Modiji's promise on ratna bhandar opening | କୋଟି କୋଟି ଓଡ଼ିଆଙ୍କୁ ନିରାସ କଲେ | The Quiver

Sdílet
Vložit
  • čas přidán 9. 07. 2024
  • ବିଜେପି ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା କଥାକୁ ଭାଙ୍ଗି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଦିଙ୍କ କଥା ରଖିଲେ ନାହିଁ । କୋଟି କୋଟି ଲୋକଙ୍କୁ ମୋଦି ଦେଇଥିବା ପ୍ରତିଶୃତିକୁ ମୋହନ ଉପେକ୍ଷା କରିଗଲେ । ଏହି ପ୍ରତିଶୃତି ହେଲା ରତ୍ନଭଣ୍ଡାର ଚାବି ତଦନ୍ତ ରିପୋର୍ଟ ପ୍ରସଙ୍ଗ । ରାଜ୍ୟରେ ସରକାର ଗଠନ ହେବାର ୧ମାସ ମଧ୍ୟରେ ଚାବି ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ମୋଦି ଦେଇଥିଲେ ପ୍ରତିଶୃତି । ହେଲେ ମୋହନ ତାକୁ କାର୍ଯ୍ୟକାରୀ କଲେ ନାହିଁ । ଆଉ ୨୪ଘଣ୍ଟା ପରେ ମୋହନ ସରକାରକୁ ୧ମାସ ପୁରିବ, ହେଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରୁ ପଛକୁ ହଟିଗଲେ ମୋହନ ସରକାର । ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ନିରାସ କରିଛି ।
    #thequiver #pmmodi #mohanmajhi
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in CZcams! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

Komentáře • 169

  • @prasantapradhan2719
    @prasantapradhan2719 Před 19 dny +28

    ଚୋର ର ବଡ ବଡ କଥା

  • @haraprasadmahanta4657
    @haraprasadmahanta4657 Před 19 dny +24

    ଚାବି ହଜିନ ଥିଲା ବୋଧହୁଏ କେଉଁ କାରଣରୁ ମିଥ୍ୟା କହୁଥିଲା କାହା ପାଖରେ ଥିଲା ତାହା ଜଣାଯିବ

  • @debashishacharya3814
    @debashishacharya3814 Před 19 dny +6

    ଆଜି ମଧ୍ୟ ସମୟ ଅଛି ସରକାର ଦାୟୀତ୍ବବାନ ନିଷ୍ପତ୍ତି ନିଅନ୍ତୁ ।

  • @susantasahoo9544
    @susantasahoo9544 Před 19 dny +7

    ମୋହନ ସରକାର ନବୀନ ପଟ୍ଟନାୟକ ସରକାରର କୌଣସି ଦୁର୍ନୀତି ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ଏହା ଦିବା ସତ୍ୟ ।

  • @user-kn9sl5sf9p
    @user-kn9sl5sf9p Před 19 dny +22

    କହବା ଟିକେ ଭୁଲ ରହୁଛି

  • @shakaharipruthivi8696
    @shakaharipruthivi8696 Před 19 dny +21

    ମୋଦୀ, ଶାହା କି ମୋହନ ସରକାର ଏମାନେ କେହି ସତ୍ୟ ଯୁଗର ଲୋକ ନୁହଁନ୍ତି ।ଘୋର କଳି ର ଲୋକ। ବାବୁ ଧର୍ମେନ୍ଦ୍ର କଣ୍ଠ ଫଟେଇ କହିଲେ 300ୟୁନିଟ ବିଜୁଳି ଫ୍ରି ହେଲା କି? ମନମୋହନ କହିଲେ ଫ୍ରି ସୋଲାର ଲାଇଟ୍? ଟଙ୍କା କମେଇବା ବାଟ ଓଡ଼ିଆଙ୍କୁ ଦେଲେ। ସେମିତି ମାସେ ଭିତରେ ଚାବି ଓ ରତ୍ନ ଭଣ୍ଡାର ଖୋଲିବା କଥା ଥିଲା। ଫେଲ ମାରିଲା। ବାସ୍ତବ ରେ କଣ କିଛି ଅସଲି ଅଛି ? ଏମାର ମଠ ର ସୁନା ରୂପା ଇଟା ଗଲା କୁଆଡେ?ସୁଦର୍ଶନ ପଟ୍ଟନାୟକ ବିଚରା ମୂର୍ତ୍ତି ସବୁ ଗଲା କୁଆଡ଼େବୋଲି ଚିତ୍କାର କଲେ ବି ଶୁଣୁ ଛି କିଏ? ମାତ୍ର ଏବେ କେହି କିଛି ନ କହିବା ଅର୍ଥ ଏମାନଙ୍କ ଠାକୁରଙ୍କ ପାଇଁ ପ୍ରେମ କେବଳ ଲୋକ ଦେଖାଣିଆଁ। ସବୁର ମୂଳ ପୂର୍ବ ଶାସକ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଏମାନେ ହାତ ପାଇବ କି ?। ସେଇଥିପାଇଁ କୋଳା କୋଳି ର ଅଭିନୟ। ଦଳ ସିନା ନା କେବଳ ଅଲଗା ମାତ୍ର କାମ ସମାନ। ଠାକୁରଙ୍କ ପାଇଁ ନ୍ୟାୟ ଏମାନେ କରି ପାରିବେ କି ?ଠାକୁରଙ୍କ କୁଆଡେ ପଚାଶ ହଜାର ଏକର ଜମି? ଜମି ଗଲା କୁଆଡେ ? ଲଙ୍ଗୁଳୀ ମଠ ର ୧୭୩ ଏକର ଜମି କଥା ବାବା ବୈଷ୍ଣବ ପୁରୀ କାନ୍ଦି କାନ୍ଦି କହୁ ଥିଲେ ଗଲା କୁଆଡ଼େ ? ସତ୍ୟ କଳି ର ଏ ପ୍ରଳୟ କାଳ ରେ ଧନ ସମ୍ପଡ ଉଦ୍ଧାର ହେବା ଅସମ୍ଭବ । କାରଣ କଳିରେ ଧନ ବଡ ଧର୍ମ ଛୋଟ। ଯିଏ ବି ଗାଦି କୁ ଆସିଲା ସେ ଧାର୍ମିକ ନ ହେଲେ ଏ ସବୁ କାମ କରି ପାରିବ ନାହିଁ। ଶାସନ ହେଉଛି ସୁଖ। ଶାସନ ହେଉଛି ରୋଜଗାର । ଏ ଥର ନିର୍ବାଚନ ରେ ୬୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଦଳ ନେତା କରି ଥିବାରୁ ଆଦାୟ ତ ପୁଣି ଦରଦାମ ବୃଦ୍ଧି କରି ନେବେ ନା ନାହିଁ? ଯେତେବେଳେ ଶାସନ ସୁଖ ଓ ଧନ ଉପାର୍ଜନ ର ବାଟ ସେତେବେଳେ ନ୍ୟାୟ ଅସମ୍ଭବ। ପୂର୍ବ ସରକାର ର ପାପ କୁ ଘୋଡାଇଲେ ଲାଭ। ରାଜ୍ୟ ସଭା ରେ ସମର୍ଥନ। ପାପ ଉଜାଗର କଲେ ମିଳିବ କଣ ? ତେଣୁ କୋଲା କୋଳି।
    ମନ୍ଦିର ପାଇଁ ଶଙ୍କରାଚାର୍ଯ୍ୟ ଓ ବଡ ପଣ୍ଡା ଅଲୋଡ଼ା। କେବଳ ଗଜପତି ଯାହା କହୁଛନ୍ତି। ଏ ସବୁ ଠାକୁର ଙ୍କ ଅପମାନ ନୁହେଁ କି? ଯାହା ସବୁ ହେବା କଥା ହୋଇ ସାରିଛି। ପ୍ରଭୁ ସତ୍ୟ ଏହାର ସମାଧାନ ପୁରୀ ର ବିନାଶ।ସାତ ଦିନର ପ୍ରଳୟ,ମହାମାରୀ, ଯୁଦ୍ଧ, ପ୍ରାକୃତିକ ତାଣ୍ଡବ ହିଁ ସମାଧାନ। ଠାକୁର ସ୍ଥାନ କେତେବେଳେ ଛାଡନ୍ତି ଯେତେବେଳେ ସବୁ ଶେଷ ହୁଏ। ନୂଆ ଯୁଗ ଆରମ୍ଭ ହୁଏ। ତେଣୁ ବ୍ୟସ୍ତ ବିବ୍ରତ ହେବାର ନାହିଁ। କଳ୍କୀ ଅବତାର ରେ ସେ ଅଛନ୍ତି ଆଗକୁ ପ୍ରମାଣ ବି ନିଶ୍ଚିତ ହେବ। ନ୍ୟାୟ ନିଶ୍ଚିତ ହେବ। ଅପରାଧୀ ମାନଙ୍କୁ ଦଣ୍ଡ ନିଶ୍ଚିତ ହେବ।

  • @bababanagadi1133
    @bababanagadi1133 Před 19 dny +5

    ମୋଦୀ କୁ କିଛି ଜଣା ନାହିଁ

  • @dineshasahu4561
    @dineshasahu4561 Před 19 dny +10

    300 unit bijuli Kebe miliba..bhanda sarakara

  • @jayashreesingh-vd6tx
    @jayashreesingh-vd6tx Před 19 dny +11

    ଶ୍ର୍ରୀ ଠାକୁରଙ୍କ ରତ୍ନ ଭଣ୍ଡାର ହିସାବ ଶୁଣିଲେ ଜନତାଙ୍କୁ ଖାଲି ଖୁସି ମିଳିବ ସିନା ଇଆଡ଼େ ପରିବା ଦର ରେ ଲୋକେ ଖାଇବାକୁ ପାଉନି। ଅତି ଶୀଘ୍ର ଦାଦନ ଖଟି ବାକୁ ଯାଉଥିବା ଶ୍ରମିକ ଙ୍କୁ ରୋଜଗାର ଦିଅନ୍ତୁ ସରକାର 🙏🏻🙏🏻🙏🏻🙏🏻🙏🏻।

  • @pratapkumarmishra7825
    @pratapkumarmishra7825 Před 19 dny +7

    Govt,are requested to publish the ରତ୍ନଭଣ୍ଡାର ରିପୋର୍ଟ

    • @user-yd7dq7ij6w
      @user-yd7dq7ij6w Před 19 dny +1

      Mohan.bhai.Nabinra.godaniahelene.Ratna.bhandar.chbikhoja.tadant.sitalbhandar.re.rahigalanirathak.janasadharannk.asa.biswas.Modinku.michua.banaileMohan.Sarkar

  • @ranajitkumarmohanty9740
    @ranajitkumarmohanty9740 Před 19 dny +12

    ଜଣେ ଶସ୍ତା ଓ ମିଛୁଆ ପ୍ରଧାନମନ୍ତ୍ରୀ ll ଲୋକବି କହୁଛନ୍ତି ଚୌକିଦାର ଚୋର ll ଆପଣ କାହିଁକି ଦେହକୁ ନେଉଛନ୍ତି ll ଆପଣଙ୍କ ନାମରେ ଏକ ସୁନ୍ଦର ଇତିହାସ ଲେଖାଯିବ ll ଲୋକ କହୁଛନ୍ତି ଚାବି 2009 ରୁ ଗୁଜୁରାଟରେ ଥିଲା ll ସେଥିପାଇଁ ଆପଣ ଏତେ ବିଶ୍ୱାସର ସହିତ ଚାବି କଥା କହୁଥିଲେ ll ଆପଣ ଆସି ଓଡିଶାବାସୀଙ୍କ ପାଖରେ ମିଛ ପାଇଁ କ୍ଷମା ମାଗନ୍ତୁ ll

  • @Jotrimay
    @Jotrimay Před 19 dny +6

    ଚାବି ହଜିଥିଲେତ

  • @himansudas4395
    @himansudas4395 Před 20 dny +28

    ଏ ସରକାର କେବଳ ଭାଷଣ ବାଜି. ଏ ମାନେ କିଛି କରିପାରିବେ ନାହିଁ. ଏମାନଙ୍କ ପେଟପୁରିଲେ ଯାହା କରିବେ.

  • @mr.mallik123
    @mr.mallik123 Před 17 dny +27

    ମୁଦି ଓଡ଼ିଶାକୁ ଲୁଟିବାକୁ ଆସିଚି ଆ ମୋ ସରକାର ନବୀନ ପଟ୍ଟନାୟକଙ୍କ ଇଲୋଭ ୟୁ ❤❤❤❤ ନବୀନ ପଟ୍ଟନାୟକ

  • @chinmayakumarjena4891
    @chinmayakumarjena4891 Před 20 dny +22

    ପ୍ରଭୁ ବଳଭଦ୍ରଙ୍କ ପଡ଼ିଯିବାର news ଦେଖନ୍ତୁ?

  • @SidharthPrasadDas
    @SidharthPrasadDas Před 19 dny +11

    କିଛି ହେବନି, ବିଜେପି କୁହାଲିଆ ଦଳ, ମିଛ ଗପ ଗପିବାରେ ସିଧ ହସ୍ତ ବିଜେପି, ରତ୍ନଭଣ୍ଡାର ଚାବି କୁଆଡେ ପତଳା ରୁ ଖୋଜି ଆଣିବ ବିଜେପି କିଏ ପାତାଳକୁ ଯାଇଛି ତାଙ୍କ ଦଳ ର ଆଗେ ସେ ଲୋକ ନା କୁହନ୍ତୁ, ନା ତାମିଲିନାଡୁ ଚାବି ଯାଇଥିଲା କିଏ ଯାଇ ଆଣିଲା ତା ନା କୁହନ୍ତୁ କିଏ ଯାଇଥିଲା ଚାବି ପାଇଁ କୁଆଡେ

  • @KartikJena-we5oj
    @KartikJena-we5oj Před 19 dny +1

    ମୋଦି ଜି ତୁମ ବଚଳମି ଟିକେ ଛାଡ ତୁମେ ଭାରତ ଭଳି ବିଶାଳ ଗଣତନ୍ତ୍ର ଦେଶ ର ପ୍ରଧାନ ମନ୍ତ୍ରୀ ଏତେ ଶସ୍ତା କହି ପଡ ମର୍ଯ୍ୟାଦା ଖୁର୍ନ କରନ୍ତିନି।ଯାହାଙ୍କ କଥା କହୁଛ ସେ ହେଉ ଛନ୍ତି ଜଗତର ନାଥ ଜଗନ୍ନାଥ biswo ବ୍ରହ୍ମାଣ୍ଡ ଠାକୁର୍,ଯାହାଙ୍କ କଥାରେ ପତ୍ର ଟିଏ ହେଲେଣି ଯାହାଙ୍କ ନିର୍ଦ୍ଦେଶ ରେ ଦିନ ରାତି ହୁଏ ତାଙ୍କ ଉପରେ ଏତେ ଶସ୍ତା ତିପାନି ଦେବା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଉଛି ଯିଏ ବିଶ୍ଵି ନୀୟନ୍ତ ଯାହାଙ୍କର ବଡ଼ b😊ad chaka ଅଖି ଚାରି ଆଡକୁ ଲମ୍ବିଛି ତମେ ଯେପରି କହିଲ ଜଗନ୍ନାଥ ତୁମ ଭକତ , ମତି ଭ୍ରମ ହେଲାଣି ରହି ଦେଖ ଜଗନ୍ନାଥ କଣ କରୁଛନ୍ତି

  • @SstarRajesh
    @SstarRajesh Před 14 dny +1

    Jai mohon sir jai jagarnnath ❤❤❤🎉🎉🎉

  • @PratapchadraDas
    @PratapchadraDas Před 18 dny +22

    ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଓଡ଼ିଶା ସାରା ବୁଲି ବୁଲି କହିବୁଲିଲେ ରତ୍ନ ଭଣ୍ଡାର ର ଚାବିକାଠି ଭି,କେ ପାଣ୍ଡିଆନନେଇ ଜାଇଛି ଏତେ ମିଛ କହି ଦେଶ ବାସି ଙ୍କୁ ଭକୁଆ ବନେଇ ଭୋଟ ଆତେଇଲ ଏବେ କୁହ ଚାବି କାହା ପାଖରୁ ଆଣିଲ , ସତକହି ଜିତିବାର ଦମ୍ ନଥିଲା ଏବେ ଦେଶ ବାସିସବୁ ଵୁଝିଗଲେ

  • @ranajitjena4668
    @ranajitjena4668 Před 19 dny +3

    ଶଳେ ନିମଛତରାଙ୍କୁ ଶାସନ ବିଷୟରେ କଣ ଜଣା

  • @KutanSabar-yw6nk
    @KutanSabar-yw6nk Před 19 dny +1

    ଏ ସରକାର କେବଳ ଭାଷଣ,ଆଉ କିଛି କରି ପାରିବେ ନାହିଁ

  • @amoshmajhi4502
    @amoshmajhi4502 Před 18 dny +15

    ମୋହନ ମାଝୀ କେବେ କାହାର ଅନିଷ୍ଟ ଚାହାନ୍ତିନି , 👍🏼👍🏼👍🏼👍🏼

  • @umeshchandraswain8578
    @umeshchandraswain8578 Před 19 dny +1

    ମୋଦି କହିନଥିଲେ ଲୋକେ କହିଥିଲେ

  • @indramaniswain3811
    @indramaniswain3811 Před 18 dny +3

    ବଡ଼ ଦୁଃଖର ବିଷୟ ଜୟ ଜଗନ୍ନାଥ 🙏🙏

  • @user-iy4nq1mq5v
    @user-iy4nq1mq5v Před 9 dny

    ପେଳଟା ପାଇବ 😊😊😊

  • @user-fy8kq2uf2z
    @user-fy8kq2uf2z Před 20 dny +1

    Right

  • @user-dr1ic6bi3c
    @user-dr1ic6bi3c Před 19 dny

    ଜୟ ଶ୍ରୀ ରାମ

  • @user-dr1ic6bi3c
    @user-dr1ic6bi3c Před 19 dny

    ଜୟ ଶ୍ରୀ ଜଗନ୍ନାଥ

  • @user-dr1ic6bi3c
    @user-dr1ic6bi3c Před 19 dny

    ଜୟ ଶ୍ରୀ କୃଷ୍ଣ

  • @user-zz5ff6yv1b
    @user-zz5ff6yv1b Před 15 dny

    Naveen sir nka bala ku emane sorl hebeni naveen sir jindaeaad 🙏

  • @user-ey7ry4hd6j
    @user-ey7ry4hd6j Před 19 dny

    Jagannath prabhu sahibeni.

  • @mukurumunda
    @mukurumunda Před 19 dny +2

    😂😂😂 300unit bijuli bill kahibe

  • @purnachandramohanty9525

    ସୁପ୍ରିମକୋର୍ଟ ଦ୍ୱାରା ରତ୍ନ ଭଣ୍ଡାର ଚାବି ର ତଦନ୍ତ ନିହାତି ଆବଶକ୍ୟ ଅଛି. ସତ ମିଛ କିଏ କହୁ ଥିଲା ଜଣା ପଡିବ

  • @Saibaba144
    @Saibaba144 Před 13 dny

    Jay Shri Ram Jay Modi jay fula

  • @panchanansahoo3597
    @panchanansahoo3597 Před 19 dny

    ଖାଲୁଆ ସରକାର

  • @laxmidharnayak4191
    @laxmidharnayak4191 Před 20 dny +1

    Dhanyawad.Salasuturare sarkar chalichhi.(?) Puruna Prem bhari madhur. Loke thik jawab debe.

    • @user-yd7dq7ij6w
      @user-yd7dq7ij6w Před 19 dny

      Ara.tharaku.chas.budile.barse.bhot.pai.panch.barsa.jagibaku.padib

  • @PadmanMali-js6wk
    @PadmanMali-js6wk Před 13 dny +1

    😮

  • @MaheshwariMedia
    @MaheshwariMedia Před 19 dny +7

    ବିଜେପି ସରକାର ଖାଚି ଖାଚି ଗିହାବା

  • @prakashkumarjena.babusan.n3760

    ଜୟ ଜଗନ୍ନାଥ ଜୟ ବିଜେପି 🙏🙏🙏

  • @hiranyasahoo3548
    @hiranyasahoo3548 Před 19 dny +1

    A Sarakar michhua Galua kuade gala tume jou Ratnabhandar chabi 1 month re Deba Abe kn karuchha

  • @minketanmajhi8045
    @minketanmajhi8045 Před 12 dny

    ଭିର୍ତ୍ତିହୀନ ଖବର

  • @debasishpatra1366
    @debasishpatra1366 Před 19 dny +1

    This Modi is interested to utilise this Ratnavandar for BJP .

  • @pvmuralidharan8027
    @pvmuralidharan8027 Před 17 dny

    OH MY GOD IT IS UNBELIEVABLE MAHA PRABHU IS NOT FORGIVE THIS KEY MATTER AND ALL REPORT SUBMIT TO THE TABLE IMMEDIATELY

  • @prabiramishra9758
    @prabiramishra9758 Před 17 dny

    ଓଡ଼ିଆ ଲୋକଙ୍କୁ ଭକୁଆ ବୁଲାଉ ଛନ୍ତି, ମୋଦିଜୀ.

  • @lasanajani
    @lasanajani Před 19 dny

    ଏ ସରକାର ର ଖାଲି ଭଶଣ ମାରିଵା

  • @sureshdash8597
    @sureshdash8597 Před 19 dny +1

    Aparajita sarangi ku pratap sarangi ku cm karajau

  • @jaydevpradhan9433
    @jaydevpradhan9433 Před 19 dny +1

    Modi and Mohan both are tauter

  • @gurucharanmohapatra4508

    Really Most painful dialogues.Dukha tike laguni?

  • @dayapatra3241
    @dayapatra3241 Před 18 dny

    ଆରେ ଚୋର ବେଇମନ ରତ୍ନ ଭଣ୍ଡାର କଣ ତୋ ବୋପାର
    ସହ ସହ ବର୍ଷରୁ ମହାପ୍ରଭୁଙ୍କର ଆଢୁଆଳ ରେ ସୋଭା ପାଉଛି | ତାହା ଆମ ଓଡିଶାର ଗୌରବ ତାକୁ ଆଖିପକାଇବା କାହାପକ୍ଷେ ଅସମ୍ଭବ | ତୁ ଶେଷରେ ଆସିଲୁ ଓଡିଶାରେ ଶାସନକରି ଓଡ଼ିଶାକୁ ଖୋଳ କରିବୁ | ନରେନ୍ଦ୍ର ମୋଦୀ ତୁ ବାକ୍ୟବିର ହୋଇ ମହାପ୍ରଭୁଙ୍କୁ ଅବମାନନା କରୁଛୁ ତୋପାଇଁ ନର୍କରେ ସ୍ଥାନ (0)
    "ଜୟଜଗର୍ନ୍ନାଥ"

  • @SsPix23
    @SsPix23 Před 13 dny

    Jai bjp ❤❤

  • @SwadharmaOdisha
    @SwadharmaOdisha Před 19 dny

    Bjd 25 yrs re kariparila Nahi..cong 50 yrs rahila ..kichhi kariparila nahi ..ebe bjp dui dina hela asichhi ki nahi..sabu immediately karidia..jaha ki kebe possible nuhe .. give 5 yrs ..then blame..and then change

  • @Pramila-ie1fb
    @Pramila-ie1fb Před 19 dny

    ଚ। ବିହଜିର୍ଥଲେ ସିନା ବିଜେପି ମିଛ କହି ର୍ଥ ଲାମୋହେନମା ଝି ସେର୍ଥରେ ଅଛି

  • @dhaniramgoud3761
    @dhaniramgoud3761 Před 18 dny

    ମାନ୍ୟବର ପ୍ରଧାନମନ୍ତ୍ରୀ ଓଡ଼ିଶାର bjp ସରକାର କଣ pandian ଠାରୁ ଚାବି ଆଣିଲେକି ? ରତ୍ନଭଣ୍ଡାର ଚାବି ଭୋଟ ପୂର୍ବରୁ କହୁଥିଲ ଚାବି ହଜିଯାଇଛି ବୋଲି।

  • @gopalkrishnapattnaik5313

    Modiji, PLEASE HEAR & SOLVE COMMON PROBLEMS & PROBLEMS OF COMMON MAN .. WHAT IS YOUR ADVICE TO CHIEF MINISTER & OFFICERS WORKING UNDER HIM ??? THOSE ARE NOT CARRIED OUT DISTRICT WISE ??? WHY ??

  • @sitaramkumarpradhan842

    Modi ji jane micha thok kahiki 11 years hela desh pai kichi karinahanti Bjp hat re hi chabi achi thila only Odissa ku bhunya buleuchanti

  • @SAIKO60
    @SAIKO60 Před 19 dny

    2029 re rahul gandhi coming yaad rakhna 😂

  • @harihardhal1974
    @harihardhal1974 Před 20 dny +1

    Sarakar jathasighra tadanta karantu

  • @masterkuna1931
    @masterkuna1931 Před 19 dny

    👍🆗😳🙋🙏🌹🤝💯

  • @user-uv9oo6up8v
    @user-uv9oo6up8v Před 20 dny +1

    Navin. Olu

  • @SekharsambhitDhal
    @SekharsambhitDhal Před 19 dny

    BJP sarkar sabubele odisha bashi nku thakibare mahir 😢😢

  • @gurucharanmohapatra4508

    Really Big tautor. Dukha laguchhi

  • @user-ry4gf1pu8c
    @user-ry4gf1pu8c Před 18 dny

    Jio Airtel BJP badhaela

  • @rameshchandraswain5449

    A weak Govt.

  • @SomnathRout-rc4gu
    @SomnathRout-rc4gu Před 19 dny

    Ratna bhadar re kana achhi samaste janiba darkar seta ama prabhunkka jinisa jadi kie chori kare kahaku bharasa nahi

  • @BuluNaik-zg1hg
    @BuluNaik-zg1hg Před 19 dny

    25Years bjd rajaniti kala taku kichhi kahi parilani ebe kahicha bjp ku

  • @parsuramnayak4093
    @parsuramnayak4093 Před 17 dny

    Modi sara world re no1 .jia ninda karuchi se watch men pain madhya gogya nunha .

  • @RajeshkumarBarik-n2r
    @RajeshkumarBarik-n2r Před 18 dny

    1 month hei gala ratnavandar chabi kude gala

  • @user-fu6ev2pu4e
    @user-fu6ev2pu4e Před 17 dny

    E bjp sarkar ra katha vote lagi thila😂😂😂😂

  • @sdcyclone5736
    @sdcyclone5736 Před 19 dny

    Odisha loka nku deithiba katha purana karantu nija bakya nije rakhantu

  • @bijayamalik8903
    @bijayamalik8903 Před 19 dny

    ମିଛୁଆ ସରକାର

  • @user-kc1jh6oh9b
    @user-kc1jh6oh9b Před 16 dny

    Nobin chura pandian ku chabi kathi dai thila

  • @manasjena45
    @manasjena45 Před 19 dny +2

    2029 Congress coming gandi mareiba

  • @rosypradhan5307
    @rosypradhan5307 Před 19 dny

    Jama ranta bhandara kholani sabu gujurat paleeba jaganathank sanpati

  • @kaliabagh1157
    @kaliabagh1157 Před 17 dny

    Janata nku hairan kale puni jawab deve

  • @ganeshnayak7400
    @ganeshnayak7400 Před 10 dny

    Modi ra bandi mara re Bhai

  • @narayandalai8414
    @narayandalai8414 Před 16 dny

    ତମେ କରିଦିଅ

  • @mahavir453
    @mahavir453 Před 19 dny

    JAI HO🙏🚩
    MOHAN MAJHHI
    EAK DOGLAA INSHAN HAI KYA

  • @PanchananaBehera-hr2vp

    Jayasriram,baba,ma,ko,naman,,,mu,vhabu,chi,,samaste,misi,kama,kariba,,karana,ama,upare,,amadesara,bada,gurujana,loka,achanti,,modi,baba,nku,mu,dhuithara,,,odisaku,dakichi,amaku,kathaadeithile,,ama,kama,karibapai,,sar,naman,jayasriram

  • @RajaSwain40
    @RajaSwain40 Před 19 dny

    The govt is better for us

  • @ajaysahoo2976
    @ajaysahoo2976 Před 19 dny

    Bjp ra bada kendriya neta election purbaru bada katha kahigale,sehi katha ku bharasa kari odia bjp ku andha bhabare vote dei jitaile. Hele jane aparipakya adibasi lokaku cm kari puni odianka saha kheluchanty. Ebe Modi kathare bi odisha loka mutibeni.

  • @chittaranjansahu1613
    @chittaranjansahu1613 Před 19 dny

    Modiji aap bol raheth e ratna bhandar ki chabi Tamilnadu chala gaya. Aab logo kehte hai aab ratna bhandar gujrat chala jayega.

  • @parsuramnayak4093
    @parsuramnayak4093 Před 17 dny

    25 barsa akhipauni .a ta gota a masa .tathapi 1 masa re kete kan kari sarilani dharjyadhara .apekshyara phala mitha .not tautar govt .

  • @mohapatrasubhranshusekhar7545

    Chabi nakhoji kolapa bhangi diajau ! Kintu tahapurbaru Strang room O Security byqbasta karajau .

  • @amitkumarnayak1574
    @amitkumarnayak1574 Před 17 dny

    Free yojana karni loka sabu alsua durniti sartha ehi sabu armba heba durniti hatiba ku hele free band karaja bjp srakar batku asibe

  • @AshokPani-r5p
    @AshokPani-r5p Před 19 dny

    E bjd kou bhala na bjp bhala?Jie e sasan gadire basila, gm hela,nija swarth dekhila.Ebe dardam roka nagale, ofisha sarkar ku thik karidebe.E bala sasan darkar nahin
    Lokamane jadi bhoka upasre maribe,kamadhanda napaibe e bala sarkar gandire latmaribe odishabasi.

  • @kamalbhoi4356
    @kamalbhoi4356 Před 10 dny

    Dekha be odissa basi sate pura basi

  • @pramodmalik7917
    @pramodmalik7917 Před 19 dny

    Gurarat bepari odisha achichanti odisha lutibapai

  • @ashokkumardash1032
    @ashokkumardash1032 Před 19 dny

    Mohana babu nka sahasa nanhi. Bjp sasrakara pura jana padilani pura akarma.khali hhasana baji kala bala.

  • @user-we4hc2jx4j
    @user-we4hc2jx4j Před 19 dny

    Bjd ra pandian neigala au bjp ra Kia neba chabikathi janiba katha😂

  • @kamarajjena5461
    @kamarajjena5461 Před 19 dny

    ଠିକ କଥା

  • @sidharthasidhartha377
    @sidharthasidhartha377 Před 19 dny

    Chit found katha bhuligalaki mohan sir

  • @rozasaiodiakitchen
    @rozasaiodiakitchen Před 18 dny

    Michha kahibar gote sima thae ,sabu par kari dauchha

  • @santoshpal203
    @santoshpal203 Před 19 dny

    😂

  • @mdfazlekarim1737
    @mdfazlekarim1737 Před 18 dny

    Acha jumla hai

  • @kanakalatadas8600
    @kanakalatadas8600 Před 19 dny

    MODI BHASANA BAND KARS.BHAJAPA DANGA BAJI SARKAR

  • @laxmidharsahu8083
    @laxmidharsahu8083 Před 20 dny

    Mohan sarkar ku time diya.ate Kam samay re asha Kariba ati hoijauchi.

    • @Lituharichandan
      @Lituharichandan Před 20 dny +1

      Ratna vandar ra chabi kholibaku Kan samaya Darkar Kan kou construction kama heuchi ki ?

  • @anamjena2157
    @anamjena2157 Před 14 dny

    Daridra kari be ei duijana

  • @sushantKumar-fo7eh
    @sushantKumar-fo7eh Před 19 dny

    Khajana ......,😢

  • @JoubanRout
    @JoubanRout Před 5 dny

    😅😅😅

  • @user-jf7nn6bq8l
    @user-jf7nn6bq8l Před 18 dny

    Tamil Nadu kan chaligala