Anubhuti Re Jagannath : Nrusingha Mohapatra || Jay Jagannath || Spiritual Knowledge Odia

Sdílet
Vložit
  • čas přidán 19. 05. 2023
  • #AnubhutiReJagannath #JaiJagannatha #SpiritualKnowledgeOdia
    Please Like, Share & Subscribe to "Spiritual Knowledge Odia" Channel🙏🙏🙏
    ✽ ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ Like ଓ Share କରିବା ସହ ଆମ Channel 'Spiritual Knowledge Odia'କୁ Subscribe କରନ୍ତୁ ।
    / spiritualknowledgeodia
    ©Spiritual Knowledge Odia
    WARNING
    This content is Copyright to Spiritual Knowledge Odia. Any unauthorized re-upload is strictly prohibited. Legal action will be taken against those who violate the copyright!!!
    Anubhuti Re Jagannath
    Anubhuti Re Jagannath Prarthana
    Anubhuti Re Shree Jagannath
    Anubhaba Re Jagannath
    Anubhav Re Jagannath
    Anubhuti Re Sri Jagannath
    Mo Anubhuti Re Jagannath
    Anubhav Re Jagannath
    Nrusingha Mohapatra
    Nrusingha Mahapatra
    Mahaprabhu Jagannath
    Jagannath Mahaprabhu Katha
    Jagannath Story In Odia
    Mahaprabhu Prathana
    Mahaprabhu Prarthana Odia
    Jagannath Katha Odia
    Bhaktanka Anubhuti
    Jagannathnka Anubhuti
    Jay Jagannath TV
    Jay Jagannath
    Jay Jagannath
    Jai Jagannatha
    ଅନୁଭୂତିରେ ଚୁନାର ସେବକ ନୃସିଂହ ମହାପାତ୍ର
    ନୀଳଚକ୍ରରେ ବାନା ବାନ୍ଧିଲେ କଣ ପ୍ରାପ୍ତ ହୁଏ?
    ବ୍ୟାଖ୍ୟା ନୃସିଂହ ମହାପାତ୍ର
    ମା' ବିମଳା କାନି ପତେଇ ଧରିଦେଲେ ମତେ
    ଚୁନାର ସେବକ -ନୃସିଂହ ମହାପାତ୍ର
    ଜଗାର ଷ୍ଟଣ୍ଟ ମାଷ୍ଟର ନୃସିଂହ ମହାପାତ୍ର
    ନୀଳଚକ୍ର
    #NrusinghaMahapatra
    #JaiJagannatha
    #AnubhutiReJagannath
    #Spiritualknowledgeodia
    #NrusinghaMohapatra
    #RathaJatra23
    #JayJagannath
    #Nrusingha
    #Odisha
    #Puri
    #ଅନୁଭୂତିରେ_ଜଗନ୍ନାଥ
    #ଅନୁଭୂତିରେଜଗନ୍ନାଥ
    #ଜୟ_ଜଗନ୍ନାଥ
    #ଜୟଜଗନ୍ନାଥ
    #ରଥଯାତ୍ରା
    Puri Sri Jagannath temple’s glorious flag alteration running proudly over the Great
    Nilachakra
    Stunning flag changing ritualism of Odisha Puri famous Sree Jagannath temple
    The Story Behind Nilachakra Bana Of Jagannath Mandir In Puri
    Jagannath Culture Experts Discuss About 'Chunara Seba' Of Srimandir
    Young Chunara servitor elated after training in Puri
    Flag changing ritual in Puri Jagannath temple
    Flag Changing Ceremony @ Jagannath Puri
    SRI JAGANNATH TEMPLE FLAG CHANGING
    PURI TEMPLE FLAG CHANGING
    Bhaktanka Anubhuti
    Nrusingha Mohapatra
    Sevayat Doing Stunt
    Puri Jagannath Temple
    NIlaChakra Bana
    NILACHAKRA
    The Blue Wheel
    Bee attacks
    Bee
    Hornet
    Nature
    Bee attack odisha
    #Bees
    #SaveTheBees
    #beekeeping
    #Pollinators
    #Honeybees
    #BeeLife
    #bee
    #beeattack
    #hornet
    #nature
    #Indiabeeattack
    #Beeattackodisha
    #BeeConservation
    #BeeLove
    #BeeAwareness
    #BeeHive
    #BeeInspiration
    #BeeFriendly
    #BeePower
    #BeeHappy
    #BeeWorld
    #BeeAttack
    #BeesGoneWild
    #BeeSwarm
    #BuzzingTrouble
    #BeeHiveHavoc
    #StungByBees
    #BeeAlert
    #BeeEncounter
    #BeeSafety
    #BeeAwareness
    #BeeProtection
    #BeeStingRemedy
    #Beekeepers
    #BeeControl
    #StayCalmAndBeeSafe

Komentáře • 1,3K

  • @jotin_kumar
    @jotin_kumar Před rokem +145

    ଏ ଜଗତ ରେ କେହି ବିଶ୍ୱାସ କରୁ ବା ନକରୁ ❤ମୁ କିନ୍ତୁ ସବୁବେଳେ ତିନିଠାକୁର ଙ୍କୁ ଅପାର ବିଶ୍ୱାସ କରେ 🙏🏻🚩ଜୟ୍ ଜଗନ୍ନାଥ ⭕❗⭕

  • @sanjaysahoo521
    @sanjaysahoo521 Před rokem +60

    କି ଭାଗ୍ୟ ଆପଣଙ୍କର ମହାବାହୁ ଙ୍କ ସେବା କରୁଛନ୍ତି । ମହାପ୍ରଭୁ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ କରନ୍ତୁ।ଜୟ ଜଗନ୍ନାଥ। । 🙏🙏🙏🙏🙏🙏

    • @rakeshmahanty7320
      @rakeshmahanty7320 Před 12 dny

      କାଇଁ ଆପଣ ବୋଧେ ଘରେ ବି ଭଗବାନ୍ ଙ୍କୁ ପୁଜା ବି କରୁ ନାହାନ୍ତି କି,

  • @sudhansusekharsahoo8742
    @sudhansusekharsahoo8742 Před rokem +19

    ଜଗତରେ ପାଇବୁନି ଏମିତି ଠାକୁର ଟିଏ...ଭକତ ହାତରୁ ଯିଏ ସ୍ନେହରେ ମାଗିକି ଖାଏ...ଭକତିରେ ଦେଲେତାକୁ ରାନ୍ଧିକି କାଣିଯେ ଖୁଦ...ସେଇ ଖୁଦ ହେଇ ଯାଏ.. ଅବଢ଼ା ମହାପ୍ରସାଦ 😇🙏❤️

    • @anjankumar7649
      @anjankumar7649 Před rokem +1

      Jay jagannath swami nayana patha gami bhobo tume dhanya he prabhu ptume dhanya tumo lila🙏🙏🙏🙏🙏

  • @indian_villagers1
    @indian_villagers1 Před rokem +119

    ଏହା ଏକ କୋହ ଭରା ଭାବପୂର୍ଣ୍ଣ କଥା ❤😢 ତୁମରି ନାମରେ ମଣିଷ ଜନମେ ତୁମରି ନାମରେ ମଣିଷ ମରେ ଜୟ ଜଗଦୀଶ ହରେ।

  • @sidharthasatapathy3491
    @sidharthasatapathy3491 Před rokem +42

    ଚିନ୍ତା ଚେତନାରେ ଭକ୍ତି ଭାବନାରେ ରହିଛି ସ୍ଥିତି ତୁମର, ତୁମେ ଅନୁଭଵର ଠାକୁର ।। ❤️

  • @MusicMantraMusic
    @MusicMantraMusic Před rokem +18

    କୋଟି ପୂର୍ଣ୍ୟ କରିଥିଲେ ମହାପ୍ରଭୁ ଙ୍କ ସେବା କରିହେବ 🙏🏻

  • @saileshsekharmahanta1156

    ତୁମରି ନାଆଁ ରେ ସକାଳ ଆରମ୍ଭ,ତୁମରି ନାଆଁ ରେ ସଞ୍ଜ ହୁଏ, ଜୟ ଜିଗଦିଶ ହରେ। ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।

  • @diptimishra7735
    @diptimishra7735 Před rokem +5

    ଆପଣ ମାନେ ପ୍ରଭୁଙ୍କ ସେବାରେ ସେ ସବୁ ବେଳେ ରକ୍ଷା କରିବେ ତାଙ୍କ ଭକ୍ତ କୁ 🙏

  • @sarojlinu8342
    @sarojlinu8342 Před rokem +23

    ମହାପ୍ରଭୁ ମୋ ଡାକ କେବେ ଶୁଣିବେ

    • @PuriDarshan
      @PuriDarshan Před rokem

      ଜୟ ଶ୍ରୀଜଗନ୍ନାଥ ସ୍ୱାମୀ, ସେ ପରା ଭାବର ଠାକୁର ପୁଣି ହଟିଆ ଠାକୁର ପୁଣି ଭକ୍ତର ଭଗବାନ. ଆପଣଙ୍କ କଥା ଦିନେ ନା ଦିନେ ଶୁଣିବେ 😊🙏

    • @devilskk1955
      @devilskk1955 Před 3 měsíci

      କର୍ମହିଁ ଭଗବାନ🙏🏻

    • @LakshmipriyaSahu-un9rd
      @LakshmipriyaSahu-un9rd Před 7 dny

      ସଦା ବେଳେ ସବୁବେଳେ ଶୁଣିବାକୁ ଅଛନ୍ତି. ଖାଲି ଡ଼ାକିବ

  • @jagannathbaba4035
    @jagannathbaba4035 Před rokem +89

    ମୋ ବାପା ଜଗନ୍ନାଥ ଧନ ଯାହାକୁ ରଖିବେ ,ତାକୁ ବିଶ୍ବ ବ୍ରହ୍ମାଣ୍ଡ ର କୌଣସି ଶକ୍ତି ନାହିଁ ତାକୁ ମାରି ଦେବ। ଆରେ ମୋ ମହା ପ୍ରଭୁ କାଳ ଠାରୁ ବି ମହା କାଳ, ବିପଦ ଠାରୁ ବି ମହା ବିପଦ,ଆଉ ଭାଗ୍ୟ ଠାରୁ ମହା ସୌଭାଗ୍ୟ,ବହୁତ୍ କୃପା ମୟ ମୋ ବାବା ଜଗନ୍ନାଥ ଧନ। ସବୁ କାମ ରେ ମହା ପ୍ରଭୁ ଜଗନ୍ନାଥ ଙ୍କ ଦସ୍ତଖତ ନ ହେଲେ ସେ କାମ ସବୁଦିନ ପାଇଁ ଅସମ୍ପୂର୍ଣ୍ଣ ହୋଇ ରହିଯିବ। ଜୟ ଜଗନ୍ନାଥ

  • @seshadebjhankar1571
    @seshadebjhankar1571 Před rokem +8

    ରଖେହରିତ ମାରେ କିଏ ସେତ ଭକତ ଭାବରେ ବନ୍ଦା 🙏🙏ଜୟ ଜଗନ୍ନାଥ

  • @purviarts8784
    @purviarts8784 Před rokem +87

    ଆମ କାଳିଆ ସାନ୍ତେ ଭାରି ଭକ୍ତ ପ୍ରେମି 🙏🏽🙏🏽

    • @saneswargupta401
      @saneswargupta401 Před rokem +1

      Jai jagannath 🙏

    • @jagarnathbaba156
      @jagarnathbaba156 Před rokem

      Kintu mahapravu nka exam bahut vakta pain pass haba prahalada ,Balaram das ,dasiabauri vali vakta na hele fell

    • @jagarnathbaba156
      @jagarnathbaba156 Před rokem

      Kintu mahapravu nka exam bahut vakta pain pass haba prahalada ,Balaram das ,dasiabauri vali vakta na hele fell

  • @smrutisudhanayak9330
    @smrutisudhanayak9330 Před rokem +24

    🙏 ଜୟ ଜଗନ୍ନାଥ 🙏ଯାହାର ଯେଉଁ ଭାବଦେଖି।ନାବ ମୁଁ ଦିଅଇ ସଳଖି।।

  • @drajaykumarpanda8013
    @drajaykumarpanda8013 Před rokem +9

    ଜୟ ଜଗନ୍ନାଥ ପ୍ରଭୂ କୋଟି ପ୍ରଣାମ। ସତରେ ତୁମେ ଭାବର ଠାକୁର। ଭକ୍ତ ପାଇଁ ସଦାବେଳେ ଘଣ୍ଟ ଘୋଡ଼ାଇ ରଖିଥାଓ।

  • @babunamallick5594
    @babunamallick5594 Před rokem +6

    ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର ତେଣୁ ବ୍ହକ୍ତି ଓ ଭାବରେ ଜିଏ ତାଙ୍କୁ ଡାକିଚି ପ୍ରଭୁ ତାଙ୍କୁ ନିଶ୍ଚିତ ଶାହା ହୋଇଛନ୍ତି, ଜୟ ଜଗନ୍ନାଥ 🙏🙏🙏ପ୍ରଭୁ

  • @niharikabhoi2839
    @niharikabhoi2839 Před 4 měsíci +9

    ଭାବ ବିନୋଦିୟା ଭାବ ର ଠାକୁର ଭାବ କୁ ନିକଟ ସେତ ଅଭାବ କୁ ଦୂର ଜୟ ଜଗନ୍ନାଥ ⭕‼️⭕🙏

  • @gurucharansahoo9577
    @gurucharansahoo9577 Před rokem +6

    ଆଶ୍ଚର୍ଯ୍ୟ 🤔🤔 ହେ ମହାପ୍ରଭୁ ଶ୍ରୀଜଗନ୍ନାଥ ନମଃ 🌹🌹🌹🌹🌹🙏🙏🙏🙏🙏

  • @rasmitamaharathy6734
    @rasmitamaharathy6734 Před rokem +50

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭଵ ତୁମେ 🙏❤️🙏

  • @jayantibehera5126
    @jayantibehera5126 Před 4 dny

    ଅଲୌକିକ ଅନୁଭବ ଜଗତକୁ ବାଣ୍ଟିଥିଵାରୁ ଆପଣଙ୍କୁ ଅଶେଷ ସାଧୁବାଦ।❤
    ❤❤ ଜୟ ଜଗନ୍ନାଥ ❤❤

  • @arjunbarik1629
    @arjunbarik1629 Před 2 měsíci +2

    ମୋ ଠାକୁର ଜଗନ୍ନାଥଙ୍କ ଉପରେ ମୁଁ ଅଧମ ଅଗାଢ ବିଶ୍ୱାସ କରେ ଯୁଗେ ଯୁଗେ ଜଗନ୍ନାଥ ଜୟ ଜଗନ୍ନାଥ ସ୍ଵାମୀ 🙏

  • @limalimallik6088
    @limalimallik6088 Před rokem +11

    Mo prabhu samastanku sabu bipadaru udhara karanti se sabu bele ama pakhare achhanti 🙏

  • @odiastorytvodia
    @odiastorytvodia Před rokem +27

    ପ୍ରଭୁ ଙ୍କ ଏଇ ଅନୁଭୂତି ଶୁଣିବାକୁ ଭଲ ଲାଗେ 🥰🙏

  • @sanjitapatra5925
    @sanjitapatra5925 Před rokem +4

    ପ୍ରଭୁ ମୋ ଡାକ କାହିଁକି ଶୁଣୁନାହାନ୍ତି 😢😢😢ଆପଣ ତୋ ସବୁବେଳେ ସମସ୍ତ ଙ୍କ ସବୁ ଦିଅ

  • @subhasripraharaj151
    @subhasripraharaj151 Před 2 dny

    Bahut bhaba purna anubhuti bhaina.. Heart touching.. You are very lucky and blessed 🙏 Jay Jagannath..bhaba re bandha mo kala thakura🙏🙏🙌🥺❤

  • @soumyaranjandas678
    @soumyaranjandas678 Před rokem +9

    ଜୟ ଜଗନ୍ନାଥ ମହାପ୍ରଭୁ 🙏🏻❤️ ହେ ମଣିମା , ତୁମେ ହିଁ ସୃଷ୍ଟି ତୁମେ ହିଁ ସର୍ବୋତ୍ତମ 🙏🏻ଆପଣଙ୍କ ପାଦ ପଦ୍ମ ତଳେ କୋଟି କୋଟି ଅନନ୍ତ ପ୍ରଣାମ 🙏🏻

  • @rabindrapatro3569
    @rabindrapatro3569 Před rokem +326

    ସେ ତ ଭକତ ଭାବରେ ବନ୍ଧା,ଭାବକୁ ନିକଟ ଅଭାବକୁ ଦୂର,ଭାବ ବିନୋଦିଆ ଭାବର ଠାକୁର।‌ହରିମାରେ ରଖେ କିଏ ,ରଖେ ହରି ମାରେ କିଏ।ଜୟ ଜଗନ୍ନାଥ, ଦାସ ତୁ ତୋ ଦାସର, ଗୁହାରି ମଣିମା 🙏

    • @basantidash6695
      @basantidash6695 Před rokem +5

      Play

    • @manojmuduli1901
      @manojmuduli1901 Před rokem +4

      Jay Jagannath 🙏 🙏 🙏 😢😢❤❤❤❤❤❤❤❤❤❤❤❤❤

    • @mrsanjib8269
      @mrsanjib8269 Před rokem +2

      🙏 ପ୍ରଭୁ 🙏

    • @manoranjansahoo5142
      @manoranjansahoo5142 Před rokem +1

      ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏

    • @narayandalai9799
      @narayandalai9799 Před rokem +2

      hare 🚩🌴krishna 🚩🌱hare 🌱🚩krishna 🚩☘️krishna☘️🚩 krishna ☘️🚩hare☘️🚩 hare 🚩🌿hare 🌴🚩ram 🌴🚩hare 🌴🚩ram 🚩🌴ram🌴🚩ram🚩🌿 hare🌴🚩 hare🚩🌴
      radhe🚩🌿 radhe 🚩🌿radhe☘️🚩🥥🥥🌻🌻🍒🍒🌿🌿🚩🌴🍀🌱🍌🍌🌳🌳🍇🍇🌺🌺🍍🍍🌲🍎🍒🌻🌿☘️🚩🌴🍀🌱🥥🌳🍇🌺🍋🌳🍍🌲🍎🌻🌿☘️🚩🌻🍒🍎🌿🚩🍀🍀

  • @omprakashpadhi3657
    @omprakashpadhi3657 Před 2 měsíci +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ନ କୃଷ୍ନ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ

  • @sujitkumarsahoo7379
    @sujitkumarsahoo7379 Před rokem +5

    ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ କାଳିଆ ସାଆନ୍ତ 🙏🚩
    ମହାପ୍ରଭୁ ଙ୍କ ଅଶେଷ କରୁଣା ତାଙ୍କ ଭକ୍ତମାନଙ୍କ ଉପରେ 🙏🚩

  • @sushreesangita4827
    @sushreesangita4827 Před rokem +6

    ଜୟ ଜଗନ୍ନାଥ। ❤️🙏 ଶିହରି ଉଠିଲି। 🙏

  • @adityamishra4263
    @adityamishra4263 Před 12 dny

    Hey Dibabandhu ... mate rakhya kara bada thakura , balabhadra , jagannatha mahhaprbhu ....

  • @srikarpadhiofficial7189
    @srikarpadhiofficial7189 Před rokem +5

    Rakhe Hari mare kie Mare Hari rakhe kie. Mahaprabhu nka Bahut krupa tuma upare mo bhai. Tume Bahut bhagyaban. Sethi pain prabhunka krupaku anubhaba kariparicha.
    Jai Shri Jaganath 🌷🙏🙏🌷

  • @reenaranisethi1276
    @reenaranisethi1276 Před rokem +5

    ଜୟ ଜଗନ୍ନାଥ ଜୟ ପଞ୍ଚସଖା 🙏🙏🙏

  • @subhrajitsahoo5742
    @subhrajitsahoo5742 Před rokem +10

    Jay jaganatha 🙏🙏🙏🙏🙏🙏🌹🌹🌹🌹🌹🌹🌺🌺🌺🌺🌺🌺

  • @trimurticonstruction2860
    @trimurticonstruction2860 Před měsícem +1

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଭବତୁମେ ❤❤❤

  • @lokanathpatra9699
    @lokanathpatra9699 Před rokem +2

    Jay Jagannath .🙏🙏

  • @upperprimaryodisha3797
    @upperprimaryodisha3797 Před rokem +8

    Jay Guru Jay Jagannath Jay Guru Jay Jagannath Jay Guru Jay Jagannath

  • @subratsahoo379
    @subratsahoo379 Před rokem +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🙏🙏❤️😊😊😊

  • @ipsitapattnayak490
    @ipsitapattnayak490 Před rokem +2

    Nana aapana satare maha kete mahan jagapakhare koti koti pranama kou purnya falare aapan jaga sebakaribaku aduniaaku aasichanti dhanya aapana 🙏🏻🙏🏻🙏🏻🙏🏻🙏🏻🙏🏻

  • @rohitgope4125
    @rohitgope4125 Před 11 měsíci +1

    ମହାପ୍ରଭୁ ତମ ସହ ଅଛନ୍ତି ଭାଇ ତମର କଣ ହେବ ଜୟ ମହାପ୍ରଭୁ ଜଗନ୍ନାଥ 🙏🙏🙏🙏🙏🙏🙏🙏

  • @soumyaranjansahoo1409
    @soumyaranjansahoo1409 Před rokem +5

    Apana Bohut Bada Bhakta apana Seva କରିପାରୁଛନ୍ତି ମହା ପ୍ରଭୁ kna

  • @ganeshpanigrahi5258
    @ganeshpanigrahi5258 Před rokem +6

    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥସ୍ୱାମୀ 🙏...

  • @bibhutibhusanpanda9067
    @bibhutibhusanpanda9067 Před 2 měsíci +1

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ

  • @pradeepmohanty2670
    @pradeepmohanty2670 Před rokem +7

    ଜୟ ଜଗନ୍ନାଥ। ମହାପ୍ରଭୁ ଟିକେ କୃପା ରଖିଥିବେ । କୋଟି , କୋଟି, ପ୍ରଣାମ ମଣିମା । 🙏🙏🙏

  • @daitariharijan4792
    @daitariharijan4792 Před rokem +5

    🙏🙏🙏🙏 ପ୍ରଭୁ ଜଗନ୍ନାଥଙ୍କୁ କୋଟି କୋଟି ଦଣ୍ଡବତ ପ୍ରଣାମ 🙏🙏🙏🙏

  • @saratchandramohanta9071

    ଜୟ ଜଗନ୍ନାଥ।

  • @PrakashBehera-pz8re
    @PrakashBehera-pz8re Před rokem +1

    ହେ ପଭୁ ଜଗନ୍ନାଥ ଜଗତରନାଥ ତୁମେ ହଁ ିସାହାଭରଶା

  • @jyotsnamahapatra6349
    @jyotsnamahapatra6349 Před rokem +10

    ଭାଇ ତୁମେ ବହୁତ ଭାଗ୍ୟବାନ ତୁମେ ମହାପ୍ରଭୁଙ୍କ ସେବା କରୁଛ । ତୁମେମାନେ ସତ୍ୟଯୁଗର ଶ୍ରୀରାମଚନ୍ଦ୍ରଙ୍କ ପାଖରେ ତପି । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପାଖରେ ଗୋପୀ ହୋଇଥିଲ । କଳଯୁଗରେ ତୁମେ ସବୁ ମହାପ୍ରଭୁଙ୍କ ସେବକ । ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ।⭕‼️⭕🙏🙏🙏🙏🙏🙏🙏🙏

  • @kishanbehera9993
    @kishanbehera9993 Před rokem +7

    Jay shree Jagannath swami nkara jay 🙏🏿❣️

  • @kabitanaik3650
    @kabitanaik3650 Před rokem +2

    Jay jagannath swami nayana patha gami bhaba tume he mahaprabhu koti koti dandabata he dinabandhu he dinabandhaba mo Prabhu kede dayalu

  • @malayachhotaray4450
    @malayachhotaray4450 Před rokem +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🕉️🕉️🕉️🕉️🌺🌺🌺🌺🔱🔱🔱🔱🙏🏻🙏🏻🙏🏻🙏🏻🙏🏻

  • @brundabanpattnaik2311
    @brundabanpattnaik2311 Před rokem +13

    You are really fortunate to be a servitor of LORD
    JAY Jagannath

  • @PREMANANDAPAUL-wb5bg
    @PREMANANDAPAUL-wb5bg Před rokem +13

    🙏 ଜୟ ଜଗନ୍ନାଥ 🙏

  • @Mom_Son.Odia.Kitchen
    @Mom_Son.Odia.Kitchen Před rokem +2

    ବହୁତ୍ ସୁନ୍ଦର୍ ଲାଗିଲା..Jay Jagannath

  • @pratikroshansahoo3005
    @pratikroshansahoo3005 Před 11 měsíci +2

    Jay Jagannath 🙏♥️

  • @diptiranjanbehera3511
    @diptiranjanbehera3511 Před rokem +5

    ଜୟ ଜଗନ୍ନାଥ 🙏🙏🙏🙏

  • @purnachandradas4593
    @purnachandradas4593 Před rokem +25

    ଜଣେ ସେବାୟତଙ୍କର ବାସ୍ତବ ଅନୁଭବ ବେଶ୍ ହୃଦୟସ୍ପର୍ଶୀ। ଜୟ ଜଗନ୍ନାଥ।

  • @saneswargupta401
    @saneswargupta401 Před rokem +1

    Jai jagannath swami nayan path gami bhav tume 🙏🙏🙏

  • @asiskumar3223
    @asiskumar3223 Před 11 měsíci +2

    Jay jaganath 🙏

  • @subhransukumarsahu7168
    @subhransukumarsahu7168 Před rokem +3

    🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ 🙏

  • @jrfbini9476
    @jrfbini9476 Před rokem +1

    ଅନୁଭବ ର ଠାକୁର ମୋ ଜଗା କାଳିଆ 🙏❤️

  • @sukantakumarbarik7244
    @sukantakumarbarik7244 Před rokem +5

    Dhanya Bhakta Dbanya Bhagwan

  • @sarojsahu9275
    @sarojsahu9275 Před rokem +5

    Jay Jagannath 🙏🇮🇳🚩

  • @rudranarayan357
    @rudranarayan357 Před rokem +2

    Jai jagannath❤

  • @debasishnanda5453
    @debasishnanda5453 Před rokem

    ସବୁଠୁ ବଡ଼ ସେବା ତୁମେ ହିଁ କରୁଛ ... ଧନ୍ୟ ତୁମେ

  • @lasyamayeeroutray8432
    @lasyamayeeroutray8432 Před rokem +22

    You're really a blessed one. And the true bhakta of the Lord Jagannath. Jay Jagannath.

  • @hemalinbiswal472
    @hemalinbiswal472 Před rokem +4

    Mahaprabhu hey tuma shreepayara're koti koti pranam 👏 🚩 🌹

  • @maamangala.bababisweswar9647

    ପ୍ରଭୁ କାଳିଆ ଠାକୁର 👏👏👏👏👏👏👏👏👏👏👏

  • @sonunayak1364
    @sonunayak1364 Před rokem +1

    ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦତଳେ କୋଟି କୋଟି ପ୍ରଣାମ କରୁଛି

  • @debashismaity8941
    @debashismaity8941 Před rokem +3

    He prabhu 🙏🙏🙏🙏 tume hi ananta tume hi arambha...E papi ku udhari dia...

  • @anilmajhi7174
    @anilmajhi7174 Před rokem +3

    Michha Duniya re gotie re satha Prabhu Jagannath 🙏🙏

  • @shokkumarbarik6856
    @shokkumarbarik6856 Před rokem +2

    JAY JAGANNATH SWAMI🙏

  • @pruthvirajpradhan3734
    @pruthvirajpradhan3734 Před rokem +1

    Jay Jaganath 🙏🙏🙏

  • @Ayushvlog988
    @Ayushvlog988 Před rokem +11

    Jay Shree Jagannath ❤️🙏🙏🙏🙏

  • @nothingelse1521
    @nothingelse1521 Před rokem +4

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏🙏🙏

  • @sasmitadas5863
    @sasmitadas5863 Před rokem +1

    Sir apana nka sabu video dekhe bahut vla lage Prabhu jagannath apananku sabu bele ae bhali bhalare rakhantu

  • @abhimanyusutar4466
    @abhimanyusutar4466 Před 5 dny +1

    ଜୟ ଜଗନ୍ନାଥ

  • @chengeyourlife5200
    @chengeyourlife5200 Před rokem +4

    He jagannath prabhu mate rakhya karantu maha bahu...jai maa bimala maa...

  • @loveworldhappinesslife3696

    Mu tamo sahita dekha kariba pni cnhuchi nana 🥺🥺❤️Jay Jagannath 😭😭😭😭

    • @Ayasakanta_44
      @Ayasakanta_44 Před rokem

      Contact no. Achi Tankara individually msg karile paipariba

  • @snehansumohapatra8930
    @snehansumohapatra8930 Před měsícem

    Je pravu nkar seva auu bhakti re ruhe pravu taku sabu bele rakhya karanti sabu se pravu nka khela...
    Jay shri jagannath 🙏♥️

  • @rajendranayak4909
    @rajendranayak4909 Před 6 měsíci

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ 🙏🙏🙏🙏

  • @biswanathbehera1262
    @biswanathbehera1262 Před rokem +3

    JAY JAGANNATH SWAMI NAYANA PATHA GAMI BHABA TUME 🙏🙏🙏🙏

  • @chittabarik2736
    @chittabarik2736 Před rokem +5

    Jay jagannath❤❤😭🙏

  • @pradeshkumarsahoo1877
    @pradeshkumarsahoo1877 Před 8 měsíci

    ଜୟ ଜଗନ୍ନାଥ ମହାପ୍ରଭୁଙ୍କ ଜୟ ହେଉ 🙏🙏🙏🙏🙏🙏

  • @asishranjannath2427
    @asishranjannath2427 Před rokem +1

    Jay maa bimala 🙏🙏 Jay shree jagannath 🙏🙏 mahaprabhu tumari naa re sakala aarambha tumari naa re Dina sare Jaya jaga disahare 🙏🙏

  • @DEEPAK-dz9op
    @DEEPAK-dz9op Před rokem +5

    Jay Jagannath swami 🙏🙏🙏🙏

  • @bhubanpradhan40
    @bhubanpradhan40 Před rokem +4

    Jai jaggannath👏👏👏👏👏

  • @babimakingstudio1864
    @babimakingstudio1864 Před 27 dny +1

    ଜୟ ଜଗନ୍ନାଥ ଶିତା ରାମ

  • @khantiodishatoka3137
    @khantiodishatoka3137 Před rokem +3

    ମୁହଁରୁ ମୋହର କିଛିବି ବାହାରୁନି ଖାଲି ଗୋଟିଏ କଥା କହିବି ଜୟ ଜଗନ୍ନାଥ 🙏🙌

  • @odiamotivationalstorypoint2604

    Jay Jagannath bhai 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @devilskk1955
    @devilskk1955 Před 3 měsíci +1

    କଳିଯୁଗରେ ଜୟ ଶ୍ରୀରାମ ଜୟ ଜଗନ୍ନାଥ

  • @narayandalai9799
    @narayandalai9799 Před rokem +1

    ॐ 🚩🌹ସାଇ 🚩🌹ରାମ🍀🚩🌱🌿🍀🚩☘️🌴🍀🚩🌿🍀🌺🌱🌹🌿🍀🚩ଅଲେଖ🚩🌴 ମହିମା 🚩🌴ଶରଣଂ🚩🌴🌿🍀🚩ଜୟ 🚩☘️ହନୁମାନ🚩🌴🚩🌴ଜୟ🌴🚩 ମାଁ🌴🚩 ତୁଳସୀ🚩🌴🍀🌱

  • @essjeeraj6669
    @essjeeraj6669 Před rokem +4

    Jay jagannath🙏🙏🙏
    Jay maa bimala devi namaha

  • @Sanja1234Y
    @Sanja1234Y Před rokem +3

    Jay Jagarnath 🙏🙏🙏

  • @srutirana3067
    @srutirana3067 Před rokem +1

    ଜୟ ଜଗନ୍ନାଥ ସ୍ୱାମୀ ତମେ ହିଁ ସାହା ଭରସା 🙏🙏🙏🙏🙏

  • @Foodrecipes054
    @Foodrecipes054 Před 11 dny +1

    Jay jagannath 🙏🏻🙏🏻🙏🏻🙏🏻❤

  • @DigvijayROUT-df1bd
    @DigvijayROUT-df1bd Před rokem +3

    Jai mata di❤❤❤

  • @pinkiswain9478
    @pinkiswain9478 Před 11 měsíci +1

    Jay Jagannath maha Prabhu . Koti odia nka moudamani 💓🙏🙏🙏

  • @bisworanjandalai2052
    @bisworanjandalai2052 Před rokem +3

    Jay Jagannath swami ki jay

  • @amiyanayak842
    @amiyanayak842 Před rokem +3

    Jay Jagannath swami ji 🙏🏿🙏🏿

  • @chiku_07
    @chiku_07 Před rokem +1

    ମହାପ୍ରଭୁଙ୍କ କରୁଣା ଅପାର ।। ଜୟ ଜଗନ୍ନାଥ 🙏🙏