Komentáře •

  • @NandakiswarMallick
    @NandakiswarMallick Před 29 dny +215

    ସୁଧାଂଶୁ ବାବୁ ଧନ୍ଯବାଦ

  • @brajakishorepadhi4022
    @brajakishorepadhi4022 Před 29 dny +179

    ଏକଦମ୍ ଠିକ୍ କଥା, ସୁଧାଂସୁ ବାବୁ । ବୁଢୀ ଅସୁରୁଣୀ ପ୍ରମିଳା କୁ ପେଡି ଥିବାରୁ। 🙏

    • @akashlenka3213
      @akashlenka3213 Před 29 dny +4

      ST SC ଆଇନ ରେ ସୁଧାଂଶୁ ଭାଇ କୁ ଫସେଇ ଦେବ ୟେ ମଲ୍ଲିକ😂😂😂

    • @brajakishorepadhi4022
      @brajakishorepadhi4022 Před 29 dny +3

      @@akashlenka3213 ଭିଜୁଆଲ୍ ରେ କୁଆଡେ ନାହିଁ ଜାତି ବାବଦରେ। ସୁଧାଂଶୁ ବାହୁ କଂର କହିବା। କିଛି ବି ହେବନି।

    • @PRAMODBEHERA-il2mr
      @PRAMODBEHERA-il2mr Před 28 dny

      ​@@akashlenka3213😅

  • @BasantMohapatra-jh6vw
    @BasantMohapatra-jh6vw Před 28 dny +40

    ସଠିକ ତଥ୍ୟ ପାଇଁ ସୁଧାଂଶୁ ବାବୁଙ୍କୁ ବହୁତ ଧନ୍ୟବାଦ

  • @AbhinKerketta-sh6xr
    @AbhinKerketta-sh6xr Před 28 dny +40

    ଓହୋଃ କି ମାଡ଼ ରେ ବାବା ସୁଧାଂଶୁ @8 କୁ ବହୁତ ବହୁତ ଧନ୍ୟବାଦ ପ୍ରଥମ ଦାୟୀ ପ୍ରମିଲା ମଲ୍ଲିକ 👍👍

  • @manojsahu2039
    @manojsahu2039 Před 29 dny +147

    ସାବାସ ସୁଧାଂଶୁ ବାବୁ , କହିଲେ ପଦେ

  • @user-cr7hp2fl4i
    @user-cr7hp2fl4i Před 29 dny +162

    ଆପଣଙ୍କ କଥା କୁ ମୁ ସଂପୂର୍ଣ୍ଣ ସମର୍ଥନ କରୁଛି ଏପରି ଯୁବକ ଆଜି ଓଡ଼ିଶା ପାଇଁ ଦରକାର

    • @Royalking75912
      @Royalking75912 Před 29 dny +2

      ଏ ପେଲେଇ ପୁଅ ...ଯାତ୍ରା ପାର୍ଟ କରିବ ବୋଲି ମିଛ କହି ପଇସା ହରିଲୁଟ କରିଥିଲା....ଭିତରେ ରହିଥିଲା ଭୁଲି ଯାଇଛ କି

  • @sudhansusekharmaharana3566
    @sudhansusekharmaharana3566 Před 29 dny +27

    ଭାଇ ଙ୍କୁ କୋଟି କୋଟି ଧନ୍ୟବାଦ. ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରିବାରୁ.

  • @lalpatimohanta571
    @lalpatimohanta571 Před 29 dny +18

    ସୁଧାଂଶୁ ବାବୁ ଙ୍କୁ ବହୁତ୍ ବହୁତ ଧନ୍ୟବାଦ ।

  • @SantanuDalai-xe2xq
    @SantanuDalai-xe2xq Před 29 dny +259

    ପ୍ରମିଳା ମଲିକ ପୂର୍ବତନ ବିଧାୟକ ସରକାର ଥିଲା ତେବେ ଡାଲି ସବୁ ଘୋଟଲା ଥିଲା ଏବେ କଣ କହୁଅଛ

  • @RamachandraPradhan-gl5df
    @RamachandraPradhan-gl5df Před 29 dny +56

    କଳା ଧନ ରୋଜଗାର କମିଗଲା ତେଣୁ କାନ୍ଦୁଛନ୍ତି

  • @prakashmaharana7850
    @prakashmaharana7850 Před 28 dny +34

    ମିଛ କହିବା ଲୁଟିକି ଖାଇବାରେ ମାଡାମ ପୂରା ମାହିର ଧନ୍ୟବାଦ ଫୋକସ ପ୍ଲସ ଶୁଧାଁଶୁ ଭାଇ 🙏

  • @ejitapradhan3186
    @ejitapradhan3186 Před 29 dny +14

    ଧନ୍ୟବାଦ sir ସୁଧାଂଶୁ @ ଚେନେଲ କୁ

  • @SWAINSAMIRRANJAN
    @SWAINSAMIRRANJAN Před 29 dny +119

    ସୁଧାଂଶୁ ବାବୁ BJD ର ଦୁଇ ବେଲଜ୍ୟାଣୀ ଙ୍କ କଥା ନକହିବା ବହୁତ ଭଲ।

    • @sudhanshudas9574
      @sudhanshudas9574 Před 28 dny

      Thik kahichanti

    • @UVfucooFChcij
      @UVfucooFChcij Před 28 dny +1

      Ha Ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha ha

    • @bimbadharjena1572
      @bimbadharjena1572 Před 28 dny +2

      ପ୍ରମିଳା ମଲ୍ଲିକ ତୋ ମୁହଁକୁ ଟିକେ ହେଲେ ଲଜ୍ଜା ଥାନ୍ତା। ନିର୍ଲଜି ମୁହଁ ଉପରେ କଳା କପଡା ବାନ୍ଧି ନବୀନ ପଟ୍ଟନାୟକ ପାଖରେ ଶୋଇ ପଡ଼

    • @user-bd3me5cj2q
      @user-bd3me5cj2q Před 27 dny

      ​@@bimbadharjena1572taku laja nahi

  • @SurendrarautSurendraraut-uf1th

    25 ବର୍ଷରେ ନିଦ ଭାଙ୍ଗିଲା ବିଜେଡି ବାଲାଙ୍କ ନିର୍ବାଚନ ସମୟରେ ଏବଂ ଏହି ରୁତୁରେ ପ୍ରତି ବର୍ଷ ପରିବା ଦର ବଢେ

  • @SurendraSingh-pr4jn
    @SurendraSingh-pr4jn Před 29 dny +14

    ଭାଇ ତୁମୋ news ରେ ସତ୍ୟ ରହୁଛି..... ମତେ ଖୁସିଲାଗେ ତୁମୋ news😘😘😘😘😘

  • @shakaharipruthivi8696
    @shakaharipruthivi8696 Před 28 dny +11

    ଯା ହେଉ ଓଡ଼ିଆ ଲୋକ ଏବେ ବି ବଞ୍ଚିଛନ୍ତି। ସତ କଥା କୁ ମିଡିଆ ରେ ପ୍ରକାଶ ଖୋଲା ଖୋଲି ଭାବରେ କହୁଛନ୍ତି। ଧନ୍ୟବାଦ୍ ସୁଧାଂଶୁ ବାବୁ। ପ୍ରଭୁ ଜଗନ୍ନାଥ କଳ୍କୀ ଆପଣଙ୍କୁ ସର୍ବଦା ସହାୟ ହୁଅନ୍ତୁ। କାରଣ ଆସୁରିକ ଶାସକ ଓ ଶାସନ ଓଡ଼ିଶା କୁ ନଷ୍ଟ କରି ସାରିଛି। ଏବର ସରକାର ଚେଷ୍ଟା କରିବ ବୋଲି ପ୍ରଭୁ ଜଗନ୍ନାଥଙ୍କ କୃପା ହୋଇଛି।
    କୃଷି କ୍ଷେତ୍ର ରେ ମାଙ୍କଡ ସମସ୍ୟା ଏତେ ଭୟଙ୍କର ଯେ ତାକୁ ସମାଧାନ ନ କଲେ ଏମିତି ହିଁ ହେବ। ଜଣେ ନିଜ ବାଡ଼ିରେ ଆମୂତ ଭଣ୍ଡା, ଶାଗ, ପନିପରିବା, କଦଳୀ, ଡାଲି ଜାତୀୟ ଶସ୍ୟ ବି ଚାହିଁଲେ କରି ପାରିବ। ଯଦି ମାଙ୍କଡ ମାନଙ୍କର ସମସ୍ୟା ସରକାର ସମାଧାନ କରେ। ଆମର ନିଜର ଛୋଟ ଘରୋଇ ଫାର୍ମ ଅଛି। ଜୈବିକ ଉପାୟ ରେ ଗଛରେ ଫଳ ହେଉଛି। ନା ସାର ନା ଔଷଧ ଅଛି। କୁଣ୍ଡ, ଜରି ଅଖା ରେ ଲଙ୍କା,ଫୁଲ, ହୋଇ ପାରିବ। ପ୍ରତି ଲୋକ ଯଦି କିଛି ବି ଲଗାଇବ ଅଭାବ ରହିବ ନାହିଁ। କେବଳ ଗୋଟେ ମାନସିକତା ଓ ପ୍ରତିକୂଳ ସମସ୍ୟା ର ସମାଧାନ ଦରକାର।

  • @manojdikshit1308
    @manojdikshit1308 Před 29 dny +35

    CBI ରେଡ୍ କରାଯାଉ

  • @bibhutibhusanbehera5147
    @bibhutibhusanbehera5147 Před 29 dny +216

    ବିଜେଡି ସରକାର ଶାସନ କାଳରେ ବୋହୁତ ଦୁର୍ନୀତି ହୋଇଛି ଏମାନଙ୍କ ଉପରେ କତିନ କାର୍ଯାନୁଷ୍ଠାନ ଜାରି ହେଉ

  • @sashikantasdey7850
    @sashikantasdey7850 Před 29 dny +33

    ସୁଧାଂଶୁ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 🙏🙏

  • @ghasiramdalapati523
    @ghasiramdalapati523 Před 24 dny +7

    ଠିକ୍ କଥା,ସେମାନେ 25 ବର୍ଷରେ କୋଉଠି ସୋଇଥିଲେ,ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି

  • @BhagaNaik-fr1mh
    @BhagaNaik-fr1mh Před 29 dny +149

    ପ୍ରମିଳା ମଲ୍ଲିକ ଡାଲି ଚୋର କରି ପାରିକି ନାହିଁ ସେଥିପାଇଁ କାନ୍ଦୁଛନ୍ତି

  • @Odishapolutaryfarming2020
    @Odishapolutaryfarming2020 Před 29 dny +27

    ଆପଣଙ୍କ news ବର୍ତ୍ତମାନ super

  • @RabindraPuhan-ui4pm
    @RabindraPuhan-ui4pm Před 28 dny +7

    ସୁଧାଂଶୁ ବାବୁ ଧନ୍ୟବାଦ୍, ଆପଣଙ୍କ ଏ, ଭଳି, ବାର୍ତ୍ତା ଲୋକ ଲୋଚନକୁ ଆଣୁଥିବା ରୁ

  • @bhagabatsahoo3066
    @bhagabatsahoo3066 Před 2 dny +2

    ବହୁତ ବହୁତ୍ ଧନ୍ୟବାଦ ଆପଣ ଙ୍କୁ।
    194 left out elagebule high school ଅନୁଦାନ ଦେଇ ନାହାଁନ୍ତି 2015 ଠାରୁ ଏମାନେ ଗୋଟିଏ ଟଙ୍କା ପାଉ ନାହାଁନ୍ତି। ପ୍ରମିଳା ମାଲିକ୍ ବାବିଦାସ ଦେଖା ଯାଉ ନାହି ଆଜ୍ଞା

  • @manoranjanpanda5536
    @manoranjanpanda5536 Před 29 dny +16

    ସୁଧାଂଶୁ ଵାଵୁ ଠିକ୍ କଥା କହୁଥିବାରୁ ଆପଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ, ଜୟ ଜଗନ୍ନାଥ,

  • @bharatchandrabarik5921
    @bharatchandrabarik5921 Před 29 dny +41

    ସୁଧାଂଶୁ ବାବୁ ଅନେକ ଅନେକ ଶୁଭେଚ୍ଛା ଆପଣଙ୍କର ତଥ୍ୟ ଭିତିକ ଖବର ପାଇଁ

  • @arjunpradhan5615
    @arjunpradhan5615 Před 14 dny +2

    ବହୁତ୍ ବହୁତ୍ ଧନ୍ୟବାଦ୍ ସୁଧାଂଶୁ ବାବୁ ।

  • @manojkumarratha7922
    @manojkumarratha7922 Před 28 dny +3

    Salute to your dareness and openness. It's the high time in our state to have reporters like you.

  • @subratkumarsahoo5876
    @subratkumarsahoo5876 Před 29 dny +32

    ସୁଧାଂଶୁ ଭାଇ ଧନ୍ୟବାଦ

  • @bnmcreations4670
    @bnmcreations4670 Před 29 dny +32

    ମାଡାମ ଘରେ ଘରେ ପରିଚିତ ଡାଲି ମାଡାମ ନାଁ ରେ

  • @saratbehera2455
    @saratbehera2455 Před 28 dny +3

    ଭାଇ ଅନେକ ଅନେକ ଧନ୍ୟବାଦ

  • @pradiptabiswal9247
    @pradiptabiswal9247 Před 28 dny +4

    ଭାଇ ମରମ କଥାକହୁଛ‌ ‌ । ଧନ୍ୟବାଦ ସାମ୍ବାଦିକ ଭାଇ

  • @sijannayak4407
    @sijannayak4407 Před 29 dny +38

    ପ୍ରମିଳା ମଲ୍ଲିକ ଓ ଲେଖାଶ୍ରୀ ମ୍ୟାଡମ ମିଛରେ ଭାଲେଇ ଦେଖେଇହେଉଛନ୍ତି ଏ ମା ନଙ୍କ ମୁଁହ କୁ ଲଜ୍ଜ୍ୟା ନାଇ ଛି ଛି ଛି

    • @Richo047
      @Richo047 Před 29 dny

      Khali Lekhashri nakahi Lekhashri Madam yete respect kahiki yemanaku doucha.

  • @BabuDas-s8s
    @BabuDas-s8s Před 29 dny +20

    ଧନ୍ୟବାଦ୍ ସ୍ବରଉଠାଇଥିବାରୁ

  • @buluhindustani1469
    @buluhindustani1469 Před 25 dny +1

    ଗେଣ୍ଡାଦଳିଆ ରାଣ୍ଡି ଓ ଛିଣ୍ଡାଳି ଙ୍କୁ ଏମିତିକା ପେଲା ଆବଶ୍ୟକ.. ଯାହଉ ଗୋଟେ ଷଣ୍ଢ ମିଡ଼ିଆ ଓଡ଼ିଶାରେ ଉଦୟ ହେଲା 🙏👌🙏👌ସୁଧାଂଶୁ ସାର U R GREAT 👌

  • @dayanidhikisan755
    @dayanidhikisan755 Před 28 dny +3

    ଧନ୍ୟବାଦ୍ ସୁଧାଂଶୁ bro good news

  • @sarbeswardash2
    @sarbeswardash2 Před 29 dny +73

    ଅତ୍ୟଧିକ ଡାଲି ଖାଇଲେ ବାଳ ଦିନକୁ ଦିନ ଘନ କଳା ରଙ୍ଗ ରେ ପରିଣତ ହେଇଯାଏ ବୋଲି ପ୍ରମାଣ ମିଳିଲା 😂

  • @sanjaykumardas334
    @sanjaykumardas334 Před 29 dny +97

    ପ୍ରମିଳା ର କଡ଼ ଆଉ ଫୁଟିବ ନାଇଁ

  • @ranjankumarpatra2284
    @ranjankumarpatra2284 Před 28 dny +6

    ସ୍ୱାର୍ଥରେ ଆଞ୍ଚ ଆସିଲେ ଓ ବେପାର ବନ୍ଦ ହୋଇଗଲେ କାନ୍ଦନ୍ତି

  • @madhusudanthanapati7091
    @madhusudanthanapati7091 Před 28 dny +3

    ସୁଧାଂଶୁ ସାର୍ ଧନ୍ୟବାଦ

  • @subhransusekhar8602
    @subhransusekhar8602 Před 29 dny +48

    ଏ ଦିଟା ଙ୍କ ର କଥା ବଡ. କାମ zero.

    • @user-yd7dq7ij6w
      @user-yd7dq7ij6w Před 29 dny +1

      ପରିବା ବଢ଼ୁଛି ଚିନ୍ତା କରନି ତାମପାଖରେ ଡାଲି ଅଛି ନହେଲେ ପ୍ରମିଳାଦିଦି କୁ ମାଗ ପ୍ରତେକ ବର୍ଷ ଜୁଲାଇ ଅଗଷ୍ଟ ରେ ଆଳୁ ପିଆଜ ଟମାଟୋ ଆକାଶ ଛୁଆ ଦର ହୂଏ କାରଣ ଶୀତଳ ଭଣ୍ଡାର ନାହିଁ 24ବର୍ଷ ବିଜେଡି ସୋଇଥିଲା

  • @netranandasahu8743
    @netranandasahu8743 Před 29 dny +35

    ପ୍ରମିଳା ଟା ଟାଉଟର

  • @bhaskarchandramartha559
    @bhaskarchandramartha559 Před 18 dny +2

    ଧନ୍ୟବାଦ ଆପଣଙ୍କ ସ୍ପଷ୍ଟବାଦିତା ପାଇଁ |

  • @rabinarayandehury5644
    @rabinarayandehury5644 Před 28 dny +1

    ସୁଧାଂଶୁ ଭାଇ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ

  • @amrjitbiswal7243
    @amrjitbiswal7243 Před 29 dny +12

    ପ୍ରମିଳା ମଳିକ ଶୁଣିପାରୁଛନ୍ତି ଲଜ୍ୟା ଲାଗିବା କଥା

  • @bharatsahu1707
    @bharatsahu1707 Před 29 dny +27

    ଧନ୍ୟବାଦ୍ ସାର

  • @basantadas5167
    @basantadas5167 Před 28 dny +2

    Jay jay jagannath bhi ❤❤❤❤madi chala.

  • @pratapkumarjena1829
    @pratapkumarjena1829 Před 15 dny +1

    ସୁଧାଂଶୁ ବାବୁ ଆପଣ ଙ୍କ ର ସତ୍ୟ ର ନିୟୁଜୁ ଓଡ଼ିଶା ବାସୀ ଙ୍କ ସାମ୍ନାକୁ ଆଣୁ ଥିବାରୁ ଓଡ଼ିଶା ବାସୀ ଙ୍କ ସମର୍ଥନ ଭଲପାଇବା ଆପଣଙ୍କ ପାଇଁ ଅଛି ଧନ୍ୟବାଦ୍ ସତ୍ୟର ମିଡ଼ିଆ ବନ୍ଧୁ ଏମିତି ସତ୍ୟକୁ ସାମ୍ନାକୁ ଆଣି ଜନତା ଙ୍କୁ ସଚେତନ କରି ଚାଲନ୍ତୁ

  • @BabuDas-s8s
    @BabuDas-s8s Před 29 dny +34

    ଏମାନଙ୍କର କିଛି ଭେଲୁ ନାହିଁ
    ଏମାନେ ଡାଲି ଚୋରଣି ୨୪ ବର୍ଷ ହେଲା କୁଆଡେ ଜାଇଥିଲେ ଏମାନଙ୍କୁ ବିଜେପି
    ଆରଷ୍ଟ କରାଯାଉ ବିଜେପିଙ୍କୁ ମୋର ଅନୁରୋଧ

  • @user-ij9jp6ex8s
    @user-ij9jp6ex8s Před 29 dny +47

    ମଗ୍ଷୀ ଡାଲି ଚୋରଣି ପ୍ରମିଳା ତୁଏକ ହାରାମି ମାଇକିନିଆ ଜନତା ଙ୍କୁ ଶାଳୀ ହଇରାଣ କରୁଛୁ

  • @madhucreation706
    @madhucreation706 Před 3 dny +1

    ସୁଧାଂଶୁ ବାବୁ ବହୁତ ବହୁତ ଧନ୍ୟବାଦ

  • @DukhishyamBehera-yj3kz
    @DukhishyamBehera-yj3kz Před 29 dny +2

    Thank you sudhanshu Babu for your boldness.

  • @chakradhardas6461
    @chakradhardas6461 Před 29 dny +23

    ଆନ୍ତରିକ ଧନ୍ୟବାଦ ସୁଧାଂଶୁ ଭାଇ ❤❤❤❤

  • @rout-family3030
    @rout-family3030 Před 29 dny +12

    ସୁଧାଂଶୁ ବାବୁ ଧନ୍ୟବାଦ ।

  • @amitakar948
    @amitakar948 Před 8 dny +1

    ଆପଣ ଙ୍କୁ ବୋହୁତ ବୋହୁତ ଧନ୍ୟବାଦ

  • @user-ky5bc1ep7w
    @user-ky5bc1ep7w Před 27 dny +1

    ଧନ୍ୟବାଦ ସୁଧାଂଶୁ ବାବୁ ଆପଣ ଙ୍କୁ

  • @padhisusil6049
    @padhisusil6049 Před 29 dny +19

    ବିଜେଡି ନେତା ମାନଙ୍କର ଗର୍ବ କହିଲେ ନ ସରେ
    କପଡାରେ କର୍ପୂର ନାହିଁ, କପଡା ପଡିଛି, ବିଜେଡି ନେତା କର୍ପୂର କାଢି ନେଲେ , ଉଡି ଯାଇ ନାହିଁ, ଚାଷୀ ବିଜେଡିର ପ୍ରଧାନଶତ୍ରୁ ଥିଲା, ଏବେ ଘଣା ପେଲ, ଶଲେ ......

  • @dileswarpadhan5445
    @dileswarpadhan5445 Před 29 dny +11

    Correct statement Sudhansu bhai. Excellent news.

  • @birarout5755
    @birarout5755 Před 28 dny +3

    ଯାଆ ଚଢ଼ିଯା ,,,,,,,,,,,,, ଭାଇ ଧନ୍ୟବାଦ୍

  • @user-pt2yo7sr7v
    @user-pt2yo7sr7v Před 19 dny +1

    Sudhanshu sir right question dhanyvad

  • @FinancialFinancial-kz7cw
    @FinancialFinancial-kz7cw Před 29 dny +16

    Himanshu bhai aapanku koti koti pranam, thanks

  • @rameshmajhi4317
    @rameshmajhi4317 Před 29 dny +42

    ଏ ଶଳା ଜନତା କେବେ ବୁଝି ପାରିବ ନାହିଁ,ଭୋଟ ରେ 2000ଟଙ୍କା ପାଇ ଏବେ ଆଉ 5ବର୍ଷ ଅପେକ୍ଷା କରିଛି ଥୁ ଶଳା ମାନକୁ

  • @purnachandrasahoo2847
    @purnachandrasahoo2847 Před 9 dny +1

    ଧନ୍ଯବାଦ୍ ଶୁଭକାମନା ଜୟ ଜଗନ୍ନାଥ ସମସ୍ତେ (ବିଜେଡି ଜାରଜ)

  • @dhanurjaysanta2928
    @dhanurjaysanta2928 Před 27 dny +2

    dhanyawad sudhanshu Bhai jay shreeraam

  • @ranjanpradhan3446
    @ranjanpradhan3446 Před 29 dny +18

    ପଚିଶି ବର୍ଷ ରେ କରିପାରିଲେନି ଏବେ ଖାଲି ହାଉ ହାଉ ହେଉଚନ୍ତି

  • @narendrapradhan5049
    @narendrapradhan5049 Před 29 dny +11

    ଅତି ସୁନ୍ଦର

  • @saratmishra7100
    @saratmishra7100 Před 27 dny +2

    Great news, Focus plus.

  • @HRUSHIKESHTARAI-mp7xu
    @HRUSHIKESHTARAI-mp7xu Před 29 dny +2

    ଭାଇ ଧନ୍ୟବାଦ news

  • @srikantsahoo6563
    @srikantsahoo6563 Před 29 dny +9

    ଡାଲି ଛୋରଣୀ କଥାକୁ ଏତେ ଗୁରୁତ୍ଵ ଦେବା ଆବଶ୍ୟକ ନାହିଁ।ଚୋର ଧରା ଚାଲିଛି।ସେଥିପାଇଁ ଲୋକଙ୍କ mind divert କରୁଛନ୍ତି।

  • @ranjankumarnanda8349
    @ranjankumarnanda8349 Před 29 dny +12

    Real talk 100%Right.

  • @BHARATSAGAROFFICIAL
    @BHARATSAGAROFFICIAL Před 28 dny +2

    Absolutely News sir

  • @sonukhansonukhan8387
    @sonukhansonukhan8387 Před 26 dny +2

    Welcome. Salut. Very. Good. Information. Swagat

  • @ganeswarnayak9745
    @ganeswarnayak9745 Před 29 dny +14

    Very good news

  • @pradeepkumarjena4162
    @pradeepkumarjena4162 Před 29 dny +8

    ବହୁତ ସୁଦର କଥା କହିଛନ୍ତି ଧନ୍ଯବାଦ ଅର୍ପଣ କରିବା ପାଇଁ ମୁଁ

  • @KahnucharanPollai
    @KahnucharanPollai Před 29 dny +2

    ଧନ୍ୟବାଦ ଏପରି ଚାଲୁରହୁ

  • @reenupamamoharana1640
    @reenupamamoharana1640 Před 29 dny +1

    Bohut badhiya bhai

  • @BibhutibhushanDash-yg9gf
    @BibhutibhushanDash-yg9gf Před 29 dny +13

    Nice କାଉଣ୍ଟର ଧନ୍ୟବାଦ ନମସ୍ତେ

  • @matrukrupa2024
    @matrukrupa2024 Před 29 dny +18

    ସ୍ଵାର୍ଥ ମୂଳରେ ଅର୍ଥ ଅର୍ଥ ରୁ ଅନର୍ଥ ଅନର୍ଥ ରୁ କଦର୍ଥ କଦର୍ଥ ପାଇଁ ସମାଜର ଉନ୍ନତି ପ୍ରଗତି ବ୍ୟର୍ଥ ହେବାରେ ଲାଗିଛି।ଜୟ ଜଗନ୍ନାଥ

  • @MantriBehera-mt8sk
    @MantriBehera-mt8sk Před 28 dny +2

    ଭାଇ ବହୁତ୍ ସୁନ୍ଦର କଥା କହିଛନ୍ତି bjd କୁ ଆହୁରି ସୁଧ

  • @kampusahoo
    @kampusahoo Před 28 dny +1

    Sudhansu babu & Focus news ku Dhanyabad 🙏👍❤️

  • @ramachandrapanda7858
    @ramachandrapanda7858 Před 29 dny +20

    ଏମାନଙ୍କର
    "ମେନୋପଜ୍ ପିରିଅଡ୍ " ଆସିଲାଣି ମାତ୍ର ଏମାନେ 18 ବର୍ଷ ବୟସ ହେଇଛି କହି ସେ ପୂର୍ବ ସୁଖ ଖୋଜୁଛନ୍ତି ସେଥିପାଇଁ ତାଙ୍କର ମୁଣ୍ଡ କାମ କରୁନି ।

  • @Titlagarhnews
    @Titlagarhnews Před 29 dny +8

    Good news focus plus

  • @nilamanillenka3348
    @nilamanillenka3348 Před 29 dny +1

    Thanks Media

  • @sewanayak945
    @sewanayak945 Před 28 dny +1

    Yes👍ସିଂଘମ ଭାଇ ସୁଧାଂଶୁ 🙏

  • @trinathswain6726
    @trinathswain6726 Před 29 dny +19

    ଆଳୁ ମିଶନ୍ ଯେମିତି ଆଳୁ ହୋଇଥିଲା ତାହାର ଉଦାହରଣ

  • @prasantarout4113
    @prasantarout4113 Před 29 dny +6

    ବିଜେଡ଼ି ଦଳ ହେଲେ ପୋଖତ ଚୋର ଦିଅଁ ଖାଇ ଖଟୁଲି ଖାଇଗଲେ ୟାଙ୍କ ଦଳ ଚୋର ମୁହଁ ବଡ଼ ଟାଣ ସରକାର ଚାଲିଜିବା ପରେ ଆଉ ସୁବିଧା ହଉନି ଖାଇବା ପାଇଁ ତେଣୁ ମାଡାମ ଆଉ ସମ୍ଭାଳି ପାରୁନାହାନ୍ତି ସବୁ ପଣସ ଖାଇଲେ ଏମାନେ ଏବେ ଅଠା ବୋଳୁଛନ୍ତି ନୁଆ ସରକାର ଉପରେ ଆଠା ଛଡେଇ ଦ୍ଵିତୀୟ ବିବାହ କରିବେ ବୋଧେ ସେଥିପାଇଁ ଏତେ ସାଜ ସଜା ହେଉଛନ୍ତି

  • @Singdharani113.Youtuber
    @Singdharani113.Youtuber Před 28 dny +1

    Right sir ଧନ୍ୟବାଦ

  • @manmathmohannayak2855
    @manmathmohannayak2855 Před 12 dny

    Thank you sudhanshu Babu talking correct 💯.

  • @user-vx4fd5ob6q
    @user-vx4fd5ob6q Před 29 dny +25

    ଚୋରଣି ର ମୁହ ଟାଣ

  • @Manoranjansahoo34680
    @Manoranjansahoo34680 Před 29 dny +23

    ନକଲି ଚୁଟି ଲଗାଇଛନ୍ତି, ମାଡାମଙ୍କୁ କ୍ୟାନ୍ସର ହୋଇଛି, କେମୋ ନେଉଛନ୍ତି, ତେଣୁ ମାଡାମଙ୍କ ଚୁଟି ଉପୁଡି ଯାଇଛି

    • @sibaprasadkhadanga4375
      @sibaprasadkhadanga4375 Před 29 dny +2

      ସତେ ନା କଣ ?❤
      ଓହୋ ଅସଲ କଥା ତାହେଲେ ଏଇଆ ।

    • @Manoranjansahoo34680
      @Manoranjansahoo34680 Před 29 dny

      @@sibaprasadkhadanga4375 ହଁ ମୁମ୍ବାଇରେ କେମୋ ନେଉଛି,3 ଥର ନେଇସାରିଛି

  • @mohanmeher9767
    @mohanmeher9767 Před 29 dny +1

    Sudhanshu sir is all' time best

  • @ganeshpanigrahi4808
    @ganeshpanigrahi4808 Před 28 dny

    Thanks Focus Plus for disinterested news service to public...

  • @upendrasahooreporter290
    @upendrasahooreporter290 Před 29 dny +8

    Good news

  • @pratapkumarranahandol2434

    Thank you very much. for all this.

  • @narottambarik1637
    @narottambarik1637 Před 28 dny

    Sudhansu Babu bohut bohut dhanyawad...

  • @successfullife6722
    @successfullife6722 Před 28 dny +1

    ସୁନ୍ଦର ଉପସ୍ଥାପନା l

  • @pintu9102
    @pintu9102 Před 29 dny +3

    Bahut badhiya Katha .

  • @Sumit.yyy222
    @Sumit.yyy222 Před 29 dny +4

    Bahut badhiya sudhansu sir

  • @Pravat.youtuber
    @Pravat.youtuber Před 27 dny

    Very very thanks sudhanshu babu..❤

  • @alokpatel3131
    @alokpatel3131 Před 28 dny +1

    Very good sudhansu bhai🙏🙏🙏