10-year-old boy narrates his dream which forced him to be a 'Dandua'

Sdílet
Vložit
  • čas přidán 28. 08. 2024
  • 10-year-old boy narrates his dream which forced him to be a 'Dandua'
    ଦଣ୍ଡ ଯାତ୍ରାରେ କୁନି ଦଣ୍ଡୁଆ, ଯିଏ ବି ଦେଖୁଛି ସିଏ ଆର୍ଶ୍ଚଯ୍ୟ ହେଉଛି। ମାଆକୁ ଘରକୁ ଫେରାଇଆଣିବାକୁ କୁନିପୁଅର ପଣ । #Bhanjanagar #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 590

  • @biswabhusanrath2814
    @biswabhusanrath2814 Před rokem +86

    ଧନ୍ୟ ବାଳକ । ଧନ୍ୟ ତୁମ ଅଚ଼ଳ ଅଟଳ ଏବଂ ଦୃଢ ମାତୃଭକ୍ତି । ମାତୃକୃପା ତୁମକୁ ନିଶ୍ଚୟ ପ୍ରାପ୍ତ ହେବ ।
    ଜୟ ମାଆ । 🙏🙏🙏

  • @bharatasahu1628
    @bharatasahu1628 Před rokem +107

    ପିଲା ବହୁତ୍ ଜ୍ଞାନୀ , ଏବଂ ଅନୁଭବି ♥️♥️♥️

    • @RR-wp8jt
      @RR-wp8jt Před rokem

      ଅନୁଭବୀ ମାନେ??

    • @kkpattnaik4511
      @kkpattnaik4511 Před 3 měsíci

      ​@@RR-wp8jtଅନୁଭବ ମାନେ ସେ ନିଜେ ବୁଝି ପାରୁଛି ପ୍ରତିଟି କଥା

  • @bharatasahu1628
    @bharatasahu1628 Před rokem +71

    ମା ଙ୍କ ଆଶୀର୍ବାଦ ସବୁବେଳେ ତୁମ ଉପରେ ଥାଉ

  • @sujatalenka1879
    @sujatalenka1879 Před rokem +51

    ତୋ ଭଳିଆ ପୁଅ ପାଇକି...... ତୋ ଜନ୍ମ କଲା ମାଆ ଧନ୍ୟ ରେ ପୁଅ 🙏🙏🙏

  • @pabitrasatapathy755
    @pabitrasatapathy755 Před rokem +212

    ମା ଙ୍କ ଆଶ୍ରିବାଦ ଯାହା ଉପରେ ଅଛି ତାର ସବୁ ଆଶା ପୁରଣ ହବ. ଜୟ ମା କାଳୀ 🙏🙏🙏🙏

  • @laxmanswain3469
    @laxmanswain3469 Před rokem +106

    ମା ଗୋ ଏ ପିଲାର ମନସ୍କାମନା ପୂରଣ କରିଦିଅ। 🙏🙏🙏ଜୟ ମା ଦୂର୍ଗା।

  • @kabitapradhan-pj7kq
    @kabitapradhan-pj7kq Před rokem +34

    ମା ସେ ପିଲାକୁ ତା ମା ବାପା ଙ୍କ ସେନ୍ହ ଦରକାର ତମେ ମା ସେ ପିଲା କୁ ଖୁସି ଦିଅ ମା ♥️🙏🙏

  • @bijayakumarnayak2113
    @bijayakumarnayak2113 Před rokem +47

    ପୁଅ।ବିଶ୍ବାସ କରିକି ଆଗକୁ ମାଡିଚାଲ।ସବୁ ଭଲ ହବ।

  • @mrbikash5870
    @mrbikash5870 Před rokem +7

    ବହୁତ ଶିକ୍ଷିତ ପିଲା ଟିଏ ଅତି ସୁନ୍ଦର କଥା ବାର୍ତ୍ତା ❤

  • @ratankumarmahapatra7086
    @ratankumarmahapatra7086 Před rokem +15

    ହେ ଦଣ୍ଡ କାଳୀ ମା ତୁମେ ହିଁ ଶlହା 🙏🚩

  • @user-vo9xb5os6y
    @user-vo9xb5os6y Před rokem +28

    ମାଁ ଲୋ ତୁ ତୋର ଶକ୍ତି ଦେଖେଇ ଦେ ଲୋ ମାଁ 🙏🙏

  • @ajaysen1581
    @ajaysen1581 Před rokem +81

    କେମିତି ମା ଲୋ ତୁ ତୋ ପୁଅକୁ ଦେଖ୍ ତୋ ପାଇଁ କଣ କଷ୍ଟ କରୁଛି ❤ ଫେରିଆସେ

    • @rabindrakumarswain2487
      @rabindrakumarswain2487 Před rokem +3

      Dosa purusa କାହିଁକି ନା ନାରୀ କୁ abasya ka ru adhi ka swadhina dele Munda re ta chhada karibe na

  • @roshanpattnayak-wi4mc
    @roshanpattnayak-wi4mc Před rokem +35

    ଜୟ ମା କାଳୀ 🙏🙏🙏 ମା ଙ୍କ ଆଶ୍ରିବାଦ 🙏🙏🙏

  • @abhimanyurathod2600
    @abhimanyurathod2600 Před rokem +23

    ଯାହାର କେହି ନାହିଁ, ତାର ସେ ଜଗତର ମା ଅଛନ୍ତି,ସାରା ବ୍ରହ୍ମାଣ୍ଡର ମା ସେ, ମା ଆଦିଶକ୍ତି 🙏🪷🙏🪷🙏

  • @jilusahoo1388
    @jilusahoo1388 Před rokem +3

    ତମ ଡାକ ମା ନିଶ୍ଚୟ ଶୁଣିବେ। ଜୟ ମା କାଳୀ 🌺🌺🌺🌺🌺

  • @pintupradhan9419
    @pintupradhan9419 Před rokem +2

    ଅତି ସୁନ୍ଦର କାମ || ତାର ନିଜ ମା ଜଦି ଏହି ଭିଡ଼ିଓ ଦେଖୁଥିବେ ତାହାଲେ ତମ ହୃଦୟ କୁ ପଚାର ତମେ କଣ କରିବା ଦରକାର ତାହେଲେ ମିଳିଯିବ

  • @MKDTV
    @MKDTV Před rokem +13

    ମା ତୁମକୁ ତୁମର ମନସ୍କାମନା ନିଶ୍ଚୟ ପୂର୍ଣ୍ଣ କରିବେ । ଭରସା ରଖ ମଆ ଙ୍କ ଉପରେ।

  • @Sania_YT
    @Sania_YT Před rokem +6

    ମାଆ ତୁମ ମା କୁ ନିଶ୍ଚୟ ଫେରେଇଦେବେ 🙏 ଜୟ ମା କାଳୀ 🙏

  • @rajeshm1478
    @rajeshm1478 Před rokem +5

    ହେ ଜଗନ୍ନାଥ ଏ ପିଲା ର ମାନସିକ ପୂର୍ଣ୍ଣ ହୋଇ ଯାଉ

  • @sibanibehera225
    @sibanibehera225 Před rokem +8

    ହେ କାଳୀ ମା ତୁମେ ହିଁ ସାହା ଭରଷା ଦୁନିଆରେ ଏମିତି ପିଲା ଅଛନ୍ତି ନିଜ ଜନ୍ମ କଲା ମା କୁ ଭୁଲି ଯାଉଛନ୍ତି ହେଲେ ଏ ପିଲା ତା ମା କୁ ପାଇବା ପାଇଁ ମା କାଳୀ ମା ଙ୍କ ପାଖକୁ ଆସିଛି ତା ମନ ବାଞ୍ଛା ପୂର୍ଣ୍ଣ କର ମା 🙏🙏🙏🙏🙏

  • @amiyamishra8439
    @amiyamishra8439 Před rokem +10

    ମାଁ ଦକ୍ଷିଣ କାଳି ଙ୍କ କୃପା ତୁମ ଉପରେ ଅଛି ତୁମ ମା ତୁମ ପାଖକୁ ନିଶ୍ଚୟ ତୁମ ପାଖକୁ ଫେରି ଆସିବେ ବିଶ୍ବାସ ରଖ ମାଁ ଦକ୍ଷିଣ କାଳି ଙ୍କ ଉପରେ ଛଅ ମାସ ମଧ୍ୟରେ ତୁମ ପାଖକୁ ଆସିବାକୁ ବାଧ୍ୟ ହେବେ ।
    🌺🌼🌺🌼ଜୟ ମାଁ ଦକ୍ଷିଣ କାଳି 🌼🌺🌼🌺

  • @akshayakumar8712
    @akshayakumar8712 Před rokem +17

    ସେ କୁନି ପୁଅକୁ ତା ମା ମିଲିଯାଉ ମା କଳିକା ମାଙ୍କ ପାଖରେ ପ୍ରାଥାନା 🙏🙏🙏

  • @jitendrabiswal3401
    @jitendrabiswal3401 Před rokem +6

    ଜୟ ମାଁ ଦକ୍ଷିଣକାଳୀ

  • @diptiranjanbehera3511
    @diptiranjanbehera3511 Před 4 měsíci +1

    ଆରେ ତୋ ମା ବଦଳ ରେ ଗୋଟେ ମା ପାଇଛୁ ଆଉ ତୋର ମା କଣ ଦରକାର ସେ ଦଣ୍ଡ କାଳୀ ତୋର ଅସଲି ମା ସେଠି ଲୟ ରଖ ବାବା 🙏🙏

  • @dhananjaykishan9226
    @dhananjaykishan9226 Před rokem +15

    I think he definitely seen Mother Goddess, hope Maa definitely unite his family.
    The Child is so cute with great devotion in his heart.

  • @lababehera6765
    @lababehera6765 Před 4 měsíci +1

    ଜୟ ମାଁ ଜଗତ ଜନନୀ ମାଁ ମହା କାଳୀ ଏ ୧୦ ବର୍ଷ ର ବାଳକ ର ମନସ୍କାମନା ପୂର୍ଣ୍ଣ କରେ ଲୋ ମାଁ ଦଣ୍ଡ କାଳୀ 🙏🙏🙏 ଜୟ ଜଗନ୍ନାଥ

  • @debendrakumarsenapati2888

    Heart touching story

  • @rohitakumartripathy1794
    @rohitakumartripathy1794 Před rokem +7

    ଜୟ ମା ରୁଦ୍ରକାଳୀ 🙏

  • @Twins_Lifestyle
    @Twins_Lifestyle Před rokem +11

    ମୋ ଗେଲ୍ହାକୁ ମାଆ ଘଣ୍ଟ ଘୋଡ଼େଇକି ରଖିବ 🙏🙏🙏🙏🙏

  • @rabindrapatro3569
    @rabindrapatro3569 Před rokem +3

    ମା ଲୋ ବାଳକ ର ଦୁଃଖ ଶୁଣ,ତୋ ପାଦପଦ୍ମ ତଳେ ମୁଁ ସେ ବାଳକ ପାଇଁ ଗୁହାରି ପଡୁଛି ଲୋ ମା,ଜୟ ମା କାଳୀ,

  • @sunilprasadrout8470
    @sunilprasadrout8470 Před rokem +5

    God bless you beta tuma pari pua bhagaban samastanku milu

  • @mantusahu8079
    @mantusahu8079 Před rokem +9

    Jai maa kali maa jay baba bhole nath prabhu Jai maa parvati maa ❤❤❤🙏🙏🙏🌺🌺🌺

  • @rakeshpolai
    @rakeshpolai Před 4 měsíci

    ମା ସମସ୍ତଙ୍କୁ ଘଣ୍ଟ ଘୋଡେ଼ଇ ରଖିଥାନ୍ତୁ। ଜୟ ମା କାଳୀ 🙏🙏

  • @ansumanbehera6634
    @ansumanbehera6634 Před rokem +4

    God bless u beta, maanka kruparu tama mummy nischaya pheribe,budhi thakurani saha hebe tumaku.jay jagannath......

  • @sssodiachannel6318
    @sssodiachannel6318 Před rokem +4

    Ehi chhua ra maa jadi dekhuthibe, satare jadi hrudaya thiba pua pakhaku feri asantu. Jay Maa Mangala 🙏🙏🙏🙏🙏

  • @gopaljena5592
    @gopaljena5592 Před rokem +4

    Love you Maa ❤.....
    Jay Maa Dandakali 🙏❤️......

  • @sagarijena977
    @sagarijena977 Před rokem +15

    Jay maa kali 🙏🙏🙏

  • @deepaksethi6264
    @deepaksethi6264 Před 4 měsíci +2

    🙏♥️ଜୟ ମା ଦଣ୍ଡକାଳୀ♥️🙏

  • @saiommbiswal1452
    @saiommbiswal1452 Před 4 měsíci

    ପୁଅ ତମ ମା କାଳୀ ତମ ମାଆକୁ ଆଣିଦେବେ ମା ଉପରେ ବିଶୁଆସ ରଖ ❤❤❤ jay MAA kali 🙏🏻🙏🏻🙏🏻🙏🏻

  • @narayandalai9799
    @narayandalai9799 Před rokem +2

    hare 🚩🌴krishna 🚩🌱hare 🌱🚩krishna 🚩☘️krishna☘️🚩 krishna ☘️🚩hare☘️🚩 hare 🚩🌿hare 🌴🚩ram 🌴🚩hare 🌴🚩ram 🚩🌴ram🌴🚩ram🚩🌿 hare🌴🚩 hare🚩🌴
    radhe🚩🌿 radhe 🚩🌿radhe☘️🚩🥥🥥🌻🌻🍒🍒🌿🌿🚩🌴🍀🌱🍌🍌🌳🌳🍇🍇🌺🌺🍍🍍🌲🍎🍒🌻🌿☘️🚩🌴🍀🌱🥥🌳🍇🌺🍋🌳🍍🌲🍎🌻🌿☘️🚩🌻🍒🍎🌿🚩🍀

  • @sivaa_D_vlogs
    @sivaa_D_vlogs Před rokem +6

    His mother is very unfortunate...see his will power & confidence

  • @Arunkumarnayak-fg5tk
    @Arunkumarnayak-fg5tk Před 4 měsíci

    ମା 😢😢😢 ତୋ ଭକୋତର ମନସ ସ୍କାମନା ପୁରଣ କରେ 🙏🙏🙏😢😢😢

  • @batuaabatuakumar2074
    @batuaabatuakumar2074 Před rokem +2

    ଯଦି ସେ ମା ଟିକେ ପିଲା ଠାରୁ କିଛି ଶିଖ।ଧନ୍ୟ ସେ ମା ଯିଏ ନିଜ ପିଲା କୁ ଛାଡି ରହୁଛି

  • @pkmasalavideo9227
    @pkmasalavideo9227 Před rokem +3

    He maa a pila ra dukha jemiti hele dura karibu😢😢🙏🙏🙏

  • @nayandanayak6773
    @nayandanayak6773 Před 4 měsíci +1

    Jay maa 🙏🙏🙏🙏🙏

  • @suryabehera4085
    @suryabehera4085 Před rokem +3

    ଜୟ ମା କାଳୀ

  • @narayandalai9799
    @narayandalai9799 Před rokem +1

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️jay🚩🌿 matajee🌿🚩🌻🌻🌲🌴🌱🍀🌲☘️🌿🚩🌴🌲🌻🌱🍀☘️🚩🌿

  • @sagarijena977
    @sagarijena977 Před rokem +5

    God bless you beta

  • @leafcreation5312
    @leafcreation5312 Před rokem +2

    Jay maa danda kali🙏 God bless you dhana maa kali kamana to maa nku jarur fereyi anibe 🙏😘

  • @krushnachandragouda5048
    @krushnachandragouda5048 Před rokem +9

    God bless you son...😭

  • @bbhabanipatra4018
    @bbhabanipatra4018 Před rokem +5

    God bless u Bro.....
    🙏🙏🙏

  • @bharatasahu1628
    @bharatasahu1628 Před rokem +6

    ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ କରିବା ଆବଶ୍ୟକ

  • @meganathpathanayak7598
    @meganathpathanayak7598 Před 4 měsíci

    🙏🙏🙏 ଜୟ ମା କାଳୀ 🙏🙏🙏

  • @nibeditapradhan-do2ey
    @nibeditapradhan-do2ey Před rokem +2

    Jay maa kali tamaku sabubele asirbada Karu...puo ku dekhi bahut dukha laguchhi.....😂😂😂😂 Jay Jagannath 🙏🙏🙏🙏

  • @deeptimayee5775
    @deeptimayee5775 Před rokem +6

    Maanka daya Krupa Tama upare thau Jay Maa kali🙏

  • @jagilinayak6514
    @jagilinayak6514 Před rokem

    ହେ ମାଆ ଯୋଗତ ଜହ୍ନନି ମା କାଳୀ ତାଙ୍କ ମାଙ୍କୁ ପେରେଈ ଦିଅ ମା, ଜୟ ମା କାଳୀ 🙏🙏🙏

  • @upendrabeja7145
    @upendrabeja7145 Před rokem +2

    Sabas pua tumara maa pai bhala paiba dekhi bahut khusi lagulchi

  • @OdishaDandaNrutya
    @OdishaDandaNrutya Před rokem +1

    ଜୟ ମା ଦକ୍ଷିଣ କାଳୀ

  • @sabitaprusty8035
    @sabitaprusty8035 Před rokem +4

    ସମସ୍ତଙ୍କର ହୃଦୟ ଙ୍ଗମ୍ କରିବା କଥା ପିଲାଟି ର ଆତ୍ମ ବିଶ୍ବାସ କୁ, ଯେ କୌଣସି କାରଣ ଥାଉ ମାଆ ପାଇଁ ଆତ୍ମ ବଳି ଦେବାକୁ ସେ ଦୃଢ଼ ମନା । ପୁଅ । ପାଇଁ ଫେରି ଆସିବା ଜରୁରୀ

  • @kamalameher7128
    @kamalameher7128 Před rokem +2

    ମା ତମ କଥା କୁ ଶୁଣି ବେ ଆଉ ତମକୁ ଆଶିର୍ବାଦ କରିବେ । ତମ ମନ ସ୍କାମନା ପୁରାଣ କରିବେ
    ଏହା ମା ପାଖରେ ଆମ ସମସ୍ତ ଙ୍କ ଗୁହାରି ।

  • @skkhuntia7901
    @skkhuntia7901 Před rokem

    🕉️🕉️🕉️🕉️ଜୟ ମା କାଳୀ ମା 🕉️🕉️🕉️🕉️🕉️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏.....

  • @nabasoni-vk6wf
    @nabasoni-vk6wf Před 4 měsíci

    So cute baby a parika pua ku tu kamiti chadiki rahichu aa bhari to pila kata dukhara achi😢😢❤

  • @krushnamaharana9660
    @krushnamaharana9660 Před rokem +2

    Maa daya kare maa jagatara maa dayakare.

  • @ajittandi473
    @ajittandi473 Před rokem +2

    Maa Go Maa Sahahebu🙏🙏🙏

  • @sarojdash8945
    @sarojdash8945 Před rokem +3

    Jay jagannath swami

  • @Arunamina
    @Arunamina Před rokem +1

    He maa mo maa bapa au bhai mate sabu bele to ashirwad thau... Au mo ku sapna dekha mo goal adaku mun jemti pahanchibi he danda maa🔥🙇‍♀️🙏🏻

  • @ghugubaral3862
    @ghugubaral3862 Před rokem +2

    ❤❤❤❤❤God bless you beta

  • @krupasindhupruseth14
    @krupasindhupruseth14 Před rokem +1

    Jay maa kali mata Jay maa Durga Mata Jay maa Laxmi Mata Jay maa Saraswati Mata🙏

  • @blogbusiness9744
    @blogbusiness9744 Před rokem +4

    Maa dhanya re tu maa

  • @khantinayagadia7591
    @khantinayagadia7591 Před 4 měsíci

    କଳୀ ଯୁଗର ଶ୍ରବଣ କୁମାର ଭଗବାନ ତୋ ଆଶା ପୂରଣ କରନ୍ତୁ

  • @nirupamadas8668
    @nirupamadas8668 Před rokem +2

    Jay Jagannath 🙏

  • @pintupradhan9419
    @pintupradhan9419 Před rokem

    ଜୟ ମା

  • @kabyasethi9726
    @kabyasethi9726 Před rokem +2

    God bless you beta🥺😍🥰🥰🙏🏽🙌

  • @asishbehera1561
    @asishbehera1561 Před rokem +2

    God Bless you

  • @archna8143
    @archna8143 Před rokem +2

    Very nice

  • @rabindranahak8515
    @rabindranahak8515 Před rokem

    ମା 🙏🙏🙏

  • @mundarivlogs2018
    @mundarivlogs2018 Před rokem +2

    God bless you beta 😊❤

  • @natureloverpuspa7403
    @natureloverpuspa7403 Před rokem

    To katha sunila pare aakhiru luha band hauni re pua. God bless you. To manaskamana Purna hau

  • @jaminikantadash1208
    @jaminikantadash1208 Před rokem +2

    Maa kar bharasa bhangibani ,Jay Maa

  • @somethingsomething2127

    ମା' ଲୋ ତୁ ହିଁ ସାହା ଭରସା। ସେ କୁନି ପିଲାଟା ର ମାଆ କୁ ତ ପାଖକୁ ଫେରେଇଦେ। ତୋ ଇଚ୍ଛା ରେ ଏଇ ଦୁନିଆ ଚାଲିଛି ସେ ପିଲାଟି କୁ ଆଊ କଷ୍ଟ ଦେ ନା ଲୋ ମା'। ଜୟ ମା ଦଣ୍ଡକାଳି।
    ଶ୍ରୀ ଶ୍ରୀ ଶ୍ରୀ ମା କଳା ରୁଦ୍ର ମଣିକି ଭଜ ହେ 🙏🙏🙏🙏

  • @goutamsahoo1236
    @goutamsahoo1236 Před rokem +3

    Great boy 😢

  • @ajitkumarparida7501
    @ajitkumarparida7501 Před rokem +1

    Jai Maa Kali .Eyes are becoming wet when listening the real story of small kid. Pray Kali Maa to listen his problem and solve .

  • @sankarransingh342
    @sankarransingh342 Před rokem +1

    Maa samastank mans kamana purna karichi au se pilara maa nischaya peri asiba
    Jay maa kali jay

  • @debalaxmimohanty8825
    @debalaxmimohanty8825 Před rokem +1

    ଜୟ ମା 🙏🙏🙏🙏

  • @sabitasahu6378
    @sabitasahu6378 Před rokem +1

    Jay Maa Kalii go Pua ku Sahaya hua Maa🙏🌺🙏💐🙏🌺🙏💐🙏🌺🙏💐🙏🌺🥥🥥❤️❤️

  • @WhiteUniform
    @WhiteUniform Před rokem

    🚩🚩🚩ଜୟ ମା ଦଣ୍ଡକାଳୀ 🙏🙏🙏

  • @Rambhakt_Deepika
    @Rambhakt_Deepika Před rokem

    Jay maa Dandakali🙏🏻
    Amiti puo bhagya re thile ମିଳେ
    ଛୁଆ କୁ ଘଣ୍ଟ ଘୋଡେ଼ଇ rakhitha ଲୋ ମା 🙏🏻

  • @subhratapanda9209
    @subhratapanda9209 Před rokem

    God bless you Beta , maa kankara blessings sabu bele Tama upre rahiba , Tama mommy nischaya pheribe do not worry.

  • @leafcreation5312
    @leafcreation5312 Před rokem +3

    Kete mitha mitha kahuchu re mo cute dhana 😭😭😭😭 Tate dunia ra sabu sukha milu re

  • @sonalipatra957
    @sonalipatra957 Před rokem +1

    Jay maa 🙏 କୁନି ପିଲା ର ମନସ୍କାମନା ପୂର୍ଣ୍ଣ କର

  • @user-kh5xe1fs4c
    @user-kh5xe1fs4c Před 4 měsíci

    Love you beta ❤❤

  • @narayandalai9799
    @narayandalai9799 Před rokem +1

    ଜୟ 🌿🚩ମାଁ 🌿🚩ତାରା 🚩🌿ତାରିଣି🚩🌴ଜୟ🚩🌿 ମାଁ 🚩🌴କାଳି🌿🚩🌺🍀🌱🌿🚩ଜୟ 🌴🚩ଶ୍ରୀ 🚩🌴ପଞ୍ଚସଖା 🌴🚩🚩🌴

  • @satyabangouda4839
    @satyabangouda4839 Před rokem +1

    ଜୟ ମା କାଳୀ🙏

  • @manasmangual7099
    @manasmangual7099 Před rokem

    ପିଲାଟିକୁ ବହୁତ ବହୁତ ଧନ୍ୟବାଦ, ଏତେ କଷ୍ଟ ସହି ତାର ପରିବାରକୁ ଏକଠି କରିବାକୁ ଚେଷ୍ଟା ଜାରି ରଖିଛି |ମା ତାକୁ ସଫଳ କରନ୍ତୁ, ସେ ତା ମା କୁ ଫେରାଇ ଆଣୁ,ଧନ୍ୟବାଦ |

  • @anantasamal5654
    @anantasamal5654 Před rokem +1

    Absolutely right

  • @pintuswain6040
    @pintuswain6040 Před rokem

    He maa balaka nku asribad karantu maa

  • @arjunpradhan4839
    @arjunpradhan4839 Před rokem +1

    Thanks beta

  • @sarbrswordas7288
    @sarbrswordas7288 Před rokem +1

    Jai jagannath ❤️😍❤️

  • @prasannasakti93
    @prasannasakti93 Před 4 měsíci

    Jay maa 🙏🙏 tume ta janicha 🙏🙏tumaku koti koti pranam 🙏🙏🙏se pilara dukha bujha

  • @tikinanayak6341
    @tikinanayak6341 Před 4 měsíci

    Sri Sri maa danda kali ❤