ମାଳିକାରେ ଅଛି ଚାରିଦ୍ବାର ଖୋଲିଲେ ଏବଂ ରତ୍ନ ଭଣ୍ଡାର ଖୋଲିଲେ ବଡ଼ ବିପତ୍ତି ମାଡ଼ି ଆସିବ : ମହିଳା ଭକ୍ତ

Sdílet
Vložit
  • čas přidán 8. 07. 2024
  • Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 1,3K

  • @debasisdas5153
    @debasisdas5153 Před 15 dny +322

    ପଣ୍ଡା ମାନେ ବହୁତ ଅନ୍ୟାୟ ଅତ୍ୟାଚାର କରିଛନ୍ତି ସେମାନେ ଭୋଗିବା କଥା।

  • @Binodkumarpanigrahi2187
    @Binodkumarpanigrahi2187 Před 15 dny +260

    ମହାପ୍ରଭୁ ଜଗତ କୁ ଉଦ୍ଧାର କରନ୍ତୁ, ଡର ଲାଗିଲା

  • @dillipmohanty1000
    @dillipmohanty1000 Před 15 dny +76

    ମାଳିକା ବଚନ ସତ୍ୟ କିନ୍ତୁ ଚିରି ଦ୍ୱାର ଖୋଲିବା ଦ୍ବାରା ଏମିତି କିଛି ଅଘଟଣ ଘଟିଛି ମୋର ହୃଦବୋଧ ହେଉନାହିଁ। ଏଭଳି ମହିଳା ପ୍ରବଚନ ଦେବା କଥା।

    • @RaniAnkita-g2x
      @RaniAnkita-g2x Před 15 dny +4

      jai Bjp Sarkar😂

    • @soumyaranjanswain6277
      @soumyaranjanswain6277 Před 15 dny +3

      ଠିକ୍ କଥା ଏ ମହିଳାଙ୍କର ଜ୍ଞାନର ଘୋର୍ ଅଭାବ ଅଛି ଏଭଳି ଲୋକଙ୍କ ଠାରୁ ବାଇଟ ନେବା ମଧ୍ୟ ଭୁଲ୍। ନନ୍ଦିଘୋଷ ମଧ୍ୟ ନିଜ ଜ୍ଞାନ ପାଇ ପାରୁନାହିଁ ଆଜି ମଧ୍ୟ ବିଜେଡି ପାଇଁ ଖବର ପ୍ରସାରିତ କରୁଛି

    • @suryanarayanmohanty9181
      @suryanarayanmohanty9181 Před 14 dny

      Jete chatucha chaata chaati chaati ki padma ku pura rasgola Kari deba😂😂😂

    • @ArtByabhi01
      @ArtByabhi01 Před 14 dny +2

      @@dillipmohanty1000 se mahila jeu malika padhi chanti seta bodhe 2020re lekha hoi thila 🤣

    • @ArtByabhi01
      @ArtByabhi01 Před 14 dny

      @@dillipmohanty1000 malika man lekha hela bele chari dwara kholathi a kou malika padichanti kejane

  • @kumartubulu7999
    @kumartubulu7999 Před 15 dny +95

    କୁଆଡୁ କୁଆଡୁ ଆସୁଛନ୍ତି ସବୁ.... ଚାରି ଦୁଆର ତ ସବୁବେଳେ ଖୋଲା ଥିଲା କରନା ପରେ ବନ୍ଧ ହେଇଥିଲା.... ଏଥିରେ ଚାରି ଦୁଆର ସହ ସମ୍ପର୍କ କଣ.... ମାଳିକା ରେ ଯଦି ଲେଖା ଯାଇଛି ତ ଆଣିକି ଦେଖାଓ.... ସେବାୟତ ଙ୍କ ନୀତି କାନ୍ତି ରେ କିଛି ଭୁଲ ଅଛି ତେଣୁ ପ୍ରଭୁ ତାଙ୍କୁ ଦଣ୍ଡ ଦେଇଛନ୍ତି....ପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଥାଉ ଥାଉ କିଛି ହବନି....

    • @satyabhamasahoo1023
      @satyabhamasahoo1023 Před 15 dny +4

      Ai nari pain jaganath adha vaddha hoi rahigale

    • @nainamohanty7421
      @nainamohanty7421 Před 15 dny +2

      Thik katha kahile. A stree loka ta nijaku Pura gyani bhabuchi😅😂

    • @malayamunna...3195
      @malayamunna...3195 Před 15 dny +1

      ଠିକ୍ କଥା, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଚାଲୁଥିଲା ସେଥିପାଇଁ ବନ୍ଦ୍ ଥିଲା...

    • @LDLIPI
      @LDLIPI Před 15 dny

      Hm sata katha agru bi ratna bhandar kholithila a sabu panda manaka vul jogi heichi😢😢😢

    • @RaniAnkita-g2x
      @RaniAnkita-g2x Před 15 dny

      jai Bjp Sarkar😂

  • @susantkumarsahoo7226
    @susantkumarsahoo7226 Před 15 dny +183

    ବଳଭଦ୍ର ଗର୍ବ କୁ ଗଞ୍ଜନ କରନ୍ତି, ସେବାୟତ ମାନଙ୍କ ସେବାରେ କିଛି ଭୁଲ ହୋଇଯାଇଛି...ଅହଂକାର କରିଛନ୍ତି.....ସେ ବଳଭଦ୍ର ବଳିୟାର ଭୁଜ ତାଙ୍କ ଭୁଜ ଏବଂ ବଳ ଆଗରେ କେହି ବି ଅହଂକାର କରିବା ଉଚିତ ନୁହେଁ...ଯାହା ଫଳରେ ବଳଭଦ୍ର ସହିପାରିଲେନି ସାଙ୍ଗେ ସାଙ୍ଗେ ଦଣ୍ଡ ଦେଲେ..... ତେଣୁ ବଳଭଦ୍ର ଙ୍କୁ କ୍ଷମା ପ୍ରାଥନା କରନ୍ତୁ ବଳିୟାର ଭୁଜ ଶାନ୍ତ ହେଵେ...

  • @user-dt6nc5if8l
    @user-dt6nc5if8l Před 15 dny +257

    ଏଇ ମା ଙ୍କ କଥା ଶୁଣି ମନରେ ଭୟ ଓ ସନ୍ଦେହ ଭରି ଯାଉଛି😢😢😢 । ହେ ସରକାର ଦରକାର ନାହିଁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା । ଯାହା ଗୁପ୍ତ ତାକୁ ଗୁପ୍ତ ରହିବାକୁ ଦିଆଯାଉ ।

    • @ArtByabhi01
      @ArtByabhi01 Před 15 dny +9

      Aha gupta nuhe aga ru bi gantnti hoi chi

    • @bimalasala
      @bimalasala Před 15 dny +11

      ନରେନ୍ଦ୍ର ପୋଖରୀ ବାଣ ବିସ୍ପୋରଣ କଣ ପାଇଁ ହେଲା
      ଆଗରୁ ଏମିନ୍ତି କେବେ ହେଇନଥିଲା ନାଁ

    • @sweetsmruti5104
      @sweetsmruti5104 Před 15 dny +4

      ମାଉସୀ ଯାହା କହୁ ଛନ୍ତି ଠିକ.

    • @RaniAnkita-g2x
      @RaniAnkita-g2x Před 15 dny +4

      jai Bjp Sarkar

    • @PravatSahoo-ch3pc
      @PravatSahoo-ch3pc Před 15 dny +3

      Jaha habara katha haba Malika ku ta bhagban nije manisa rupare lekhi jae chhanti taku kehi badalei paribani nahale Kali juga sesa heba kemiti 🤔🙏

  • @PriyankaBehera-hi9mh
    @PriyankaBehera-hi9mh Před 15 dny +12

    ସମସ୍ତେ କହୁଥିଲେ ଚାରି ଦ୍ଵାର ଖୋଲା ଯାଉ ଖୋଲା ହେଲା ମାଳିକା ରେ କେତେ କଥା ଲେଖା ଯାଇଛି ପଥମ ରେ ଆମିଷ ଛାଡ ଜୀବ ହତ୍ୟା କରନାହିଁ ବହୁତ କିଛି ଅଛି ସମସ୍ତେ ମାନିଲେ ଆମ ଦେଶ ସୁଧୁରି ଜାଆନା

  • @PramodGuru-el7hp
    @PramodGuru-el7hp Před 15 dny +44

    ଚାରିଦ୍ୱାର ପୂର୍ବରୁ ଖୋଲ ନଥିଲା କି ନା ପୂର୍ବରୁ ରତ୍ନ ଭଣ୍ଡାର ଖୋଲା ହେଇନି କି ଏ ଅଘଟଣ କେବଳ ଯୁବ ସେବାୟତ ଙ୍କ ଗର୍ବ ଆମେ ବହୁତ ବଳୁଆ ଆଉ ଖାମ ଖିଆଲି ମନ ଭାବ ଯୋଗୁ ଏତେ ବଡ ଅଘଟଣ ଘଟିଛି କେବଳ ସେବାୟତ ହିଁ ଦାଇ ମହାପ୍ରଭୁ ତାଙ୍କୁ ଉଚିତ ଜବାବ ଦେଇ ଚେତେଇ ଦେଇଛନ୍ତି ଜୟ ଜଗନ୍ନାଥ 🙏

  • @ODISHABHAI-eq8jq
    @ODISHABHAI-eq8jq Před 15 dny +138

    ଆଗ କୁ ଆହୁରି ବିପଦ ମାଡ଼ି ଆସି ବ, ମିଛ ଅପ ନିନ୍ଦା କରି ଶାସନ, କ୍ଷମତା ଜୁ ମାଡ଼ି ବସିଛି ଏ ସରକାର

    • @subhransudalai8360
      @subhransudalai8360 Před 15 dny

    • @mmahanta111youtub100
      @mmahanta111youtub100 Před 15 dny +3

      ଏବେ ର ସରକାରଙ୍କ କଣ ଭୁଲ?

    • @Nrusingh619
      @Nrusingh619 Před 15 dny

      ଯାହା ହେଉ ଚିନ୍ତାଧାରା ଭଲ

    • @nsethy5436
      @nsethy5436 Před 15 dny +4

      ଆଗରୁ ଯେଉ ସରକାର ଥିଲା କଣ କରୁଥିଲା। ସତେକି ସତ୍ୟବାଦୀ ଧର୍ମ ପରାୟଣ ସରକାର ଥିଲା । ଆମୋ ଗାଁ ର ଜଣେ ରାଜ୍ୟସଭା ସାଂସଦ ଥିଲେ ବି ତାଙ୍କ କୁଜି ନେତା ମାନେ ଅମୋ ଗାଁ ରେ ଗୋଟେବି କାମ ପୁରା ହୋଇନାହିଁ ଆଜି ପ୍ରଜନ୍ତ , କେବଳ କାମ ନାରେ ହରିଲୋଟ ଚାଲିଛି ।

    • @Swapnashu
      @Swapnashu Před 15 dny +2

      ତୁ ହେଉଚୁ ପାପି ।ତୋ ଜନ୍ମ ହି ପୃଥିବୀ ପାଇ ପାପ

  • @bijayrath4254
    @bijayrath4254 Před 15 dny +182

    ୨୪ବର୍ଷ ପୂର୍ବରୁ ଯେତେବେଳେ ୪ ଦ୍ବାର ଖୋଲୁଥିଲା ସେତେବେଳେ ଅଘଟଣ ବୋଧହୁଏ ବାରମ୍ବାର ଘଟୁଥିଲା।ତମ ଭଳି କିଛି ଅଜ୍ଞାନୀଙ୍କ ପାଇଁ ଆଜି ମହାପ୍ରଭୁ ଜଗନ୍ନାଥ ଏବଂ ଅଚ୍ୟୁତାନନ୍ଦ ବଦନାମ ହେଉଛନ୍ତି।

    • @nainamohanty7421
      @nainamohanty7421 Před 15 dny +3

      Pura thik katha kahile bhai

    • @easycraftwork9605
      @easycraftwork9605 Před 15 dny +1

      Thik katha,Kahani gapuchi

    • @nsethy5436
      @nsethy5436 Před 15 dny +1

      ଠିକ୍ କହିଲେ ଭାଇ

    • @omm6324
      @omm6324 Před 15 dny

      Thik katha

    • @lifeislove8138
      @lifeislove8138 Před 15 dny +7

      ଭାଇ ତମ କଥାରେ ମୁଁ ଏକମତ, ହେଲେ ମାନେ ପକାନ୍ତୁ 24 ବର୍ଷର ପୁରୁଣା କଥା ଆଉ ଓଡିଶାର ପରିସ୍ଥିତି କଣ ଥିଲା, ଆଉ ଏ କଥା ବି ମାନେ ପକାନ୍ତୁ 1999 ମସିହାର ଓଡିଶା ମାନଚିତ୍ର, ପୁଣି କଣ ଚାହୁଛନ୍ତି ସେମିତି କିଛି ପରିସ୍ଥିତି ଆସୁ, ତୁମେ ମାନେ କେବେଳ ହୀନ ରାଜନୀତି କରୁଛ, ଥରେ ଭାବ ମହାପ୍ରଭୁ ତୁମକୁ ସଦବୁଦ୍ଧି ଦିଅନ୍ତୁ ପୁଣି 24 ବର୍ଷ ପଛକୁ ଓଡିଶା ନ ଆସୁ ମୋର ମହାପ୍ରଭୁଙ୍କୁ ଗୁହାରୀ, ଆଉ ପ୍ରଭୁ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତି. ଜୟ ଜଗନ୍ନାଥ

  • @tikikuna3864
    @tikikuna3864 Před 15 dny +58

    ପୂର୍ବରୁ କେମିତି ରତ୍ନ ଭଣ୍ଡାର ଖୋଲା ହେଇ ଠାକୁର ସଜ ହେଉଥିଲେ ସେତେବେଳେ କିଛି କ୍ଷତି ହଉ ନଥିଲା

  • @shibaprasadnath827
    @shibaprasadnath827 Před 15 dny +11

    ହେ, ମହାପ୍ରଭୁ ବଡ ଠାକୁର
    ଏହି ଅଘଟଣ ଏବଂ ମହା ବିପତ୍ତିରୁ ସମସ୍ତ ମାନବ ସମାଜକୁ ତୋରି ଅପାର ଳୂପା ଏବଂ ଆଶୀର୍ବାଦ ପ୍ରଦାନ କରି ଉଦ୍ଧାର କରିବା ନିମନ୍େତ ପ୍ରାର୍ଥନା କରିଅଛୁ🙏🙏ଜୟ ଜଗନ୍ନାଥ🙏🙏🙏

    • @RaniAnkita-g2x
      @RaniAnkita-g2x Před 15 dny

      jai Bjp Sarkar😂 ଅହୁରି ଅନେକ ଚାରିଦ୍ଵାର ଖୋଲିଦିଅ 😅

  • @Nabadhavhakti13
    @Nabadhavhakti13 Před 15 dny +214

    ମାଳିକା ରେ ବହୁତ୍ କଥା ଲେଖା ରହିଛି ଆମେ ପଢ଼ିଲେ ସବୁ ବୁଝି ପାରିବା ଯାହା କହିଲେ ଏକଦମ୍ ସତ୍ୟ କଥା ଜୟ ଜଗନ୍ନାଥ ଜୟ ପଞ୍ଚସଖା।

    • @madhusmitasahoo4465
      @madhusmitasahoo4465 Před 15 dny +5

      ରତ୍ନ ଭଣ୍ଡାର 1947 ରୁ 2024 ଭିତରେ 2ଥର ଖୋଲା ହୋଇଛି ଆଉ ଥରେ ଖୋଲା ହେବ

    • @Akm.854
      @Akm.854 Před 15 dny

      Tame malika sampurna bujhiparibani... Hn kichuta bujhipara ..tara b puni aneka artha

    • @RaniAnkita-g2x
      @RaniAnkita-g2x Před 15 dny

      jai Bjp Sankar

    • @AvinashBehera-o1m
      @AvinashBehera-o1m Před 15 dny +1

      Alo maikina agaru Chari dyaro khola thila au pandu taku band karithila Sethi pai tume Mane sabu kahuthila khola boli Abe puni kharap boli kahucha

  • @itzsatya9028
    @itzsatya9028 Před 15 dny +33

    ଏ ମାଉସୀ ବକବାସ ବନ୍ଦ କର ଘରକୁ ଯା... ମାଳିକା ଟା ମୁହଁ ରେ ରଖି ବୁଲୁଛି ଆଉ ।।।ଦ୍ଵାର ତିଆରି ହୋଇଥିଲା ବନ୍ଦ ହେବା ପାଇଁ ବୋଧେ ?? ପ୍ରଭୁ ଙ୍କୁ କ୍ଷମା ମାଗି ସେବାୟତମାନେ ପୁରା ନିଷ୍ଠାର ସହ ସେବା କରନ୍ତୁ ,ପ୍ରଭୁ ଆଉ କିଛି ବି ବିଡମ୍ବନା ହେବାକୁ ଦେବେନି...ସେ କ୍ଷମା ର ସାଗର କ୍ଷମା କରିଦେବେ ।

  • @ajubhaicreation
    @ajubhaicreation Před 15 dny +9

    ହେ ମହାପ୍ରଭୁ ରକ୍ଷାକର ❤

  • @bharatiyaainodia1885
    @bharatiyaainodia1885 Před 15 dny +21

    ଆରେ ମୂର୍ଖ ଭଗବାନଙ୍କୁ ବିପଦ ଆଣିବା ବ୍ୟକ୍ତି ମର୍ତ୍ତ୍ୟରେ ଜନ୍ମ ହୋଇ ନାହାନ୍ତି । ତୁମେ ମୂର୍ଖ ବୋଲି ସମସ୍ତଙ୍କୁ ମୂର୍ଖ ବାନାଉଛ ।

  • @manasranjanmohanty3270
    @manasranjanmohanty3270 Před 15 dny +148

    ମାଝୀ ଶାସନ 😄 ଦେଖ ରାଜ୍ୟ କୁ ବିପଦ

  • @p.n.mishra8799
    @p.n.mishra8799 Před 15 dny +40

    ମାଳିକା କଣ ତୁମର ମୁଖସ୍ଥ... ଚାରିଦ୍ଵାର ସବୁବେଳେ ଖୋଲା ଥିଲା..ବାଜେ କଥା କହିବା ବନ୍ଦ କରନ୍ତୁ

    • @user-dm3we2fy1f
      @user-dm3we2fy1f Před 15 dny +1

      Ei emiti garba ahankara Kari aji bipada ku daki anuchha bhagwan nku dara Satya janibaku chesta karantu ni bhai sata ku samna Kariba bahut kasta

    • @hardworkneverdies5679
      @hardworkneverdies5679 Před 15 dny

      ଅନ୍ଧ ଶଳା

    • @shreeexpress5745
      @shreeexpress5745 Před 15 dny

      👍

    • @Pandu_Premi
      @Pandu_Premi Před 15 dny

      ​@hardworkneverdies5679 ତୁ ଯେତେ ଛାଟି ପିଟି ହେଲେ ମଧ୍ୟ ନବୀନ ଆଉ ଆସିବାର ନାହିଁ 😂

  • @rajendrajena605
    @rajendrajena605 Před 15 dny +6

    ଶଃ ପଣ୍ଡା ମାନଙ୍କ ର ଦୌରାତ୍ମ୍ୟ ବଢି ଗଲାଣି। ସେଥିପାଇଁ ସବୁ ହେଉଛି

  • @maheswarbiswal8232
    @maheswarbiswal8232 Před 15 dny +16

    ନାଣ୍ଡିଘୋଷା ଟିଭିର କାମ କିଛି ନାହିଁ ।କିଛି ନିର୍ଦ୍ଦିଷ୍ଟ କିଛି ଲୋକଙ୍କୁ ଡକାଇ ଏଭଳି ଅପପ୍ରଚାର କରିବା ବନ୍ଦ କରାନ୍ତୁ । ଚାରିଦ୍ବାର ତ ଆଗରୁ ଖୋଲାଥିଲା, କାହିଁ କିଛି ଅଘଟଣ ନଥିଲା । ରତ୍ନ ଗଣତି ଆଗରୁ ହୋଇଛି, କେତେ ଅଘଟଣ ହୋଇଛି କାହିଁ ମାଳିକା କିଛି କହିଥିବାର ନଜିର ଅଛି କି ? ନିନ୍ଦୁକ ବାର୍ତ୍ତାରୁ ଦୁରେଇ ରହିଲେ ସମାଜର ମଂଗଳ ହେବ ।

    • @nationalanthem9596
      @nationalanthem9596 Před 15 dny

      ଚାରି ଦ୍ୱାର ଆଗରୁ ଖୋଲାଥିଲା କି... ତାହେଲେ ସେ ଅପପ୍ରଚାର କାରି ବିଜେପି kahniki କହୁଛି ମୁଁ ଖୋଲିଦେଲି ଚାରିଦ୍ୱାର.... ବିଜେପି ସରକାର ଆସିଲେ ଚାରିଦ୍ୱାର ଖୋଲିବ.... ମିଛ ର ଗୋଟେ ସୀମା ଥାଏ....

    • @mrrandom6428
      @mrrandom6428 Před 15 dny

      Otv kn bala News dekhauchi ki

  • @user-sf2rn3ts1i
    @user-sf2rn3ts1i Před 15 dny +37

    Right ଜୟ ଜଗନ୍ନାଥ 🙏

  • @kalyanpanda5885
    @kalyanpanda5885 Před 15 dny +24

    ମା ଟି ର ଜ୍ଞାନ ବହୁତ

    • @mysarthakcreations
      @mysarthakcreations Před 15 dny +1

      Sarathi ra Ashrita ti para ye

    • @Stutee24
      @Stutee24 Před 15 dny +2

      Pura gyanara bhandara😂😂

    • @kumarsaroj3860
      @kumarsaroj3860 Před 15 dny +1

      Hn pura gyna achi wa

    • @ientertainm9236
      @ientertainm9236 Před 15 dny +2

      Bjd netri 😂

    • @rameshdalei2492
      @rameshdalei2492 Před 15 dny +2

      ହଁ ମ ନିଜ ସ୍ବାମୀ କୁ ଗୋଇଠା ମାରିଥିବ ଏଠି ଆସି ଜଗନ୍ନାଥଙ୍କ ଙ୍କୁ ଦର୍ଶନ କଲେ କଣ ସୁଧୁରି ଯିବ ଜଗନ୍ନାଥ ସବୁ ଦେଖୁଛନ୍ତି

  • @umakantapanigrahy3616
    @umakantapanigrahy3616 Před 15 dny +27

    ଆଗରୁ ଚାରିଦ୍ୱାର ଆଗରୁ ଖୋଲା ଯାଇଥିଲା ବର୍ତ୍ତମାନ ନୂତନ ଭାବେ ଖୋଲା ହୋଇନି

  • @LaxmiDharaSahoo-yt4gv
    @LaxmiDharaSahoo-yt4gv Před 15 dny +1

    ଠିକ୍ କଥା

  • @tanmayranjandas9
    @tanmayranjandas9 Před 15 dny +57

    ଚାରିଦ୍ଵାର କରୋନା ଭୁତାଣୁ ପାଇଁ ବନ୍ଦ କରାଯାଇଥିଲା , କରୋନା ପରେ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା , ତୋ ଏବେ ଖୋଲାଗଲା ଆଉ ମାଉସୀ କେଉଁ ମାଳିକା ପଢିଥିଲେ କେଉଁ ଭାଷାରେ ମାଳିକା ଲେଖା ଯାଇଛି ଟିକେ ପଚାରନ୍ତୁ, ଗୀତା ଭାଗବତ ର ପ୍ରଥମ ଶ୍ଳୋକ ଜାଣି ନଥିବା ଲୋକ ମାଳିକା ବିଷୟରେ ଟିପଣି କରୁଛନ୍ତି

    • @Stutee24
      @Stutee24 Před 15 dny +3

      Correct

    • @Jay_Shri-Ram091
      @Jay_Shri-Ram091 Před 15 dny +2

      ୧୦୦%✓

    • @Rajesh-mh7cc
      @Rajesh-mh7cc Před 15 dny

      ତୁ ହେଉଛୁ ବଡ ମୂର୍ଖ ସେ ମାଉସି ନୁହେଁ

    • @arpitachoudhury2487
      @arpitachoudhury2487 Před 15 dny +1

      Are singha dwara dae jagannath mahaprabhu asuchanti auu jauchanti 4dwara kebala baharaku asiba pain haechi bhitara ku jiba pain nuha 22pahacha re gadile mahaprabhu nka ra krupa rahe auu papa dhoijae tenu dwara khola jiba ki puni close kariba kn pain

    • @arpitachoudhury2487
      @arpitachoudhury2487 Před 15 dny

      Singha dwara jiba pain hoithae asiba pain Anya dwara achi

  • @SaumendraGarabadu-sq2vr
    @SaumendraGarabadu-sq2vr Před 15 dny +13

    ଆଲୋ ମାଉସୀ ଆବାହମାନ କାଳରୁ କଣ ଚାରି ଦୁଆର ବନ୍ଦ ଥିଲା ନା ନବିନ ସରକାର ବନ୍ଦ କରିଥିଲା

  • @laxmidharjena7759
    @laxmidharjena7759 Před 15 dny +19

    କିଛି ହେବନାହିଁ, ଲୋକଙ୍କୁ ଡରାଅ ନାହିଁ,କେତେ ଖାଇଛନ୍ତି କେତେ ଅଛି ସମସ୍ତେ ଜାଣିବା ଦରକାର।

    • @RaniAnkita-g2x
      @RaniAnkita-g2x Před 15 dny

      ହଁ ମଁ jai Bjp Sarkar😂

    • @manjulatajena8645
      @manjulatajena8645 Před 15 dny

      Bahu barsa helani ratna bhandar khola hei ni ...tu kn kahu chu kete khai Chanti boli ....tu au ta paribar kete khai cha ki ....

    • @Skybluewindcool
      @Skybluewindcool Před 15 dny

      ​@@manjulatajena8645Nabin au pandu khaichanti sabu ugalibe dharapadibe sethi pai tama mana nku bahut badhi jauchi 😂😂😂

    • @snehamohanty5705
      @snehamohanty5705 Před 14 dny

      Haba next year jaha ghati thila tike bhaba

    • @snehamohanty5705
      @snehamohanty5705 Před 14 dny

      Next year jagannath tike ratha upare tali padithile samaste kahile kichi habani emiti hue kintu taa 2 month pare bahanagare train accident hela na nai

  • @bharatiyaainodia1885
    @bharatiyaainodia1885 Před 15 dny +8

    ଏହି ମହିଳା ଏମିତି କହିବେ ବୋଲି ମାଲିକାରେ ଲେଖାଯାଇ ନାହିଁ ।

  • @adityakumarparamgurumahapa3719

    ସମସ୍ତେ ସଜାଗ ରୁହନ୍ତୁ ବହୁତ୍ ବଡ଼ ବିପଦ ଆସିବାକୁ ଯାଉଛି। 🔥 ଜୟ ଜଗନ୍ନାଥ 🔥🔥

    • @omm6324
      @omm6324 Před 15 dny

      @@adityakumarparamgurumahapa3719 bipada asile taku kehi atkei paribeni

  • @ashokpataniak1107
    @ashokpataniak1107 Před 15 dny +9

    Rajya ku bipada asuchi sajag huantu odisha basi.andha bhakta huantuni.thakura chetabani deleni.jay jagannath

  • @user-kj6kt6ck5q
    @user-kj6kt6ck5q Před 15 dny +4

    ହଁ ତତେ କହିଥିଲେ ଠାକୁର

    • @prasantdash1350
      @prasantdash1350 Před 15 dny

      ମାଳିକା ବଚନ ପଢ଼ ବୁଝି ପାରିବ

    • @Skybluewindcool
      @Skybluewindcool Před 15 dny

      ​@@prasantdash1350Malika bachana hisabare ta pruthibi dhansa heijiba katha eparyanta 😂😂😂

  • @rohitgope4125
    @rohitgope4125 Před 15 dny +4

    ଏହା ପାଇଁ ଓଡ଼ିଶା ଲୋକକୁ ମୂର୍ଖ କହନ୍ତି ଏ ସ୍ତ୍ରୀ ଲୋକ ଆଉ ଏ ରିପୋର୍ଟର ମହାନ୍ ଲାଗୁଚି ଚାରିଦ୍ୱାର ପୁରୀ ରେ ପ୍ରଥମ ଥର ଖୋଲା ହେଲା

  • @bapidotcome7144
    @bapidotcome7144 Před 15 dny +14

    ପ୍ରଭୁ ରକ୍ଷାକର

  • @jaydevadha488
    @jaydevadha488 Před 15 dny +12

    ଜୟ ଜୟ ଜଗନ୍ନାଥ 🙏🙏🙏🙏

  • @deepakdigital2654
    @deepakdigital2654 Před 13 dny

    ଯାହା ହେଉଛି ଯାହା ହେବାକୁ ଯାଉଛି ସବୁ ସେ ପ୍ରଭୁ ନିଳାମୟ ଜଗନ୍ନାଥ ଙ୍କ ଇଛା

  • @rajeshdalei6454
    @rajeshdalei6454 Před 14 dny

    ଦୟା କରି ଭକ୍ତଙ୍କ ମନରେ ଡର ସୃଷ୍ଟି କରନି ,
    ପ୍ରଭୁଙ୍କୁ ଭକ୍ତି ରେ ଡାକ ,ସବୁ ଠିକ୍ ହୋଇ ଚାଲିବ ।
    କିଛି ଅବହେଳା ପାଇଁ ଏପରି ଦୁଃଖଦ ଘଟଣା ଘଟି ଯାଇଛି, ଏହି ଘଟଣା କୁ ନେଇ ଭକ୍ତଙ୍କ ମନରେ ଡର ସୃଷ୍ଟି କରନି

  • @suchitranahak7618
    @suchitranahak7618 Před 15 dny +10

    Right 👍, it may be a big cause

  • @SidharthPrasadDas
    @SidharthPrasadDas Před 15 dny +9

    ଆଙ୍କୁ ସଦ ବୁଦ୍ଧି ହେଉ, ଏ ସେ ରତ୍ନ ଭଣ୍ଡାର ପଛରେ ପଡିଛନ୍ତି,

  • @jitendrabehera6843
    @jitendrabehera6843 Před 15 dny +3

    କାହିଁକି ମିଛ କହୁଛ ଲୋକମାନଙ୍କୁ ଭୟଭୀତ କରୁଛ

  • @brahmanand7584
    @brahmanand7584 Před 15 dny

    You are absolutely right . Malika prediction is true.

  • @shaktimandalei2736
    @shaktimandalei2736 Před 15 dny +4

    Jay Jagannath 🙏🙏🙏🙏🙏🙏

  • @baikunthacharanrout7754
    @baikunthacharanrout7754 Před 15 dny +3

    It's a good message For society 🙏🙏🙏

  • @papun6732
    @papun6732 Před 15 dny +1

    Right said 👍

  • @bapimurmu8924
    @bapimurmu8924 Před 15 dny +2

    ଏତେ ବି ବିପୋଦ କୁ ଡରିବା କଥା ନୁହଁ,, ସାରା ଜଗତ କୁ ସାକ୍ଷାତ୍ ଦେଖୁଛନ୍ତି ,, ବିପୋଦ ଆସିଲେ ବି ତାକୁ ସମାଧାନ କରିବା ଉପାୟ ନିହାତି କହିବେ,, ଜୟ ଜଗନ୍ନାଥ 🙏🙏

  • @sanjaysahoo9885
    @sanjaysahoo9885 Před 15 dny +15

    ଜୟ ଜଗନ୍ନାଥ ବଳଭଦ୍ର ମା ସୁଭଦ୍ରା ରକ୍ଷା କର

  • @bharatpradhan8855
    @bharatpradhan8855 Před 15 dny +15

    Jay jagannath🙏🙏🙏

  • @subhamgamer497
    @subhamgamer497 Před 15 dny

    He prabhu 🙏🙏🙏🙏🙏 bhat bhaya laguchi ratna bhandar nakholu samasta ku bipadaru udhara karantu Jay jagannath 🙏🙏🙏🙏🙏

  • @subashnayak4611
    @subashnayak4611 Před 15 dny +3

    ୟେ ମାଇକିନିଆ ବୁଦ୍ଧି ଭ୍ରଷ୍ଟ ହେଇ ଯାଇଛି। ଶଳା ପୁଣି ଉଠେଇଲେ ଯେ ମାଳୀକା ରେ ଲେଖା ଅଛି ଗୋଟେ ନାରୀ ମୁଖ୍ୟମନ୍ତ୍ରୀ ହେବେ। ସେଇଟା ହେଇ ପାରିଲାନି। ପୁଣି କିଛି ଲୋକ କହୁଚନ୍ତି BJP ଆସିବାରୁ ଏମିତି ହେଲା ପୁଣି ଏ ମାଇକିନିଆ କହିଲାଣି ରତ୍ନ ଭଣ୍ଡାର ଖୋଲିବା ନେଇ ଏମିତି ହଉଚି ୧୯୭୮ ରେ ତ ରତ୍ନ ଭଣ୍ଡାର ଖୋଲି ଥିଲା କାଇଁ କିଛି ତ ହେଇନି। କି ଛୋଟ ପ୍ରକୃତି ର ଲୋକ ଓଡ଼ିଶା ରେ ଭଗବାନ୍ ଙ୍କୁ ନେଇ କାଇଁ ରାଜନୀତି କରୁଛ। ଏମିତି କାଇଁ ଭାବୁନ ଯେ ସେବାୟତ ଙ୍କ ଗୋଡ଼ ଖସି ଯାଇ ଏମିତି ହେଇଛି। ସେ ତ ଭଗବାନ୍ ସେ ସବୁ ଜାଣନ୍ତି। ଭଗବାନ୍ ଙ୍କ ଠାରୁ ତମେ ସଳେ ଅଧିକ ଭାବି ଦଉଚ।

  • @suchismitabiswal8470
    @suchismitabiswal8470 Před 15 dny +13

    କିଛି ହୋଇନାହିଁ ବଳିଆ ଅଛନ୍ତି କାଳିଆ ଅଛି

  • @SMILAN_143
    @SMILAN_143 Před 15 dny +24

    ବ୍ୟସ୍ତ ହୁଅନି ସମୟ ଖୁବ୍ ନିକଟରେ ମାଝି ଶାସନରେ ସବୁ ଯିବେ ସିଝି 😂😂😂😂

    • @anandamohakuda4943
      @anandamohakuda4943 Před 15 dny

      😅😅

    • @nakulnaik1423
      @nakulnaik1423 Před 15 dny +2

      ସବୁ କାଳିଆ ଙ୍କ ଲୀଳା, ରାଜନୈତିକ ମାନସିକତା ନେଇ କୌଣସି ବ୍ୟକ୍ତି ନିର୍ଦ୍ଧିଷ୍ଟ କି ସରକାର ଙ୍କୁ ଦାୟୀ କିମ୍ବା ଆକ୍ଷେପ କରିବା ଆଦୌ ଠିକ ନୁହଁ, କାରଣ ତୁମ ଭଳି ମ୍ଳେଛ ଙ୍କ ପାଇଁ ହିଁ କଳ୍କୀ ଜନ୍ମ 🙏🙏ଜୟ ଜଗନ୍ନାଥ 🙏🙏🙏🙏

    • @SantaliKingOfficial
      @SantaliKingOfficial Před 15 dny

      ଟିକେ କହିବେ କି କେଉଁ ସରକାର ଥିଲେ ଲୋକ ସିଝୁ ନଥିଲେ, ଆଉ ଏଥର କେଉଁ ସରକାର ରହିଥିଲେ ସେ ଲୋକ ଜମା ସିନି ନଥାନ୍ତା?

  • @DeepakkumarParida-y6i
    @DeepakkumarParida-y6i Před 15 dny

    Bahuta badhia maa

  • @sureshjena-zp3cv
    @sureshjena-zp3cv Před 13 dny

    Jay jaganatha mahaprabhu kala thakura🌼🌸🚩🚩🚩 🌼🌺🌻🌿🦚🌿🦚🌿🦚🌹💐🍌🥭💐🌸🌼🌺🌻✋🤚🙏🙏🙏🙏🌹💐🍎🥥🍊

  • @dhananjayhotta8857
    @dhananjayhotta8857 Před 15 dny +2

    Right 👍

  • @brajakishorepadhi4022
    @brajakishorepadhi4022 Před 15 dny +15

    ଜଣେ କହିବ ଖୋଲ ଜଣେ କହିବ ଖୋଲ ନାହିଁ। ସତ୍ଯ ପ୍ରକାଶିତ ହେଉ ଧର୍ମ ର ଜୟ ହେଉ। ପୂର୍ବରୁ ରୁ ରତ୍ନ ଭଣ୍ଡାର ରତ୍ନ ଗଣା ଯାଇଥିଲା।

    • @mayurakshinayak1638
      @mayurakshinayak1638 Před 15 dny

      Agarubi khola heithila kintu prabhu nakara muksha rantna bhandara khola jainahi ajijae seita gupttare achhi taku kholibaku bjp chahuchi kan pai

    • @mayurakshinayak1638
      @mayurakshinayak1638 Před 15 dny

      Niriha loka mananku nei rajaniti karucha taparebi mana santihauni bhagaban nku nei rajaniti karucha

  • @abakashmangaraj7585
    @abakashmangaraj7585 Před 15 dny

    ଅତିସୁନ୍ଦର କଥା କହିଲେ ଭଉଣୀ ନିରାଟ ସତ୍ୟ କଥା

  • @user-uw5wp8lr1w
    @user-uw5wp8lr1w Před 15 dny

    Right maa❤

  • @user-ue5oj3rj4d
    @user-ue5oj3rj4d Před 15 dny +3

    Right 100%

  • @mikuvlogstuber
    @mikuvlogstuber Před 15 dny +8

    She is Right ❤jay Jagannath 🙏🚩

  • @sampaddas5827
    @sampaddas5827 Před 15 dny +2

    ସେ ଲୀଳା ମୟ ତାଙ୍କ ଲୀଳା କେହି ଜାଣିପାରନ୍ତି ନାହିଁ ଏହା ବି ତାଙ୍କର ଲୀଳା ଠିକ୍ ସମୟ ଆସିଲେ ସେ କହିଦେବି । କିନ୍ତୁ ଓଡ଼ିଆ ଜାତି ର ମାନ ଆଜି ଚାଲିଗଲ 😮

  • @realsachai5406
    @realsachai5406 Před 15 dny

    Yes, everything started welcome to Kalki yuga 🔱🚩

  • @saratranjanbehera6661
    @saratranjanbehera6661 Před 15 dny +12

    ବୋଧେ ନବୀନ ସରକାର ଅବା ତା ପୂର୍ବ ସରକାରରେ ଏମିତି ଅଘଟଣ କେବେ ହୋଇ ନ ଥିଲା... ଏମିତି ଅଘଟଣ ମୋହନ ସରକାର ର ଅପୂର୍ବ ସଫଳତା ବୋଲି କହିବା..... 👍

  • @kalyanpanda5885
    @kalyanpanda5885 Před 15 dny +16

    ଅସାଧାରଣ ମହିଳା

  • @narayandas369
    @narayandas369 Před 15 dny +1

    କେଉଁ ମାଲିକାର ଲେଖା ପଢି ଥିଲୁ

  • @jagabandhumajhi-km1rn
    @jagabandhumajhi-km1rn Před 15 dny

    ଭଗବାନ ଯଦି ଏମିତି କରୁଛନ୍ତି ତା ହେଲେ ମୁ ଚାକିରୀ କରୁନି କଣ ପାଇ ଭଗବାନ ତୁମ ପାଇ ହେଇଛି

  • @khageswarseth3165
    @khageswarseth3165 Před 15 dny +3

    Jai jagnnath dekha bjp sarkar chari duar kholiba ra parinati

    • @santoshkumarpanda9968
      @santoshkumarpanda9968 Před 15 dny

      Pura thik kahila bhai 😊 bhagwan ka name ku neiki rajaniti kale emiti haba

  • @truptiranjan863
    @truptiranjan863 Před 15 dny +6

    ଜୟ ଶ୍ରୀ ଜଗନ୍ନାଥ 🙏🏻 ରତ୍ନ ଭଣ୍ଡାର ଖୋଲା ହେବ ମାନେ ଆହୁରି ଅଧିକ ହେବ, ଘରେ ଘରେ ଚୋର ଡକାୟତ ପଶିବେ,ନାରୀ ନିର୍ଯାତନା,ରାହାଜାନୀ ଅଧିକ ହେବ ଓ ଓଡ଼ିଶାର ଜଣେ ମୂଖ୍ୟ ବ୍ୟକ୍ତି ବିଶେଷଙ୍କ ଦୁର୍ଘଟଣା ହେବ 😢

  • @tophanmandal1982
    @tophanmandal1982 Před 15 dny

    Maa nku dhanyabad ete Gyan janithibaru tumaku bahut dhanyabad

  • @Madhumadhu-qq5wi
    @Madhumadhu-qq5wi Před 15 dny

    Pura Satya 🙏🙏🙏🚩🚩

  • @hirosethi8929
    @hirosethi8929 Před 15 dny +20

    ଶ୍ରୀମନ୍ଦିର ର ଚାରିଦ୍ୱାର ଖୋଲିବା ଫଳରେ ଏହି ଅଘଟଣ ଘଟୁଛି ,ଆଗରୁ କେବେ ଏମିତି ହୋଇନାହିଁ

    • @BMJVLOG143
      @BMJVLOG143 Před 15 dny +3

      Charidwar kana pain heichi ... bandh kariki rAkibar tile dwar khainki karutile😂

    • @i_amhbb
      @i_amhbb Před 15 dny +2

      ​@@BMJVLOG143 re murkha google kara janibu jadi 22 pahacha deiki jaanti mokhsya mile...
      Sigha dwara deiki prabesh kale bhala hue..
      Kebela gajapati jane hin matra south gate deiki jaanti..
      Jadi singha dwara deiki jibe baja bajani bajeiki jibe.. ama prachin parampara eta

    • @dillipdillip5471
      @dillipdillip5471 Před 15 dny +1

      ତୁ ବଡ଼ ପଣ୍ଡିତିଆଣି, କୋଉଠୁ ଶିଖିଲୁ ସବୁ,

    • @debabissi4623
      @debabissi4623 Před 15 dny

      Charidwar kebethu band au kebethu khola thila ki

    • @khitishkumaramanta9301
      @khitishkumaramanta9301 Před 15 dny

      Pagal,tu,gote,pandu,ra,chatukar,bodhe,murkha,4dwara,sadabele,khola,thila, carona pain,bandha,thila,😊😊😊

  • @chhatishchandramohanta3776

    BJP sasan Odisha ku maha bipad ra abhas....

  • @BasantiMahapatra-me8kc
    @BasantiMahapatra-me8kc Před 15 dny +2

    ଚାରିଦ୍ଵାର ଆଗରୁ ଖୋଲା ହୋଇଥିଲା ନା ଏବେ ଖୋଲିଲା।

  • @Swagatika5889
    @Swagatika5889 Před 15 dny

    Pravu Ama bhul ku kshyam Kari Diantu eia sansara ku rakshya karantu 🙏🙏🙏😢😢

  • @SubratSarangi-lh5iz
    @SubratSarangi-lh5iz Před 15 dny +3

    ଅ ଅଲକ୍ଷଣା ସରକାର ଆସିଲା ଏମିତି ହେଲା...

  • @JPMD_RAJEEB
    @JPMD_RAJEEB Před 15 dny +9

    ମାଉସୀ ତୁମେ ତ ନନ୍ଦିଘୋଷ Tv ମାଧ୍ୟମରେ ପୋପୁଲାର ହେଲ ଆଉ ଅସୁବିଧା କଣ,
    ଏବେ ତୁମେ CZcams ରେ ଗୋଟେ channel ଖୁଲ, ଆଉ ମାଳିକା ଵିଚାର କର ଆମ୍ଭେ ମାନେ ଦେଖିବୁ,
    ଜୟ ଜଗନ୍ନାଥ 🙏🙏🙏

  • @balaramjena7773
    @balaramjena7773 Před 15 dny

    Thank u maa

  • @user-ku5on9pv6m
    @user-ku5on9pv6m Před 15 dny +3

    Thhik madam

  • @user-sj6vw5kw7h
    @user-sj6vw5kw7h Před 15 dny +3

    ଏ ମା ଜାହା କହିଛନ୍ତି ସତ୍ୟ ଜୟ ଜଗନ୍ନାଥ

  • @rajusahoo4960
    @rajusahoo4960 Před 14 dny

    ଠିକ୍ କଥା ବଡ଼ ଠାକୁର ପଡିଯିବା ଆଗକୁ କିଛି ବିପଦର ସଂକେତ ଦେଉଛି ଦୟାକରି ଠାକୁରଙ୍କ ସଂରଚନାରେ ରାଜନୀତି ଆଣତୁନି। ଜୟ ଜଗନ୍ନାଥ

  • @sahoolyricsstatus1649
    @sahoolyricsstatus1649 Před 15 dny

    Thik katha jay Jagannath

  • @facetoface2156
    @facetoface2156 Před 15 dny +5

    ମୁହଁ କୁ ଲାଜ ନାହିଁ । ମାଳିକାର କେଉଁ ପୃଷ୍ଠାରେ ଲେଖା ଅଛି ମାତେ ?? ଈଶ୍ୱରଙ୍କ ପ୍ରତି ଭକ୍ତି ରହୁ । କିନ୍ତୁ ଦେଖି ବୁଝି ଯୁକ୍ତି ସଙ୍ଗତ ଓ ତର୍କସିଦ୍ଧ ହେଲେ ଯାଇ ଗ୍ରହଣ କରନ୍ତୁ । ପଛପଟୁ ଦଉଡି ଟା ଠିକ୍ ସେ ଭିଡ଼ି ନ ଥିଲେ କି ହାତରୁ ଖସି ଗଲା ବୋଲି ବଡ଼ ଠାକୁର ଟିକେ ମୁହଁ ଝୁଙ୍କି ଯାଇ ସେବାୟତଙ୍କ ଉପରେ ପଡିଗଲେ.... । ପ୍ରାୟ ତିନିଦିନ ହେଲା ରଥ ଉପରେ ବସି ବସି ଢାଇଁ ଢାଇଁ ଘଣ୍ଟ , ଲୋକ କୋଳାହଳରେ ରହି ରହି ମୁଣ୍ଡ ଟିକେ ବୁଲେଇ ଦେଲା...ଠାକୁର ଟିକେ ଝୁଙ୍କି ପଡ଼ିଲେ.... କିଛି ଅସୁବିଧା ନାହିଁ.... ଏଇତ ଲୀଳା ଆଉ କଣ ?? ଭୁଲ୍ କାହାର ??
    "ନିଜେ ନିଜକୁ ହିଁ ରକ୍ଷା କର
    ଆମେ ତ ଛାର ମଣିଷ ମାତର"

    • @mysarthakcreations
      @mysarthakcreations Před 15 dny

      He Mahabahu sabu ta tuma lila🙏🙏🙏

    • @sushantkumarmoharana7567
      @sushantkumarmoharana7567 Před 15 dny

      ଆଜ୍ଞା ପ୍ରଣାମ ଆପଣ ଠିକ୍ କଥା ଟି ଲେଖୀ ଛନ୍ତି।

    • @Stutee24
      @Stutee24 Před 15 dny

      Pura thik katha kahichanti🙏🙏

  • @kumarprahllada6197
    @kumarprahllada6197 Před 15 dny +3

    ଏମିତି ଖବର ଏବେ କେବଳ ବିଜେଡ଼ିର ନନ୍ଦିଘୋଷ ନ୍ଯୁଜ୍ ଚ୍ୟାନେଲ୍ ହି ଦେଇ ପାରିବ।

  • @user-ct3fh2bp3y
    @user-ct3fh2bp3y Před 15 dny

    Right kahuchhanti maa bipada madiasilani🙏🙏

  • @jharjhuricreations7524

    ପୁରୀ ରେ ଅତି ଅନ୍ୟାୟ ଅତ୍ୟାଚାର ହଉଛି, ଆଉ ସେଠି କାର ପଣ୍ଡା ମନେ ବି ଲକଙ୍କ ଠୁ ଲୁଟି କି ନେଉଛନ ବୋଲି ଏମିତି ଘଟଣା ଘଉଟିଛି, କଥାରେ ଅଛି ଭଗବାନ ଯାହା କରନ୍ତି ପ୍ରାଣୀ ର ମଙ୍ଗଳ ପାଇଁ

  • @dashingdebasish3312
    @dashingdebasish3312 Před 15 dny +3

    ଯୋଡ଼ି ଶଙ୍ଖ ର ନିଶା ଏବେ ଯାଏଁ ଯାଉନି😂

  • @rajeshofficialnk4709
    @rajeshofficialnk4709 Před 15 dny +3

    BJP andha bhakt zindabad 😂😂😂😂😂

  • @Jagannath123-wr2so
    @Jagannath123-wr2so Před 15 dny

    ପଣ୍ଡ ମାନେ ବହୁତ ଅନ୍ୟIୟ କରୁଚନ୍ତି ଭାଇ

  • @debendrakumar5560
    @debendrakumar5560 Před 15 dny

    Jay jagannath 🙏💐💐🙏 really right and true 🙏👍

  • @saradapatro6820
    @saradapatro6820 Před 15 dny +4

    BJP Sarkar Hatao Odisha Ku Bacho Jaya Jagannath 🙏🙏🙏

  • @ycrajcreation3370
    @ycrajcreation3370 Před 15 dny +4

    ମାଳିକାରେ କେତେ ନମ୍ବର ପୃଷ୍ଠା ରେ ଲେଖା ହୋଇଛି ତୁମେ ପଢ଼ିଛ କହିଲ
    ମୋ ଘର ନେମାଳ
    ଦୟାକରି ମାଳିକା କୁ ଏତେ ସସ୍ଥା କରନି 😢😢😢

  • @lochanp7781
    @lochanp7781 Před 15 dny +1

    ଶ୍ରୀ ରାମ ଶ୍ରୀ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରିବା ପ୍ରଭୁ ସହି ପାରୁନା ହେନ୍ତି ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕ 🙏🏻🙏🏻🙏🏻

  • @mscreation695
    @mscreation695 Před 15 dny

    Maa apanaku prnam hueta bhagabana apananka madhya mare desa basinku sachetana karauchanti

  • @pradipbera2753
    @pradipbera2753 Před 15 dny +4

    ଏଇ ମାଡ଼ମ କୋଥା ବେକାର୍ କିଛି ଭେଲୁ ନାହିଁ

  • @sangramdehuri3786
    @sangramdehuri3786 Před 15 dny +3

    ବହୁତ ଗପୁଛ
    ଜାଣିକି କୁହ ମାଉସୀ
    ତମ ମୁହଁ କୁ ଲାଜ ନାହିଁ
    ଛି ଛି ଛି

  • @sujitpradhan2624
    @sujitpradhan2624 Před 15 dny

    Ekdam thik katha

  • @minakumaripatra-rg9ed
    @minakumaripatra-rg9ed Před 15 dny

    Thik kotha maa

  • @nabakishordasrakesh
    @nabakishordasrakesh Před 15 dny

    Jay jagannath 🙏

  • @papuni839
    @papuni839 Před 15 dny

    100% Right

  • @pratapsahoo1574
    @pratapsahoo1574 Před 15 dny

    ପ୍ରକୃତ କଥା ହଉନ ସେବାରେ କିଛି ଭୁଲ ରହିଗଲା

  • @mohansahoo3942
    @mohansahoo3942 Před 15 dny +1

    ଲେଖା ଅଛି ହବ🙏🙏🙏🙏🙏🕉️🕉️🕉️🕉️

  • @user-gj3wd2gh9i
    @user-gj3wd2gh9i Před 15 dny

    i miss you nabini sar i miss you 😢😢😢