ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତିରେ ବିଜେଡି ଛାନିଆଁ! ଅସଲି ଚରିତ୍ର ଖୋଲିଯିବା ଭୟରେ ବିଚଳିତ ନେତା!!

Sdílet
Vložit
  • čas přidán 5. 07. 2024
  • Join this channel to get access to perks:
    / @terachhabaana

Komentáře • 70

  • @user-pm8jk1sd7g
    @user-pm8jk1sd7g Před 5 dny +10

    ଚାବି ହଜିଗଲା ତ ଗଲା କନ୍ତୁ ତାର କାହିଁକି ଦୂପୁଲକେଟ ଚାବି କରାଗଲା, ଏହାହିଁ ପ୍ରଶ୍ନ ରତ୍ନଭଣ୍ଡାର ଖୋଲା ଯିବନି କିନ୍ତୁ ଦୁପ୍ଲକ୍ୟାଟ ଚାବି କାହିଁକି।

  • @maheswarparihari5189
    @maheswarparihari5189 Před 5 dny +11

    ସବୁ ଘୋଟଲା କାଳେ ଖୋଲାଯିବ

  • @kedarbiswal4575
    @kedarbiswal4575 Před 5 dny +2

    ବିଜେଡି କାହିଁକି ଭୟ କରିବ, ମୁଳୁରୁ ରତ୍ନଭଣ୍ଡାର ଖୋଲାଯିବାର ସମ୍ଭାବନା ନାହିଁ।

  • @bijayakumarsahu4945
    @bijayakumarsahu4945 Před 5 dny +6

    କେବେ ବାନ୍ଧହେବ ପାଣ୍ଡିଆନ

  • @bankabiharijena4712
    @bankabiharijena4712 Před 5 dny +3

    ଡାଲି ଚୋରଣୀ ର ଆର୍ଥିକ ଅବସ୍ଥା କୁ ସରକାର ତଦନ୍ତ ପରିସରଭୁକ୍ତ କରିବା ଦରକାର ।

    • @piyushrajkumar15
      @piyushrajkumar15 Před 4 dny

      ସପୂର୍ଣ ଅଯୋଗ୍ୟା ବିଧାୟକ ହେବା ପାଇଁ କିନ୍ତୁ ବିଡମ୍ବନାର ସେ ପୁଣି ମନ୍ତ୍ରୀ, ବାଚସ୍ପତି ଧନ୍ୟରେ ନବୀନ ପଟ୍ଟନାୟକ ଆଉ ତମ ସର୍ଵନାସୀ ବିଜେଡି ଦଳ

  • @chhabindramansingh73
    @chhabindramansingh73 Před 5 dny +8

    ଡୁପ୍ଲିକେଟ ଚାବି କୁଆଡୁ ଆସିଲା, ଅସଲି ଚାବି କୁଆଡେ ଗଲା ତଦନ୍ତ ହେଉ, ସବୁ ଲୋକ ଲୋଚନକୁ ଆସୁ ଦୋଷୀ dnd ପାଉ, ପୂର୍ବ ଚିଠା ସହିତ ଅଳଙ୍କାର ମେଳାଯାଉ, bjp ଜାଣିବା ଦର୍କାର ଜଗା ପାଖରେ ଜମା ଘଣ୍ଟ ଘୋଡା କାମ କରିବନି, କଲେ ଜଗା ଶଙ୍କଟାପର୍ନ କରିବ bjp କୁ

  • @manojkumarsaint7803
    @manojkumarsaint7803 Před 5 dny +1

    Jay Shree Jagannath ❤❤❤

  • @bijayakumarsahu4945
    @bijayakumarsahu4945 Před 5 dny +2

    ଏତେ କଥା ବିଜେଡି ଦଳ ରୁ ପ୍ରତିକ୍ରିୟା ମିଳିବା ପରେ ପାଣ୍ଡିଆନ କୁ ବାନ୍ଧିବାରେ କଣ ଅସୁବିଧା ଅଛି

  • @malayakumarsahoo7846
    @malayakumarsahoo7846 Před 5 dny

    Those who is involved in Ratnavandar issue.Please Arrest him immediately.

  • @prakashmahapatra2182
    @prakashmahapatra2182 Před 5 dny +1

    ଚୋର ଘର ସବୁଦିନ ଅନ୍ଧାର ନ ଥାଏ. ଏବେ ସବୁ ଧରା ପଡିବେ. ସେଥିପାଇଁ ବିଜେଡି ବିବ୍ରତ ହୋଇ ଗାଲୁଆ କଥା କହୁଛି.

  • @GobindaChandraSatapathy-se5yr

    ରତ୍ନ ଭଣ୍ଡାର ଚାବି ହଜିବା, duplicat ତିଆର ହେବା, ନବୀନ ସରକାର ଏସବୁ ନାଟକ ବାଜି କାହିଁକି, ତେଣୁ ବିଜେଡି କୁ ସନ୍ଦେହ ହେବା ସ୍ୱାଭାବିକ, ଏବେ ବିଜେପି ସରକାର ଖୋଲିଲେ ଯଦି କିଛି ହୋଇଥାଏ ତେବେ ନବୀନ କୁ ଯେଉଁ ସ୍ୱଛ ମୁଖ୍ୟମନ୍ତ୍ରୀ ବୋଲି ବିଜେଡି ଦର୍ଶାଉ ଥିଲା ତାଙ୍କୁ ଇତିହାସ କେଉଁରୂପ ରେ ନେବ, ଇତିହାସ ରେ କଳାପାହାଡ଼, ମୋଗଲ ଶାସନ, ଇଂରେଜ ଶାସନ ରେ ରତ୍ନଭଣ୍ଡାର ଜଗନ୍ନାଥ ଙ୍କ କୃପା ରୁ ଓଡ଼ିଆ ତଥା ଗଜପତି ରାଜା ବହୁ ମୂଲ୍ୟ ଦେଇ ସୁରକ୍ଷିତ ରଖିପାରିଥିଲେ, କିନ୍ତୁ ନବୀନ ସରକାର (ବିଜେଡି )ରେ ତାକୁ ଏ ଓଡ଼ିଆ ରଖିପାରିଲେନାହିଁ, ଇତିହାସ କଳାପାହାଡ଼ କୁ ସୂଚାଉ ଥିବା ବେଳେ ବର୍ତମାନ ଇତିହାସ ଦ୍ୱିତୀୟ କଳାପାହାଡ଼ ର ମୁକୁଟ କହସିରରେ ପିନ୍ଧାଇବ ସମୟ କୁ ଅପେକ୍ଷା, ହେଃ ଜଗନ୍ନାଥ ତୋର ରତ୍ନଭଣ୍ଡାର ସୁରକ୍ଷିତ ଥାଉ, ତୋର ରତ୍ନଭଣ୍ଡାର ନେଇ ଏ ନିରୀହ ଓଡିଶା ବାସି ଗର୍ବିତ ହେଉଥାନ୍ତୁ, ଜୟ ଜଗନ୍ନାଥ

  • @Nishi5555
    @Nishi5555 Před 5 dny +1

    ନୁର୍ତ୍ତନ କମିଟି ସଦଶ୍ୟମାନେ କହିଲେ ରତ୍ନଭଣ୍ଡାର ବହୁ ଦଶନ୍ଧି ଧରି ଖୋଲାଯାଇନି.
    ତାହେଲେ ବିଜେଡି ଆଉ ପାଣ୍ଡିଆନ କେତେବେଳେ ରତ୍ନଭଣ୍ଡାର ଖୋଲି ନେଇଗଲେ.

  • @sachidanandapadhan1891

    thank you sir for your right presentation.

  • @swarnamohanty3121
    @swarnamohanty3121 Před 4 dny +2

    Ea bi semeti chaliba , ratna bhandar kholile sarkar bhangi jiba .

  • @beautyofodisha1779
    @beautyofodisha1779 Před 4 dny

    excellent analysis about current information..

  • @bankabiharijena4712
    @bankabiharijena4712 Před 5 dny +1

    ଡାଲି ଚୋରଣୀ ର ଆର୍ଥିକ ଅବସ୍ଥା କୁ ସରକାର ତଦନ୍ତ ପରିସରଭୁକ୍ତ କରିବା ଦରକାର । 12:41

  • @GobindachandraSahu-kf6vo

    ଖୋଲୁନ କାହିଁକି, ଭାଷଣ ରେ କଣ ମିଳିବ

  • @rohitnaik6592
    @rohitnaik6592 Před 5 dny

    Right

  • @jawaharalalpatra215
    @jawaharalalpatra215 Před 5 dny

    Jai Jagannath. Let Lord Jagannath help in this matter.

  • @BishnucharanRay-xy5ox
    @BishnucharanRay-xy5ox Před 5 dny +1

    ଲେଖା କୁ ପଢନ୍ତୁ ନିର୍ଭୟ ଭଳି

  • @successfullife6722
    @successfullife6722 Před 5 dny

    ଜୟ ଶ୍ରୀରାମ l🙏

  • @user-yw8vq3fb5v
    @user-yw8vq3fb5v Před 5 dny

    ରତ୍ନ ଭଣ୍ଡାର ଖୋଲିବ ନିଶ୍ଚିତ ଖୋଲିବ । କେହି ୟାକୁ ଅଟକେଇ ପାରିବନି । ବିରୋଧ କରିବା ଅର୍ଥ ଡାଲମେ କାଲା ହେ ।

  • @bijayakumarchoudhury959

    କିଛି ମିଳିବ ନାହିଁ। ସବୁ ଉଭେଇକଥିବ।

  • @quoteoftheday2357
    @quoteoftheday2357 Před 5 dny

    Amma Mukhya Mantri Lokanka Neta 🎉🎉

  • @kabitasahoo8385
    @kabitasahoo8385 Před 5 dny

    🙏👍❤

  • @rajendrakumarpandarajendra5530

    ଦେଖ abara ସିମ ଏବଂ ପ୍ରିଭିଓଉସ cm.

  • @bijayakumarsahu4945
    @bijayakumarsahu4945 Před 5 dny +1

    ଶଙ୍କରାଚାର୍ଯ୍ୟ ଙ୍ଗୁ ବିଜେଡି ମାନିଆ ଲାଗିଛି କି?

  • @gangadhardash3430
    @gangadhardash3430 Před 5 dny

    🎉🎉🎉

  • @upperprimaryodisha3797

    Jay Jagannath

  • @ChattruMahapatra
    @ChattruMahapatra Před 5 dny

    Bjd bhala sabu bele vala

  • @parameswarmahanta-rv5or

    ପାଣ୍ଡିଆ ବଂଶ କୁ ନିର୍ମୂଳ କରାଯାଉ

  • @pritampolei7087
    @pritampolei7087 Před 5 dny

    Mohan jaha karijiba ahi 5years re Naveen taha 24years re kariparinathila

  • @swarajkumarbej3768
    @swarajkumarbej3768 Před 5 dny

    ବିଜୁ ଜନତାଦଳ ଏବେ ବାଳ ଜନତାଦଳ ହୋଇ ଗଲାଣି।

  • @user-gg7ew5jg6f
    @user-gg7ew5jg6f Před 5 dny +1

    Dali chorale party sabu bohi nele

  • @laxmansahoo4681
    @laxmansahoo4681 Před 5 dny

    ଚୋର ମୁହଁ ଟାଣ 🎉

  • @gopalkrishnapadhy1571

    Ratnabhadar chabi hajiba pachare pandu ra bhumika tadanta heba darkar.

  • @trilochanpatnaik6321
    @trilochanpatnaik6321 Před 5 dny +1

    ମହାଭାରତ ର ଶକୁନି ସହ BJD ଦଳର ପାଣ୍ଡିଆ ଶତ ପ୍ରତିଶତ ସମାନ।

  • @bijayakumarchoudhury959

    ଚୋର ନେତାଙ୍କ ଘରେ ବୋମା ମାଡ଼ କର

  • @binayakrai9009
    @binayakrai9009 Před 5 dny

    ଚାବିକାଠି ହଜି ବାସ କଥା ସଂପୂର୍ଣ୍ଣ ମିଥ୍ଯା କାରଣ ନିର୍ଦିଷ୍ଟ ସୁରକ୍ଷିତ ଆଇନ ବ୍ୟବସ୍ଥା ରେ ତ ରହିଥାଏ ଜଗନ୍ନାଥ ଙ୍କୁ କାଠ ଭାବି ଏପରି କରିଚନ୍ତି ସଂଷ୍ଳିଷ୍ଟ ସମସ୍ତେ ତଥା ତାଂକ ବଂଶ ଦୈବ ଦଂଡିତ ହେବେ ୫ଟି ଧ୍ବଂସ ପାଇବ

  • @agoodcitizen-b3o
    @agoodcitizen-b3o Před 5 dny

    2/4ta arrest hebajane semane simiti hebe

  • @chitaranjanbaliarsingh

    Best saraka thila bjd sarakar

  • @sibaprasadmishra7263
    @sibaprasadmishra7263 Před 5 dny

    BJD bala nku pandiyan ra dass chuki Baku bhala laguchi...

  • @harishmallck2
    @harishmallck2 Před 5 dny

    ଗୋଟାଏ କଥାରେ ଅଛି ଚୋର ମନ ଚୋର ଗଣ୍ଠିରେ. ସେଥି ପାଇଁ ପ୍ରମିଳା madam ସେଥିପାଇଁ ବିରୋଧ କରୁଛନ୍ତି! ମୋହନ ମାଝୀ ଙ୍କ ସରକାର କଣ ପ୍ରମିଳା ମଲ୍ଲିକ madan ଙ୍କୁ ପଚାରି ସବୁ କାର୍ଯ୍ୟ କରିବେ କିମ୍ବା ନିଷ୍ପତ୍ତି ନେବେ କି? ପ୍ରମିଳା madam ଏବେ ବି ସେ ଭାବୁଛନ୍ତି ଯେ ତାଙ୍କର ଏବେବି ପାଣ୍ଡିଆନ ଙ୍କ ସରକାର ଚାଲିଛି

  • @jashobantamajhi9898
    @jashobantamajhi9898 Před 4 dny

    Churni Ke Ed CBI Lagu Jaldi

  • @KedarJena-ki9el
    @KedarJena-ki9el Před 5 dny

    BJD ରାଜତନ୍ତ୍ର କୁ ସ୍ବାଗତ କରୁଥିଲା

  • @baikuntharautaray4737

    Who gave first duplicate key only he nose everything.at first he goes to investigate of c b I.

  • @miraswain9692
    @miraswain9692 Před 5 dny +1

    Kain gote michha kahani gapucha

  • @user-mr9wp7fm6g
    @user-mr9wp7fm6g Před 5 dny

    Nua kamit gatthan jatharth

  • @user-gt9ed2fb5q
    @user-gt9ed2fb5q Před 4 dny +1

    Besi chhania heiuchi terchha bana news BJP budijiba boli BJP news channel

  • @user-ne6ty5xs6o
    @user-ne6ty5xs6o Před 5 dny

    Chorajak. Giraf. Hoenanhant. Sethipain. Bivins Prakash. Katha kahunvhhanti

  • @LaxmikantaMishra-db3mh

    Banda bala

  • @ParabirPanda-to3rh
    @ParabirPanda-to3rh Před 5 dny

    What if it is open.People in Puri are likely to get rich.Is that what you mean?

  • @user-ku7mq6ql9m
    @user-ku7mq6ql9m Před 5 dny

    Tu hauchu bada chora

  • @pranabeshmohanty9455
    @pranabeshmohanty9455 Před 5 dny

    Tu kie kahani tu katha kuha sikhinu peta jalale dhanda chaleiichhu

  • @bankabiharijena4712
    @bankabiharijena4712 Před 5 dny

    ଡାଲି ଚୋରଣୀ ର ଆର୍ଥିକ ଅବସ୍ଥା କୁ ସରକାର ତଦନ୍ତ ପରିସରଭୁକ୍ତ କରିବା ଦରକାର ।

  • @pritampolei7087
    @pritampolei7087 Před 5 dny

    Mohan jaha karijiba ahi 5years re Naveen taha 24years re kariparinathila

  • @bankabiharijena4712
    @bankabiharijena4712 Před 5 dny

    ଡାଲି ଚୋରଣୀ ର ଆର୍ଥିକ ଅବସ୍ଥା କୁ ସରକାର ତଦନ୍ତ ପରିସରଭୁକ୍ତ କରିବା ଦରକାର ।

  • @bankabiharijena4712
    @bankabiharijena4712 Před 5 dny

    ଡାଲି ଚୋରଣୀ ର ଆର୍ଥିକ ଅବସ୍ଥା କୁ ସରକାର ତଦନ୍ତ ପରିସରଭୁକ୍ତ କରିବା ଦରକାର ।