Rupa Madhuri 3 | Jagannath Mahima | Dr. Ashutosh Prasad Mishra | Odisha365

Sdílet
Vložit
  • čas přidán 8. 09. 2024
  • କାଠର ଦେହକୁ ପଥର ଛାତି, କଳା ମୁହଁ ସତେ ଉଆଁସ ରାତି, ତଥାପି କାହିଁ ଦିନେ ନଦେଖିଲେ ଏମନ୍ତ ବଦନ, ମନ ମୋର...
    #jagannath #jagannathmahima #odisha365 #DrAshutoshPrasadMishra

Komentáře • 269

  • @ODISHA365
    @ODISHA365  Před 2 lety +31

    ଜୟ ଜଗନ୍ନାଥ
    ଭଲ ଲାଗିଲେ ଲାଇକ ଓ ସେୟାର କରିବାକୁ ଭୁଲିବେନି।

  • @rambabubagati7835
    @rambabubagati7835 Před 2 lety +12

    ଅତି ସୁନ୍ଦର ଆଶୁତୋଷ। ଆପଣଙ୍କୁ ଶତ ନମସ୍କାର 🙏। ଇଛା ହେଉଛି, ଆପଣଙ୍କ ଏମିତି ଠାକୁରଙ୍କ କଥା ଶୁଣି ଶୁଣି ଚାଲିଯାଉ ଏ ଜୀବନ।🙏 ସତରେ ଆପଣଙ୍କ କଥା ସାକ୍ଷାତ ଜଗନ୍ନାଥଙ୍କ ସାନିଧ୍ୟ।

  • @paras1prihan
    @paras1prihan Před 2 lety +18

    ଆପଣଙ୍କ କହିବା ଶୈଳୀ ସତରେ ବହୁତ୍ ମନଛୁଆଁ,ଏମିତି
    କହୁଥାନ୍ତୁ ଆମେ ଏମିତି ଶୁଣୁ ଥାଉ।
    ଜୟ ଜଗନ୍ନାଥ ଜୟ କୁଞ୍ଜବିହାରୀ

  • @himanshurana3157
    @himanshurana3157 Před 2 lety +15

    ଆଧ୍ୟାତ୍ମିକ ଓ ଧର୍ମ ର ପ୍ରସାର ଓ ବିକାଶ କରୁଥିବା Odisha 365 ର ସମସ୍ତ ସଦସ୍ୟ ମାନଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏻🙏🏻🙏🏻

  • @NabinPratihari-rt6my
    @NabinPratihari-rt6my Před 6 měsíci +2

    Sir ଆପଣଙ୍କ ପ୍ରବଚନ ଶୁଣି। ମନ ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅନୁଭୂତି ଆସିଯାଇଛି। ଆପଣଙ୍କୁ ବହୁତ ଧନ୍ୟବାଦ sir 🙏🙏

  • @pradeshkumarsahoo1877
    @pradeshkumarsahoo1877 Před rokem +4

    ଧନ୍ୟ ମହାପ୍ରଭୁ ଧନ୍ଯ ତୁମ ଲୀଳା 🙏🙏🙏🙏🙏ଆଶୁତୋଷ ବାବୁ ଭାଗବାନ ଆପଣଙ୍କୁ ଦୀର୍ଘ ଆୟୁ କରାନ୍ତୁ, ଆପଣଙ୍କ ଉପସ୍ଥାପନା ଶୈଳୀ ଅତ୍ୟନ୍ତ ମନମୁଗ୍ଧକର l 🙏🙏🙏ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @smitapattnaik3000
    @smitapattnaik3000 Před 2 lety +11

    ଜୟ ଶ୍ରୀଜଗନ୍ନାଥ ସ୍ୱାମୀ🙏🙏
    ବହୁତ ସୁନ୍ଦର ଲାଗିଲା ଶୁଣିକି👌👌
    ମହାପ୍ରଭୁ ଭଲରେ ରଖନ୍ତୁ ଆପଣଙ୍କୁ ଆଶୁତୋଷ ସାର୍🙏🙏

  • @sukantiranipadhi5776
    @sukantiranipadhi5776 Před 2 lety +2

    ଆପଣଙ୍କ ବର୍ଣ୍ଣନା ଓ ଉପସ୍ଥାପନା ମନ ଛୁଆଁ ଏବଂ ହୃଦୟସ୍ପର୍ଶୀ ଆପଣଙ୍କ ଠୁ ଜଗନ୍ନାଥ ମହାପ୍ରଭୁଙ୍କ ବର୍ଣ୍ଣନା ଶୁଣି ମନ ଭକ୍ତି ଓ ଆନନ୍ଦ ରେ ପୂର୍ଣ୍ଣ ହୋଇଗଲା ବାରମ୍ବାର ଶୁଣି ବାକୁ ଇଚ୍ଛା ହେଉଛି ଜଗନ୍ନାଥ ଆପଣଙ୍କ ର ମଙ୍ଗଳ କରନ୍ତୁ 🙏🏻🙏🏻🙏🏻👌🌺

  • @bijayanandapanda2658
    @bijayanandapanda2658 Před 2 lety +2

    ହେ ମୋର ଅନ୍ତର୍ଯ୍ୟାମୀ।

  • @user-vz1gz9hl3t
    @user-vz1gz9hl3t Před 2 lety +8

    କୋଉଠୁ କେଜାଣି ଆପଣଙ୍କ କଥା ଶୁଣୁ ଶୁଣୁ ଆଖିରୁ ବୋଧ ହୁଏ୧୦ଥର ପରେ ଲୁହ ଆପେ ଆପେ ବୋହି ଆସୁଥିଲା, ମୁଁ ବି ବୁଝିପାରିଲିନି କଣ ଏତେ ପାଣି ବୋହୁଛିଆଖିରୁ, ପରେ ବୁଝିଲି ତାଙ୍କ ଭାବରେ ହଜିବାର ଲୁହ ଗୁଡା ଯାହା ବୋହିଯାଉଛି, ଜୟ ଜଗନ୍ନାଥ ସ୍ୱାମୀ

  • @sunilpradhanlipu676
    @sunilpradhanlipu676 Před 2 lety +2

    ଭାବର ଠାକୁର ପ୍ରଭୁ ଜଗନ୍ନାଥ ସ୍ଵାମୀ
    ଜଗତର ମଙ୍ଗଳ କରନ୍ତୁ

  • @sabitapanigrahi4406
    @sabitapanigrahi4406 Před 2 lety +8

    Jai Jagannath 🙏🙏🙏🙏ଲୀଳାମୟ କାଳିଆର କଥା ଯେତେ ଶୁଣିଲେ ଇଛା ହେଉଛି ଅଧିକ ଶୁଣିବାକୁ l ମନ ସାଙ୍ଗରେ ଆତ୍ମା ମଧ୍ୟ ପୁଲକିତ ହୋଇଉଠୁଛି l କାଳିଆ କଥା ଭାରି ସୃତି ମଧୁର, ଆତ୍ମତୃପ୍ତି ଦାୟକ, ତେଣୁ ସାର ଶୀଘ୍ର ଭିଡିଓ ନେଇ ଆସିବେ, ଅନୁରୋଧ ରହିଲା l

  • @swapnaranisahoo2005
    @swapnaranisahoo2005 Před 2 lety +8

    ବହୁତ ସୁନ୍ଦର, ବହୁତ ଭାବମୟ ❤️❤️❤️
    ମୋ ପ୍ରଭୁ 🙏🏻🙏🏻🙏🏻

  • @satyabratadas9405
    @satyabratadas9405 Před 2 lety +2

    Jay Jagannath,
    Bhahut kusi,, Jagannath nka ra asirbad apank upre achi, karan apan kalia ra bhakti badauchanti..
    Jay Jagnnath

  • @subashmishra5616
    @subashmishra5616 Před rokem

    ମହାପ୍ରଭୁ ଜଗନ୍ନାଥଙ୍କ ମହିମା କୀର୍ତ୍ତନ ଡ, ଆଶୁତୋଷ ପ୍ରସାଦ ମିଶ୍ର ଯେପରି ସ୍ୱତଃସ୍ଫୁର୍ତ ଭାବରେ ନିବେଦନ କରିଛନ୍ତି ଭକ୍ତ ଜନର ହୃଦୟ ତନ୍ତ୍ରିକୁ କାଳିଆ ସାଆନ୍ତ ଆଚ୍ଛନ୍ନ କରି ଏକ ଅନିର୍ବଚନୀୟ ଆନନ୍ଦ ପ୍ରଦାନ କରି ବିମୋହିତ କୃତାର୍ଥ କରିଦିଏ । ଧନ୍ୟ ମହାବାହୁ ଧନ୍ୟ ତୁମର ଲୀଳା ଅମୃତ । କୋଟି ପ୍ରଣାମ ଜୟ ଜଗନ୍ନାଥ

  • @prakasinidas8188
    @prakasinidas8188 Před 2 lety +5

    ଜୟ ଜଗନ୍ନାଥ,ଆପଣ ହସ ହସ ମୁଁହରେ ଯେତେବେଳେ ମହାପ୍ରଭୁଙ୍କ ଲୀଳାମାଧୁରୀ ବର୍ଣ୍ଣନା କରନ୍ତି,ଆପଣଙ୍କୁ ଦେଖିଲେ ଏକ ସ୍ନେହଭାବ ଆସେ ମନରେ।ଏମିତି ଭାବର କଥା କହୁଥାନ୍ତୁ,ତାଙ୍କ ପ୍ରେମରେ ହଜାଉଥାଆନ୍ତୁ।ସତରେ ତାଙ୍କ ଚକା ଆଖିକୁ ଦେଖିଲେ ସେଇପ୍ରକାର ଅନୁଭବ ହୁଏ,ସବୁ ଭୁଲିହେଇଯାଏ

  • @rudraacharya4020
    @rudraacharya4020 Před 2 lety +1

    ଅବର୍ଣ୍ଣନୀୟ ଜଗନ୍ନାଥଙ୍କ ରୂପକୁ ବର୍ଣ୍ଣନା କରିବାର ଅଦ୍ଭୁତ କଳା, ଆପଣଙ୍କୁ ବହୁତ ଅଭିନନ୍ଦନ, ପ୍ରଣାମ ।

  • @jagannathsahu1087
    @jagannathsahu1087 Před 2 lety +1

    Wah wah bahut bhala lagila. Mahaprabhu nka kripa

  • @SachidanadaNanda
    @SachidanadaNanda Před 10 měsíci

    ସବୁ ବେଳେ ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଶୁଣିବାକୁ ମନ 🙏🙏🙏🙏🙏🙏

  • @chandankumarjena9286
    @chandankumarjena9286 Před 2 lety +3

    ମୋ ପ୍ରଭୁ ଜଗନ୍ନାଥ,
    ସେ ଯେ ଅନାଥର ନାଥ।
    🙏😢😢😢😢😢😢🙏
    ଯାହାର ବନ୍ଧୁ ଜଗବନ୍ଧୁ,
    ସେ ଲଙ୍ଘି ପାରେ ଦୂର ସିନ୍ଧୁ।
    🙏😢😢😢😢😢😢🙏
    🙏😢😢😢😢😢😢😢😢😢😢🙏
    🙏😢❤️ମୋ ବନ୍ଧୁ ଜଗବନ୍ଧୁ❤️😢🙏
    🙏😢❤️ମୋ ପ୍ରଭୁ ମହାପ୍ରଭୁ❤️😢🙏
    🙏😢ଭାବ ବିନୋଦିଆ ଭାବର ଠାକୁର😢🙏
    🙏😢 ଶରଣ ମାଗୁଛି ପୟରେ ତୁମ୍ଭର 😢🙏

  • @meghnatgarnayak7039
    @meghnatgarnayak7039 Před 2 lety +4

    ଜୟ ଜଗନ୍ନାଥ ପ୍ରଭୁ ଜୟ ଜଗନ୍ନାଥ ତୁମ ପାଦ ତଳେ ମୋ କୋଟି ପ୍ରଣାମ ପ୍ରଣାମ ପ୍ରଣାମ।

  • @matruashishpatra3550
    @matruashishpatra3550 Před rokem +1

    🙏🙏🙏Jay Jagannath Mahaprabhu. 🙏🙏🙏Jay Shree Krishna Radhe Radhe maa Radhe Radhe 🙏🙏🙏Radha RANI ki Jay 🙏🙏🙏..

  • @saubhagyanayak5086
    @saubhagyanayak5086 Před 2 lety +2

    Kaliare tora Jay heu. To karuna eimiti samastanka upare thau. 🙏🙏🙏

  • @bhagyalatapanda2910
    @bhagyalatapanda2910 Před 2 lety +1

    Jay jagannath swami nayan patha gami vaba tuma 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏

  • @ranjeetpradhan6275
    @ranjeetpradhan6275 Před 2 lety +4

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🙌
    ହେ... ମହାପ୍ରଭୁ କାଳିଆ ସାଆନ୍ତ 🛐

  • @sabitaswain5513
    @sabitaswain5513 Před 2 lety +4

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🕉️🙏🙏🕉️

  • @krishnabehera7724
    @krishnabehera7724 Před 2 lety +2

    Jay Jagannath
    Hare Krishna 🌺🌺🌺🌺🌺🌺🌺

  • @nkdaskalika2357
    @nkdaskalika2357 Před 2 lety +6

    Mahaprabhu jay Jagannath koti koti pranam 🙏🙏🙏🙏🙏🙏🙏

  • @sabitapanigrahi6035
    @sabitapanigrahi6035 Před 2 lety +1

    Jai Shree Jagannath, Bhakta prabara amiti Shree Jagannath nku ani ama smamukhare dekheele ame kutartha habu,🙏🙏Jai Shree Jagannath

  • @rashmijena1176
    @rashmijena1176 Před 2 lety +3

    Jay Jagannath Prabhu🙏🙏🙏🙏🙏

  • @jagannathprasad7957
    @jagannathprasad7957 Před 2 lety +4

    Jay Jagannath swami nayana pathagami bhava tume .🙏🙏🙏🙏🙏💐🌻🌺🌸🌼🏵️🌷🥀🌹💖💖♥️💕💞💓

  • @samal2110
    @samal2110 Před 2 lety

    🙏🙏🙏 ଜୟ ଜଗନ୍ନାଥ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଆପଣଙ୍କ ତୁଣ୍ଡରେ ଅତି ମନମୋହକ, ଆଖି ଲୁହରେ ଭରିଯାଉଛି।

  • @godabarimangaraj5027
    @godabarimangaraj5027 Před 2 lety +3

    🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏🙏

  • @akashchandsethi9917
    @akashchandsethi9917 Před 2 lety +3

    ହେ ପ୍ରଭୁ ବଳିଆର ଭୁଜ ତୁମ ପଦ୍ମ ପୟରରେ କୋଟି କୋଟି ପ୍ରଣାମ 🙏🙏🙏

  • @pratimaswain7076
    @pratimaswain7076 Před 2 lety +1

    Iam very very happy to hear from You. Thank you Sir.

  • @mamatabehera4690
    @mamatabehera4690 Před 6 měsíci +1

    Jay Shree Jagannath👏👏👏👏

  • @biswadarsi999
    @biswadarsi999 Před 2 lety +2

    ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ। ସୁନ୍ଦର ବର୍ଣନା ଓ ଉପସ୍ଥାପନା।

  • @shradhashreemahakud1304
    @shradhashreemahakud1304 Před 2 lety +2

    Jay Jagannath 🙏🙏🙏🙏

  • @yogaranjanbehera654
    @yogaranjanbehera654 Před 2 lety +2

    🙌🙌🙌🙌🙌🙏

  • @shantwanadash8008
    @shantwanadash8008 Před 2 lety +2

    ଜୟ ଜଗନ୍ନାଥ❤️🙏🏻

  • @sibasankarparichha9937
    @sibasankarparichha9937 Před 2 lety +2

    jay shree jagannath

  • @saradprasadmohapatra6751
    @saradprasadmohapatra6751 Před 2 lety +2

    ଜଗନ୍ନାଥ ଙ୍କ କୃପା କରୁଣା ସମସ୍ତ ଙ୍କୁ ପ୍ରାପ୍ତ ହେଉ ଏହାହିଁ କାମନା ।

  • @jaganathbehera7135
    @jaganathbehera7135 Před 2 lety +1

    Jai jagannath swami

  • @sudiptakhuntia4238
    @sudiptakhuntia4238 Před 2 lety +1

    Jai jagannath mahaprabhu

  • @swatisucharita3755
    @swatisucharita3755 Před 2 lety +2

    Jay Jagannath swami nayana patha gami bhaba tume 🙏🙏🙏🌹 Bhai apanku pranam 🙏

  • @mamakesapne
    @mamakesapne Před 2 lety

    Bahut sundar laguchhi agyan🙏.mu puri gale mo sahita madhya emiti hue.Jay Jagannath swami🙏🙏

  • @chandananayak4429
    @chandananayak4429 Před 2 lety +2

    🙏🙏 ମୋ ମହାପ୍ରଭୁ 🙏🙏 ଜୟ ଜୟ ଜଗନ୍ନାଥ🙏🙏 କୋଟି ଓଡିଆ ଜାତିର ମଉଡ଼ମଣୀ,,,🙏 କଳା କୁହୁକ🙏🙏ଜୟ ଜଗନ୍ନାଥ,,,🙏🙏

  • @krishnamastivlogs3144
    @krishnamastivlogs3144 Před 2 lety +1

    Dhanya mahaprabhu dhanya apanka lila🙏🙏🙏

  • @aswinipattanaik1904
    @aswinipattanaik1904 Před 2 lety +1

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ ।

  • @anirudhabarik5590
    @anirudhabarik5590 Před 6 měsíci

    .ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🙏🏵️🌸🌺🌹🌷🙏🏵️🌸🌺🌹🌷🙏🏵️🌸🌺🌹🌷

  • @ranumoti8155
    @ranumoti8155 Před 2 lety +1

    Jay jagannath swami nayan pathagami bhaba tume

  • @saratmishra7828
    @saratmishra7828 Před 2 lety +1

    Sir apnanku mor bahut vala lagila

  • @swagatika5954
    @swagatika5954 Před 2 lety +2

    Jai jagannath swami 🙏🙏

  • @manaskumarmaharana24
    @manaskumarmaharana24 Před 2 lety +1

    se manima ta kahniki ete nijara lage kejani
    mo mahaprabhu😭😭😭😭🙏🙏

  • @sarojkumarapatta7212
    @sarojkumarapatta7212 Před 2 lety +1

    Jai jagannath jai mohaprovu

  • @patitakumarchoudhury9855

    ❤ଜୟ ଜଗନ୍ନାଥ ଶରଣାଗତ ❤ କାଳିଆ କରୁଣା ଆପଣଙ୍କୁ କରିନି ଉଣା ❤ଜୟ ଜଗନ୍ନାଥ ❤👍👍👍👍👍🙏🙏🙏🙏❤

  • @dev9805
    @dev9805 Před rokem

    Jai shree jagannath swamy Nayana patha gami bhava tume 🙏🏻 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @studypoint1280
    @studypoint1280 Před 2 lety +2

    Mahaprabhu ete din pare apanka kruparu darsan kali, satare maha prabhu aapana kede sundar❤🙏

  • @Bijayalaxmi-dd6es
    @Bijayalaxmi-dd6es Před 3 měsíci

    🙏🥰 Jai Jagannath Bapa mora 🥰🙏💕💕💕

  • @archana3375
    @archana3375 Před 2 lety +3

    Jay Jagannath 💐💐💐

  • @manjuladash3373
    @manjuladash3373 Před 2 lety

    ଜୟ ଜଗନ୍ନାଥ ବଢ଼ିଆ ଲାଗୁଛି 🙏🙏🙏🙏

  • @himanshurana3157
    @himanshurana3157 Před 2 lety

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ 🙏🏻🙏🏻🙏🏻

  • @PrinceRout-co4io
    @PrinceRout-co4io Před 6 měsíci

    Jay jagananth swami nayanpatha gami vaba tume 🙏🙏🙏🙏🙏🙏🙏🙏

  • @satabdisahoo2463
    @satabdisahoo2463 Před 2 lety +1

    Jay Jay jagannath🙏

  • @SujataSahoo-mn3kd
    @SujataSahoo-mn3kd Před 7 měsíci

    Pranam sir . Jitenbare Maha prabhunku , dikhe taa hun . naya laguchi . Bare bare , awa chaka nayana kue , palake jhPekti bhi naya laguchi . This is real of my life . Pranam sir . aea anubhabe mera .

  • @Family.n.friends
    @Family.n.friends Před 2 lety +1

    ଜୟ ଜଗନ୍ନାଥ 🙏🙏🙏

  • @chandrasekharsahu3959

    😭😭 kn e alokiko feelings kichi b jani hauni akhire luha asi jauchi . kede Sundar se Kalia saanteee tumoku koti koti pranam ..

  • @nayakmandakini7834
    @nayakmandakini7834 Před 2 lety +1

    Jay jagannath 🙏 🙏 🙏

  • @ritupurvasenapati537
    @ritupurvasenapati537 Před 2 lety

    Mahabahu samastankar mangala karantu🙏jai JAGANNATH🙏

  • @saiSai-fd7xk
    @saiSai-fd7xk Před 2 lety

    Jay jagannath swami nayan path gami vabatu me 🙏🌹🙏🌹🙏🌹🙏🙏🙏🙏

  • @mathsphere3663
    @mathsphere3663 Před 2 lety

    Jai Jagannath prabhu nirata satya satya satya

  • @mahaprabhu4458
    @mahaprabhu4458 Před 2 lety +1

    ମଣିମା🙏

  • @jayjagannathbhajan5819
    @jayjagannathbhajan5819 Před 2 lety +1

    Jay jagannath swami nayan patha gami bhaba tume hari bola

  • @NabinPratihari-rt6my
    @NabinPratihari-rt6my Před 6 měsíci

    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ଓଁ ନମଃ ଭଗବତେ ବାସୁଦେବାୟ ବୋଲ ସର୍ବେ ଆନନ୍ଦେ ଏକବାର ହରିବୋଲ 🙏🙏

  • @lopamudrasamantaray3481
    @lopamudrasamantaray3481 Před 2 lety +1

    Jay jagannatha 🙏🙏

  • @sanghamitramishra6788
    @sanghamitramishra6788 Před 2 lety +1

    Jai jagganath 🙏🙏

  • @saratmishra7828
    @saratmishra7828 Před 2 lety +1

    Pranam swami ji

  • @rajalaxmidash5710
    @rajalaxmidash5710 Před 2 lety

    Ate Sundar katha share karuchhanti. Sethipai bahut bahut dhanyawad.

  • @pratapmahanta3638
    @pratapmahanta3638 Před 2 lety +1

    Jay share jagannath

  • @paltasingh420
    @paltasingh420 Před 2 lety +1

    ଡାକ୍ତର ବାବୁ ଗୋଟେ ଥର ମହା ପ୍ରଭୁ ଙ୍କ ରୂପ ମାଧୁରୀ ବର୍ଣ୍ଣନା କରନ୍ତୁ ହିନ୍ଦୀ ଭାଷା ରେ ମୋ ହିନ୍ଦୀ ଭାଷୀ ବନ୍ଧୁ ମାନଙ୍କ ପାଇଁ, ବହୁତ୍ utaknthita ସେମାନେ ଶୁଣିବା ଲାଗି

  • @drpandapk
    @drpandapk Před 2 lety

    Jai shree jagannath mahaprabhu 🙏🙏🙏

  • @spinmohanty4017
    @spinmohanty4017 Před 2 lety +2

    Thik katha kahile shreemandir gala pare ki6i mane padeni kn dukha janeibi...

  • @rinkudash9478
    @rinkudash9478 Před 2 lety

    ଅତି ସୁନ୍ଦର ବ୍ୟାଖ୍ୟା🙏🙏🙏

  • @trilochanbehera105
    @trilochanbehera105 Před 2 lety +1

    ଜୟ ଜଗନ୍ନାଥ

  • @sandhyamohanty6688
    @sandhyamohanty6688 Před 2 lety

    Jay Jagannath Swami Nayan Path Gami Bhaba Tume .

  • @pramilapani9960
    @pramilapani9960 Před 2 lety

    JAY JAGANNATH KOTI KOTI PRANAM AAPANANKU🙏🙏🙏🙏🙏

  • @anupamabehera5565
    @anupamabehera5565 Před 2 lety +1

    Mo prabhu

  • @prasantaswain2296
    @prasantaswain2296 Před 2 lety

    Dr ashutosh mishra mora priya pravachaka Jay jagannath

  • @sibashankarnayak9689
    @sibashankarnayak9689 Před 11 měsíci

    Jay Shree Jagannath Swami 🙏🏻🙏🏻🙏🏻🙏🏻🌹🌹🌹🌹

  • @rabindranathpradhan4378

    K
    Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏

  • @paltasingh420
    @paltasingh420 Před 2 lety +2

    କାଳିଆ ସାଆନ୍ତ ଙ୍କ ଜୟ ହେଉ 🙏

  • @satyabratapanda3137
    @satyabratapanda3137 Před 2 lety

    jai jagannatha swami nayana pathagami bhava tume ♥️♥️♥️

  • @pokemonpiku5439
    @pokemonpiku5439 Před 2 lety +1

    Pjay jagannath

  • @mousumiswain5611
    @mousumiswain5611 Před 2 lety

    Jay jagannath swami 🙏🙏🙏🙏🙏🙏💞💞💞💞💞

  • @prasantatripathy1228
    @prasantatripathy1228 Před 9 měsíci

    Omm Jagannatha Bidmahe Daru Rupae Dhimahi Tano Brahma Prachodayat Omm

  • @pushpanjalisahu3137
    @pushpanjalisahu3137 Před rokem

    Jay sri jagannath swami 🙏🙏🙏

  • @kanhucharanswain524
    @kanhucharanswain524 Před 2 lety +2

    Jay Jagannath ❤️❤️❤️😭😭😭😭🙏🙏🙏🙏

  • @jyotsnaranibehera6813
    @jyotsnaranibehera6813 Před 2 lety

    🙏 Jay shree Jagannath Mahaprabhu ki Jay 🙏

  • @kirtirsaho1100
    @kirtirsaho1100 Před 2 lety

    ଜୟ ଜଗନ୍ନାଥ ମହାପ୍ରଭୁ ।🙌🙏🙏🙌🙏🙏

  • @anitamohanty481
    @anitamohanty481 Před rokem

    Mahaprabhu anant koti pranam 🙏