ଖସି ପଡିଲେ ବଡ଼ ଠାକୁର,ମାଳିକା କହୁଛି ମାଡ଼ି ଆସୁଛି ବଡ଼ ବିପଦ||Balabhadra Idol slips During Puri Rath Yatra

Sdílet
Vložit
  • čas přidán 8. 07. 2024
  • #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our CZcams Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

Komentáře • 163

  • @chandrapanda7222
    @chandrapanda7222 Před 16 dny +179

    ଠାକୁର ପଡିଯିବା ମୁହା ବିପଦ ବୋଲି ବହୁତ ଲୋକ ଯାହା ମନ କୁ ଯେମିତି ପାରିଲେ ସେମିତି କହୁ ତାହା ଠିକ ନାହିଁ, କିଛି ବି ହେବ ନାହିଁ, କାରଣ ଭଗବାନ ପ୍ରଭୁ ଜଗନ୍ନାଥ ନିଜେ କହି ଛନ୍ତି " କରି କରାଉଛି ମୁହିଁ ମୋ ବିନୁ ଅନ୍ୟ କେହି ନାହି.

  • @sasmitamohanty3035
    @sasmitamohanty3035 Před 14 dny +7

    କରି କରାଇ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ , ଆଜ୍ଞା ୟେ ବି ଭଗବାନ ଙ୍କ ଲୀଳା । ଭଗବାନ ଙ୍କ ବିନା ଅନୁମତି ରେ ଗଛ ରୁ ପତ୍ର ଖସେନି , ସ୍ଵୟଂ ଭଗବାନ କେମିତି ଖସିଲେ 😢 ୟେ ବି ଭଗବାନ ଙ୍କ ମାୟା 🙏

  • @ajaysamal1195
    @ajaysamal1195 Před 15 dny +18

    ଠାକୁର ବୋଲି ଆମକୁ କେହି ନମାନିବେ ଠକିଦେବେ ଠକ ବେଳେ ସରବେ ନାଶ ଯିବେ ଜୟ ଜଗନାଥ🙏🙏🙏🙏🙏🙏

  • @jitankumarrout2249
    @jitankumarrout2249 Před 16 dny +16

    ପଣ୍ଡା ମାନେ ମନ ଇଛା ଏ ମିତକରୁଛନ୍ତି

  • @sibarampradhan5085
    @sibarampradhan5085 Před 16 dny +12

    Jay jagannath

  • @Nita143b-yi8zm
    @Nita143b-yi8zm Před 15 dny +2

    ଜୟ ଜଗନ୍ନାଥ ଚିନ୍ତା କର ନାହିଁ🙏 ଭଗବାନ🙏 ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ🙏🙏🙏🙏🙏🙏🙏🙏🙏

  • @satyajitswain6994
    @satyajitswain6994 Před 16 dny +36

    Bjd harila ni je odisha ku sabu bipati madi asila

    • @shivarampradhan8049
      @shivarampradhan8049 Před 16 dny +2

      Perfect katha 🙏🙏

    • @rashmiprakashswain2125
      @rashmiprakashswain2125 Před 16 dny

      Ekdum thik.Sala Modi au BJP pain pura desha barbad hela

    • @Official_divya1
      @Official_divya1 Před 16 dny +5

      😂😂 ପଙ୍ଗପାଳ ଦେଶ ରୁ ହଟିଲା ରତ୍ନ ଭଣ୍ଡାର ବି ଖୋଲିବ ମହାପ୍ରଭୂ janiki ନବିନ ପାଣ୍ଡୁ ଗେଣ୍ଡା କୁ ଅନ୍ତ କଲେ

    • @Subham12330
      @Subham12330 Před 16 dny

      ​@@Official_divya1Tumor chutiya mohani CM ku kn karuchu dekh khali
      Kain 25 year's re amiti hainothila....
      Tumor 1 month haila amiti heuchi chi chi re mohani CM 😂😂😂😂

    • @baikunthanathnayak3841
      @baikunthanathnayak3841 Před 15 dny

      Abe sala ebe ethi politics koutu asila bjd wala bhari sudhara ta na BJP wala bhari bhala 😡 Prabhu nka agare kehi kichi nuhan hela kahila kn na bjd gala odisha ku sabu bipada asila

  • @madhushmitaharijan6548
    @madhushmitaharijan6548 Před 15 dny +1

    Jay shree Jagannath

  • @Mahalaxmi1184
    @Mahalaxmi1184 Před 16 dny +1

    Jaya jagannath 🙏🌹❤️

  • @bibhutidehury7952
    @bibhutidehury7952 Před 15 dny

    Jay shree jaganath prbhu
    Rakha kara prbhu

  • @asutoschoudhury439
    @asutoschoudhury439 Před 15 dny +1

    ଆଜ୍ଞା ଆପଣ ଯେଉଁଟା ଦେଖେଇକି କହୁଛନ୍ତି ମାଳିକା ବୋଲି, ସେଇଟା ମାଳିକା ନୁହେଁ, ସେଇଟା ହେଉଛି ନୀଳାଦ୍ରି ମହୋଦୟ ପୁସ୍ତକ ରେ ଲେଖା ହୋଇଥିବା ଵିଧି ବିଧାନ 🙏🙏🙏

  • @anitabiswal3623
    @anitabiswal3623 Před 16 dny +2

    Jay jagannath 😢😢😢😢😢😢

  • @mukeshbasu2707
    @mukeshbasu2707 Před 15 dny +1

    This is not written in Malika, it is written in skanda puram, utkal khanda, purushottam mahatmya.

  • @sharkranjanguru8036
    @sharkranjanguru8036 Před 15 dny

    Jai jagannath swami ❤🙏

  • @kalpanaexpress12196
    @kalpanaexpress12196 Před 15 dny

    Jay jaganath 🙏

  • @subhamgamer497
    @subhamgamer497 Před 15 dny

    Jay jagannath 🙏🙏🙏🙏🙏

  • @reetabhue4402
    @reetabhue4402 Před 16 dny +7

    Jadi lekha thila agaru news karilani hela pare kahiki ete big news karu6 sabu michha kichhi problem heithiba ta bhagban emti hele au kichhi nuhe

    • @itachisensei3306
      @itachisensei3306 Před 15 dny

      Abey agaru kebe thakura padi nahanti ta kahinki dekheibe...
      Thakura padigale Kan karajiba seiyaa lekha heichi sethire

  • @socialhub4768
    @socialhub4768 Před 16 dny +37

    ଭୁଲ କହୁଚ। ଏଇଟା ମାଳିକା ନୁହଁ। ନୀଳାଦ୍ରି ମହୋଦୟ ପୁସ୍ତିକା

    • @Subhadra192
      @Subhadra192 Před 16 dny

      Thik katha eita Malika nuha niladri mohodaya book

    • @RG_comedy688
      @RG_comedy688 Před 15 dny

      Dareiki business କରିବା କଥା ତାଉ କାଇଁ ଆଗରୁ ତ କହିନଥିଲେ 😂😂😂

    • @itachisensei3306
      @itachisensei3306 Před 15 dny

      ​@@RG_comedy688 abey agaru kahibe. Sethi paa lekha heichi thakura jadi padi jibe... thakura pa padi gale...
      Murkha taaa ki

    • @RG_comedy688
      @RG_comedy688 Před 15 dny

      @@itachisensei3306 ପାଠ ସାଠ ସିନା ପଢ଼ିଥିଲେ janithantu ରେ ଭୂତ 😂😀

  • @arunahn7440
    @arunahn7440 Před 15 dny

    Jai Shree Jagannatha Swamy🙏🙏🙏

  • @A.papu891
    @A.papu891 Před 16 dny

    Jay jagannath swami Jay bajarangabali Jay sitaram Jay bajarangabali Jay

  • @ranajitjena4668
    @ranajitjena4668 Před 16 dny +36

    ପ୍ରଭୁ କ୍ଷମା କରିବେ, ଯଦି ଏହି ଘଟଣା ବିଜେଡି ସରକାର ସମୟରେ ହୋଇଥାନ୍ତା ତାହାହେଲେ ବିଜେପି ଗୋଲାମ ଗଣମାଧ୍ୟମ ସଂସ୍ଥା କେତେ ପ୍ରକାର ଗୁଜବ ଖବର ଓଡିଶା ଜନସାଧାରଣଙ୍କ ପାଖରେ ରଖିଥାନ୍ତେ ସୋସିଆଲ ମେଡ଼ିଆ ମାଧ୍ୟମରେ କିନ୍ତୁ ଏବେ ବିଜେପି ଗୋଲାମ ସାମ୍ବାଦିକ ମାନଙ୍କୁ ଏହି ଖବର ଦେଖାଯାଉନି ଖବର ପ୍ରସାରଣ କରିବା ପାଇଁ

    • @sanjayakumarjena2416
      @sanjayakumarjena2416 Před 16 dny +4

      ଠିକ କହିଲ ଭାଇ

    • @manaspatra4164
      @manaspatra4164 Před 16 dny

      Pura thik

    • @tahirhussainhussain3251
      @tahirhussainhussain3251 Před 15 dny

      BJP asubha sarkar ahuri kete Karan haba dekhi chala

    • @user-gf5mi3xd8z
      @user-gf5mi3xd8z Před 15 dny +1

      ସତ କଥା ଦାଦା

    • @sarojkumarmohanty9405
      @sarojkumarmohanty9405 Před 15 dny +2

      Bada Bhai ଏ ଠୀ BJD BJP କଥା କାହିଁକି କହୁଛନ୍ତି ଆପଣ, ଯେତିକି ସେବାୟତ ରହିବା କଥା ତାହା ଠାରୁ ଅଧିକ ସେବାୟତ ରହୁଛନ୍ତି। ଏଇଟା ହେଉଛି ପ୍ରକୃତ କଥା, ଆଉ ଆପଣ ଙ୍କୁ ମନେ ପକାଇଦାବି ୨୦୨୩ ରଥ ଯାତ୍ରା ସମୟରେ ମହାପ୍ରଭୁ ଜଗନ୍ନାଥ ଙ୍କୁ ଚାରମାଳ ରୁ ଖସୁଥିବା ସମୟରେ ସେବାୟତ ମାନଙ୍କ ସହିତ ମହାପ୍ରଭୁ ଟଳି ପଡ଼ିଥିଲେ
      ସେବକ ମାନେ ହେଉଛନ୍ତି ମହାପ୍ରଭୁ ଙ୍କ ନିତ୍ଯ ସେବକ କିଛି ଦୋଷ ତ୍ରୁଟି ହେଲେ ମହାପ୍ରଭୁ ସେବକ ମାନଙ୍କୁ ଚେତାଇ ଦିଅନ୍ତି ତେଣୁ ଆପଣ ରାଜନୀତି କରନ୍ତୁ ନାହିଁ

  • @VishnuchandraNatha
    @VishnuchandraNatha Před 15 dny

    Jay Jagannath🙏🙏🙏

  • @pianolearningwithsritam3733

    ଯଦି ମହାପ୍ରଭୁ ଖସି ପଡ଼ିଲେ ରାଜ୍ୟରେ ଦୁର୍ଭିକ୍ଷ ଓ ମହାମାରୀ ବାରମ୍ବାର ପଡ଼େ ତେବେ ସେଇ ଅନୁସାରେ ମହାପ୍ରଭୁ ମାନେ ତ ୨୦୧୯ ମସିହାରେ ବି ଖସି ପଡ଼ିଯିବା କଥା..କାରଣ ୧୦୦ବର୍ଷର ସବୁଠୁ ବଡ଼ ମହାମାରୀ କୋରାନା (COVID-19) ୨୦୧୯ ମସିହାରେ ହିଁ ବ୍ୟାପିଥିଲା। ଦ୍ଵିତୀୟ ଲହର ତୃତୀୟ ଲହର ଓମିକ୍ରନ୍ ଏମିତି ବାରମ୍ବାର ଆସିଲା। ୨ବର୍ଷ ଧରି ସ୍କୁଲ୍ କଲେଜ୍ ଅଫିସ, ମନ୍ଦିର ମସଜିଦ ଚର୍ଚ୍ଚ ସବୁ ବନ୍ଦ ହୋଇଗଲା। ଦେଶର ଶିକ୍ଷା ସ୍ବାସ୍ଥ୍ୟ ଆର୍ଥିକ ସ୍ଥିତି ଭୁଷୁଡି ପଡ଼ିଲା। ଏହା କେଉଁ ଦୁର୍ଭିକ୍ଷ ଠାରୁ କମ୍ ଥିଲା କି?
    ୨୦୧୩ ମସିହାରେ ବି ମହାପ୍ରଭୁ ମାନେ ଖସି ପଡ଼ିଯିବା କଥା..କାରଣ ୨ଦଶନ୍ଧି ର ସବୁଠୁ ବଡ଼ ମହାବାତ୍ୟା ଫାଇଲିନ୍ ୨୦୧୩ରେ ହିଁ ଆସିଥିଲା..ଏଥିରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା ଏବଂ ବିଶେଷ କରି ଓଡ଼ିଶା ରାଜ୍ୟର ବେଶୀ କ୍ଷତି ହୋଇଥିଲା।
    ମହାପ୍ରଭୁ ଖସି ପଡ଼ିଲେ ଯଦି ରାଜ୍ୟର ରାଜାଙ୍କ ଅନିଷ୍ଟ ଓ ସର୍ବନାଶ ହୁଏ ତେବେ ମହାପ୍ରଭୁ ତ ୨୦୨୩ ମସିହାରେ ବି ଖସି ପଡ଼ିଯିବାର ଥିଲା କାରଣ ସେତେବେଳେ ଯିଏ ଓଡ଼ିଶାର ରାଜା ଥିଲେ ବର୍ତ୍ତମାନ ଏବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କର ଅନିଷ୍ଟ ଓ ସର୍ବନାଶ ତ ଏଇ ୨୦୨୪ ନିର୍ବାଚନ ରେ ଖୁବ୍ ହୋଇଛି।
    ଆଉ କିଛି ମୋଟା ବୁଦ୍ଧିଆ କହିବେ, ଏ ସବୁ ଠିକ୍ ଯେ ଏବେ ୟା ଠାରୁ ଆହୁରି ଅଧିକ ବିପତି ଆସିବ। ଆରେ ଭାଇ ଆଗରୁ ଅନେକ ଥର ନୀଳ ଚକ୍ରରୁ ପତିତପାବନ ପତାକା ଛିଣ୍ଡି ତଳେ ପଡିଛି, ଶ୍ରୀମନ୍ଦିର ଶିଖର ରୁ ପଥର ଖଣ୍ଡ ଖସି ପଡିଛି ତେବେ କଣ ମହା ବିପତି ପଳେଇ ଆସୁଥିଲା।
    ମୁଁ ମଧ୍ଯ ଜଣେ ଧାର୍ମିକ ଏବଂ ଆଧ୍ୟାତ୍ମିକବାଦୀ କିନ୍ତୁ ଲୋକଙ୍କ ଧର୍ମୀୟ ଭାବନାକୁ ନେଇ ରାଜନୀତି କିମ୍ବା ରୂଢିବାଦ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହନା ଦେବାକୁ ମୁଁ ଘୋର ବିରୋଧ କରେ। କାରଣ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଭକ୍ତିର ଏକ ମାଧ୍ୟମ। ଭକ୍ତିରେ କେବଳ ଆଧ୍ୟାତ୍ମିକତା ହିଁ ଥାଏ ଏବଂ ଆଧ୍ୟାତ୍ମିକତା ରେ ରୂଢିବାଦ ଅନ୍ଧବିଶ୍ୱାସର କୌଣସି ସ୍ଥାନ ନାହିଁ।
    ଜୟ ଜଗନ୍ନାଥ 🙏🏻
    ମୁଁ ଜଣେ ସନାତନୀ ଆର୍ଯ୍ୟ। ଜ୍ଞାନ ବିଜ୍ଞାନ ତର୍କ ହେଉଛି ଆର୍ଯ୍ୟ ମାନଙ୍କ ଆଭୂଷଣ। ଭାଗବତରେ ଲେଖା ହେଇଛି "ବିଶ୍ୱାସେ ମିଳଇ ହରି.. ତର୍କେ ବହୁଦୂରେ"। ତର୍କ ଦ୍ବାରା ଈଶ୍ୱର ମିଳିବେ କି ନାହିଁ ଜାଣିନି କିନ୍ତୁ ଜ୍ଞାନ ନିଶ୍ଚୟ ମିଳିବ ଏବଂ ସେଇ ଆତ୍ମଜ୍ଞାନ ହିଁ ଜୀବନର ପ୍ରକୃତ ମାର୍ଗ ଦର୍ଶକ ଏହା ଯୋଗେଶ୍ୱର ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି।
    ଓ୩ମ୍ 🙏🏻 ଜୟ ଶ୍ରୀ ରାମ 🚩 ଜୟ ଶ୍ରୀ କୃଷ୍ଣ🚩
    ଜୟ ଆର୍ଯ୍ୟାବର୍ତ୍ତ 🇮🇳🚩

  • @user-jq1oz1kc7o
    @user-jq1oz1kc7o Před 16 dny

    ଜୟ ଜଗନ୍ନାଥ

  • @dusmantdalei6979
    @dusmantdalei6979 Před 16 dny

    Jai jagannath mahaprabhunkar jai heu

  • @prasantapattanaik862
    @prasantapattanaik862 Před 16 dny +20

    ଗଜପତି ଛେରାପହଁରା କରିବା ଆଗରୁ ତମେ ସମସ୍ତେ ଫଟୋ ପୋଜ୍ ଦେଇ ଦେଖେଇ ହେଇ କାହିଁକି ଆଗୁଆ ଛେରାପହଁରା କଲ?

  • @gopinathmurmu8074
    @gopinathmurmu8074 Před 16 dny +15

    first time BJP in power in odisha ,, thats why this happened.

  • @anadibramhamalikaplace4869

    କଳିଯୁଗର ଶେଷ ସମୟ ଚାଲିଛି ମାଳିକା ଲେଖା ପୁରା ସତ୍ୟ ହେଉଛି ହେବ ମଧ୍ୟ, ଏ ସବୁ ସତର୍କ ହେବା ସୂଚକ, ଆଉ ଅନ୍ୟାୟ, ପାପ ପ୍ରଭୁ ଦେଖି ସହି ପାରୁନାହାନ୍ତି,

  • @user-tg7gi4ry7q
    @user-tg7gi4ry7q Před 16 dny +12

    ହଁ ଜିଏ ଯେମିତି କର୍ମ କରିବ ସେମିତି ଫଳ ପାଇବ ସମସ୍ତ ପାଇଁ ନୁହେଁ

  • @PrashantiMa65
    @PrashantiMa65 Před 15 dny

    Jay Jagannath 🌺🌺🙏🏽🙏🏽🙏🏽🌺🌺🌺🌺🤲🤲🤲🤲

  • @Omsairam775
    @Omsairam775 Před 16 dny

    😢😢😢😢😢 Jay jagannath

  • @sanujakuamrnahak
    @sanujakuamrnahak Před 15 dny +1

    Malika jaha lekhichi sesabu micha thakura padinahanti
    Se bhaktanka gahanaku deichanti bhakta manaka Saha misiba pain bhkta bhagaban akathi heichanti

    • @HuensaMeher
      @HuensaMeher Před 14 dny

      Eamity hoi thile prabhu muhamadi padi na thante

  • @jagannathbhagwan9385
    @jagannathbhagwan9385 Před 16 dny +3

    ଛାତି କ'ଣ ହେଇ ଯାଉଛି କି ଦୃଶ୍ୟ

  • @santoshkumarparida9849
    @santoshkumarparida9849 Před 15 dny +1

    Odisha Re Sarkar Chang Karo

  • @manojbehera8070
    @manojbehera8070 Před 15 dny

    Jay jagaanntha 🙏🙏

  • @debarchansabarmatwo7888
    @debarchansabarmatwo7888 Před 16 dny +3

    Bhul kahaku debe.... Sebayat .na rajanitire bjp asu asu 1 St show bjp asubha ki.... Na Puri ra rajaniti ku jagannatha pasand karuni..... Jaya jagannath.... Aji kaliyog duniara papi mane, bhagaban ku bi Kechadi debe.. he prabhu dekhade......

    • @kumarbagh8966
      @kumarbagh8966 Před 15 dny

      Rajanitira katha nuhe papa badhichalichhi sethipain thakura padigale Malika bachana satiya ate

  • @Mallik-vlog1562
    @Mallik-vlog1562 Před 16 dny +4

    ନୀଳାଦ୍ରି ପୁସ୍ତିକା ଆ ବୋ 😂😢 ପହେଲା news ବାଳେ ମରି ବେ

  • @abhiramkadraka4324
    @abhiramkadraka4324 Před 15 dny

    ଆଗକୁ ଆହୁରି ଏମିତି ଅଘଟଣା ଘଟିବ.ଜୟ ଜଗନ୍ନାଥ.
    ଦେଶର ସମସ୍ତଙ୍କୁ ଶିବ ଠାକୁର ମହାଦେବ କରନା ରୋଗ ବନ୍ଦ କରିଛନ୍ତି ଏଥି ପାଇଁ ଏମିତି ଅଘଟଣା ଘଟୁଛି 2024 ରେ ସତ୍ୟ ଯୁଗ ଲାଗୁ ରହିବ ବୋଲି ମହାପୁରୁଷ ଲେଖି ଛନ୍ତି ମାନିଲେ ସତ ନୋ ମାନିଲେ ମିଛ ଜୟ ଜଗନ୍ନାଥ ଆଗକୁ ଏମିତି ନୋ ହେଉ......ଦେଶର ସମସ୍ତଙ୍କୁ ମହାପ୍ରଭୁ ରକ୍ୟା କରନ୍ତୁ...

  • @dasrajesh-ru9iw
    @dasrajesh-ru9iw Před 15 dny

    Jay gaganatha

  • @Madhumadhu-qq5wi
    @Madhumadhu-qq5wi Před 15 dny

    Ahe manima rakhya kara manaba jati bhul karichanti daya gunare khyama Kari sabu bipada apada ru ghanta ku ghodayu rakhya karantu🙏🙏🙏🙏🥺🥺🥺🥺🥺🥺🚩🚩🚩🚩🚩joy jagannath 🌹🙏🚩

  • @subhashreejena1789
    @subhashreejena1789 Před 16 dny

    😢😢

  • @socialhub4768
    @socialhub4768 Před 16 dny +4

    ତମେ ସବୁ ଗୋଟେ ଗୋଟେ ମୂର୍ଖ। ତମେ ସବୁ ଦେଖୁଥିଲ ଏଇଟା ମାଳିକାରେ ଲେଖା ହେଇଚି ବୋଲି। ଏ ଲେଖା ମାଲିକାର ନୁହଁ। ନୀଳାଦ୍ରି ମହୋଦୟ ରେ ଲେଖା ହୋଇଛି

    • @smrutimohanty4471
      @smrutimohanty4471 Před 16 dny +1

      ଯେଉଁ ଥିରେ ବି ଲେଖା ହଉ ଲେଖା ସତ ହୋଇଛି।

  • @susantakumarpalai4770
    @susantakumarpalai4770 Před 15 dny +1

    Jadi malika re lekha thila.. Agaru kahin kahi nathile😅

  • @SukantaRout-xw5dx
    @SukantaRout-xw5dx Před 16 dny +1

    Aga seabayata manakar drog test karajau

  • @kumarprahllada6197
    @kumarprahllada6197 Před 15 dny +1

    ଗତ ବର୍ଷ ବି ସ୍ୱୟଂ ଜଗନ୍ନାଥ କାଳିଆ ସାଆନ୍ତ ଆଡ଼ପ ମଣ୍ଡପକୁ ବିଜେ କରିବା ସମୟରେ ପୁରା ଗୋଟେ ସାଇଟ୍ ଢ଼ଳି ପଡ଼ିଥିଲେ : ବିଶ୍ୱାସ ନ ହେଉଥିଲେ ଗତ ବର୍ଷ ର ପୁରୁଣା ନ୍ୟୁଜ୍ ଦେଖ। ସେତେବେଳେ ମାଳିକା ସତ ହେଉ ନଥିଲା କି ?

  • @gatikrushnasarangi8062

    🙏🥺

  • @user-qu3kh3hf9z
    @user-qu3kh3hf9z Před 16 dny

    Jay jhagarnath 🙏🙏🙏

  • @U_Cnt_C_Me
    @U_Cnt_C_Me Před 15 dny

    Jaga Name nei prathama thara odisha re rajaniti heichi, sethi pain MahaPrabhu ragichanti

  • @manasrahul704
    @manasrahul704 Před 15 dny

    Thakur kn tale padithile ki se rakhya karideke kuha

  • @rameshbehera5005
    @rameshbehera5005 Před 13 dny

    କଳିଯୁଗ ଶେଷ ହୋଇଆସୁଛି। ମାଳିକା ବଚନ ସତ ହେବ। ସାବଧାନ ରୁହନ୍ତୁ। ବିପଦ ମାଡ଼ି ଆସୁଅଛି ଓ ମହାମାରୀ ଆସୁଅଛି।🙏😔🥺

  • @manasrahul704
    @manasrahul704 Před 15 dny

    Thakur tale padinahanti mahabahu balaram sebayat nka saha tk bala dekheile

  • @satyammaharana7887
    @satyammaharana7887 Před 15 dny

    Jadi malika re agaru lekha hei thila se sabu janiki nija care re sabu kama kari huanta aeta khali faltu katha j malika re lekha heichi jaha hebaku jauchi seita kehi janatini malika kauthu janibo

  • @jhilibaladas7284
    @jhilibaladas7284 Před 15 dny +3

    ଅତି ରଞ୍ଜିତ କରି ଖବର ଦେଖାଅ ନାହଁ କାରଣ ଭଗବାନ ସବୁବେଳେ ଭକ୍ତ ଙ୍କର କିଛି ଅସୁବିଧା ‌ ହବ ନାହଁ ଜୟ ଜଗନ୍ନାଥ

  • @bidyadharmallick3904
    @bidyadharmallick3904 Před 15 dny

    Aha sampurna michha jahasabu ghatuchhi taha kaliara ichha athipain kehi byasta hebar nahi

  • @Dineshkumar-sw7vk
    @Dineshkumar-sw7vk Před 15 dny

    ଘଟଣା ର ତଦନ୍ତ କରି ପ୍ରକୃତ ଦୋଷିକୁ ଉଚିତ ଦଣ୍ତ ଦିଆଯାଉ ସେବାୟତ ନାଁରେ କେବଳ ଦୁର୍ନାମ ଆଣିଲ ତୁମେ ବଡ ଠାକୁରକୁ ଟିକିଏ ଟେକି ଧରିପାରିଲନି ଏଥିରୁ ଜଣାପଡିଲା କି ପ୍ରକାର ସେବା ତୁମେ ମାନେ କରୁଅଛ ? 😊🥹😓😢😢

  • @rockyrolex7366
    @rockyrolex7366 Před 13 dny

    change koro sabu sebayat panda ku
    ae mane hi nasta kori be puri temple

  • @mrabindra840
    @mrabindra840 Před 16 dny +2

    ତମ personal number କୁ ଫୋନ୍ କରି କହିଥିଲେ ବୋଧେ

  • @gourijena2281
    @gourijena2281 Před 15 dny

    Thik achhi tankari srushti aou ame sabu tankari santan jadi bipada ase se rakhya karibe aou jadi na karanti ta tanka ichha purna hau.

  • @aravinds4366
    @aravinds4366 Před 16 dny

    Can anyone say in english language?What did mention in odia language 😢?From 2:34

  • @PritamStoryVideo
    @PritamStoryVideo Před 15 dny

    Panda mane kn agaru malika padhinathile ki,,

  • @abinashmohanty3106
    @abinashmohanty3106 Před 16 dny

    Jagannath temple name re rajneeti band kara nahele agaku bahut asubidha heba😢

  • @gangadharsatapathy316
    @gangadharsatapathy316 Před 15 dny

    ଆଗରୁ କେଉଁଠି ଥିଲ ??

  • @RamKumR-qk9ve
    @RamKumR-qk9ve Před 16 dny

    War start heigala

  • @rasmiranjannayak5653
    @rasmiranjannayak5653 Před 16 dny

    Kaliara antima samaya sruthi paribartan ra samaya asila.binsah ra samaya .sabdhan hua .prakruti tandab kariba au besi samaya baki nahi .bagwan nka tale padiba samaya ra ishara

  • @amrutranjandash6145
    @amrutranjandash6145 Před 16 dny

    Dayakari mahaprabhu nku nei rajaniti karanajau..E Jay b kehi kemiti Jani parinahanti ki siye jagatara Malika ..Jagata tara..Siye rakhiba ki mariba seita ta nispati..Jaha heuchi ta ichare au heba madhya ta ichare..Achala maha meru siye na taku kehi chalei pariba na uthei pariba..Kou bjp,bjd ki kou dalara se perticular thakura nuhanti..Se jagatara natha, anathara natha ,bhumi thu bhuma Jay paribyapta ,e odisara bhagya siye ,bidhatabi siye ,jati siye au jatakab siye..Kete mahamari, pralay, mahabatya asichi au jaichi ..Kintu se kebe b ta jagataku chadideini.. Dayakari samastanku anurodh bhagwan nku nei rajaniti na karajau🙏🙏..Tanka pakhare samaste saman..

  • @KabulJena-z5l
    @KabulJena-z5l Před 15 dny

    Kalia re ghonta ghoda🙏🥺🥺🥺🥺🥺🥺🥺

  • @RamKumR-qk9ve
    @RamKumR-qk9ve Před 16 dny +1

    2024 heba boli mali kate lekha achi

  • @SatyabrataPatra-rl8iy
    @SatyabrataPatra-rl8iy Před 15 dny

    ଆରେ ଭାଇ ଯଦି ଭଗବାନ ସତ ରେ ଅଛନ୍ତି ତେବେ ସେବକ କେମିତି ଆହତ ହେଲେ , କାରଣ ସ୍ଵୟଂ ବଳଭଦ୍ର ସେବକ ଙ୍କ ଉପରେ ବିରାଜମାନ କରିଛନ୍ତି ।
    ହଉ ଯଦି ବି ସେମାନେ ଆହତ ହେଲେ ତେବେ ସେମାନେ Hospital ଯିବାର କାରଣ କଣ , ସେତ ଭଗବାନ ଙ୍କ ଠାରେ ଶରଣ ପଶିଥିଲେ ଆପେ ଆପେ ଭଲ ହେଇ ପାରିଥାନ୍ତେ । ଏଠି science କୁ ପ୍ରାଧାନ୍ୟ ଦିଆ ଗଲା ।😂
    ମୁଁ ତ ଏ ଅନ୍ଧବିଶ୍ୱାସ କୁ ମାନେନି। ଯଦି ଆପଣ ମାନଙ୍କ ମଧ୍ୟରୁ କେହି ଏସବୁ କୁ ମାନନ୍ତି ନାହିଁ ତେବେ like କର ।

  • @manasrahul704
    @manasrahul704 Před 15 dny

    Kintu mahaprabhu nka niti re sabubele abahela hauchi

  • @DurganayakSasmita
    @DurganayakSasmita Před 16 dny +1

    Pandian sir Puri mandira pain bahut kichhi karichhanti tankara sanman pain amiti mahaprabhu asantusa prakas karichhanti

  • @babuljena1084
    @babuljena1084 Před 16 dny

    Kichhi ta heba

  • @user-cr1yh1ux8f
    @user-cr1yh1ux8f Před 16 dny

    Ate sebayat nka pain apari ghatana ghatichi

  • @Priyadarshinipanda740
    @Priyadarshinipanda740 Před 16 dny +1

    Bjd badhia planing karichi

  • @itishreemeher4086
    @itishreemeher4086 Před 15 dny

    Malika bachana ta kie lekhichhi ki kichhi problem heba pare news re ase agoru aseni 😅

  • @ashminibanker
    @ashminibanker Před 16 dny +1

    Tame channel wala malika lekhithila 😮😂

  • @manasrahul704
    @manasrahul704 Před 15 dny

    Athipain kichi karjyanusthan nia jau

  • @Bahadhulbariha
    @Bahadhulbariha Před 15 dny

    ବିଜେପି ସରକାର ହାରାମି ସରକାର

  • @BabuParida-jc1hp
    @BabuParida-jc1hp Před 15 dny

    MBA chaiyala pounit

  • @santoshkumarparida9849

    Bjp Sarkar Jemiti Karu chhi Odisha Re Dada Giri Bholiaa.

  • @Official_B.kanhar7289
    @Official_B.kanhar7289 Před 16 dny

    Malika michha kahuchi...loka abahela karuthiba ru hii amiti ghatana heuchhi....

  • @bijayineesuna4308
    @bijayineesuna4308 Před 16 dny

    kichhi heba nahi kebe asinahi bipada sabu bele ghatu chhi kintu thakura ta ghata ghedeye rakhi chhanti kichi heba nahi

  • @bhabanemallick1801
    @bhabanemallick1801 Před 16 dny

    Sebayata. Manankara. Dosa. , karana. Thakuranku. Dharithile. Semane,

  • @Mallik-vlog1562
    @Mallik-vlog1562 Před 16 dny +1

    News 😂 fake

  • @Bahadhulbariha
    @Bahadhulbariha Před 15 dny

    ବିଜେପି ଜଉଠି ବିନାଶ ସେଇଠି ରେ

  • @jayadevbiswal5814
    @jayadevbiswal5814 Před 16 dny

    Karamati by double engine

  • @simranjitmajhi665
    @simranjitmajhi665 Před 16 dny

    Hae ho news bale tme se malika lekha bala book te publishing Kara sabe Jani prbe kana heba aag k j

  • @prabhatkumarnaik8440
    @prabhatkumarnaik8440 Před 16 dny

    ହେ ଭଗବାନ୍ ଇଏ କ'ଣ ଘଟିଗଲା🙏😭🙏😭🙏😭🙏😭🙏😭

  • @soyeon_vs_veggies
    @soyeon_vs_veggies Před 15 dny

    Nabinibhala thila a adila sabu gala

  • @pramodinidevi1560
    @pramodinidevi1560 Před 16 dny

    Ghora ashubh kala asigala

  • @mrutyunjayarana6972
    @mrutyunjayarana6972 Před 15 dny

    Aagaru kahili lekha ନଥିଲା

  • @Vijiyashanti
    @Vijiyashanti Před 16 dny

    Kichi habani

    • @Subham12330
      @Subham12330 Před 16 dny

      Hebo sure au BJP hi koribo moro sabu

  • @PrakashkumarPradhan-eb4fl

    Agaku dekha kn kn Hahuchi😂😂😂

  • @sushantkumarsahoo3087
    @sushantkumarsahoo3087 Před 16 dny

    Double engine Sarkar achhi Kichhi hebani... By BJP

    • @Subham12330
      @Subham12330 Před 16 dny

      Oo beautiful kotha 😂😂😂😂 Kain amo Naveen Patnaik sarkar re ate amiti hainothila toh tumor kn 1 month haichi au amiti hela 😂😂😂
      Chi chi mohani chutiya CM down down 😂😂
      Kn double engine dum nahi ki 😂😂na double engine diesel nahi
      Mine's sabu lutiki diesel full karo re😂😂
      Au puri mandir ro jete sabu gold achi biki dio Kedarnath gold ku toh silver karidelo 😂😂😂

  • @ashishdas-qi5xs
    @ashishdas-qi5xs Před 15 dny

    Nai re pile khela aarambha hela

  • @RajuDibaka-fk9fl
    @RajuDibaka-fk9fl Před 16 dny

    😂😂😂😂😅😅😅😅😂😂😂🤣🤣😁😁😬😬

  • @sunilsethi3689
    @sunilsethi3689 Před 8 dny

    Bou biya ta madi asuchi

  • @santoshkumarparida9849

    Bjp sarkar aasi la pain

  • @s.sambitnyk1778
    @s.sambitnyk1778 Před 7 dny

    🤣🤣🤣

  • @js-wv6wm
    @js-wv6wm Před 15 dny

    Bjp sarkar sale sabu daai 😂😂

  • @babidasyouthchannels9388

    ଧରିବା ର ନା ଟିକଣା ନାହିଁ। ଶଳା ମାଳିକା କୁ ନିନ୍ଦା କରୁଛ 🤣🤣🤣🤣🤣🤣🤣