Biju Patnaik Sports Award Name Changing Row; Didn't the Minister Discuss With CM?: Pratap Dev

Sdílet
Vložit
  • čas přidán 7. 09. 2024
  • #bjp #bjd #minister #bjpodisha #sports #bjd4odisha #odisha #onakhabar
    Biju Patnaik Sports Award Name Changing Row; Didn't the Minister Discuss With CM?: Pratap Dev
    About Channel:
    Ona Khabar is Odisha's One advanced Odia News channel. Ona Khabar News Channel Covers The Latest News, Breaking News, Politics, Entertainment News, Business News, and Sports News. Stay tuned for all the News in Odia.
    ଚ୍ୟାନେଲ୍ ବିଷୟରେ....
    ଓଏନ୍‌ଏ ଖବର ହେଉଛି ଓଡ଼ିଶାର ଏକ ପ୍ରମୁଖ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ । ଓଏନ୍‌ଏ ଖବରରେ ସର୍ବଶେଷ ସମ୍ବାଦ, ବ୍ରେକିଂ ନ୍ୟୁଜ୍‌, ରାଜନୀତି, ମନୋରଞ୍ଜନ, ବ୍ୟବସାୟ ଏବଂ କ୍ରୀଡ଼ା ପ୍ରଭୃତି ଖବର ଓଡ଼ିଆରେ ପ୍ରଶାରଣ କରାଯାଇଥାଏ ।
    Odisha News Agency is a digital media house, streaming and broadcasting from Bhubaneswar, Odisha.
    For the latest Odisha News:
    Visit our Website: onakhabar.com
    Twitter: / onakhabar
    Facebook: / onakhabara

Komentáře • 505

  • @dayanidhisahoo2158
    @dayanidhisahoo2158 Před měsícem +34

    ଯାହା ହତରେ ଯେଉଁ ଦାୟୀତ୍ୱ ରହିବାକଥା ତାହା ହାତରେ ରହୁ ନାହିଁ ଜନେ ହସିବେ

  • @ranajitkumarmohanty9740
    @ranajitkumarmohanty9740 Před měsícem +38

    ମନ୍ତ୍ରୀ ହେବାର ଯୋଗ୍ୟତା ନ ଥାଇ ମନ୍ତ୍ରୀ ହେଲେ ଏଇ ଅବସ୍ଥା ହୁଏ ll ଗୋଟେ group ଲାଗିଛନ୍ତି ମୋହନ ମାଝୀଙ୍କୁ ବଦନାମ କରି ନିଜେ ମୁଖ୍ୟମନ୍ତ୍ରୀ ହେବା ପାଇଁ ll ଆଉ କାହା direction ରେ କିଛି ମନ୍ତ୍ରୀ କାମ କରୁଛନ୍ତି ll

    • @narayanrouta9270
      @narayanrouta9270 Před měsícem +1

      Abe easabu bjd chall

    • @paramatmamohanta9255
      @paramatmamohanta9255 Před měsícem +1

      Pandian mantri Hebe 😂😂😂😂😂😂😂😂😂 au balle bhalle dhaba pratyeko village re khola hebo....samostee khusi ta..

  • @fatefaith5147
    @fatefaith5147 Před měsícem +64

    ଘର କଥା ଭଳି ଏମାନେ ରାଜନୀତି କୁ ଭାବୁଛନ୍ତି। ଅଜ୍ଞାନୀ ଅପାଠୁଆ ମୂର୍ଖ ଯଦି mla ମନ୍ତ୍ରୀ ହେବେ ବରଂ ଚକା କେତେତଂକୁ ମନ୍ତ୍ରି କରନ୍ତୁ।

    • @JogeswarMajhi-lt7hj
      @JogeswarMajhi-lt7hj Před měsícem +9

      ଅପାଠୁଆ ମୂର୍ଖ ,,,mla,ମନ୍ତ୍ରୀ ହୋଇପାରିବେ,,ତାଙ୍କ ଅଫିସିଆଲ୍ କାମ ପାଇଁ ସଚିବ ଅଛନ୍ତି

    • @chandannahak333
      @chandannahak333 Před měsícem +1

      Val heichi

    • @Bhagi-s7s
      @Bhagi-s7s Před měsícem

      Right ​@@JogeswarMajhi-lt7hj

    • @poornimakumari4584
      @poornimakumari4584 Před měsícem

      ସଚିବ ଜଣେ up ଲୋକ ସେ ଓଡ଼ିଶା ବିଷୟ ରେ କିଛି ଜାଣି ନ ଥିବ😂​@@JogeswarMajhi-lt7hj

    • @tushardash1507
      @tushardash1507 Před měsícem +1

      ⁠@@JogeswarMajhi-lt7hjkintu bina mantri nka paramarsa ki dastakata re sachiba order bahara kari paribeni.

  • @suryakantabhuyan6915
    @suryakantabhuyan6915 Před měsícem +20

    ମୋର ଖାଲି ଦେଖିବାର ବାକି ରହିଲା ସୂର୍ୟବଂଶୀ ସୁରଜ୍ ତାଙ୍କ ନିର୍ବାଚନ ମଣ୍ଡଳୀ ରେ କହିଥିଲେ ପ୍ରତି ପଞ୍ଚାୟତ ରେ 100 ଜଣକୁ ଚାକିରି ଦେବା ପାଇଁ କେବେ ସେ ପୁରଣ କରୁଛନ୍ତି

  • @ranajitjena4668
    @ranajitjena4668 Před měsícem +65

    କ୍ରୀଡା ମନ୍ତ୍ରୀ ହୀନ ରାଜନୀତି କରିବାକୁ ଯାଇ ଓଡିଶା ଜନସାଧାରଣଙ୍କ ପାଖରେ ଲୋକହସା ହୋଇ ନିଜର ଚରିତ୍ର କିଭଳି ଦେଖାଇଲେ

  • @vvvv7604
    @vvvv7604 Před měsícem +45

    ଏଗୁଡ଼ାଙ୍କ କଥା ଠିକ ନାହିଁ, ମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ

  • @nigamanandasahoo3942
    @nigamanandasahoo3942 Před měsícem +25

    Right....Minister heba ku jogyata nahi

    • @JogeswarMajhi-lt7hj
      @JogeswarMajhi-lt7hj Před měsícem

      ମନ୍ତ୍ରୀ ପାଇଁ ଯୋଗ୍ୟତା କେତେ,?,ଏମାନେ ତ ଜଣେ ଜଣେ ଜନ ପ୍ରତିନିଧି,,

  • @gagansethi5758
    @gagansethi5758 Před měsícem +18

    Pratap sir right kahila congratulations

  • @Srikantasujata1984
    @Srikantasujata1984 Před měsícem +29

    ମୁଁ ପ୍ରତାପ sir ଙ୍କୁ ଧନ୍ୟବାଦ ଦେଉଛି କିନ୍ତୁ sir ସୁର ବାବୁ ଙ୍କ ପରି କଥା କୁ ଟାଣ କରି କୁହନ୍ତୁ

    • @ajaybadjena6799
      @ajaybadjena6799 Před měsícem +3

      ତାହାର ଟାଣ ଅର୍ଚ୍ଚନା ନାଗ ପାଖରେ ନଷ୍ଟ ହୋଇଯାଇଛି,

    • @sharatkumar7381
      @sharatkumar7381 Před měsícem

      @@ajaybadjena6799 se kan poili chhu aki raja chhua kete archana asibe aau jibe

    • @PratapchandraParida-li5er
      @PratapchandraParida-li5er Před měsícem +1

      ଭାଲୁଆ ଭୁକୁଛି ବେଶି

    • @rajiblochansahoo9863
      @rajiblochansahoo9863 Před měsícem

      Eita chora ta, Traffic jigiba pandu ra eia kana kahiba​@@PratapchandraParida-li5er

    • @manasimohanty942
      @manasimohanty942 Před měsícem

      Correct

  • @sarojrout9173
    @sarojrout9173 Před měsícem +26

    ସୂର୍ଯ୍ୟବଂଶୀ ସ୍ବରାଜ ଖୋଜିଛି ଟ୍ରାଫିକ କାମ କରିବା ପାଇଁ

    • @user-jd8wo5vf7c
      @user-jd8wo5vf7c Před měsícem +3

      ଟ୍ରାଫିକ୍ କାମ ବବି ଦାସ ଭଲ କରନ୍ତି ଏବଂ ତାର ପ୍ରମାଣ ମଧ୍ୟ vk ପାଣ୍ଡିଆନ୍ ଙ୍କ କାର୍ଯ୍ୟକ୍ରମରେ ଦେଇଛନ୍ତି ।

    • @SuryanarayanaSahu-fz7zx
      @SuryanarayanaSahu-fz7zx Před měsícem +2

      ​@@user-jd8wo5vf7cTam krida mantri ra bopa dhobaku maa bramhan au ye Bala chhodib

    • @ranjankumardas8428
      @ranjankumardas8428 Před měsícem

      Suraj surayabansi the bast mla dhamanagar

    • @kalingavlogs6718
      @kalingavlogs6718 Před měsícem

      ​@SuryanarayanaSahu-fz7zx it's really

  • @user-nr9gu5fe5u
    @user-nr9gu5fe5u Před měsícem +29

    ବହୁତ୍ ବଢିଆ ବିଜେପି ମନ୍ତ୍ରୀ ମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେ ଦେଖିକରି ପଗ୍ଲିଆ ହେଲେନ

    • @user-fb8fb5qc2n
      @user-fb8fb5qc2n Před měsícem +4

      ଅନୁକମ୍ପା ମନ୍ତ୍ରୀ।ଯାହା ହବା କଥା ସେହିଆ ହେଉଛି।

  • @prabinkumarnayak5324
    @prabinkumarnayak5324 Před měsícem +4

    Beautiful reply by Pratap Dev, this is called experience leaders

    • @rajiblochansahoo9863
      @rajiblochansahoo9863 Před měsícem

      Eia ta kana kahiba ,pandu ra traffic jaguthila . Bjd bele tu au sabu bjd chamcha pandu goda tale thila Abe bi acha. Kahi harila bjd kahi paripuki.

  • @gaonkhabar9649
    @gaonkhabar9649 Před měsícem +7

    ଓଡ଼ିଶା ବାସୀ କୁଆଡେ କହୁଥିଲେ ସୂର୍ଯ୍ୟବଂଶୀ ମୁଖ୍ୟମନ୍ତ୍ରୀ ପାଇ କୁଆଡେ ଉପଯୁକ୍ତ ଥିଲେ ।।😆😆 ଯିଏ ଖେଳ ସର୍ମାନ ନାମ ବଡଲେଇବା ପାଇଁ କହୁଛନ୍ତି ସେ ବୋଧେ ଓଡ଼ିଶା ନାମ ବି କେତେବେଳେ ବଦଳେଇଦେବେ ଟା ଉପରେ ନଜର ରହିଲା ଖାଲି । ମାଙ୍କଡ ହାତରେ ଶାଳଗ୍ରାମ ଭାଇନା ।।

  • @user-kb6wr3bk5j
    @user-kb6wr3bk5j Před měsícem +11

    Right

  • @kalpatarubhal8685
    @kalpatarubhal8685 Před měsícem +7

    ଓଡିଶା ଜନସାଧାରଣ ଜାଣିସାରିଲେଣି ଆମ ସରକାର କଣ ?

  • @nabakishoremohanty4385
    @nabakishoremohanty4385 Před měsícem +4

    Suryabansi Suraj is a great murkh lebul nahi mantri heba pain

  • @sudarsahoo5192
    @sudarsahoo5192 Před měsícem +5

    ❤ August news ଏହା ପ୍ରସାରଣ କରନ୍ତୁ

  • @ajoyabehera7707
    @ajoyabehera7707 Před měsícem +12

    Pratap sir right speaks any time I like you congratulations

    • @surendranathrath504
      @surendranathrath504 Před měsícem

      ନିଶ୍ଚିତ ଆଜ୍ଞା, ତାଙ୍କ ବାଲିଚୋରୀ, ବିଦ୍ୟୁତ୍ ମନ୍ତ୍ରୀ ବେଳେ ଘନ ଘନ ବିଦ୍ୟୁତ୍ କଟିବା ତାଙ୍କ ରାଇଟ୍ ର ମାତ୍ର ଦୁଇଗୋଟି ଉଦାହରଣ।

  • @aravindapattanayak2966
    @aravindapattanayak2966 Před měsícem +6

    You are 100 % right, Pratap Dev Babu

  • @AlokRojiLyfStyle
    @AlokRojiLyfStyle Před měsícem +59

    କ୍ରୀଡାମନ୍ତ୍ରୀଙ୍କର ବୟସ କେତେ ଯେ ସେ ଏତେ ବଡ଼ ନିଷ୍ପତି ନେବେ।

    • @sashijena7325
      @sashijena7325 Před měsícem +5

      Bhai thank Rockford tika adhika haejethila , Mantri nku kahila kn haba sabu sea Moda ra komal

    • @user-mv9cr3dj4Nihar
      @user-mv9cr3dj4Nihar Před měsícem +2

      ଆପଣ ବୟସ ଦେଖନ୍ତୁନି ତାଙ୍କର କାର୍ଯ୍ୟ ଦେଖନ୍ତୁ.....

    • @rabindrabehuria9354
      @rabindrabehuria9354 Před měsícem +1

      Bjp mantri mane tution admission kara.

    • @prakashkumar1695
      @prakashkumar1695 Před měsícem

      ​@@user-mv9cr3dj4Niharsethpae tankar ebhali nispati mukhyamantri b janu nahanti kntu gana madhyam ru khabar pauchanti 😂😂😂pilaliaami jaini se puni krida mantri

    • @kalingavlogs6718
      @kalingavlogs6718 Před měsícem

      😅😅😅😅​@@sashijena7325

  • @2019TANMAYEETPS
    @2019TANMAYEETPS Před měsícem +20

    Right sir

  • @KaliaSahu-1990
    @KaliaSahu-1990 Před měsícem +5

    ବିଜେପି ସରକାର ର MLA ମାନେ ନିଜେ ନିଜକୁ ମନେ ମନେ ମୁଖ୍ୟମନ୍ତ୍ରୀ ଭାବୁଛନ୍ତି

  • @jyotiprakashnayakjyotiprak5086

    Absolutely right brother 👍

  • @AmitanayakAmitanayak-tv7co
    @AmitanayakAmitanayak-tv7co Před měsícem +6

    ନୂଆ ନୂଆ ମନ ପୁରା ଉଡୁଛି ପାଗଳ ହେଇଗଲାଣି ବିଜେପି

  • @sangrammishrabargarh251
    @sangrammishrabargarh251 Před měsícem +45

    ଓଡ଼ିଶାର ନାମ କୁ ବଦଳାଇ ଦିଅ ___

    • @avinashmishra8078
      @avinashmishra8078 Před měsícem +1

      To odia asmita 😂

    • @chandannahak333
      @chandannahak333 Před měsícem +1

      Yes good

    • @Bhagi-s7s
      @Bhagi-s7s Před měsícem

      Right

    • @poornimakumari4584
      @poornimakumari4584 Před měsícem

      😂😂😂😂 ଏମାନେ ପାରିବେ

    • @Bhagi-s7s
      @Bhagi-s7s Před měsícem

      @@poornimakumari4584 ଓଡ଼ିଶାର ନାମ ବଦଳରେ ଉତ୍କଳ କରିଦିଅ ବିଜେପି ସରକାର

  • @brundabanrout9655
    @brundabanrout9655 Před měsícem +4

    ମନ୍ତ୍ରୀ ମହୋଦୟ ରୋଚକଫୋର୍ଡ ବିଷୟରେ ଭଲ କହିବେ, କାରଣ ମାଦକ ଉପରେ phd କରିଛନ୍ତି ଛି.... ଛି

  • @Golitics870
    @Golitics870 Před měsícem +3

    କାମ କରିବାକୁ ଆସିଛ କାମ କର । ୟ ନାମ ବଦଳାଇବା ମନରୁ ବାହାର କର। ନହେଲେ କଂଗ୍ରେସ ଭଳି ପରିସ୍ଥିତି ହେବ 😢😢 ଦୁଃଖ ଲାଗୁଚି ଅପାଠୁଆ ପାଠୁଆ ଙ୍କୁ ଶାସନ କରୁଛନ୍ତି 😢😢😢

  • @nabakishoremohanty4385
    @nabakishoremohanty4385 Před měsícem +5

    Very good 👍

  • @RanjitMahapatra-hs3kk
    @RanjitMahapatra-hs3kk Před měsícem +7

    All are CM

  • @arupsahooisabtsloveer5606
    @arupsahooisabtsloveer5606 Před měsícem +22

    Hinrjaniti karuchi bjp

  • @chandramnisahoo1348
    @chandramnisahoo1348 Před měsícem +25

    Pratap babu is 100 percent thik.

  • @pkpanda1371
    @pkpanda1371 Před měsícem +45

    ସୂର୍ଯ୍ୟ ବଂଶୀ ସୁରଜ୍ ପ୍ରଥମେ ସରପଞ୍ଚ ଦାୟିତ୍ୱରେ ରହି ଦାୟିତ୍ଵ ନିର୍ବାହ କରିଥିଲେ ଭଲ ହୋଇ ଥାଆନ୍ତା।

    • @AJAYAKUMARNayak-xx5kv
      @AJAYAKUMARNayak-xx5kv Před měsícem

      Raja sadda raja

    • @Ambassador_Christ
      @Ambassador_Christ Před měsícem +4

      Thk katha. Mora bahut sanman thila Suraj Bhai nku neiki Jane young leader hele emt pagalami kana thk?

    • @deepess_deepu83
      @deepess_deepu83 Před měsícem +1

      ​@@Ambassador_Christjane young leader suroj, taku jana nahi Biju babu kia au a odisha pai au desh pai kan karichhanti, se kemiti janibe patha padhithile sina, se ta mada pieki bapa MLA thila enjoy karuthila...... Biju babu nku asnman kale ame kebe suroj ku respect debu nahi au birodha karibu....

    • @Ambassador_Christ
      @Ambassador_Christ Před měsícem +1

      @@deepess_deepu83 sunithili se area loka mananka payin bht karichhanti hele jia Odia Asmita ku respect dei janini kana karajiba

    • @satyabratadas3635
      @satyabratadas3635 Před měsícem

      Kao angle ru Raja laguchi..​@@AJAYAKUMARNayak-xx5kv

  • @SatyaprakashKunar
    @SatyaprakashKunar Před měsícem +8

    Sports ministry choro ta

    • @ghanashyamamahanta1297
      @ghanashyamamahanta1297 Před měsícem

      ଆଉ ବବିଦାସ , ପାଣ୍ଡିଆ ପୁରା ସତିଗିହା ଗୁଡା

  • @ashisswain8499
    @ashisswain8499 Před měsícem +9

    Right kahuchanti

  • @yashobantamallick5269
    @yashobantamallick5269 Před měsícem +6

    Suraj surjyabnsi hit wicket in his first decision.

    • @karunakarkisan1143
      @karunakarkisan1143 Před měsícem +3

      Surya Banshi Suraj ପିଲାଳି ଆମି ଛାଡ଼ନ୍ତୁ l
      କ୍ରୀଡା ମନ୍ତ୍ରୀ ରେ ଏତେ ଭୁଲ ଭଟକl l ମୁଖ୍ୟ ମନ୍ତ୍ରୀ ଦୋଡରେ ଥିଲେ l ଅବସ୍ଥା ଅଣl ୟାତ୍ l Mohan Majhi ମଧ୍ୟ ତଦୃପ l ମନ୍ତ୍ରୀ ମଣ୍ଡଳ ବିଶ୍ୱାସ କୁ ନେଇ ପାରୁ ନାହାଁନ୍ତି l କଣ ନା ଜନତl misc guide କରୁଛନ୍ତି l ପ୍ରକୃତରେ ଅକାଳରେ ପାଇଥିବା ପଦ ପାଇଁ ଗୋଡ଼ ତଳେ ପଡୁନି l

  • @nibasdora6819
    @nibasdora6819 Před měsícem +10

    ଓଡିଶା ର ନାମ କୁ ବଦଳାଇ ଗୁଜୁରାଟୀ କରିଦିଅ

  • @PareshRout-ui1oy
    @PareshRout-ui1oy Před měsícem +4

    Sir apana thik katha kahichhanti.

  • @ChitrasenRout-q5c
    @ChitrasenRout-q5c Před měsícem +8

    Sir right

  • @RajkumarDas-q3g
    @RajkumarDas-q3g Před měsícem +19

    Jumula sarkar

  • @akshyakumarmishra8038
    @akshyakumarmishra8038 Před měsícem +5

    ଓଡ଼ିଶାରେ ଅପରାତା ଶାସନ ଚାଲିଛି ଏଠାରେ ସବୁ ମୂର୍ଖ ମନ୍ତ୍ରୀ ଶାସନ ହେବ ଲଜ୍ୟା 😂😂

  • @bimalpanda7559
    @bimalpanda7559 Před měsícem +14

    ଜାଣିଶୁଣି ନିଷ୍ପତ୍ତି ନେଇଥିଲେ

  • @madhusudanparida4161
    @madhusudanparida4161 Před měsícem +5

    Correct comments Sir. Sports minister has no basic idea about the role of Biju Babu not only in Odisha but also in India with other countries. Very unfortunate.

  • @muralidharabehera6891
    @muralidharabehera6891 Před měsícem +4

    Right siir

  • @SMILAN_143
    @SMILAN_143 Před měsícem +12

    ଠିକ୍ କଥା କହିଛନ୍ତି

  • @niranjanpal2385
    @niranjanpal2385 Před měsícem +4

    Ebe orgus news kuade jaichhi ?

  • @pravastirthaswain494
    @pravastirthaswain494 Před měsícem +5

    Kn Kariba odisha basi nka vagya khrap

  • @KaliaSahu-1990
    @KaliaSahu-1990 Před měsícem +10

    ପ୍ରତାପ ସାର୍ ଠିକ୍ କଥା କହୁଛନ୍ତି 👌👌👌👍👍👍

    • @rajiblochansahoo9863
      @rajiblochansahoo9863 Před měsícem

      Sir nuhe Traffic jagali pandu ra

    • @KaliaSahu-1990
      @KaliaSahu-1990 Před měsícem

      @@rajiblochansahoo9863 ଆରେ ଅନ୍ଧ ଭକ୍ତ traffic jagali nuhe traffic police kuha ସମ୍ମାନ ଦିଏ

  • @subhransudalai8360
    @subhransudalai8360 Před měsícem +16

    ହୀନ ରାଜନୀତି କଲେ ଲୋକହସା ହେବ ।

  • @chintamanibiswal753
    @chintamanibiswal753 Před měsícem +5

    Good traffic constable Pratap deb

  • @purnachandrapatrapurnachan774
    @purnachandrapatrapurnachan774 Před měsícem +8

    Bjp neta mane janata bhota dele tume mantri heba tuma ra jogyata nahi mantri gote katha kahibe cm gote katha kahibe tuma ra kahasahita padu nahi ki jahakahiba ta heba loka hasa huanahi desa swadhina hela tharu tume kebe sasan karinahanti tenu bahuta kutu kutu laguchhi chhi chhi tuma mantri pana

  • @believerofGOD9837
    @believerofGOD9837 Před měsícem +3

    ମନମୁଖୀ ଶାସନ ଚାଲିଛି ଏଠି

  • @Nayanadeipradhan99
    @Nayanadeipradhan99 Před měsícem +1

    ଆରେ ବାବୁ ରହସ୍ଯଟା ହେଉଛି ସେ ମୂଖ୍ଯ ମୂଖ୍ଯମନ୍ତ୍ରୀ ହୋଇ ଥାନ୍ତେ।

  • @trinathnaik578
    @trinathnaik578 Před měsícem +9

    ପାଗଳ ସରକାର କେତେବେଳେ କଣ କହୁଛନ୍ତି ନିଜେ ବି ଜାଣିପାରୁନାହାନ୍ତି,

  • @bharatpradhan8855
    @bharatpradhan8855 Před měsícem +2

    Right👌👌👌

  • @basantasethy3164
    @basantasethy3164 Před měsícem +3

    Rock ford tike heithilla

  • @SatyaprakashKunar
    @SatyaprakashKunar Před měsícem +5

    Biju babu ❤

  • @SoumyaRanjanSahoo-fv6ll
    @SoumyaRanjanSahoo-fv6ll Před měsícem +4

    Surya bansi gote nua toka ,,minister heigale kan haba ,, experience nahi

  • @bimalpanda7559
    @bimalpanda7559 Před měsícem +7

    ଗାଲୁଆମୀ କରୁଛନ୍ତି l କେନ୍ଦ୍ର pressure ରେ order ପ୍ରାଥ୍ୟାହାର ହେଇଛି

  • @BBM-6600
    @BBM-6600 Před měsícem +20

    ସୂର୍ଯ୍ୟ ବଂଶୀ କୁ ହଟାଓ

    • @ranjankumardas8428
      @ranjankumardas8428 Před měsícem

      Kahara dom nahi hala suraj surayabansi hatedaba dhamanagar ra ama achu

  • @sabyasachibiswal1732
    @sabyasachibiswal1732 Před měsícem +2

    Rock ford

  • @sibanarayanpanda-fx6fb
    @sibanarayanpanda-fx6fb Před měsícem +3

    ମୁଖ୍ୟ ମନ୍ତ୍ରୀ କ୍ରୀଡା ମନ୍ତ୍ରୀ ଙ୍କୁ ବଦଳାଇ ଦିଅନ୍ତୁ

    • @rajibdas495
      @rajibdas495 Před měsícem

      ଏକ ଦମ୍ ଠିକ୍ କଥା

  • @Ambassador_Christ
    @Ambassador_Christ Před měsícem +2

    Gote katha bujhiparuni CM mohan ganamadhyama ru janila .. Odisha ru adha Jharkhand paleiba hele emane janiparibeni. Lagaam chhada BJP goshti

  • @rabindrabehuria9354
    @rabindrabehuria9354 Před měsícem

    Absolutely right👍

  • @user-vl3rv7cd8z
    @user-vl3rv7cd8z Před měsícem +6

    ମନ୍ତ୍ରୀ ଙ୍କ ଦକ୍ଷତା ର ଅଭାବ ନହିଲେ ଏପରି ପଦକ୍ଷେପକୁ ମୂଖ୍ୟ ମନ୍ତ୍ରୀ ବିରୋଧ କରିନଥାନ୍ତେ, ମୋହନ ସରକାର ମହାନତା ଦେଖେଇଛନ୍ତି.

  • @satrughanchattar7222
    @satrughanchattar7222 Před měsícem +2

    Krida mantri apana kama kari chalantu emane hariki pagala heigaleni emiti kahibe.... Dhyana diya nahi emananka katha.

    • @karunakarkisan1143
      @karunakarkisan1143 Před měsícem +2

      ଯେତେ ସଫେଇ ଦେଲେବି ସତ ସବୁବେଳେ ସତ l ଭାଇ ତୋ ପାଖରେ ଓଡ଼ିଆ ମଣିଷର ରକ୍ତ ନାହିଁ l

  • @Reenabehera0
    @Reenabehera0 Před měsícem +2

    Jeumane besi kuhanti ame sabu janichhu sehi mane hi sabu asubidha re padibe mantri mahasaya sabu jananti ati patha padhi chhanti boli sabu bhul heuchhi ama Biju babu ama odisha pai kn karichhanti mantri mahasaya jaichhanti na janibara abhinaya karichhanti ama Biju babu ama odisha ra hira 🙏🙏🙏🙏🙏🙏😭

  • @biswanarayanjena7747
    @biswanarayanjena7747 Před měsícem +2

    Bala mantri security guard like nohain

  • @prasantkumarmallick5636
    @prasantkumarmallick5636 Před měsícem +3

    ପ୍ରତାପ ଦେବ ଯାହା କହୁଛନ୍ତି, ଏକଦମ ଠିକ l ଧନ୍ୟବାଦ l

  • @bimalpanda7559
    @bimalpanda7559 Před měsícem +3

    ସମସ୍ତେ ସବୁ ଜାଣିଥିଲେ l

  • @dukhishyampradhandukhishya3024

    Hundred percent right katha rakhichhanti.Jay Jagannath bande utkal janani Jay Nabin sir

  • @MsBiswa007
    @MsBiswa007 Před měsícem +17

    ବିଜେପି ନେତା ଓ ମନ୍ତ୍ରୀ ଔଷଧ ନ ପାଇ ତାଟିଆ କାମୁଡୁଛନ୍ତି 😂😂😂

  • @BBAM123
    @BBAM123 Před měsícem +3

    ସେଠୀ ବାବୁ ଆପଣଙ୍କ ବାପାଙ୍କ ପାଇଁ ଆପଣଙ୍କର ପରିଚୟ । ପୁନଶ୍ଚ BJP ନୁହେଁ ବରଂ BJD ପାଇଁ ଆପଣଙ୍କ ବାପାଙ୍କ ପରିଚୟ। ଏହା ଛଡା BJP ସୁପ୍ରିମୋଙ୍କର ପଦବୀ ଚୟନ ଯଥାଯଥ ନୁହେଁ ଯେଉଁଥିପାଇଁକି ଆପଣଙ୍କୁ କ୍ରୀଡ଼ା ମନ୍ତ୍ରୀ ପଦବୀପାଇଁ ଚୟନ କରାଯାଇ ଛି

  • @sudarsansingh333
    @sudarsansingh333 Před měsícem +1

    ଶକ୍ତି ମନ୍ତ୍ରୀ ଥିଲା ବେଳ ଅପଣ କଣ କରୁଥିଲେ
    ଯାହା ଵି କରୁଥିଲେ ସଚିବ କରୁଥିଲେ
    ଆପଣ କଛି ବି ମୁହଁ ଖୋଲୁନଥିଲେ
    ପାନଣ୍ଡିଆନ ପାଇଁ ଟେଣ୍ଡ ବାନ୍ଧୁ ଥିଲେ

    • @pramodpradhan3395
      @pramodpradhan3395 Před měsícem +1

      @@sudarsansingh333
      ଅପେକ୍ଷା କର ଏମାନେ ବି ସେଇଆ କରିବେ...
      ମନ୍ତ୍ରୀ ଜାଣିନାହାନ୍ତି ସଚିବ ଗେଜେଟ ବାହାର କଲେ,ତା ମାନେ କଣ ?..ସଚିବ ହିଁ ଏଠି ସର୍ବେସର୍ବା ନା

  • @sibachhualsingh7256
    @sibachhualsingh7256 Před měsícem +1

    ଆରେ ଭାଡ଼ୁଆ ସରକାର ବେଲାଜ୍ୟା ହେଲେ କଥା ସରେ

  • @pramodkumarnayak6370
    @pramodkumarnayak6370 Před měsícem +1

    ଆରେ ମୂର୍ଖ ମନ୍ତୀ ମାନେ ନ ଜାଣିଛ ଯଦି କାହାକୁ ପଚାରିକି ବୁଝୁନ? ସର୍ବଜ୍ଞ ମୂର୍ଖ ଭଳି କାହିଁକି ଏମିତି କାମ କରୁଛ, ଯାହାକି ବିଜେପିକୁ ଶର୍ମିଂଦା ହେବାକୁ ପଡୁଛି, ମାଙ୍କଡ଼ ହାତରେ ଶାଳଗ୍ରାମ ପଡିଛି, ସେ ତାକୁ ଗୋଡି ଭାବି ଖେଳୁଛି, ୟେ ବୋତଲ ଠିପିଖୋଲା କାମ ନୁହେଁ, ୟେ ସବୁ ବୁଦ୍ଧିମାନ ମାନଙ୍କର କାମ, ତୁମଭଳି ମୂର୍ଖମାନଙ୍କ ନୁହେଁ, ବୁଝିବା ଲୋକ ଠିକ ବୁଝିବ

  • @PratapchandraParida-li5er
    @PratapchandraParida-li5er Před měsícem

    ବିଜେଡ଼ି ର ନେତାମାନେ ଭାବୁଛନ୍ତି ତାଙ୍କର ଶସନ ଏବେ ବି ଚାଲିଛି, ଓଡିଶାର ଜନସାଧାରଣ ତମକୁ ବାଏ ବା କରିଛନ୍ତି , ଅପେକ୍ଷା କର ଦେଖ ଦଳ ତମର କେତେ ଦିନ ରହୁଛି।

  • @mathatyou717
    @mathatyou717 Před měsícem

    Yes sir, you are right.

  • @binayakumarmohanty8486
    @binayakumarmohanty8486 Před měsícem

    You are right sir

  • @ejitapradhan3186
    @ejitapradhan3186 Před měsícem

    ପ୍ରତାପ sir କେଳେଙ୍କାରୀ ରୋଗୀ ବୋଧେ କାହିଁକି ନା ବବି sir ଙ୍କ କେଳେଙ୍କାରୀ ନବୀନ sir ଜାଣି ନ ଥିଲେ କି

  • @prasantkumarsahoo1054
    @prasantkumarsahoo1054 Před měsícem

    ଯଦି pm abaas କୁ ବିଜେଡି abass ଲେଖା ଯାଉଥିଲା, କଣ ଓଡିଶା ଲୋକଙ୍କୁ ମୂର୍ଖ ଭାବୁ ଥିଲ, ଆଜି କାଟୁଛି, ଏ ବିଜେଡି ମନ୍ତ୍ରୀ ଙ୍କ ସିବିଆଇ ଇନକ୍ୱାଇରୀ କର ଓଡିଶା ଜାଣିବ ଏ କେତେ ଦକ୍ଷ କେତେ ଲୁଟିଛନ୍ତି ଆମକୁ, କ୍ରୀଡା ମନ୍ତ୍ରୀ ଜଣେ ଦକ୍ଷ ବୋଲି ଠିକ କଥା ଉଠାଇ ଛନ୍ତି, ଜନତା ଜାଣନ୍ତୁ, pm abass ନା ବଦଳାଇଲେ ବିଜେଡି ଵାଲା କଣ ଠିକ karuthile

  • @santoshpadhykumar9418
    @santoshpadhykumar9418 Před měsícem +6

    କ୍ରିଡ଼ା ମନ୍ତ୍ରୀ ଜଣେ ଅହଂକାରୀ ପ୍ରକୃତିର ଲୋକ ତାଙ୍କର ଜ୍ଞାନ କେତେ ଜନସାଧାରଣ ବୁଝିସାରିଲେଣି ପ୍ରତିଶୋଧ ପରାୟଣ ମନ୍ତ୍ରୀ ତମ ପାରିବା ପଣିଆ କଥା ଆଜି ଦାଣ୍ଡରେ ପଡି ହାଟରେ ଗଡୁଛି

    • @JogeswarMajhi-lt7hj
      @JogeswarMajhi-lt7hj Před měsícem

      ଆଉ ପ୍ରତାପ ଦେବ ଜଣେ ଉପକାରୀ ଲୋକ

    • @BINODDAS-pw2eg
      @BINODDAS-pw2eg Před měsícem

      Th​@@JogeswarMajhi-lt7hj

    • @BINODDAS-pw2eg
      @BINODDAS-pw2eg Před měsícem

      Thard gred Sethi Babu . Kapada safa upre besi gyan achi

  • @Baby33824
    @Baby33824 Před měsícem +1

    ଆପଣ କଡା କରି କୁହନ୍ତୁ ସିର୍

  • @rajamishra2312
    @rajamishra2312 Před měsícem +4

    ଆରେ ମୂର୍ଖ ବିଜୁ ବାବୁ bjd ର ନୁହେଁ ସେ ଓଡ଼ିଶା ର ଏତିକି ଜାଣିନ? କେଠୁ ଆସ ହୋ ସେ ନାଲି ଗାମୁଛା କୁଆଡେ ଗଲା ଟିକେ ବୁଦ୍ଧି ଦେ

  • @odiapua23
    @odiapua23 Před měsícem

    ମନ୍ତ୍ରୀ ପାଠ ପଢ଼ି ନାହାନ୍ତି 😄ହଁ କଲେଜ ଯାଇ ମଦ ପିଉଥିଲେ ପାଠ ପଢ଼ି ପାରିଲେନି ଆଉ ତମେ ସେଇଟା ସବୁ ଓଡ଼ିଆକୁ କହିବ କଣ ନିହାତି ଦରକାର 😜

  • @liliptamohanty8405
    @liliptamohanty8405 Před měsícem +1

    Bjp Sarkar ku asi nahi . Accidentally Hai jaichi.
    Mu bujhi paruni mantri kan mana ichha name change karidebe

  • @gaganswain5537
    @gaganswain5537 Před měsícem

    ଏ ଗୁଡା ମଦ ବିଷୟରେ ଭଲ କହିବେ କାରଣ ଆମ କ୍ରୀଡା ମନ୍ତ୍ରୀ ଙ୍କ ମଦ ସହିତ ଆଗରୁ ଭଲ ସମର୍କ

  • @SitakantaBarik9874
    @SitakantaBarik9874 Před měsícem

    ଏହା ଯଦି କଟା ଯାଉଛି ଠିକ୍ ହୋଇନି
    ଆଉ କଥା ବିଜୁ ବାବୁଙ୍କ ଛାଡ଼ିଲା ପରେ
    ଆଉ କେହି କଣ ଓଡ଼ିଶାର ମହା ପୁରୁଷ ନାହାନ୍ତି
    କାହିଁ ବିଜୁ ଜନତା ଦଳର ଯେବେ ସରକାର ଥିଲା
    ଓଡ଼ିଶାର ବିଜୁ ବାବୁଙ୍କୁ ଛାଡ଼ିଲା ପରେ ଆଉ କେଉଁ ମହା ପୁରୁଷଙ୍କ ନାମରେ କେଉଁ କେଉଁ ପୁରସ୍କାର
    ରଖିଚନ୍ତି ଟିକେ କହିବେକି କେଉଁ କେଉଁ ଯୋଜନା କରିଥିଲେ ଟିକେ କହିବେକି ଖାଲି ବିଜୁ ବିଜୁ ବିଜୁ ଆଉ କିଛି ନୁହେଁ ଶେଷରେ ଗୋଟେ କାଢ଼ିଦେଲେ କଣ ନା ଆମ ଓଡ଼ିଶା ନବିନୀ ଓଡ଼ିଶା କେବଳ ପ୍ରହସନ ଚାଲିଥିଲା ବିଜୁ ଜନତା ଦଳର

  • @rashmiranjanmohanty8526
    @rashmiranjanmohanty8526 Před měsícem

    Faltu Intiative by Sports Minister...After CM involvement,Now All these are coming.. Sports Minister Should Apologize 😡

  • @purnabrahmamusica8184
    @purnabrahmamusica8184 Před měsícem

    ପୁଅ ନୂଆକରି ପ୍ରଥମ ଥର ମନ୍ତ୍ରୀ ହେଇଚି ଯେତେବେଳେ,, ଯା'ହେଲେ ଗୋଟେ ନୂଆ କରି ଦେଖେଇବାକୁ ଘର ପାଖରୁ ପ୍ରତିଜ୍ଞା କରି ଯାଇଛି,, ତାକୁ କିଛି ଗୋଟେ କରିବାକୁ ଦିଅ.....

  • @Meandme-iu9mc
    @Meandme-iu9mc Před měsícem

    Thik katha

  • @dibyapattnaik6640
    @dibyapattnaik6640 Před měsícem +2

    ନୂଆ ନୂଆ ଜାଣି ପାରୁ ନାହାନ୍ତି । ଟିକେ ସମୟ ଦିଅ । ସିଏ 52000 ଟଙ୍କିଆ card ତିଆରି କରିବା କାମ ରେ ବ୍ୟସ୍ତ ।

  • @khiradharkawa8389
    @khiradharkawa8389 Před měsícem

    ମୁଖ୍ୟ ମନ୍ତ୍ରୀ ଟିକେ ଭାବିଚିନ୍ତି ମିଡିଆ ଆଗରେ statement ଦିଅନ୍ତୁ।

  • @BiswanathPanda-d6n
    @BiswanathPanda-d6n Před měsícem

    ପ୍ରତାପ ବାବୁ କାହିଁକି ବାଡେଇ ହୋଉଛ ବହୁତ ଦୁର୍ନୀତି ଭିତରେ ଥିଲ କେହି ଜାଣୁନଥିଲେ , ଏବେ କିଛି ହେଇନି ଆଗକୁ ବହୁତ ଅଛି ,

  • @ashoksahoo8150
    @ashoksahoo8150 Před měsícem +1

    ସବୁ ପାଣ୍ଡିଆନ କରୁଥିଲେ ମନ୍ତ୍ରୀ ମାନେ tent ମାରୁଥିଲେ ।ସେମାନେ ସବୁ ଅଯୋଗ୍ୟ ବୋଲି ଦଳ ଗଲା ।ବାଲେଶ୍ୱର ପର୍ୟ୍ଯବେକ୍ଷକ ରହି ବିଜେଡିକୁ ଅଧା ବୁଡ଼ାଇଲ ଏଇଟା ବି ନିଜର ଅଯୋଗ୍ୟ ପଣିଆ ।

  • @pankajkumarkar3207
    @pankajkumarkar3207 Před měsícem +1

    Pratap Deb theek kahuchanti

  • @manojakumarsahoo2180
    @manojakumarsahoo2180 Před měsícem

    ଭଲ ହେଗଛି

  • @santoshsenapati2884
    @santoshsenapati2884 Před měsícem

    ନବୀନ ପଟ୍ଟନାୟକ ପାଠ ପଢିଛନ୍ତି, ୧୯୯୭ରୁ୨୦୨୪ ଓଡ଼ିଶା ରେ ରହିଲ ଓଡ଼ିଆ କହିପାରିଲ ନାହିଁ ।ଅଙ୍ଗନୱାଡି ଯେଉଁ ଛୁଆ ଯାଉଛନ୍ତି ତାଙ୍କ ଠାରୁ ଅଯୋଗ୍ୟ ।

  • @user-mv9rd6gq5i
    @user-mv9rd6gq5i Před měsícem

    ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦିଅନ୍ତୁ

  • @bknayak2053
    @bknayak2053 Před měsícem +1

    U r a traffic constable leader of Mr pandu.....

  • @user-mj8uf9bh5b
    @user-mj8uf9bh5b Před měsícem

    You are a very efficient leader in BJD but you have forgot about your Govt working style