9 PM Prime Time Discussion || ଆସିଲା ନୂଆ କମିଟି, ତେଜିଲା ରାଜନୀତି || PrameyaNews7
Vložit
- čas přidán 4. 07. 2024
- 9 PM Prime Time Discussion || ଆସିଲା ନୂଆ କମିଟି, ତେଜିଲା ରାଜନୀତି || PrameyaNews7 #newsdebate #odisha_politics #ratna_bhandar #puri_news #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: www.prameyanews7.com/
CZcams: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Playlists-
Nua Jibana Nua Asha:
• Nua Jibana Nua Asha
ଶୁଣ...ଶୁଣ...ଶୁଣ:
• Suna...Suna...Suna
Explore Odisha:
• Explore Odisha
Breakfast Odisha:
• Breakfast Odisha News7
Maganna Oligi:
• Maganna Oligi
Biswas Abiswas Andhabiswas:
• Biswas Abiswas Andhabi...
Digital Special Stories:
• Digital Special Stories
Daffa | Crime Stories:
• Daffa
Jollywood Jalwa:
• Jollywood Jalwa
Face To Face:
• Face To Face
#PrameyaNews7 #News7 #OdishaNews
ଲୋକେ ଯଦି ନବୀନଙ୍କୁ ହଟାଇଲେ ତେବେ ଏ କମିଟି ହଟାଇବା ଠିକ୍।
ନୂଆ କମିଟି ଭଲ
BJD ଖାଲି କମିଟି କରି ବସୁଥିଲା କାମ କିଛି ନଥିଲା । ନୂଆ କମିଟି କଣ କରୁଛି ଦେଖ ତାପରେ କହିବ । ok
ପ୍ରଧାନମନ୍ତ୍ରୀ ତ ଜାଣି ଥିଲେ ତାମିଲନାଡୁ କୂ କୂ ରତ୍ନଭଣ୍ଡାର ଚାବି ଚାଲି ଯାଇଛି। ତେଣୁ ସରକାର ଙ୍କର କମିଟି କଣ ଦରକାର। ତାମିଲନାଡୁ ରୂ ଚାବି ଆଣି ଖୋଲି ଦିଅ। ଆଳ ନଦେଖା ଇ କାର୍ଯ୍ୟ ଆରମ୍ଭ କରନ୍ତୁ। ଆଉ ନ ବର୍ଷ ଧରି ମେଣ୍ଟ ରେ ଥିଲ ଲଜ୍ଜା କୁଆଡ଼େ ଯାଇଥିଲା ଆଇନ୍ ମନ୍ତ୍ରୀ ଖୋଜି ଆଣନ୍ତୁ।
Good work done by Mohan Govt.
ଜଗନ୍ନାଥଙ୍କର ରତ୍ନଭଣ୍ଡାର ଖୋଲିବା କଥା ଶୁଣିଶୁଣି କାନର ପରଦା ଫାଟିଗଲା,ଲୋକହସା କଥା ଆମେ ଏହି ବିଷୟରେ ଶୁଣିବାକୁ ଲାଜ ଲାଗୁଛୁ,ଏଟି ଆଧ୍ୟାତ୍ମିକ ମନୋଭାବକୁ ରାଜନୀତିରେ ପ୍ରୟୋଗ କଲେ ଏହା ହେବ, କିନ୍ତୁ ବିଜେପି ସରକାର ଧର୍ମ ଧର୍ମ କହି ଆସିଲା କେମିତି ଶାସନ କରିବ ଜନତା ଦେଖିବାର ବାକି ରହିଲା
Puri Sankaracharjyanka paramarsaneba Uchit 🙏🌹🙏
ରତ୍ନ ଭଣ୍ଡାର ବିଷୟରେ ଯାହା ଅପପ୍ରଚାର କରାଗଲା ଏହା କେବଳ କିଛି ଗଣମାଧ୍ୟମ ହିଁ କରିଥିଲେ,ଆଉ ବିଜେପି କୁ ଶାସନ କୁ ଆଣିଥିଲେ । ଗଣ ମାଧ୍ୟମ ନିଜ ଟିଆରପି ବଢାଇ ବା ପାଇଁ ଛେଳିକୁ କୁକୁର କୁହନ୍ତି ଆଉ ଲୋକଙ୍କ ମନରେ ଜୋର ଜବରଦସ୍ତ ଲଦି ଦିଆଯାଏ।
ବିଜେଡି ଆଗରୁ କଣ କରୁଥିଲା
Ratna bhandara kholile lokankara kana subidha heba
What about kusuma scheme of jajpur
Dhanyabada
Mahan SIR Abingya Byakti Manaku Thik Chayan karichhanti Ame Samaste Acthire Santusta .Aha Najniti ra urddhare Rahi Rajya Basinku Asawast kariba pain Anurodha
Jai Jagannaatha.🙏
ତୁମ ଦଳ ତିଆରୀ କରିଥିବା ମନ୍ଦିର କମିଟି ରଖିବାକୁ
ବାଧ୍ୟ ନୁହଁ l ଆପଣ ଚବିଶି ବର୍ଷ ଭିତରେ ତୁମ ଦଳ କରିଥିବା କାମର ପୁରସ୍କାର ଜନସାଧାରଣ ଦେଇଛନ୍ତି l
ତୁମ ଦଳ ଜଗନ୍ନାଥଙ୍କୁ ବନ୍ଦୀରେ ରଖି ଭକ୍ତମାନଙ୍କୁ ବାସନ୍ଦ
କରିଥିଲେ l ଆପଣଙ୍କ ଦଳ ଶାସନବେଳେ ଜଗନ୍ନାଥଙ୍କର
ଭଣ୍ଡାର ଘର ଚାବି ରଖିଥିବା ବ୍ୟକ୍ତିଙ୍କୁ ଆଉ ଘଣ୍ଟ ଘୋଡାଇ
ରଖି ପାରିବେ ନାହିଁ l ମୋହନ ବାବୂ ଆପଣଙ୍କ ଦଳକୁ ଖୁବ ଶୀଘ୍ର ପଦାରେ ପକାଇବ l
Only congress has capacity and experience to open it. Wait for 5yrs it will happen.
Why couldn't Justice Arjit Pasayat committee open ratnabhandar so far? what was the obstacle on the way of opening it? Justice Arijit Pasayat should clarify and Naveen Patnaik should answer on this matter.
Chabi kaba milila kahibaki
eita ghara katha heichii ta loot heiijiba
B.j.d.chor.dal.nuakamit.thiki
BJD Khala Karichhi Ratna Bhandar ku Jago Odisha
Bjd chanhu nathila ratnabhandra kholajahu. 24 year hela kea manakarithila. Chabi nataka re kaha tanka kharcha kala.
ନ hele chabi bhangi ki କରିଥାନ୍ତେ
ଢେଙ୍କାନାଳ,ତୁମ ଦଳ ତୁମେ ସମ୍ଭାଳ
Pramila madan Dali chorani CBI inquiry karajau
Chabi pandian daidala
Nirlaj
Chabi Kauthi se Katha kuha
Pramilankar dalidurniti katha manenanhi. Kamitigatban jatharth
Khali ta bjd birudhare kahucha tume kahara vote re sarkar godhicha bjd vote bjp ku diahoini
Pramila has no right to partispet about ratnabhander matter.
ରଙ୍ଗ ମିସ୍ତ୍ରୀ ମୋହନ ହାଡ଼ି
Odissare.kan.misa.ki.kamjori.sarakar.b.j.p.ku.etematrare.khemata.diajaichhije..ethibirodhinahanti.kebala.gotie.manabala.sarakar.tenu.bhaya.kahiki?
ବିଜେପି। କାଣ highecourt ର ପରମିଶନ ଆଣିଥିଲା ,, ନାଁ ଶ୍ରୀମନ୍ଦିରର କମିଟି ସହିତ ଆଲୋଚନା କରିଛନ୍ତି 24 ବର୍ଷ ଭିତରେ କୋଭିଡ କେତବର୍ଷ କାଟିଲା ହାଇକୋର୍ଟ କେତେଦିନ ପରେ ଅନୁମତି ଦେଲେ ନବୀନ କମିଟ ସହିତ ଆଲୋଚନା କରି କମିଟି ଗଢି ଭଣ୍ଡାର ଖୋଲିଥାତ୍ନେ
BJP ନହେଲେ ପୁରା ସତ କହୁଛି mg ସବୁଠୁ ବଡ ଚୋର BJP
BJP ra drama Prabal kama drubal