Modi Gives Guarantee, BJP Chief Minister To Take Oath On 10th June | Nirbhay Gumara Katha

Sdílet
Vložit
  • čas přidán 5. 05. 2024
  • Modi Gives Guarantee, BJP Chief Minister To Take Oath On 10th June | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

Komentáře • 555

  • @unconsciouslove8423surjya
    @unconsciouslove8423surjya Před 22 dny +142

    ଥରେ bjp କୁ vote ଦିଅନ୍ତୁ ଯଦି କିଛି ପରିବର୍ତ୍ତନ ନ ହେଲା ଏବଂ ଓଡିଶା ର ଉନ୍ନତି କରିପାରିଲେନି ତା ହେଲେ 2029 ରେ ପୁଣି ଚେଞ୍ଜ କରିବେ ବୁଝି ବିଚାରି ମୂଲ୍ୟବାନ ଭୋଟ ଦିଅନ୍ତୁ 🙏

  • @janardanpanda5378
    @janardanpanda5378 Před 22 dny +87

    ପ୍ରଧାନ ମନ୍ତ୍ରୀ ଆସିବା ପରେ ତାଙ୍କ ସଭାରେ ଲୋକଙ୍କ ଭିତରେ ପରିବର୍ତନ ପାଇଁ ମନ ନିଶ୍ଚିତ ଏଥିରେ ବିଜେଡି ଭୟଭୀତ ହୋଇଗଲାଣି

  • @ajitkumarpanda6388
    @ajitkumarpanda6388 Před 22 dny +134

    ପ୍ରଧାନମନ୍ତ୍ରୀ ଙ୍କ ଭାଷଣ ରେ ସ୍ପଷ୍ଟ ଥିଲା ଯେ ଓଡ଼ିଆ କହିପାରୁ ଥିବା,ବୁଝିପାରୁ ଥିବା ଲୋକ ହିଁ ମୁଖ୍ୟମନ୍ତ୍ରୀ ହେବ,
    ଏହାହିଁ ତ ଓଡ଼ିଶା ର ଅସ୍ମିତା,,,,,

    • @subhampattanaik9363
      @subhampattanaik9363 Před 22 dny +4

      Aparajita madam na hele khusi, se b bihari odia bhulantu nahi

    • @debidaskhuntia2976
      @debidaskhuntia2976 Před 22 dny +2

      Hele haba kie CM ?

    • @dagreswargoud
      @dagreswargoud Před 22 dny +3

      Jaha ku kia Bi bhabi na thibe se Hebe cm face of bjp

    • @Shayam570
      @Shayam570 Před 22 dny +1

      @@subhampattanaik9363 aparajita madam odia ghara ra bohu se bihari nuhe

    • @Shayam570
      @Shayam570 Před 22 dny

      ama young bro Suryabannshi suraj ku cm kara jiba ebe samaste khusi ta,hele 1st a bjd ku hatei bjp asiba darakr

  • @kamalakantadas6050
    @kamalakantadas6050 Před 22 dny +21

    ପରିବର୍ତନ ହେଉଛି ପ୍ରକୃତି ର ନିୟମ ।

  • @upendrakumarbiswal4682
    @upendrakumarbiswal4682 Před 22 dny +105

    ଆଜିର ସଭାରୁ ଜଣାପଡିଲାଯେ ଓଡ଼ିଶାରେ ପରିବର୍ତ୍ତନ ନିଶ୍ଚୟ 👍

  • @padmanayak9883
    @padmanayak9883 Před 22 dny +73

    ଜୟ ଜଗନ୍ନାଥ ‌
    ମୋଦିଙ୍କ ନିର୍ବାଚନ ପ୍ରଚାର ବହୁତ ସୁନ୍ଦର ଥିଲା
    ଏଇ ଥର ଓଡ଼ିଶା ରେ ବିଜେପି ସରକାର
    ଜୟ ଶ୍ରୀ ରାମ

  • @pritiranjandas5875
    @pritiranjandas5875 Před 22 dny +54

    ଓଡିଶା ଚାହୁଁଛି ପରିବର୍ତ୍ତନ... 🙏🙏🙏

  • @susantasahoo9544
    @susantasahoo9544 Před 22 dny +53

    ପ୍ରଭୁ ଜଗନ୍ନାଥ ଯେତେ ଶୀଘ୍ର ହୁଏ ଏ ଅଥର୍ବ ନବୀନ ସରକାରର ପତନ କରନ୍ତୁ , ଓ ଓଡ଼ିଶାକୁ ବଞ୍ଚେଇଦିଆନ୍ତୁ।

  • @Katak_Dk
    @Katak_Dk Před 22 dny +87

    ଆଉ ଗୋଟେ ବଡ ସଂକେତ ଦେଲେ ମୋଦୀ ଜି ଜଣେ ଓଡ଼ିଆ ମହିଳା ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି

    • @narendranathmishra5301
      @narendranathmishra5301 Před 22 dny +1

      Alochanati khub sundar hoichhi. Apana ehi pari alochana karibaku bhaganan shaktidiantu. Dirghau karantu. Jay jagannath.

    • @subhampattanaik9363
      @subhampattanaik9363 Před 22 dny

      Aparajita na haba darkar se b ta bihari

    • @pabitranath5075
      @pabitranath5075 Před 22 dny

      Are murkha se bohu bujiparunu ki naa magaja re kichi nahi gobora achi tora​@@subhampattanaik9363

    • @omsahoo4370
      @omsahoo4370 Před 22 dny

      @@subhampattanaik9363 media re pacar hau thiba kehi loka cm huanti nahi

    • @prasanta-jg1vd
      @prasanta-jg1vd Před 22 dny

      ସମ୍ବିତ୍‌ ପାତ୍ର CM ନହେଲେ ଭତ୍ର୍ତ ହରି ମହତାବ

  • @geetaranisamal6638
    @geetaranisamal6638 Před 22 dny +49

    ଆପଣ ଙ୍କ ଆଲୋଚନା କୁ ଶତ ସହସ୍ର ଧନ୍ୟବାଦ।

    • @geetaranisamal6638
      @geetaranisamal6638 Před 22 dny +1

      ମୋଦୀ ଙ୍କ ର ବିକଳ୍ପ ନାହିଁ ସାର୍

  • @user-yw8vq3fb5v
    @user-yw8vq3fb5v Před 22 dny +19

    କେବଳ ଏତିକି କହିବି ଓଡ଼ିଆରେ ଚିଠି ଲେଖିବାକୁ ପ୍ରତିଶୃତି ଦେଇଥିବାରୁ ଶତ ଶତ ଧନ୍ୟବାଦ । କେବଳ ମୁଁ ଓଡିଆ ବୋଲି କହି ଓଡ଼ିଆ ଭାଷା ନଶିଖିବା , ମୁଁ ଓଡିଆ ବୋଲି କହି କୌଣସି ଓଡିଆଙ୍କୁ ବିଶ୍ବାସକୁ ନନେଇ ଗୋଟିଏ ଅଣଓଡିଆକୁ ପ୍ରାଧାନ୍ୟ ଦେଇ ଓଡ଼ିଆଙ୍କୁ ଉପହାସ କରୁଥିବା ମୁଖ୍ୟମନ୍ତ୍ରୀ ଗ୍ରହଣଯୋଗ୍ୟ ନୁହଁନ୍ତି ।

  • @dr.bidhubhusannayak6658
    @dr.bidhubhusannayak6658 Před 22 dny +12

    ସ୍ୱୟଂ ପରଂବ୍ରହ୍ମ ନାରାୟଣ ଉଚିତ ବିଚାର କରିବେ 🙏 l ଓଡିଶା ମାଆ'ର ଓଡ଼ିଆ ଅସ୍ମିତା ଅକ୍ଷୁର୍ଣ୍ଣ ରହୁ ହେ ମହାବାହୁ 🙏

    • @s.kbehera2828
      @s.kbehera2828 Před 22 dny +1

      ସେଥିପାଇଁ ମୁଁ
      ମଧ୍ୟ ପ୍ରାର୍ଥନା ଜଣାଉଛି
      ମହା ପ୍ରଭୂ ଶ୍ରୀଜଗନ୍ନାଥ ଙ୍କୁ

  • @saratmishra7100
    @saratmishra7100 Před 22 dny +14

    ମୋଦି କହୁଛନ୍ତି ମାନେ,, କିଛି ସତ୍ୟତା ଅଛି।
    ଏଥର ଓଡିଶା ର ଭାଜପା ସରକାର।

  • @BishnucharanRay-xy5ox
    @BishnucharanRay-xy5ox Před 22 dny +55

    ରତ୍ନ ଭଣ୍ଡାର ର ଚାବି ପାଉନାହାନ୍ତି ପାଣ୍ଡିଆନ.

  • @K.K.Raj123
    @K.K.Raj123 Před 22 dny +13

    ସମସ୍ତେ ପରିବର୍ତ୍ତନ ଚାହୁଛନ୍ତି,ଏଥର BJP ସରକାର ନିଶ୍ଚୟ ହେବ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ

  • @BishnucharanRay-xy5ox
    @BishnucharanRay-xy5ox Před 22 dny +55

    ସବୁଦିନର ରାଜନୀତି ଘଟଣା ଉପରେ ଶନିବାର, ରବିବାର ଅଭାବ ହେଉଛି ଆପଣଙ୍କ ର

    • @udayanathsahoo3935
      @udayanathsahoo3935 Před 22 dny +4

      I want you to be in TV screen even in Saturday and Sunday
      We miss you on the same days

  • @santoshkumarsahoo8671
    @santoshkumarsahoo8671 Před 22 dny +9

    ପଚିଶି ବର୍ଷ ହେଲା ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଓଡ଼ିଆ କହିପାରିଲେ ନାହିଁ ୟା ଠାରୁ ଲଜ୍ଜାଜନକ କଥା ଆଉ କଣ ହୋଇପାରେ 😅

  • @santoshkumarsahoo8671
    @santoshkumarsahoo8671 Před 22 dny +10

    ଏଥର ଓଡ଼ିଶାରେ ବିଜେପି ସରକାର ନିଶ୍ଚିତ ❤

  • @user-sl4yh2yt4c
    @user-sl4yh2yt4c Před 22 dny +29

    ବିଜେପି ଜିନ୍ଦାବାଦ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ... ଜୟ ଶ୍ରୀଜଗନ୍ନାଥ... 🙏ଜୟ ଶ୍ରୀରାମ 🙏🙏🙏

  • @durgaprasadsamantaray7084

    ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ

  • @deepanjalimohanty9756
    @deepanjalimohanty9756 Před 22 dny +4

    ପାଣ୍ଡିଆନ ଆଗରୁ କହୁଥିଲେ , ମୋତେ ମୁଖ୍ୟ ମନ୍ତ୍ରୀ ପଠେଇଛନତି । ଆପଣ ମାନଙ୍କ ପାଇଁ। ଏବେ କ'ଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧରି ସଭାରେ ବୁଲୁଛ । ଲୋକ ବୁଝି ଗଲେଣି, ଆଉ ଜେତେ ମୁଖ୍ୟମନ୍ତ୍ରୀ କୁ ଧରି ବୁଲାଇ ଲେ , ଭୋଟ ମିଳିବ ନାହିଁ। ଜୟ ଜଗନ୍ନାଥ 🙏🏻🙏🏻🙏🏻 ଜୟ ଶ୍ରୀ ରାମ 🙏🏻🙏🏻🙏🏻

  • @devidattasisirkumarsabata6446

    ଜୟ ଜଗନ୍ନାଥ🙏
    🇮🇳ଓଡି଼ଶାରେ ଦରକାର ଭା.ଜ.ପା ସରକାର🇮🇳
    ନମୋ ନମଃ

  • @binayakumarsethi6114
    @binayakumarsethi6114 Před 22 dny +35

    ଆଜ୍ଞା ସେ ମୋଦି, କୋଉ ଆଡୁ ସାଡୁ ବ୍ୟକ୍ତି ନୁହଁନ୍ତି, ଯେ ଜୋସ ରେ ଆସି ହୋସ ହରେଇବେ, ସେଥିପାଇଁ ତ ସେ ସ୍ବତନ୍ତ୍ର ।ନିଜ ର ଆଉ ନିଜ କଥାର ମୂଲ୍ୟ ମୋଦି ହିଁ ରକ୍ଷା କରନ୍ତି।

  • @odishanewjobupdate7889
    @odishanewjobupdate7889 Před 22 dny +20

    ଧନ୍ୟବାଦ ଆପଣଙ୍କୁ ପୁରା ପ୍ରାଞ୍ଜଳ ଭାବେ ଓଡିଶା ବାସୀ ଙ୍କୁ ବୁଝଉଛନ୍ତି 👏ଏୟମିତେ ଓଡିଶା ବାସୀ ଙ୍କର ଆଶ୍ରିବାଦ ଥାଉ ଆପଣଙ୍କ ଉପରେ 👏ଜୟ ଶ୍ରୀ ରାମ ❤️ଜୟ ଜଗନ୍ନାଥ

  • @debadattakathar8868
    @debadattakathar8868 Před 22 dny +7

    Bapa puo jail gale hi Odisha ra rakhya heba.

  • @itz_ur_Queen1
    @itz_ur_Queen1 Před 22 dny +14

    ଏଥର ପରିବର୍ତ୍ତନ BJP ❤ sarakar

  • @tapankumarsahu8392
    @tapankumarsahu8392 Před 22 dny +9

    Aji modiji asithile barsha vi hela

  • @srinibashpradhan372
    @srinibashpradhan372 Před 22 dny +23

    ମୋଦି ଜି ଙ୍କ କଥା ଶୁଣିଲା ପରେ ପାଣ୍ଡୁ ର ମୁଣ୍ଡ ଖରାପ ହଇଯାଇ ଥିବ

    • @sukantakumarpadhihari7550
      @sukantakumarpadhihari7550 Před 22 dny +4

      ଆଉଥରେ ଦିଲ୍ଲୀ ଦୌଡିବ ମେଣ୍ଟ କରିବା ପାଇଁ

  • @KushaRaut-eg1yr
    @KushaRaut-eg1yr Před 22 dny +23

    ବିଜେପି ର CM ଭଲ ଯୁବା ଚେହେରା ସୂର୍ଯ୍ୟବଂଶୀ

    • @manoranjan34680
      @manoranjan34680 Před 22 dny +3

      U r absolutey right, he is the only choice of sahaji

    • @KushaRaut-eg1yr
      @KushaRaut-eg1yr Před 22 dny

      @@manoranjan34680 ଆମ ର ସୁର୍ଯ୍ୟ ଭାଇ କୁ support ମିଳିଲେ ଶାହା ବି ମାନିବେ ମୋ ଘର ଗଞ୍ଜାମ ହେଲେ ମୋର ପସନ୍ଦ ଭଦ୍ରକ ରୁ ସୁର୍ଯ୍ୟ ଭାଇ

    • @user-zs2tc8kf3v
      @user-zs2tc8kf3v Před 22 dny +3

      Modi ji bhasanare suraj sabda rakhile

    • @KushaRaut-eg1yr
      @KushaRaut-eg1yr Před 22 dny +2

      @@user-zs2tc8kf3v ସୂର୍ଯ୍ୟ ଭାଇ ବି ହିନ୍ଦୁ ପାଇଁ ଠିକ୍

    • @lipsa5949
      @lipsa5949 Před 21 dnem +1

      Right 👍🏻👍🏻👍🏻👍🏻

  • @anadicharansamal7033
    @anadicharansamal7033 Před 22 dny +2

    ମୋଦୀଙ୍କର ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ଭାଷଣ ଦେବା ଦେଖିଲୁ। ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଭା ମଧ୍ୟ ଦୂରଦର୍ଶନ ମାଧ୍ୟମରେ ଦେଖିଲୁ । କାହିଁକି ଯେମିତି ଲାଗିଲା ଗାଁ ଡ୍ରାମାରେ ପଛରୁ ଥାଇ ପ୍ରମ୍ପଣ୍ଟିଁ କରାଯାଏ ସେମିତି ଲାଗିଲା।

  • @gunanidhinaik3699
    @gunanidhinaik3699 Před 22 dny +7

    ଯେଭଲି ଜଣେ ଅଣ ଭାରତୀୟ ଙ୍କ ୧୩୯ ବର୍ଷର ପୁରୁଣା ଦଳ ନିଶ୍ଚିହ୍ନ ହେବାକୁ ବସିଲାଣି ;ସେଭଳି ଜଣେ ଅଣ ଓଡିଆ ପାଇଁ ବି.ଜେ.ଡି ନିଶ୍ଚିହ୍ନ ହୋଇ ଯିବ ନାହିଁ ତ ?

  • @binayakpaikaray8221
    @binayakpaikaray8221 Před 22 dny +8

    ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିମାନେ ନିଜଦଳର ମୁଖିଆଙ୍କୁ ବାଛନ୍ତି। ସେ ଦଳ ଯଦି ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥାଏ ତେବେ ସେ ମୁଖିଆ ହିଁ ମୁଖ୍ଯମନ୍ତ୍ରୀ ହୋଇଥାଆନ୍ତି। ଗଣତନ୍ତ୍ରରେ ଜଣତନ୍ତ୍ରର ସ୍ଥାନ ନାହିଁ,ଯାହା ବିଜୁ ଜନତାଦଳରେ ଦେଖିବାକୁ ମିଳେ। ସେଥିପାଇଁ ପାଣ୍ଡିଆନ ବାବୁ ଚ୍ଯାଲେଞ୍ଜ କରିପକାଇଲେ। ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ତାଙ୍କ ଚ୍ଯାଲେଞ୍ଜର ଉତ୍ତର ପାଇସରିଥିବେ ପାଣ୍ଡିଆନ ବାବୁ। ପ୍ରଧାନମନ୍ତ୍ରୀଙ୍କ ଭାଷଣରୁ ଶାଳିନତାର ଜ୍ଞାନ ଟିକିଏ ଆହରଣ କରିବେ କି?ତାମିଲ ବାବୁ!

    • @SatyamebaJayate-ml8qx
      @SatyamebaJayate-ml8qx Před 21 dnem

      ମାତ୍ର ଏଇ ସୂତ୍ର ନବୁଝି କି ବୁଝି ନବୁଝିବାର ଅଭିନୟ କରି ଶ୍ରୀଗୁମାସ୍ତା ଓ ଲୁଙ୍ଗିପିନ୍ଧା ମୁଖପାତ୍ର ମାନେ ଭାଜପା ଦଳକୁ ତମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ପଚାରିବା ନିହାତି ହାସ୍ୟାସ୍ପଦ....
      ଯେଉଁଠି ଏଇ ଚଳତ ବାକଯନ୍ତ୍ର ସଂକେତ ର ପହଂଚ ଅଛି ସେ ଗାଁ ଯେତେ ଦୂରରେ ଥାଉ ସେଇ ଗାଁ ର କୃଷକ ଠୁ ଶ୍ରମଜୀବୀ ପର୍ଯ୍ୟନ୍ତ ସମସ୍ତ ମତଦାତା ଭାଇ ଯଥେଷ୍ଟ ରାଜନୈତିକ ସଚେତନ ହେଲେଣି....
      ଭୋଟର ଙ୍କୁ ରୁଟି ଖଣ୍ଡେ ପକେଇ ଭକୁଆ ବନେଇବାର ଯୁଗ ସରିଆସୁଛି... ଜୟ ଜଗନ୍ନାଥ 🙏

  • @gyanabratamohanty4219
    @gyanabratamohanty4219 Před 22 dny +1

    ଜୟ ଜଗନ୍ନାଥ, ଜୟ ମୋଦୀ ଜୀ | ଓଡିଶା ର ଉନ୍ନତି ଏବେ ନିଶ୍ଚିତ | 🙏👍🙏

  • @basantakumarnayak7432
    @basantakumarnayak7432 Před 22 dny +15

    ନିର୍ବାଚନ ର ତାତି ଏପରି ବୃଦ୍ଧି ହେବା ଆରମ୍ଭ ହେଲାଣି ଯେ ତାହା ଠାରୁ ଅଧିକା ନିର୍ଭୟ ଗୁମର କଥାର ତାତି ଫିକା ପଡ଼ିଯିବ କି? ସନ୍ଦେହ ସୃଷ୍ଟି ହେଉଛି ଏଣୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହି ତାତିକୁ ବଢେଇ ରଖିବାର ଆବଶ୍ୟକତା ରହିଛି। ଶନିବାର ଓ ରବିବାର ସ୍ୱତନ୍ତ୍ର ସମୀକ୍ଷା ଫର୍ଦ୍ଦ ପ୍ରସ୍ତୁତ କରିବାକୁ ଅନୁରୋଧ କରୁଛି।

  • @LambodarPradhan-sj6uy
    @LambodarPradhan-sj6uy Před 22 dny +8

    ସୋନିଆ ଗାନ୍ଧୀ କଂଗ୍ରେସ କୁ ବୁଡ଼ାଇ ଛି। ପାଂଡିୟାନ ପାଇଁ ବିଜେଡି ହାରିବା ଥୟ।

  • @khirodkumarpanda4763
    @khirodkumarpanda4763 Před 22 dny +11

    ଜୁନ 10 ରେ ବିଜେପି ସରକାର ଶପଥଗ୍ରହଣ ଉତ୍ସବ କୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିମନ୍ତ୍ରଣ ଦେବା ପାଇଁ ଆସିଥିଲେ

  • @rabimohanty112
    @rabimohanty112 Před 22 dny +22

    ହେ ପ୍ରଧାନ ମନ୍ତ୍ରୀ ଆମ ବିଜେଡି ନେତାଙ୍କୁ ପାଣ୍ଡିଆ ଦାସତ୍ତ୍ୱରୁ ମୁକ୍ତ କରନ୍ତୁ ନା କହି ପରୁଛୁ ନା ସହି ପାରୁଚୁ ଦୟାକରି ସବୁ ଆଡ଼େ ପ୍ରଚାର କରି ଆମକୁ ଦାସ ତ୍ବ ମୁକ୍ତ କରନ୍ତୁ, ଆମ ଜିତିବା ମୋଟେ ଦରକାର ନାହିଁ.

  • @prabhuramdas5528
    @prabhuramdas5528 Před 22 dny +5

    ଆଜିର ଦୁଇଟି ସଭାରୁ ଜଣାଯାଏ ମୋଦୀଙ୍କ ମେଜିକ

  • @basantapattnaik7812
    @basantapattnaik7812 Před 22 dny +19

    ସାର ବିଜେଡି ର ନବୀନ ପଟ୍ଟନାୟକ ଙ୍କ ଭାଷଣରେ ରେ ଦମ ନାହିଁ କିନ୍ତୁ ଦିନରେ ସ୍ୱପ୍ନ ଦେଖୁ ଥିବା ବିୟକ୍ତି ଭି କେ ପାଣ୍ଡିଆନ ର ଭାଷଣରେ କିଛିଟା ଦମ ଲଗାଇ ଦେଇଛନ୍ତି ଭବିଷ୍ୟତ ରେ ମୁଖ୍ୟମନ୍ତ୍ରୀ ହେବା ପାଇଁ l କାରଣ ବିଜେଡି ଦୁର୍ନୀତି ର ଚାବିକାଠି ସେ ଧରିକି ବୁଲୁଛନ୍ତି ବାକି ସବୁ ନିରାଶ ବିଜେଡି ର ନେତା ମାନେ ଖାଲି ପିସି ଖାଇବେ

  • @manjupravamishra8000
    @manjupravamishra8000 Před 22 dny +11

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @sudhakarsahu3252
    @sudhakarsahu3252 Před 22 dny +4

    ଆଜ୍ଞା ନମସ୍କାର 🙏,
    ଯାହା କୁହନ୍ତୁ,ଭାରତ ଜଣେ ଗୈ।ରବମୟ ପ୍ରଧାନମନ୍ତ୍ରୀ ପାଇଛି। କିନ୍ତୁ ଆଞ୍ଚଳିକ ଦଳ ପାଇଁ ଭାରତ ବରବାଦ୍ ହେଉଛି।ଏଠି ଯେମିତି କାଙ୍ଗାଳି ସରକାର ଅଛି ଯଥା ଭ୍ରଷ୍ଟାଚାର ବ୍ୟଭିଚାର ପିସି ହତ୍ୟା ଘୋଟାଲା ଇତ୍ୟାଦି ଇତ୍ୟାଦି

  • @Narendramodifn
    @Narendramodifn Před 21 dnem +1

    ଜୟ ଜଗନ୍ନାଥ ଆଗରୁ ଆମେ କହିଛୁ ଓଡିଶାରେ ମୋଦୀ ସରକାର କରିବ 🌹🌹🌹

  • @manoranjan34680
    @manoranjan34680 Před 22 dny +16

    ଜୟ ଜଗନ୍ନାଥ, ଜୟ ଶ୍ରୀରାମ🙏🙏🙏, ମୋଦିଜୀଙ୍କ ହାତମୁଠାକୁ ଟାଣ କରନ୍ତୁ, ପଦ୍ମଫୁଲ ଚି଼ହ୍ନରେ ଭୋଟଦେଇ ବିଜେପି ସରକାର ଓଡ଼ିଶାରେ ଓ ଦେଶରେ ଗଠନ କରନ୍ତୁ, ଧନ୍ୟବାଦ

  • @yournarayan3214
    @yournarayan3214 Před 22 dny +4

    ଯେଉଁମାନେ bjd ku support karuchhanti ସେମାନେ ଭୁଲି ଯାଉଛନ୍ତି ଓଡ଼ିଶା ରେ ନିଯୁକ୍ତି ଦରକାର 5t ନୁହେଁ college re ପାଠ ପଢା ଦରକାର....program ନୁହେଁ....... ଲୋକଙ୍କୁ bag ଦରକାର ନାଇ ପରିବର୍ତ୍ତନ ଦରକାର....... ଆମକୁ ମାଗଣା ଖାଇବା ଦରକାର ନାଇ ନିଯୁକ୍ତି ଦରକାର ଆତ୍ମ ନିର୍ଭରଶୀଳ ହେବା ଦରକାର୍

  • @suramadhabdas645
    @suramadhabdas645 Před 22 dny +3

    ବର୍ତ୍ତମାନର ରାଜନୈତିକ ଦୃଷ୍ଟିକୋଣ ରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣକୁ ପ୍ରତିହତ କରିବାର କ୍ଷମତା ନବୀନ କିମ୍ବା ପାଣ୍ଡିୟାନଙ୍କର ନାହିଁ। ଅତଏବ ଏଥର ଭାଜପାର ସରକାର ।

  • @PRADEEPKUMAR-hc9zz
    @PRADEEPKUMAR-hc9zz Před 22 dny +10

    Jay Jagannath

  • @raghunathmohanta297
    @raghunathmohanta297 Před 22 dny +3

    ବିଦ୍ୟାଳୟ ରେ ଶିକ୍ଷକ ନାହିଁ ଗାଁ ମାନଙ୍କରେ ଜଳ ନାହିଁ ୮ଟି ଶ୍ରେଣୀ ରେ ଜଣେ ଶିକ୍ଷକ ଶିଶୁଙ୍କ ଜୀବନ ସହ ଶିକ୍ଷକ ଜୀବନ ନଷ୍ଟ ହେଲା ।

  • @dineshsahu239
    @dineshsahu239 Před 22 dny +17

    Mu ketebelu jagi ki thili .aapna Saturday Sunday re vi vdo chhadantu sir pls. Na dekhile aapnnkara vdo vala laguni pls pls .

  • @laxmidharapanda6086
    @laxmidharapanda6086 Před 22 dny +5

    ଓଡ଼ିଶାର ଜମି ଅତି ଉର୍ନତଶୈଳୀରେ ପ୍ରସ୍ତୁତ ହୋଇଯାଇଛି ! ଠିକ ସମୟରେ ମୋଦି ଅଧିକ ଅମଳକ୍ଷମ ବିହନ ବୁଣିଦେଇ ହାଲକା ଭାବରେ ବର୍ଷାକରି ଦେଲେ ଏବଂ ଜୁନ 4ତାରିଖ ଫସଲ ଅମଳର ଦିନ ଧାର୍ଯ୍ୟ କରିଦେଲେ !
    ସାର, ଦୟାକରି ନିର୍ବାଚନ ରେଜଲ୍ଟ ଆସିବା ପର୍ଯ୍ୟନ୍ତ ନିର୍ଭୟ ଗୁମରକଥା ବନ୍ଦ କରନ୍ତୁନାହିଁ ! ଧାରାବାହିକ ଭାବରେ ପ୍ରତିଦିନ ଚାଲୁ ରଖିବାକୁ ବିଶେଷ ଅନୁରୋଧ !

  • @Aditya.aditya.
    @Aditya.aditya. Před 22 dny +9

    Jay shree jagannath

    • @pitamberparida8762
      @pitamberparida8762 Před 22 dny +1

      ଏତିକି ଛାଡିଦେଲେ ସାର୍, ମୋଦି କହିଲେ ୫ ବର୍ଷରେ ଓଡିଶାକୁ ୧ ନଂ ରାଜ୍ୟ କରିବା।

  • @user-mj6op8bw1t
    @user-mj6op8bw1t Před 22 dny +6

    Jai jagannath.

  • @hemantkumarsingh1387
    @hemantkumarsingh1387 Před 22 dny +8

    We assure you that we will definitely vote in 2024 for change in odisha politics.

  • @BishnucharanRay-xy5ox
    @BishnucharanRay-xy5ox Před 22 dny +12

    ଓଡିଶା bjd ଦଳରେ ପାଣ୍ଡିଆନ ଛଡା ଆଉକେହି bjd ନେତା କଣ ନାହିଁନ୍ତି, ନା ପାଣ୍ଡିଆନକୁ ଦର

  • @shankarsahoo3527
    @shankarsahoo3527 Před 22 dny +6

    Jay jagannath

  • @sharatchandrapradhan2009
    @sharatchandrapradhan2009 Před 22 dny +6

    Odisha is heading for a change , people of odisha need to awake.

  • @swarajkumarbej3768
    @swarajkumarbej3768 Před 22 dny +11

    ଭାରତର ପ୍ରଧାନମନ୍ତ୍ରୀ ଓଡ଼ିଶାର ଭାବାବେଗ ସହିତ ଯୋଡି ହେବାର ପୂର୍ବରୁ ମଧ୍ଯ ଯଥେଷ୍ଟ ପ୍ରମାଣ ରହିଛି,ମାତ୍ର ଓଡ଼ିଶାର ମୂଖ୍ଯମନ୍ତ୍ରୀ କେବଳ ଅଣଓଡ଼ିଆ ମାନଙ୍କ ସହିତ ବେଶ୍ ଯୋଡିହେବା ଜାଣିଛନ୍ତି। ଯାହାର ଫଳସ୍ୱରୂପ ଓଡ଼ିଶାର ଜନସାଧାରଣ ମାନେ ଏହାର ଉତ୍ତର ଆଗାମୀ ଦିନରେ ଦେବାକୁ ଯାଉଛନ୍ତି।ଜୟ ଜଗନ୍ନାଥ

  • @laxmidharabarik2952
    @laxmidharabarik2952 Před 22 dny +1

    ସାର୍ 🙏ମୋଦୀଙ୍କ ଭାଷଣ ପରେ ପାଣ୍ଡିଆନ ଏକ ଭିଡିଓ ଜାରି କରିଛନ୍ତି ଯାହା ଲାଗିଲା କି ସେ ଅପରିପକ୍ଵ ତା ର ପ୍ରମାଣ ଦେଇସାରିଛନ୍ତି। ଆପଣଙ୍କ ଭାଷାରେ ସେ ସିଧା ସଳଖ ମୋଦିଙ୍କୁ ଟାର୍ଗେଟ କରି ପାରିଲେ ନାହିଁ। ❤❤❤❤

  • @narasinghdas3623
    @narasinghdas3623 Před 22 dny +10

    June 4 BJD ra sesa Dina.

  • @gunanidhinaik3699
    @gunanidhinaik3699 Před 22 dny +2

    ସାର୍ ପ୍ରଣାମ।ଶନିବାର ଓ ରବିବାର କାର୍ଯ୍ୟକ୍ରମ ଜାରି ରଖିବାକୁ ଅନୁରୋଧ ।

  • @mituprdhan2020
    @mituprdhan2020 Před 22 dny +4

    Jai shree jagannath Swami 🙏🏻🙏🏻🙏🏻

  • @ashwinisahu6584
    @ashwinisahu6584 Před 22 dny +5

    JAY JAGANNATH JAY SHRIRAM

  • @RanjankumarSethy-dp5lv
    @RanjankumarSethy-dp5lv Před 22 dny +3

    ଅତି ଚମତ୍କାର 🙏

  • @bapinaa007
    @bapinaa007 Před 22 dny +4

    Jay Jay JAGANNATH

  • @ashokkumarpanda5127
    @ashokkumarpanda5127 Před 22 dny +4

    Jay Shree Jagannath/ Jay Shree Ram 🙏🏼🙏🏼

  • @user-xr8sr2jv4h
    @user-xr8sr2jv4h Před 22 dny

    Namaskar , Right Sir.

  • @minatidani732
    @minatidani732 Před 22 dny +5

    Jai Shree Ram 🙏🙏

  • @himansusekharrout2433
    @himansusekharrout2433 Před 22 dny +1

    🙏JAY JAY JAGANNATH 🙏

  • @ranjitdas7587
    @ranjitdas7587 Před 22 dny +1

    Sir apanankara gumarkatha bakhya karibara sahiliti baut sundar lage❤❤❤❤🎉🎉🎉🎉

  • @rksahoo7434
    @rksahoo7434 Před 22 dny

    ଅସହାୟ ଗରିବ ମାନଙ୍କର ସର୍ବନିମ୍ନ ଆବଶ୍ୟକତା ସର୍ବ ପ୍ରଥମେ ପୁରାଣ କରା ଯାଉ 🙏

  • @satyabhamasahoo418
    @satyabhamasahoo418 Před 22 dny

    Bahut bhala lagila😊

  • @diptiranjannayak4913
    @diptiranjannayak4913 Před 22 dny +3

    ଜୟ ଜଗନ୍ନାଥ

  • @BishnucharanRay-xy5ox
    @BishnucharanRay-xy5ox Před 22 dny +8

    Bjd ଭୋଟ ସଭାରେ କେବଳ ମିଶନ ଶକ୍ତି ମହିଳା
    ଏହାର ଅର୍ଥ ଆଉ କେଉଁଠାରୁ ମହିଳା ସହଯୋଗ ନାହିଁ.

    • @bijayprakashpanda6583
      @bijayprakashpanda6583 Před 22 dny

      ହେଲେ ଏଥର କାମ ଦେବା ଭଳି ଲାଗୁ ନାହିଁ।

  • @Shayam570
    @Shayam570 Před 22 dny +8

    jay shreeram

  • @NayakRamakanta-uj8kf
    @NayakRamakanta-uj8kf Před 22 dny +2

    ଓଡିଶ ଅସ୍ମିତା କୁ ବଞ୍ଚାଇବା ପାଇଁ ପ୍ରୟାସ କରନ୍ତୁ ନଚେତ ପ୍ରସ୍ତାଇବେ 5ବର୍ଷ ପରେ ନେଡିଗୁଡ଼ କହଣୀକୁ ବୋହିଯିବଜେ ଆଉ ଭାବିଲେ ନଥିବ ବିଦେଶୀ ହାତକୁ ଚାଲିଯିବ ଫେରେ ପରାଧୀନ ଜୀବନ ବଂଚିବା ଶ୍ରେୟ ହେବ ଧନ୍ୟବାଦ,
    ଜୟଜଗନ୍ନାଥ

  • @sanjayakumargouda5048
    @sanjayakumargouda5048 Před 22 dny

    Excellent analysis Sir. I was watching Modi ji's speech live and I can relate this. Our people of odisha should decode this and bring the change. Jai Jagannath.... Jai Shree Ram....

  • @badrinarayantripathy3539

    Thanks Nabin Sir for sharing this video of reality 🙏.

  • @RPTripathy
    @RPTripathy Před 22 dny

    #ବ୍ରହ୍ମପୁର ବିଜୟ ସଂକଳ୍ପ ସମାବେଶରୁ ଓଡ଼ିଶା ରେ ପରିବର୍ତ୍ତନ ର ପଦଧ୍ଵନି👏👏

  • @rabindrakumarpradhan1287
    @rabindrakumarpradhan1287 Před 22 dny +1

    Jay Jagannath.

  • @prahalladbarik9270
    @prahalladbarik9270 Před 22 dny +1

    ଆପଣ କାହା ପାଇଁ ଏଜେଣ୍ଡା କରୁଛନ୍ତି ଲାଗୁଛି ଏ ଚାନେଲ ବିଜେପି ପାଇଁ ଖୋଲା ଯାଇଛି

  • @adityaprasad3441
    @adityaprasad3441 Před 18 dny

    Great sir

  • @Aditya.aditya.
    @Aditya.aditya. Před 22 dny +4

    ❤❤❤

  • @bibekanandamahakul8139

    Good discuss sir

  • @basantapattnaik7812
    @basantapattnaik7812 Před 22 dny +2

    ସାର ପ୍ରଣାମ 🙏🌹

  • @ganeshbehera9862
    @ganeshbehera9862 Před 21 dnem

    Very good.

  • @ranjankumarboxi5957
    @ranjankumarboxi5957 Před 22 dny

    Sir , Good analysis

  • @laxmidharnayak4191
    @laxmidharnayak4191 Před 21 dnem

    Jai jagannath.Congratulations for your presentation. It's too late for Odisha bjp.

  • @binamraanchal1305
    @binamraanchal1305 Před 13 dny

    ଭାରତର ସବୁ ବିଜେପି ଶାସିତ ରାଜ୍ୟ ଏକ ନମ୍ବର ହୋଇ ସାରିଲେଣି, ଆମେ ଚାହୁଁ ନାହୁଁ ଓଡିଶା ସେମାନଙ୍କୁ କାଟି ତାଙ୍କ ମନରେ କଷ୍ଟ ଦେଉ ବୋଲି । ଏଠି କେବଳ ଜଗନ୍ନାଥଙ୍କର ମ୍ୟଜିକ ଚାଲିବ, ଆଉ କାହାର ନୁହେଁ । ଆପଣ ଜ୍ଞାନୀ ହୋଇ ପାରନ୍ତି, କିନ୍ତୁ ଓଡିଆ ଭୋଟର ନିର୍ବୋଧ ନୁହଁନ୍ତି । ସେମାନେ ଠିକ୍ ଭୁଲ ସବୁ ଜାଣନ୍ତି । ଏଥର ସେମିତି କିଛି ସଂଭାବନା ନାହିଁ ।

  • @sukantakumarpadhihari7550
    @sukantakumarpadhihari7550 Před 22 dny +10

    ଓଡିଶା ରେ BJP ନିଆଁ ଲାଗି ସାରିଲାଣି

  • @KushaRaut-eg1yr
    @KushaRaut-eg1yr Před 22 dny +1

    JAY jagannath

  • @bipinibiharish
    @bipinibiharish Před 22 dny +4

    First viewer sir

  • @manojkumarsaint7803
    @manojkumarsaint7803 Před 22 dny +1

    Jay Shree Ram

  • @pramodkumarbehera6898
    @pramodkumarbehera6898 Před 22 dny +2

    ସୁରଜ ସୂର୍ଜ୍ୟବଂଶୀ ନୂଆ ମୁଖ୍ୟମନ୍ତ୍ରୀ

  • @pratyushkumar1345
    @pratyushkumar1345 Před 22 dny +1

    Atleast once change is required

  • @santanubrahma743
    @santanubrahma743 Před 22 dny +4

    7 th viewer

  • @user-oz4ex1fz9c
    @user-oz4ex1fz9c Před 22 dny

    Very nice discusion sir

  • @akshayakumarnayak492
    @akshayakumarnayak492 Před 22 dny

    Good.Analysis

  • @Soultone_india
    @Soultone_india Před 22 dny

    Bjd ବହୁତ କାମ କରିଛି ୨୫ ବର୍ଷ ରେ, ଆଉ ଗୋଟେ ସରକାର ଏତେଦିନ ରହିବ ଆଉ କାମ ହେବନିକି ।
    ଏଥର ସରକାର ବଦଳିବା ଦରକାର କାରଣ ଅଧିକ ଦିନ ରହିଥିବା ସରକାର ରେ ଏକଛତ୍ରବାଦ ଶାସନ ହୁଏ ଏବଂ ଦୁର୍ନୀତି ବଢ଼ିଥାଏ।
    ଲୋକମାନେ ବୁଝିବା ଦରକାର ଯେ ପ୍ରତି ପାଞ୍ଚ ବର୍ଷରେ କଣ ପାଇଁ ମତଦାନ ହୋଇଥାଏ।

  • @dillipkumarnayak1021
    @dillipkumarnayak1021 Před 22 dny +1

    Sir, ନିର୍ବାଚନ ସମୟ ରେ ଶନିବାର ଏବଂ ରବିବାର ଦିନ ଦୁଇଟି ମନ ଉତ୍କଣ୍ଠା ଶହ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି 🙏

  • @user-ph5hv9zb3y
    @user-ph5hv9zb3y Před 22 dny +1

    Excellent political analysis.

  • @THECLASSICALBOY168
    @THECLASSICALBOY168 Před 22 dny

    Khub sundar ଉପସ୍ଥାପନା