ବଡ଼ ଖୁଲାସା, ନିର୍ବାଚନ ପରେ..|BJD Vs BJP | VK Pandian's Big allegation | Naveen Vs Modi Odia News

Sdílet
Vložit
  • čas přidán 7. 05. 2024
  • ବଡ଼ ଖୁଲାସା, ନିର୍ବାଚନ ପରେ... BJD Vs BJP | VK Pandian's Big Allegation | Naveen Vs Modi #vkpandian #naveenpatnaik #pmmodi #bjdvsbjp #News18Odia #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews #loksabhaelection #assemblyelection #odishanews
    News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Please visit our website bit.ly/2YaikeJ for latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe our channel to get latest news and updates tinyurl.com/y46bt2fm

Komentáře • 671

  • @srustidhardey5817
    @srustidhardey5817 Před 16 dny +4

    Change must win BJP ଆସିବ ଓଡ଼ିଶା ରେ

  • @BailochnNayak
    @BailochnNayak Před 22 dny +22

    ସରକାର ଛେଞ୍ଚ କର ଓଡ଼ିଶାରେ

  • @muralising7003
    @muralising7003 Před 21 dnem +6

    ଶ୍ରୀ ଜଗନ୍ନାଥ ଙ୍କ ଦ୍ରହୀ ବିଜେଡି ସରକାର.... ଏଥର ସରକାର ବଦଳି ଵା ନିହାତି ଆବଶ୍ୟକ ଜୟ ଜଗନ୍ନାଥ 💪🚩 ବନ୍ଦେ ଉତ୍କଳ ଜନନୀ ❤❤❤❤

  • @subashmishra5616
    @subashmishra5616 Před 21 dnem +5

    ❤ଶ୍ରୀରାମ ପାଇଁ ଗୋଟିଏ ପଦ୍ମ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଦିବ୍ୟ ପଦ୍ମ ବେଶ ଜୟ ସୀତାରାମ ଜୟ ଜଗନ୍ନାଥ

  • @learntogether8344
    @learntogether8344 Před 25 dny +93

    ଆମେ ଚାହୁଁଛୁ govt. Change ହେଉ ଅହଂକାର ହେଇଗଲାଣି.... 25 yr ବହୁତବହୁତ ବେଶୀ time

  • @chandudash1450
    @chandudash1450 Před 25 dny +123

    ସରକାର ଚେଞ୍ଜ କରା ଯାଉ ପ୍ରତୀ ପାଞ୍ଚ ବର୍ଷାରେ

    • @user-sj9jp5xn1l
      @user-sj9jp5xn1l Před 25 dny +3

      Ganatantra ku hatya karibaku chahuchi B J P

    • @letsknowodia
      @letsknowodia Před 24 dny

      ଥରେ BJP ଆସିଲେ ସବୁ ଦଳଙ୍କୁ ମାରି ଦେବ।।।

    • @ramakantasahoo5597
      @ramakantasahoo5597 Před 24 dny

      ଅପେରସନ କମଲ ଗଣତନ୍ତ୍ର ହତ୍ୟାର ଏକ ବଳିଷ୍ଠ ନିଦର୍ଶନ।

    • @abhisekdebasis8720
      @abhisekdebasis8720 Před 24 dny +1

      Prati spelling ta tk bhul laguchi

    • @KRUSHNADISHRI
      @KRUSHNADISHRI Před 24 dny

      .❤ sh i 😊😊😊😊😊😊😊😊😊 FC😮😮😮​@@user-sj9jp5xn1l

  • @sushantapolei6322
    @sushantapolei6322 Před 25 dny +27

    ପାଣ୍ଡିଆନବାବୁ ହେଉଛନ୍ତି ତାମିଲିନାଡୁ ଲୋକ ଓଡିଶାର ଝିଅକୁ ଵିଭାହେଇଛନ୍ତି ତାମିଲନାଡୁର ଦୁଇଟିଦଳ ଗୋଟିଏ କରୁଣାନିଧିଙ୍କ ଦଳ ଓ ଅନ୍ୟଟି ଜୟଲଳିତାଙ୍କଦଳ ଏ ଦୁଇଦଳ ଲଗାତାର ସାସନ କରିନାହାନ୍ତି ତାମିଲ ଲୋକ ବହୁତ ଚାଲାକ ଓ ସଚେତନ ନାଗରିକ ସେମାନେ କୁହନ୍ତି ଓଡିଶା ଲୋକ ହେଉଛନ୍ତି ଏତେ ଅଜ୍ଞ ଗୋଟିଏ ଦଳକୁ ସଵୁଵେଳେ ଭୋଟଦେଉଛନ୍ତି ତୁମ ଓଡିଶାରେ ସଵୁଅଛି ଖଣି ଖାଦାନ କିନ୍ତୁ ଓଡିଶା କାହିଁକି ଗରିବ ଦାଦନ ଖଟିବାକୁ ଆମ ରାଜ୍ୟକୁ ଆସୁଛ ତାର ଗୋଟିଏ କାରଣ ଗୋଟିଏ ସରକାର ଵହୁତଦିନ ରହିଲେ ସରକାର ବଦଳିବା ଦରକାର ତେଵେ ଦେଶ ଆଗେଇବ

  • @nirmalkumardas5937
    @nirmalkumardas5937 Před 25 dny +104

    ଖଣି ଖାଇଦେବ ରାଜସ୍ୱ ଖାଇଦେବ ଦରିଦ୍ର କରି ପଳେଇବେ ଏମାନେ contrater ତାମିଲ ତାମିଲ ନାଡୁ ରୁ ବସ ଆସିବ ବ୍ୟାଗ ଯାଇ up ରେ ବିକ୍ରି ହେବ tamil ଶାସନ ହବ ଓଡିଶା ଆଉ ଜଗନ୍ନାଥଙ୍କ ରାଜ୍ୟ ହବନି ପାଣ୍ଡ୍ୟା ଙ୍କ ଦେଶ ହବ ଗେରୁ ମାଂସ ଖାଉଥିବା ମିହିଳାଙ୍କୁ ଜଗନ୍ନାଥଙ୍କ ଗର୍ଭ ଗୃହରେ ପୁରେଇଲେ ସେ କିଏ କଣ ଜାଣେ ଜଗନ୍ନାଥ ଙ୍କ ବିଷୟରେ.1600 କୋଟି ଖଚ୍ଚ ହେଲା ରାମ ମନ୍ଦିର ପାଇଁ କିନ୍ତୁ 4200କୋଟି ଖର୍ଚ୍ଚ ହଉଛି ଜଗନ୍ନାଥ ଙ୍କ ପାଛୋରି ପାଇଁ ଏ ପଇସା କଣ ତାମିଲନାଡୁ ରୁ ଆସୁଛି ଖଣି ମାଫିଆ.... ମୋ ଓଡିଶାର ଭାଇ ଭଉଣୀ ମା ବାପା ମାନଙ୍କୁ ଅନୁରୋଧ ଏଥରକ ପରିବର୍ତନ ହଉ ମା କୁ ଇଯତ ମାକୁ ସମ୍ମାନ ଦିଆ ହଉଛି କେତେ ଝିଅ ଗାଏବ ହେଉଛନ୍ତି କାହାର ଘରେ ପଶି ବଳତ୍କାର କରୁଛନ୍ତି ପାଣ୍ଡୁ ରୁପି ରକ୍ଷାସ ମାନେ ବିଦା କର 🙏🙏🙏

  • @ramanayak3052
    @ramanayak3052 Před 25 dny +18

    ପାଣ୍ଡୁ ସୁପର ମିଛୁଆ

  • @SatyamebaJayate-ml8qx
    @SatyamebaJayate-ml8qx Před 25 dny +68

    ସୁଦୃଢ ଓ ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତି ପାଞ୍ଚବର୍ଷରେ ସରକାର ବଦଳିବା ନିହାତି ଆବଶ୍ୟକ....

    • @user-jf6hy3qs2j
      @user-jf6hy3qs2j Před 25 dny

      Absolutely right .Public must change the party n hele ganatantra thik re rahib nai.

    • @gopalkrishnapattnaik5313
      @gopalkrishnapattnaik5313 Před 24 dny

      LORD JAGANNATHA ( KALASARPA) OBSERVE ACTIVITIES IN DETAIL. . ANY MISUSE OF POWER, UNRIGHTEOUS THINGS. DONE IN ODISHA.,WILL BE PUNISHED SEVERELY. ....PAST HISTORY OF ODISHA MAY BE REMEMBERED...THAT IS DIFFERENCE BETWEEN ODISHA & OTHER STATES..
      .

  • @SmashEnough
    @SmashEnough Před 25 dny +57

    ବିଜେଡି ଦଳ ବିଲିବିଲେଇ ଗଲେଣି କେତେବେଳେ କଣ କହୁଛନ୍ତି ନିଜେ ମଧ୍ୟ ଜାଣି ପାରୁ ନାହାଁନ୍ତି

  • @ramanayak3052
    @ramanayak3052 Před 25 dny +37

    ଭୋଟ ଦିଅ BJP କୁ ❤

  • @gunanidhinaik3699
    @gunanidhinaik3699 Před 25 dny +23

    ଛତିଶ ଗଡ ,ରାଜସ୍ଥାନ ଓ ମଧ୍ୟପ୍ରଦେଶ ରେ ଆଗରୁ ମୁଖ୍ୟମନ୍ତ୍ରି ଘୋଷଣା ହୋଇନ ଥିଲା

  • @TapaswiniPatra-lw5ee
    @TapaswiniPatra-lw5ee Před 25 dny +31

    ଓଡ଼ିଶା ରେ ବିଜେପି ସରକାର ଗଠନ କରିବ ଏଥର ଓଡ଼ିଶା ବାସି ସ୍ଥିର କରି ସାରିଛନ୍ତି। ବିଜେଡି ର ପାଣ୍ଡିଆନ ମଧ୍ୟ ସିଉକାର କରି ସାରିଛନ୍ତି, ଓଡ଼ିଶା ରେ ବିଜେପି ସୁନିଶ୍ଚିତ ସରକାର କରିବ ଜୟ ଜଗନ୍ନାଥ।

  • @AurunMiardha
    @AurunMiardha Před 25 dny +190

    ପ୍ରତି ପାଞ୍ଚ ବର୍ଷାରେ ଗୋବମେଣ୍ଟ ପରିବର୍ତ୍ତନ ହେବା ଦରକାର

    • @dharmendra4868
      @dharmendra4868 Před 25 dny +4

      Right 💯

    • @prakashmohapatra1287
      @prakashmohapatra1287 Před 25 dny +14

      Prati 5 years re be center re sarakat change heba darakar. Am I right?

    • @PrasantSahoo-gs4kc
      @PrasantSahoo-gs4kc Před 25 dny

      ❤❤❤​@@dharmendra4868

    • @sudhansus4372
      @sudhansus4372 Před 24 dny

      ​@@prakashmohapatra1287 bjp centre kn bhul karuchii Congress thile kn adhika hei thanta kahila

    • @Ashu_mm2028
      @Ashu_mm2028 Před 24 dny

      ​@@sudhansus4372seita change kale jana padithanta

  • @RadheKrishna-im6sb
    @RadheKrishna-im6sb Před 21 dnem +19

    ଓଡ଼ିଆ ମାନଙ୍କୁ ପ୍ରଭୁ ଜଗନ୍ନାଥ ସଦବୁଦ୍ଧି ଦେଇ ଓଡିଶା ରୁ ରାବଣ ଶାସନ ଦୂର କରନ୍ତୁ

  • @surendratechday8847
    @surendratechday8847 Před 25 dny +6

    Bjp jindabad

  • @Sukrumallik
    @Sukrumallik Před 25 dny +42

    BJD ପୂର୍ବରୁ କହିଥିଲା ଯେ 2019,2020 ରେ ସବୁ ଦାରିଦ୍ର୍ୟ ଦୂର ହେବ କହିଥିଲେ ବର୍ତ୍ତମାନ 2025 ହେଲା କଣ ପରିବର୍ତନ ହେଲା କି

    • @pradeepmohanty1905
      @pradeepmohanty1905 Před 25 dny

      Naveen kahithile ,modi kn kn kahithile se sabu pratisruti kete puran hoichhi ? Ubhay kn karichhanti o kn Kari nahanti ???

    • @user-ng3jz6kq9q
      @user-ng3jz6kq9q Před 25 dny

      ​@@pradeepmohanty1905sae pae to aji India ro GDP world ro 3 no. Re achi modi to kichi karini😂😂

    • @samsongss
      @samsongss Před 25 dny

      ​@@user-ng3jz6kq9qare bhai GDP Bodhile kn...Dhoni ..dhoni heiki chalichi aau Goribo ...ahuri besi Goribo to kn faida....

    • @poojabhoi2615
      @poojabhoi2615 Před 25 dny +3

      Ete jatra nahi bhai... BJP ku vote dia

    • @samsongss
      @samsongss Před 25 dny

      @@poojabhoi2615 dele plus point ta kn kohuno...ta hele to tome jaha kohibo dekhiba

  • @user-ob1qw7gr1z
    @user-ob1qw7gr1z Před 25 dny +67

    ଭ।ଙ୍ଗିବ। ଦରକ।ର

  • @AshishKumar-qr2yc
    @AshishKumar-qr2yc Před 24 dny +5

    ଓଡ଼ିଶାରେ ବିଜେପି 100

  • @keshabsethy
    @keshabsethy Před 25 dny +28

    NO.BJD..BJP..oK

  • @PrasantMishra-gs8tw
    @PrasantMishra-gs8tw Před 25 dny +10

    B.j.p odisa re jitiba.

  • @pankajpanda6968
    @pankajpanda6968 Před 25 dny +15

    Darkar nahi pandu sarkar

  • @babulbehera4420
    @babulbehera4420 Před 25 dny +5

    Bjp bjp bjp

  • @mahipalagharia1879
    @mahipalagharia1879 Před 24 dny +3

    Jai Bharat Jai BJP Eshbar.400.Par.2024Meonly.modi.modi

  • @bisaradcreative3754
    @bisaradcreative3754 Před 25 dny +26

    ସମୟ ଆସିାଇଛି ପରିବର୍ତନ ହେବ ତୁ ଦେଖିବୁ ରହ

  • @user-sb3zo2zn5k
    @user-sb3zo2zn5k Před 25 dny +12

    ଟିଟିଲାଗଡ BJD ଥିଲା ବର୍ତ୍ତମାନ BJP ଆସିବ।

  • @SUBHAMROUT444
    @SUBHAMROUT444 Před 15 dny +3

    ବିଜେପି ଗ୍ୟାରେଣ୍ଟି ଦେଉଛି, ଚା ର ସୋ କରିବ, ଭଲକଥା ଆମେ ଚା ପିଇବା!

  • @prahaladojha5628
    @prahaladojha5628 Před 24 dny +9

    ଏ ସରକାର ବଦଳିବା ଦରକାର 25 ବର୍ଷ ଶାସନ କରି ବହୁତ ଦାଦନ କଲ ଖଣି ପାଣି ଘର ବାଲି ଚିଟଫଣ୍ଡ ସବୁ ଖାଇ ଓଡିଶାକୁ ବର୍ବାଦ କରିଦେଲ ଏଥର ଜୟ ଶ୍ରୀ ରାମ

  • @BanditteachingTrick
    @BanditteachingTrick Před 24 dny +5

    Vk pandian sir ଆପଣଙ୍କର bjp ଭଳି power full ପ୍ରଚାର ତନ୍ତ୍ର ନାହିଁ ତେଣୁ ଏଥର ହରିବେ ନିନ୍ତୁ ଏହା ଓଡ଼ିଶା ବାସୀଙ୍କ ଦୁର୍ଭାଗ୍ୟ

    • @arabindamishra4045
      @arabindamishra4045 Před 24 dny +2

      କଣ, ପାଣ୍ଡିଆନ ଓଡ଼ିଶାବାସୀ ଙ୍କର ହର୍ତ୍ତା, କର୍ତା ଆଉ ଦୈବ ବିଧାତା ? ଆପଣଙ୍କ ଭଳି ଓଡ଼ିଆ ( ଯଦି ହୋଇଥାନ୍ତି ) ଙ୍କ ପାଇଁ ଓଡିଶା ଆଜି ଅଣ ଓଡ଼ିଆଙ୍କ ପାଖରେ ବନ୍ଧା ପଡିଛି। ଆପଣଙ୍କ ଏ ଅଣ ଓଡ଼ିଆ ପ୍ରୀତି ପାଇଁ ଆପଣଂକୁ ଅଶେଷ ଅଶେଷ ଧନ୍ୟବାଦ।

  • @learntogether8344
    @learntogether8344 Před 25 dny +30

    ମୁଖ୍ୟମନ୍ତୀ କିଛି କହିବେନି ଏ କଣ ତାଙ୍କ ପାଟି

  • @hemantakumarmohanty849
    @hemantakumarmohanty849 Před 25 dny +21

    ବିଜେଡି ହାରି ଯାଉ ବିଜେଡି ମନ ମୁଖି କାର୍ଯ୍ୟ ହେଉଛି ପରିବର୍ତ୍ତନ ନିହାତି ଦରକାର ଅଟେ

  • @udhabkar3472
    @udhabkar3472 Před 25 dny +26

    ହୋଇ ପାରେ।ବହୁତ ନେତା ପଣ୍ଡିଆନଙ୍କର ପାଦ ଚଟା କୁକୁର ହେବାକୁ ଇଚ୍ଛା କରିବେ ନାହିଁ।

  • @kabichandrasethi9432
    @kabichandrasethi9432 Před 25 dny +4

    News 18 ଓଡ଼ିଶା ର ବୋଲି ଜଣାପଡୁନି, ଏବି ତାମିଲ୍ନାଡୁର, ପାଣ୍ଡୁ ର କ୍ରିତଦାସ ପାଲଟିଗଲଣି , ଧୀକ୍ ଧୀକ୍

  • @ganeshdas2396
    @ganeshdas2396 Před 25 dny +4

    Compalsary BJP easy win 🇮🇳👍

  • @bamadevkanhar5839
    @bamadevkanhar5839 Před 25 dny +19

    ବି ଜେ ଡି ୨୫ବର୍ଷ ଓଡ଼ିଶାକୁ ଯାହା ଶାସନ କଲେ ମୁଖ୍ୟା ଏବେ5T ସରକାର ପାଇଁ ଫାଟ ବି ଜେ ଡି ୧୦ବର୍ଷ ଶାସନ କେନ୍ଦ୍ରରେ ବି ଜେ ପି ଥାଇ ଦର୍ ଦାମ୍ ବୃଦ୍ଧି ଏହି ପରିସ୍ଥିତି ରେ କାହାକୁ ନା କାହାକୁ ସାଧାରଣ ଜନତା ଭୋଟ ଦେବେ , ଗରିବ ଙ୍କ ଦୁଃଖ ଏତିକି ।

  • @prabhakarsethy1735
    @prabhakarsethy1735 Před 25 dny +23

    Jay Sri Ram

  • @_kaka_ji_3874
    @_kaka_ji_3874 Před 25 dny +6

    Govt.should be changed in democratic way .

  • @user-nv1in5zp7s
    @user-nv1in5zp7s Před 25 dny +2

    Bhartiya J P

  • @SaijagannathSahoo
    @SaijagannathSahoo Před 25 dny +6

    Bjp sarakar kariba eha nichinta no doubt❤❤❤

  • @dipakchhatoi8178
    @dipakchhatoi8178 Před 24 dny +4

    ଆରେ ଭାଈ ଏମାନେ ନିରପେକ୍ଷ ସାମ୍ବାଦିକତା କରୁନାହାନ୍ତି, ଏମାନେ ଦଲାଲି କରୁଛନ୍ତି।

  • @laxmidharsatapathy1167
    @laxmidharsatapathy1167 Před 19 dny +2

    ଓଡ଼ିଶାରେ ବି.ଜେ.ପି ସରକାର।
    ପରିବର୍ତ୍ତନ ନିହାତି ଦରକାର।

  • @manojpalei
    @manojpalei Před 24 dny +2

    ଓଡ଼ିଶାବାସୀ BJD ର ଉଦେଶ୍ୟ ଜାଣିପାରି ନ ଥିଲେ ।ଏଣୁ ଏଥର ଓଡ଼ିଶାରେ bjp ସୁନିଶ୍ଚିତ।

  • @yesyoucan...7281
    @yesyoucan...7281 Před 25 dny +6

    Change is needed

    • @keralanaturelover196
      @keralanaturelover196 Před 24 dny

      people of ODISHA need common sense LIKE TAMILS to understand GUJU AND CERTAIN hindi people control DELHI and cutting powers of STATES. WE NEED USA FEDERALISM and state powers. VOTE LOCAL PARTIES NOT NATIONAL PARTIES.

  • @KushaRaut-eg1yr
    @KushaRaut-eg1yr Před 25 dny +3

    News୧୮ ତାମିଲ୍ ବାବୁ କୁ ବହୁତ୍ ମହତ ଦଉଛି ଯିଏ କାଳ ଭୈରବ ଯିଏ ପୁରା ଓଡ଼ିଶା କୁ ଗିଳିବାକୁ ଯାଉଛି

  • @somuyoutube
    @somuyoutube Před 25 dny +3

    Aethara bjp sarkar asu govt change heu.. development fast heba

  • @BBM-6600
    @BBM-6600 Před 24 dny +2

    Change should be must

  • @rameshsoni3338
    @rameshsoni3338 Před 22 dny +1

    ଜନସାଧାରଣଙ୍କ ଦ୍ବାରା ବିଜେଡି କୁ ପ୍ରତ୍ୟାଖ୍ୟାନ କରୁଥିବାର ଦେଖି ହାରିବା ଭୟ ରୁ ଏପରି ବୟାନ ରଖିଛନ୍ତି ବିଜେଡି ପ୍ରମୁଖ।

  • @madhusudandeep9828
    @madhusudandeep9828 Před 25 dny +7

    ବୋଧେ news18 odia ra ଭାଇ ଙ୍କୁ ଜଣା ନାହିଁ!ସବୁ ଦଳ ସରକାର ଗଠନ ପାଇଁ ପ୍ରଚାର କରୁଛନ୍ତି ଏଇଠୁ ଆଶ୍ଚର୍ଯ୍ୟଜନକ ହେବାର ପ୍ରଶ୍ନ ଉଠୁନାହିଁ! 5t ରୂପାନ୍ତରିତ କରଣ କାହିଁକି ଉଠିଗଲା ପ୍ରଶ୍ନ ପଚାରିବା!

  • @user-vy1jb5rp5l
    @user-vy1jb5rp5l Před 25 dny +7

    କେନ୍ଦ୍ରରେ 10 ବର୍ଷ ହେଇ ଗଲାଣି କେନ୍ଦ୍ର ପରିବର୍ତ୍ତନ କଥା ମଧ୍ୟ ଚର୍ଚ୍ଚା କରନ୍ତୁ

  • @khirodkumarpani7532
    @khirodkumarpani7532 Před 22 dny +2

    Let our beloved C.M coumter the speeach of Narendra Modi delivering an hour long speech in a public meeting either in odia or english highlightinng his performance in last 25 years to entice the voters in favour of B.J.D.

  • @user-zk6jn5sc3c
    @user-zk6jn5sc3c Před 25 dny +3

    Good.🏹🚩🚩🇮🇳🇮🇳🇮🇳🌹🏹💯💯💯💯

  • @somyaranjanpanda7239
    @somyaranjanpanda7239 Před 24 dny +2

    ବିଜେପି ଵାଲା ହିନ୍ଦୁ ମୁସଲିମ ତୋ ଭାଗ କଲ | ଏବେ ଓଡ଼ିଆ ବିହାରୀ ତେଲଗୁ ତାମିଲ ଗୁଜରାଟି ଭିତରେ ଝଗଡା ଲଗାଅ | ବିଜେପି ଵାଲା କୁ ଲାଜ ଲାଗିବା କଥା |

  • @user-xc7lz7wm5q
    @user-xc7lz7wm5q Před 20 dny +1

    ଆମ ଓଡିଶା ରେ ସବୁ ଅଛି ତଥାପି ଆମ ଓଡ଼ିଶା ଗରିବ କାହିଁକି ....

  • @pramod5559
    @pramod5559 Před 25 dny +18

    Nabin Pandya etahr jail jibe

  • @RakeshRout-cu4iu
    @RakeshRout-cu4iu Před 23 dny +2

    BJD BJD BJD BJD BJD BJD BJD BJD BJD 🎉🎉🎉🎉🎉🎉 jitiba
    ଆଉ ସରକାର ବି ଗଢ଼ିବ

  • @surendraprusty6694
    @surendraprusty6694 Před 25 dny +6

    Bjd ତାମିଲ ହଟିବା ଦରକାର

  • @debendranarayandash9040
    @debendranarayandash9040 Před 25 dny +4

    ପରିବର୍ତ୍ତନ ଆବଶ୍ୟକ

  • @SurendraBhoiSurendraBhoi-jb3bb

    5years thate sarakar badalaibar darkar

  • @kaliprasannapattnaik5191
    @kaliprasannapattnaik5191 Před 25 dny +2

    Sadhu Saabadhan 🙏🤍🤍 Jai Odia Jai Shree Jaganath 🙏🙏🙏

  • @saratmishra7100
    @saratmishra7100 Před 25 dny +3

    BJP is only option

    • @keralanaturelover196
      @keralanaturelover196 Před 24 dny

      people of ODISHA need common sense LIKE TAMILS to understand GUJU AND CERTAIN hindi people control DELHI and cutting powers of STATES. WE NEED USA FEDERALISM and state powers. VOTE LOCAL PARTIES NOT NATIONAL PARTIES.

  • @BanditteachingTrick
    @BanditteachingTrick Před 24 dny +3

    Manoj ଟ୍ରିବାରି ବିହାର ରୁ ଦିଲ୍ଲୀ ଓ pandian tamili ରୁ odisha ଏମିତି କିଏ ବି କୁହନ୍ତି ନାହିଁ

  • @NatwarAgrawal-qq9nj
    @NatwarAgrawal-qq9nj Před 24 dny +1

    Change heba bahut jaruri

  • @suranjanpanda6264
    @suranjanpanda6264 Před 17 dny +1

    Right version

  • @babajeesamal6821
    @babajeesamal6821 Před 25 dny +5

    ଏଥିରେ ବିଜେଡି କୁ କିଛି ଅସୁବିଧା ନାହିଁ ।କାରଣ ବିଜେପି ଜାଣି ସାରିଲାଣି କେନ୍ଦ୍ରରେ ହାରୁଛ୍ହି । ତେଣୁ କେନ୍ଦ୍ରୀୟ ସ୍ତର ପାଇଁ ସେମାନେ ଓଡ଼ିଶାରେ ପାଣି ଗୋଳେଇ କିଛି ପାଇବା ଆଶାରେ ଏମିତି ଚେଷ୍ଟା କରୁଛନ୍ତି। କିନ୍ତୁ ଏଥିରେ ସମ୍ପୂର୍ଣ ବିଫଳ
    -ଏବେ ଏବଙ୍ଗ୍ ନିଜେ ନିଜ ଗୋଡ଼ରେ କୁରାଢ଼ୀ ମାରୁଛନ୍ତି ।ଏଥିରେ ଓଡ଼ିଶାବାସୀ କେବେ ଡରିବେ ନାହିଁନ୍ ।
    ଏଇ ଓଡ଼ିଶାରେ ବାଜି ରାଉତ ଓ ବୀର ଲାକ୍ସମାନ ନାୟକ ଙ୍କର ଜନ୍ମ ।ଓଡିଶା ବୀର ମାଟି । ବିଦେଶୀଙ୍କୁ କେମିତି ହାତଜଏ ତାହା ଓଡିଶା ବସି ବେଶ ଭଲ ଭାବରେ ଜାଣିଛନ୍ତି

  • @PramodSarangi-fd7tx
    @PramodSarangi-fd7tx Před 19 dny +1

    Public ponion final opnion 👍

  • @user-rx2gz2ur3l
    @user-rx2gz2ur3l Před 21 dnem +2

    I don't know which party is good or bad. But in my point of view we should give chance to other parties, we should change the govt. So that may be another person have other mindset or plan to develop or initiative for people especially youth and poor families.

  • @anantabarik564
    @anantabarik564 Před 25 dny +2

    Change government

  • @gourisachari9286
    @gourisachari9286 Před 24 dny +1

    Enough is enough!

  • @kartikpanda8325
    @kartikpanda8325 Před 25 dny +2

    Every election re kendra ru neta asanti , election pare gharaku palanti,

  • @sonukhansonukhan8387
    @sonukhansonukhan8387 Před 25 dny +2

    2024 pandian. Babu. Gor lagakey. Madi chala. Nischita. Full sapot nabin. Silent voter. Swagat

  • @JaiJagannath-cl6dz
    @JaiJagannath-cl6dz Před 24 dny +2

    ପାନ୍ଡିଆନ ଯଦି କହି ଥାନ୍ତେ ୧୧ ତାରିଖ ରେ ଶପଥ ଗ୍ରହଣ କରିବା କଥା ତା ହେଲେ କଥା ଅଲଗା ହୋଇ ଥାନ୍ତା କିନ୍ତୁ ୯ ତାରିଖ ଘୋଷଣା କରି ବିଜେପି ପାଖକୁ ବଲ ପକାଇ ଦେଇଛନ୍ତି। ଘର ଭାଂଗିବା ଅସମ୍ଭବ ନୁହେଁ।

  • @Activeboy100
    @Activeboy100 Před 24 dny +1

    Congress jindabad........

  • @rajeshpradhan4145
    @rajeshpradhan4145 Před 25 dny +3

    Change darkar....

  • @Muktipath15
    @Muktipath15 Před 25 dny +4

    ଏ ତାମିଲ ଚୋର ଅନ୍ୟ ଚାନେଲ ମାନକୁ କାହିଁକି ନିମନ୍ତ୍ରଣ କରିନି BJD ନେତା କିଏ କହିବେ..?? କେବଳ ସେଇ ଚାନେଲମାନେ ଆସିଛନ୍ତି ଯେଉଁମାନେ ଏ ତାମିଲ ଚୋରର ଚାଟୁକାରିତା କରନ୍ତି,ହଁ ନା.?? କାହିଁକି ଜା.? କାହିଁକିନା ଅନ୍ୟ ଚାନେଲମାନେ ଆସିଲେ ୟାର ଗା...... ରେ ଦମ ନାହିଁ ସେମାନଙ୍କ ସମାନ କରିପାରିବ ନାହିଁ ଏବଂ ସେମାନଙ୍କ ପ୍ରଶ୍ନ ଉତ୍ତର ଦେଇପାରିବ ନାହିଁ ,ପ୍ରମାଣ ସହ। ଆଉ ଗୋଟେ କଥା ଦେଖନ୍ତୁ,, ପ୍ରଶ୍ନ ବି ୟାର ଉତ୍ତର ବି ୟାର.। ଆପଣମାନେ କୁହନ୍ତୁ, ଏଇଟା କଣ press meet କୁହାଯାଏ.!

  • @ompatel-om9iu
    @ompatel-om9iu Před 21 dnem +1

    Govt change heba nihati

  • @pradiptabehera685
    @pradiptabehera685 Před 25 dny +13

    BJP amra darkar

  • @sushantadas2518
    @sushantadas2518 Před 17 dny +1

    Pandian Garu nku hatao. What is Naveen babu doing? An outsider to rule Odisha!!!

  • @deepakharijan6537
    @deepakharijan6537 Před 24 dny +1

    Jai congress🎉🎉🎉

  • @nibarranjanbhuyan4568
    @nibarranjanbhuyan4568 Před 25 dny +2

    Change is required any how by hook or crook.
    It's high time for BJD.

  • @basantibalapanigrahi5289
    @basantibalapanigrahi5289 Před 24 dny +1

    Now it is different
    What about your flight charge

  • @user-be5dr4ss7d
    @user-be5dr4ss7d Před 25 dny +1

    1999 sal tharu2024 sal ku dekhile center tharu bahut ki

  • @bimbadharmohanty6528
    @bimbadharmohanty6528 Před 18 dny +1

    Reading your devolopedment task

  • @chakradharofficial6837
    @chakradharofficial6837 Před 24 dny +1

    ସୋସିଆଲ ମିଡିଆରେ ଲୋକ ଖାଲି ବିଜେପି ବିଜେପି ହେବେ। Real ରେ ତ ବିଜେଡି ସରକାର ଗଠନ କରିବ। ଷଷ୍ଠ ଥର ପାଇଁ ମୁଖ୍ଯ ହେବେ ନବୀନ ପଟ୍ଟନାୟକ ଜୟ ବିଜେଡି, ଜୟ ନବୀନ, ଜୟ ଓଡ଼ିଶା ।

  • @niharrout1005
    @niharrout1005 Před 24 dny +1

    Modi ji 5 bar Amit Ji4 bar nadachi 3bar Hollywood star ek ek bar aana padega oridash mein bid.ko hatana padega Jay Shri Ram Jay Jagannath

  • @durgaduttakanungo1528
    @durgaduttakanungo1528 Před 25 dny +1

    BjP will break BjD... Pandian prediction is correct

  • @01Bharatiya
    @01Bharatiya Před 25 dny +1

    BJD ଜିତିଲେ ପାଣ୍ଡୁ ନବୀନ ର ତଣ୍ଟି ଚିପି ଦବ ଆଉ ନିଜେ CM ହବ

  • @jatindranathbasa7837
    @jatindranathbasa7837 Před 25 dny +7

    BJP 2024.

  • @trilochandhal2821
    @trilochandhal2821 Před 25 dny +6

    2024 ନିର୍ବାଚନ ରେ ଓଡିଶା ବିଧାନ ସଭା ପାଇଁ କୌଣସି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ. ଏଣୁ ମିଳିତ ସରକାର ହେବା sambabhana ଅଧିକ

  • @pbsamal
    @pbsamal Před 25 dny +2

    ଯଦି, 24 ବର୍ଷର ଶାସନ ପରେ ଏହି ପରିସ୍ଥିତିର କାରଣ ହେଉଛି, ରାଜ୍ୟ ନେତା ଏବଂ ରାଜ୍ୟ ଆଞ୍ଚଳିକ ଦଳର ନେତା ଭାବେ ଆପଣଙ୍କର କାର୍ଯ୍ୟଶୈଳୀ; ଏହି ବିଶୃଙ୍ଖଳା ପାଇଁ ଆମେ ମଧ୍ୟ ସମାନ ଭାବରେ ଦାୟୀ

  • @sudamamajhi8822
    @sudamamajhi8822 Před 25 dny +7

    Bjp❤❤❤

  • @dwarikanathmishra3818
    @dwarikanathmishra3818 Před 25 dny +6

    Bahut heigala,Navin Odisha ku bikri karidela,jaldi change darkar, pandian ahankari ra anta heu

  • @SIBAPRASADDAS-do5si
    @SIBAPRASADDAS-do5si Před 24 dny +1

    ଓଡିଶାରୁ ଦାରିଦ୍ର୍ଯ ଦୂର ହେବ ନାହିଁ। ଯେତେଦିନ ସାଧାରଣ ଜୀବନରେ ମଦ, ମାଂସ ର ପ୍ରଭାବ ଥିବ। ନବୀନ, ପାନ୍ଡିଆନ୍ କଦାପି ଦାୟୀ ନୁହଁ ନ୍ତି। ଚାଷ କାମରେ ମଦ ଚା ଖନା ନ ଦେଲେ କେହି ପଚାରିବେ ନାହି। ତୁମେ ଯେତେ ସୁବିଧା ଦିଅ। ଓଡିଶାରେ ଜନ୍ମ, ସୁରଟର ବିକାଶର ବୀର, ପଇସା ଲୋଭୀ ଲୋକର ଅବସ୍ଥା କଣ ହେବ।

  • @user-sb3zo2zn5k
    @user-sb3zo2zn5k Před 25 dny +2

    Poster ru to photo kahin hatila

  • @devaofficial6088
    @devaofficial6088 Před 20 dny +1

    मुझे लगता है बीजेडी सही है

  • @tapankumardas8269
    @tapankumardas8269 Před 24 dny +1

    Hau ame dekhiba kou pani kuade jauchi

  • @sushamadash8383
    @sushamadash8383 Před 8 dny

    Only BJP, BJP, BJP, BJP, 🌷🌷, 💯 percent.🎉🎉

  • @sewanayak945
    @sewanayak945 Před 15 dny

    Yes 👍

  • @narottamswain9892
    @narottamswain9892 Před 23 dny

    ପରିବର୍ତ୍ତନ ନିହାତି ଆବଶ୍ୟକ ଓଡ଼ିଶା ପାଇଁ

  • @P.PNandaVlogsandFoods
    @P.PNandaVlogsandFoods Před 25 dny +4

    Pandian go back