Video není dostupné.
Omlouváme se.

ପାବାର୍ || pabar || rajo special || odia comedy || balasoriya aurabinda !!

Sdílet
Vložit
  • čas přidán 13. 06. 2024
  • Producer - Aurabinda Dey
    Director - soumyajit Barik
    Concept- Amrutanshu
    Dop - Anil Jena
    Production manager - jitun
    Cast - Aurabinda
    Adya
    Sameer
    Jitun
    #manmaydey #odiacamedy #balasoriyaauracomedy #chandanbiswal #chandan_chanchal_bhojpuri_new_video #rajospecial #naveenpatnaik #naveenbabucomedey

Komentáře • 840

  • @Balasoriyacomedy
    @Balasoriyacomedy  Před 2 měsíci +143

    Naveen Sir Amara Fvrt Thile Au Rahibe , Video ku Last Jae Dekhantu Sabu janiparibe 🙏❤️ Comedy Ku Samaste Comedy Re Hii niantu ,Dehaku Kehi Neijauni 🙏Jay Jaga ❤

  • @Bnshort499
    @Bnshort499 Před měsícem +48

    ଦିଦିଙ୍କ ଅଭିନୟ ସତରେ ହୃଦୟକୁ ଛୁଇଁ ଗଲା 😢ସତରେ ଦିଦି ଆପଣଙ୍କୁ ଅଭିନୟରେ ଶତ ପ୍ରତିଶତ ମାର୍କ ଦିଆ ଯିବ🥰

    • @pradipkumardas1975
      @pradipkumardas1975 Před měsícem +1

      You are grat

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

    • @Bnshort499
      @Bnshort499 Před měsícem

      @@Balasoriyacomedy it's my pleasure Brother 🥰🥰

  • @ganeshsing5580
    @ganeshsing5580 Před 2 měsíci +28

    Balasore ru kia dekuchha like kara

  • @SUSHANT_KUMAR_10
    @SUSHANT_KUMAR_10 Před 2 měsíci +85

    ସତ କହିବାକୁ ଗଲେ ଭିଡିଓ ଟିକୁ କମେଡି ର ରୂପ ଦେବାକୁ ଯାଇ ,ଯେଉଁ ପରି ଭାବରେ ବର୍ଣ୍ଣନା କରାଯାଇଛି ,ତାହାକୁ କହିବା ସମ୍ଭବ ନୁହଁ। ତା..ଛଡା ଶେଷରେ ମା..ର ଯୋଉ ବିକଳିଆ କାନ୍ଦ,ସତରେ ଆଖିରୁ ଲୁହ ଆଣିଦେଲା ..।
    କହିବାକୁ ଗଲେ ନବୀନ sir ୨୫ ଶାସନ କରିଲେ ସତ କିନ୍ତୁ ତାଙ୍କର ଯୋଜନା ଗରିବ ମାନଙ୍କ ପାଖରେ ପହଞ୍ଚିଲାନି।
    ଭାଇ ଭିଡିଓଟି ମନକୁ ଛୁଇଁ ହୃଦୟକୁ ଏମିତି ସ୍ପର୍ଶ କଲାଯେ ,ମୁଁ କମେଣ୍ଟ୍ ନ ଦେଇ ରହିପରିଲିନି ।❤

  • @GayadharMallick-rp2dy
    @GayadharMallick-rp2dy Před 2 měsíci +145

    ଓଡ଼ିଶାର ବାସ୍ତବ ଚିତ୍ର କୁ ଆପଣ ନିଚ୍ଛକ ଭାବରେ ବର୍ଣନା କରିଛନ୍ତି ଗଲା ଚବିଶ ବର୍ଷ ରେ ଓଡ଼ିଶାର ବିକଳ ଚିତ୍ର କୁ ବର୍ଣନା କରିଛନ୍ତି ଓଡ଼ିଶାର ଉପାନ୍ତ ଅଞ୍ଚଳ ରାୟଗଡା ରେ ମୁଁ ନିଜ ଆଖିରେ ଦେଖିଛି ରାସ୍ତା ନାହିଁ ପିଇବା ପାଣି ନାହିଁ ଉପାନ୍ତ ଛାଡ଼ନ୍ତୁ ମୋ ଭଦ୍ରକ ଜିଲ୍ଲା ରେ ପ୍ରାୟ phc ରେ ଡାକ୍ତର ନାହାନ୍ତି ଆଶା ନୂଆ ସରକାର ଏଥିପ୍ରତି ବିଶେଷ ଦୃଷ୍ଟି ଦେବେ. ଜୟ ଜଗନ୍ନାଥ

    • @Balasoriyacomedy
      @Balasoriyacomedy  Před 2 měsíci +15

      Sei Katha Kichhi loko Bujhiparu nahanti

    • @bhaktirahasya9910
      @bhaktirahasya9910 Před 2 měsíci +10

      bhai ରାୟଗଡା କାହିଁ ଯାଉଛ..ବେଶି ବାଟ ହେଉଯାଉଛି , ଆମ ରାଜଧାନୀ ଭୁବନେଶ୍ବରକୁ ଆସ ମୁଁ ଦେଖେଇଦେବି ଏଠି ବି ରାସ୍ତା ନାହିଁ ଏବଂ କିଛି ଅନ୍ଚଳରେ ପାଣି ପାଇଁ ନଦୀ ଗାଡିଆ ଉପରେ ଲୋକ ନିର୍ଭରଶୀଳ । ୨୪ ବର୍ଷର ଶାସନରେ ବିକାଶ ହେଉଛି ଓଡିଶାର ନୁହେଁ ..ଓଡିଶାର ନେତା , ମନ୍ତ୍ର ଏବଂ ତାମିଲ ଅଫିସରମାନକଂର । ଆମ ଫିଲା ୫ଟି ସ୍କୁଲରେ ପାଠ ପଢୁଛନ୍ତି , ଶିକ୍ଷକ ନାହାନ୍ତି ଆମେ ଗରିବ ଓ ଶୋଷିତ ଆମ ପିଲା ବି ସେଭଳି ଭୋଗିବେ । ତାକଂ ପିଲା ଫରେନ ସ୍କୁଲରେ ପଢୁଛନ୍ତି , ପଢିଶାରି ପୁଣି ଓଡିଶାକୁ ଫେରି ଆମ ପିଲାକୁଂ ଶାସନ କରିବେ । ଓଡିଆର ରକ୍ତ ଶୋଷିବେ । କେବେ କୋଉ ସଚିବ କିମ୍ବା ନେତାର ପିଲା ୫ଟି ସ୍କୁଲ କି କଲେଜ ରେ ପଢିଥିବାର ଦେଖିଛନ୍ତି ? ନା..ଦେଖିବେ ନାହିଁ ମଧ୍ୟ । ସେମାନେ ଫରେନ ରେ ପଢବେ । ଆଉ ଓଡିଶା ଆଶି ଓଡିଆକୁଂ ଲୁଟିବେ ।

    • @balasorecomedy7994
      @balasorecomedy7994 Před 2 měsíci

      Right 👍 ​@@bhaktirahasya9910

    • @deepakvengra4512
      @deepakvengra4512 Před 2 měsíci +1

      Thank you 🙏🙏🙏🙏 bhai.
      Satya samna ku aniba pai..

    • @rejeshmoharana1561
      @rejeshmoharana1561 Před 2 měsíci +2

      Jay nabine sir

  • @btsjagannath
    @btsjagannath Před měsícem +15

    ନବୀନ ବାବୁ ସବୁ ଯୋଜନା କଲେ ମଧ୍ୟ ତାହା ଗରିବ ପରିବାରରେ ପହଞ୍ଚି ପାରିଲା ନାହିଁ । ସବୁ ଲୁଟିନେଲେ 😢😢

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @rinkusahu8775
    @rinkusahu8775 Před 2 měsíci +44

    ଏ ଭିଡ଼ିଓ ଟି ନିହାତି ଓଡ଼ିଶାର ନେତା ମନ୍ତ୍ରୀ ମାନେ ଦେଖିବା କଥା, ଥରେ ଦେଖି ଆସ ଗାଁ ଗାଁ ବୁଲି, ଲୋକ ମାନେ କେତେ ସରକାରୀ ସୁବିଧା ପାଉଛନ୍ତି ନାଁ ପାଉ ନାହାନ୍ତି, ଯିଏ ଗୋଟେ ଗରିବ ଲୋକର ଦୁଃଖ କଥା ବୁଝୁଥାଏ ସେ ହିଁ ପ୍ରକୃତ ସଚୋଟିଆ ମଣିଷ ଆଉ ନେତା, ଭିଡ଼ିଓ ଟି ବହୁତ ହୃଦୟସ୍ପର୍ଶୀ ହୋଇଛି, ସମସ୍ତ କଳାକାର ମାନଙ୍କୁ ମୋର ହୃଦୟରୁ ଧନ୍ୟବାଦ, Love You ଆଦ୍ୟାଶା ଦିଦି 🙏🏻

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @Jagasgift.jyotsna01
    @Jagasgift.jyotsna01 Před 2 měsíci +31

    ମାନ୍ୟବର ମୁଖ୍ୟମନ୍ତ୍ରୀ ବହୁତ୍ କିଛି କରିଛନ୍ତି କିନ୍ତୁ ଲୋକମାନଙ୍କ ପାଖରେ ତାହା ପହଞ୍ଚି ପାରିନାହିଁ 😢କିନ୍ତୁ ଆମ ମୁଖ୍ୟମନ୍ତ୍ରୀଙ୍କ ଭଳି ଆଉ କେହି ବି ଆମକୁ ମିଲିବେନି 😢Naveen sir 🙏

    • @Balasoriyacomedy
      @Balasoriyacomedy  Před měsícem +3

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

    • @ganeshodiavlog4976
      @ganeshodiavlog4976 Před měsícem +1

      Pura thik kahichantu

    • @user-sujay182
      @user-sujay182 Před měsícem +1

      Kn kachi tk kahilo...kn...kn...list...Dio...joldi..dei pariba....

    • @pujaraniswain963
      @pujaraniswain963 Před měsícem +1

      Are khali karidele habani jaha b karuthile seya kemiti Janata nka pakhare pahanchiba taha upare padakhyepa nebara thila au khali karidele kichhi lava nahi jia khaiba katha sia khaichhi

  • @KhushiDanceDhamaka
    @KhushiDanceDhamaka Před měsícem +41

    Keonjhar ru kie ଦେଖୁଛ like kara❤❤

  • @MukeshKumarSahu-gw4sq
    @MukeshKumarSahu-gw4sq Před 2 měsíci +53

    ବାସ୍ତବିକ୍ ଭାବେ naveen sir ଗରିବ ଖଟିଖିଆ ଲୋକ ଙ୍କ ଠାରୁ ଆରମ୍ଭ କରି କୃଷକ ଓ ଶ୍ରମିକ ମାନଙ୍କ ପାଇଁ ମଧ୍ୟ ବହୁ ଯୋଜନା ପ୍ରଣୟନ କରିଥିଲେ କିନ୍ତୁ ଦୁଃଖ ର କଥା ଯେ ତାହା ଲୋକ ଙ୍କ ପାଖରେ ପହଞ୍ଚି ପାରୁନଥିଲା
    I love Naveen
    I miss you Naveen

    • @Balasoriyacomedy
      @Balasoriyacomedy  Před měsícem +2

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @sudhirgouda4391
    @sudhirgouda4391 Před 2 měsíci +35

    ବାସ୍ତବିକ ଆମ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବହୁତ ଯୋଜନା କରିଛନ୍ତି l ସେ ଗୁଡିକ ବାଟ ମରଣା ହେଇଯାଇଛି l ଯାହାଦ୍ୱାରା କୋଟି କୋଟି ଖର୍ଚ୍ଚ ହୋଇ ମଧ୍ୟ ସଠିକ କାମରେ ଲାଗିନି l ଦେଖିବା ଆଗକୁ ଆମ ନବ ନିର୍ବାଚିତ ମୁଖ୍ୟ ମନ୍ତ୍ରୀ କଣ କରୁଛନ୍ତି ଆଗାମୀ 5 ବର୍ଷ ମଧ୍ୟରେ 🙏🏻🙏🏻🙏🏻😞

    • @omkardash4472
      @omkardash4472 Před 2 měsíci +2

      ଯଦି ଯୋଜନା ଯାହା ପାଖରେ ପହଂଚିବା କଥା, ପହଂଚିନି, ତାହେଲେ.. କଣ କରିଛନ୍ତି? ଏଇଟା କେବଳ ମିଛ ଭଲ ପାଇବା... କେବଳ ପ୍ରଚାର ଚାଲିଛି ବଗ କୁ ସାଧୁ ସଜାଇ

    • @Manas_Bhoi
      @Manas_Bhoi Před měsícem

      ​@@omkardash4472ସତକଥା

    • @Balasoriyacomedy
      @Balasoriyacomedy  Před měsícem +2

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @dilipsamal5980
    @dilipsamal5980 Před měsícem +10

    ବହୁତ ବଢିଆ ସଂଳାପ ସାଙ୍ଗକୁ ସୁନ୍ଦର ଅଭିନୟ, ଗୋଟେ ପରେ ଗୋଟେ ସମସ୍ତ ଯୋଜନା କିପରି ଫେଲ୍ ମାରିଛି, ସେ ବିଷୟରେ ଜଣାଯାଇଛି ।ସମସ୍ତଙ୍କୁ ବହୁତ ଧନ୍ୟବାଦ ।

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @daisykidairy
    @daisykidairy Před 2 měsíci +17

    Nabina sir sabu jyojan kariki v gariba nka pakhre pahnchi parila nahi....jauthi pain dhani dhani hei gala au gariba gariba rahi gala....🤔

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @Bnshort499
    @Bnshort499 Před měsícem +4

    ଭିଡିଓଟି ଖାଲି ମନୋରଞ୍ଜନ ପାଇଁ ନୁହେଁ ଭାଇ ଏହା ପ୍ରକୃତରେ ସତକଥା... ଧନି ଆହୁରି ଧନୀ ହେବାରେ ଲାଗୁଚି ଆଉ ଗରିବ ଗରିବ ହେଇ ରହି ଯାଉଚି 😔😔

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @GSOFFCIAL56
    @GSOFFCIAL56 Před měsícem +9

    ବହୁତ ଭଲ ହେଇଛି ଷ୍ଟୋରି ଧନ୍ୟବାଦ 🙏🙏🙏

  • @user-gv4ey6mo2i
    @user-gv4ey6mo2i Před 26 dny +2

    ଭଉଣୀ ଙ୍କ ଅଭିନୟ ଭଲ ହେଇଚି

  • @bhaktirahasya9910
    @bhaktirahasya9910 Před 2 měsíci +10

    ଭଲ ଲାଗିଲା. । ଏଭଳି ନିର୍ଛକ ସତ୍ୟ ପ୍ରସଗଂକୁ ଆଗକୁ ଆଣନ୍ତୁ । ଆମେ କେଉଁ ଦଳ ବିରୋଧରେ ନାହୁଁ । ଯାହାସତ୍ୟ ସେଇଆ ହିଁ ସତ୍ୟ

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @SonuDas-ts8bn
    @SonuDas-ts8bn Před 2 měsíci +24

    ବହୁତ୍ ବଢିଆ ଲାଗିଲା 😢😢 ଲାଷ୍ଟ୍ 5 ମିନିଟ୍ ଆଖିରୁ ଲୁହ ବାହାରିଲା

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

    • @AmrutKumar-yr8xq
      @AmrutKumar-yr8xq Před měsícem

      Bhai bohut kosto lagila😂😂😂😭😭😭😭😭last re

  • @kailashdas6270
    @kailashdas6270 Před 2 měsíci +55

    Manmay ଭାଇ ବିନା comedy ଅଧୁରା miss u manmay bhai❤❤❤

    • @janmejaytripathy4386
      @janmejaytripathy4386 Před 2 měsíci +2

      ସିଏ ଗୋଟେ କାଢୁ😂

    • @Manashcreativevidio
      @Manashcreativevidio Před 2 měsíci +3

      Manmaya bhai jane bhala actor baki kaha bina kanasi jinisa adhura huani.... So all the best madi chala...... ❤❤

    • @kailashdas6270
      @kailashdas6270 Před 2 měsíci

      @@Manashcreativevidio but bro ebe comedy re au majaa asuni 😔😔

    • @janmejaytripathy4386
      @janmejaytripathy4386 Před 2 měsíci +1

      @@Manashcreativevidio this is the difference between appreciation or expectation 🫠

    • @ChanduNaik-rd2iz
      @ChanduNaik-rd2iz Před 2 měsíci +1

      Manmay ku dekhibo hele ta channel ku jao

  • @user-fn3vk9kp4o
    @user-fn3vk9kp4o Před měsícem +13

    Original v.k pandiyan bhali dekha jauchanti se😅😅😅

  • @simanchalpujari6762
    @simanchalpujari6762 Před 2 měsíci +24

    ଏଭଳିଆ ଭିଡ଼ିଓ କରି ଓଡ଼ିଶାର ସତ୍ୟତା ଦେଖାଈଥିବାରୁ ହୃଦୟରୁ ଅଭିନନ୍ଦନ

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @Khantichandabalia
    @Khantichandabalia Před měsícem +5

    ଓଡିଶା ର ବାସ୍ତବିକତା କୁ ଲୋକଲୋଚନକୁ ଅଣିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, 24 ବର୍ଷର ଏକ ଛତ୍ରବାଦ ଶାସନ ର ଅନ୍ତ ଘଟିଛି, ଆଉ ଆଶା ଅଛି ଓଡ଼ିଶାର ମାନଚିତ୍ର ବଦଳିବ 🙏

    • @ramsudarshan2163
      @ramsudarshan2163 Před měsícem +2

      ଦେଖା ଯାଉ ଓଡ଼ିଶା ର କେତେ ମାନଚିତ୍ର ବଦଳୁଛି BJP ଗୋଟେ ମାସରେ ଚାଉଳ 400 ଟଙ୍କା କୁଇଣ୍ଟଲ ତେଲ 15 ଟଙ୍କା ଡାଲି 10 ଟଙ୍କା କେଜି ପିଛା ବଢ଼ି ଲାଣି କଣ ମାନଚିତ୍ର ବଦଳିବ ଜଣାପଡୁଛି

  • @satrughnamallicj8703
    @satrughnamallicj8703 Před měsícem

    ମୋ ଓଡ଼ିଶା ନବୀନ ଓଡ଼ିଶା ରୁପାନ୍ତି କରଣ ଅଭିନୟ ମାଧ୍ୟମ ରେ ଜନସାଧାରଣ ଙ୍କୁ ଜଣାଇ ଥିବାରୁ ବହୁତ ବହୁତ ଧନ୍ୟବାଦ 😂😂😂😂😢😢😢😢 ନବୀନ ବାବୁ 😂😂😂😂

  • @Debasmitalife
    @Debasmitalife Před 2 měsíci +8

    A man with zero haters,....only Naveen sir 🙏🥺

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @manaskumardas1466
    @manaskumardas1466 Před 2 měsíci +8

    ଦେଖି ଲା ପରେ ବହୁତ ଭଲ ଲାଗିଲା ଓ ତା ପରେ ଶାନ୍ତି ମିଳିଲା ହେ ପ୍ରଭୁ ଏ ଭଳିଆ ସରକାର ଓଡିଶା କୁ ଆଉ କେବେ ବି ଦିଅ ନାହିଁ କାରଣ ଏ ଭଳି କେତେ ପରିବାର ନଷ୍ଟ ହେଇଚି ଏଇ ଚାବିଶ ବର୍ଷ ହେଲା

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @SharpLearner295
    @SharpLearner295 Před měsícem +1

    ଯିଏ ଏଠି ମାଉସୀ ର ଚରିତ୍ର ଲିଭେଇଛନ୍ତି ତାଙ୍କର ଅଭିନୟ ରେ ମୁଁ କାନ୍ଦି ପକେଇଲି ସତରେ ଦିଦି ଆପଣଙ୍କ ଅଭିନୟ ରେ ବହୁତ୍ ଦମ୍ ଅଛି ଆପଣ ଗୋଟେ ବହୁତ୍ ଭଲ କଳାକାର❤😊

  • @user-pf8it2gg1p
    @user-pf8it2gg1p Před měsícem +1

    ମୁ କୋରାପୁଟ ରୁ ଆପଣଙ୍କ‌ ଭିଡିଓ ବହୁତ ଭଲ ଲାଗିଲା good message ❤❤❤

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @pramodkumar-ii4tl
    @pramodkumar-ii4tl Před 2 měsíci +9

    Best visual. Nikhun abhinaya. Salute to all three specially Adyasha mam is the jewel of video. Arvind babu, bahanaga train tragedy ra emotional video ku taja karidela.

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @entertainmentpoint3218
    @entertainmentpoint3218 Před měsícem +2

    ସତରେ ଏହା ହିଁ ଓଡ଼ିଶା ର ବାସ୍ତବିକତା....ଆଖିରୁ ଲୁହ ଆସିଗଲା 😢😢😢😢

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @balajibehera3663
    @balajibehera3663 Před 2 měsíci +5

    Nabin sir ama paine sabu karichanti,kintu tanka chela chamunda paine se sobu yojona ama pakhe pahanchi paru ni...

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @bdlarun
    @bdlarun Před měsícem +3

    ଅଭିନୟ no 1

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @sasmitamohanty-gb8fx
    @sasmitamohanty-gb8fx Před 2 měsíci +12

    Pandian sir ke जैसा जो एक्टिंग करते है वो सुपर और नवीन सर भी

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @kumardeepak14
    @kumardeepak14 Před měsícem +1

    ଏତେ ସୁନ୍ଦର ଅଭିନୟ ❤ ଭଉତ ଭଲ ଲାଗିଲା .
    ଏ video ସବୁ ନେତା ଦଖିବା ଦରକାର ତମରି ମାନକ ପାଇଁ ଆଜି ନବୀନ sir ଆଉ ପଦବୀ ରେ ନାହାନ୍ତି । ତମର ଟିକେ ଟିକେ ଭୁଲୁ ପାଇଁ ଲୋକ ମାନେ ଆଜି କାନ୍ଦୁଞ୍ଚନ୍ତି 😢

  • @DeepakBehera-qx2mx
    @DeepakBehera-qx2mx Před měsícem +4

    Adya ର ecting ବହୁତ୍ ଭଲ ଲାଗିଲା

  • @biswanathpradhan8789
    @biswanathpradhan8789 Před měsícem +6

    CZcams ra samasta odia video bhitaru ehi video ta sarbasrethha video heichhi.thanks for all team.keep it up

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @SiliDash-z
    @SiliDash-z Před měsícem +1

    What a video😮 just wowww...

  • @waterlife2998
    @waterlife2998 Před měsícem

    ତରକାରୀ ହେଲା ସ୍ୱାଦ ବି ହେଲା ହେଲେ ଶେଷ ରେ ମସଲା ଟିକେ ଲୋଡ଼ା ଥିଲା ନବୀନ ଆଉ ପାଣ୍ଡୁ ତରଫ ରୁ ଅତି ସୁନ୍ଦର ଉପସ୍ଥାପନା

  • @user-lu5dg9pg5e
    @user-lu5dg9pg5e Před měsícem +1

    କାହାରି ପାଖରେ ଏହି ଯୋଜନା କାର୍ଯ୍ୟକାରୀ ନୁହେଁ

  • @DwivedyPrangyashree6183
    @DwivedyPrangyashree6183 Před měsícem

    Video 📸 ti khub sunder hoichi......Jay Jagannath 🙏😃

  • @user-wc6dn4db4r
    @user-wc6dn4db4r Před 2 měsíci +6

    Prathame sarapancha thik bhabare bachha
    Jodi gan gan buliba cm
    Tebe jibana chalijiba buli buli
    Bikash ketebele heba

  • @Abhimanyu-ye4cq
    @Abhimanyu-ye4cq Před měsícem +3

    I love you Balasore teme😂😂😂😂😂

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @ajaypradhan319
    @ajaypradhan319 Před 2 měsíci +14

    Nice video bhai . ଆଜି ର ରାଜନେତା ଆଉ ସରକାର ମାନଙ୍କର ସୁବିଧା ଆଉ ଯୋଜନା 😢❤

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @AratiSss
    @AratiSss Před měsícem +1

    ଆମଭାଗ୍ୟ ବି ସେ ମିତି😢😢😢

  • @daisykidairy
    @daisykidairy Před 2 měsíci +4

    Video ti bhut Sundar au emotional hei thila pura heart touching ❤

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @kajalsmrutilifestyle4906
    @kajalsmrutilifestyle4906 Před měsícem +2

    ପାଣ୍ଡୁ ଚରିତ୍ର ପୁରା ପାଣ୍ଡିଆନ ସହ ମିଶି ଯାଉଛି 👍😂

  • @madhusmitaraito
    @madhusmitaraito Před měsícem +1

    Very interesting didi tama acting

  • @SurendraBehera-hw3cd
    @SurendraBehera-hw3cd Před měsícem

    ଭିଡିଓ ଟି ବହୁତ କରି ଛନ୍ତି ସତେ ଯେମିତି Riyl ଲାଗୁଲା ବିଶେଷ କରି ମା ର ବୁକୁଫଟା କନ୍ଦନ ମ ଆଖି ରେ ଲୁହ ଆଣି ଦେଇ ଥିଲା। ଧନ୍ୟବାଦ ମା ଆପଣଂକୁ।

  • @gobindchandrakarjee
    @gobindchandrakarjee Před 2 měsíci +18

    ବାସ୍ତବତାକୁ ଏହି ଭିଡିଓ ମାଧ୍ଯମରେ ଦେଖାଇ ଥିବାରୁ ମୋ ତରଫରୁ ବହୁତ ବହୁତ ଧନ୍ଯବାଦ ଜଣାଉଛି। ଏମିତି ଜାରୀ ରଖ ।

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

    • @user-pf8it2gg1p
      @user-pf8it2gg1p Před měsícem

      ଆମ କୋରାପୁଟ ରେ ବି ସେମିତି ଅବସ୍ଥାରେ ଅଛନ୍ତି ଗାଁ ଗହଳିରେ ମଦ ପିଇ ମାତାଲ୍ ହେଇ ଲୋକ ମାନେ ମରୁଛନ୍ତି ପିଇବା ପାଇଁ ଫାଣି ମିଳୁନି ଝରଣା ପାଣି ଫିଈ ଅଛନ୍ତି ଭଲସେ ରାସ୍ତା ନାହି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ସରକାର ସୁବିଧା ବି କିଛି ଫାଇ ନାହାଁନ୍ତି ୨୫ ବର୍ଷ ଶାସନ ର ଫଳ 😢😢😢 ସବୁତ ବିଜେଡି ର ନେତା ମନ୍ତ୍ରୀ ମାନେ ଲୁଟି ଖାଇଲେ

  • @mrvikiodia
    @mrvikiodia Před měsícem +3

    Ebe ta election sarigala aou aga pari prachar gadi ki neta bi asunahanti ,puni pancha barsa pare epari hba, ame vabithilu dusta neta mananku hateiba pani,kintu ama priya nabin hatijibe,aita kebe bi vabinathilu, mo pani NABIN mukhyamntri agaru jemiti thile ebe bi se mo pani mukhyamntri, se jagare mu aou kahaku bi rakhiparibini, love u NABIN patnyak❤❤❤❤

  • @sujaychaulya8443
    @sujaychaulya8443 Před měsícem +4

    Ama odisha ra best cm

  • @AkshayaNayak-yq3ic
    @AkshayaNayak-yq3ic Před měsícem

    Very good brother khusi lagila

  • @akbcreation9336
    @akbcreation9336 Před 7 dny

    Bahut Sundar video

  • @bhuyanmonalisha5024
    @bhuyanmonalisha5024 Před měsícem +2

    BJD bohut kichhi karichhi ....❤ Batya , banya bele kebal gotie chehera manepade se houchhanty Naveen pattnaik .....ei pandian pai party harila

  • @shradha219
    @shradha219 Před měsícem +1

    Tanka gachha part 2. Asibani ki ❤️❤️🎈🥰🤗😀🤗🥰❓

  • @sonalibehera5404
    @sonalibehera5404 Před měsícem +2

    Super acting di

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @AratiSss
    @AratiSss Před měsícem +2

    Tomo video dekhi bohuto khushi lagila😊😊😊

  • @crazygirl1732
    @crazygirl1732 Před 2 měsíci +5

    Everyone has done so good acting according to the charectors but adya madam has done such amazing and realistic acting which really made me emotional seeing her, and tbh it's the bitter reality of Odisha and it's 24 yours government, now we really hope current govt will not disappoint us.jay jagannath 🙏🏻

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @manishapassion362
    @manishapassion362 Před měsícem

    Bahut sundar... 👌👌👌🙂

  • @FunnyFactory989
    @FunnyFactory989 Před 2 měsíci +2

    ମୁଁ ଭଗବାନ୍ ପାଖରେ ପ୍ରଥନା କରୁଛି ଯେ ମୋରୋ ଓଡ଼ିଆ ଭାଇ ଓ ଭଉଣୀ ମାନେ ସବୁବେଳେ ଖୁସିରେ ରୁହନ୍ତୁ ❤️❤️❤️❤️❤️❤️

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @sibudash9056
    @sibudash9056 Před měsícem +3

    ଭାଇ ଛୋଟ ମୁଁହ ରେ ବଡ କଥା ଆଉ ମୁଁ କଣ କହିବି..this is resembles of different part of odisha .. and video is nostalgic 💕 sundargarh

  • @jena403
    @jena403 Před měsícem

    satare adya didi tama pari realistic acting kehi kariparibeni😢😢😢😢😢 satare ei vdo dekhiki akhire luhs chali asila😢😢😢😢😢😢😢love you diiiii

  • @jolly0530
    @jolly0530 Před 2 měsíci +2

    Dis lady’s acting superb she had to in our ollywood ….

  • @AVIRAM_143
    @AVIRAM_143 Před měsícem +2

    ବହୁତ ହୃଦୟ ବିଦାରକ କାହାଣୀ 😭
    ଏ ହଉଛି ଆମ 24 ବର୍ଷ ସ୍ଥିର ସରକାରଙ୍କ କରୁଣ କାହାଣୀ 😢
    ସରକାର ଯଦି ଗରିବ ଲୋଲଙ୍କ ପାଖକୁ ଆସି ଥରେ ଦେଖି ଥାନ୍ତା ତାଙ୍କ ଅବସ୍ଥା 😢 ତାହେଲେ ସେ ନିଜେ ଜାଣି ପାରି ଥାନ୍ତା 😢 ଲୋକ ମାନେ କଉ ଅବସ୍ଥାରେ ଅଛି ! ଆଉ କଉ ଭଳି ଭାବରେ ଏବେବି ଜୀବନ ଜାପନ କରୁଛନ୍ତି 🙏

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

    • @AVIRAM_143
      @AVIRAM_143 Před měsícem

      @@Balasoriyacomedy Okkk

  • @mr.biswajit11
    @mr.biswajit11 Před měsícem

    Bahut bhala lagila last part 〽️🎉

  • @rashmitaroul7955
    @rashmitaroul7955 Před měsícem

    Nice video bahut sundar

  • @odiadesisinger5032
    @odiadesisinger5032 Před 5 dny

    Dil se Love you bro amiti video upload karithibaru ❤❤❤

  • @bharatmajhi8536
    @bharatmajhi8536 Před měsícem

    O bhai hasi hasi peto batha bahut sad 😢 lagila ❤❤❤😂😂😂😂👍

  • @utsargikajena4252
    @utsargikajena4252 Před 2 měsíci +2

    Adyaa Di ❤❤❤❤❤❤

  • @chandu-tf2nq
    @chandu-tf2nq Před měsícem +1

    Amo bhai mane bhala emotional story video karanti ❤

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @ch-cr7on
    @ch-cr7on Před měsícem

    Bahut sundar ❤

  • @salgechapeyar129
    @salgechapeyar129 Před 2 měsíci +4

    Kaha akhi ru luha asila 😢😢❤❤❤ like karo 😢

  • @MrKing-cf1rh
    @MrKing-cf1rh Před měsícem +1

    Gaan ro bikasho kichi v heuni Khali election time ashibe vote pai real story 😢🙏🙏

  • @chaitanyarout9931
    @chaitanyarout9931 Před 2 měsíci +2

    ସମସ୍ତ ରାଜନେତା ମାନଙ୍କୁ ଅନୁରୋଧ A C ରୁମ ଛାଡ଼ି ନିପଟ ମଫସଲ ଅଞ୍ଚଳ ରେ ଗୋଟିଏ ଗୋଟିଏ ଦିନ କାଟନ୍ତୁ ଅସଲ ଚିତ୍ର ଜାଣି ପାରିବେ ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ ସମୀକ୍ଷା କରିବା ଦରକାର

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @user-lf4mz1kd7m
    @user-lf4mz1kd7m Před 2 měsíci +4

    Satare bohut bhala video heichi 😂😂😂😂

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @user-zp1ce5rl6e
    @user-zp1ce5rl6e Před měsícem +2

    ଅତି ସୁନ୍ଦର କାହାଣୀ ଟିଏ. 👍👍👍

  • @STATUSKING-uq2sf
    @STATUSKING-uq2sf Před měsícem

    Ati sundar 🎉🎉🎉 continue 👍👍👍👍👍

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @user-barsha116
    @user-barsha116 Před 28 dny

    Bahut badhia lagila🙏❤️❤️🙏🙏

  • @SasmitaDas-ti2lv
    @SasmitaDas-ti2lv Před měsícem

    Oh mind blowing vedio

  • @user-sm1gt7mf1w
    @user-sm1gt7mf1w Před měsícem

    ଓଡ଼ିଶାରେ ଲୋକରଙ୍କ ଆଙ୍ଗୁଠି ସମାନ ନୋ ଥାଏ ସେମିତି ଜେନ ସରକାର ଆସିଲେ ବି କଉଠି ନା କେଉଁଠି ଅଭାବ ରହିଥାଏ

  • @aniljena8439
    @aniljena8439 Před měsícem

    ବହୁତ ଭଲ ଲାଗିଲା ଆପଣଙ୍କ ଭିଡିଓ ହେଲେ ସେ ମା ପାଇଁ ହୃଦୟ ରୁ🙏🙏🙏🙏

  • @somanathbarik1445
    @somanathbarik1445 Před 2 měsíci +3

    I think you are the best female actor sister... nicely acted🙏

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @ramaparida1622
    @ramaparida1622 Před měsícem

    କଟକ ଜିଲ୍ଲାରେ କିଏ କିଏ ଦେଖୁଚ ❤️❤️❤️ କର

  • @beautifulvoicesanjureallyi2665

    Satare bhai e video dekhiki akhiru luha asijauchhi bahut bhala story bahut badhia thanks your allbteem members

  • @Preetilifestyle143
    @Preetilifestyle143 Před měsícem

    Pura right 👍👍👍👍

  • @supiyabalaramshee7201
    @supiyabalaramshee7201 Před 2 měsíci +1

    I miss you Nabin sir

  • @JhansiraniDhal
    @JhansiraniDhal Před měsícem +1

    I am from Jajpur. I can't there is any place in odisha such it. Thaks for indicateing the reality of odisha.😢😢😢😢😢😢😢

  • @hikimmarndi3970
    @hikimmarndi3970 Před měsícem

    Didi ro choritro bohuto bholo lagila

  • @rajeshkumarsahoo8842
    @rajeshkumarsahoo8842 Před 2 měsíci +4

    Fabulous acting sister

  • @Shayam570
    @Shayam570 Před 2 měsíci +9

    ସମସ୍ତେ ଆମେ ନବୀନ୍ ଫ୍ୟାନ୍ ❤❤

    • @AGcreatechannel
      @AGcreatechannel Před 2 měsíci +2

      ତମେ ସବୁ ପାଣ୍ଡୁ ତାମିଲି ଚମଚା ସଳା.

  • @tapanbehera5363
    @tapanbehera5363 Před 2 měsíci +2

    Really that was a heart touching video and I love Naveen sir always 🎉🎉❤❤

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @DIBYARANJANROUT-e7n
    @DIBYARANJANROUT-e7n Před měsícem

    NABIN PATTNAIK AU PANDIAN ROLE SUPER

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @user-babli888
    @user-babli888 Před 2 měsíci +6

    Nice act 😂😂😂😂

  • @subhasisop2788
    @subhasisop2788 Před měsícem

    Super ama baleswaria❤❤❤

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝

  • @basantakumarswain362
    @basantakumarswain362 Před měsícem

    Heart touching really story

  • @priyankamohanty3478
    @priyankamohanty3478 Před 2 měsíci +5

    Super🎉 acting❤

  • @bijayeenipatra4109
    @bijayeenipatra4109 Před 2 měsíci +1

    Best CM of odisha Mr Nabin pattnayak sir 🙏🏻

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @pc_leader_yt
    @pc_leader_yt Před 16 dny +1

    That true 😢❤

  • @knowledgepoint739
    @knowledgepoint739 Před měsícem

    ଏତେ ପରେ ବି କିଛି ଲୋକୋ ନବୀନ ପଟ୍ଟନାୟକ ର ପଛ ଟେକି ଧରିବାରେ ଟିକେ ବି ଲଜ୍ଜ୍ୟା କରୁ ନାହାନ୍ତି,,, ଯେତେ ଦିନ ପାଇଁ ଆମେ ମଦ ଆଉ ମାଂସ ଖାଇକି vote ଦେଉଥିବା ଆମର ଅବସ୍ଥା ସେମିତି hovo,,,

  • @bhaktirahasya9910
    @bhaktirahasya9910 Před 2 měsíci +3

    ପାଣ୍ତୁ ରୋଲ୍ ଟା ଭାରି ଭଲ ଲାଗୁଛି...😂😂😂😂

    • @Balasoriyacomedy
      @Balasoriyacomedy  Před měsícem

      Thank you so much 😊 for your valuable feedback 🙏....Do share and subscribe❤️ .... We need your support ❤️‍🩹🤝

  • @rupaliray6858
    @rupaliray6858 Před měsícem +1

    Satare akhire luha asigala..nichhuka abhinaya madhayma re nirata satya ku paribesana karithibari apananku bahut bahut dhanyabad 🙏🙏

    • @Balasoriyacomedy
      @Balasoriyacomedy  Před měsícem +1

      Thank you so much 😊 for your valuable feedback 🙏....Do share and subscribe .... We need your support ❤️‍🩹🤝