Le Le Le Baula part 2 || ଲେ ଲେ ଲେ ବଉଲ part 2 || Sambalpuri Dj Remix Song || Jayashree Dhal

Sdílet
Vložit
  • čas přidán 5. 09. 2024
  • SONG CREDITS:
    ♫ Song Name - Le Le Le Baula part 2
    ♫ Singer - Dr. Jayashree Dhal
    ♫ Music Arrangement - Shashwat Tripathy
    ♫D.O.P & Visual Edit - Kumar Chandan
    ♫ Banner - Survibration
    Copyrights© By - Survibration
    Original Credit :
    Singer : Bibhuti Pattnaik
    Lyrics : Ram Prasad Purohit
    Music : Prabhuduta Pradhan
    LYRICS
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
    ଲେ ଲେ ଲେ ବଉଲ
    ଦ୍ଵିତୀୟା ଜନ୍ହ କେ ମାରୁଚି ଠାର
    ହାଏ ରେ ବୋଉଲ କିଏ ଦେବା ତାର୍ ମୂଲ ରେ
    ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
    ଲେ ଲେ ଲେ ବଉଲ
    ଦେଖିଥିଲି ତତେ ଦୂତୀଆ ଦିନେ
    ଗାଁର୍ ମଜାର୍ ଖୁଲି ଯାତରା ଥାନେ ( ୨ )
    ଚିକନ୍ ଖରା ଉଦିଆ ତରା
    ହାଏ ରେ ବଉଲ ସତେ ହବା କାଏଁ କନିଆ ବର
    ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
    ଲେ ଲେ ଲେ ବଉଲ
    ଧରା ସିରାବନ ବରଷା ରାତି
    କଥା ନାଇଁ କହିଲେ ଫାଟୁଚେ ଛାତି ( ୨ )
    ଏ ଭାବ ତୋର ମୁନୁଗା ଚେର
    ହାଏ ରେ ବଉଲ ଛନ ଛନ ଆଖି କଜଲ ଗାର
    ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
    ଲେ ଲେ ଲେ ବଉଲ
    ଝଲ ମଲ କରେ ମୁହୁଁ ଦର୍ପନ୍
    ଘଡି ମାରି ଧନ ଉଠୁଚେ ଜନ୍ହ
    ବହାଲର୍ ଚନା ଲାଗୁଚେ ବନା
    ସତେ ହେବା କାଏଁ କନିଆ ବର
    ଲେ ଲେ ଲେ ବଉଲ ଖୁସା ତଲେ ମଲ୍ଲି ଫୁଲ
    ଲେ ଲେ ଲେ ବଉଲ
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    ନାନା ନାନା ନାନାନା
    #Jayashree_Dhal_Odia_Song #Shaswat_Tripathy #Sambalpuri_song #Odia_song #Odia_remake_song
    Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
    #sambalpurisong
    #koraputiasongs
    #dj
    #djsong
    #hardbass
    #lelelebaula
    #jayashreedhal
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର CZcams Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    ***********
    ✽ Subscribe our Official CZcams Channel -
    www.youtube.co....
    ✽ Like us on Facebook -
    h​ / drjayashreed. .
    / sur-vibratio.. .
    LIKE ◆ COMMENT ◆ SHARE ◆ SUBSCRIBE

Komentáře • 22