜନୀତି ଆଉ ଚଳିବ ନାହିଁ ବହୁତ ହେଇଗଲା ଆଉ ନୁହଁ l

  • @Dilipbhanja-mr6hb
    @Dilipbhanja-mr6hb Před 15 dny

    ଜୟ ଶ୍ରୀ ରାମ

  • @ashokrout3910
    @ashokrout3910 Před 5 měsíci +1

    Gote dinare ete katha,Odishare only Naveen.

  • @Rk-zw1cq
    @Rk-zw1cq Před 5 měsíci +5

    ତୁ ଗଲୁରେ ଡାହୁକ,,,,, ଭୋକିଲା କୁକୁରର କରାମତି ସମସ୍ତେ ଜାଣନ୍ତି,,,, ll ବାସ ମୁଁ କିଛି କହୁନି ll

  • @sanjauakumar8999
    @sanjauakumar8999 Před 5 měsíci

    ଜୟ ଶ୍ରୀରାମ🎉🎉🎉

  • @SriKrishna190
    @SriKrishna190 Před 5 měsíci

    ତୁ ଶଳା ଝିଅଙ୍କୁ ଧରି ହୋଟେଲ ଯାଉଛୁ ଶଳା ତୁ କିଏବେ ଶଳା

  • @pravatbehera7346
    @pravatbehera7346 Před 5 měsíci

    କାମ କର ଲୋକପ୍ରିୟତା ଆପେ ଆସିବ

  • @SureshMinyaka-kp7mo
    @SureshMinyaka-kp7mo Před 2 měsíci

    ଧର୍ମ ନାଁରେ ରାଜନୀତି କରେଇବାକୁ 1ନମ୍ବର BJP... ଜାତି ଜାତି କୁ ଲଡ଼େଇ ଝଗଡା କରେଇବାକୁ 1ନମ୍ବର ଆମେ ଜାଣିଛୁ..

  • @bajunath3828
    @bajunath3828 Před 4 měsíci

    ପ୍ରଦୀପଭାଇ ଭଲ କଥା କହିଲ

  • @khageswarseth5834
    @khageswarseth5834 Před 5 měsíci

    ❤❤

  • @netajidash9367
    @netajidash9367 Před 5 měsíci

    ଏଭଳି ଭ୍ରମାତ୍ମକ ହେଡଲାଇନ କାହିଁକି? ପାଣ୍ଡିଆନ୍ ଠାରୁ ମାଲପାଣି ମିଳିଛି କି? ନା ମିଳିବ ସେହି ଆଶାରେ? ପ୍ରଦୀପ କହୁଛନ୍ତି ଗୋଟେ ଆଉ ତମେ ଓଲଟା କଥା ଲେଖୁଚ?

  • @jayjagannath2883
    @jayjagannath2883 Před 5 měsíci

    ଜୟ ଶ୍ରୀରାମ

  • @satyanarayannayak9367
    @satyanarayannayak9367 Před 5 měsíci

    ପୁରୁଣା ଇନସାନ କୋ ଧ୍ୟାନ ଦେଇକି ଆଗକୁ ବଢିବା ବହୁତ ଭଲ l
    Old system ko mundi se nikal ki new system downlod kijiye pls.
    1 aadimi toh mahadev hai. Wo hai "RAM"
    2 aadimi se aachha hoga.
    3 aadimi se kabhi nehin hoga.

  • @Rkd6122
    @Rkd6122 Před 5 měsíci +1

    May prove to be wrong entry 😮

  • @tapannayak8477
    @tapannayak8477 Před 5 měsíci +2

    Hau

  • @krishnaengineersconsultant1751

    Right. Now BJP government should take initiation for all these

  • @babunudas3996
    @babunudas3996 Před 5 měsíci

    ମୋଦିର ଘର ଗୁଜୁରାଟ ସେଠାରେ ମାରୁଆଡ଼ି ଓ ବେପାରୀ ଅଛନ୍ତି |ସେଠାରେ ସବୁ ମାରୱାଡି ଯଦି 100ଟଙ୍କା ଦେବେ ତାଙ୍କ ରାଜ୍ୟରେ ରାସ୍ତା ସବୁ ସୁନାରେ କରିପାରିବେ |କିନ୍ତୁ ଓଡ଼ିଶାରେ ଲୋକେ ଦିନକୁ ଦୁଇ ଓଳି ଖାଇବା କଷ୍ଟ |ନବୀନ ପଟ୍ଟନାୟକ ଙ୍କ ଯୋଗୁଁ ଲୋକେ ଖାଦ୍ୟ ଠିକରେ ପାଇପାରୁଛନ୍ତି |