ନିମନ୍ତ୍ରଣ ରକ୍ଷା କରି ଝିଅ ବାହାଘରରେ ପହଞ୍ଚିଗଲେ ମହାପ୍ରଭୁ || Lord Jagannath|| Short Story||

Sdílet
Vložit
  • čas přidán 12. 09. 2024
  • ଝିଅବାହାଘର ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ନିମନ୍ତ୍ରଣ ଦେଇ ଆସିଥିଲେ ନବଘନ ମଉସା। ମହାପ୍ରଭୁ କିପରି ତାଙ୍କ ଘରେ ପହଞ୍ଚିଲେ ଶୁଣନ୍ତୁ ପୁରା ଘଟଣା #lordjagannath #shortstory #jagannathpuri #lordjagannathpuri

Komentáře • 4,4K

  • @swainmrutunjay1998
    @swainmrutunjay1998 Před rokem +44

    ଭାଇ ଆପଣଙ୍କୁ ଧନ୍ୟବାଦ. ମୋ ମହାପ୍ରଭୁ ଙ୍କର ଏତେ ସୁନ୍ଦର କାହାଣୀ କହିଥିବାରୁ 🙏.. ସତରେ ଆମ କଳା ଠାକୁର ର ଲୀଳା ବୁଝିବା ଅସମ୍ଭବ..

  • @dillepsamal
    @dillepsamal Před rokem +56

    ମୋ ଦେହ ବି ଶୀତେଇ ଗଲା, ହେ ମହାପ୍ରଭୁ ତୁମ ନୀଳା ସତରେ ମହାନ 🙏🏾🙏🏾🙏🏾🙏🏾

  • @BHAJAMANADadhibamana
    @BHAJAMANADadhibamana Před rokem +11

    ସତରେ ମୋ କାଳିଆ ଠାକୁର କରୁଣା ସାଗର ତାଙ୍କୁ ଯିଏ ଯେପରି ଡାକିଛି ତାଙ୍କ କରୁଣା ଓଜାଡ଼ି ଦେଇଛନ୍ତି
    ଅତି ସୁନ୍ଦର ଉପସ୍ଥାପନା
    ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏

  • @sibanathbehera4764
    @sibanathbehera4764 Před rokem +23

    ସେତ ଅନୁଭବର ଠାକୁର ତାଙ୍କୁ ଯିଏ ହୃଦୟରୁ ଡାକିଚି ସେ ତାଙ୍କର ମହିମା ନିଶ୍ଚୟ ଅନୁଭବ କରିଛି ଜୟ ଜଗନ୍ନାଥ 🙏

    • @susantakumarmahunta1936
      @susantakumarmahunta1936 Před rokem

      Jay shree jagarnath ❤️💪💪🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @soumyaranjandas678
    @soumyaranjandas678 Před rokem +52

    ଆଜ୍ଞା ଏହି କାହାଣୀ ଶୁଣିବା ପରେ ଆଖିରୁ ଲୁହ ଝରିଆସିଲା🥺ହେ ମହାପ୍ରଭୁ ଆପଣଙ୍କ ମହିମା ଅପାର🙏🏻 ସବୁବେଳେ ଆପଣଙ୍କ ଆଶୀର୍ବାଦ ଥାଉ ମୋ ମୁଣ୍ଡରେ🥰🙏🏻ମୋ କାଳିଆ ସୁନା💝

  • @pradeepshortsvideocomedy6379

    ମୋ ଦେହ ଶୀତେଇ ଯାଉଛି ଶୁଣିଲା ବେଳକୁ. ଧନ୍ୟ ତମ ଲୀଳା ପ୍ରଭୁ ଶ୍ରୀ ଜଗନ୍ନାଥ ❤️ 📿🙏🚩⚫❗⚫🚩

  • @chittamishra3157
    @chittamishra3157 Před rokem +301

    ଏ କଥା ଶୁଣି ମୁଁ ଧନ୍ୟ ହୋଇଗଲି ମହାପ୍ରଭୁ, ତୁମକୁ କୋଟି ନମସ୍କାର. 🙏🙏🙏🙏🙏

    • @SanjaySanjay-qi2pf
      @SanjaySanjay-qi2pf Před rokem +1

      A sabu bakar katha ok

    • @manjumanojsortsyoutbevideo2748
      @manjumanojsortsyoutbevideo2748 Před rokem +1

      He kalia saante apanka nila dhanya... Mu aji apanaka ahi ambruta katha suni dhanya heli..... Jay jagannath... 🙏🙏🙏🙏🙏🙏🙏🙏🙏🙏🙏🙏❤

  • @banabasipradhan1170
    @banabasipradhan1170 Před rokem +24

    ଏ ଘଟଣା ଶୁଣି ଆନନ୍ଦ ଅଶ୍ରୁ ବାହାରିଗଲା 🙏🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @vivekanandashikshakendra5409

    ଘଟଣାଟି ଶୁଣି ମୋ ଦେହ ଶୀତେଇ ଯାଉଛି ମୋ ମହାପ୍ରଭୂ ଶ୍ରୀଜଗନ୍ନାଥ 🙏🙏🙏

  • @pkmishra9206
    @pkmishra9206 Před rokem +46

    ଭକତ ବତ୍ସଳ ଭକତର ପାଇଁ,
    କେତେ ଯେ ଲୀଳା ତୁମର ।
    ନୀଳାଦ୍ରି ବିହାରୀ ନୀଳାଚଳ ନାଥ,
    ଧନ୍ୟ ମହିମା ତୁମର ।। 🙏🏻😭🙏🏻
    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻

  • @satyabratsahoo3461
    @satyabratsahoo3461 Před rokem +84

    ମୋ' ପ୍ରଭୁ ଦୟାର ଅସୀମ ସାଗର। ଟିକେ ଭଲପାଇବା ଦେଲେ ସେ ଗୋଟାପଣେ ନିଜର ହୋଇଯା'ନ୍ତି । ଜୟ ଜଗନ୍ନାଥ ।

  • @nitunmoharana2427
    @nitunmoharana2427 Před rokem +18

    ଆଖିରୁ ଲୁହ ଆସିଗଲା ବନ୍ଧୁ ❤️ ସତରେ କାଳିଆ ସାନ୍ତେ ତୁମ ଲୀଳା ଭାରି ବିଚିତ୍ର 🙏🙏🙏🙏 ଜୟ ଜଗନ୍ନାଥ ପ୍ରଭୁ 🙏🙏🙏🙏

  • @sm_muku5404
    @sm_muku5404 Před rokem +326

    ଦେହ ମୋର ଶୀତେଇ ଗଲା ଆଖିରୁ ଲୁହ ବୋହି ଗଲା।ମୋ ମହାପ୍ରଭୁ ଙ୍କର ଲୀଳା ଅତୁଳନୀୟ।ଜୟ ଜଗର୍ନାଥ।🙏

    • @swarnapravakar8706
      @swarnapravakar8706 Před rokem +3

      Satare prbhutume acha

    • @mbbalarambehera7119
      @mbbalarambehera7119 Před rokem +3

      Jay Jagannath Mora bi luha asigala

    • @jayantirana3582
      @jayantirana3582 Před rokem +1

      ସତରେ ପ୍ରଭୁ ତୁମ କୃପା ଅପାର ମୁଁ ଧନ୍ୟ ହୋଇଗଲି
      ଜୟ ଜଗନ୍ନାଥ 🙏🏻🙏🏻🙏🏻 😥😥😥

    • @taranisahu7966
      @taranisahu7966 Před rokem +1

      @@mbbalarambehera7119 no

    • @puspitasethi9282
      @puspitasethi9282 Před rokem +1

      Jai Gagannath 🙏🙏

  • @Happy-mv1kx
    @Happy-mv1kx Před rokem +101

    ସତ ରେ ଭାଇ ମନ ଭିତରେ ଯେତେ ଯାହା ଦୁଃଖ ଥାଉ ଜୋଦି ଆପଣ ଙ୍କ ମୁଖରୁ ପ୍ରଭୁ ଜଗନ୍ନାଥଙ୍କ ମହିମା ଶୁଣିଲେ ସତ ରେ ମନ ଟା ଖୁସି ରେ ଭରି ଯାଉଛି ଜୟ ଜଗନ୍ନାଥ 🙏🙏

  • @sourajitsahoo2900
    @sourajitsahoo2900 Před rokem +1153

    ଯେତେବେଳେ ବି ଆପଣଙ୍କ ର କାହାଣୀ ଶୁଣେ ମୋର ମୋ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆହୁରି ବିଶ୍ୱାସ ବଢ଼ି ବଢ଼ି ଯାଏ ଆଉ ବହି ଆସେ ଆଖିରୁ ଦୁଇ ଟୋପା ଲୁହ ସତରେ ମୋ ପ୍ରଭୁ କେତେ ମହାନ୍ ଜୟ ଜଗନ୍ନାଥ।

  • @prusethpradeep5283
    @prusethpradeep5283 Před rokem +19

    ଯେତିକି ଆଶ୍ଚର୍ଯ୍ୟ ସେତିକି ହୃଦୟ ସ୍ପର୍ଶି l ଧନ୍ୟ ତୁମର ଲୀଳା ଖେଳା ପ୍ରଭୁ l ତୁମକୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏
    ଜୟ ଜଗନ୍ନାଥ

  • @arunakumardas4719
    @arunakumardas4719 Před rokem +162

    ପ୍ରଭୁ ଆପଣଙ୍କ କ୍ଷେତ୍ର ରେ ଆପଣଙ୍କ ଓଡିଶା ରେ ଯନ୍ମ ହୋଇ ଧନ୍ୟ ହୋଇଗଲି ପ୍ରଭୁ 🙏🙏🙏😭😭😭🙏🙏 ଜୟ ଜଗନ୍ନାଥ 🙏🙏🙏

  • @bhubananandabehera2754
    @bhubananandabehera2754 Před rokem +49

    ଜୟ ଜଗନ୍ନାଥ, ଧନ୍ୟ ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା ଘଟଣା ଟି ଶୁଣୁ ଶୁଣୁ ଅସରାଏ ଲୁହ ବୋହି ଗଲା 🙏🙏🙏🙏

  • @paramitasubhadarsini2940
    @paramitasubhadarsini2940 Před rokem +10

    ଧନ୍ୟ ମହାପ୍ରଭୁ । ଧନ୍ଯ ତୁମ୍ଭର ଲୀଳା । ସେ ତ ଭାବର ଠାକୁର। ତୁମ ଚରଣ ରେ କୋଟି ପ୍ରଣାମ ମହାପ୍ରଭୁ 🙏

  • @Fulloflight
    @Fulloflight Před rokem +14

    ସତରେ ହୃଦୟସ୍ପର୍ଶୀ କାହାଣୀଟିଏ ... ଆଖିରେ ଲୁହ ଆସି ଗଲା ଶୁଣିକି ..... ଧନ୍ୟ ମହାପ୍ରଭୁ ମହିମା ତୁମର 🙏🙏🙏

  • @aadhikari7615
    @aadhikari7615 Před rokem +25

    ଧନ୍ଯ ସେ କଳା ଠାକୁର କେତେବେଳେ କାହାକୁ କିଭଳି କରୁଣା କରନ୍ତି ସାଧାରଣ ଲୋକଙ୍କ ପକ୍ଷରେ ବୁଝିବା ମୁସ୍କିଲ🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏

  • @sangitamahapatra4392
    @sangitamahapatra4392 Před rokem +15

    ସତରେ ଲୀଳାମୟ ଙ୍କ ଲୀଳାକୁ କିଏବା ବୁଝିପାରିବ ଏ କଥା ଶୁଣିକି ଆଖି ର ଲୁହ ଝରିଯାଉଛି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻

  • @sushreesangita4827
    @sushreesangita4827 Před rokem +120

    ଶିହରି ଉଠିଲି। ଧନ୍ୟରେ ତୁ ଜଗା! ଧନ୍ୟ ତୋ ଲୀଳା! ଜୟ ଜଗନ୍ନାଥ। 🙏❤️

    • @rakeshsatapathy5803
      @rakeshsatapathy5803 Před rokem +2

      ସତରେ ମୁଁ ଭାବ ବିହ୍ବଳ ହେଇ ଗଲି ,,, 🥺🥺🥺

    • @sushreesangita4827
      @sushreesangita4827 Před rokem

      @@rakeshsatapathy5803 ଜୟ ଜଗନ୍ନାଥ। 🙏

  • @rashmisutar2082
    @rashmisutar2082 Před rokem +11

    ଏ କଥା ଶୁଣି ମୋ ଦେହ ପୁରା ଶୀତେଇ ଗଲା ଆଉ ମୋ ଆଖି ରୁ ଲୁହ ଧାର ଧାର ହେଇ ବୋହିଗଲା ସତରେ ପ୍ରଭୁ ତମେ ମହାନ ଜୟ ଜଗନ୍ନାଥ 🙏🙏ତମକୁ କଟି କଟି ପ୍ରଣାମ 🙏🙏🙏

  • @tapaswinimohanty4709
    @tapaswinimohanty4709 Před rokem +19

    ଅତି ସୁନ୍ଦର ଆଖିରେ ଲୁହ ଆସିଗଲା ♥️🙏 ହେ ପ୍ରଭୁ ସମସ୍ତଙ୍କୁ ସେମିତି ଆଶୀର୍ବାଦ କର 🙏♥️

  • @litunabehera4240
    @litunabehera4240 Před rokem +66

    ଧନ୍ୟ ସେ ଭକ୍ତ ଧନ୍ୟ ମୋ ମହାପ୍ରଭୁ ଙ୍କ ନିଳା 🥺😭
    ଜୟ ଜଗନ୍ନାଥ ମହାପ୍ରଭୁ 🙌🚩

  • @ranjitbehera4815
    @ranjitbehera4815 Před rokem +43

    ଭକ୍ତ ବତ୍ସଳ ଭାବଗ୍ରାହୀ ମୋ କାଳିଆ ସାଆନ୍ତ। ସତରେ ମୋ ଜଗବନ୍ଧୁ ପରି ନାହିଁ ବନ୍ଧୁ କେହି ତ 🙏🏻🙏🏻🙏🏻🙌🙌🙌

  • @baradaprasadbehera
    @baradaprasadbehera Před rokem +1

    ସେ ଭାବର ଠାକୁର, ଏବଂ ତାଙ୍କ ଅଲୌକିକ ଲୀଳା ନିତ୍ୟ ନିଳାଚଳରେ ପ୍ରତ୍ଯକ୍ଷ ରୂପେ ଅନୁଭୂତ ହୁଏ।ମୋ ସହିତ ମଧ୍ୟ ଏମିତି କିଛି ଘଟିଥିଲା।
    ଜୟ ଶ୍ରୀଜଗନ୍ନାଥ ସ୍ବାମୀ। 🙏🙏

  • @rakeshrk189
    @rakeshrk189 Před rokem +179

    ସତରେ କାଳିଆ ସାାଆନ୍ତେ କେଡ଼େ ଲୀଳାମୟ...ଜୟ ଜଗନ୍ନାଥ..

    • @natabardasdas9876
      @natabardasdas9876 Před rokem +6

      ସେପରା ଭକ୍ତ ଭାବରେ ବଧା 🙏 🙏 ମୋ ପ୍ରଭୁ ଜଗନ୍ନାଥ ଅତି ସୁନ୍ଦର 🙏 🙏 ❤️ ହେ ପ୍ରଭୁ ଜଗନ୍ନାଥ ତମ ଚରଣରେ ଶରଣ ପସୁଛି ଜାହା ଇଛା ତମର 🙏 🙏

    • @sabitrichattar6337
      @sabitrichattar6337 Před rokem +2

      Jaye Jagannath 🙏🌷🙏🌷🙏🌷

    • @sankarbehera8056
      @sankarbehera8056 Před rokem +3

      ମୋହାବାହୁ♥️🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🤲🙏🙏🙏🙏🙏🙏🙏🙏🙏🙏🙏🙏🙏ହେମୋହାବାହୁ🥥🤲

    • @chinmayeesamal343
      @chinmayeesamal343 Před rokem +3

      Prabin babu u r really lucky how much sweet your voice??? Am anxious to listen this type of real story delly.ple send me.

    • @elisasahu4621
      @elisasahu4621 Před rokem

      ମୋ ପ୍ରଭୁ ମହାନ
      ଆଖି ରେ ଲୁହ ଆସିଗଲା

  • @prachisahani8679
    @prachisahani8679 Před rokem +113

    ସତରେ ମୋ ପ୍ରଭୁ ମହାନ୍ 🙏 ଆଖିରେ ଲୁହ ଆସିଗଲା 😭

  • @thebiswagunu9195
    @thebiswagunu9195 Před rokem +23

    ସତରେ ଆଜ୍ଞା ଆପଣଙ୍କ କାହାଣୀ ଶୁଣିଲେ ଆଖିରେ ଆଖିଏ ଲୁହ ଆସିଗଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏

  • @amlanalokpradhan4125
    @amlanalokpradhan4125 Před rokem +3

    ଯେତେ ଯେତେ ଗହନତା ବଢୁଛି ସେତେ ସେତେ ମୋ ଦେହ ଶିହରୀ ଉଠୁଛି । ମୁଁ ଜାଣେ ତୁ ଲୀଳାମୟ , ତୋ ପାଇଁ ଛାତିରେ ଛାତିଏ କୋହ , ଆଖି ରେ ଆଖିଏ ଲୁହ ।

  • @Q-uee
    @Q-uee Před rokem +22

    ହେ ଭାବଗ୍ରାହୀ, ଭାବରେ ଭାବରେ ମୋତେ ନିଜର କରି ନେ, ହେ ଦୀନବନ୍ଧୁ ତୁମକୁ ତୁମ ବଂଧୁ ମହାନ୍ତିଙ୍କ ରାଣ ରହିଲା ମୋତେ ତୋର ଭାବରେ ବାନ୍ଧି ଦେ ରେ କାଳିଆ ❤️🙏
    ହେ ମହା ବାହୁ ତୋର ଇଛା ପୂର୍ଣ୍ଣ ହେଉ.

    • @dillipdas314
      @dillipdas314 Před rokem

      Jagannath apananka ichha purana karantu . Jay Jagannath 🙏🙏🙏🚩🚩🚩

  • @Paragkumar982
    @Paragkumar982 Před rokem +15

    🙏 ଯିଏ ତାଙ୍କୁ ବିନା ସ୍ବାର୍ଥ ମନରେ ଭାବରେ ଡାକିବ ସେ ସତରେ ଆସିବେ 🙏
    ହେ ମହାପ୍ରଭୂ ଶ୍ରୀଜଗନ୍ନାଥ ତୁମ ଚରଣ ରେ କୋଟି କୋଟି ପ୍ରଣାମ 🙏💖

  • @itiranjansahoo4074
    @itiranjansahoo4074 Před rokem +9

    ହେ ପ୍ରଭୁ କାଳିଆ ଠାକୁର ତୋର ଲୀଳା ଖାଲି ତତେ ହିଁ ଜଣା ତୋ କଥା ଶୁଣିଲେ ଆଖିରୁ ଲୁହ ଚାଲି ଆସୁଛି ଜୟ ଜଗନ୍ନାଥ ପ୍ରଭୁ ହେ ମଣିମା ତୋତେ କୋଟି କୋଟି ପ୍ରଣାମ ପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Gamer_odisha
    @Gamer_odisha Před rokem +6

    ଜୟ ଜଗନ୍ନାଥ ଆମ ମୌଡମଣି ଗଜପତି ମହାପ୍ରଭୁ🚩💖❤️

  • @runitkumarsabar3626
    @runitkumarsabar3626 Před rokem +20

    ପ୍ରଭୁ ଙ୍କ ଲୀଳା ଶୁଣି ଆଖି ରେ ଲୁହ ଆସିଗଲା ମୋ କାଳିଆ ସାଆନ୍ତ 🙏🙏🙏

  • @rabindramohapatra4986
    @rabindramohapatra4986 Před rokem +15

    ଜଗତର ନାଥ ଜଗନ୍ନାଥ ଓଡ଼ିଆଙ୍କ କୋଟି କୈବଲ୍ୟନାଥ ପ୍ରଭୁଙ୍କ ଲୀଳା ଅପାର 🙏🙏
    ଜୟ ଜଗନ୍ନାଥ ସ୍ଵାମୀ ମୋ ପ୍ରଭୁ କାଳିଆ ସାଆନ୍ତ 🌹🌹🙏🙏🌹🪔🪔🪔🪔🪔🪔🙏🙏🙏

  • @papunnayak3447
    @papunnayak3447 Před rokem +12

    ଜୟ ମହାପ୍ରଭୁ ତୁମ ଲୀଳା ଅତୁଟ ରହୁ 🙏🙏🙏

  • @raghunathpradhan6189
    @raghunathpradhan6189 Před měsícem

    ଜଗାରେ ଶବୁ ତୋରି ଲିଳା ତୋ କୃପା ଥିଲେ.. ସବୁ ସମ୍ଭବ ବଡ ଠାକୁର ତୁ ମୋ ରାଜକୁମାର❤❤❤❤🙏🙏🙏🙏🌹🌹🌹🌹

  • @niharikadas772
    @niharikadas772 Před rokem +5

    Jagannath Swami Nayana patha gami Bhaba tume 🙏❤️🙏

  • @lipinaparida9079
    @lipinaparida9079 Před rokem +6

    ସିଏ ବା ଆମ ମଉଡମଣୀ କାଳିଆ ଶାନ୍ତ ତାଙ୍କ ପରି କିଏ ସେ ହେବ ସତରେ ପ୍ରଭୁ ତୁମେ ବହୁତ ମହାନ ମାନିଲି ପ୍ରଭୁ ମାନିଲି 🙏⭕️‼️⭕️🙏 ଆହେ ମହାବାହୁ 🙏

  • @Mr.ManjitVlogs
    @Mr.ManjitVlogs Před rokem +55

    ଧନ୍ୟ ମହିମା ଧନ୍ଯ ତୁମ ଲୀଳା........ 🥺🙏❤ ଏ କଥା ଶୁଣି ମୋ ଆଖିରୁ ଲୁହ ବାହାରି ପଡିଲା 🥺🙏 ଜୟ ଜଗନ୍ନାଥ 🙏

  • @sukantidash7269
    @sukantidash7269 Před rokem +8

    ହେ ପ୍ରଭୁ କେଉଁଠି ଅଛ ତୁମେ, ଏ ଆଖିରେ ଲୁହ ତୁମେ ବୁଝି ପାରୁଥିବ, ଜୟ ଜଗନ୍ନାଥ ସ୍ଵାମୀ 🙏
    ଭାଇ ଆପଣଙ୍କର ଭକ୍ତି ଭାବପୂର୍ଣ୍ଣ ପଠନ ହୃଦୟରେ ଭାବ ଜାଗ୍ରତ କରେ,ଧନ୍ୟବାଦ୍ ଆପଣଙ୍କୁ,

  • @narayanasahoo4501
    @narayanasahoo4501 Před rokem +7

    ବହୁତ୍ ସୁନ୍ଦର୍ ପୁରା ସତ୍ୟ ଘଟଣା ପରି ଲାଗୁଛି ଦେହ ଶୀତେଇ ଗଲା ପ୍ରଭୁଙ୍କୁ ସ୍ପରଣ କରି 🙏

  • @jagannathduckfarm
    @jagannathduckfarm Před rokem +5

    Jay Jagannath Maha prabhu

  • @user-mo6jr3sc4p
    @user-mo6jr3sc4p Před 6 měsíci

    🙏🙏🙏ମୋ ପ୍ରଭୁ ଶ୍ରୀ ଜଗନ୍ନାଥ 🙏🙏🙏କୋଟି ଓଡ଼ିଆ ଜୀବନ ଧନ୍ୟ ମହାବାହୁ ♥️ଧନ୍ୟ ଆପଣଙ୍କ ମହିମା

  • @budhheswarbehera12
    @budhheswarbehera12 Před rokem +12

    ସତରେ ଆଖିରେ ଲୁହ ଆସିଗଲା।ହେ ଜଗନ୍ନାଥ ତମେ ସତରେ ମହାନ।ଜୟ ଜଗନ୍ନାଥ 🙏

  • @sunilnath3572
    @sunilnath3572 Před rokem +117

    🙏❤️🙏 ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ 🙏❤️🙏

    • @pratimaratha279
      @pratimaratha279 Před rokem +2

      Mahabahu He Tumehin Bharasa

    • @pradhankanhu4488
      @pradhankanhu4488 Před rokem

      ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙇🙇

  • @trilochansahoo9331
    @trilochansahoo9331 Před rokem +8

    ହେ ମହାପ୍ରଭୁ ଜଗନ୍ନାଥ ତୁମ ଚରଣ ତଳେ କୋଟି କୋଟି ପ୍ରଣାମ 🙏🙏🙏🙏🥺🥺🥺🥺🥺

  • @alokdhrua3443
    @alokdhrua3443 Před rokem +4

    ହୃୟସ୍ପର୍ଶୀ..ମନ ଛୁଇ ଗଲା❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏❤️

  • @subhalaxmimishra8818
    @subhalaxmimishra8818 Před rokem +11

    ଏଇ କାହାଣୀ ସୁଣିକି ସତରେ ମୋ ଦେହ ଶିହରୀ ଉଠିଲା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏🙏

  • @jagannathbaba4035
    @jagannathbaba4035 Před rokem +5

    ମୋ ବାପା ସବୁବେଳେ ସେମିତି ସେ ଅବର୍ଣ୍ଣନୀୟ ପରା।jauthi ସମର୍ପଣ ସେଇଠି ମୋ ବାବା

  • @chandrakantasamantaray5348
    @chandrakantasamantaray5348 Před 2 měsíci

    ହେ ପ୍ରଭୁ ଜନ୍ନାଥଙ୍କୁ କୋଟି ପ୍ରଣାମ

  • @sunshinemeryrashmi3738
    @sunshinemeryrashmi3738 Před rokem +8

    He prabhu kalia santa tuma charann talle mor koti koti prannam🙏🙏🙏Jay Jagannath Maha prabhu🙏🙏

  • @subrajitbeura1500
    @subrajitbeura1500 Před rokem +4

    ତା ଆଗେ ସବୁ ପରା ହୀନ
    ସେତ ଭକ୍ତ ବତ୍ସଳ ଭଗବାନ🙏🙏🙏💖💖💖

  • @skgouda1029
    @skgouda1029 Před rokem +11

    ଯେତେବେଳେ ବେଶୀ କଷ୍ଟ ହୁଏ ମୁଁ କାଳିଆ କୁ ପ୍ରାଥନା କରେ ମୋର ସବୁ କାମ ହୋଇଯାଏ 🙏 ଯେତେ ବେଳେ ମୁଁ ଆପଣଙ୍କ କାହାଣୀ ଶୁଣିଲି ମୋତେ ବୋହୁତ ଖୁସୀ ଲାଗିଲା ଜୟ ଜଗନ୍ନାଥ 🙏⭕❗⭕🙏

    • @Gamer_odisha
      @Gamer_odisha Před rokem

      Mu bi Shree Krishna Mane Jagannath nku dake

  • @harishnayak8993
    @harishnayak8993 Před měsícem

    ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଯାହା ମୁଁ ନିଜେ ଅଙ୍ଗେ ଲିଭେଇଚି ଜୟ ଜଗନ୍ନାଥ

  • @ranjitkumarsingh335
    @ranjitkumarsingh335 Před rokem +7

    Jay Jay Jagannath Jay Jay Jagannath

  • @chandiprasaddas5325
    @chandiprasaddas5325 Před rokem +6

    ଧନ୍ୟ ସେ କାଳିଆ ଠାକୁର । ସେ ଭକ୍ତ ର ଦେବତା । ଧନ୍ୟ ସେ ଭକ୍ତ ନବଘନ ମଉସା । ସେ କାଳିଆ ଠାକୁରଙ୍କୁ ସତ ସତ ପ୍ରଣାମ 🙏🙏🙏

  • @biswaranjannath5996
    @biswaranjannath5996 Před rokem +11

    ପ୍ରଭୁ ଜଗନ୍ନାଥ ପ୍ରତ୍ୟକ୍ଷ ଠାକୁର, ତାଙ୍କୁ କୋଟି ପ୍ରଣାମ 🙏

  • @kartikpradhan7740
    @kartikpradhan7740 Před 4 měsíci

    ଭାଇ ମୋ ପାଖରେ ମହା ପ୍ରାଭୁ ଜଗନ୍ନାଥଙ୍କ ଗୋଟେ ଅନୁଭୂତି ଅଛି,,, ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ

  • @saradaasitpradhan3002
    @saradaasitpradhan3002 Před rokem +14

    ଜୟ ଜଗନ୍ନାଥ
    ଧନ୍ୟ ଭାଇ ଧନ୍ୟ ତୁମ ଉପସ୍ଥାପନା
    ଅଆଉ ଧନ୍ୟ ସେହି ଅନୁଭୁତି ବାଣ୍ଟୁ ଥିବା ଅନୁଭବି ମାନେ ମଧ୍ଯ।

  • @jyoshnavillagelifestylevlo1958

    ତମୋ ଲୀଳା ମହାନ୍ କାଳିଆ ଠାକୁର 🙌🙌🤗😢😢ଆଖିରୁ ଲୁହ ଆସିଗଲା ଦେହ ଶୀତେଇ ଉଠିଲା ମୋ କାଳିଆ ସୁନା⭕❗⭕🤗🤗ଜୟ ଜଗନ୍ନାଥ

  • @nevergiveup.6103
    @nevergiveup.6103 Před rokem +9

    ⭕️‼️⭕️ ଜୟ ଜଗନ୍ନାଥଙ୍କ ଚରଣରେ ମୋର ଏ ଦାସନୁ ଦାସର କୋଟି କୋଟି ନମସ୍କାର 🙏, ସତରେ ଏ ଭାବ ପୂର୍ଣ୍ଣ ସତ୍ୟ କାହାଣୀ ଶୁଣି ମୋ ଦୁଇ ନୟନଟି ଲୋତକ ପୂର୍ଣ୍ଣ ହୋଇଗଲା..

  • @AswiniBiswal-ct4cu
    @AswiniBiswal-ct4cu Před rokem +2

    ଏହି କାହାଣୀ ଶୁଣିଲା ପରେ ମୋ ଆଖି ରୁ ଧାର ଧାର ହୋଇ ଲୁହ ବେହି ଗଲା ଜୟ ଜଗନ୍ନାଥ 🙏🙏🙏🙏

  • @amarjitmohanty5185
    @amarjitmohanty5185 Před rokem +13

    ଆଉ କିଛି କହିବାର ନାହିଁ କେବଳ ଗୋଟିଏ କଥା ଜୟ ଜଗନ୍ନାଥ ହେ ମହାପ୍ରଭୁ ସମସ୍ତକୁ ସହାୟ ହୁଅନ୍ତୁ.

  • @aparnar6081
    @aparnar6081 Před rokem +11

    I can't stop crying.jai jagannath..lucky to be married in puri🙏

  • @abinashdebata1492
    @abinashdebata1492 Před rokem +18

    ଆଖିରେ ଲୁହ ଆସିଗଲା କିଛି ଶବ୍ଦ ନାହିଁ ଲେଖିବାକୁ ଜୟ ଜଗନ୍ନାଥ 🙏🙏🙏🙏🙏

  • @subhashreebhuyan8416
    @subhashreebhuyan8416 Před měsícem

    ଜୟ ଜଗରନ୍ନାଥ........ ଭାବର ଠାକୁର ସେ ଆମ କାଳିଆ ସାଆନ୍ତ🙏🏻🙏🏻🙏🏻🙏🏻

  • @santoshkhateiodiavlogger9387

    Jay jagannath

  • @manaswinipradhan9275
    @manaswinipradhan9275 Před rokem +7

    Jay Shree Jagannath.🙏🙏🙏🙏🙏🙏

  • @nirupamabisi8068
    @nirupamabisi8068 Před rokem +6

    Jay Jagannath kalia Maha Prabhu ki Jay🙏🙏🙏🙏🙏

  • @edkmaster7628
    @edkmaster7628 Před rokem +3

    Jay jagannath 🙏🥺❣️🙏 Jay MAA Laxmi 🙏🥺❣️🙏❤️❣️🙏❤️❣️🙏❤️❣️🙏

  • @sushantraul1543
    @sushantraul1543 Před rokem +5

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏🙏🙏🙏🙏🙏🙏🙏

  • @bibekparimanik7658
    @bibekparimanik7658 Před rokem +4

    🙏🏻🙏🏻🙏🏻ହେ ପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କର ଜୟ ହେଉ 🙏🏻🙏🏻🙏🏻

  • @shaktimansahoo5690
    @shaktimansahoo5690 Před rokem +5

    Jay Jagannath maha Parvu 🙏🙏🙏🙏

  • @kalyanisenapati9391
    @kalyanisenapati9391 Před rokem +7

    ସତରେ ଭାଇ ଆପଣ ଙ୍କ କଥା ଶୁଣି ଆଖିରେ ଲୁହ ଆସିଗଲା। Jay JAGANATH 🙏

  • @prasantjena4043
    @prasantjena4043 Před rokem +8

    ଜୟ ଜଗନ୍ନାଥ ସ୍ୱାମୀ 🚩🚩⭕❗⭕🙏 ମୋ କାଳିଆ ସାଆନ୍ତ ତୁମକୁ କୋଟି କୋଟି ପ୍ରଣାମ ମୋ ପ୍ରଣାମ ଘେନ କରହେ ମହାବାହୁ 😭😭😭🙏🙏🙏

  • @sunilnath3572
    @sunilnath3572 Před rokem +47

    🙏❤️🙏 ମହାପ୍ରଭୁ ଙ୍କ ମହିମା ବଡ ବିଚିତ୍ର ❤️🙏❤️

    • @lalatendulenka6315
      @lalatendulenka6315 Před rokem +2

      ମହାପ୍ରଭୁଙ୍କ ମହିମା ବଡ଼ ବିଚିତ୍ର। ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆପଣ ଆମକୁ ମହାପ୍ରଭୁଙ୍କ ଲୀଳା ବିଷୟରେ ଅବଗତ କରୁଥିବା ରୁ।ଜୟ ଜଗନ୍ନାଥ।

  • @tapankumarbehera6847
    @tapankumarbehera6847 Před rokem +19

    ମୋ ଜଗା ର ଲିଳା ଅପୁର୍ବ ସେ ସମସ୍ତଙ୍କ ଉପରେ କୃପା କରନ୍ତି ସେ ପରା ଓଡ଼ିଆ ଙ୍କର ଜୀବନ ଧନ ଜୟ ଶ୍ରୀ ଜଗନ୍ନାଥ 🙏🚩🙌

  • @narendrasahu4218
    @narendrasahu4218 Před rokem +1

    ହେ ଲୀଳାମୟ ଜଗନ୍ନାଥେ, ଧନ୍ୟ ତୁମ ମହିମା।
    ମୁଁ ସୁଦାମା ଠାରୁ ଦରିଦ୍ର, ବନ୍ଧୁ ମହାନ୍ତି ଭଳି ନିରାଶ୍ରୟ ।
    ତୁମେ ଏକା ଭରଷା । ପ୍ରଭୁ କାଳିଆ ଠାକୁର

  • @indboy5462
    @indboy5462 Před rokem +9

    ଭାଈ ମୋ ଆଖିରୁ ଲୁହ ଆସିଗଲା 🥺😭😭😭😭 ଜୟ ଜଗନ୍ନାଥ 🙏🙏🙏🌍

  • @sabitanayak3422
    @sabitanayak3422 Před rokem +6

    ସତରେ ଦୀନବନ୍ଧୁ ମଉସା କେତେ ଭାଗ୍ୟବାନ। ମହାପ୍ରଭୁ ଜଗନ୍ନାଥ ଙ୍କ ଲୀଳା ଅପାର। ସେ କେବଳ ଭକତ ପାଖରେ ଥାଆନ୍ତି। ଏହା ପ୍ରମାଣ କରିଦେଲେ। ଜୟ ଜଗନ୍ନାଥ 🙏🙏🙏🙏

  • @DillipjenaPapi
    @DillipjenaPapi Před rokem +6

    ସତରେ ଏ କଥା ଶୁଣି ଆଖି ରୁ ଲୁହ ବାହାରି ଆସିଲା ..ଜୟ ଜଗନ୍ନାଥ 🚩🙏🙏

  • @bijaysahoo7790
    @bijaysahoo7790 Před rokem

    ପ୍ରଭୁ ତମେ ତ ଲୀଳାମୟ 🙏
    ତମ ଲୀଳା ଏମିତି ଜଗତ ଦେଖୁ ଥାଉ।
    ଜୟ ଜଗନ୍ନାଥ🙏

  • @alokpradhan5865
    @alokpradhan5865 Před rokem +9

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ କାଳିଆ ଠାକୁର 😭🙏❤️

  • @Bikash_Vlogs38448
    @Bikash_Vlogs38448 Před rokem +5

    ସତରେ କାହାଣୀ ଶୁଣି ଆଖି ରୁ ଲୁହ ବାହାରି ଗଲା . ସତରେ ଜଗା ରେ ତୋ ଲୀଳା ଅପାର ..🙏🏻🙏🏻🙏🏻

  • @goldenpari1855
    @goldenpari1855 Před rokem +13

    ମୋ ଉପରେ କୃପା କର ମହାବାହୁ ମୋପରିବାରକୁ ସହାୟ ହୁଅ ଜୟ ଜଗନ୍ନାଥ 🙏🙏🙏🌹🌷

  • @Rajubabu803
    @Rajubabu803 Před rokem +7

    ଧନ୍ୟ ତୁମେ ମହାପ୍ରଭୁ ଧନ୍ୟ ତୁମ ମହିମା 🙏

  • @anjalibhuyan5874
    @anjalibhuyan5874 Před rokem +7

    Jay jagarnath 🙏

  • @artatranadash8709
    @artatranadash8709 Před rokem +8

    🙏 ଜୟ ଜଗନ୍ନାଥ ପ୍ରଣାମ ହଜୁର

  • @rameshchandrasahoo2332
    @rameshchandrasahoo2332 Před rokem +5

    ଅତି ସୁନ୍ଦର ପ୍ରାକୃତିକ ଉପସ୍ଥାପନା । ଜଗନ୍ନାଥଙ୍କ ଉପରେ ବିଶ୍ୱାସ ଆହୁରି ବଢିଯିବ ।

  • @lipupi4043
    @lipupi4043 Před rokem +5

    Jay jagannath🙏🙏🙏🙏🙏

  • @prakashchandrarath2175
    @prakashchandrarath2175 Před rokem +5

    Jay Jagannath Swami 🙏🙏🙏

  • @prasantsahoo1850
    @prasantsahoo1850 Před rokem

    ହେ କାଳିଆ ଠାକୁର ତୁମକୁ କୋଟି କୋଟି ପ୍ରଣାମ..ହେ ମଣିମା ତୁମର ଲିଳା କୁ କିଏ ବା ବୁଝିପାରିବ....

  • @manashpalai5238
    @manashpalai5238 Před rokem +6

    Jay shree Jagannath mahaprabhu 🙏

  • @kanhucharananayak
    @kanhucharananayak Před rokem +4

    ସତରେ କଳା ସାଆନ୍ତେ, ଜୟ ଜଗନ୍ନାଥ

  • @chittaranjanbanchhor7074

    ସତରେ କାହାଣୀ ଶୁଣି ଆଖିରୁ ଲୁହ ଆସିଗଲା 💐 jai jagarnath 🙏🏻

  • @sunagadaba7593
    @sunagadaba7593 Před rokem

    ଜୟ ଜଗନ୍ନାଥ ମହାପ୍ରଭୁ ମର କୋଟି କୋଟି ପ୍ରଣାମ ସ୍ବୀକାର କର କୋଲାସହନ୍ତେ