ସମୁଦ୍ର ଦେଖିବାକୁ ଆସିଥିଲି ଜଳପରି ଦେଖା ହେଲା

Sdílet
Vložit
  • čas přidán 27. 08. 2024
  • ପ୍ରିୟ CZcams ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
    ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1

Komentáře • 2,9K

  • @MuTraveller
    @MuTraveller  Před 11 měsíci +1336

    ଭାଉଜ କୁଆଡେ ଗଲେ ?😆

  • @saipuja194
    @saipuja194 Před 11 měsíci +374

    ବହୁତ୍ ବହତ୍ ଭାଗ୍ୟବାନ ଆମେ ଓଡ଼ିଶା ବାସୀ.. କାହିଁକି ନା 👉 ଲବ ଭାଇ ଙ୍କ କଠିନ ପରିଶ୍ରମ ପାଇଁ ଆମକୁ ସବୁ ସ୍ବପ୍ନ ର ଦୁନିଆଁ ଦେଖିବାକୁ ମିଳୁଛି.... ଜୟ ଜଗନ୍ନାଥ 🙏🙏

    • @sunandamallick4809
      @sunandamallick4809 Před 11 měsíci +6

      So..but..falu❤️❤️❤️❤️

    • @AYESHAA717
      @AYESHAA717 Před 11 měsíci +2

      Mu dekhichi eita mu jaichi 🎉🎉🎉

  • @viewofbikram2891
    @viewofbikram2891 Před 11 měsíci +61

    ମାନିଗଲି ଭାଇ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆଉ ଭଲପାଇବା ,,ମାଡିଚାଲ ଜୟ ଜଗନ୍ନାଥ ❤❤❤❤❤

  • @sureshmajhi4280
    @sureshmajhi4280 Před 11 měsíci +25

    ଭାଇ ଏମିତି ଦେଶ ଦୁନିଆ ର ସୁନ୍ଦର ସୁନ୍ଦର ଜାଗା ଦେଖାଇଥିବା ରୁ ଧନ୍ୟବାଦ 🙏 ମହାପ୍ରଭୁ ଜଗନ୍ନାଥ ତୁମକୁ ଭଲରେ ରଖୁ ଆଉ ଏମିତି ଦେଶ ଦୁନିଆ ର ସୁନ୍ଦର ସୁନ୍ଦର ଜାଗା ଗୁଡିକ ଦେଖେଇ ଚାଲ।

  • @balaramdehuri4167
    @balaramdehuri4167 Před 11 měsíci +25

    ଭାଇ ସତରେ କଣ ଏମିତିକା ଜାଗା ଅଛି ମୁଁ ବିଶ୍ବାସ କରିପାରୁନି ଭଗବାନ ତମକୁ ଖୁସିରେ ରଖନ୍ତୁ ଜୟେ ଜଗୋନାଥ

  • @itssangramvlogs952
    @itssangramvlogs952 Před 11 měsíci +200

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.

    • @Mrmadhu180
      @Mrmadhu180 Před 10 měsíci +1

      Bhai mu tumo video dakha bohuto volo laga mu tumo chanalku sobskreb korechi moro gotea halp dorokaro mo chanalku sobskreb koredeo
      #Mr madhu vlog75

  • @drnaresh1166
    @drnaresh1166 Před 11 měsíci +6

    ଭାଇ ଆପଣଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ଯବାଦ
    ଭଗବାନ୍ ଆପଣଙ୍କର ଚଲାପଥ କୁସୁମିତ କରନ୍ତୁସଦାସର୍ବଦା ଖୁସୀରେ ରୁହନ୍ତୁ ଆପଣ
    ହୃଦୟରୁ ଧନ୍ଯବାଦ ଜଣାଉଛି 🙏🙏🙏🙏🙏🙏🙏🙏🙏🙏🙏

  • @sonamsonali
    @sonamsonali Před 11 měsíci +12

    Wow just beautiful ❤️

  • @Krishnamusic112
    @Krishnamusic112 Před 11 měsíci +622

    କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤

  • @neelxofficial8496
    @neelxofficial8496 Před 11 měsíci +526

    ପବିତ୍ର ଗଣେଶ ପୂଜା ଚତୁର୍ଥୀ ଉପଲକ୍ଷେ ପାଇଁ ସମସ୍ତ ଓଡିଶା ବାସି ମାନଙ୍କୁ Advanced ହାର୍ଦିକ ଅଭିନନ୍ଦନ 😍😍😍

  • @pskentertainment1564
    @pskentertainment1564 Před 11 měsíci +5

    ଭାଇ life ରେ କେବେ imagine କରି ନ ଥିଲି ଏମିତି ଜାଗା ଦେଖିବି ବୋଲି... ସବୁ ତମ ପାଇଁ possible... Thank you so much bro... Take care.... God bless you always.... Love you too.. ❤️❤️

  • @ramkrushna9134
    @ramkrushna9134 Před 11 měsíci +3

    ଭାଇ 🙏 ଜାଗାଟା ବହୁତ୍ ସୁନ୍ଦର ଲାଗିଲା very nice place Thank you so much ପ୍ରଭୁଙ୍କ ଆଶ୍ରୀବାଦ୍ ଆପଣଙ୍କ ପାଖରେ ସବୁବେଳେ ଛାଇ ହାଇ ରହୁଥାଉ ଜୟ ଜଗନ୍ନାଥ 🙏🙏🙏🙏

  • @HadibandhuMajhee
    @HadibandhuMajhee Před 11 měsíci +254

    ତୁମ ଚାଲୁଥିବା ବାଟରେ ସବୁବେଳେ ମଙ୍ଗଳ ମୟ ହୋଉ ଜୟ ଜଗନ୍ନାଥ 1M 2024 ସୁଧା ହୋଇଯାଉ ❤❤❤❤❤

  • @amankousalya2730
    @amankousalya2730 Před 11 měsíci +98

    ତମର ପ୍ରତି ଯାତ୍ରା ଭଲରେ କଟୁ ଆଉ ସମସ୍ତଙ୍କର ଆଶୀର୍ବାଦ ତମ ଉପରେ ରହୁ । ଏତିକି ମୋର ଭଗବାନଙ୍କ ଠାରେ ପ୍ରାର୍ଥନା ❤

  • @sasmitakondagari2942
    @sasmitakondagari2942 Před 11 měsíci +2

    ସତରେ ଭାଇ ବହୁତ୍ ସୁନ୍ଦର ଦୃଶ୍ୟ ଆମ ଭାଗ୍ୟରେ ତ ନାହିଁ ଏତେ ସବୁ ଦେଖିବା
    God bless u bhai

  • @ranaananta2546
    @ranaananta2546 Před 13 dny

    ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖିବାକୁ ମିଳୁଛି ବହୁତ ଖୁସି ଲାଗିଲା ଧନ୍ୟବାଦ୍ ଭାଇ

  • @samaytudu6730
    @samaytudu6730 Před 11 měsíci +35

    ଲବ ଭାଇ, ବ🎉ହୁତ ବହୁତ ଧନ୍ଯବାଦ, 🎉🎉ଆମକୁ ଦୁନିଆ ର ସବୁବେଳେ ନୂଆ ନୂଆ ଜାଗା ଦେଖାଉଥିବା ରୁ, ଭଗବାନ ତୁମକୁ ଆହୁରି ଆଗକୁ ଶକ୍ତି ପ୍ରଦାନ କରନ୍ତୁ🇮🇳🇮🇳🙏🙏

  • @ayushnayaktukunu6787
    @ayushnayaktukunu6787 Před 11 měsíci +119

    ଯାହାକୁ ଲବ ଭାଇଙ୍କ ଭିଡ଼ିଓ Movies ପରିକା ଲାଗୁଛି Like କରନ୍ତୁ ❤️

  • @prasantmohanty4880
    @prasantmohanty4880 Před 5 měsíci +9

    All world ରେ indonesia ଝିଅ ଦେଖିବାକୁ ବହୁତ ସୁନ୍ଦର ❤️👌🙏

    • @munathewriter1234
      @munathewriter1234 Před 3 měsíci +1

      ଦୂର ଶଳା east west only Indian girls is best 👍👍

  • @kishorechkisan1111
    @kishorechkisan1111 Před 11 měsíci +11

    ଆମ ଭାଇ ଲବ, ଭାଇଙ୍କ ଆଖୀରେ ଦୁନିଆଁ ଦେଖିବୁ ହବ ଯେତେ ସମ୍ଭବ। ରାଧେ କ୍ରୀଷ୍ନା

  • @AdibasiVloger
    @AdibasiVloger Před 11 měsíci +67

    Video ଆରମ୍ଭ ରୁ...ସହିଲି 😂😂... ପଛାଡେ କିସ ଦେଖୁଛ.... ଆଗ ଆଗେ ଦେଖ... 😂😂😂... କାହା କୁ ହସ ଲାଗିଲା କୁହ 😂😂you are so funny bbai

  • @nileshsahoo9753
    @nileshsahoo9753 Před 11 měsíci +175

    ଧନ୍ୟବାଦ ଲବ ଭାଇ ❤️ ଆପଣଙ୍କ ମାଧ୍ୟମରେ ଆମେ ଘରେ ବସି ଏମିତି ସୁନ୍ଦର ସୁନ୍ଦର ଜାଗା ଦେଖିପାରୁଛୁ... Love from ଭୁବନେଶ୍ୱର 🥰🥰🥰

  • @niranjanjena9342
    @niranjanjena9342 Před 7 měsíci

    ପ୍ରକୃତରେ ତୁମର ପରିଶ୍ରମରେ ଅସଂଖ୍ୟ ଜନସାଧାରଣ ଏବଂ ଆଜିର ଦିନରେ ବହୁତ ଯୁବପିଢି ମଧ୍ୟ ଘରେ ରହି ନିଜର ମନ ପସନ୍ଦର ଯାଗା ଦେଖିବାକୁ ପାଉଛନ୍ତି। ବହୁତ ବହୁତ ଧନ୍ୟବାଦ୍ ।🎉🎉🎉🎉

  • @bapibehera7264
    @bapibehera7264 Před 11 měsíci +6

    ସାତ ଜନ୍ମ ବିତିଗଲେ ବି ଏମିତି ଦ୍ରୁଶ୍ୟ ଦେଖୀପାରି ନଥାନ୍ତୁ ଭାଇ ତମକୁ ବହୁତ ବହୁତ ଧନ୍ଯବାଦ

  • @Tikilifestyle
    @Tikilifestyle Před 11 měsíci +32

    କିଏ କିଏ କେଉଁଝର ରୁ ଲବ ଭାଇ ଙ୍କ ଭିଡ଼ିଓ ପ୍ରତ୍ୟେକ ଦିନ ଦେଖୁଛନ୍ତି ପ୍ଲିଜ଼ ❤️❤️ସେ ଗୋଟେ ଗୋଟେ like କରିଦିଅନ୍ତୁ ଆଉ ଏଇ ସାନ ଭଉଣୀ କୁ ଟିକେ ସାହାଯ୍ୟ କରନ୍ତୁ 🙏🙏🙏🙏🙏

  • @DillipSethy
    @DillipSethy Před 11 měsíci +49

    ଯାହା ହେଉ ଏଇ ଆଖି ଯାହା ଦେଖି ନ ଥିଲା ଆଜି ତମ ପାଇ ସବୁ ଦେଖିବା କୁ ମିଳୁଚି ତମ କୁ ପ୍ରଭୁ ଜଗନ୍ନାଥ ସବୁ ବେଳେ ଖୁସି ରେ ରଖି ଥାଉ

  • @Devbhai985
    @Devbhai985 Před 11 měsíci +3

    ସତରେ ଭାଇନା ତମକୁ ସର୍ଗ ରେ ଥିଲା ବୋଲି ଲାଗୁଥିବ love you 🙏🙏 bhaina 🎉

  • @prabhatpattanayak8926
    @prabhatpattanayak8926 Před 11 měsíci

    Laba Babu you are most lucky person.. At Every
    Place & Each Peoples are YOURS. God bless you....

  • @Subrat-lb1md
    @Subrat-lb1md Před 11 měsíci +49

    ଲବ ଭାଇ ତମେ ବହୁତ ଆଗକୁ ଯାଅ ଭଗବାନ ସଧାବେଳେ ତୁମୋ ସାଥିରେ ଅଛି ଲବ ଭାଇ ପଇଁ ଗୋଟିଏ ଲାଇକ୍👍ହେଉ

  • @dineshbhoi6480
    @dineshbhoi6480 Před 11 měsíci +161

    What a beautiful place.. Everyday I am waiting for your new videos.. love you laba bhai.. jai hind jai bharat 🇮🇳🇮🇳. Like comment share plz 🙏🙏

  • @Devbhai985
    @Devbhai985 Před 11 měsíci

    Mind blowing 👌👌 ଜୟ ଜଗନ୍ନାଥ bhaina ଙ୍କୁ ଜଲ୍ଦୀ 1million subscriber complete କରିଦିଅନ୍ତୁ please 🙏🙏

  • @chinki871
    @chinki871 Před 11 měsíci +1

    Vai bohut bohut dhanyawad apana nka pain ame emiti Sundar place ghare basi dekhuchu .

  • @sudhirmpm7488
    @sudhirmpm7488 Před 11 měsíci +37

    ଭାଇ ସତରେ ତମ ଆଖିରେ ମୁ ଦୁନିଆ ଦେଖୁଚି ❤❤❤❤❤ ବହୁତ୍ ବହୁତ୍ ଧନ୍ୟବାଦ୍ ଭାଇ ❤❤❤❤

  • @uttamkubehera9216
    @uttamkubehera9216 Před 11 měsíci +78

    Epic line - ଫଳ ପଛଆଡ଼େ କିଶ ଦେଖୁଛ ଆଗଆଡ଼େ ଦେଖ 😄😄😄😂😂😂

    • @Siba_creation1
      @Siba_creation1 Před 11 měsíci +2

      😂😂 ଭାଇ ଟିକେ ମଜା କରି ଦେଲେ ଆଉ

    • @uttamkubehera9216
      @uttamkubehera9216 Před 11 měsíci +1

      @@Siba_creation1 😄😂😄

  • @Mrbadalbabu2
    @Mrbadalbabu2 Před 4 měsíci +1

    Video ଦେଖି ବହୁତ ଖୁସି ଲାଗିଲା ❤❤😊

  • @nikhilesh754
    @nikhilesh754 Před 11 měsíci

    ବହୁତ୍ ସୁନ୍ଦର ଭାଇ ସତରେ ସପନ ଦୁନିଆ ସର୍ଗ ତୁମ ପାଇଁ ଦେଖିବାର ସୁଯୋଗ ମିଳି ଥିବାରୁ ତୁମକୁ ଧନ୍ୟବାଦ୍ ଜୟ ଜଗନ୍ନାଥ ସୁସ୍ଥ ରେ ଥାଅ ଗଣେଶ ପୂଜା ଅବସରରେ ଆପଣକୁ ଅନେକ ଶୁଭେଛା

  • @puspalataraul4687
    @puspalataraul4687 Před 11 měsíci +38

    ❤ ଲଭ ୟୁ ଭାଇ,କଣ ପାଇଁ ଆଜି ଖୁସିରେ ଆଖିରୁ ଲୁହ ବାହାରିପଡିଲା😂😂

  • @Mukesh_Music307
    @Mukesh_Music307 Před 11 měsíci +19

    ଲବ ଭାଇ last seen ଟା ମତେ ବୋହୁତ sad ଲାଗିଲା 😢 love u ଲବ ଭାଇ Love from Kalahandi ❤

  • @od10girl
    @od10girl Před 11 měsíci +1

    OMG mind blowing view in dragon beach ......👍👍

  • @reenirini5685
    @reenirini5685 Před 11 měsíci

    Nice place bro amazing Kari heuni emiti v place achi dunia re mano pura khush ❤❤❤❤God bless you bro 🙏🙏🙏🙏👏👍🙏 love from malkangiri

  • @eshankumarfan4951
    @eshankumarfan4951 Před 11 měsíci +66

    ଭାଇ ଙ୍କ ଜଗୁ ଆମେ ଘରେ ଥାଇ ଦୁନିଆ ଦେଖିବା ସହ ବୁଲୁଛୁ ମଧ୍ୟ❤❤ love u bhai ତମୋ ଜଗୁ ଆମେ ବି ଖୁସି ଅଛୁ may god bless you,..

  • @TGFunny-tapan
    @TGFunny-tapan Před 11 měsíci +28

    କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି

  • @rammandi6877
    @rammandi6877 Před 11 měsíci

    Very beautiful place.Thank you very much.JOHAR

  • @dipakkumarbal8318
    @dipakkumarbal8318 Před 11 měsíci

    ବହୁତ ସୁନ୍ଦର ସାନଭାଇ l ଶୁଭେଚ୍ଛା ଶୁଭକାମନା l ଆହୁରି ଆଗକୁ ବଢନ୍ତୁ l ଜୟ ଜଗନ୍ନାଥ 🙌🙌🙌❤️❤️🌹🌹❤️

  • @vss_ram_01
    @vss_ram_01 Před 11 měsíci +19

    ଲବ ଭାଇ ପ୍ରଭୁ ଜଗନ୍ନାଥ ସବୁ ବେଳେ ଭଲରେ ରଖ...

  • @DSKumarA2Z
    @DSKumarA2Z Před 11 měsíci +18

    ସମସ୍ତଙ୍କୁ ଆମ ର ଗଣ ପର୍ବ ନୂଆ ଖାଈ ଜୁହାର 🙏🙏🙏 advance all of u

  • @Babulukumar7414
    @Babulukumar7414 Před 11 měsíci

    Bahut super bro Aisa tourist place pahli baar dekh raha hun❤

  • @souravrajpadhan27
    @souravrajpadhan27 Před 11 měsíci

    Up coming biggest festival Western odisha nuakhai ❤ ..... Jai maa samale

  • @cutemanishka
    @cutemanishka Před 11 měsíci +35

    ପରିଶ୍ରମର ଫଳ ପଛରେ ନାହିଁ ଆଗରେ ଅଛି😂😂

  • @TaniTanveerTribal
    @TaniTanveerTribal Před 11 měsíci +9

    Nice view.. Bhauja kuade gale ❤️.. Godbless you laba bhai. Bhai bhauni mane 2024 ପୂର୍ଵ ରୁ 1milion କରିଦେବା 🙏

  • @user-km8ru3os5h
    @user-km8ru3os5h Před 3 měsíci

    Bro it is very nice place.enjoy with the nature.

  • @gadadharbal7657
    @gadadharbal7657 Před 11 měsíci +3

    Unbelivable.. Pride of Bhadrak

  • @hansdahram1271
    @hansdahram1271 Před 11 měsíci +15

    Most beautiful place in the world.God made it with special care.

  • @jotin_kumar
    @jotin_kumar Před 11 měsíci +26

    HEAVEN ON EARTH ✨🌟 AWESOME VIEWS BRO...🌊 ଜୟ ଜଗନ୍ନାଥ ❤🙏🏻

  • @RajuKadraka-ul7le
    @RajuKadraka-ul7le Před 13 dny

    Wha beautiful beach laba Bhai

  • @user-ln4hc2ot4z
    @user-ln4hc2ot4z Před 11 měsíci

    Veryniecdraganviu
    ତମରବହୁତମନବଳଅଛିଯେଉଁଥିପାଇଁଏଭଳିADventarplyasକୁଯାଇପାରୁଛ,ଭଗବାନ୍
    ତମରମନ୍ଗଳକରନ୍ତୁ,ଯାତ୍ରାତମରସଫଳହେଉ.ଧନ୍ୟବାଦ୍

  • @phulamanihasdaofficial9245
    @phulamanihasdaofficial9245 Před 11 měsíci +5

    Khub sundar jaga Bhai ....tame a6 boli amaku ete Sundar Sundar jaga dekheiparu6.......emiti hin amaku nua nua jaga dekhao ....ame odisha basi Tama saha a6u ....... Love you bhai❤❤......

  • @sumitrabehera6647
    @sumitrabehera6647 Před 11 měsíci +6

    Thank you so much Bhai ସକାଳୁ ସକାଳୁ ଦେଖି ମୋ ମନ ପୁରା ଖୁସି ହୋଇ ଗଲା

  • @kartikbehera6542
    @kartikbehera6542 Před 4 měsíci

    What a beautiful place 😊😊😊

  • @pravasinirath3631
    @pravasinirath3631 Před 11 měsíci +1

    Wow so beautiful scenery as like yours beautiful heart ❤❤❤❤❤
    Thank you soooo much..

  • @HansdaEntertainment
    @HansdaEntertainment Před 11 měsíci +29

    Bro U r the inspiration for many young guys who is very eager to travel and wish to see the unseen like you ..........❤❤❤❤❤

  • @Mukesh_Music307
    @Mukesh_Music307 Před 11 měsíci +14

    ଲବ ଭାଇଙ୍କ ପାଇଁ ଗୋଟେ like 👍 ଜୟ ଜଗନ୍ନାଥ 🙏

  • @chandrakantabisoi4897
    @chandrakantabisoi4897 Před 11 měsíci +5

    Awesome bro. Salutes to your hard works and dedication for your viewers.And specially your video Editting, picture quality and videography all are improved with charity 🥰🙏

  • @rosnisahoo7693
    @rosnisahoo7693 Před 11 měsíci

    Wow ki sundar place

  • @AHKERSUSANTA
    @AHKERSUSANTA Před 11 měsíci +6

    Fast mu dekhili naba bhainka video
    ନବ ଭାଇଙ୍କୁ ଭଲ ପଉଥିଲେ ମୋ comment re like kara jay jagannath 🙏🙏🙏

  • @sidharthsahoo6652
    @sidharthsahoo6652 Před 11 měsíci +4

    ଏତେ ସୁନ୍ଦର ବ୍ଲଗ୍ ସେ ବି ଓଡ଼ିଆ ରେ ମୁ ଆଗରୁ କେବେ ଦେଖିନି । ଆଉ ଏତେ ସୁନ୍ଦର ଡ୍ରୋନ shot ବହୁତ ଭଲ ଲାଗିଲା I appreciate your hard work ❤ u broo..

  • @jyotiranjanmohanty9719
    @jyotiranjanmohanty9719 Před 11 měsíci

    Amazing natural view, Bahut sundar video, JAY JAGANNATH.

  • @pratapsamantasinghar8107
    @pratapsamantasinghar8107 Před měsícem

    Very nice..so beautiful sight..
    You dear Laba is doing an excellent job by showing wonderful videos..
    We all odias appreciate your incredible work... keep it up.
    God bless you...
    Pratap sir, Khordha , Odisha

  • @dhenkanaliavibes
    @dhenkanaliavibes Před 11 měsíci +58

    କାଲି ଭାରତ ହାରିବା ଦୁଃଖରେ କେଉଁ ମାନେ ଦୁଃଖୀ ଅଛ 😥

  • @kumartareshofficial6166
    @kumartareshofficial6166 Před 11 měsíci +6

    Most interesting point of the video.... 06:20 😅😅
    ଫଳ ମୋ ଆଗରେ ଅଛି ପଛରେ କିସ ଦେଖୁଛ.... 😅😅😅 Literally what an amazing place 😮😮😮
    #lots_of_love 💕
    #LABA_BHAI ❤

  • @keshabchandrasethy2953
    @keshabchandrasethy2953 Před 11 měsíci +1

    ବହୁତ ସୁନ୍ଦର ହେଇଛି ଭାଇ। ଆପଣକୁ ବହୁତ ବହୁତ ଧନ୍ୟବାଦ।ଘରେ ରହି ବି ତୁମ ପାଇଁ ଆମେ ଏ ସୁନ୍ଦର ଦୁନିଆ କୁ ଦେଖି ପାରୁଛୁ।

  • @aayobasantiproduction717
    @aayobasantiproduction717 Před 11 měsíci

    Very Nice interesting Video. Amazing...so beautiful place and also beautiful Girl, God gifted natur wonderful, Jay Jagannath..HIRLA MARANG BURU.

  • @bansigond9792
    @bansigond9792 Před 11 měsíci +29

    Beautiful place🎉🎉🎉

  • @Danguakola370
    @Danguakola370 Před 11 měsíci +34

    Very nice cinematic scene laba da❤🎉

  • @prasadanshuman4836
    @prasadanshuman4836 Před 11 měsíci

    Lovely place 🎉
    Nice place
    World is very Beautiful 🎉

  • @RasmitaPradhan-xx1xw
    @RasmitaPradhan-xx1xw Před 11 měsíci

    Emiti Sundar Sundar jaga dekheithibaru dhanyabad

  • @Dksvlog803
    @Dksvlog803 Před 11 měsíci +70

    Bhai I'm waiting for your vlog daily morning
    Your vlogs are like 🔥🔥🔥🔥🔥
    Love you brother ❤️

  • @bishnupriyanayakmama541
    @bishnupriyanayakmama541 Před 11 měsíci +30

    ପଛ ଆଡେ କୁଆଡେ଼ ଦେଖୁଚ ଆଗ ଆଡ଼େ ଦେଖ 😂😂😂😂

  • @samajikachetana
    @samajikachetana Před 2 měsíci

    ପ୍ରକୃତିର ଗନ୍ଥାଘର.... 🥰
    Such a wonderful place..!!

  • @YT_Gamer_66
    @YT_Gamer_66 Před 11 měsíci +5

    ଭାଇ ସେ ଜଣେ ଜଳପରି ନୁହେଁ 😊😊 ସେ ଆମର ଭାଉଜ❤❤❤❤❤😂😂😂😂

  • @hrushikeshnaik5488
    @hrushikeshnaik5488 Před 11 měsíci +5

    ସତରେ ଏଇଟା ହିଁ ଶପ୍ନର ଦୁନିଆଁ
    ଜୟ ଜଗନ୍ନାଥ ❤❤❤🎉🎉

  • @majhihikaka7229
    @majhihikaka7229 Před 11 měsíci +3

    ଧନ୍ୟବାଦ୍ ଲବ ଭାଇନା ଆପଣଙ୍କ ମାଧ୍ୟମରେ ଆମେ ଘରେବସିକି ଏମିତି ସୁନ୍ଦର ଜାଗା ଦେଖିପାରୁଛୁ mr koraputia❤❤❤

  • @PINGUA_SEPED_OFFICIAL0.7
    @PINGUA_SEPED_OFFICIAL0.7 Před 2 měsíci +1

    Very interesting scene

  • @Mo_Nalabandha
    @Mo_Nalabandha Před 11 měsíci +5

    All CZcamsers ଙ୍କୁ ପବିତ୍ର ବିଶ୍ୱକର୍ମା ପୂଜା ର ହାର୍ଦ୍ଧିକ ଅଭିନନ୍ଦନ ❤❤❤❤

  • @kamalakantabeshra1780
    @kamalakantabeshra1780 Před 11 měsíci +6

    ଭାଇ ପରିଷଶ୍ରମ କର ଫଳ ଆଶା କରନି ତାମପାଇଁ ଭଗବାନ ଅଛନ୍ତି, thenk you

  • @ghanashyamsahu4029
    @ghanashyamsahu4029 Před 10 měsíci

    ବହୁତ ଧନ୍ୟବାଦ ଭାଇ ଏତେ ସୁନ୍ଦର ସୁନ୍ଦର ଜାଗା ତମ ପାଇଁ ଘରେ ବସି ଦେଖିପାରୁଛୁ ପର୍ତେକ୍ ଦିନ ଏମିତି ନୂଆ ନୁଆ ଭିଡିଓ ଛାଡୁଥାଅା

  • @PRATAPKUMARDIP-tr6bh
    @PRATAPKUMARDIP-tr6bh Před 23 dny

    Verry beutyfuul place

  • @sidhuraika2946
    @sidhuraika2946 Před 11 měsíci +12

    What a wonderful place..Bhai..so peaceful.ମୁ ତ କହିବି ତମେ ସେଇ ଭାଗ୍ୟବାନ ମଣିଷ ଭାଇ ଯିଏକି ଏମିତିକା ଯାଗା ସବୁକୁ ଯାଇ explore କରି ପାରୁଚ। ଆଉ ଆମେ ସବୁ ତମ vedio ଦେଖି କି ଉପକୃତ ହେଉଛୁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି,ଲବ ଭାଇଙ୍କ vedio ସବୁକୁ ଅଧିକ ରୁ ଅଧକ ଦେଖ,share କର ଏବଂ channel କୁ subscribe କର। ସେ ଯେ ଭଳି କଷ୍ଟ କରି ନୂଆଁ ନୂଆଁ ଯାଗ କୁ ଯାଇ ଆମ ମାନଙ୍କ ପାଇଁ ଏମିତି video ବନଉଛନ୍ତି,ଆମର ଛୋଟ ପ୍ରୟାସ ତାଙ୍କୁ ଉପକୃତ କରିପାରିବ।

  • @p.a.boyofficial
    @p.a.boyofficial Před 11 měsíci +13

    କିଏ କିଏ ଲବ ଭାଇର ବିଡ଼ିଓ ସର୍ବ ପ୍ରଥମେ ଦେଖୁଛନ୍ତି ଲାଇକ୍ କରନ୍ତୁ

  • @kunalsahoo99
    @kunalsahoo99 Před 11 měsíci

    ଭାଇ 1st part ଟା ସିନେ ଗ୍ରାଫି ଭଳିଆ ଲାଗିଲା omg God level seen❤❤❤❤

  • @sanjaynayak1462
    @sanjaynayak1462 Před 11 měsíci +10

    ଲବ ଭାଇ ତମେ ଯେତେ ଖୁସି ଆମେ ଆହୁରି ବହୁତ ଖୁସି ସତରେ ଭାଇ କାହିଁକି ନା ଭାଇ tame😂ଆମ ପାଇଁ କେତେ କଷ୍ଟ କରୁଛ ଭାଇ କିଛି 😃ଚିନ୍ତା କରନି ଆମ ଭଲ ପାଇବା ଅଛି love you ଭାଇ
    God bless you 🙏🙏🙏

  • @nirmalranjansahoo2410
    @nirmalranjansahoo2410 Před 11 měsíci +15

    thank you so much ଭାଇ ଏତେ ସୁନ୍ଦର ଦୁନିଆ ଆମକୁ ଦେଖାଉ ଥିବାରୁ 🎉 ଭାଇ ଆଜି କାଲି ବହୁତ କମେଡି କରୁଛ 😂 ଭିଡ଼ିଓ ସହିତ କମେଡି ଆହୁରି ମଜା ଲାଗୁଛି ଦେଖିବାକୁ ..

  • @saraswatituduofficial4754
    @saraswatituduofficial4754 Před 11 měsíci +13

    Beautiful places 👌

  • @user-pz8ip4oc3u
    @user-pz8ip4oc3u Před 8 měsíci

    Thanks for new place. I ❤ thanks. I can't go. But enjoy in my home

  • @yummycookingvlog5975
    @yummycookingvlog5975 Před 11 měsíci

    Wow bro so beautiful place

  • @krajasmita4
    @krajasmita4 Před 11 měsíci +20

    ଜୟ ଜଗନ୍ନାଥ 🙏 🙏🙏

  • @user-fb3le5wd9g
    @user-fb3le5wd9g Před 11 měsíci +5

    ଆପଣଙ୍କ ପାଇଁ ଆଜି ମୁଁ ସାରା ଦୁନିଆ ଦେଖିପାରୁଚି ସତରେ ଭାଇ ବହୁତ୍ ଭଲ ଲାଗୁଛି ଆପଣଙ୍କ ବିଡ଼ିଓ ଦେଖିବାକୁ

  • @naraharisahoo4893
    @naraharisahoo4893 Před 11 měsíci

    So romantic place World's most beautiful place thank you so much as a romantic vlogger ❤❤

  • @PITAPITITOKA-ir2ky
    @PITAPITITOKA-ir2ky Před 11 měsíci +1

    ଭାଇ ମୋ ପ୍ରଥମ ଥର ଓଡ଼ିଶା ରେ କେହି cinematic blogs video ବନେଇବାର ଦେଖିଲି
    Outstanding vlogs video
    Love you bhai moo keonjhar ru

  • @devanandsagar2040
    @devanandsagar2040 Před 11 měsíci +29

    Beautiful place❤❤❤