Jio ଇଲେକ୍ସନ ପାଇଁ ଦାମ୍ ବଢେଇ ଟଙ୍କା ଆଦାୟ କରୁଛି, ଖବରଦାର ! Jio tariff hike for son's wedding

Sdílet
Vložit
  • čas přidán 28. 06. 2024
  • Jio ଇଲେକ୍ସନ ପାଇଁ ଦାମ୍ ବଢେଇ ଟଙ୍କା ଆଦାୟ କରୁଛି, ଖବରଦାର! Jio tariff hike for son's wedding, suspects sura.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our CZcams Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

Komentáře • 461

  • @bimaldas6003
    @bimaldas6003 Před měsícem +273

    Jio sim ଫିଙ୍ଗୀଦିଅ ନହେଲେ ଆନଦୋଳନ କର , ଯିଓ ସିମ୍ ମୁର୍ଦା ବାଦ

    • @smitanewsodia4647
      @smitanewsodia4647 Před měsícem +2

      Jio nohele aau ki sim logeibo bhai...

    • @BadalRomio-m3b
      @BadalRomio-m3b Před měsícem

      Bsnl​@@smitanewsodia4647

    • @user-iy6jm2xe6g
      @user-iy6jm2xe6g Před 28 dny +4

      Bsln airtel emiti bhohuto sim achi tome janinoki

    • @amanomm3856
      @amanomm3856 Před 28 dny

      ​@@user-iy6jm2xe6g airtel kau km nauchi ki

    • @ashis2222
      @ashis2222 Před 27 dny

      ​@@user-iy6jm2xe6gare bhai jio thu airtel ahuri paisa badheichi

  • @chagalaho6961
    @chagalaho6961 Před měsícem +126

    Jio ହଟାନ୍ତୁ ପଇସା ବଞ୍ଚାନ୍ତୁ BSNL ଆଣନ୍ତୁ Jio sim ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ

    • @Ram2R4
      @Ram2R4 Před 28 dny +4

      Nihati Aniba BSNL

    • @pramodbehera8438
      @pramodbehera8438 Před 27 dny

      Bsnl ra jaha ta net chaluche re bhai .....seithi pai ta Loko bsnl chadiki jio use karuchanti.....

    • @trilochanmuna8345
      @trilochanmuna8345 Před 27 dny

      Bsnl ରେ ନେଟୱର୍କ ନାହିଁ ମୁଁ ଗୋଟେ ଥର ଏମିତ ହଇରାଣ ହେଲି ଯେ ଜୀବନ ଥିବା ଯାଏ ଭୁଲି ପାରିବିନି

    • @pabitrapattanayak6523
      @pabitrapattanayak6523 Před 26 dny

      Right

    • @nranghmahaveer9123
      @nranghmahaveer9123 Před 26 dny

      Right 👍

  • @Trending_lyrics_07
    @Trending_lyrics_07 Před 26 dny +54

    ମୋର ଦୁଇ ଦିନ ହେବ recharge ସରିଲାଣି but ମୁଁ recharge କରୁନି 😅। ମୋ ଭଳି କିଏ କିଏ ସବୁ without recharge ରେ ଅଛ like କର 😅

  • @sureshmaharana9443
    @sureshmaharana9443 Před 27 dny +50

    ମୋଦୀ ସରକାର ଙ୍କୁ ଟଙ୍କା ର ନିଶା ଲଗିଲା ନା କଣ ବିଜେପି ଯେବେଠୁ ଆସିଛି ଦରଦାମ୍ ବଢି ଚାଲିଛି ଓଡିଶା ବାସୀଙ୍କୁ ମୋର ଅନୁରୋଧ କଂଗ୍ରେସ କୁ ଆଣନ୍ତୁ କଂଗ୍ରେସ ଯୋ ପଯ୍ୟନ୍ତ ଆସି ନାହିଁ ସେ ପଯ୍ୟନ୍ତ ଏମିତି ସବୁ ବଢି ଚାଲିଥିବ

  • @deepakacharya3892
    @deepakacharya3892 Před měsícem +81

    ELECTION ରେ ମୋଦି କୁ ଯେଉଁ ହଜାର ହଜାର କୋଟି ଚାନ୍ଦା ଦେଇଛନ୍ତି। ଆମମାନଙ୍କ ଠାରୁ ସବୁ କମ୍ପାନୀ ଆଦାୟ କରିବେ।

  • @mromm-lt7nw
    @mromm-lt7nw Před 27 dny +38

    ସୁର ଭାଇ ତୁମେ ଠିକ୍ କହିଚ ଆମେ ଗରିବ ଲୋକ କେତେ କୋଉଠୁ ଆଣିବୁ ନୁଆ ସରକାର ବୋଲି କ'ଣ ଏମିତି କରିବେ ଆମେ ସମସ୍ତେ ତୁମ ସାଂଗରେ ଅଛୁ ସଭିଏଁ ଲଢିବା

  • @prasantapattanaik862
    @prasantapattanaik862 Před měsícem +101

    ଏମାନେ ସମସ୍ତଂକ ଠୁଁ ଲୁଟୁଛନ୍ତି। ସେମାନେ ନିର୍ବାଚନ ପାଇଁ ମୋଦୀଙ୍କୁ ପଇସା ଦେଇ ଏବେ ବଢେଇ ଆଦାୟ କରୁଛନ୍ତି ମୋଦୀଙ୍କ ଇସାରା ରେ।

    • @santilatapradhan8025
      @santilatapradhan8025 Před měsícem +3

      ଆମ ଠାରୁ ପଇସା ଲୁଟି ନେଇ ଅମ୍ବାନୀ ପରିବାର ସୁନା ଡ୍ରେସ୍ ପିନ୍ଧିବ.

    • @prasantapattanaik862
      @prasantapattanaik862 Před 29 dny

      @@santilatapradhan8025 Han Satkatha.

  • @nirmalsethy143ns
    @nirmalsethy143ns Před 27 dny +24

    ଅମ୍ବାନୀ ତା ପୁଅ ବାହାଘର ପାଇଁ ଭିକ ମାଗୁଛି ପାଇଁ 😮😮😮😮

  • @prasantapattanaik862
    @prasantapattanaik862 Před měsícem +33

    ମୋଦୀ ଲୋକଙ୍କୁ ପ୍ରତାରଣା କରି ନିର୍ବାଚନ ଜିତି ଲୁଟିବା କୋଉଶଳ ଭଲ ଜାଣନ୍ତି ଯାହା ଆମେ ଵୁଝିବା ଅସମ୍ଭବ।

  • @Freshfacts83
    @Freshfacts83 Před 29 dny +31

    ଦେଶରେ ପରିବା rate ବଢ଼ିଲେ ସମସ୍ତେ ଧାରଣା ରେ ବସିଯାଉଛନ୍ତି। ଦେଶରେ ଚାକିରିଆ ଙ୍କ ର ଦରମା ନ ବଢ଼ିଲେ ସେମାନେ ହରତାଳ କରୁଛନ୍ତି । କିନ୍ତୁ ଯେଉଁଟା ବହୁତ୍ ବ୍ୟବହାର ସେଇଟା ପାଇଁ ହରତାଳ କରିବାକୁ କେଉଁ ସମାଜ ସେବୀ କିମ୍ବା ଚାକିରିଆ କି କୌଣସି ସଂଘ କହୁ ନାହାଁନ୍ତି ତ। ଗୋଟେ ସାଧାରଣ ଲୋକ ୩୦୦ ଟଙ୍କା ମାସକୁ recharge କରିବ ତ କେମିତି ଚାଲିବ। ଆମେ ଭାରତୀୟ ଏତେ କଣ ଅଶିକ୍ଷିତ, ତେଣୁ ସମସ୍ତ ଯୁବ ଗୋଷ୍ଠୀ ଏବଂ ସମସ୍ତ ସମାଜ ସେବୀ ଙ୍କୁ ଅନୁରୋଧ ଏହାକୁ ରୋକା ଯାଉ । ଜୟ ଜଗନ୍ନାଥ

  • @Umesh....Majhi-23
    @Umesh....Majhi-23 Před měsícem +38

    ସତ କଥା ସୁର ଅଜା...

  • @user-mw4mp7hu9w
    @user-mw4mp7hu9w Před 26 dny +10

    ସୁର ଭାଇ ଠିକ୍ କଥା କହୁଛନ୍ତି

  • @nilambarkhara741
    @nilambarkhara741 Před 29 dny +20

    ଅମ୍ବାନୀ ରୁ ବୋଧେ ପ୍ରଧାନ ମନ୍ତ୍ରୀ l Election ପାଇଁ ଋନା ଆଣିଥିଲା । ତେଣୁ ଅମ୍ବାନୀ ଙ୍କୁ ସୁଧ ଆକରରେ ଦେବା ପାଇଁ ଦାମ୍ ବଢାଇ ଦେଲା ପ୍ରଦାନ ମନ୍ତ୍ରୀ ।

  • @radheswammajhi4394
    @radheswammajhi4394 Před 27 dny +10

    ମୋଦୀ ସରକାର ମିଛୁଆ ସରକାର ଚୋର ବଦମାସ୍ ସରକାର ବିଜେପି ସରକାର ସାଧାରଣ ଲୋକଙ୍କୁ ଠକୁଛ‌‌‌ ଦର ବୃଦ୍ଧିକୁ କରାଯାଇଛି ଜନସାଧାରଣ ଙ୍କୁ ଲୁଟୁଛି ସତ କଥା ଓଡ଼ିଶା ବାସୀ ଜାଗ କଂଗ୍ରେସ ଦଳ କୁ ଓଡିଶା କୁ ଆଣନ୍ତି ସବୁ ସମସ୍ୟା ର ସୁବିଧା ଯୋଜନା କରିବ

  • @ranjitsabar6103
    @ranjitsabar6103 Před 27 dny +10

    ଆନ୍ଦୋଳନ କରା ଯାଉ

  • @DEV-DEBA
    @DEV-DEBA Před 27 dny +9

    ଜିଓ ଓ ଏୟାରଟେଲ ନେଟୱର୍କ ଖୁଣ୍ଟି କୁ ଯେଉଁଠାରେ ଅଛି ଯଥା ଶୀଘ୍ର ଉଠାଇ ଦିଆ ଯାଉ all India SIM କୁ ବନ୍ଦ କରି ଦିଆ ଯାଉ
    ଯେମିତି ସମସ୍ୟା ଆସି ବାର ଥିବ ଆସିବାକୁ ଦିଅ କିନ୍ତୁ ଏୟାରଟେଲ ଓ ଜିଅ କମ୍ପାନୀ ସମସ୍ତେ ଟଙ୍କା donation କର କାରଣ ଏ ଦୁଇ ଜଣ ଭିକାରୀ ହାଉଗୋଲେଇ

  • @ashokkumardas6003
    @ashokkumardas6003 Před měsícem +14

    ଏତେ କଥା ଓଡ଼ିଆ ଅନ୍ଧ ଭକ୍ତ ନ ବୁଝି ଭୁଲ୍ ବାଟ ରେ ଗଲେ

  • @ommcreations86
    @ommcreations86 Před 27 dny +9

    ଝିଣ୍ଟକା ମାରି ବାଣୀ ପୋଷିବା ନୀତି ବନ୍ଦ୍ କରନ୍ତୁ। ନଚେତ୍ ଆଗାମୀ ଦିନରେ ଏହାର ଉଚିତ୍ ଜବାବ୍ ଦିଆଯିବ.....

  • @tapasmohantatapasmohanta
    @tapasmohantatapasmohanta Před 27 dny +5

    ନରେନ୍ଦ୍ର କୁମାରମୁଦି ପର୍ଯ୍ୟନ୍ତ ବିସୁଆ ସ ଘାତକ ସାଧାରଣ ଲୋକ ଚିନ୍ତାରେ ଜୀବନ ହରିବେ

  • @binodkisan8805
    @binodkisan8805 Před 27 dny +7

    Jio ମୁଦା ବାଦ

  • @MadhabMadri
    @MadhabMadri Před 26 dny +4

    ଏ ସରକାର ଜନସାଧାରଣ ଙ୍କ ସଷୋଣ କରୁଛି

  • @ranjankumarbarik6499
    @ranjankumarbarik6499 Před 26 dny +5

    ଆନ୍ଦୋଳନ ହେଉ

  • @hemantakumarnaik7847
    @hemantakumarnaik7847 Před 27 dny +7

    ଡବଲ ଇଂଜିନ ସରକାର ଡବଲ ପଇସା 😭😭😭

  • @Soumaya.124
    @Soumaya.124 Před měsícem +13

    Bye cut jio sim all people

  • @gurumohanty8208
    @gurumohanty8208 Před měsícem +10

    ଅମ୍ବାନୀ JIO ଯେତିକି ବଢେଇବ ମୋଦି ଦେଖିବା ସେତିକି BSNL ରୁ କମେଇ ଲୋକ ଙ୍କୁ ଦେଲେ ଜଣI ପଡନ୍ତା ସେ ଅଦାନୀ ଅମ୍ବାନୀ type ଗୁଜୁରାଟି ନୁହଁ ପୁରା ସଚ୍ଚୋଟ ପ୍ରଧାନୀ 😂😅😢😊

  • @Ngp_Nat_dukhan
    @Ngp_Nat_dukhan Před 24 dny +2

    ବଡ଼ ଖତା ହେଇଟା ଯେ jio sim achi bali ହେଇ video ku dekhi ପାରୁଚି ମୋ ମତରେ ଅଲଗା sim use kole network nahi mu jio ଇ use koruthibi jebe bsnl network asiba mu kinibi JAY jagannath swami Nayana patha gaami baba thume🙏🙏🙏🌼🌼

  • @sarojsamal5988
    @sarojsamal5988 Před 27 dny +4

    Hundred Percent Right 💯💯💯🙏

  • @arjunjena2597
    @arjunjena2597 Před 26 dny +4

    E mobile recharge plan topic re parliament re discuss heba uchit

  • @sureshhembram458
    @sureshhembram458 Před 26 dny +6

    Now BSNL come back

  • @user-wj6si9sc2u
    @user-wj6si9sc2u Před 27 dny +3

    ହଁ ହଁ jio ଓ airtel sim ଫିଙ୍ଗ ନ ହେଲେ ବେବହାର କର ନାହିଁ. Please please ଜୟ ଜଗନ୍ନାଥ

    • @DhirenMalik-kb5up
      @DhirenMalik-kb5up Před 27 dny

      କିଛି ଫିଙ୍ଗିବା ଦରକାର ନାହିଁ ମୋଦିଙ୍କୁ ଓଡ଼ିଶା ଛାଡ଼ନ୍ତୁ ନାହିଁ ଯଦି ଓଡ଼ିଶା ଆସୁଛି ମା ଗିହାକୁ ଧର ମାର ଶଳାକୁ

  • @maushumisoy904
    @maushumisoy904 Před měsícem +19

    କେନ୍ଦ୍ର ସରକାରଙ୍କ ନୂଆ ଭେଟି, ଜିଓ ଖାଇବ ଟଙ୍କା , ଆନ୍ଦୋଳନ କରିବେ SC/ST /OBC ଓ Minority , ବାକି ସବୁ ମଜା ନେବେ, ଭଲ ଆଇଡିଆ,

  • @basantkumarmohanty7602
    @basantkumarmohanty7602 Před 26 dny +2

    ଜଉ ଲୋକ ମାନେ BJP ସରକାର କୁ ଭଲ ପାଉଛନ୍ତି ସେମାନଙ୍କୁ request sabu ଦରଦାମ କମାନ୍ତୁ

  • @TravelRight-ef5kl
    @TravelRight-ef5kl Před 28 dny +3

    Sura Uncle my all time favorite..❤

  • @hrudayaragita7961
    @hrudayaragita7961 Před 18 dny

    ସରକାର ଭଲ ଯୋଜନା କରିଛନ୍ତି, ସାଧାରଣ ଜନତା ପ୍ରତ୍ୟେକ ଦିନ ଟଙ୍କା
    ଦେଇଚାଲିବେ,ଆଉ ମୋବାଇଲ୍ ବ୍ୟବହାର ତ ବନ୍ଦ କରିବା ଅସମ୍ଭବ ଆମ ସମସ୍ତଙ୍କ ପାଇଁ।

  • @sovasen7524
    @sovasen7524 Před 25 dny +1

    ଜିଓ ସିମ୍ ଓ ଏୟାରଟେଲ ସିମ କୁ ବନ୍ଦ କରିଦେବା ଉଚିତ୍

  • @Bhanjasara
    @Bhanjasara Před 26 dny +1

    Jio airtel recharge komiba dorkar...sir..nice speak Suriya sir❤❤

  • @BibhuWingh-en5ov
    @BibhuWingh-en5ov Před 26 dny +3

    sura aja jaha kuha nti muhnare kuhanti right🎉🎉

  • @user-bw2wt6cw4f
    @user-bw2wt6cw4f Před 27 dny +1

    ସୁର ଅଜା ❤❤❤ ଏକ ନମ୍ବର କହୁ ଛନ୍ତି

  • @KailashBhoi-kp4wf
    @KailashBhoi-kp4wf Před 28 dny +3

    ଜିଓ ଐରଟେଲ ବଂଦକରନ୍ତୁ କମ୍ପାନୀ ଟଙ୍କା ଲୁଟୁଛନ୍ତି

  • @sadhucharanmajhi7027
    @sadhucharanmajhi7027 Před 27 dny +1

    Tq 🎉

  • @babuljena695
    @babuljena695 Před 28 dny +2

    ଆନ୍ଦୋଳନ କରାଯାଉ

  • @s.n.electronic2004
    @s.n.electronic2004 Před 25 dny +1

    BSNL କୁ ବିକାଶ କରାଯାଉ other କୁ ହଟାଯାଉ

  • @nabinamanatya4345
    @nabinamanatya4345 Před 28 dny +2

    ଭାରତର ପ୍ରଧାନ ମନ୍ତ୍ରୀଙ୍କୁ ଟିକେ ଲାଜ ଲାଗିବା କଥା

  • @basantkumarmohanty7602
    @basantkumarmohanty7602 Před 26 dny +1

    Jio sim ଫୋପାଡି ଦିଅ plz ଓଡ଼ିଶା ବାସି

  • @purnasahoo7859
    @purnasahoo7859 Před měsícem +5

    Andolan arambh kar

  • @user-bo9kr8sb8q
    @user-bo9kr8sb8q Před 29 dny +2

    Very Nice Sat

  • @user-ws8sq9do7g
    @user-ws8sq9do7g Před 26 dny +1

    ମୋଦି ସରକାର କୁ ଅନୁରୋଧ ଯେ jio sim recharj 150 ଟଙ୍କା କରୁନ 😂😂

  • @user-tf9kj1ot4q
    @user-tf9kj1ot4q Před 26 dny +1

    Dhanyavaad sir

  • @debendramohanty9315
    @debendramohanty9315 Před 26 dny +2

    ଆନନ୍ଦଳନ କର

  • @nibasbehera3248
    @nibasbehera3248 Před měsícem +3

    ତମ ପାଖରେ ପ୍ରମାଣ ଅଛି ?

  • @pinkupinku2787
    @pinkupinku2787 Před 28 dny +3

    Jio network .nia🔥🔥 lagei dia jau

  • @damusingbhatara3894
    @damusingbhatara3894 Před 16 dny +1

    Right katha sir👍👍👍

  • @SARASWATIWADEKA
    @SARASWATIWADEKA Před 20 dny

    Correct 💯 Sura sir 🙏🏻 ur thought is very good 💯😊❤

  • @sukdevray7428
    @sukdevray7428 Před 24 dny

    ଭାରତ ବର୍ଷାରେ ଅହୁଥର ନିବାଚନ ହଉ,

  • @biswojitsahoo7475
    @biswojitsahoo7475 Před 23 dny

    ଆନ୍ଦୋଳନ ହବା ଦରକାର 💯💯

  • @user-fj1ht2oe3q
    @user-fj1ht2oe3q Před 28 dny +1

    Very Nice sat

  • @deepubabu4763
    @deepubabu4763 Před 26 dny +1

    Right sir

  • @ukbproduction2451
    @ukbproduction2451 Před 27 dny +2

    Super sura

  • @maninipatra3384
    @maninipatra3384 Před měsícem +1

    Right

  • @AshokDas-ed2ps
    @AshokDas-ed2ps Před 28 dny +1

    Ur right

  • @biswajittt4878
    @biswajittt4878 Před 26 dny +1

    Thikk

  • @user-ne1od4lj9k
    @user-ne1od4lj9k Před 26 dny +1

    Jay jagranatha 🙏🙏🙏🙏🙏❤❤

  • @Ds..Gudia..
    @Ds..Gudia.. Před měsícem +2

    Bhai mane sabu jadi jio airtel user hei rahibe sabu tanka mana echha plane badheibe
    Karana adhikansa jio airtel user
    Au othar network jadi thik thak network provid karantey , example,
    Bsnl,voda, idea, aircel,ta hele mana echha airtel jio plan badhitani

  • @user-ob1qu3fp5c
    @user-ob1qu3fp5c Před 19 dny

    All' right sir salute sir🙏🙏🙏🙏🙏 apanku sahe pranam

  • @SachidanandPradhan-s5s

    Jio network data slow spped range slow reachage heigh amount amo village re ta network nahi data kemitika chaliba.???? 🙏he Jagannath kebe network problems solution heba🙏🙏🙏🙏🙏 mu janibare digital india amo village re ta network hi asuni digital kemiti hela

  • @PKSL----42
    @PKSL----42 Před měsícem +2

    ଇରେ ଜେଜ ଖାତା ରେ ଲେଖିକି ଆଣି କହୁଚି😅😅

  • @rojajena527
    @rojajena527 Před 29 dny +1

    Jay Congress ❤

  • @officialrohit777-tg1cb
    @officialrohit777-tg1cb Před 25 dny +1

    Mara to 11 july re recharge sarijiba 349/ recharge kare ebe 399 recharge karibaku podiba

  • @shantanukumar7502
    @shantanukumar7502 Před 28 dny +1

    thik

  • @babuljena695
    @babuljena695 Před 28 dny +1

    Jio recharge ଆଉ କରିବୁନି

  • @BRAJABarsha
    @BRAJABarsha Před měsícem +1

    Govt indirectly bsnl use karibaku janasadharanku Suchana deuchhanti

  • @user-wg8zl5wp3c
    @user-wg8zl5wp3c Před měsícem +6

    Jay BSNL

  • @user-mp2uj5fu8l
    @user-mp2uj5fu8l Před 29 dny +1

    Sura Bhai tame thik kahicha

  • @PrabakarMajhi-xj4it
    @PrabakarMajhi-xj4it Před 24 dny

    ସୁରଦାସ ଆପଣ ଠିକ୍ କହୁଛନ୍ତି।

  • @rupecreation143
    @rupecreation143 Před 23 dny

    ଆନ୍ଦୋଳନ ହେବା ଦରକାର

  • @BayijantiPingua-rf8sk
    @BayijantiPingua-rf8sk Před měsícem

    Shura sir apna pura duha arua caula ate barasha sabu kichhi maganara deithibe

  • @ksinu1467
    @ksinu1467 Před měsícem +1

    Odisha re sabu jio sim use karuthiba loko.1 dino pain mobile switch off kari ki aandolon kariba uchit

  • @sapankumaracharya7267
    @sapankumaracharya7267 Před měsícem +1

    Please odisha basi I'm requesting all jio user se jemiti customer nku jhatka deichi semiti jio sim ku jhatka dia go the another service plz

  • @DukhiAdmi
    @DukhiAdmi Před 21 dnem

    ଜିଓ ସିମ ଫୁପାଡ଼ି ଦିଅ ଭାଇ ମାନେ ଅମ୍ବାନୀ ସରକାର କୁ କିଣି ନେଇ ଛି

  • @user-ru8on6yy7b
    @user-ru8on6yy7b Před 28 dny

    Right 👍

  • @daktarmahaling8638
    @daktarmahaling8638 Před 26 dny

    ସୋସିଆଲ ନେଟୱର୍କ ବନ୍ଦ କରଯାଉ, ଅଫିସିଆଲ୍ ନେଟୱର୍କ ଖାଲି ଚାଳୁ,

  • @gkentertainment4242
    @gkentertainment4242 Před 25 dny

    ବିଜେପି କିଛି କର ନହେଲେ ପୁଣି ତଳକୁ ଯିବୁ

  • @DasmuBhatra-zu1lk
    @DasmuBhatra-zu1lk Před 23 dny +1

    Jio sim bandho karo no hele lako mane aandholo kariba katha

  • @gudurahembra7605
    @gudurahembra7605 Před měsícem

    Ame chatra chatri kn koribu 😢khata pen kini buna phone re recharge hin koribu eina to digital age helani phone no dharile b houni ame goribu pila kn koribu kouthi ete poisa paiki recharge kori bu eve😢😢😢😢😢

  • @user-fh5pi5ls8v
    @user-fh5pi5ls8v Před 27 dny

    Jio & airtel sim ke niklabar k padba .bsnl sim k phon re samaste lagama bhai mane .

  • @GOURAHARIMOHANTA-db5zz

    Bsnl ବ୍ୟାବହାର କରନ୍ତି

  • @MalikadangaMalika
    @MalikadangaMalika Před 22 dny +1

    Ok

  • @sunilsworld361
    @sunilsworld361 Před měsícem +3

    G..maribare ama sarkar dhurandar

  • @rajeshritachannel6179
    @rajeshritachannel6179 Před měsícem

    Bhai Mane jio sim ame au rakhibani andalona Karu nahele pasteieba

  • @nandisona4313
    @nandisona4313 Před 25 dny

    Yes

  • @abhinandansabar5828
    @abhinandansabar5828 Před 22 dny

    Thank you sura aja

  • @user-yt2vv5yq3o
    @user-yt2vv5yq3o Před 27 dny

    👍

  • @parameswarbehera6625
    @parameswarbehera6625 Před 27 dny

    Jio , Airtel bi samiti bhai odisha re au ologa net nahin BSNL net slow jonota badhiyo

  • @SKvideoeditor4079
    @SKvideoeditor4079 Před 19 dny

    ଆପଣ ମାନେ ସୋପଟ୍ କରନ୍ତୁ ଆମେ ଲଢି ବୁ

  • @chinuvillagestyle5595
    @chinuvillagestyle5595 Před 19 dny

    👍👍👍👍

  • @Chicken__Leg__Piece__00
    @Chicken__Leg__Piece__00 Před měsícem +1

    😂😅😅ମୋଦି ମୋଦି------ମର‌ ମର 😂😅😅

  • @prasantasethi5505
    @prasantasethi5505 Před 23 dny

    Right 👌👌

  • @kimilinanayak5402
    @kimilinanayak5402 Před 28 dny +1

    Right 👍 aja

  • @krishnamaharana7892
    @krishnamaharana7892 Před měsícem +3

    😢😢😢😢

  • @ajayamaharana2315
    @ajayamaharana2315 Před 25 dny

    You are great sura bhai 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍