BJDs Lekhashree Samantasinghar Targets Odisha Govt Over Price Hike | Says Its Unfortunate

Sdílet
Vložit
  • čas přidán 1. 07. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #LekhashreeSamantasinghar #BJD #OdishaGovt

Komentáře • 529

  • @mahipanda2739
    @mahipanda2739 Před 6 dny +83

    ଡାଲି ଚୁରୁଣୀ

  • @user-su4kk8ng4n
    @user-su4kk8ng4n Před 6 dny +101

    ନାନୀ ଡାଲି କଥା ଆଉ କହୁନ୍ତ ନାହିଁ

  • @hiranmayisarangi4496
    @hiranmayisarangi4496 Před 6 dny +103

    ମୂଲ୍ୟହୀନ ବ୍ୟକ୍ତିଙ୍କର ମୂଲ୍ୟହୀନ ମନ୍ତବ୍ୟ

  • @user-db7rk7nh6g
    @user-db7rk7nh6g Před 6 dny +86

    ବିଜେଡି ସମୟରେ କଣ ସସ୍ତା ହେଇଥିଲା

  • @pratapjena1193
    @pratapjena1193 Před 6 dny +44

    ତୁ ତ ଡାଲି ଚୁରୀ କରି ଖାଇଲୁ, ଲୋକେ କଣ ଖାଇବେ, ଚୁରୁଣୀ ମାନଙ୍କ ମୁହଁ ଟାଣ, ତୁମ ସରକାର ବାଳ ଉପାଡ଼ି ଥିଲା

  • @ashreebad
    @ashreebad Před 6 dny +37

    ତମେ ଆସିଲା କଣ ସଫେଇ ଦେବାକୁ. ଲାଜ ନାହିଁ ତମକୁ. ତମେ 24 ବର୍ଷ ଶାସନରେ କଣ କଲ ସେ କଥା କୁହ. ସେ ଏବେ ଆସିଲେ ତାଙ୍କୁ ସମୟ ଦିଅ.

    • @jenadiptiranjan9910
      @jenadiptiranjan9910 Před 6 dny

      24 ବର୍ଷ ରୁ ୯ ବର୍ଷ bjp ମେଣ୍ଟ ରେ ଥିଲା, ଭୁଲି ଜାଅନି

    • @sabitasahoo5208
      @sabitasahoo5208 Před 6 dny

      ​@@jenadiptiranjan9910right

  • @manoranjandash5799
    @manoranjandash5799 Před 6 dny +23

    ତୁମେ ଥିଲା ବେଳେ ୨ ବର୍ଷ ତଳେ ଆଳୁ ୭୦ ଡାଲି୧୮୦ ହେଇଥିଲା ତ

  • @ashreebad
    @ashreebad Před 6 dny +24

    ତମେ ରାସ୍ତାକୁ ଆସିଲେ ତମକୁ ଗୋଡେଇ ଗୋଡେଇ ମାଡ ହବ.

    • @snm842
      @snm842 Před 6 dny

      Tu mgh chodibu😂😂😂

  • @sujittada6124
    @sujittada6124 Před 6 dny +34

    ତମେ ଏକା ଯଦି ଏତେ ଡାଲି ଚୋରେଇକି ଖାଇବ ତାହେଲେ ଏତେ ରେଟ ହବ ନା

  • @kanhupradhan7234
    @kanhupradhan7234 Před 6 dny +24

    ଲେଖା ଶ୍ରୀ ର ଭାଗ୍ୟ ଖରାପ

    • @tofandalai3815
      @tofandalai3815 Před 6 dny +1

      ନାନୀ ଙ୍କୁ ବିରୋଧୀ ଭୂମିକା ଭଲ ତୁଲାଇବେ😂

  • @pratapjena1193
    @pratapjena1193 Před 6 dny +33

    ସରକାର ଆସିବା ମାସଟିଏ ହୋଇନୀ, ଦୁଇ ମଙ୍କିଡି ତୁମ ସରକାର ରେ କଣ କରୁଥିଲ, ବିଜେଡି ପାଇଁ ସବୁ ଦରଦାମ ହୋଇଛି

  • @SomanathBiswal-g3s
    @SomanathBiswal-g3s Před 6 dny +22

    ତୁମେ କେଉଁ ଭଲ ଆଜିଯାଏଁ କେଉଁଠି ଥିଲେ ତୁମ ଅମଳରେ କିଛି ବଡ଼ି ନ ଥିଲା

  • @hrudayaranjan8217
    @hrudayaranjan8217 Před 6 dny +10

    ତମ ବେଳକୁ ସବୁ ଶସ୍ତ୍ରରେ ମିଳୁଥିଲାା ,ଜନସାଧାରଣ ଜାଣିଛନ୍ତି କଣପାଇଁ ରେଟ ବହୁଛି.ତମେ ୨୪ ବର୍ଷ ହେଲା ଖେଳ କରି ଡ଼ାଲି ଚୋରି କରିଯାଇଛି, BJP ର ମାତ୍ର ୧ ମାସ ହେଲା ସରକାର କୁ ଆସିଛନ୍ତି, ତମେ ଆଉ ଏତେ ଗରିବ ଙ୍କର ଦୁଃଖ ବୁଝିବା ଦରକାର ନାହିଁ ସରକାର ବୁଝୁଛନ୍ତି ଆଉ ବୁଛିବେ

  • @kshirodchandrabehera6838
    @kshirodchandrabehera6838 Před 6 dny +11

    ତତୁମ ବିଜେଡି ସରକାର ଥିବା ସମୟରେ କଣ ଶସ୍ତାରେ ଦେଉଥିଲ ଗୋଦାରୀ ଲୋ ତ ଗୋଡ଼କୁ ଅନା ତୁତୁମେ ବିଜେଡି ଵାଲା ଗୋଟେ କାମ କର ରାଜନୀତି ନକରି ତୁମେ ମାନେ ଚାଷ କାମରେ ମନ ଲଗାଇ ଲୋକଙ୍କୁ ଶସ୍ତା ଦରରେ ଯୋଗାଅ 2029ମସିଆରେ ତୁମେ ମାନେ ଶାସନ କୁ ଆସିବ ଏହି କାମ କଲେ

  • @subashdas5516
    @subashdas5516 Před 6 dny +14

    ହଇଲୋ ଡାଲି ଚୋରଣି ତୁମ ବେଳେ ସବୁ ଶସ୍ତା ଥିଲା,😊😊😊

  • @ajitpradhan3932
    @ajitpradhan3932 Před 6 dny +13

    ତୁଇ ଡାଲି ଚୋରି କରିନେଇଗଲୁ rate କେମିତି ହେବନି

  • @PrasantDas-up4ni
    @PrasantDas-up4ni Před 6 dny +37

    ଡାଲି ଚୋରିନି ଲେଖା ଵେଧୈଈ

  • @Jkl-pooja
    @Jkl-pooja Před 6 dny +17

    ଡାଲି Rate ବେଶୀ ବଢ଼ିଚି l

  • @ritanjalisamal8492
    @ritanjalisamal8492 Před 6 dny +8

    ନାନୀ ମ ତୁମ ସରକାର ରେ ଚିକେନ 150। କୁ ପିଆଜ 150 ହୋଇଥିଲା।

  • @user-sx2qx2oy3w
    @user-sx2qx2oy3w Před 6 dny +23

    ତମ ଦୁଇଜଣଙ୍କୁ ଲଜ୍ଜା ଲାଗୁନି ମୁହଁ ଦେଖାଉଛ

  • @tapukumarjena9522
    @tapukumarjena9522 Před 6 dny +16

    BJD chora karichi😮

  • @kamalakantapanda8822
    @kamalakantapanda8822 Před 6 dny +7

    ତୁ ଡାଲି ଚୋରି କରିବୁ ବିଜେପି କିପରି ନିୟଂତ୍ରଣ କିପରି କରିବ. ବିଜେଡି ଵାଲା ସବୁ ଜାଗାରେ ଦୁର୍ନୀତି କରିଛ ତାକୁ ଧରିଲା ପରେ, ଓ ବିଜେଡି ଵାଲା ଜେଲ ଗଲା ପରେ ସେ ଲୁଟିଥିବା ଧନ କୁ ଆଣିଲେ, ଦର ଦାମ କମିଯିବ. 100 ଦିନ ଅପେକ୍ଷା କର.

  • @Jkl-pooja
    @Jkl-pooja Před 6 dny +17

    ଚନ୍ଦ୍ରବିନ୍ଦୁ କ୍ୟାସେଟ୍ ଟା ଆଣିଲ

  • @somuskofficial2084
    @somuskofficial2084 Před 6 dny +8

    ଏ ଦୁଇ ଜଣ ବିଜେଡି କୁ ଲୋପା କରେଇଦେବେ।
    ଚନ୍ଦ୍ରବିନ୍ଦୁ କୁଆଡେ ଗଲ😂

  • @ppsahoo123
    @ppsahoo123 Před 6 dny +8

    ଡାଲି ଚୋରଣି କୁ ଶ୍ରେଷ୍ଠ ବାଳୁଙ୍ଗି 😂😂

  • @amrjitbiswal7243
    @amrjitbiswal7243 Před 6 dny +8

    ବିଜେଡି ଥିଲା ବେଳେ ସବୁ ଉପହାଡି ଦେଉଥିଲା

  • @soumyaranjanmohanty4746
    @soumyaranjanmohanty4746 Před 6 dny +4

    ବିଜେଡି ଶାସନ ରେ ଥିବାବେଳେ ଓଡ଼ିଶା ର ମୁଣ୍ଡ ପିଛା ରୁଣ ଥିଲା 18000 ଟଙ୍କା ୲ଏବେ ବିଜେପି ଶାସନ ରେ କଣ ହଉଛି ଦେଖିବା

  • @tapantimajhi7912
    @tapantimajhi7912 Před 6 dny +4

    କଞ୍ଚା ପନି ପରିବା ରେଟ ସରକାର କମେଇ ପାରିବ ନାହିଁ ସେଇଟା ଚାଷୀ ମୌକା ଦେଖି ଚୌକା ମାରେ, ତମେ ଦୁଇଟା କୁକୁର ପରି ବୁକୁଥାଓ

  • @biswanathdash4802
    @biswanathdash4802 Před 6 dny +4

    ଡାଲି ଆଉ ନାହିଁ, କିଏ ଖାଇଛି ଖୋଲି କୁହାଯାଉ ।

  • @gangabag1156
    @gangabag1156 Před 6 dny +4

    25years re କେତୋଟି ଶିତଳ ଭଣ୍ଡାର କରିଛ ହିସାବ ଦିଅ ତାପରେ କହିବ

  • @user-mx3nb3pq3k
    @user-mx3nb3pq3k Před 6 dny +4

    ୨୫ ବର୍ଷ ର ଚୋରଣି ଏମାନେ
    ମୁହଁ କୁ ଲାଜ ନାହିଁ ଏମାନଙ୍କର

  • @user-bh4yc7vl9x
    @user-bh4yc7vl9x Před 6 dny +3

    ଆପଣଙ୍କର ସରକାର ସମୟରେ ଚାଉଳର ଦାମ କେତେ ଥିଲା ଟିକେ କହିବେ କି ଲେଖାଶ୍ରୀ ମାଡ଼ାମ?

  • @kshitishray8473
    @kshitishray8473 Před 6 dny +8

    Au kuhani be...24 years haba taduthila tume.

    • @jenadiptiranjan9910
      @jenadiptiranjan9910 Před 6 dny

      24 ନୁହେଁ ୯ ବର୍ଷ bjp ମେଣ୍ଟ ରେ ଥିଲା

  • @alok5549
    @alok5549 Před 6 dny +5

    2019 re piaja kilo 95 thila 2022 re tomato kilo 120 thila sete bele kou govt thila

  • @user-mx3nb3pq3k
    @user-mx3nb3pq3k Před 6 dny +2

    ଡାଲି ୪୦୦ ଟଙ୍କା ହେଲେ ବି ଆମେ କେବଳ ବିଜେପି ସରକାର କୁ ହିଁ ଭୋଟ ଦେବା ।

  • @user-by2ri4it3r
    @user-by2ri4it3r Před 6 dny +3

    ହେ ବେଧ ତୁମକୁ କିଏ ଗେଁହଉଛି ନା ଝାଳ ବୋହୁ ଛି...

  • @jitendra33453
    @jitendra33453 Před 6 dny +2

    ସବୁ ପ୍ରକାର ଖାଦ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ଏହା କେବଳ ମୋଦି ଆଉ ପୁଞ୍ଜି ନିବେଶ ଲୋକ ଙ୍କ ପାଇଁ ହେଇଛି ଦୟାକରି ଏହି ଦର ବୃଦ୍ଧିକୁ ନିୟନ୍ତ୍ରିତ କରାଯାଉ, ଆମେ କିଣି ପାରୁନୁ

  • @unconsciouslove8423surjya

    ତମେ ତ ସବୁ ଖାଇକି ଖୋଳ କରିଦେଇଛ ଆଉ କଣ ଅଛି ଯେ ସାଧାରଣ ଲୋକ ଖାଇବେ ଆଉ ନାନୀ ତମେ ଖାଲି ହାଉ ହାଉ ଜୀବନ ରେ ବିରୋଧୀ ହେଇକି ରହିଗଲ ସବୁବେଳେ

  • @user-rd7ci2dn8x
    @user-rd7ci2dn8x Před 6 dny +14

    Bjd.bala
    Karichi

    • @lalitnaik7352
      @lalitnaik7352 Před 6 dny

      Double engine sarkar🤣🤣🤣 double kasto

  • @sureshmeher9026
    @sureshmeher9026 Před 6 dny +2

    ଆଉ ତାଲି

  • @sanjaybehera363
    @sanjaybehera363 Před 6 dny +2

    ଡାଲି ନାନୀ, ଆଉ କିଛି miliani, ତମେ କଣ 10 ଟଙ୍କା ରେ dauthila♥️

  • @RajeshKumar-ek3cb
    @RajeshKumar-ek3cb Před 6 dny +2

    ଆଲୋ ଆଲୋ ଇ ଏ ବା ଆମ ନେଖା ଅପା
    ହେଇଟି ଅପା ତମ ଜୀବନ କଣ ଇମିତି ବିରୋଧୀ ଦଳ ରେ କଟିଯିବ 😂

  • @umakantsethi8909
    @umakantsethi8909 Před 6 dny +2

    Balle balle ଢ଼ାବା କଥା କୁହ କୁସୁମା ପୋଖରୀ କଥା ବବି ଦାସ ବଙ୍ଗଳା କଥା କୁହ ତୁମେ ବିଜୁ ଜନତା ଦଳର ଦୁଇ ଚାଟୁ ନେତା ଯିଏ କିଛି ଦିନ ଆଗରୁ bjp ନାମରେ prasasa କରୁ ଥିଲ ଆଜି ବାହାରି ଆସିଲ bjp bisyare khiba ପାଇଁ

  • @mandardharbehera7503
    @mandardharbehera7503 Před 6 dny +2

    29 ଦିନର ସରକାରରେ ଏତେ ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇବା ଉଚିତ ପଦକ୍ଷେପ

  • @kailashswainkailashswain6878

    ଶୀତଳ ଭଣ୍ଡାର ସବୁ ତମ ସରକାର ବନ୍ଦକଲ ,ଆଳୁ ଟମାଟୋର ,କଖାରୁ କୋବି ଇତ୍ୟାଦି ପନିପରିବା

  • @gajanancreation1409
    @gajanancreation1409 Před 6 dny +2

    ଡାଳି ଦର ବଢ଼ିଛି

  • @Kalingatraveller636
    @Kalingatraveller636 Před 6 dny +2

    ଯଦି ବିଜେପି ସୁଶାସନ ଦେଲା ତାହେଲେ ତମ ମାନଙ୍କର ଦୋକାନ ତ ବନ୍ଦ ହୋଇଯିବ..😂 ବିରୋଧ କାହାକୁ କରିବ...👈

  • @mundarama1122
    @mundarama1122 Před 6 dny +1

    ବିଜେଡି ସରକାରଙ୍କ ଭୋଲ୍ ୨୫ ବର୍ଷ ସରକାର ଥିଲ ଗୋଟିଏ ବି ସିତଳ ଭଣ୍ଡାର କରିନ। ପ୍ରତି ବ୍ଲକ୍ ରେ ସିତଳ ଭଣ୍ଡାର କରିନଥିଲ ସେଥିପାଇଁ ଆଜି ଲୋକେ ଅନ୍ତସନ୍ତ ହେଉଛନ୍ତି।

  • @geetaranisamal6638
    @geetaranisamal6638 Před 6 dny +1

    ଦୁଇ ଚୋରଣୀ ଏକାଠି 😄😄ଡାଲି ସବୁତ ନିଜେ ଖାଇଲ ଆଉ ଆସିବ କେଉଁଠୁ?

  • @mrmr624
    @mrmr624 Před 6 dny +2

    ଡାଲି ଡାଲି ଚୋରଣି............

  • @SudarshanYoutubers
    @SudarshanYoutubers Před 6 dny +1

    ଡୁପ୍ଲିକେଟ ଚୁଟି ଲଗେଇଛି ବେ ଉପାଡ଼ି ଦେବା ଚାଲ

  • @PossibleEverything777
    @PossibleEverything777 Před 6 dny +2

    ଆପଣ ଙ୍କୁ ଆମର ଗୋଟେ ପ୍ରଶ୍ନ ଟିକେ ଉତ୍ତର ଦେବେ ଭାରତ ରେ କେତେଟା ରାଜ୍ୟ ଅଛି ଆଊ ନାମ କଣ ଟିକେ କହିବେ ଯଦି କହିଦେବ ଆମେ ଆମ ପାର୍ଟି ତୁ ବସିସ୍କାର ନେଇଯିବୁ

  • @user-mx3nb3pq3k
    @user-mx3nb3pq3k Před 6 dny +1

    ଲେଖାଶ୍ରି ସାମନ୍ତ ସିଂହାର BJD ଦଳର ମାଉସୀ ଆଉ BJP ଦଳର ପିଉସୀ
    ଇୟେ ପୁଣି ଗୋଟେ ନେତ୍ରୀ !
    ଛି ! ଛି ! ଛି !

  • @hrushikeshsahoo5289
    @hrushikeshsahoo5289 Před 6 dny +1

    ରେଖା ନାନୀ ଚାରିପାଞିରୁ ଗଲେ।
    ଏବେ ଖାଲି ଭାଷଣ ମାରିବା କାମ ।

  • @dolamanipodh5426
    @dolamanipodh5426 Před 6 dny +1

    ଜେନ୍ ଭୋଟର ଜିତାଇଛନ ସେ ଭୋଟର ତ କିଛିନାଇ କହେବାର ତୁମର କାଏଜେ ଫାଟୁଛେ

  • @dolamanipodh5426
    @dolamanipodh5426 Před 6 dny +1

    ମାଏଝି ଆଏକି ଅଣ୍ଡିରା ଆଏ ରେ ବୁଆ କେନ୍ତା ଦିସୁଛେ ରେ ବୁଆ

  • @KarunakarDhani-eo2sl

    ଏଦୁଇ ଜଣ କେବେ ବାଡ଼ି ରେ ଲଙ୍କା ଗଛଟିଏ ଲଗାଇଛନ୍ତି କି? ପ୍ରଥମେ ଉତ୍ପାଦନ କରିଶିଖ ,ତାପରେ ଉତ୍ପାଦନ ର ମୂଲ୍ୟ ବୁଝିବ।

  • @uttambarik7754
    @uttambarik7754 Před 6 dny +1

    ପ୍ରଥମେ ତମେ କୁହ 25 ବର୍ଷରେ କେତଟା ଶୀତଳ ଭଣ୍ଡାର କରିଛ.. ଆମ ଓଡ଼ିଶାରେ କେତେ ପନିପରିବା ଚାଷ ହଉଛି..😂😂

  • @umakantsethi8909
    @umakantsethi8909 Před 6 dny +1

    ଯୁମା ଜୁମା ଦୁଇ ଦିନ ହଇ ନାହିଁ ବାହରୀ ଆସିଲ ଶବୁ ଡାଲି ତ ନେ଼ଇ ଜାଇଛ

  • @ashokkumarsundaraya5669
    @ashokkumarsundaraya5669 Před 6 dny +1

    Tamar ବାଳ ନାହିଁ ନହେଲେ ଆହୁରି ଅଧିକ କୁହନ୍ତୁ ଲୋ ଡାଲି ଚୋରଣି

  • @tapandas8657
    @tapandas8657 Před 6 dny

    ଦର 25 ବର୍ଷ ରେ ନିୟନ୍ତ୍ରଣ ହୋଇପାରିଲାନି...... ଗୋଟେ ମାସ ରେ କେମିତି ହବ....... ପୁଣି ତୁମେ ଯୋଉ ଦୁଇ ଜଣ pressmeet କରୁଛ ଲୋକେ ତୁମକୁ ଜାଣନ୍ତି ତୁମେ କଣ..................

  • @diptiranjanbehera7325
    @diptiranjanbehera7325 Před 6 dny +1

    ଡାଲି ଚୋରଣି, ଚାଲୁଣି କହୁଚି ଛୁଞ୍ଚିକୁ ବେହିଆ ଶଳା ତୁ କିଛି କରି ପାରିବୁନି

  • @kgmk73
    @kgmk73 Před 6 dny +1

    ତମେ ଯୋଉ ଗାତ ଖୋଳି ଦେଇଛ 24 ବର୍ଷା ଯାଏ,,,,,,,,,,ସେଇ ଗାତରେ,,,,ଆମେ ସମସ୍ତେ ଓଡିଶା ବାସି ,,,ଗାତରେ ବୁଢ଼ୀଛୁ,,,,,,,,ତମେ କାହାକୁ କହୁଚ,,,,ଓଡିଶା କୁ କାଙ୍ଗାଳ କରିଛି,,,ବିଜେଡି,,,,,,,,,,,ବିଜେପି ସରକାର,ତ. ଏବେ,ଆସିଛି,,,ଧର୍ଯ୍ୟ ଧରନ୍ତୁ ଗୋଟିଏ ବର୍ଷ,,,,
    ,ବିଜେଡି ସରକାର,,,,ସମୟରେ,,,,,314 ବ୍ଲକ ରେ,,,କେତେଟା,,,ଶୀତଳ ଭଣ୍ଡାର,,,,,କରିଛନ୍ତି,,,ଉତ୍ତର ଦିଅନ୍ତୁ,,,,ଲେଖାଶ୍ରୀ ଦିଦି ଓ ପ୍ରମିଳା ମାଉସୀ

  • @AyushAyush-zw7xx
    @AyushAyush-zw7xx Před 6 dny +1

    ଲେଖାଶ୍ରୀ ତୋ ନିଜ ଓଜନ ରଖି କଥା କହ. ଲୋକଙ୍କୁ ଆଉ ବୋକବନାନା. ପାଣ୍ଡିଆନ ପାଖକୁ ଯା ମନ୍ତ୍ର ଶିଖିବୁ. ଚୋରଦଳ ସବୁ ନିଜ ସ୍ୱାର୍ଥ କୁ ଯା ଣ

  • @sudamnaik983
    @sudamnaik983 Před 6 dny +4

    Bjp great 👍👍👍👍 work mohan majhi Nice 👍👍👍👍

  • @umakanta2887
    @umakanta2887 Před 6 dny

    ସରକାର ଘର ପିଛା 2kg ଡାଲି free ଦିଅନ୍ତୁ ଲୋକ ଙ୍କ ପାଖରେ ଚଳିବା ପାଇଁ ଟଙ୍କା ଟିଏ ନାହିଁ

  • @lalit98193
    @lalit98193 Před 6 dny +1

    ଆଗରୁ ମୁଁହ ଟା କିଛି ଅଲଗା ଦେଖା ଯାଉଥିଲା କିନ୍ତୁ ଏବେ 😂😂😂

  • @sanjaybehera363
    @sanjaybehera363 Před 6 dny +1

    ତମେ ପରା ଗଲା ବର୍ଷ 300 ଟଙ୍କା ରେ ବିକିଛ, ଗାଲୁଆ କଥା କୁହନି

  • @SaiAloksahoo
    @SaiAloksahoo Před 6 dny +2

    Balle balle

  • @SudarshanYoutubers
    @SudarshanYoutubers Před 6 dny +1

    ଆଗରୁ କ'ଣ ଏତେ ରେଟ୍ ନଥିଲା ତୁ ଓଡ଼ିଶା ବାସୀ ନୁହେଁ କି

  • @PadhanB
    @PadhanB Před 6 dny +1

    ପନିପରିବା ଦର ବଢିଲେ ତ ଆମ ଚାଷୀ ଲାଭବାନ ହେବେ, ତୁମ ଗାଣ୍ଡି ଫାଟୁଛି

  • @sanatannaik4054
    @sanatannaik4054 Před 6 dny +1

    ମିଛେଇ ନାନୀ କେତେ ବର୍ଷ ତମେ ଶାସନ କରିଛ ନିଜ କଥା କହୁଛ ତମେ ଆଉ ଦେଖା ଅନି

  • @user-xl4rn6sy1u
    @user-xl4rn6sy1u Před 6 dny +1

    Press meet kariki lokanku bhuan bulauchu kahiniki.

  • @bijayamoharana8159
    @bijayamoharana8159 Před 6 dny +1

    ତମେ କଣ ଓଡ଼ିଶାର ଠିକା ନେଇଚ, ଓଡ଼ିଶାର ଲୋକମାନେ ସେକଥା ବୁଝିବେ

  • @gangadharpradhan8041
    @gangadharpradhan8041 Před 6 dny

    ପୂର୍ବ ସରକାର ରେ ଗୋଦାମ ନ ଥିବା ହେତୁ

  • @user-no2cf9su9r
    @user-no2cf9su9r Před 6 dny +1

    Thau au kichhi kuhani kehi Tama katha sununahati😂

  • @baibhavshaw479
    @baibhavshaw479 Před 6 dny

    ଓ ନିଜ Govt ଥିଲା ବେଳେ କାହା କଥା ଶୁଣୁ ନଥିଲ, ଏବେ ୟାଙ୍କୁ ଭାରି ଲୋକଙ୍କ ଚିନ୍ତା ହଉଚି, ସେ ସାଳା ଚୋର ପ୍ରତାପ ଦେବ ସେମିତି କଲି ଆସିକି electric bill ବିଷୟରେ କହୁଥିଲା, ନିଜେ ମନ୍ତ୍ରୀ ଥିଲା ବେଳେ କେତେ ଲୁଟ କରିଛି ସବୁ ଜଣା।

  • @satyasamal3091
    @satyasamal3091 Před 6 dny

    ସବୁ ଜିନିଷ ରେ ପରିବର୍ତ୍ତନ ହେଇଛି 👍

  • @sb2creations14_94
    @sb2creations14_94 Před 6 dny +1

    କାଇଁ ବିଜେଡି ସରକାରଙ୍କ ସମୟରେ ବୋଧେ ଦର ଦାମ କମ୍ ଥିଲା କି ? ଏମାନେ ବହୁତ୍ ମିଛ କଥା କହୁଛନ୍ତି । ଏହି ବିଜେଡି ସରକାରଙ୍କର ନେତା ମାନେ ଟିକେ ନିଜେ ଚିନ୍ତା କରିବା ଦରକାର କି ସେମାନେ ୨୫ ବର୍ଷ ଶାସନ କରିବା ପରେ ବି ସେମାନେ ଦର ଦାମ କୁ କମ୍ କରିପାରି ନାହାନ୍ତି ଆଉ ଏବେ ସରକାର ରେ ନଥିଲା ବେଳେ ବହୁତ୍ କଥା କହୁଛନ୍ତି। ଯେମିତି ବିଜେଡି ସରକାର ସବୁ କିଛି ଶସ୍ତା କରାଇ ଦେଇଥିଲେ ତ।

    • @sb2creations14_94
      @sb2creations14_94 Před 6 dny +1

      କଥା କହିବା ପାଇଁ କେତେ ସମୟ ଲାଗିଲା କି ହେଲେ ତାକୁ କାମ ରେ କରିବା ପାଇଁ ୨୫ ବର୍ଷ ବି କମ୍ ପଡ଼ିଗଲା ବୋଧେ। ଲଜ୍ଜା ଲାଗିବା କଥା ଏହି ବିଜେଡି ସରକାରଙ୍କର ନେତା ଓ ମନ୍ତ୍ରୀ ମାନଙ୍କୁ ଆଉ କେତେ ମିଛ ପ୍ରତିଶ୍ରୁତି ଦେବ କି ?

    • @sb2creations14_94
      @sb2creations14_94 Před 6 dny +1

      ଏହି ବିଜେଡି ସରକାରଙ୍କର ସମୟରେ କେତେ ଯେ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ରୋଜଗାର ନ ଦେଇ ବୁଢ଼ା ବୁଢ଼ୀ ମାନଙ୍କୁ ପୂର୍ଣ୍ଣ ନିଯୁକ୍ତି ଦେଇଛନ୍ତି ସବୁ କିଛି ଭୁଲିଗଲେଣି ବୋଧେ। ଏହି ବିଜେଡି ସରକାରଙ୍କର ସମୟରେ କେତେ ଯେ ଦାଦନ ଖଟିବା ପାଇଁ ଯାଇଛନ୍ତି ସେ କଥା କୁ ଭୁଲିଗଲେଣି ବୋଧେ।

  • @joginathbiswal672
    @joginathbiswal672 Před 6 dny +4

    25 years tame mane kan karuthila

    • @jenadiptiranjan9910
      @jenadiptiranjan9910 Před 6 dny

      25 ନୁହେଁ ତା ଭିତରେ ୯ବର୍ଷ bjp ମେଣ୍ଟ ରେ ଥିଲା ସେ କଥା ଭୁଲନି

  • @user-lj6mi9nv5q
    @user-lj6mi9nv5q Před 6 dny

    Valueless speech

  • @ajitkumarmohanty9552
    @ajitkumarmohanty9552 Před 6 dny

    ଦରଦାମ କମିବା କଣ ଦରକାର ।ସକାଳ ହେଲେ ରଙ୍ଗ ବଦଳା ହେବ କେମିତି କୋଉଥିରେ ସେଇଟା ଜାଣିଚି।ନୂଆ ଡାହାଣୀ ଗୁହ ଖାଉଛି

  • @manasranjansuna5342
    @manasranjansuna5342 Před 6 dny

    Valueless

  • @user-vg5qd6zm9j
    @user-vg5qd6zm9j Před 6 dny

    SALUTE YOU MADAM BOTH
    MEDICINES COST HIKED ALSO PLEASE FOCUS ALSO BECAUSE PATIENT ON REGULAR TREATMENT DEPENDING ON MEDICINES ARE INCURRING EXTRA EXPENDITURES ON MEDICINES. WHICH IS BEYOND FINANCIALS LIMIT.
    THANKS 🙏 NAMASTE 🙏 BOTH

  • @user-pp7ko6dr2p
    @user-pp7ko6dr2p Před 6 dny

    ଯାହା କହୁଛନ୍ତି ସତ କଥା

  • @pravatkumarsutar2431
    @pravatkumarsutar2431 Před 6 dny +1

    ତମେ 24 ବର୍ଷରେ କଣ କରିଛ।
    ତୁମେ ସରକାରକୁ ବଦନାମ କରିବାକୁ ସାଧୟନ୍ତ୍ର କରିଛ।
    BJD କୂତ୍ରିମ ମହଜୁଦ କରୁଛନ୍ତି।

  • @dibyadasdas268
    @dibyadasdas268 Před 6 dny

    ଡାଲି ଚୋରଣୀ ମୁହଁରେ ଏ କଥା ମୋଟେ 😂😂😂😂😂😂

  • @user-fe2ws9ed8v
    @user-fe2ws9ed8v Před 5 dny

    ପନିପରିବା ଚାଉଳ ଡାଲି ତେଲ ସବୁ ମାଗଣା ହେଇ ଯାଉ। ଦରମା ବଢୁ ଚାଷୀର ଟଙ୍କା କ'ଣ ହବ

  • @balaramdora8134
    @balaramdora8134 Před 6 dny

    ଆପଣଙ୍କ ସମୟ ରେ ମାଗଣାରେ ଦେଉଥିଲେ ବୋଧେ

  • @BasantaKumar-dd1mq
    @BasantaKumar-dd1mq Před 6 dny

    ଆଗରୁ କଉଠୀ ସୋଇଥିଲ ତମ ବେଳେ କଣ କମ୍ ଥିଲା ' ତମକୁ ଲଜ୍ୟା ଲାଗୁନି ।

  • @hrudayaranjan8217
    @hrudayaranjan8217 Před 6 dny +1

    ଆରେ ମ୍ୟାଡ଼ମ୍ ମାନେ ମେନ୍ଟାଲ ହେଇଯିବ । ମିଡ଼ିଆ ଆଗରେ ବାଇଟ୍ ଦିଅନି. BJD ଦଳ ଓଡ଼ିଶାରେ କେମିତି ତିଷ୍ଟି ରହିବ ସେଇ କଥା ଟିକେ ଚିନ୍ତା କରନ୍ତୁ ନ ହେଲେ ୨୦୨୪ରେ ଲୋକସଭାରେ ସିଟ୍ ସଂଖ୍ୟା ଠ ହେଲା ସେଇପରି ୨୦୨୯ରେ ବିଧାନସଭାରେ ଠ ସିଟ୍ ଯେମିତି ନ ହେଉ😂

  • @odishasuchanakender5814
    @odishasuchanakender5814 Před 6 dny +1

    ତମ ବେଳେ ମାଗଣା ମିଳୁଥିଲା 😂

  • @Sunil-mt6pn
    @Sunil-mt6pn Před 6 dny

    ଆଜି ପଯ୍ୟନ୍ତ କୋଉଠି ସୋଇଥିଲୁ

  • @Vinood900
    @Vinood900 Před 6 dny

    ଆରେ ଲେଖା ନାନୀ କି 😂😂😂😂

  • @jbsing4348
    @jbsing4348 Před 4 dny

    ଭଉଣୀଜଣକ ବିରୋଧୀ ଭୂମିକାରେ PhD holder ଅଛନ୍ତି।

  • @user-wi9mw7zh5l
    @user-wi9mw7zh5l Před 6 dny +1

    25 yr re kana karichha

  • @pipunpal5931
    @pipunpal5931 Před 6 dny

    ଲେଖା ନାନୀ ଆଉ ପ୍ରମିଳା ଦିଦି ତୁମ ନିର୍ଲଜ ମୁହଁକୁ ମାନିବାକୁ ପଡ଼ିବ ତମେପରା ଖଜୁରୀ ଗଛ ତୁମର ସବୁଗୁଣ ଓଡ଼ିଶା ବାସୀଙ୍କୁ ଜଣା ଅଛି ତମେକନ୍ ରାଜା ରାସ୍ତାକୁ ଓଲେଇବା

  • @randomhuman8802
    @randomhuman8802 Před 6 dny +1

    Tumey 24 year re jaha khola karicha ebey jana padiba rey ruhaaa

  • @chitaranjanranasingh5978

    Lekha mam welcome

  • @sauravakumarbehera4472

    ବିଜେଡି ଥିଲେବି ଦରଦାମ ବଢିଥାନ୍ତା