CM Mohan Majhi Reply On LoP Naveen Patnaik's Letter Over Lord Balabhadra's Pahandi Mishap

Sdílet
Vložit
  • čas přidán 10. 07. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #MohanMajhi #Letter #naveenPatnaik #LordJagannath

Komentáře • 279

  • @sibaranjanmahanty3443
    @sibaranjanmahanty3443 Před 21 dnem +97

    ଆରେ ବିଜେପି ନେତା ମାନେ ଜୟ ଶ୍ରୀ ରାମ କହୁଥିଲେ ଏବେ ଜୟ ଜଗନ୍ନାଥ କହୁ ଚନ୍ତି

    • @sangramsamantaray259
      @sangramsamantaray259 Před 21 dnem +8

      Aita desa nuhe rajya jeuthi jaha sethi semiti genda Dalia...

    • @AsitKumarSa
      @AsitKumarSa Před 21 dnem +2

      ​@@sangramsamantaray259😅😅😅😅 emiti kii

    • @balrambehera5159
      @balrambehera5159 Před 21 dnem +1

      Bhai kan pain rajaniti karuchanti

    • @SubashKumar-vz7eh
      @SubashKumar-vz7eh Před 21 dnem +7

      ଭାଇ ଯିଏ ରାମ ସିଏ ଜଗନ୍ନାଥ

    • @BasantaNayak-ki5wd
      @BasantaNayak-ki5wd Před 21 dnem

      କେହି ଏଠି ଚଁଦନ ର ଓଜନ କଥା କହୁ ନାହାନ୍ତି, ସେ ବି ଚଁଦନ ର ଵିଶେଷତ୍ୱ ଵାଵଦରେ କହୁଥିଲେ ! ଆପଣ କଣ ଓଡ଼ିଶା ଵାଶୀ ଙ୍କୁ philosophy ଶୁଣାଉଛନ୍ତୀ କି ? ଆପଣଙ୍କ narration ଭଲ ହୋଇପାରେ କିନ୍ତୁ ଆମକୁ ଵ୍ୟାଖ୍ୟା ଠୁଁ ଅଧିକ
      କାମ ଦରକାର

  • @advocateranjitbiswal9014
    @advocateranjitbiswal9014 Před 21 dnem +59

    ମାନ୍ୟବର ମୁଖ୍ୟମନ୍ତ୍ରୀ ମର୍ମାହତ କିନ୍ତୁ ତାଙ୍କ ଆଇନ ମନ୍ତ୍ରୀଙ୍କ ପାଇଁ ସାମାନ୍ୟ ଘଟଣା l ଆହାଃ କି ବିଚିତ୍ର ରାଜନୀତି ବିଜେପିର ଲଜ୍ଜା ଲାଗିବା କଥା କାହିଁକି ନା ବଡ ଠାକୁରଙ୍କୁ ନେଇ ରାଜନୀତି କରୁଛନ୍ତି ବୋଲି l

    • @manojjena2579
      @manojjena2579 Před 21 dnem +2

      ସେ ନୂଆ ପଦ ପାଇଛନ୍ତି ତ କିଛି ଜଣା ହିଁ ନାହିଁ

    • @advocateranjitbiswal9014
      @advocateranjitbiswal9014 Před 21 dnem

      @@manojjena2579 ଧନ୍ୟବାଦ

    • @harekrushnabehera3138
      @harekrushnabehera3138 Před 21 dnem +1

      ​@@manojjena2579 ବଡ଼ ଠାକୁରଙ୍କୁ ନେଇ ବିଜେଡ଼ି ବି କିଛି କମ୍ ରାଜନୀତି କରି ନାହିଁ ।

    • @myfriends3608
      @myfriends3608 Před 21 dnem +2

      Double engine double katha

    • @smrutisagar2629
      @smrutisagar2629 Před 21 dnem

      Bohut gapucha ,rajniti nakari panda sebayata kun samalochana karithile bhala huanta....

  • @soumyaranjanmohapatra1829
    @soumyaranjanmohapatra1829 Před 21 dnem +15

    This is called democracy ❤ thank you Naveen sir & Mohan sir

  • @santoshmohapatra5498
    @santoshmohapatra5498 Před 21 dnem +17

    ଜୟ ଶ୍ରୀ ଜଗନ୍ନାଥ ❤🚩🙏

  • @user-es3fn9dc5u
    @user-es3fn9dc5u Před 21 dnem +4

    ନବିନ୍ ଙ୍କ ଚିଠି ତ ମୁଖ୍ୟମନ୍ତ୍ରୀ ପଢି ପାରିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଠେଇ ଥିବା ଚିଠି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିଥିବା ନବିନ୍ ପଟ୍ଟନାୟକ ଓ ତାଙ୍କ ସନ୍ୟାସୀ ଶିଷ୍ୟ ପଢି ପାରିବେ ତ?

  • @apartimoharana2763
    @apartimoharana2763 Před 21 dnem +73

    ଏହିଭଳି ରାଜ ନେତା ଆମକୁ ସବୁବେଳେ ମିଳୁ.

    • @shivarampradhan8049
      @shivarampradhan8049 Před 21 dnem +3

      Tama bhalia andha vakta odisha ku na milu 😅😅

    • @santoshkumarpanda9968
      @santoshkumarpanda9968 Před 21 dnem +2

      Tume mane sudhuribani😂😂😂

    • @RamakrushnaPradhan-vk4xw
      @RamakrushnaPradhan-vk4xw Před 21 dnem

      ​@@shivarampradhan8049❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

    • @B.Durgashaktee
      @B.Durgashaktee Před 21 dnem +1

      Au kuhani ma ... kuha munda kapila sabu

  • @chinmayadhal7082
    @chinmayadhal7082 Před 21 dnem +68

    ଯେତେବେଳେ ଦେଖିବ ଖାଲି ଅସ୍ମିତା ଆଉ କିଛି ଶଦ୍ଦ ନାହିଁ 😂🤣😹

    • @snigdhasamantaray5389
      @snigdhasamantaray5389 Před 21 dnem +3

      😂😂😂.agaru khali bjp kahu thila.Ebe bjd bi asmita kahilani.ta pare congress bi kahiba.

    • @manojjena2579
      @manojjena2579 Před 21 dnem +6

      ଅସ୍ମିତା କଣ ଏଯାଏ ବୁଝି ହେଉନି 😅

    • @khatitimewithdebasis5966
      @khatitimewithdebasis5966 Před 21 dnem +2

      Asmita kie je

    • @pmsocial5334
      @pmsocial5334 Před 21 dnem

      Hai re sala kn kharp hlaki

    • @biswapriya9653
      @biswapriya9653 Před 21 dnem +1

      Gf Asmita😅, odia nka bhiti ,odia boli garba kariba pain odisha ra bhasa parampara , sanskruti,etc ,I think

  • @karnabisoyi376
    @karnabisoyi376 Před 21 dnem +11

    Jay jagannath maha Prabhu tuma pada Charan re mora koti koti pranam 🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @JagannathSahoo-vb4rj
    @JagannathSahoo-vb4rj Před 21 dnem +13

    ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ ରଥଯାତ୍ରା ରେ ଗୋଟିଏ ଦିନ ରଥ ଟାଣିଥାନ୍ତି ଆମ ପରମ୍ପରା ଲାଗି ରହିଛି, ଏଥର ମହାପ୍ରଭୁଙ୍କ ରଥଯାତ୍ରା ୨ ଦିନ ଧରି ପାଳନ କଲ ମନ୍ତ୍ରୀ ମାନଙ୍କ ବୁଦ୍ଧି ରେ ପଡ଼ି କି , ମନ୍ତ୍ରୀ ମାନେ ଆମ ଦେଶକୁ ଖାଇଗଲେ ଦେଶର ବଡ଼ ବଡ଼ ବିପଦ କୁ ଟାଣିଛନ୍ତି, ଆମ ମହାପ୍ରଭୁଙ୍କୁ ବିପଦ ସଙ୍କେତ ରେ ପକାଦେଲା ଏ ରାଜନୀତି ଲୋକ ମାନେ ( ଜୟ ଜଗନ୍ନାଥ ସ୍ବାମୀ )

  • @user-vl3rv7cd8z
    @user-vl3rv7cd8z Před 21 dnem +2

    ଧନ୍ୟବାଦ ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜୟ ଜଗନ୍ନାଥ ମହାପ୍ରଭୁ. 🙏🙏🙏.

  • @suryakantamahalik3462
    @suryakantamahalik3462 Před 21 dnem +4

    ବଡ଼ ଠାକୁରେ ସମସ୍ତଙ୍କୁ କ୍ଷମା କର 🙏🙏🙏🙏🙏😭😭😭😭😭

  • @RRMasti075
    @RRMasti075 Před 21 dnem +32

    BJP wala tume Mane kuhani odia asmita katha

  • @madhusudanparida4161
    @madhusudanparida4161 Před 21 dnem +8

    But honourable CM has not clarified about comments of deputy CM & law minister inPuri.

    • @10subrat
      @10subrat Před 21 dnem

      This is call diplomatic answer, but honourable CM forgot this is modi's new India. We need accountability and efficiency. This is the matter of our beloved Lord, please kind request to take some accountability.

  • @SubalJena312
    @SubalJena312 Před 21 dnem +10

    ଜୟ ଜଗନ୍ନାଥ ⭕❗⭕
    କେବଳ ଓଡ଼ିଆ ଜାତି ନୁହେଁ ପୂର୍ଥିବିରେ ସନାତନ ଧର୍ମ ଆଜି ମର୍ମାହତ , ଜେଉ ଭଳି ଓଡିଶାରେ ନବୀନ ପଟ୍ଟନାୟକ ଙ୍କୁ ନେତା ମନ୍ତ୍ରୀ ଛୋଟ ବଡ଼ ଗାଁ ଗାଁ ରେ କୁଜି ନେତା ନବୀନ ଶାସନ ହଟାଇଲେ ଠିକ୍ ସେହି ଭଳି ବଡ଼ ଠାକୁର ବଳଦେବ ଙ୍କର କିଛି ସଂକେତ ଥାଇପାରେ ଯାହା ପାଇଁ ଏବଂ ସେବାୟତ ମାନେ ଠିକ୍ ଭାବରେ ନେଇ ନାହାଁନ୍ତି ବୋଲି ଆଶଙ୍କା କରାଯାଉଛି 🙏🚩🙏

  • @jitunarout444
    @jitunarout444 Před 21 dnem +36

    bhai dina thila Odisha re bjp bala election samayare ଜଗତର ନାଥ ଜଗନ୍ନାଥ ଙ୍କୁ ପରକରି jay shree Ram ଗାଉଥିଲେ ସେଥିପାଇଁ ଆଜି e ଅବସ୍ଥା

    • @snigdhasamantaray5389
      @snigdhasamantaray5389 Před 21 dnem +4

      @@jitunarout444 bhai Ram jiye Jagannath siye.khali name different. Aau kichi nahin.

    • @siddhesahu8462
      @siddhesahu8462 Před 21 dnem +1

      Katkiaa mane ta harala nabin k

    • @YouthTalkSibaram
      @YouthTalkSibaram Před 21 dnem

      BJD Bala gadi re Bhika magau thile jaganath ku bulei

    • @routdebasis3509
      @routdebasis3509 Před 21 dnem +2

      ତାମାନେ ତୁମେ କହିବା କଥା ଜଗନ୍ନାଥ ଆଉ ଶ୍ରୀରାମ ଅଲଗା alaga

    • @biranchimajhi8381
      @biranchimajhi8381 Před 21 dnem +1

      BJP jitila mane jagannath b tankar

  • @sibaramsibaram4661
    @sibaramsibaram4661 Před 21 dnem +7

    Jay Jagannath 🙏🥀🥀🥀🥀🥀

  • @sachidanandapadhi6764
    @sachidanandapadhi6764 Před 21 dnem +10

    so matured Reply

  • @fatefaith5147
    @fatefaith5147 Před 21 dnem +1

    ଦୁଇ ମନ୍ତ୍ରୀ ଙ୍କୁ ଯେଉଁ ପଠେଇଲେ ସେ ଦେଶ ବାସୀଙ୍କୁ କଣ ବ୍ୟକ୍ତ କଲେ ଏଇଟା ସାମାନ୍ୟ ଘଟଣା। ପ୍ରଭୁଙ୍କ ଲୀଳା।

  • @pintupati8786
    @pintupati8786 Před 21 dnem +7

    Ans dele je,dept cm aau law minister jou statement dele ta upare kichhi lekhile ni

  • @subashchandrabhoi699
    @subashchandrabhoi699 Před 21 dnem +6

    Jai shree jagannath

  • @SunilJani-io3ne
    @SunilJani-io3ne Před 21 dnem +1

    ଏଟା ସବୁ ବ୍ରାହ୍ମଣ ମାନକ ର ଭୁଲ ଏ ମାନେ ତ ସବୁ ଆମେ ଭଗବାନ ମାଉଛନ୍ତି ପ୍ରକୁତରେ ଏଟା ଆଦିବାସୀ ମାନଙ୍କର ସେବାରେ ଭଗବାନ ନୀଳ ମାଧବ ଜଗନ୍ନାଥ ରୂପରେ ଆସିଲେ ବାକି ସେହି ପ୍ରଭୁ ଙ୍କ ର ଇଚ୍ଛା

  • @sakhalovesakhi
    @sakhalovesakhi Před 21 dnem +26

    Mohan majhi mukhyamantri hebar jogya nuhanti

  • @bibhasnayak8130
    @bibhasnayak8130 Před 21 dnem +1

    Jay Jagannath

  • @bamadevjena3571
    @bamadevjena3571 Před 21 dnem +1

    କିନ୍ତୁ ଉପ ମୁଖ୍ୟ ମନ୍ତ୍ରୀଙ୍କ କଥା ବାଚଳମି ଲାଗୁଛି ,କିଛି ଜାଣିବାର ନାହିଁ ଆସିକି ପ୍ରବଚନ ଦେଲେ ଠାକୁରଙ୍କ ଲୀଳା, ଏହା ଠାରୁ ଲଜ୍ୟ ଆଉ କିଛି ନାହିଁ

  • @radhikakitchen9889
    @radhikakitchen9889 Před 21 dnem +13

    Kintu jana paduni new CM dukhita boli .....

    • @sunilkumarsethi7082
      @sunilkumarsethi7082 Před 21 dnem +3

      Tumaku kn dukhara photo deithante ki😅

    • @SriHariSharanam455
      @SriHariSharanam455 Před 21 dnem +1

      Tik tok re reel baneithante ...Au sad reaction karithante

    • @radhikakitchen9889
      @radhikakitchen9889 Před 21 dnem

      @@SriHariSharanam455 Na altufaltu Katha kahi loko nku bhuan bulei thane ....Thakur nka echha kn padijiba ...

  • @NilamaniSahu-de9rl
    @NilamaniSahu-de9rl Před 21 dnem +25

    ଦୁର୍ଭାଗ୍ୟ ଜନକ କିନ୍ତୁ କାହାକୁ ଦାୟୀ କରା ଯାଇ ପାରିବ ନାହିଁ।

    • @snigdhasamantaray5389
      @snigdhasamantaray5389 Před 21 dnem +4

      Kebala sevayata dayi

    • @balaramkanhar5062
      @balaramkanhar5062 Před 21 dnem

      ଆପଣ ଠିକ୍ କହିଛନ୍ତି,,,❤

    • @AsitKumarSa
      @AsitKumarSa Před 21 dnem

      Bjd thile pandu daiii

    • @user-lm6hj4yj7k
      @user-lm6hj4yj7k Před 21 dnem

      ମନ୍ତ୍ରୀ କ'ଣ ପାଇଁ ହୋଇଛନ୍ତି କି

    • @harekrushnabehera3138
      @harekrushnabehera3138 Před 21 dnem

      ​@@snigdhasamantaray5389ସବୁ ପରା ତାଙ୍କରି ଇଚ୍ଛା ରେ ବାବା । ନିଜେ କାଳିଆ ସାଆନ୍ତ ଦାୟୀ । ୟାଙ୍କୁ ପୁଣି ଛାର୍ ମାନବ ଦଉଡ଼ି ବାନ୍ଧି ଟାଣି ଅଟକାଇ ବାର ଅପଚେଷ୍ଟା କରୁଛି । ବୋକା ଅବୁଝା ମଣିଷଟା "ମହାବାହୁ "ଙ୍କ ଆଗରେ ନିଜର "ବାହୁବଳ "ଦେଖଉଛି । ନିର୍ବୋଧଟା ରେ ।

  • @rashmiranjanmohanty8526
    @rashmiranjanmohanty8526 Před 21 dnem +1

    CM Sir you are really a very Good and Nice Human.Your such replies implies How Cool and positive acceptance nature you are having 🙏🏻 Naveen Sir one of the legendary politician.And you both are great 👍🙏🏻
    Sir kindly Ask and guide your ministers (Not All but For Some) to follow ur guidelines. not to give unnecessary bites in media. They shall spoil your image

  • @srbsom5776
    @srbsom5776 Před 21 dnem +12

    ପୂର୍ବ ବର୍ଷ ଏମିତି ରଥଯାତ୍ରାରେ ପହଣ୍ଡି ଵେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଗୋଟିଏ ପଟକୁ ଢଳିପଡିଥିଲେ , କଣ ମନେ ପଡୁଛି ନା ନାଇଁ

    • @10subrat
      @10subrat Před 21 dnem

      Kan ethi BJD/BJP game chalichi.

    • @10subrat
      @10subrat Před 21 dnem +1

      This is matter of our beloved Lord,

  • @JayJagannath0307
    @JayJagannath0307 Před 21 dnem

    Jay Jagannath 🙏

  • @DeepakPatra-gm7mp
    @DeepakPatra-gm7mp Před 21 dnem +1

    ❤❤❤

  • @jaybharat7162
    @jaybharat7162 Před 21 dnem

    Jai jagannath 🙏❤️

  • @damodharsahu4111
    @damodharsahu4111 Před 21 dnem

    Jay Jagannath 🙏🙏🙏

  • @ManasDas-rv4mc
    @ManasDas-rv4mc Před 21 dnem

    Jay shree jagannath 🙏🙏🙏

  • @KailashPradhan-go6wc
    @KailashPradhan-go6wc Před 21 dnem

    Very nice ❤🎉

  • @ramsankardas5884
    @ramsankardas5884 Před 21 dnem +12

    ବିଜେପି ସରକାର କେବଳ କଥାରେ ଏ ନିଳ ବର୍ଣ୍ଣ ଶୃଗାଳ

    • @harekrushnabehera3138
      @harekrushnabehera3138 Před 21 dnem +1

      ବବି, ଧ୍ରୁବ ଆମ ସ୍ନେହାଙ୍ଗିନୀ ଙ୍କୁ ନେଇ ବିଜେଡ଼ି ଧବଳ ବର୍ଣ୍ଣ ଶୃଗାଳ ନୁହେଁ କି ?

    • @pratapbal6448
      @pratapbal6448 Před 21 dnem

      Tu kete no kere

  • @ashokkumardash1068
    @ashokkumardash1068 Před 21 dnem

    Ok sir

  • @SudhansuSwain-cm4gi
    @SudhansuSwain-cm4gi Před 21 dnem +1

    ମୁଖ୍ୟମନ୍ତ୍ରୀ ଙ୍କ ଜବାବ, ବେଶ ଉଚ୍ଚ କୋଟିର ଥିଲା, ଯାହା ସାରା ଓଡିଶା ର ଜନସଧାରଣ ଙ୍କ ମନ ଆଉ ହୃଦୟ କୁ ଛୁଇଁଛି, ଆଉ ଏଇଟା ବି ସତ୍ୟ ଯାହା ବିନା ଇଙ୍ଗିତ ରେ ପତ୍ର ଟିଏ ହଲେନି ତା ବାବଦରେ କାହାର ସାହସ ଅଛି ବ୍ୟାଖ୍ୟା କରିବାକୁ, ହେଲେ କିଛି କୁଚକ୍ରୀ ଗେଣ୍ଡା ମୁଣ୍ଡ ବିକା ଏହାକୁ ଅଧିକ ତର୍ଜମା କରୁଛନ୍ତି, ଯିଏ ଶ୍ରୀ ମନ୍ଦିର ପରିକଳ୍ପନା ଆଳରେ ମହାପ୍ରଭୁ ଙ୍କୁ ଟଲି ରେ ବୁଲାଇ ଭିକ ମାଗି ଦଳୀୟ ପାଣ୍ଠି ଯୋଗାଡ଼ ରେ ଥିଲେ,

    • @englishguru3221
      @englishguru3221 Před 21 dnem +1

      Naveen Babu chithi lekhiba kn bhul heigala,,Tama ghare sankha ku genda kahanti bodhe.Tora seita Munda na Banda

  • @ganpatieducation7571
    @ganpatieducation7571 Před 21 dnem

  • @suryakantamahalik3462
    @suryakantamahalik3462 Před 21 dnem

    ଜୟ ବଳଦେବଜୀଉ 🙏🙏🙏🙏🙏
    ଜୟ ମା ସୁଭଦ୍ରା 🙏🙏🙏🙏🙏
    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @PiyushKumar-mq2mx
    @PiyushKumar-mq2mx Před 21 dnem +1

    ଜଗନ୍ନାଥ,କୁ,ବିଜେଡି, ଗାଁ, ଗାଁ ରେ,ଭିକ,ମଗାଇ, ସେଥିପାଇଁ, ଘଟଣା,ଏଇଛି

  • @gajendrapanda2842
    @gajendrapanda2842 Před 21 dnem

    Jay jagannath🙏🙏🙏🙏🙏

  • @goutambehera745
    @goutambehera745 Před 21 dnem

    🙏❤ ଜୟ ଜୟ ଜଗନ୍ନାଥ ❤🙏

  • @pratapchandramohanta3499

    ଜୟ ଜଗନ୍ନାଥ

  • @debendranarayandash9040

    ଯେତେ ଯାହାକହିଲେ ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ପଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର ଦିବାଲୋକରେ ବ୍ରହ୍ମ ପରିବର୍ତ୍ତନ କରାଯାଇଛି ବାପ ଖାଇଛି ତାଳ ପୁଅକୁ ହେବ କାଳ ନ୍ୟାୟରେ

  • @ganeswarpanda2367
    @ganeswarpanda2367 Před 21 dnem +12

    Bjp Jagannath nku bhuli Jay Shree Ram kahuthile

    • @sabitasahoo9419
      @sabitasahoo9419 Před 21 dnem +1

      Odia hisabare etiki gyana rahiba darkar Mahaprabhu Jagannath o Prabhu Shri Rama eka .Emane bhinna nuhanti. Tenu Jai Jagannath ki Jai shri Ram kahiba re kaunasi prabheda nahi.

  • @learningfast2480
    @learningfast2480 Před 21 dnem +8

    Thakuranku asimita sahit tulana kariba thik nuha

  • @MamataHati-m6h
    @MamataHati-m6h Před 20 dny

    Very nice answer 👍

  • @jyotiprakashnayakjyotiprak5086

    Good job 👍

  • @mithunabhoi8732
    @mithunabhoi8732 Před 21 dnem

    ❤⭕‼️⭕ଜୟ ଜଗନ୍ନାଥ ଜୟ ଜଗନ୍ନାଥ🙏🙏🙏

  • @rudrasibu
    @rudrasibu Před 21 dnem

    ବିଜେପି ଦଳ ର ନୀତି ଆଦର୍ଶ ଅଛି
    ଅନ୍ୟ ଦଳ ମାନଙ୍କ ପରି ଅସଭ୍ୟ ନୁହେଁ

  • @ommprakashmohanty8621
    @ommprakashmohanty8621 Před 21 dnem

    🙏🙏🙏🙏🙏❤️❤️❤️❤️❤️

  • @sadhudas2758
    @sadhudas2758 Před 20 dny

    ଆଇନ ମନ୍ତ୍ରୀଙ୍କ ପାଟି ଖୋଲିଲେ ଭୁଲ କଥା ବାହାରୁଛି ଛି ଛି

  • @sibaparida4839
    @sibaparida4839 Před 21 dnem +5

    ଦୁଇ ହଜାର ତେଇଶ ରେ ମଧ୍ୟ ଜଗନ୍ନାଥ ମହାପ୍ରଭୁ ରଥ ରୁ ଖସି ପଡ଼ିଥିଲେ ଏ ବର୍ଷ ବଳଭଦ୍ର ମହାପ୍ରଭୁ ଖସି ପଡ଼ିଥିଲେ ଏ ସବୁ ତାଙ୍କରି ଳିଳା

  • @papunls9866
    @papunls9866 Před 21 dnem

    Very good cm sir u reply letter line Jay jagannath

  • @alokjally8157
    @alokjally8157 Před 21 dnem

    Good

  • @pranshitv123
    @pranshitv123 Před 21 dnem

    ଏ ଅସ୍ମିତା ଶବ୍ଦ ଛଡା ବିଜେପି ପାଖରେ କିଛି ନାହିଁ

  • @laxmidharpattayat9882
    @laxmidharpattayat9882 Před 21 dnem

    Good 👍

  • @prabodhadwivedy1159
    @prabodhadwivedy1159 Před 21 dnem +3

    Jaha ku puri pathei thile se sadharan ghatana kahuchhanti e bisayare apan kn kahibe

  • @tanujamishra2999
    @tanujamishra2999 Před 21 dnem

    Bafhia answer👍

  • @Satyajit533
    @Satyajit533 Před 21 dnem

    Jay jagannath 🙏🪷🪷

  • @prakashsing98
    @prakashsing98 Před 17 dny

    ମହନ ମାଝି ଗପ ଭଲ ଲୋର୍ଖ ଚ ହୋ ବାହୁଡା ଯାତ୍ରା କିଛି ଯଦି ହୋଇ ଓଡ଼ିଶା ର ଲୋକ କେତେ ସମେତେ ଚିଠି ରେ ଉତର ହୋଇ ପାରିବ ତ ଆମ ଓଡ଼ିଶା ନବୀନ ଓଡ଼ିଶା ରହି ତି ବେ ଜୁଗ ଜୁଗ ଜା କେ🙏🙏🙏🙏🙏🙏🙏

  • @pradipkumarpanda723
    @pradipkumarpanda723 Před 20 dny

    Jay shree Ram, Jay jagannath

  • @sunilkumarpatnaik6953
    @sunilkumarpatnaik6953 Před 21 dnem +3

    Jumla Politic chada developments kama kaam. ...Bhubaneswar rey DENGU CONTROL paain Mosquito Medicine / Oil spray PROPERLY kara jau DAILY basis rey. PLANTATION WORKS karajau. ... Sanitation facilities improvement karajau.

    • @pradoshbehura3794
      @pradoshbehura3794 Před 21 dnem

      ଡେଙ୍ଗୁ କଣ୍ଟ୍ରୋଲ କାମ BMC ର BMC ରେ BJD ଅଛି। ତେଣୁ BJD କୁ ପରାମର୍ଶ ଦିଅନ୍ତୁ।

  • @satyajitsahu9488
    @satyajitsahu9488 Před 21 dnem +7

    Asmita asmita asmita😮😮😮😮😮😮😊😅😅😅😅😅😊😊😊😊😊Au kn kichhi achhi ki

  • @user-ve8cw8ty6f
    @user-ve8cw8ty6f Před 21 dnem

    ଅସ୍ମିତା ଛାଡ଼ ଓଡ଼ିଶା ବାସୀ ନୁହେଁ କେବଳ BJP ପାଇଁ ଆଜି ବିଶ୍ୱ ଭୋଗିବାକୁ ଯାଉଛି ମୋହନ ମାଝି କିଏ କାଈ ଆଗରୁ ନବୀନ ପଟ୍ଟନାୟକ ଠୁ ବୁଝିଲାନି ରାମ ରାମ କହି ବିଶ୍ୱକୁ ଗିଳି ଦେଲେରେ ମରିବା ସମୟ ଆସିଗଲା କେବଳ BJP ପାଇଁ

  • @rajashreesahoo8666
    @rajashreesahoo8666 Před 21 dnem +2

    Ayogya mantri

  • @BasantaNayak-ki5wd
    @BasantaNayak-ki5wd Před 21 dnem

    ନିଜ ଜ୍ଞାନ ତ ! ହଉ ହଉ ଆଗକୁ ଦେଖିଵା,କେଉଁ ବହି ଆଉ ପୃଷ୍ଠା ସଂଖ୍ୟା କେତେ ? ତା ପରେ ଲେଖକ

  • @modanmohanpradhan3046
    @modanmohanpradhan3046 Před 21 dnem +1

    Nabin babunku jie chithi dei sekebe answer diantinaahi but mohan Babu aaji answer deichanti

  • @Themountainstar8917
    @Themountainstar8917 Před 21 dnem

    Naveen sir 🙏

  • @nirupama1964
    @nirupama1964 Před 21 dnem

    Thanks Mohan Sir.🙏🙏.Prabhati Mam nku anurodh samanya katha kahi ba band karantu.

  • @RadhanathBiswal
    @RadhanathBiswal Před 21 dnem

    ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପ୍ରଶଂସନୀୟ କାରଣ ପୂର୍ବ ସରକାର ବ୍ରହ୍ମ ବିଭ୍ରାଟ ଓ ଅରୁଆ+ଉଷୁନା ଚାଉଳ ଭୋଗ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରୁନଥିଲେ

  • @SKJ-vh8kv6rp9l
    @SKJ-vh8kv6rp9l Před 21 dnem +12

    ଓଡିଆରେ ଲେଖା ହେଇଥିବା ଚିଠିଟି ନବୀନ ପଢିପାରିବତ ନା ପାଣ୍ଡୁ ବୁଝେଇବ

  • @soubhagyasahoo3218
    @soubhagyasahoo3218 Před 21 dnem

    Very good mohan majhi, good counter

  • @laxmidharsahoo9475
    @laxmidharsahoo9475 Před 21 dnem

    Super ama cm....

  • @jitendrakumarnayak2083
    @jitendrakumarnayak2083 Před 21 dnem +1

    Odia asmita ra artha kana ?tahara gote sathik bhabe alochana Kariba darkar .eha media gana madhyam ku anurodh

  • @Babuncreation
    @Babuncreation Před 21 dnem

    ମୋହନ ମାଝି😂😂😂

  • @mrityn10
    @mrityn10 Před 20 dny

    Very polite reply
    But your ministers is thinking as if they all are Super CM. Be submissive

  • @pratapbal6448
    @pratapbal6448 Před 21 dnem

    No politics, pls support

  • @chaturbhujamahakuda3301
    @chaturbhujamahakuda3301 Před 21 dnem +3

    Dekha Naveen Babu , sange sange Answer paila, tuma bele deri heuthika

  • @soumyaranjansahu9843
    @soumyaranjansahu9843 Před 21 dnem

    Bahot bhala reply... Kain na EX-CM kaha ku reply daunathile... Bt se kana lekhi chanti seita aama ex-cm nku kie bugheiba... Seita odia re lekha achhi

  • @chhabindramansingh73
    @chhabindramansingh73 Před 21 dnem +14

    ନିର୍ଲଜ ନବୀନ ଚିଠି କରୁଚି, ଜଗନ୍ନାଥ ଙ୍କ ପାଇଁ ଭାରି ଜୋରରେ ନବିନା ର ଲୁହ ଖସୁଛି, 4042କୋଟି ଲୁଟିଲାପରୀକ୍ରମା ପ୍ରକଳ୍ପ କରି ରତ୍ନ ଭଣ୍ଡାର ଲୁଟିଲା, କୋଭିଡରେ ରଥ ବନ୍ଦ କରୁଥିଲା ନିର୍ଲଜ ଚିଠି କରୁଚି

    • @suryakantamohapatra7591
      @suryakantamohapatra7591 Před 21 dnem +2

      Tama katha ru jana paduchhi tume kete sikhita

    • @madhabmajhi6632
      @madhabmajhi6632 Před 21 dnem

      Covite re Jadi ratha tana haithanta tama pari baru Jadi kehi Jadi kaharar Jadi ashubidha hai thanata tameta nabininku babu nku amite comede dai thanta Jay bjd bjp ki vote dai Mora bhulu hai gala

    • @YouTubeShort5039
      @YouTubeShort5039 Před 21 dnem

      COVID Time re Ratha Yatra ବନ୍ଦ ହେଇ ନାହିଁ ଏ ସବୁ ମିଛ news ଦିଅ ନା

    • @pintusahoo5685
      @pintusahoo5685 Před 21 dnem

      Eita gote mg te nahele emiti aama nabin sir nku kahi nathanta

  • @akshayamahapatra5513
    @akshayamahapatra5513 Před 21 dnem +1

    Odia asmita na mo balo 1:28

  • @saradaswain7600
    @saradaswain7600 Před 21 dnem

    My Answer,
    As an Odia Hindu Sanatani I know well about Lord Jagannath, Balabhadra, Subhadra. All are happening in the knowledge of these gods. So whatever happened I dont astonished as I know my god well. Whatever other religion people thinking I dont bothered ❤❤❤

  • @bhagirathibarik9956
    @bhagirathibarik9956 Před 21 dnem

    Nabin Babu Lekhithiba letter ku padhi Mukhyamantri answer rakhile but Mukhyamantri Lekhithiba letter ku Nabin Babu padhi paribeta 😂😂

  • @user-xq4ws3kg7g
    @user-xq4ws3kg7g Před 21 dnem

    Mr. Majhi see tourism industry
    Can u help all staff hotel industry in odisha

  • @rajeshmohanty9590
    @rajeshmohanty9590 Před 21 dnem

    Why didnt the CM issue a suo-moto statement on the next day of the incident ? Why is PM who changed to JAI JAGANNATH from JAI SHREE RAM after the election not issue a statement ? Why didnt the BJP issue a statement ?? Why did it take a letter from LoP for the CM to issue a statement and express "grief" ?? IT IS A WARNING FROM PRABHU JAGANNATH !!

  • @user-tj5nb2gu3y
    @user-tj5nb2gu3y Před 21 dnem

    Ebe samaste misi sahajoga kariba

  • @maruti877
    @maruti877 Před 21 dnem

    You could have shown ex-cm’s letter but no you guys won’t 😅

  • @dipakpadhi9841
    @dipakpadhi9841 Před 21 dnem +1

    CM kichi katantu

  • @sudhanshusingh6394
    @sudhanshusingh6394 Před 21 dnem

    ଅଲାଜୁକ ନବୀନ ତୋ ମୁଁହ କୁ ଲାଜ ନାହିଁ ଆଲୋ ରାଣ୍ଡି ତୁ ପା ଦିନେ ସେଇ ଆଡା ରେ ରାଣୀ ମହୁମାଛି ଥିଲୁ 😅😅😅

  • @sasmitamohanty1970
    @sasmitamohanty1970 Před 21 dnem +9

    ନବୀନ ପଟ୍ଟନାୟକ ରେଭେନ୍ସା କଲେଜ ରେ ପଢୁଥିଲେ ବୋଧ ହୁଏ ଓଡ଼ିଶାରେ ଖୁବ କମ ଲୋକ ଜାଣିଥିବେ 😮ଯଦି ବିଜେଡି ସରକାର ରେ ଏତିକି ହୋଇଥାନ୍ତା ତେବେ ବିରୋଧୀ ଓଡ଼ିଆ ଅସ୍ମିତା କଥା ଉଠେଇ ନବୀନ ପଟ୍ଟନାୟକ ଙ୍କ ଇସ୍ତଫା ଦାବି କରିଥାନ୍ତେ...କିନ୍ତୁ ଏବେ ସମସ୍ତେ ଚୁପ କଣ ପାଇଁ 😡😡😡

    • @AlokRanjanKar
      @AlokRanjanKar Před 21 dnem

      Balanaa

    • @madhabmajhi6632
      @madhabmajhi6632 Před 21 dnem

      Tame kichhi janina Raja nite bhitare

    • @sasmitamohanty1970
      @sasmitamohanty1970 Před 20 dny

      ସୋସିଆଲ ମିଡ଼ିଆ ରେ ପ୍ରଥମେ ଭାଷା ଠିକ କର ତା ପରେ କାହାକୁ ରିପ୍ଲାଏ ଦେବ ଅଭଦ୍ର ଲୋକ ଜଣେ ନିହାତି

  • @akshayamahapatra5513
    @akshayamahapatra5513 Před 21 dnem +1

    Odia asmita na mo balo

  • @Si_pu310
    @Si_pu310 Před 21 dnem

    ନିଜେ କରିଯାଇଥିବା ଅଘଟଣ ମାନଙ୍କୁ ଘୋଡାଇବା ପାଇଁ ଖୁବ୍ ରାଜନିତୀ କରିବାରେ ଲାଗିପଡିଛନ୍ତି ଯେପରି ଓଡିଶାର ଜନସାଧାରଣ ସେକଥା ଭୁଲି ଵିରୋଧୀ ମାନଙ୍କର ଜୟଗାନ କରିଵେ । ହେଲେ କାନ୍ଦିଲେ କି ହେବ କରିନ୍ଦ୍ର ଗମନା ଇନ୍ଦ୍ର କି ସହଜେ ଛାଡିବ ? ଭୁଲ କାହାର ବିଚାର ନିଶ୍ଚୟ କରିଵ । ଭଟ ଭଳି ପ୍ରଳାପ କଲେ କିଛି ଲାଭ ହେବନାହିଁ । ମଞ୍ଜି ପୋତିଲ ଗଛ ହେଲା ବର୍ତମାନ ଵିଳାପ କରି ନିଜର ଭୁଲ ଲୁଚାଇଲେ କ'ଣ ଲୁଚିଯିଵ ? ।

  • @bibspinku163
    @bibspinku163 Před 21 dnem

    Take resignation from the law minister

  • @sureshbehera9867
    @sureshbehera9867 Před 21 dnem +1

    BJP ସରକାରଙ୍କ କାମ ରେ ଲେକେ ଖୁସି ନୁହ

    • @godgift4711
      @godgift4711 Před 21 dnem

      Right khali andha bhakta mane ..khusi ...besi dino nai tankoro bhi

  • @KrupaSindhuBhuyan-lf7du
    @KrupaSindhuBhuyan-lf7du Před 21 dnem

    Nua nua cm na arrangement karibaku jani nahanti

  • @P.k.R.1977
    @P.k.R.1977 Před 21 dnem

    BJD should not show more over.Naveen Babu should take rest..

  • @studypoint7961
    @studypoint7961 Před 20 dny

    Cm sir pahandi re mobile ban hau
    Rath re only 50 people should allowed

  • @chittaranjansahoo4308
    @chittaranjansahoo4308 Před 21 dnem

    We are proud for our new chief minister 🙏

    • @godgift4711
      @godgift4711 Před 21 dnem

      😂 proud ..a bjp sorkar deso ku khai debe.. starting to hela ni..bank ru mono icha customer ro Bina permission re 436 cut kora jauchi ..dekho agoku kono hauchi

  • @debasmitaparida2072
    @debasmitaparida2072 Před 21 dnem

    Jaha hau nua mukhya mantri au purba mukhya mantri paraspara ku samman deuchanti o milimisi odisha pain kama karuchanti jaha odisha pain bhala.