ପାଣ୍ଡିଆନଙ୍କୁ ବିଜେପି ଉଦାରବାଦୀ ନେତାଙ୍କ ଆଶୀର୍ବାଦ! ଏବେ ବି ମିଳୁଛି Z+ ସୁରକ୍ଷା! |ତେରଛା ବାଣ | Terachha Baana

Sdílet
Vložit
  • čas přidán 10. 07. 2024
  • Join this channel to get access to perks:
    / @terachhabaana

Komentáře • 20

  • @umeshchandradash2881
    @umeshchandradash2881 Před 21 dnem

    ନମସ୍କାର ଆଜ୍ଞା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।

  • @himansupadhy9389
    @himansupadhy9389 Před 21 dnem

    ପାଣ୍ଡିଆନ କଣ ମୋହନ ମାଝୀ ଙ୍କୁ ଭି ନିଜ ଅକ୍ତିଆର କୁ ନେଇ ଗଲା କି, କଣ ବିଜେପିଦଳ ଓ ମୋଦି କରୁଛନ୍ତି, ଲୋକେ ଏ ବ୍ୟବସ୍ଥା କୁ ଆର ପାଞ୍ଚ ବର୍ଷ ପରେ କ୍ଷମା ଦେବେ ନାହିଁ. ହୁସିଆର ବିଜେପି ଦଳ, ସବୁ ଲୋକେ ଜଗି ବାସି ଅନୁଧ୍ୟାନ କରୁଛନ୍ତି.

  • @swarajkumarbej3768
    @swarajkumarbej3768 Před 21 dnem +1

    ବିଲେଇ ଅଣପୁରୁଷା ଦେଖିଲେ ମୂଷାମାନଙ୍କ ସ୍ଥିତି ଯାହାହୁଏ।

    • @laxmansahoo4681
      @laxmansahoo4681 Před 21 dnem

      ମାହିଆ କିଏ ଓଡିଶା ଜାଣେ 🎉

  • @himansupadhy9389
    @himansupadhy9389 Před 21 dnem

    ବୀର ବିକ୍ରମ ଯାଦବ ଙ୍କୁ ତୁରନ୍ତ ସା ସ ପେ ଣ୍ଡ କରାଯିବ ବୋଲି ଲୋକେ ଚାହୁଁ ଛନ୍ତି. ଏ ଯାଦବ ପାଣ୍ଡିଆନ ର ଇସାରା ରେ, ମନ୍ଦିର ରେ କମିୟା ଯାନୀ ପରି ଗୋ ମାଂସ ଭକ୍ୟାନ କାରି କୁ ଓ ପାଣ୍ଡିଆନ କୁ ରାତି ଅଧାରେ ଶ୍ରୀ ମନ୍ଦିର ରେ ପ୍ରବେଶ କରେଇବାରେ ସହଯୋଗ କରିଥିଲା ଏ ଯାଦବ ଜଣେ ହିନ୍ଦୁ ସନାତନୀ ବିରୋଧୀ ବ୍ୟକ୍ତି. ଏଣୁ ଏ ପ୍ରଭୁତି ର ଲୋକଙ୍କ ର ଓଡିଶାରୁ ଏଲବିଡା ହେବା ନିହାତୀ ଆବଶ୍ୟକ.

  • @hemantkumarsingh1387
    @hemantkumarsingh1387 Před 21 dnem

    Very very correct analysis.This is a perfect advice for BJP party, otherwise BJP will not get a chance in future.

  • @ajayajena3567
    @ajayajena3567 Před 21 dnem

    Correct sir

  • @gangadhardash3430
    @gangadhardash3430 Před 21 dnem

    🎉🎉🎉

  • @radhashyamsahoo756
    @radhashyamsahoo756 Před 21 dnem

    Bhai u are right The people caste their vote against dictatorship of Pandian but some treacherous leaders give asylum to that notorious The Commons never excuse those traitors

  • @rajiblochanpanda5170
    @rajiblochanpanda5170 Před 21 dnem +1

    ଆପଣ ଅପେକ୍ଷା କରନ୍ତୁ ଆସ୍ତେ ଆସ୍ତେ ସବୁ ବଦଳିବ ,ମାତ୍ର ୩୦ଦିନର ସରକାର। ମୋହନ ସରକାର ବହୁତ ଭଲ ।

  • @chittaranjanjena3546
    @chittaranjanjena3546 Před 21 dnem

    କିଛି କରିନି ଏଇ ସରକାର ।

  • @aksahoo346
    @aksahoo346 Před 21 dnem +2

    Odisa loka jou asha varasa kari bjp ku vote deithile mohan sarkar taha kariparibe nahi amara asha thila durniti khor neta officer amananku dhari jel pathaiba.

  • @user-cm7pt2vm2c
    @user-cm7pt2vm2c Před 21 dnem

    Only Yadav hi key responsible person,exact fund raiser also

  • @pradipkumarbarik585
    @pradipkumarbarik585 Před 20 dny

    ଉଦାରବାଦୀ ନୁହେଁ, କେନ୍ଦ୍ର ନିର୍ଦ୍ଦେଶରେ କଣ୍ଢେଇ ସରକାର

  • @basantajena5418
    @basantajena5418 Před 21 dnem +1

    ଏବେ ବି ପାଣ୍ଡିଆନ ସରକାର | ବିଜେପି ଵାଲା ଶାସନ କୁ ଆସିବା ପରେ ୟାଙ୍କ ମତି ଗତି ପୁରା ଓଲଟା | ନିର୍ବାଚନ ସମୟ ରେ ବିଜେପି କର୍ମୀ ମାଡ ଖାଇ ଗୁରୁତର ଆହତ ହୋଇଛନ୍ତି ଓ ଜୀବନ ବି ଦେଇଛନ୍ତି | ବର୍ତମାନ ସେଗୁଡିକ ଇତିହାସ | କ୍ଷମତା ପାଇ ବିଜେପି ମସଗୁଲ ବଳିଦାନ ଦେଇଥିବା କର୍ମୀ ଗଲା ଗାତକୁ | ପଶ୍ଚିମ ବଙ୍ଗ ର ପୁନରାବୃତ୍ତି |

  • @kailashrana5820
    @kailashrana5820 Před 21 dnem

    ବିରୋଧୀ ଦଳ ନେତା ଭାବେ ସଠିକ୍ ପରିଚୟ ବର୍ତ୍ତମାନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଙ୍କୁ ଦେଇ ଥିବାରୁ ଧନ୍ୟବାଦର ପାତ୍ର । ସରକାର ଅପେକ୍ଷା ରାଜ୍ୟ ଉନ୍ନତି ରେ ବିରୋଧୀ ଙ୍କ ଭୂମିକା ତାତ୍ପର୍ଯ୍ୟ ପୂର୍ଣ୍ଣ । ଆଶା ଓଡ଼ିଶାର ଭୋଟର ଯେଉଁ ସରକାର ଓ ବିରୋଧୀ ଚୟନ କରି ତାହା ସେମାନେ ବିଜ୍ଞତାର ପରିଚୟ ଦେଇଛନ୍ତି ।

  • @RanjanBehera-ge1kf
    @RanjanBehera-ge1kf Před 21 dnem

    ❤...Ghaita Ajogya Pane......Maipa Suila Chakunda Bane....❤....Musha Anapurusua Dekhi Bilei Karama Karuchhi Basi...😂😂😂....Dhanyare BJP Sarkar.....?

  • @exam200
    @exam200 Před 21 dnem

    To bopa dai

  • @bhubananandamishra7480
    @bhubananandamishra7480 Před 21 dnem

    ଏ ସରକାର ନବୀନ ଓ ପାଣ୍ଡିଆନ କୁ ଡରୁଚି