ସୁଧାଂଶୁ@8: ବବି ଦାସଙ୍କ ସାମ୍ବାଦିକ କମେଇଛନ୍ତି ଶହେ କୋଟି !

Sdílet
Vložit
  • čas přidán 5. 07. 2024
  • @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

Komentáře • 428

  • @laxmidharsenapati3313
    @laxmidharsenapati3313 Před 5 dny +155

    ଧନ୍ୟବାଦ ଫୋକସ୍ ଚ୍ୟାନେଲ ଧନ୍ୟବାଦ ସୁଧାଂଶୁ ସାର୍ ଆପଣଙ୍କୁ କୋଟି କୋଟି ପ୍ରଣାମ। ଆପଣଙ୍କ ସାମ୍ବାଦିକତା କୁ କୋଟି କୋଟି ପ୍ରଣାମ।ଏ ସବୁ ଚୋର କ୍ରିମିନାଲ ଗୁଣ୍ଡା ବଦମାସ୍ ଠକ ଦଲାଲ ମାନଙ୍କ କଳା କାରନାମା ବିଷୟରେ ସାରା ରାଜ୍ୟବାସୀ ଙ୍କୁ ଜଣାନ୍ତୁ। ଏମାନେ ମିଳି ମିଶି ଆମ ରାଜ୍ୟ କୁ ଲୁଟି ଖାଇଗଲେ। ଏମାନଙ୍କୁ ତୁରନ୍ତ ଗିରଫ କରି ଜେଲ ହାଜତକୁ ପଠାନ୍ତୁ। ଏମାନେ ସବୁ ଜେଲ୍ ଗଲେ ସାରା ରାଜ୍ୟବାସୀ ଖୁସି ହେବେ

    • @sasadharbaral557
      @sasadharbaral557 Před 5 dny

      00000000000000000⁰⁰⁰⁰

    • @nikitasartgallary5803
      @nikitasartgallary5803 Před 5 dny

      Kebala jailre nuha, ta ra sabu sampati aauu tanka jeja bapa ka sampati ku bikri Kari odisha krushna manka development pai laga jau.

  • @mishrabisudhananda3551
    @mishrabisudhananda3551 Před 5 dny +74

    ଲଢ଼ୁଆ ସାମ୍ବାଦିକ।😊

    • @Satyasanatan-et2bk
      @Satyasanatan-et2bk Před 5 dny

      BJD Sambadkka Aau Padha Chataa Murkhaa Aaainthaa Khiaa Maghiaa Odiaa Hi Bhakuaa 😂😂😂😂😂😂😂😂

  • @prafullaparida8638
    @prafullaparida8638 Před 5 dny +107

    ସୁଧାଂଶୁ ବାବୁ କୋଟିଏ ରୁ ଗୋଟିଏ।

  • @user-sq9no6jz7d
    @user-sq9no6jz7d Před 5 dny +56

    Focus ଚାନେଲ କୁ ଧନ୍ୟବାଦ ସାମ୍ବାଦିକ, ଓକିଲ ଏବଂ ପୋଲିସ ଭ୍ରଷ୍ଟାଚାର ହେଲେ ଦେଶ ବାରବାଦ ହେବ

  • @jchoudhury274
    @jchoudhury274 Před 5 dny +69

    ସୁଧାଂଶୁ ବାବୁ ବହୁତ୍ ଗୁମର କଥା ବାହାର କରି ଛନ୍ତି ଜୟ ଜଗନ୍ନାଥ କିନ୍ତୁ ଲୁଟେରା ଗ୍ୟାଙ୍ଗ ଙ୍କ ପ୍ରତି ସତର୍କ ରହିବେ

  • @dillipdalabehera4384
    @dillipdalabehera4384 Před 5 dny +35

    ସୁଧାଂସୁ ସାର୍ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ 🎉

  • @user-fx6cf8ro4s
    @user-fx6cf8ro4s Před 5 dny +86

    ସୁଧାଂଶୁ ଭାଇ ସତର୍କ ରେ ଟିକେ ଥିବେ ସମସ୍ତ ମିଡିଆ ଆପଣଙ୍କୁ ଟାର୍ଗେଟ କରୁଛନ୍ତି

  • @pradiptakumarsahoo3930
    @pradiptakumarsahoo3930 Před 5 dny +35

    ସୁଧାଂଶୁ ବାବୁ ଆପଣଙ୍କ ନିର୍ଭୀକତା ପାଇଁ ସାଧୁବାଦ୍।ଯଦି ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିର୍ଭୀକ ଓ ସଚ୍ଚୋଟ ହେବେ,ତେବେ ସମାଜରୁ ଦୁର୍ନୀତି, ଅନୀତି ଓ ଭ୍ରଷ୍ଠାଚାର କମିବା ସହ ଏଥିରେ ଲିପ୍ତ ସମସ୍ତ ବ୍ୟକ୍ତି ବିଶେଷ ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଖାତିର ବି କରିବେ।ଆଉମଧ୍ୟ କୌଣସି ସାମ୍ବାଦିକ ଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ପୂର୍ବରୁ 1000 ଥର ଚିନ୍ତା କରିବେ।

  • @user-sq9no6jz7d
    @user-sq9no6jz7d Před 5 dny +34

    ପଂରଚନ୍ଦ୍ର ଦେଓ କୁ ସିବିଆଇ ଲଗାଇଦିଅ ଜେଲ ଯାଉ

  • @BantiJena415
    @BantiJena415 Před 5 dny +30

    କଳିଙ୍ଗ ମାର ଲଢ଼ୁଆ ପୁଅ ସୁଧାଂଶୁ ଭାଇ

  • @himansudas4395
    @himansudas4395 Před 5 dny +30

    ଆପଣ 100%ସତ କହିଲେ

  • @swarajkumarbej3768
    @swarajkumarbej3768 Před 5 dny +37

    ସେ ଚୋର ଗୁଡିକ ଉପରେ ଆକ୍ସନ ତ ହୋଇପାରୁନି,ଖାଲି ଗପିଲେ କ'ଣ ହେବ?

  • @mnsirmathematics269
    @mnsirmathematics269 Před 5 dny +15

    ଧନ୍ଯ ହେ ଶୁଧାଂଶୁ ବାବୁ, ବାସ୍ତବ ମଣିଷ ଜଣେ। ଓଡ଼ିଶା ର ରିୟଲ ହିରୋ।।

  • @user-cw9gp5ty9f
    @user-cw9gp5ty9f Před 5 dny +5

    ଅଧର୍ମ ବିତ୍ତ, ବଢ଼େ ବହୁତ, ଗଲାବଳେ ଯାଏ ମୂଳ ସହିତ ।
    ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @pradeepkumarjena4162
    @pradeepkumarjena4162 Před 5 dny +17

    ବହୁତ ସୁଦର ନିଉଜ କରୁଛନ୍ତି ଧନ୍ଯବାଦ

  • @bijayaharichandan1592
    @bijayaharichandan1592 Před 5 dny +16

    ଧନ୍ୟବାଦ ସତ ସମ୍ବାଦ ପାଇଁ

  • @pratapkumarjena1829
    @pratapkumarjena1829 Před 5 dny +3

    ଧନ୍ୟବାଦ୍ ମିଡ଼ିଆ ବନ୍ଧୁ ଏମିତି ଭଲ ଖବର ଆଣୁ ଥିବାରୁ ବିଜେଡି ସରକାର ସମୟରେ ରାଜ୍ୟରେ ବୋହୁତ ଲୁଟ ପାଟ ଡ୍ରୁନିତୀ ଭ୍ରଷ୍ଟାଚାର ଅନ୍ୟାୟ ଲୁଣ୍ଠନ ବଳାତ୍କାର ମଡ଼ର୍ର ଅନେକ ଘଟଣା ଘଟେଇ ଛନ୍ତି ଆମର ନୂଆ ସରକାର ରେ ମୋହନ ମାଝୀ ଏମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଗୋଟି ଗୋଟି କରି ଗୋଡେଇ ଗୋଡେଇ ଧରନ୍ତୁ ଏଥିରେ ଯେଂହୁ ସରକାରୀ ବାବୁ ମାନେ ସାମିଲ ରହି ଛନ୍ତି ସେମାନଙ୍କୁ କଡ଼ା ଦଣ୍ଡ ମିଳୁ ଏମାନଙ୍କ ପାଇଁ ଏକ ମାତ୍ର ବାଟ ସିଧା ଫାଶୀ ଦଣ୍ଡ ନିୟମ ଲାଗୁ କରାଯାଉ ଏମାନଙ୍କ ଧନ ସମ୍ପତ୍ତି ସରକାର ଙ୍କ ଅଧୀନ କୁ ଫେରାଇ ଅଣା ଯାଉ ନ ହେଲେ ଏମାନଙ୍କୁ ଆଜୀବନ ଜେଲ ସଜା ହୋ ଊ ଖାସ କରି ବଡ ବଡ ପଦ ପଦବୀରେ ଥିବା ସରକାରୀ ବାବୁ ମାନେ ସାମିଲ ଥିବା ତାଙ୍କ ପ୍ରତି ସବୁଠୁ ଅଧିକ କଡ଼ା ଦଣ୍ଡ ନିୟମ ଲାଗୁ କରାଯାଉ ଯାହାକି ଆଉ ଏମିତି କୋଉ ସରକାରୀ ବାବୁ ଯେମିତି ସାହସ କରିବେ ନାହିଁ ଲାଞ୍ଚ ନବା ପାଇଁ ଶଳା ସରକାର ଙ୍କ ଠୁ ଏତେ ପରିମାଣର ଦରମା ନେଉଛ ତଥାପି ତୁମ ମନ ବୁଝୁନୁ ଯେ ଗୋଟେ ଖଟିଖିଆ ମୂଲିଆ ଠୁ ବି ଲୁଟିବା ପାଇଁ ଶଳା ମଲା ବେଳକୁ ମୁଣ୍ଡେଇ ନେଇ ଯିବ ରେ ଏଇ ଗରିବ ଙ୍କ ଅଭିଶାପ ରେ ତୁମେ ପଚି ସଡି ମରିବ ଅପେକ୍ଷା କର ସମୟକୁ ଆଜି ଆମ ଗରିବ ଓଡ଼ିଶା ବାସି ପରିବର୍ତ୍ତନ ସରକାର ଗଢ଼ିଛନ୍ତି ନୂଆ ସରକାର ମୋହନ ମାଝୀ ସେଇ ହିଁ ଗରିବ ଙ୍କ ର ବନ୍ଧୁ ଆମର ଦୃଢ ବିଶ୍ବାସ ରହିଛି ଗରିବ ଙ୍କ ପାଇଁ ନିଶ୍ଚିତ ନି ୟା ତାଙ୍କ ହକ ଏବଂ ଦାବି ପୂରଣ ପାଇ ପାରିବେ ତାଙ୍କ ମୁହଁରେ ହସ ଫୁଟେଇ ବେ ଜୟ ଜଗନ୍ନାଥ

  • @prafulladash6726
    @prafulladash6726 Před 5 dny +18

    Thank you Brother. Please Save Your Self.May God Bless You.

  • @bhanumatibehera2006
    @bhanumatibehera2006 Před 5 dny +12

    🙏🏻ଭଗବାନ ତୁମର ମଙ୍ଗଳ କରନ୍ତୁ ସାନଭାଇ ❤️. ଜୟ ଜଗନ୍ନାଥ 🙏🏻

  • @pradiptakumarsahoo3930
    @pradiptakumarsahoo3930 Před 5 dny +11

    Very nice presentation.
    ଯଦି ସାମ୍ବାଦିକ ଟିଏ କୌଣସି ନେତା ତଥା ଜନପ୍ରତିନିଧି ଙ୍କ ତୋଷାମଦକାରୀ ପାଲଟିବେ ଓ ଅନୀତି , ଦୁର୍ନୀତି ଓ ସାଧାରଣ ଜନତା ଙ୍କ ସମସ୍ୟା କୁ ଲୋକଳଚନ କୁ ଆଣିବା ପରିବର୍ତ୍ତେ ଲାଞ୍ଚ ନେଇ ଅନୀତି ଦୁର୍ନୀତି କୁ ପର୍ଦ୍ଦାଫାଶ ନକରି ଘଣ୍ଟ ଘଣ୍ଟ ଘୋଡାଇବା କାମ କରିବେ ଓ ସାମ୍ବାଦିକତା କ୍ଷେତ୍ରରେ ନିରପେକ୍ଷତା ଅବଲମ୍ବନ ନ କରନ୍ତି, ସେଭଳି ବ୍ୟକ୍ତି ସମାଜର ଓ ଜନସାଧାରଣ ଙ୍କ ମଙ୍ଗଳକାରି ନୁହନ୍ତି।

  • @priyamkumar6812
    @priyamkumar6812 Před 5 dny +21

    Sudansu bhai bahut bahut dhanyabad ❤❤❤❤❤❤

  • @dhaneswardas7823
    @dhaneswardas7823 Před 5 dny +7

    ଅନେକ ଅନେକ ଧନ୍ୟବାଦ୍ ଓ ଓଡ଼ିଶାବାସୀଙ୍କ ଆଶିର୍ବାଦ ସଦା ସର୍ବଦା ଆପଣଙ୍କ ସହିତ ରହିବ।

  • @GaneshJena-mr1hf
    @GaneshJena-mr1hf Před 5 dny +2

    ସାର ଏ ଭଳି ଦୁସାହାସି ଓ ନିଷ୍ଟୁ ର କଳଙ୍କିତ ବକ୍ତିତ ପାଇଁ ଓଡ଼ିଶା ତରଫରୁ ଏହାଙ୍କୁ ଏକ ଜେଲ ଭଳି ପୁରସ୍କାର ର ଆବଶ୍ୟକତା ରହିଛି । ଭାଇ ଏ ଭଳି ଗୁହୀ ଖୋଳି ଥିବାରୁ ଧନ୍ୟବାଦ୍ ଆପଣଙ୍କୁ ।

  • @subhabratamishra4465
    @subhabratamishra4465 Před 5 dny +20

    ସୁଧାଂଶୁ ଭାଇ ❤

  • @samalcreationlitu5873
    @samalcreationlitu5873 Před 5 dny +8

    ଏମିତି ଆଗକୁ ଆଗକୁ ମାଡ଼ି ଚାଲନ୍ତୁ ସାର୍

  • @asutoshbiswal7173
    @asutoshbiswal7173 Před 5 dny +11

    The great news focus channel

  • @Kisanrajesh
    @Kisanrajesh Před 5 dny +3

    ସୁଧାଂଶୁ@8 କୁ ଧନ୍ୟବାଦ୍। ଏମିତି ଆପଣ ସତ୍ୟ ଖବର ସାମ୍ନା କୁ ଆଣନ୍ତୁ । Thankss🙏

  • @kishordhal9417
    @kishordhal9417 Před 5 dny +9

    Thanks sudhansu babu.

  • @manojsahoo6184
    @manojsahoo6184 Před 5 dny +10

    Thank you sudhansu bBu

  • @pravatmishra2555
    @pravatmishra2555 Před 5 dny +9

    Thanks

  • @satyanayakodiavlogs
    @satyanayakodiavlogs Před 5 dny +4

    ସୁଧାଂଶୁ ଭାଇ ତୁମକୁ ବହୁତ ବହୁତ ଧନ୍ୟବାଦ ଜଗନ୍ନାଥ ତୁମକୁ ମୋ ଆୟୋଷ ଦିଅନ୍ତୁ ଏମିତି ସବୁ ସତ ଲୋକଙ୍କ ସାମ୍ନାକୁ ଆଣନ୍ତୁ

  • @rajkishoresahoo6543
    @rajkishoresahoo6543 Před 5 dny +9

    Sudhansubabu, many many thanks ❤️❤️❤️.

  • @prakashmahapatra2182
    @prakashmahapatra2182 Před 5 dny +4

    କି ସୁନ୍ଦର ଭାବ ମୂର୍ତ୍ତି ପୂର୍ଣ୍ଣ ଚଦ୍ର ତୁମର. ଆହୁରି ଧନ୍ୟବାଦ ବବି ବାବୁ. କି ସୁନ୍ଦର ନେତା.

  • @bankabiharijena4712
    @bankabiharijena4712 Před 5 dny +4

    ସଂପୃକ୍ତ ସାମ୍ବାଦିକ ଙ୍କୁ ଓଡ଼ିଶା ସରକାର ତଦନ୍ତ ପରିସରଭୁକ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

  • @user-tk9cw3ws3p
    @user-tk9cw3ws3p Před 5 dny +4

    ବହୁତ ଭୋଲ ସମ୍ବାଦ ଭାଇ

  • @birakishormajhi9839
    @birakishormajhi9839 Před 5 dny +5

    Courageous focus chennal

  • @narottambarik1637
    @narottambarik1637 Před 5 dny +3

    Saabaas sudhansu Babu bohut bohut dhanyawad.... really heartly you are great.....

  • @DNarayanMalikMalik
    @DNarayanMalikMalik Před 5 dny +5

    Right 👍 brother,

  • @narendrarout4280
    @narendrarout4280 Před 5 dny +8

    Prameya is out of odisha

  • @subimalmallick2238
    @subimalmallick2238 Před 5 dny +1

    ବହୁତ ଭଲ ନେବତ୍ସ କିନ୍ତୁ ଗୋଟେ କଥା ଅଳି ର ନେତା ଭାବେ ବିଜେଡି ର ନେତା ପ୍ରତାପ କେଶରୀ ଦିଅ ସେ କେତ ଟଙ୍କା ଲୁଟିଛନ୍ତି ସେ କଥା କେହି କହୁ ନାହାନ୍ତି. କାରଣ ହେଉଛି ଜୟ ଭରିଗଡା ପଞ୍ଚଯାତ ରେ ଥୁବା ଖରସ୍ରୋତା ନଦୀ ର ଆଣି ପ୍ରକଳ୍ପ ରେ 18000 କୋଟି ର ପ୍ରୋଜେକଟ ରେ ସେ ବହୁତ ପଇସା ଖାଇଛନ୍ତି. ତାଙ୍କର ଗୋଟେ ବହୁତ ବଡ ଘର ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ.....

  • @voiceofcommons2038
    @voiceofcommons2038 Před 2 dny

    ଆପଣଙ୍କ ସାହସ ଏବଂ ସାମ୍ବାଦିକତା କୁ ଅନେକ ଅନେକ ଧନ୍ୟବାଦ।

  • @bhupeshkarmi513
    @bhupeshkarmi513 Před 4 dny

    ଖୁବ୍ ସୁନ୍ଦର। ତଥ୍ୟ ଭିତିକ ଖବର। ସୁଧାଂଶୁ ଆଜ୍ଞା,,,,,ଆପଣଙ୍କ ଫୋକସ+ରେ ସାହସର ସହ ଖବର ଦେଖାଉଥିବା ରୁ ଧନ୍ୟବାଦ୍,,,,,,।

  • @laxmikantamohapatra8732

    ଜୟ ହୋ ସୁଧାଂଶୁ ବାବୁ । ଅଶେଷ ଅଶେଷ ଧନ୍ୟବାଦ୍।

  • @user-fq5gb9ep9e
    @user-fq5gb9ep9e Před 18 hodinami

    ଜୟ ହେଉ ଧର୍ମେନ୍ଦ୍ର ପ୍ରଧାନଙ୍କର

  • @BayijantiPingua-rf8sk
    @BayijantiPingua-rf8sk Před 5 dny +2

    Sudhanshu bhi tomaku bahut bahut dhanyawad ❤❤❤❤ jay shree jagannath 🙏🙏🙏🙏

  • @nandalalmishra2153
    @nandalalmishra2153 Před 5 dny +6

    ପ୍ରାଏ ସାମ୍ବାଦିକ ବ୍ଲାକ ଟଙ୍କା ଆଦାୟ କରୁଛନ୍ତି 😜

  • @kedarnathbadatya2060
    @kedarnathbadatya2060 Před 5 dny +2

    You are great Sudhanshu Sir 🙏🏻❤️

  • @rautbhaiagnibirasamajsebak

    ଏ ସାମ୍ବାଦିକ ଗିରଫ ହବା ଦରକାର

  • @maheshkumarbag5464
    @maheshkumarbag5464 Před 5 dny +2

    Sudhansu Bhai Akritadasanka Autike Sangrahakarantu❤❤❤❤❤❤❤

  • @kartikchandraparida8815
    @kartikchandraparida8815 Před 5 dny +3

    Thanks sudhansuba bu

  • @saswatakumardehury5748
    @saswatakumardehury5748 Před 5 dny +2

    ଏ ନେତା ମାନେ ରାଜନୀତି ର ସଂଜ୍ଞା ବଦଳେଇ ଦେଲେ 🧐🧐🧐

  • @soubhagyasahoo3218
    @soubhagyasahoo3218 Před 5 dny +1

    Wah wah wah beautiful speech world Dharamyndra Pradhan

  • @prashantpalo5688
    @prashantpalo5688 Před 5 dny +1

    Sudhansubabu u r brilliant mind-blowing keep it up.

  • @bhagabanajani-bs7np
    @bhagabanajani-bs7np Před 5 dny +4

    Apanajane nirvika sambadika no-1

  • @user-oo3fm4hf8y
    @user-oo3fm4hf8y Před 2 dny

    ସୁଧାଂଶୁ ଭାଇ
    ବିଜେଡି ର ସବୁ କାଗଜ ପତ୍ର ଆପଣ ପାକରେ ରକିଛନ୍ତି 🎉❤
    ଭାଇ ଜଯ ଜଗନ୍ନାଥ ତମକୁ ବଲରେ କରନ୍ତୁ

  • @user-um7gb1ol1z
    @user-um7gb1ol1z Před 5 dny +1

    Thank you Focus Plus for your statement that will highly impact positively upon people for their better understanding and to be a part of development.If this process will continue,the dictators will be suppressed gradually and the society will effectively achieve the success. It may take time but certainly there will be a possible change.. for which you will be regarded and other social well wishers will emerge to support you.
    With regards.
    Ganeswar Rout.

  • @saratbehera2455
    @saratbehera2455 Před 5 dny

    ଶୁଦ୍ଧାଶୁ ଭାଇ ଜିନ୍ଦାବାଦ

  • @manojkumarlenka2288
    @manojkumarlenka2288 Před 5 dny +4

    90%ସାମ୍ବାଦିକ ଚୋର. ଏଗୁଡା ଗଣତନ୍ତ୍ର ର କଳଙ୍କ.

  • @niharranjannayak6611
    @niharranjannayak6611 Před 5 dny +2

    Seeing this news no newspapers are trust.thank you focus plus

  • @sonukhansonukhan8387
    @sonukhansonukhan8387 Před 2 dny +1

    Welcome. Sata. Khabar ku. Swagat. Salut

  • @prafullakumarsahoo1917

    ଓଡିଶା ରାଜନୀତି ଇତିହାସ ରଚିବାକୁ ଯାଉଛନ୍ତି ସୁଧାଂଶୁ ଭାଇ କାରଣ ଏଭଳି ନିର୍ଭିକ ନିରପେକ୍ଷ ମହାସଂଗ୍ରାମୀ ସାମ୍ବାଦିକ ଙ୍କୁ ମୁଁ ପ୍ରଥମ ଥର ପାଇଁ ଦେଖୁଛି

  • @BailochnNayak
    @BailochnNayak Před 4 dny

    ଧନ୍ୟବାଦ ସୁଦଂଶୁ ବାବୁ

  • @krushnaprasadmohanty3831

    ଧନ୍ୟବାଦ - ଶୁଧା°ସୁ ...

  • @deepakacharya3892
    @deepakacharya3892 Před 5 dny +4

    SUM ND SOA UNIVERCITY KAHA BLACK MONEY RE HEICHHI ? DHARMENDRA YA BABI ? ଯଦି ପାଟି ଖୋଲିବ ସୁଧାଂଶୁ ବିଚରା ପୁଣି ପୋଲିସ ମାଡ଼ ଖାଇ ଜେଲ୍ ଯିବା ସହ NEWS CHANNEL ବି ବନ୍ଦ୍ ହେବ।

  • @santoshkumardehury3762
    @santoshkumardehury3762 Před 5 dny +5

    Angul re sambad re thile

  • @banditabarik2872
    @banditabarik2872 Před 5 dny +1

    Sudhanshu @8 bahut bahut dhanyavad.Dosi ku shighra tadanta kari arrest kari danda diantu Mohan sarkar.

  • @gangadharpatra8104
    @gangadharpatra8104 Před 5 dny +2

    Babi das jindabad bjd jindabad nabin Babu jindabad pandian jindabad Dekha odhisha basi

  • @BijayaShaoo-n3f
    @BijayaShaoo-n3f Před 2 dny

    ବହୁତ ବହୁତ ଧନ୍ୟବାଦ

  • @manoranjanpattanaik4880

    Thank you. Let Lord Jagannath bless you always.

  • @raghumaninayak9593
    @raghumaninayak9593 Před 4 dny

    ଫୋକସ ପ୍ଲସ ଜିନ୍ଦାବାଦ...

  • @ajaybadjena6799
    @ajaybadjena6799 Před dnem

    ଧନ୍ୟବାଦ,

  • @brajakisoremohanty3723
    @brajakisoremohanty3723 Před 5 dny +1

    Sabas ! Aayushman bhaba ,sudhansu.

  • @user-pj4fk4bf3c
    @user-pj4fk4bf3c Před 4 dny

    Thanks sudhansu Babu no1 journalist

  • @mukundamohapatra7577
    @mukundamohapatra7577 Před 5 dny +1

    Thank you for your investigative journalism which is unheard of in recent past.....

  • @binodnayak5778
    @binodnayak5778 Před 3 dny

    Jay Sudhanshu bhai Jay focus

  • @Somanathsingh-fl9bo
    @Somanathsingh-fl9bo Před 5 dny +2

    ସିବିଆଇ ଲଗାଇ ଦିଅନ୍ତୁ

  • @user-hm3wg9gv8h
    @user-hm3wg9gv8h Před 4 dny

    Sir lot of thanks to you and thanks to your courage,God bless you in the form of more courage.

  • @subashchampati282
    @subashchampati282 Před 4 dny

    Thanks sudhansu 8

  • @manojkumarmohanty3914
    @manojkumarmohanty3914 Před 5 dny +1

    Bahuta intresting khabar

  • @Lakshmicreation-bq4rr

    ଧନ୍ୟବାଦ ଭାଇ 🙏🙏🙏🙏

  • @jashobantadey3848
    @jashobantadey3848 Před 13 hodinami

    ସୁଧାଂଶୁ ବାବୁ ମାଡିଚାଲ ଆଗକୁ ଆଗ

  • @NarayanaDehuri-p1h
    @NarayanaDehuri-p1h Před 3 dny

    ଭାଇ ଗୁଡ❤❤❤

  • @user-ei1vt2gw8x
    @user-ei1vt2gw8x Před 5 dny

    Sudhanshu bhai so fluent you are, i wish you being impartial to maintain it...may god help you

  • @malayranjansahoo2407
    @malayranjansahoo2407 Před 5 dny +2

    Neet scam kala kie😂😂

  • @prasantbehera4728
    @prasantbehera4728 Před 5 dny

    Thank you very much Sudhansu babu for your update.Kerp it up.plse inform us more and more

  • @sumantarout8882
    @sumantarout8882 Před 5 dny +2

    Chandawali rep case biswa yare gote news dekhauna focus puls ra dam kete janapadiba

  • @techhnicaleditedutam3957

    ଧନ୍ୟବାଦ🙏

  • @SanatanaJena-ex8bt
    @SanatanaJena-ex8bt Před 5 dny +1

    Focus Plus e emo bhandha new micha kahibare number one

  • @dibakarpanigrahy9369
    @dibakarpanigrahy9369 Před 5 dny

    Excellent 👌 keep exposing....❤

  • @muktikantapradhan4938

    ସର୍ବଦା ଏଭଳି ନିର୍ଭୀକତାର ସହ କାମ କରନ୍ତୁ ଭଗବାନଙ୍କର ଆର୍ଶୀବାଦ ମିଳିବ । 🙏💐🙏

  • @santoshsethy1237
    @santoshsethy1237 Před 5 dny +3

    Sudhanshu sir God bless you very very thanks 🙏🙏🙏🙏 BUT-sudhanshu Sir BJD ra jou MLA MP BJP re entry and samil hoichanti sei Babu manankar matter tikia kuhantu and jadi Babi Das BJP re entry and samil haba apanna kn kahibe mote reply diantu

  • @Discipline_Tradition_Legacy

    Bhai thumbnail ta badhiya achhi 😂😂😂
    "ମାତ୍ର 100 କୋଟି !!!"
    🤣🤣🤣🤣

  • @krushnakuna1341
    @krushnakuna1341 Před 5 dny

    ଦୁର୍ନୀତି ପର୍ଦ୍ଦାଫାସ କରିବାରେ ନମ୍ବର ଓ୍ବାନ୍ Focus plus

  • @trilochanjena9614
    @trilochanjena9614 Před 4 dny

    God may bless you for this noble work

  • @abanipradhan
    @abanipradhan Před 5 dny +1

    Best news channel ❤❤

  • @rajkishordas1396
    @rajkishordas1396 Před 5 dny

    Thanks for your courage to bring the truth to public.

  • @tutusatapathy7980
    @tutusatapathy7980 Před 5 dny

    Bhai God bless you.a Jagannth bless to you .

  • @SadanandaPalei-rk9mm
    @SadanandaPalei-rk9mm Před 5 dny +1

    ସୁଧାଂଶୁ ଭାଇ ତମକୁ ଶହେ ସାଲାମ ଏ ଶଳା ବବି ଆଉ ତା ଗୁମାସ୍ତା ଯାଜପ ର ରୁ ବୋହୁତ ଲୁଟି ଛନ୍ତି ଏ

  • @pratapchandramohapatra2118

    You are 100 right sir, Jay shree Ram

  • @user-fp9se7oj3p
    @user-fp9se7oj3p Před dnem

    Sudhanshu bapa be careful.God must save you.