ମଦ ବନ୍ଦ କଲେ ସରକାର ଗଡ଼ିଯିବ ! shankar mada | khati

Sdílet
Vložit
  • čas přidán 25. 06. 2024
  • ମଦ ବନ୍ଦ କଲେ ସରକାର ଗଡ଼ିଯିବ ! shankar mada | khati
    #bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Komentáře • 662

  • @Sujata_Dash_
    @Sujata_Dash_ Před 3 dny +139

    ଯାହା ହେଲେ ହେଇଯାଉ ମଦ ଆଉ କରପସନ ନିହାତି ବନ୍ଦ ହେବା ଆବଶ୍ୟକ।

    • @chandankumarnayak2677
      @chandankumarnayak2677 Před 3 dny +5

      Bala tapare tu pela khaebu thi bs j

    • @chandankumarnayak2677
      @chandankumarnayak2677 Před 3 dny

      Sarkar gandi mareiba sarkar mada band kale😂😂😂😂

    • @spstarvlog797
      @spstarvlog797 Před 3 dny +2

      Tama Swami ku mad pie ba pain prathame pibapain manakara...tapare samaj sebakariba sujata madam

    • @hardworkneverdies5679
      @hardworkneverdies5679 Před 3 dny +5

      ଯଦି ପାଠ ଦେଶ ର ଅର୍ଥ ନୀତି ପଢ଼ିଥାଆନ୍ତ ଏ କଥା କହି ନଥାନ୍ତ କାରଣ ଓଡ଼ିଶା ରାଜ୍ଯ ର ଅର୍ଥନୀତି 60 % ମଦ ରୁ ଆସୁଥିବା ରାଜସ୍ବ ରୁ ନିର୍ଭରଶିଳ...ମୁ personally ଚାହେଁ ବନ୍ଦ ହଉ କିନ୍ତୁ ସମ୍ଭବ ନୁହଁ

    • @user-sk9fu5jz3m
      @user-sk9fu5jz3m Před 3 dny +5

      Mada banda hele odisha basi khusire rahibe

  • @vlogdisbilitybapunu
    @vlogdisbilitybapunu Před 3 dny +80

    ମଦ ପାଇଁ ସବୁ ନଷ୍ଟ

  • @user-zs4vp2ce9u
    @user-zs4vp2ce9u Před 3 dny +14

    ମଦ ଭାଟି ବନ୍ଦ କଲେ ମଦୁଆ ବନ୍ଦ ହେବନାହିଁ କାରଣ ଦେଶୀ ମଦ ରନ୍ଧା ଚାଲିବା

  • @narayanjena2997
    @narayanjena2997 Před 3 dny +83

    ମଦ ବନ୍ଦ ହେବା ନିହାତି ଆବଶ୍ୟକ.

  • @ritanjalidas6823
    @ritanjalidas6823 Před 3 dny +39

    ମଦ ପିଇ ଲୋକ ଙ୍କ ପାଟି ରୁ ଯେଉଁ ପଦ ବାହାରେ ଜାଣି ପାରୁନ ବୋଧେ....?

  • @charanmajhi2272
    @charanmajhi2272 Před 3 dny +5

    ତୁ ମଦ ପିଇ ଦେଇଚୁ କିରେ ପାଗଳ.....ତୁ ପ୍ରବଳ ଗାଣ୍ଡୀ ମୋରେଇ ହେବୁ, ତୋତେ ବହୁତ ବାଧୁଚି ମଦ ବନ୍ଦ୍ ହେବା ପାଇଁ

  • @sarojkumarbehera6697
    @sarojkumarbehera6697 Před 3 dny +31

    ମଦ ମୁକ୍ତ ଓଡ଼ିଶା👍👍👍👍👍 ନିଶ୍ଚିତ ହେବ...... ଧନ୍ଯବାଦ ସରକାର❤❤❤

  • @ChittaranjanDalai-rn6hi
    @ChittaranjanDalai-rn6hi Před 3 dny +75

    ଶଙ୍କର ବାବୁ ମଦ ବନ୍ଦ୍ ହେଲେ ହାଣ୍ଡିଆ ଓ ଲସି ର ବେପାର ଭଲ ଚାଲିବ ।

    • @mohitkumarmallick347
      @mohitkumarmallick347 Před 3 dny

      Handia kan nisha nuha. Handiare beshi loka maruchanti. Dekhi chahinki comment kara.

    • @marndibabuproductioncuttac8337
      @marndibabuproductioncuttac8337 Před 3 dny +3

      ତାକୁ କେହି ବନ୍ଦ କରିପାରିବେନି

    • @ShaikhRamjan-xi2cu
      @ShaikhRamjan-xi2cu Před 3 dny

      ​@@marndibabuproductioncuttac83371ww²²²wqwq7qqqqqqqqàqaaaaÀQÀÀÀAÀÀAAAAAAAAA

  • @harekrushnapagal1405
    @harekrushnapagal1405 Před 3 dny +8

    ମଦୁଆ ରାଆଣ୍ଡୁଆ ଲାଞ୍ଚୁଆ ଅସୁର କୁକୁର ଘୁଷୁରୀ ମରି ଗଲେ ଦେଶ ରୁ କଳଙ୍କ ସଫା ହେବ
    ତୁ କଣ ଅସୁର କୁକୁର ଘୁଷୁରୀ ରାଣ୍ଡି ଛୁଆ ମ ବାଳ ମିଡ଼ିଆ କରି ମଦୁଆଙ୍କୁ ରାଣ୍ଡୁଆ ଭାଡୁଆ ଦେଶ ଦୂହି ଗୁଣ୍ଡ ରାଜା ଅଧମ ରାଜନେତା କୁସାସନ ଶରକାର ଗୃହ ସତୃ ଆତଙ୍କବାଦୀ ମାନଙ୍କୁ ସପଟ ଦେଉଛୁ
    ଏହି ମଦ ପାଇଁ ଆଜି 25 ବର୍ଷ ହେଲା ଆମ ସୁନାର ଓଡ଼ିଶା କାଙ୍ଗାଳି ଭିକାରି ହେଲେଣି
    ଏହି ମଦ ପାଇଁ ଆଜି ଓଡ଼ିଶା ରେ 25 ବର୍ଷ ହେଲା ଓଡ଼ିଶା ରେ 10 ବର୍ଷ ର ପିଲା ମଦ ପିଇ ନିଜର ପରିବାର କୁ ଵରଵାଦ୍ କରି ଦେଲାଣି
    ଏହି,,,ମଦ ପାଇଁ ଆଜି ସାରା ଓଡ଼ିଶା ରେ ଅନେ ପରିଵାର ରେ ମା ଭଗିନୀ ମାନେ ରାଣ୍ଡ ଵିଧଵା ହେଲେଣି
    ଏଥୀ ପାଈ ତୁ ମାଗିଆ ଵେହେନ୍ ଚୁଦ୍ ଅସୁର କୁକୁର ଘୁଷୁରୀ ଛୁଆ ଦାଈ
    କାରଣ ତୁ ମଦ ଵନ୍ଦ ନହେଵା ପାଇଁ ଅଭି ଯେ।ଗ କରୁଛୁ

  • @ParshuramBarik-ph6in
    @ParshuramBarik-ph6in Před 3 dny +27

    ଦାଦନ ଦାଦନ ହଉଥିଲେ ଏବେ ଦେଖିବା

    • @rkn-904
      @rkn-904 Před 3 dny +1

      Kn dekhiba😂😂

  • @gyanaranjanbehera9033
    @gyanaranjanbehera9033 Před 3 dny +51

    ମଦ ଖାଇ ଅନେକ ପରିବାର ବର୍ବାଦ ହେଉଛି. ମଦ ବନ୍ଦ ହେଲେ ଅନେକ ପରିବାର ଖୁସିରେ ରହିବେ. ମଦ ଖାଉଥିବା ଲୋକ ମାନେ କହିବେ ମଦ ବନ୍ଦ ଭୁଲ. କିନ୍ତୁ ବହୁତ ଲୋକ ଭଲ ରେ ରହିବେ. ମଦ ବନ୍ଦ ହେବା ଉଚିତ.

  • @user-fs2gw9ok6c
    @user-fs2gw9ok6c Před 3 dny +23

    ମଦ ବନ୍ଦ ହେଲା, ଠିକ୍ ହେଇଛି, କିନ୍ତୁ, ପନିପରିବା ରେଟ କମାଇଲେ, ଭଲ ହେବ,300ୟୁନିଟ କରେଣ୍ଟ ଦେବାକଥା, ବେକାର, ଏମିତି ମିଛ ପ୍ରତିଶ୍ରୁତି ଦେଲେ ଅଳ୍ପ ଦିନରେ ବିଜେପି ସରକାର ଭାଂଗି ଯିବ, ଧନ୍ୟବାଦ

  • @reetap4008
    @reetap4008 Před 3 dny +29

    କଥା କଣ କି BJP କେବେ ଭାବୀ ନ ଥିଲା ଶାସନ ଆମକୁ ମିଳିବ,ତେଣୁ ଏମାନେ ନ ହେବା କଥା ,ଅସମ୍ଭବ କଥା ସବୁ ମିଛ ପବନ ମାରିଦେଇଥିଲେ electric 300 units ଛାଡ଼, ଧାନ msp 3100, ମଦ ବନ୍ଦ, ଚାରି ଦ୍ବାର ଖୋଲିବା,ରତ୍ନ ଭଣ୍ଡାର ଖୋଲିବା ଏମିତି ଅଜବ ଅଜବ ଗପ ସୁନେଇ ଦେଲେ ଯାହା ଏବେ ତାଙ୍କର ମୁଣ୍ଡ ବଥା କରେଇ ଲା ଭଳି ଚାଲେଞ୍ଜ ନ କଲେ ଏବେ ଓଡ଼ିଆ ଛାଡ଼ିବେ କୋଉଠି😠😠
    କେନ୍ଦ୍ର ରେ ମୋଦୀ ଅବସ୍ଥା ଯାହା ଏଠି ମୋହନ ଅବସ୍ଥା ତାହା 😂😂😂😂

    • @sumitrakhuntiasumina5294
      @sumitrakhuntiasumina5294 Před 3 dny +3

      ସେ ଭାବିଲେ ଓଡ଼ିଶା ଜନତା ମର୍ଖ ଗ୍ୟାରେଣ୍ଟି ଦେବ ଏବେ ଦିଅ

    • @OFFICIALDOROMAN
      @OFFICIALDOROMAN Před 2 dny +1

      Right

  • @vlogdisbilitybapunu
    @vlogdisbilitybapunu Před 3 dny +54

    ମଦ ପାଇଁ ଗାଁରେ ବଡ଼ ବଡ଼ ଅନୁଷ୍ଠାନ ବୁଡି ଗଲା.

  • @sradhamihir5552
    @sradhamihir5552 Před 3 dny +15

    First ଦେଶୀ ମଦକୁ ବନ୍ଦ୍ କରି ଦେଖାଅ 😂 ତାପରେ ନାଲି ପାଣି କଥା ବୁଝିବ, ଏବେ ଜିନିଷର ରେଟ ଯାହା ଏବେ ଖାଲି ହାଣ୍ଡିଆ, ମହୁଲି ଚାଲିବ , ମୁଖ୍ୟମନ୍ତ୍ରୀ ବି ଆମର ଚାନ୍ସେ ଦେବେ ଜାତିବନ୍ଧୁ ଲୋକ ମାନଙ୍କୁ ନୋହିଲେ ସେମାନେ ଚଳିବେ କେମିତି 😅

    • @kunimallick6543
      @kunimallick6543 Před 2 dny +1

      ମହୁଲି ଚାଲୁ ରହୁ ଠିକ୍ ହେବ

  • @gyanaranjanbehera9033
    @gyanaranjanbehera9033 Před 3 dny +28

    ଶଙ୍କର ବାବୁ ଠିକ କହୁଛନ୍ତି 👍🏻

  • @SimanchalChaudhuri
    @SimanchalChaudhuri Před 3 dny +26

    ପୁରା ଠିକ୍ କହିଛନ୍ତି

  • @jitendrasahu9073
    @jitendrasahu9073 Před 3 dny +12

    ଗୁଜୁରାଟ ରେ ମଧ୍ୟ ମଦ ବନ୍ଦ ଅଛି ଲାଇସେନ୍ସ ନାହିଁ କିନ୍ତୁ ଭାରତ ରେ ସବୁଠାରୁ ଅଧିକ ମଦ ଗୁଜୁରାଟ ରେ ବିକ୍ରି ହେଉଛି,ଆମ ଓଡ଼ିଶା ରେ ସେମିତି ହେବନି ତ ଦେଖିବାକୁ ବାକି ରହିଲା

  • @rajendranioram8306
    @rajendranioram8306 Před 3 dny +6

    ମଦ ବନ୍ଦ ହେବା ଦରକାର

  • @SimanchalChaudhuri
    @SimanchalChaudhuri Před 3 dny +36

    ଏବେ ମଦ ବନ୍ଦକଲେ ଅସୁବିଧା ନ କଲେ ଅସୁବିଧା ସରକାର ଯେହେତୁ କହିସାରିଲେଣୀ

  • @user-co4fl7xl4o
    @user-co4fl7xl4o Před 3 dny +15

    ଏଥର ଅସମ୍ଭବ କୁ ସମ୍ଭବ କରିବେକି ମହନ ସାର୍ । ମାଡ଼ି ଛାଲ...........

  • @brahmanandanaik8879
    @brahmanandanaik8879 Před 3 dny +11

    ମଦ ବନ୍ଦ୍ ହେବା ଦରକାର।।। ଦେଶ ରାଜ୍ୟ ପଛେ ଭାସିଯାଇ।।।

  • @newbirsamundariadivasi3122

    ସମାଜ ଖରାପ ନୁହେଁ ବରଂ ଲୋକ ଖରାପ। ମଦ ଖରାପ ନୁହେଁ ବରଂ ଲୋକ ଖରାପ ।😂😂😂😂

  • @reetap4008
    @reetap4008 Před 3 dny +4

    ଭାଇ electric bill କଥା ଉଠା ଅ
    ସେଇଟା ନିହାତି ଜରୁରୀ

  • @dauddeshmajhi3848
    @dauddeshmajhi3848 Před 3 dny +10

    ମଦ ବନ୍ଦ୍ ହେବା ଆବଶ୍ୟକ,
    ମୋହନ ମାଝୀ ସରକାର ଜୟ ହେଉ ।

  • @bapunbehera9647
    @bapunbehera9647 Před 3 dny +5

    ମଦ ବନ୍ଦ କେବେ ହେବନାଇ

  • @user-re8ms8gj7l
    @user-re8ms8gj7l Před 3 dny +9

    Bjp sarkar mada band kara ho sigra 😮

  • @PinkuPatra-dt8xx
    @PinkuPatra-dt8xx Před 3 dny +3

    ଗଡିଯାଉ ଆନ୍ତତଃ ଲୋକ ବଞ୍ଚିଯିବେ ପରିବାର ଭଲରେ ରହିବେ

  • @UttamMohanty-pe2wv
    @UttamMohanty-pe2wv Před 3 dny +4

    ତ କଥା କହ ମାତାଲି , ତତେ କାହିଁ ବାଧୁଚି ମାତାଲି

  • @jayantakumarmohanty9050
    @jayantakumarmohanty9050 Před 3 dny +3

    ମୁହଁ ଟି ଦେଖିଲା ଭଳି ହେଇଛି....ଏ ଥର କାନ୍ଦି କାନ୍ଦି ଦିନ କଟିବ.........ବାପା ଟି ପରା..କାଇଁ କାନ୍ଦୁଚୁ? ଥାଉ ଆଉ କାନ୍ଦନା.....ନବୀନ ସରକାର ଆଉ ନାହିଁ...

  • @user-ko3uj6tp1e
    @user-ko3uj6tp1e Před 3 dny +7

    ମଦ ଦ୍ବାରା ସବୁ ଲୋକ ମାନେ ନଷ୍ଟ 6ହଈଛ ନ୍ତୀ 🙏

  • @user-ni9ps3lz9p
    @user-ni9ps3lz9p Před 3 dny +28

    ହାଣ୍ଡିଆ ବି ବନ୍ଦ ହେଉ ମହୁଲି ବି ବନ୍ଦ ହେଉ ଖାଲି ଗୋଟେ ମଦ ବନ୍ଦ କଲେ ହେବନି

    • @purnachandra1694
      @purnachandra1694 Před 3 dny +1

      Right Bhai sato katha

    • @marndibabuproductioncuttac8337
      @marndibabuproductioncuttac8337 Před 3 dny

      ତାକୁ ବନ୍ଦ କରିବାକୁ କୋଉ ମିନିଷ୍ଟର ର ପାୱାର ନାହିଁ ଭାରତରେ ନିଆଁ ଲାଗିଯିବ ହାଣ୍ଡିଆ ବନ୍ଦ ହେଲେ

    • @sushilchakisushil557
      @sushilchakisushil557 Před 3 dny

      ହାଣ୍ଡିଆ କେବେ ବନ୍ଦ ହେବନି it's impossible

    • @rkn-904
      @rkn-904 Před 3 dny

      Balo na😂😂

  • @jaduhemram9930
    @jaduhemram9930 Před 3 dny +5

    wah Sankar babu super.

  • @ExplorewithGovinda
    @ExplorewithGovinda Před 3 dny +3

    ଭାଇ ହୁମାନ ସାଗର ବି ଗାଇଥିଲେ "ରେ ମଦ ରେ ମଦ ରେ ତୁ ସାହାରା" 😅😅😅

  • @balaramjhankar9002
    @balaramjhankar9002 Před 3 dny +6

    Se jaha hau para katha aga mada band hau...🙏🙏🙏

  • @ExploreIndia8342
    @ExploreIndia8342 Před 3 dny +10

    ତୋର ଘରେ ପଶି କୁକୁର ଗେହୁ ନାହାନ୍ତିନା।

  • @trilochanmohanty5915
    @trilochanmohanty5915 Před hodinou

    Thanks for the very nice and useful discussion on a very important topic .

  • @NarendraNarayanJena-tv2ic

    ମହମ୍ମଦ ତୋଗଳକ
    ଠିକ ଏହି ଭଳି ନିଷ୍ପତି ନେଉଥିଲେ.

  • @kishorchandra2531
    @kishorchandra2531 Před 3 dny +12

    ଜ୍ଞାନ ପ୍ରବଳ। ଏ ଲୋକ ଜୀବନରେ ୱାର୍ଡ ମେମ୍ବର ମଧ୍ୟ ହୋଇପାରିବନାହିଁ।

  • @rkentertainment3226
    @rkentertainment3226 Před 3 dny +6

    ଗୋଟିଏ ମାସ❤ ବନ୍ଦ କରି ଦେଖ କି ପ୍ରକାର ପ୍ରଭାବ ଆସୁଛି। ରାଜ୍ୟରେ ପ୍ରାୟ 10%ଲୋକ ନିଶା ଦ୍ରବ୍ୟ ସେବନ କରୁ ନାହାନ୍ତି।ଏଇଠି କେତେ ସମ୍ଭବ ଦେଖା ଯାଉ।

  • @FdTestTime-pn2pk
    @FdTestTime-pn2pk Před 3 dny +2

    ସବୁ ବନ୍ଦ ହେବ ସମୟକୁ ଅପେକ୍ଷା କର।।।।

  • @manasranjanmahanta6072
    @manasranjanmahanta6072 Před 3 dny +1

    କିଛି ବନ୍ଦ ହେବନି ସବୁ ଚାଲୁଛି ଆଗକୁ ମଧ୍ଯ ଚାଲିବ congress. bjp. bjd ଯୋଉ ସରକାର ହେଲେବି କିଛି ଫରକ ପଡିବାର୍ ନାହିଁ ଏଠି ତ ୯୦% ମଦୁଆ ହେଇଗଲେ ମାନୁଛି Counter ବନ୍ଦ କରିଦେବ ଲୋକ ମାନେ ଦେଶୀ ହାଣ୍ଡିଆ. ରସି. ମହୁଲୀ ପିବେ ସବୁ ବନ୍ଦ କରି ପାରିବେ ନାହିଁ ଏହା ହିଁ ନିରାଟ ସତ୍ଯ😢

  • @malkangiribhahujantv.5696

    ମଦ ବନ୍ଦ ହେଲେ... କେମିତି ସରକାର ଚାଲିବ 90% ତ revenue ଆସୁଛି

    • @jagannathatudu5014
      @jagannathatudu5014 Před 3 dny

      ଭାଇ tame economist course karichha bodhe😂😂😂

    • @dayanidhirout9735
      @dayanidhirout9735 Před 3 dny

      Aau bsky card re kete kharcha hauchi seita b to government dauchi na

  • @lalpatimohanta571
    @lalpatimohanta571 Před 3 dny +1

    ସବୁଠୁ ଭଲ ହେବ ମଦ ବନ୍ଦ ହେଲେ । ଗାଁ ଗାଁ ରେ ହାଣ୍ଡିଆ ଚାଲିବ ୧୦୦, ୧୦୦ରେ ଶସ୍ତା ସୁନ୍ଦର ମଜଭୁତ। ପାଞ୍ଚ, ଦଶ ଟଙ୍କାରେ ପେଟ ପୁରା ନିଶା।

  • @mithunabhoi8732
    @mithunabhoi8732 Před 3 dny +11

    😂😂😂😂ବହୁତ ସୁନ୍ଦର ନିସ୍ପତ୍ତି ମୋହନ ସରକାର ଶାସନ🙏🙏🙏🙏🙏

  • @jakabtudu-so6wi
    @jakabtudu-so6wi Před 3 dny

    ଓଡ଼ିଶାର ସମସ୍ତ ନାଗରିକମାନଙ୍କର କର୍ତବ୍ୟ ଓ ସହଯୋଗ ରହିଲେ ମଦ ବନ୍ଦ ଅଭିଯାନ ଗ୍ୟାରେଣ୍ଟି ସଫଳତା ପାଇବ

  • @SusantaKuladip-dg3xk

    ଦୟା କରି ମଦ ବନ୍ଦକରାଯାଉ ଏତଦ୍ଦ୍ୱାର ବୋହୁତ ଉପକାର ହେବ।ଅନେକେ ମୃତ୍ୟୁ ରୁ ବୋଞ୍ଚିବେ।

  • @odishac.c5306
    @odishac.c5306 Před 3 dny +7

    ସଳା ଚକୁଳି ଖାଇବା ଲୋକ ବିନ୍ଧ ଗଣିବା କ'ଣ ଆବଶ୍ୟକ

  • @SHIVSHANKAR-lq6mt
    @SHIVSHANKAR-lq6mt Před 3 dny +1

    ମଦ ସିନା ବନ୍ଦ ହେଇଯିବ। ଗଞ୍ଜେଇ rate ବଢ଼ି ଯିବ।

  • @tapasmohantatapasmohanta

    ମଦ ବନ୍ଦ ହେଉ ମହନ sir❤❤❤nihari ଏଇ କାମଟି କର sir kete Mora Mori ହେଉଛନ୍ତି କେତେ ପରିବା ର୍ ନଷ୍ଟ ହେଉଛି ପୁରା ସିଲ କର

  • @jullysamal6626
    @jullysamal6626 Před 3 dny +2

    ମାଝି cm mada ହାଣ୍ଡିଆ ଗୁଟଖା khauchanti

  • @kasibehera8006
    @kasibehera8006 Před 3 dny +2

    ଗୁଜୁରାଟ ରେ ମୁଁ ନିଜେ ମଦ କିଣିଛି ଓଡ଼ିଶା ଟୁ ବେଶୀ ବିକ୍ରି ହେଉଛି torist ପ୍ରବଳ ମଦ କିଣୁଛନ୍ତି ନା କୁ ମାତ୍ର ବନ୍ଦ ହେଲା ବିହାରୀ ବହୁତ ପିଲା ମୋର ସାଙ୍ଗ ସେମାନେ ସବୁ ଘରେ ଘରେ ମଦ ବିକୁଛନ୍ତି
    ମଦ ବନ୍ଦ ହେଲେ crime ବଡିବ ଓଡ଼ିଶାରେ ଘରେ ଘରେ ମଦ ମିଳିବ ବେଙ୍ଗଲ ଆନ୍ଧ୍ରା ରୁ ମଦ ଆସିବ
    ବିଷାକ୍ତ ମଦ ପିଇ ଲୋକେ ମରିବେ କାରଣ facebook you tube ଲୋକଦେଖାଣିଆ କହିଲେ କଣ ହେବ ଓଡ଼ିଶା ବାହାରକୁ ଯାଇ ଦେଖ ବିହାର କେତେ ସଫଳ ହୋଇଛି ଇଣ୍ଡିଆ ସାରା ପ୍ରାୟ ରାଜ୍ୟ ରେ କାମ କରିଛି ମୁଁ ଦାଦନ ସମସ୍ୟା ଦେଖ
    ଓଡ଼ିଶା ରେ ପୋଲିସ କଥା ଜାନିଥିବ pc ଦେଲେ ସବୁ ଚାଲିବ ନେତା କୁ pc ଦେଲେ ଚୁପ୍ ଖାଲି ମିଡିଆ ଆଗରେ କହିଲେ କଣ ହବ ସେତେବେଳେ ତୁମେ କିଛି କରିପାରିବେନି ମଦୁଆ ତ କମିବେନି ଅଯଥା ଭେଜାଲ ମଦ ପିଇ ମାରିବେ

  • @sujatamaharana3126
    @sujatamaharana3126 Před 3 dny

    ଗୋଟେ ରାତି ଭିତରେ ସବୁ କାମ ହୋଇପାରେ ନାହିଁ। ଧୀରେ ଧୀରେ ଠିକ୍ ହୋଇଯିବ। ହେଲେ ମଦ ଉପରେ ଆପଣଙ୍କ ମନ୍ତବ୍ୟ ଠିକ୍ । Reaction ଉପରେ ଚିନ୍ତା କରିବା ଉଚିତ।

  • @skumar7960
    @skumar7960 Před 3 dny +1

    ନବୀନ ପାଉଛ ପିଇ ନିଜେ ମରିବା ସହିତ ଏ ପରିବେଶ କୁ ସେହି ପଲିଥିନ୍ ପକାଇ ଖରାପ କରୁଛନ୍ତି

  • @santoshkumarbehera2197

    ଶଙ୍କର ମାଡ଼ ଘୁଡା ମଦୁଆ
    ସେଥିପାଇଁ ସେ ମଦ ବନ୍ଦ କରିବାକୁ
    ଵିରୁଦ୍ଧ କରୁଛି

  • @s.k.sameerblackpanther6423

    Jodi bond hebo.. tahele modo sohito, handia,mohuli,chauli,powder,ganja,khoini,gutkha, potro khoini,pano,bidi,ofimo,malisahi, toka tokinko pela pela..
    Esobu bond heu.
    Karono eguda sobu khorap jiniso..😂

  • @newsabhitak117
    @newsabhitak117 Před 3 dny

    ବିଜେପି କ୍ଷମତା ପାଇଁ ରାଜନୀତି କୁ ଆସିନାହିଁ, ସେବା ହିଁ ପ୍ରଥମ ଲକ୍ଷ,

  • @SimanchalChaudhuri
    @SimanchalChaudhuri Před 3 dny +23

    ସବୁ ଜିନିଷର ରେଟ୍ ବଢିଯିବ ଲୋକେ ମରିବେ

    • @jagannathatudu5014
      @jagannathatudu5014 Před 3 dny +3

      5001 ଲୋକ marisarileni, ପରିବା ରେ ମୋଦୀ GST ଲଗାଇଦେଲା 😂😂😂😂

    • @anvlog1851
      @anvlog1851 Před 3 dny

      ବିଜେପି ପ୍ରତିଶ୍ରୁତି ଦେଇଛି । ବିଜେପି ସରକାର ଆଶିଲେ ପ୍ରଥମେ ମଦ ବନ୍ଦ କରିବୁ । ଏତେଦିନ ବନ୍ଦ ହେବା କଥା କାହିଁକି ହେଉ ନାଇଁ ? ବିଜେପି ମହନ ସରକାର

    • @sukantamohanty9281
      @sukantamohanty9281 Před 3 dny

      Sabu jinsa badhile kichhi katha nain
      Kau paisa medical re dauthila mada piki sei paisa re jinsa kiniki khaiba

  • @sambalpurirasiya6765
    @sambalpurirasiya6765 Před 3 dny

    ଜେତେବେଳେ ଓଡ଼ିଶାରେ‌‌ ଲକ୍‌ଡାଉନ୍ ଥିଲା‌ ସେତେବେଳେ ଓଡ଼ିଶାରେ କାଉନ୍ଟର‌ ଭାଟି ସବୁ ବନ୍ଦ ଥିଲା ତଥାବି‌ ମଦ‌ ମିଳୁଥିଲା

  • @nirupamapanda8653
    @nirupamapanda8653 Před 2 dny

    ମଦ ବନ୍ଦ ହୋଇଯାଉ ବଞ୍ଚିଯିବ କେତେ ଘର ସୁଧୁରି ଯିବ ସମାଜ।

  • @swaticreation6559
    @swaticreation6559 Před 3 dny +1

    ମଦ ବନ୍ଦ ହେବା ଦରକାର......

  • @user-bt3so4sr6i
    @user-bt3so4sr6i Před 2 dny

    ଆପଣ କହିଲେ କଣ ହବା ଦରକାର ବନ୍ଦ ନା ଚାଲୁ ରହିବା ଦରକାର ଆପଣଙ୍କ ର କେତେ ଜ୍ଞାନ ଅଛି

  • @pabananayak9154
    @pabananayak9154 Před 3 dny

    ଯେଉଁ ନେତା ଆଜି ମଦ ବନ୍ଦ କରିବାକୁ କହୁଛନ୍ତି ସେ ତ ପୁଣି ଇଲେକ୍ସନ ସମୟରେ ମଦ ଦେଇ ଭୋଟରେ ଜିତିଛି ଆଜି ସେହି ନେତାକୁ ମଦ ଗନ୍ଧ ହେଉଛି ମଦ ଖରାପ ସେତେବେଳେ କେଉଁଠି ଥିଲେ ଯବାବ ଦିଅ ନହେଲେ ଯୁବ ସମାଜ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ।

  • @abhimanyubarik2099
    @abhimanyubarik2099 Před 3 dny

    ଗଜପତି ଭାଇ ,ଆପଣ ସରକାର ଙ୍କୁ ପରାମର୍ଶ ଦିଅନ୍ତୁ

  • @user-fh5pi5ls8v
    @user-fh5pi5ls8v Před 2 dny

    100% bilkul right katha sankar bhai .thank u .so much .

  • @sabirsiv3919
    @sabirsiv3919 Před 3 dny

    ମୁ ଦିନେ ମଦ ନପିଇଲେ ରହିପାରିବିନି ହେଲେ ମଦ ବନ୍ଦ ହେଉ ଜୟ bjp ଜୟ mahahan cm

  • @skdsingerkumarsaroj655

    ମଦ ବନ୍ଦ ହେଲେ
    କୁ କର୍ମ କରିହେବ ନାହଁ
    ଜୟ ଜଗନ୍ନାଥ

  • @rajibbiology3686
    @rajibbiology3686 Před 3 dny +2

    Tume Kan kahucha Tama Munda kama dauni, sedina kahila mada band hele bhla ,ame sarkar ku support karibu birodhi hele bi aji kahucha mada band kale sarkar gadi jiba , sankar Babu , tame tike colddrink pee ki Tama Munda thanda Kara then Tama view dia ,nahle tame bauli haba Khali, satare mada band hele Tama tanti Munda sukhi jiba ,😅😂

  • @samuelkhosla126
    @samuelkhosla126 Před 3 dny

    ମଦ ବନ୍ଦ ହେଉ

  • @lasmarndi439
    @lasmarndi439 Před 3 dny

    ହାରାମ ଜାଦା ମଦ ବନ୍ଧ ହବ ଅନ୍ୟାୟ ଅତ୍ୟାଚାର ଚଳିବ ନାହିଁ

  • @mamataparida2685
    @mamataparida2685 Před 3 dny

    In BBSR many shops giving cigarette,ganja filled cigarette,gutkha etc govt is not checking then how to Stop alcohol

  • @user-gq1yo9ib3c
    @user-gq1yo9ib3c Před 2 dny

    ନିୟୁଜ୍ଯୁ ଯେପରି କହିବା କଥା ସେପରି କୁହ ନଚେତ୍ କୌଣସି ମିଡିଆ ପାଖରୁ ସିଖ ଅଜାଥା କହି ଏଠାରେ ଜାତ୍ରା ଆରମ୍ଭ କରନାହିଁ ତୁମର ଜେଦି ମଦ ପାଇଁ ଏତେ ଦରଦ ତାହାଲେ ମଦକୁ ତୁମ ଘରେ ରଖି ପୁଜାକର ଗୋଟିଏ ଗୋଟିଏ ୟୁଟ୍ୟୁବରେ ଚାନେଲେ୍ ଖୋଲି ଏଠାରେ ଜାତ୍ରା କରୁଛ

  • @Dirty_Politics_365.
    @Dirty_Politics_365. Před 3 dny

    ଏ ସବୁ ଜୋମଲା , ମନ୍ତ୍ରୀ କହିଲେ ଚେଷ୍ଟା କରିବେ ବନ୍ଦ କଥା କହି ନାହାଁନ୍ତି।

  • @nussodisha5497
    @nussodisha5497 Před dnem

    ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା ଭଳି ହେବ.

  • @ganeshpradhan9845
    @ganeshpradhan9845 Před 3 dny

    ଭଲ କଥା କହିଛନ୍ତି ଭାଇ ମୋହନ ମାଝି ର ଏତେ ଦମ୍ ନାହିଁ ଓଡ଼ିଶାରେ ମଦ ବଦ କରିପାରିବ ଓଡ଼ିଶାର ସମସ୍ତ ଘରେ ଘରେ ମଦ

  • @DayanidhiSahoo-qk6wu
    @DayanidhiSahoo-qk6wu Před 3 dny +4

    Good decision for alcohol. But not alcohol ban, request also may be baned Pocha, handia, gutkha, pana, powder, cigaret and etc.

  • @anojdhir2889
    @anojdhir2889 Před 3 dny +1

    Modo bepari mane mole re shankara 😢😢jaha bi heu bholo step hebo..,

  • @KashinathPadhykashidnm

    ଯିଏ ବନ୍ଦ କରୁଚି ତାକ୍ଙ୍କରି ଲୋକ ଲୁଚାନିଆ ବିକିବେ.ରାଜ୍ବସ ଆସିବ କଈଠୁ ସରକାର ଚାଲିବ

  • @narudjjarabagakuchinda7474

    ମଦର ରେଟ ଯଦି ୧୦ ଗୁଣା ଅଧିକା ବଢ଼ି ଗଲେ ଲୋକେ କମ ମଦ ପିଇବେ ଆଉ ମଦ ଧିରେ ଧିରେ ______

    • @sai-je8rq
      @sai-je8rq Před 3 dny

      Kichhi labha nahi gariba lok madua nka kath janin ki bhai😢 ghare stree pila nku pacharibeni sabu mada re udeibe

  • @TigerDon420
    @TigerDon420 Před 3 dny

    We entire Odisha people 4.5 crore Odia love our BJP govt and Modijee and Mohan Babu govt .....Jindabad Mohan Babu Modijee jindabad.....Kebala bhala kama haba Ei govt re....Ethi kharap jinisha chalibani......

  • @dukhishyamrana162
    @dukhishyamrana162 Před 3 dny

    ନିଜେ ଷଣ୍ଢ ହେଲେ ହେବନାହିଁ, ତୁମେ ନିଜେ ଓଡ଼ିଶା ପାଇଁ କଣ କରିବ ନିଜ ମନ କଥା କହୁନ୍ତୁ।

  • @santoshkumarbehera2197

    ସେ କାମ ସରକାର ବୁଝିବ

  • @sanjayakumarlenka2353
    @sanjayakumarlenka2353 Před 3 dny +1

    Mada Banda karantu , jagannath mangala krantu

  • @Jitera-om2rc
    @Jitera-om2rc Před 3 dny

    ମଦ ଚାଲିବ ମହନ ସରକାର ହାରିଜିବ

  • @SBD_vlog
    @SBD_vlog Před 3 dny +1

    Mu Jane vloger mu chahuchhi mada band hau mada band hele Odisha ahuri development haba❤

  • @SantoshmallickvSantoshmallick

    Thiki katha bhai Mada banda heba datkar je tike derite hebara thila

  • @AnjelaLakhla-rw4vk
    @AnjelaLakhla-rw4vk Před 3 dny

    It will be very good if Gov. Could stop all kind of business

  • @bairagibehera6011
    @bairagibehera6011 Před 9 hodinami

    ମଦ ବନ୍ଦ ହେବା ଆବଶ୍ୟକ୍ଷା

  • @PrabhakaraMaharana-hd1qu

    Sankar vai goood news

  • @DilipBagh-k1i
    @DilipBagh-k1i Před dnem

    ମଦ ବନ୍ଦ ହେଇଗଲେ କଣ ଲୋକେ ସୁଧି ରି ଯିବେ

  • @bishnucharantripathy8938

    It is a good decision. But it should not encourage black marketing. In Gujurat black marketers store liquor in primary schools. If this is repeated in Odissa then there will be no meaning of banning liquor.

  • @abhimanyubarik2099
    @abhimanyubarik2099 Před 3 dny

    ମଦ ବନ୍ଦ ହେବା ଉଚିତ୍।

  • @pratapsindhupatra8120
    @pratapsindhupatra8120 Před 3 dny +2

    Bobby das govt quarter bisayare kahuna na daruchukire bhai

  • @ParabirPanda-to3rh
    @ParabirPanda-to3rh Před 3 dny

    Not a single ex-minister has been arrested on corruption charges,which makes me surprised and sad.

  • @santoshkumarbehera2197

    ସବୁ ବନ୍ଦ ହେବା

  • @manoranjandas9902
    @manoranjandas9902 Před 3 dny

    Banning liquor licence and banning liquor is not one and same,for my knowledge shake is there any country in the world where liquor in whatever name is banned effectively, perhaps liquor licence is banned but not liquor,so before taking steps adequate preventive measures should be taken,or else a loss on both the counts,ie liquor use can't be stopped and excise revenue will be lost,but if liquor is stopped society will be immensely benefited particularly the young masses,thanks for your presentation

  • @drkrishnachandramallik8742

    ହଂ ଆଦାନୀ ପୋର୍ଟ ରେ ଔଷଧ ଆମଦାନୀ ହଊଛି। ମଦ ଗଲେଯଊ, ଓଷଦ ବଂଟା ହେବ।

  • @kamalpati5401
    @kamalpati5401 Před 3 dny

    ସୁନ୍ଦର୍ ପଦକ୍ଷେପ ।
    ଧୂଆଁ ବାଣ ପରି ନୁହେଁ ତ??

  • @suratunbegum7506
    @suratunbegum7506 Před 3 dny

    Like your videos.

  • @heartbeat8141
    @heartbeat8141 Před 6 hodinami

    Excise department be ବନ୍ଦ karibe ki ଭବିଷ୍ୟତରେ