How Is BJD Supremo Naveen Patnaik Super Fit Post-Election Results?

Sdílet
Vložit
  • čas přidán 19. 06. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #BJD #NaveenPatnaik

Komentáře • 270

  • @virat_bikash
    @virat_bikash Před 9 dny +202

    ଆମ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ରହିବେ 💚💚💚💚💚💚💚

    • @AkashNayak-dv4yx
      @AkashNayak-dv4yx Před 9 dny +6

      You emotion is highly attached with Naveen, I can understand but Odisha needed change....😂😂😮😮😮

    • @smw591
      @smw591 Před 9 dny +6

      Thik kahila Bhai
      Naveen Patnaik he CM

    • @Priyandeep97
      @Priyandeep97 Před 9 dny

      ​@@AkashNayak-dv4yx Hmm bhai odia kahiba ku laja laguchi na English janicha 2 pada boli dekhei haucha, emiti english kahiki change karibani au kn 😂😂

    • @ourmotherlandbharat
      @ourmotherlandbharat Před 8 dny

      କେବେ ନାହିଁ 😂😂😂 ଓଡ଼ିଶା ରାଜ୍ୟର ଜମିଦାରୀ ନୁହେଁ ହା ନବୀନ ପଟ୍ଟନାୟକକୁ ସମ୍ମାନ କରେ କିନ୍ତୁ ଏହା ନୁହେଁକି ସେ ସବୁବେଳେ ତୋର ଭଗବାନ ରହିବେ

  • @harekrushnahotta2072
    @harekrushnahotta2072 Před 9 dny +118

    ନବୀନ ବାବୁ ଯଦି ନିର୍ବାଚନ ବେଳେ ପାଣ୍ଡିଆନ୍ନ କୁ ନପଠେଇ ଯଦି ନିଜେ ଏଭଳି ଫିଟ୍ ରହି ନିର୍ବାଚନ ପ୍ରଚାର କରିଥାନ୍ତେ bjd ର ଏ ଭଳି ଅବସ୍ଥା ହୋଇନାଥାନ୍ତା।

  • @kunalnayak2220
    @kunalnayak2220 Před 9 dny +78

    ଖରାପ ଥିଲେ କେତେ ବେଳେ ଏ ତ ବିଜେପି ଵାଲା ଙ୍କ ନାଟକ ଥିଲା

    • @priyabratta7
      @priyabratta7 Před 9 dny +3

      ହଁ ବିଜେପି କହିଥିଲା ନବୀନ କୁ, ଦୁର୍ବଳ ଭଳିଆ ହେବାକୁ

    • @sahooandsahoovlogs
      @sahooandsahoovlogs Před 8 dny

      Tame BJD bhai kouthi soithila agaru

    • @mrsushant1010
      @mrsushant1010 Před 8 dny

      To akhire kana ba___ bajithilakire

  • @dilippatra7900
    @dilippatra7900 Před 9 dny +39

    ଜୟ ଜଗନ୍ନାଥ ଜୟ ନବୀନ ଜୟ ବିଜେଡି

  • @user-gm3hr3eq2n
    @user-gm3hr3eq2n Před 9 dny +60

    ଆଗରୁ ନିଶା ଦିଆ ଯାଉଥିଲା

  • @smitasamal460
    @smitasamal460 Před 9 dny +56

    😩😡😡😡ଶଳା ମାନେ ବିଜେପି ରେ VOTE ଦେବ ଓ କହିବ, ନବୀନ CM ଭଲ ଲାଗେ, ଲୋକ ମଲା ପରେ କହିବେ ଲୋକ ଟା ଭଲ ଥିଲା, କିନ୍ତୁ ବଞ୍ଚିଥ‌ିବା ଯାଏ କିଏ ବି ପଚାରିବେ ନାହିଁ, ଯଦି ନବୀନ CM ଭଲ ଲାଗେ ତେବେ VOTE କାହିଁକି ଦେଲନି ନବୀନ କୁ??????? କୁହ ଯେଉଁ ମାନେ ଭଲ ଲାଗେ କହୁଛ ମୋ ପ୍ରଶ୍ନ ର ଉତ୍ତର ଦିଅ। 😭😭😭 naveen sir ଆପଣଙ୍କୁ ଦୁଃଖ ଦେଇ ଓଡ଼ିଶା ବାସି ଶାନ୍ତିରେ ରହି ପାରିବେ ନାହିଁ କାରଣ ଆପଣ ଚାରିଗୋଟି ଓଡ଼ିଆଙ୍କ ମନରେ ନୁହେଁ ହୃଦୟରେ ଜମି ଯାଇଥିବା ସ୍ନେହ ମମତା ଶ୍ରଦ୍ଧା ଭଲପାଉଥିବା ନମନୀୟ ବୀରତ୍ବ ଭରା ନମସ୍ୟ ନରପତି ।❤❤❤

    • @priyabratta7
      @priyabratta7 Před 9 dny +5

      ତମର ଯଦି ବିଜେଡି ପାଇଁ ଚାପଲୁସି କରିବାର ଅଛି କର, ସେଥିରେ ସବୁ ଓଡ଼ିଆ ଙ୍କୁ କାହିଁକି ଟାଣିକି ପୁରାଉଚ...? ତମ ପାଇଁ ଭଗବାନ ହେଇପାରେ, ଏହାର ଏଇୟା ମାନେ ନୁହଁ ଯେ ତାକୁ ସମସ୍ତେ ଭଗବାନ ମାନିବେ

    • @user-lt6qi1ju1g
      @user-lt6qi1ju1g Před 9 dny +2

      ଓଡ଼ିଆ ନା ତୁମେ

    • @RajElectrician-yi2ql
      @RajElectrician-yi2ql Před 8 dny +6

      Tu kie be....BJP ra sambit Patra kahila Jagannath ମୋଦୀ ର ଭକ୍ତ ତୁ kouti ଥିଲୁ ଆମ ଓଡ଼ିଶା ର ସକଳ ପ୍ରଥମ ଦେବତା kouti ଥିଲ ତମ ପରି କିଛି ହୀନ ଲୋକ, ଯିଏ କଲି ବୁଲି ବୁଲି କହୁଥିଲା ଆମ ଓଡ଼ିଶl ଗୋଟେ ଗରିବ ରାଜ୍ୟ କେତେ ଶୁଣିଛି ଏହି BJP kahuchi, କେତେ CZcamsr bi kahuchanti , hele Naveen ama nationl game 2018 re kari dekheidele , foreign players asi ama odisha mati re kheli le ....ame garaba re kahi buluchu ame odia....tu jou kahilu Modi 10 year re kan upadi pakheichi , election asile jagannath nka dwar au chhbi kete ranta bhandara re sampadi achi , janibi, Frist chora ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ କହିଲା କି ଆମେ ଓଡ଼ିଶା ଆସିଲେ ଆମ ସରକାର Bsky (ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା) କୁ ବନ୍ଦ କରିବୁନି କିନ୍ତୁ ମନମୋହନ ସାମଲ କହିଲା କି ଆମେ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଦ କରିଦେବୁ, ସିଏ କିଏ ବେ.....5T ama bele ahi sabu n thila କିଏ ବି ଜାଣିନଥିଲା, ସର ଓଡ଼ିଶା ରେ ଅଧିକରୁ ଅଧିକ ବାପା ମା ତାଙ୍କ ପିଲା ମାନଙ୍କୁ ନେଇ English medium school re padauchanti , 5t re pila smart class ku nei ama ଭାଷା ଆମ Sanskriti ama parmpara pila janibe, Bhagwan Shri Krishna ଗୀତା ରେ କହିଚନ୍ତି ଯଦି ତୁ କେବେ ଗୀତା ପଡ଼ିନୁ ଶୁଣୁ -nija ପିଲା ଙ୍କୁ ଉଚିତ୍ ଶିକ୍ଷା ଆଉ ନିଜ ମାତୃ ଭାଷା ପାଇଁ ସମ୍ମାନ ଦିଅ "ଜ୍ଞାନ ଠାରୁ ପବିତ୍ର ବସ୍ତୁ ଏହି ବ୍ରହ୍ମାଣ୍ଡରେ କିଛି ନାହି " ହିଁ ନବୀନ ପଟ୍ଟନାୟକ ଆମ Bhagwan କାରଣ ସିଏ ନିଜେ ଦେଖିଲା କି ମୁ ମୋ ଭାଷା ଠିକ୍ ସେ କହିପରୁନି କି ଲେଖି ପାରୁନି କିନ୍ତୁ ମୁଁ ମୋ ଓଡ଼ିଶା ପିଲା ଙ୍କୁ କି ଆମ ସଂସ୍କୃତି ରୁ ବାହାର କରିଦେବି ନୀ , ଏହି ମାନଙ୍କୁ ଯଦି ମୁ ଏବେ ସଜାଡି ଦେବୀ , ଏମାନେ ନିଜ ପିଡି ପାଇଁ ପ୍ରେରଣା ସଜିବେ, ଆଙ୍କୁ କହିବୁ Bhagwan କାରଣ bagwan କହିଚନ୍ତି ଯିଏ ଦୁଃଖୀ ଙ୍କ ସେବା କରେ ବିନା କଟୁ କଥା ବିନା କାହା ବିରୁଦ୍ଧରେ ନିଜେ ନିଜ କାମ ବିଶ୍ୱାସ ରଖେ କମ୍ କଥା ଅଧିକା କାମରେ ବିଶ୍ୱାସ କରେ ସିଏ ହିଁ ମାନବ ରୁପି ଦେବ ତୁଲ୍ୟ ହେଇଥାଏ, ଆଉ ତମ ମୋଦି ଭଳିଆ ଯିଏ ଆମ ଜଗନ୍ନାଥଙ୍କୁ କହୁଚି ସିଏ ମୋଡ଼ିର ଭକ୍ତ, କିଏ କହୁଛି ରାମ ଙ୍କ ଗୋଟେ ଅଂଶ,ଆମ ଜଗନ୍ନାଥ ଙ୍କୁ ନିନ୍ଦା ଆଉ ତମ ପରି ଲୋକ ମୋଦି ର ଗୁଣ ଗlଣ କରିବେ ଧିକlର ଏହିପରି ଲୋକଙ୍କୁ।

    • @radhamadhav230
      @radhamadhav230 Před 8 dny +2

      Right

    • @ChinuDas-ge2nk
      @ChinuDas-ge2nk Před 8 dny +1

      @@RajElectrician-yi2ql Absolutely right bhai

  • @rasanandamunda1369
    @rasanandamunda1369 Před 8 dny +2

    ଜୟ ନବୀନ ବାବୁ 🙏🙏🙏ଜୟ ବିଜୁ ଜନତା ଦଳ love you ♥️♥️♥️♥️♥️

  • @rameshdas9755
    @rameshdas9755 Před 9 dny +47

    ନବୀନ ବାବୁଙ୍କ ଆଶୀର୍ବାଦ ରୁ ବିଜେପି ଓଡ଼ିଶା ରେ ସରକାର ଆସିଛି ଭୋଟ୍ ଆଗରୁ ଅନୁଭବ ଟୁଇଟ୍ ନବୀନ ବାବୁଙ୍କ ଆଶୀର୍ବାଦ ହେଲେ ଓଡ଼ିଶା ରେ ବିଜେପି ସରକାର ଆସିପାରିବ ଏଇଟା ଠିକ୍ ନବୀନ ବାବୁ ଯେ ପଯ୍ର୍ୟନ୍ତ ଓଡ଼ିଶା ରାଜନୀତିରେ ଥିବେ ବିଜେପି ଓଡ଼ିଶା ରେ ସରକାର ଆସିପାରିବ ନାହିଁ

  • @smitasamal460
    @smitasamal460 Před 9 dny +32

    ଯୋଉ ସରକାର କୃଷକ ମାନଙ୍କ ପାଇଁ ଏତେ କିଛି କଲା । ଯୋଉ ସରକାର ପ୍ରଥମେ କାଳିଆ ଯୋଜନା କଲା, ବଳିଆ ଯୋଜନା କଲା । ଆଉ ସବୁଠୁ ବଡ଼ କଥା ମୋଦି ନବୀନ ସରକାରଙ୍କ ବିରୁଦ୍ଧରେ ରେ ଯେତେ ଯାହା କହିଲେ ବି ନବୀନ ସରକାର ଆଜି ପର୍ଯ୍ୟନ୍ତ ମୋଦି ଙ୍କ ବିଷୟରେ କିଛି ବି କହିନାହାନ୍ତି । ଏଇଟା ତାଙ୍କର ବଡପଣ । ତାଙ୍କ ନିଜ ଦଳ ର ଲୋକ ଯାହା କୁହନ୍ତୁ ପଛେ ସିଏ କିଛି କହିନାହାନ୍ତି। ଆଗରୁ ପିଲାମାନେ ସ୍କୁଲ ଯାଉନଥିଲେ , ସ୍କୁଲ ବ୍ୟବସ୍ଥା ଭଲ ନଥିଲା ତାକୁ ସୁଧାରି ଲେ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଲାମାନଙ୍କ ପାଇଁ ମାଗଣା ଖାଦ୍ୟ , ପୋଷାକ, ପୁସ୍ତକ, ଯୋଗେଇଲେ ନବୀନ ପଟ୍ଟନାୟକ । ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ , ମହିଳା ଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବଧା କଲେ ।ହେଲେ ମୋଦି ସରକାର କହିଛନ୍ତି କି ମୁଁ ପୁରୁଷ ପାଇଁ ୫ ଲକ୍ଷ ଆଉ ମହିଳା ପାଇଁ ମଧ୍ୟ ୫ଲକ୍ଷ ର ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ତେବେ ଆପଣ ମାନେ କୁହନ୍ତୁ କିଏ ଭଲ । ସିଏ ହିଁ ଆମକୁ ରାସ୍ତା ସୁବିଧା ଯୋଗେଇଛନ୍ତି । ଆଉ ଏମିତି ରେ ବି ମୋଦି ସରକାର ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଆଜି ପର୍ଯ୍ୟନ୍ତ ଏମିତି ବହୁତ ହେଇଛି ମୋଦି ସରକାର ବହୁତ କିଛି ଘୋଷଣା କରିଛନ୍ତି ହେଲେ କାର୍ଯ୍ୟ ରେ କରିନାହାନ୍ତି। ଯିଏ ଆମ ଓଡ଼ିଶା ପାଇଁ ଏତେ କିଛି କରିଛି ତାକୁ ହିଁ ଏହି ସ୍ୱାର୍ଥପର ମଣିଷ ଭୁଲିଗଲା। ଲୋକ ମାନଙ୍କୁ ଯେ ପର୍ଯ୍ୟନ୍ତ Bjd ସହାୟତା କରୁଥିଲା ସେ ପର୍ଯ୍ୟନ୍ତ ତାର ଗୁଣ ଗାଉଥିଲେ ହେଲେ ଆଜି ସେ ସବୁ ଭୁଲିତାକୁ ଗାଳି କରୁଛନ୍ତି। ଯୋଉ ଥାଳିରେ ଖାଉଛନ୍ତି ସେହି ଥାଳିରେ ଛେପ ପାଉଛନ୍ତି ଏମିତିକା ମଣିଷ କୁ ନମକ ହାରାମ୍ କୁହାଯାଏ।ଆରେ ସିଏ ତ ଗରିବ ଲୋକଙ୍କ ବନ୍ଧୁ❤❤❤❤। ଗୁଜୁରାଟ ରେ Bjp ଅଛି ହେଲେ ସିଏ ନମ୍ବର ୧ ହେଇପାରିଲାନି । ବିଜେପି କିଛି ରାସ୍ତା ନ ପାଇ କ୍ଷମତା ଲାଳସା ରେ କେତେ ଶସ୍ତା ରାଜନୀତି କରୁଛି।କେବଳ ଭୋଟ ପାଇଁ ଓଡିଶା କୁ ଏତେ ଥର ଆସୁଛି । ଯଦି ବିଜେପି ରେ ଲୋକପ୍ରିୟତା ରହିଛି ସରକାର ଗଠନ କରିବାର ଦମ୍ ରହିଛି ତାହାଲେ ଜଣଙ୍କ କଥା କୁ କାହିଁକି ବିକୃତ ଆଉ କଦର୍ଥ କରି ପ୍ରଘଟ କରୁଛି ? ଏହା କେଉଁ ରାଜନୀତି ର ପରିଚାୟକ ! ଓଡିଶା ରେ ଜନତା ଙ୍କ ପାଇଁ ହେଉଥିବା ବିକାଶ ମୂଳକ କାର୍ଯ୍ୟ କୁ ବିରୋଧ କରି ଓଡିଶା କୁ ପଛକୁ ଟାଣି ନେଉଛନ୍ତି bjp ର ନେତା ମାନେ । ଏମାନଙ୍କୁ ଟିକେ ହେଲେ ଲାଜ ନାହିଁ ।ଏତେ ସୁବିଧା କଲା ପରେ ବି Bjd କୁ ସମ୍ମାନ ମିଳୁନି । Bjp ଥରେ କହିଥିଲେ କି ଘର ଜଣକୁ ଚାକିରି ମିଳିବ କାଇ ସେଇଟା ତ ହେଲାନି।ଆଉ ଏମିତିରେ ବି BJP Mane ଆମର ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ର ପ୍ରଧାମନ୍ତ୍ରୀ ହିସାବ ରେ ଓଡ଼ିଶା କଣ ଭାରତ ରେ ଦାଦନ ହଟଉ ନାହାନ୍ତି କଣ ପାଇଁ କଣ ସେ ଖାଲି ଓଡ଼ିଶା କୁ ଆସିଲେ ହିଁ ଦାଦନ ରହିବନି ସେ ପ୍ରଧାମନ୍ତ୍ରୀ ହିସାବ ରେ ହଟାନ୍ତୁ।❤❤ bjp ଚାହିଁଥିଲେ bharat ର ପ୍ରଧାମନ୍ତ୍ରୀ ହିସାବ ରେ ଭାରତ ରେ ମଦ ବନ୍ଦ କରିପାରିଥାନ୍ତେ ।ଏଥିରେ bjd ର କିଛି ଦୋଷ ନାହିଁ । ରାଜନୀତି ନୁହେଁ ଦେବନୀତି ରେ ବିଶ୍ୱାସ ରଖେ Bjd।❤❤

    • @arabindabehura4181
      @arabindabehura4181 Před 9 dny

      Gote bahi lekha.Bjp kia sabu Kalia khela kala.

    • @bijayasethi2285
      @bijayasethi2285 Před 9 dny +1

      Bhai kan lekhila ma mana khusi heigala. Jai bjd. Loke bhul karidele bjp ku bhot deiki

    • @ajayasahu4728
      @ajayasahu4728 Před 9 dny +1

      Superb bro Jay Jagannath Jay BJD Jay Naveen Pattnaik sir

    • @rajkumarpanda9118
      @rajkumarpanda9118 Před 9 dny

      Sabu ta thik hele balia jojana kan

    • @SasmitaSahoo-oe5uw
      @SasmitaSahoo-oe5uw Před 9 dny

      Naveen patnayak asiba purbaru pilanku magana khaiba school re dia hauthila kn pai michha tathya lekhuchha kalia jojana PM kisan jojana b kn pai Odisha re bjd sarkar lagukaru nathila, kn pai sabu bargar lokanka pai kn pai Ayushman yojana lagukariba pai deini Odisha re bjd sarkar au rahila chaula katha kie chaula dauchhi sata Odisha basi janigale khali bag dhareiki bhuan bulauchhi gunda gardi sima tapi jaichhi Odisha sabubele nirbachani hinsa uchit jabab deichhant janasadhanana

  • @srsahoo1
    @srsahoo1 Před 9 dny +21

    Very true, it should be investigated 🙏

  • @santoshjena5811
    @santoshjena5811 Před 9 dny +4

    ନବୀନ ବାବୁ ସବୁବେଳେ ଫିଟ କିଛି କୁଚକ୍ରି ତାଙ୍କୁ ବଦନାମ କରୁଛନ୍ତି,,
    ଜୟ ନବୀନ ପଟ୍ଟନାୟକ❤

  • @KamalakantaRout-uj3ju
    @KamalakantaRout-uj3ju Před 9 dny +4

    ନବୀନ sir ସବୁବେଳେ ଭଲ ରେ ରହୁନ୍ତୁ 🙏🙏🙏🙏🙏🙏

  • @user-sk2jc4yl2h
    @user-sk2jc4yl2h Před 9 dny +14

    ଏତେ ଦିନ ହେଲା ସାର୍ ଆମ ଭାର ସମ୍ଭାଳିଥିଲେ କେତେ କଷ୍ଟ କେତେ ପ୍ରେସର୍ ସେ ଆମ ଓଡ଼ିଶା ବାସୀଙ୍କ ଦୁଃଖରେ ସୁଖରେ ଛିଡ଼ା ହୋଇ ସବୁକୁ ସାମ୍ନା କରିଛନ୍ତି ମୁଁ ବି ତାଙ୍କୁ ଦିଲ୍ ସେ ସାଲୁଟ ଜୟ ଜଗନ୍ନାଥ

  • @babinanaik2122
    @babinanaik2122 Před 9 dny +17

    Ama CM Ama Pride ❤🎉

  • @Sambalpurgobind
    @Sambalpurgobind Před 9 dny +8

    ଶ୍ରୀ ମନ୍ଦିର ପରିକ୍ରମା ଉଦ୍ଘାଟନ ବେଳେ କାହାରି ସାହାଯ୍ୟ ବିନା ଶ୍ରୀ ମନ୍ଦିର ପରିକ୍ରମା ପୂର୍ଣ୍ଣ କରିଥିଲେ

  • @user-bj9dq2ez3d
    @user-bj9dq2ez3d Před 9 dny +11

    May Lord Jagannath bless Shree Naveen Pattnaik with good health 🙏

  • @MukeshKumarSahu-gw4sq
    @MukeshKumarSahu-gw4sq Před 9 dny +3

    ଭଗବାନ ଙ୍କ ଦୟା ରୁ ନବୀନ sir ସବୁ ବେଳେ ଏପରି ଠିକ୍ ରୁହନ୍ତୁ ଆଉ ପୁଣି ଥରେ 2029 ରେ ଶାସନ କରନ୍ତୁ

  • @puspanjalhipadhi2535
    @puspanjalhipadhi2535 Před 9 dny +13

    Naveen sir jindabad ❤❤❤❤

  • @NikunjaPatel746
    @NikunjaPatel746 Před 9 dny +65

    ପାଣ୍ଡୁ ର ଡର ରେ ନବୀନ ର ଦେହ ହଲୁଥିଲା
    ଏବେ ପାଣ୍ଡୁ ନାହିଁତ ନବୀନ ଫିଟ

  • @mahadev1.
    @mahadev1. Před 9 dny +5

    ନବୀନ ବାବୁ ପ୍ରଥମରୁ ହିଁ ଫିଟ୍ ଥିଲେ but bjp ଆମର lovable CM ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ହୀନ ରାଜନୀତି କରି ଜିତିଲା

  • @sunitadas9344
    @sunitadas9344 Před 9 dny +6

    Long live & Stay always fit Naveen Sir.....
    Naveen Pattanaik is our only CM

  • @udraofficialchannel812
    @udraofficialchannel812 Před 9 dny +3

    ମିଛ ପ୍ରଚାର ରେ ଜଣେ ସୁସ୍ଥ ଲୋକ ମଧ୍ୟ ସ୍ବର୍ଗବାସୀ ହେଇଯାଇପାରେ.

  • @user-fi4dj1dx3u
    @user-fi4dj1dx3u Před 9 dny +13

    Come back bjd

  • @katurusanta3814
    @katurusanta3814 Před 9 dny +3

    ନବୀନ ପଟ୍ଟନାୟ କୁ ଜଗନ୍ନାଥ ମହାପ୍ରଭୁ ଆଶ୍ରୀବାଦ ରହୁ

  • @harekrushnahotta2072
    @harekrushnahotta2072 Před 9 dny +19

    ଏଥିରୁ ଜଣା ପଡ଼ୁଚି ନବୀନ ବାବୁ କେହିଜଣେ କାବୁ କରି ରଖିଥିଲା । ନହେଲେ ଏତେ ଫିଟ୍ କେମିତି ହେଲେ।

  • @virat_bikash
    @virat_bikash Před 9 dny +8

    Jay naveen 💚💚💚💚💚💚💚💚💚

  • @SinuDasOdiaVlogs
    @SinuDasOdiaVlogs Před 9 dny +1

    ନବୀନ ସାର୍ ମହାନ୍ ❤❤

  • @ajayasahu4728
    @ajayasahu4728 Před 9 dny +3

    Jay Jagannath Jay BJD Jay Naveen Pattnaik sir love for all odisha people😊

  • @binaya87
    @binaya87 Před 9 dny +8

    Fit hele problem. Fit nahele problem 😂😂😂

  • @ommslifestylecreation7789

    Nabin babu is ever green and a great hero of ODISHA

  • @RanjanSonali-ep2dy
    @RanjanSonali-ep2dy Před 9 dny +1

    ଆମ ନବୀନ୍ ସାର୍ ପୁରାଫିଟ୍ ଅଛଥୀ୍

  • @NirakarSamantarai-db2mr
    @NirakarSamantarai-db2mr Před 9 dny +1

    ପ୍ରଭୁ ଜଗନ୍ନାଥ ଙ୍କୁ ଭିକାରି କରିବାର ଫଳ. ଏଇଠି ଭୋଗ କରିବା ନିଶ୍ଚିତ. ସବୁ ଜଗା ର ଖେଳ.

  • @amit3372
    @amit3372 Před 9 dny +3

    Pandian Naveen sir nku marideithantha. Bhagwaan sir nku bancheidele

  • @Sidheswar80
    @Sidheswar80 Před 9 dny +2

    Always great respect for Naveen 💚

  • @dukhishyambisoi169
    @dukhishyambisoi169 Před 9 dny +2

    All' time favourite cm Naveen sir

  • @sabitacreations
    @sabitacreations Před 9 dny +14

    Pandu babu kichhi karuthile ki 🤔

  • @odishafarming4917
    @odishafarming4917 Před 9 dny +26

    ସବୁ ପାଣ୍ଡୁ ର ନାଟ 😂

  • @satyaandtulasimama6083
    @satyaandtulasimama6083 Před 8 dny +1

    Naveen babu always fit...love you Naveen babu

  • @saritapradhan7360
    @saritapradhan7360 Před 9 dny +2

    Satare achajya laguchi, nabin sir ete fit, kintu aagaru taka katha kahiba chalila sabu kichi sadeha janak Kan pai lagu thila, miss you sir

  • @kalpanaashunirlipanda5621

    Sir 🙏

  • @sumantanaik430
    @sumantanaik430 Před 9 dny +3

    Nabin nka against re Modi Pura Michha kahithila jaha abe premarita heuchhi ❤❤❤

  • @mspapu5
    @mspapu5 Před 9 dny +3

    bjp election pain kebala rumour karuthila j navin babunka swasthya kharap boli
    au ae chance re election jiti b gala
    bjp vs bjd ra election ta heini
    mind game of bjp
    if you want our state will be no1 then vote for bjd in the next election

  • @Bishaka668
    @Bishaka668 Před 9 dny +1

    God jaha saita ruhonti tanka saita kichi hueni ty my Lord 🙏

  • @MrABD778
    @MrABD778 Před 9 dny +2

    2029 pain trailer

  • @user-lq6zi7il3o
    @user-lq6zi7il3o Před 9 dny +1

    Right katha

  • @AhalyaMishra-sd2pc
    @AhalyaMishra-sd2pc Před 9 dny +1

    Se jaha b hau Naveen sir bhali kehi b hebeni

  • @chanduback9586
    @chanduback9586 Před 8 dny +1

    Jai navin

  • @LTT104
    @LTT104 Před 9 dny +2

    Hero No. 1 ❤❤❤❤

  • @Foodrecipes054
    @Foodrecipes054 Před 9 dny +2

    Nabin sir ❤❤❤❤❤❤❤🙏🙏🙏🙏🙏🙏🙏🙏🙏🙏

  • @luxurydream9322
    @luxurydream9322 Před 9 dny +2

    2029 re puni asibe Jay Sita Ram

  • @manojkumarsethy9414
    @manojkumarsethy9414 Před 9 dny +1

    Real hero...❤

  • @tapasentertainment9135
    @tapasentertainment9135 Před 8 dny +1

    Mr. Naveen Pattnaik, is always fit & fine.

  • @HappyFloppyDisc-wv4ir
    @HappyFloppyDisc-wv4ir Před 9 dny +1

    Navin sir is a great man ❤❤❤

  • @Pradip2282
    @Pradip2282 Před 9 dny +1

    ହାରିଲା ପରେ ନବୀନା ର ମଦର ମାତ୍ର ଟିକେ କମିଯାଇଚି

  • @anupamishra9832
    @anupamishra9832 Před 7 dny

    Jaha b heu Naveen babu nku dekhi Khushi laguchhi..

  • @setupathiadinarayana1450

    Naveen healthy thiba Ku aapanku bahut dhuk heutiba

  • @Narayana.ArtCHALKI
    @Narayana.ArtCHALKI Před 9 dny +2

    Bap bap hota hai jay naveen sir

  • @yogiafricankumarsanu3181

    He is much fitter now because of absence of the fear of being bereft of power anymore. A free person. Completion of circle of life🌄

  • @satyasundarbarik7409
    @satyasundarbarik7409 Před 9 dny +1

    Naveen sir great

  • @lalitmohanpradhan3427

    ନବୀନ ବାବୁ ଙ୍କ ମୁଣ୍ଡରୁ ଓଡିଶା ର ବୋଝ ଓଲ୍ହାଇଦେଲେ । ଏବେ ହାଲକା ହୋଇଗଲେ । ଆମ ନବୀନ ବାବୁ ସବୁବେଳେ ଏମିତି ଫିଟ ହୋଇ ରହି ଥାଆନ୍ତୁ । ❤❤❤❤❤❤ ଆପଣ ମାନେ ଖୁସି ତ 😊😊😊😊😊😊

  • @gurukrupa4151
    @gurukrupa4151 Před 9 dny +7

    Pandian slow poison deuthila naveen nku

  • @shradhanjalirout9535
    @shradhanjalirout9535 Před 9 dny +1

    Ama nabeen sir nka na re apaprachara karajauthila....

  • @akr_22
    @akr_22 Před 6 dny

    Coz some setbacks r necessary for a good comeback

  • @chintamanimoharana2678
    @chintamanimoharana2678 Před 9 dny +2

    ଆଗୁରୁ ଏମିତି କରିଥିଲେ ଓଡିଶା କୁ ବେପାରୀ ଦଳ ଶାସନ karinahannte 😂

  • @user-zv9xf4rb5w
    @user-zv9xf4rb5w Před 8 dny +1

    I miss u Naveen sir

  • @pradyumnabag1675
    @pradyumnabag1675 Před 9 dny +1

    Naveen Patnaik jindabad 🙏

  • @sujitsamal694
    @sujitsamal694 Před 9 dny +4

    Pandu Nabin Pattanaik nku kabja re rakhi thila.

  • @ChinuDas-ge2nk
    @ChinuDas-ge2nk Před 9 dny +1

    God sabubala ghonto godai rokhithantu amo navin sir nku

  • @shaktireddy2746
    @shaktireddy2746 Před 9 dny

    ଆଗରୁ ଏମିତି ଦମ୍ ଦେଖାଇଥିଲେ ସବୁ ଠିକ୍ ଥାଆନ୍ତା

  • @PintuMohanta-eg9hi
    @PintuMohanta-eg9hi Před 2 dny

    Love you my Naveen Patnaik

  • @pradeepkumardash9726
    @pradeepkumardash9726 Před 9 dny

    God bless you

  • @vaidikarya6463
    @vaidikarya6463 Před 9 dny +1

    ନିଶା ଉତୁରି ଗଲେ ସବୁ ଫିଟ୍ ଲାଗନ୍ତି.. 😅😂

  • @PrasantapandaJajpur
    @PrasantapandaJajpur Před 2 dny +1

    Medicine prayog

  • @hemantbehera-or1rd
    @hemantbehera-or1rd Před 9 dny

    ❤❤❤❤

  • @bamanabehera5435
    @bamanabehera5435 Před 9 dny +1

    ନବୀନ ପଟ୍ଟନାୟକ ଯଦି ଓଡ଼ିଶା ବାସି ମନରେ ଫିଟ୍ ତ ସିଏ କେମିତି ଦୁର୍ବଳ ହୋଇ ପାରିବ...

  • @divyalaxmi888
    @divyalaxmi888 Před 9 dny +1

    Lokankar bhalpaobaru

  • @subasisgodblessyoubhaisaho7480

    Great Navin Sarkar

  • @ABAMIT9853
    @ABAMIT9853 Před 9 dny +1

    Only Naveen Patnaik

  • @biswajitswain2794
    @biswajitswain2794 Před 8 dny +1

    Naveen is great

  • @DibakarPradhan-dkp
    @DibakarPradhan-dkp Před 9 dny +4

    ନରେନ୍ଦ୍ର ମୋଦୀ କୁ ପଚାରିଲେ ସେ କହିପାରିବେ, ସେ କହୁଥିଲେ ନା ଯାଞ୍ଚ କରିବେ ମୋଦୀ ଉତ୍ତର ଦେବା ଦରକାର

  • @user-dq3lz8pp5y
    @user-dq3lz8pp5y Před 8 dny +1

    Are Naveen pattnayak real tiger 🐯

  • @Bharati50140
    @Bharati50140 Před 9 dny

    ❤❤❤❤❤❤❤❤

  • @akashgaming3330
    @akashgaming3330 Před 9 dny

    💚

  • @lituPPWL
    @lituPPWL Před 9 dny +3

    Pandian Blackmail କରୁଥିବ ଲାଗୁଚି
    ଆଉ କଣ ଭୁଲ medicine କେତେ ଭିତିରି ଲୋକ ମିଶିକି କରୁ ଥିବେ pandian କୁ arrest କରାଯାଉ।

  • @amulyakumardas2565
    @amulyakumardas2565 Před 9 dny +1

    Naveen Sir Thik thile au achanti. BJP ra apprachar thila.

  • @GaneshPrasadMishra-zl4le

    Nabina babu ebe ete fit hele kemiti.ascharya laguchhi...

  • @Anitasahani12
    @Anitasahani12 Před 9 dny

    Mo sarakara. Sabu. Bele. Fite loka. Bujhiparileni. Naveen sir Amara Pura fite

  • @RashmiranjanPanda-kh4jf
    @RashmiranjanPanda-kh4jf Před 9 dny +1

    jay.nabin🎉🎉

  • @maakitchenette
    @maakitchenette Před 9 dny +1

    ଆଗ୍ରସି ହାତ ବୁଲେଇ କହୁ ଥଲି ସେହି news 🗞️🗞️ ପଚାରି ବୁଝ

  • @kaneswarmallick2643
    @kaneswarmallick2643 Před 9 dny

    ସବୁ ନେତା ନିଶା ପିଇ ଭାଷଣ ଦିଅନ୍ତି ଓବର ପ୍ଲ ହେଲା ବାଳାଞ୍ଚ ନ ଥିଲା

  • @balakramtudu6173
    @balakramtudu6173 Před 7 dny

    ନବୀନ ଫିଟ୍ ଥିଲେ ଆଉ ଅଛନ୍ତି ।
    BJP ନେତାମାନେ ନବୀନ ପଟ୍ଟନାୟକ ଙ୍କୁ ଜନତାଙ୍କ ସମ୍ମୁଖରେ ବ୍ଲେମ୍ କରୁଥିଲେ । ଭୋଟ ପାଇଁ

  • @msvlogs9134
    @msvlogs9134 Před 9 dny +1

    Naveen Patnaik

  • @pabitramohannanda9165

    Over confidence is very harmful..

  • @777Lakshminarayan
    @777Lakshminarayan Před 9 dny

    Why Kanaka. Report on where is Pandian?

  • @basudevswain6766
    @basudevswain6766 Před 9 dny +1

    Eita BJD wala nku pacharile bhala Haba

  • @nihardas4958
    @nihardas4958 Před 8 dny +1

    Jay naveen

  • @laxmanpradhan837
    @laxmanpradhan837 Před 9 dny

    Pressure nahin To fitt ta rahibe naa

  • @arunmohanty4703
    @arunmohanty4703 Před 8 dny

    ଏ ମଘୀୟା ପାଣ୍ଡିଆନ, ବବି ଦାସ, ମାନସ ମଙ୍ଗରାଜ, ଆଉ ସସ୍ମିତ ପାତ୍ର ଏ ତିନି ଶଳା ଙ୍କ ଯୋଗୁ ଆଜି ବିଜେଡି ର ଏ ଅବସ୍ଥା ଆମେ ହାରିନୁ ଆଙ୍କ ଡିଲ ଆମକୁ ହରାଇଛି

  • @santoshprasadmishra1079
    @santoshprasadmishra1079 Před 9 dny +1

    Naveen Babu sebe thik thile aji bi sustha achhanti farak etiki election purbaru godi media dahani hei lagile ebe gunia hei chhadau chhanti 😂

  • @BIJAYAKUMARDAS-tn8sy
    @BIJAYAKUMARDAS-tn8sy Před 8 dny

    Am not with for or against of anyone.
    But samaste tike dekh jete video re ae visual dekhile sabuthire samaste over fit laguchhanti, bkz sabu video fast forward re play hoichhi