ଚାରି ଦ୍ଵାର ଖୋଲିବା ପରେ .. || news room ||

Sdílet
Vložit
  • čas přidán 15. 06. 2024
  • ଚାରି ଦ୍ଵାର ଖୋଲିବା ପରେ .. || news room ||
    #odisha #newsroom #trending #breakingnews #manoranjanmishra #cmmohanmajhi #jaganathtemple #puri #rathayatra

Komentáře • 341

  • @MamataTVtalamala
    @MamataTVtalamala Před 14 dny +66

    ଜଗନ୍ନାଥ ଙ୍କୁ ନେଇ ରାଜନୀତି ଏମାନଙ୍କୁ ମହଙ୍ଗା ପଡ଼ିବ ବଡ଼ ଜନ ଆସନ୍ତୋଷ ହେବାକୁ ଯାଉଛି

  • @BibhutiDalei-hz7xs
    @BibhutiDalei-hz7xs Před 14 dny +14

    ନବୀନ ବାବୁଙ୍କ ଶାସନ ଥିଲା ଦୂରଦର୍ଶୀତା ର ଶାସନ ମୂର୍ଖଙ୍କ ର ନୁହେଁ !!!!!!

  • @MamataTVtalamala
    @MamataTVtalamala Před 14 dny +64

    ଲୋକ ମେଡିକାଲ ରେ ପଡିଲେଣି କିନ୍ତୁ aurgus, Qr News au specially OTV କଣ ପାଇଁ ଏଖବର୍ ପ୍ରସାରଣ କରୁନି, କେବଳ ରାଜନୀତି ଛଡ଼ା ଆଉ କିଛି ଜଣା ନାହିଁ, ସେଠୀ ବବିଦାସ ଘର ଆଗରେ କ୍ୟାମେରା ଧରିକି ବୁଲୁଛନ୍ତି ସେଠୀ କେହି ନାହାନ୍ତି, ଏଠି ଲୋକ ହଇରାଣ ହେଉଛନ୍ତି ସେକଥା ଦେଖା ଯାଉନି

    • @simapradhan7503
      @simapradhan7503 Před 14 dny +6

      Election time re BJD against re bht news karik loka nka mind change kari dele

    • @MamataTVtalamala
      @MamataTVtalamala Před 14 dny

      ​@@simapradhan7503ଠିକ୍ କହିଛ ଲୋକ ଏବେ ପସ୍ତଉଛନ୍ତି ସମସ୍ତେ ଭାବୁଥିଲେ ମୁ ଭୋଟ ଦେଲେ କଣ ସରକାର ବଦଳିବ, ସମସ୍ତେ ସେଇ କଥା ଭାବିକି ଭୋଟ ଦେଇଛନ୍ତି ଏବେ ପସ୍ତଉଛନ୍ତି

    • @dhrubanandaparida1802
      @dhrubanandaparida1802 Před 14 dny

      Orgu is a biased media paid by BIP.

    • @manassahoo279
      @manassahoo279 Před 14 dny +3

      ମାଣିଆ ମିଳିଲେ ସିନା

    • @sukantabehera4551
      @sukantabehera4551 Před 14 dny +1

      Bhal heicchi lok manku .
      Bhal jinis ku gharan Kariba ku
      Naraja.
      Seithipaini aaji ebhali paristhithi.
      BJD birudhare kahi mind wash karidele . Ebe bhal kari Nama nebe.

  • @biswajitmoharanabf5149
    @biswajitmoharanabf5149 Před 14 dny +28

    ନବୀନ ପଟ୍ଟନାୟକ କଣ ବୋକା ଥିଲେ ସେ ବନ୍ଦ୍ କରିଥିଲେ bjp ଜାଣିନି କଣ ପାଇଁ ବନ୍ଦ ଥିଲା ।bjp ର ଓଡ଼ିଶା ରେ first time ସରକାର ତ ସେ ଭାବୁଚି ରାଜ୍ୟ ଚଳେଇବା ଛୋଟ କଥା ।ଯାହା ତାଙ୍କ ମନକୁ ଆସିଚି ସେ ସେଇଆ କରିବେ ।ଯୋଉ ମାନେ bjp କୁ vote ଦେଇଛନ୍ତି ସେମାନଙ୍କୁ ଭଲ ଲାଗୁଚି ଲୋକ ଦଳ ଚକଟା ହେଲେ ତାଙ୍କ ଘର ଲୋକ କେହି ନାହାନ୍ତି ନା

    • @prakashkumar1695
      @prakashkumar1695 Před 14 dny +2

      Aare bhai BJP ra CM candidate hau ba jete mantri mandal tiari karichhanti sabu jaka anabhigya kahar b gote administration chaleibar abhigyata nahi tenu aapan janiparuthibe emane sarkar kmti chaleibe odisha re jaha centre ru order aasibe emane kandhei bhali nachibe,odisha loka nischay anubhab karibe parivartan mane kn BJP ra sasan kmti

  • @pramodanaspirant
    @pramodanaspirant Před 14 dny +70

    ଓଡ଼ିଆ ଲୋକଙ୍କୁ ମୂର୍ଖ ବନେଇବା ଏଇ BJP ସରକାର ଭଲ ଭାବେ ଜାଣିଛି

    • @OMMPRAKASH-fr3bb
      @OMMPRAKASH-fr3bb Před 14 dny

      Odiar loka nku apari darkar

    • @sameerkumarodiamusicvideoo
      @sameerkumarodiamusicvideoo Před 14 dny +1

      All rights bhai loka tk maja...naba dara kara na

    • @SaileshDehuri
      @SaileshDehuri Před 14 dny

      Pandu pakhare Tama mane munda biki decha😂😂😂😂

    • @Adityafoodandvlogs
      @Adityafoodandvlogs Před 14 dny

      Corona purbaru sabu dwar khola thila setebele emiti problem nathila ebe ete matra re loka jauchhanti kehi au control kari paribe nahin baran corona pare jou byabastha thila thik ei dwar khola kichi labha nahin

    • @susarsawnta7
      @susarsawnta7 Před 14 dny

      😂😂😂

  • @betexshyamsundar990
    @betexshyamsundar990 Před 14 dny +90

    ବିଜେପି କୁଜିନେତା କିଛି କୁହ. ଅର୍ଗୁସ ଓ ଓଟିଭି କୁ ଡାକ. ସେ ଦେଖୁ.

  • @boblychagli5951
    @boblychagli5951 Před 14 dny +46

    ଅନଭିଜ୍ଞ ସରକାର , ମାଙ୍କଡ଼ ହାତରେ ଶାଳଗ୍ରାମ ଦେଲେ ଏୟା ହୁଏ ?

  • @s.a.jhumarsong5996
    @s.a.jhumarsong5996 Před 14 dny +24

    ଏଇ କଥା ଟିକେ ଅର୍ଗସ ନ୍ୟୁଜ ବାଲା ଓ ଓ ଟିଭି ବାଲାଙ୍କୁ କୁହନ୍ତୁ ଯେ ବର୍ତ୍ତମାନ କିପରି ଭକ୍ତ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ସେମାନେ ଭକ୍ତଙ୍କୁ ବୁଝାଇବେ । ଜୟ ଜଗନ୍ନାଥ

  • @manassahoo279
    @manassahoo279 Před 14 dny +12

    bjp team ଭାବୁ ଥିଲା ପୂର୍ବ ସରକାର ବୋକା ଥିଲେ ଯେ ଏହି system କରି ଥିଲେ

  • @MamataTVtalamala
    @MamataTVtalamala Před 14 dny +42

    Sir ଆପଣଙ୍କ news ମାଧ୍ୟମରେ ଜଣାଇବାକୁ ଚାହୁଁ 4 ଦ୍ଵାର ଖୋଲିବା ଦ୍ଵାରା ଅଂଶୁଘାତ ଓଃ ଦଳା ଚକଟା ହୋଇ ଭକ୍ତ ଆଜି ମେଡିକାଲ ରେ, ଆଗରୁ ଚାରିଦ୍ୱାର ଖୋଲାଥିଲା କିନ୍ତୁ ସମସ୍ତଙ୍କୁ ଯିବାକୁ ଅନୁମତି ନଥିଲା କେବଳ ପୁରୀ ବାସୀଙ୍କୁ ଥିଲା , ସରକାର ଙ୍କୁ ଜଣାଉଛୁ କି ରାଜନୀତି ପାଇଁ ଲୋକଙ୍କ ଜୀବନକୁ ବିପଦରେ ପକାନ୍ତୁ ନାହିଁ ଦୁଇ ପେଟ enty ଆଉ ଦୁଇ ପେଟ exit କରନ୍ତୁ , ଧନ୍ୟବାଦ୍ ନହେଲେ ନହେଲେ ଜଗନ୍ନାଥ ଙ୍କୁ ନେଇ ରାଜନୀତି କରୁଥିବା bjp ସରକାର ଙ୍କୁ ଜନ ଆନ୍ଦୋଳନ ର ସମ୍ମୁଖୀନ ହେବାକୁ ପଡିବ ଧନ୍ୟ ବାଦ , ଖୁବ୍ ଶୀଘ୍ର ଆନ୍ଦୋଳନ ହେବ jay ଜଗନ୍ନାଥ

    • @boblychagli5951
      @boblychagli5951 Před 14 dny

      ମୁଁ ଆପଣଙ୍କ କଥାରେ ସହମତ

    • @sujitnayak4600
      @sujitnayak4600 Před 14 dny

      Tu ete Anuradha karna bjp kee bodhe vote deichhu sethipain fatuchhi.naveen sarkar jindabaad

    • @kailashnicesongsahoo9878
      @kailashnicesongsahoo9878 Před 13 dny

      ସରକାର ଆଲୋଚନା ନକରି ଚାରି ଦୂର ଖୋଲିବା ଟା ପୁରାପୁରି ଭୁଲ୍ କରିଛନ୍ତି
      ଏହା ଦୂରା ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦ୍ରର୍ଶନ କରି ପାରୁନାହାଁନ୍ତି ଭିତରେ ବେହୋସ୍ ହେଉଛନ୍ତି

  • @kedarbiswal4575
    @kedarbiswal4575 Před 14 dny +5

    ପୂର୍ବ ସରକାର ଠିକ୍ ଥିଲା। ଏମାନଙ୍କ ଠାରୁ ଅଧିକ ବୁଦ୍ଧିମାନ ବୋଲି ଅନୁମାନ କରି ହେବ।

  • @tapanofficeal
    @tapanofficeal Před 14 dny +9

    ଆଉ ଚାରି ଟି ନୁଆ ଦ୍ବାର ଖୋଲା ଜାଉ

  • @shortsvideomaker4588
    @shortsvideomaker4588 Před 14 dny +15

    Naveen Sir Jindabaad,, Pandian Sir Jindabaad 🎉🎉.... AC re line re thia heiki ta saha peeba paani aau basiba arrangement bhala lagilani,, ebe khali bampha😂😂

  • @saismita993
    @saismita993 Před 14 dny +11

    Good.A real impartial news channel

  • @kkcscience7742
    @kkcscience7742 Před 14 dny +4

    ଆଜିକାଲି ସାମ୍ବାଦିକତାରେ କିଛି ବି ନିରପେକ୍ଷତା ନାହିଁ । ସବୁ ଚାଟୁକାରି । ଏମିତି ହେଲେ ସଠିକ୍ ଖବର କେମିତି ମିଳିବ । ତେବେ ଏଭଳି ପରିସ୍ଥିତିରେ ମନୋରଂଜନ ବାବୁଙ୍କ ଉଦ୍ୟମ ପ୍ରଶଂସନୀୟ ।

  • @animeshmohapatra8824
    @animeshmohapatra8824 Před 14 dny +6

    ଜଗନ୍ନାଥଙ୍କୁ ନେଇ election ଅଜେଣ୍ଡଆ କରାଯାଇ ଭକ୍ତ ର ଭାବାବେଗ ସହିତ ଏ ସରକାର ଖେଳି ଲୋକଙ୍କ ଜୀବନକୁ ମୃତୁମୁଖକୁ ଟାଣି ନେଉଛି ଏହା ପାଇଁ human rights commission ଙ୍କ ପାଖରେ କେସ ଫାଇଲ କରାଯାଇ ସୁରକ୍ଷା ବେବସ୍ତାକୁ କଡାକଡି କରା ଯିବାକୁ ସରକାରଙ୍କୁ ତାଗିଦ୍ କରାଯିବା କଥା

  • @spacecuriosity2304
    @spacecuriosity2304 Před 14 dny +13

    ଏବେ ଆମେ ଆମ ନବୀନ ଙ୍କୁ କେମିତି ଆଣିବା... କିଛି ଉପାୟ ଦିଅ

  • @ashokkumarpradhan2210
    @ashokkumarpradhan2210 Před 14 dny +28

    Old is Gold

  • @skpal498
    @skpal498 Před 14 dny +10

    ଜନସଂଖ୍ୟା କମାଇବାକୁ ଯୋଜନା ଚାଲିଛି..... 😥

  • @NarendraMajhi-ol4kt
    @NarendraMajhi-ol4kt Před 14 dny +11

    Otv hehuchi no 1 godi media seti pai dekha jahuno😢

  • @skpal498
    @skpal498 Před 14 dny +10

    ଆପଣ ମାନେ ଖୁସି ତ.. 😱

  • @skpal498
    @skpal498 Před 14 dny +8

    Double Engine ରେ ଏମିତି କିଛି ହେବାକଥା ନୁହଁ... 🤔

  • @prabirkumardash3836
    @prabirkumardash3836 Před 14 dny +5

    ପ୍ରଥମେ କିଛି ଦିନ ପାଇଁ ଦର୍ଶନ କୁ ସ୍ଥଗିତ ରଖା ଯାଉ, କିଛି planing କରି ବେରୀ କେଡ କରି ପରୀକ୍ଷା ମୂଳକ ଭାବରେ ଲୋକ ଙ୍କୁ ଭିତର କୁ ଯିବା ପାଇଁ ଅନୁମିତ ଦିଆ ଯାଉ

  • @user-ru2lx7mu6v
    @user-ru2lx7mu6v Před 14 dny +6

    ନୂଆ ମୃଖ ମନ୍ତ୍ରୀ ଟା ଦେଖେଇ ହେଉଥିଲା କଣ ନା ମୁ ଚାରିଦ୍ଵାର ଖୋଲିଦେଇଛି

  • @ajayanayak4414
    @ajayanayak4414 Před 14 dny +8

    ପହିଲି ନାଟ ରୁ ଗୋଡ଼ ଫର୍କେଟl - ଓଡ଼ିଆରେ ପ୍ରବାଦ ଅଛି ।

  • @betexshyamsundar990
    @betexshyamsundar990 Před 14 dny +17

    Salut nabinji.

  • @prakashbiswal7330
    @prakashbiswal7330 Před 14 dny +8

    Nabin babu nk decision is outstanding

  • @dhrubanandaparida1802
    @dhrubanandaparida1802 Před 14 dny +7

    1st step of BJP government is not fruitful ; future will speak more result.

  • @devendranathdas9636
    @devendranathdas9636 Před 14 dny +2

    ବହୁତ ସୁନ୍ଦର ଭାବରେ ବୁଝେଇଲେ. ଏଠାରେ ବିଚକ୍ଷଣ ଟ୍ରାଫିକ ବ୍ୟବସ୍ତାର ଆବଶ୍ୟକତା ଅଛି. ଭିଡ଼ ପରିଚାଳନା ଦକ୍ଷତା ଓ ଶୃଙ୍ଖଳାର ସହିତ କରିବାର ଆବଶ୍ୟକତା ଅଛି. ଏଣ୍ଟ୍ରି ଓ ଏକଜିଟ ପରିଚାଳନା ବିଭିନ୍ନ ପୂଜା ପଦ୍ଧତି ପରିଚାଳକ ମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଶୃଙ୍ଖଳାର ସହିତ ଦର୍ଶନ କରିବାର ଆବଶ୍ୟକତା ଅଛି. ଭିଡ଼ ସମୟ ଅନୁସାରେ ସହସ୍ର ଗୁଣ ବଢ଼ି ଯାଇଛି. ଦ୍ୱାର, ଅଗଣା ଓ ମନ୍ଦିର ଗର୍ଭ ଗୃହ ର ପରିଧି ବଢ଼ି ନାହିଁ, ତେଣୁ ଦର୍ଶନ ପାଇଁ ସ୍ୱାଭାବିକ ଭାବେ ଅଧିକ ସମୟ ଲାଗିବ. ସେଥିପାଇଁ ଅଧର୍ଯ୍ୟ ହେବା ଉଚିତ ନୁହେଁ

  • @niranjanmohapatra849
    @niranjanmohapatra849 Před 14 dny +4

    ଅତୀତର ନାଗାର୍ଜୁନ ବେଶ ପରିସ୍ଥିତି ସୃଷ୍ଟି ହେଵା ଜଳ ଜଳ ଦିଶିଲାଣି.....

  • @suryasahu966
    @suryasahu966 Před 14 dny +1

    ଏଇ କଥା ଶୁଣି ମତେ ଲାଗୁଚି ଆଗେ ଠୀକି ଥିଲା ଜୟ ଜଗନ୍ନାଥ 🙏🙏🙏

  • @bibhutibhusanbehera5464
    @bibhutibhusanbehera5464 Před 14 dny +1

    ଜୀବନ ମୂଲ୍ୟଵାନ. ରାଜନୀତି ତା ବାଟରେ.

  • @bijaypatra9105
    @bijaypatra9105 Před 14 dny +1

    ବଢିଆ ବଢିଆ ବଢିଆ ଖବୁ ବଢିଆ ଜୟ ଜଗନ୍ନାଥ 🙏🙏

  • @user-cw9gp5ty9f
    @user-cw9gp5ty9f Před 13 dny +1

    ଗ୍ରୁପ ୱାଇଜ ( ଦଳ ଦଳ ୱାରି )ଭିତରକୁ ଛଡ଼ା ଗଲେ, ଚାରିଦ୍ଵାର ଖୋଲାଗଲେ ବି ଭିଡ଼ର ମାତ୍ରା ନିଶ୍ଚିତ କମିବ । ଶୃଙ୍ଖଳିତ ଦର୍ଶନ କରେଇବାର ମାନସିକତାର ଅଭାବ ଅନୁଭୂତ ହେଉଛି । ଜୟ ଜଗନ୍ନାଥ, ... ... ...

  • @subratkumarpadhi8885
    @subratkumarpadhi8885 Před 14 dny +4

    Sir
    Your unmatched personality and crystal clear thoughts will be remembered for ever Sir.

  • @gobindasahoo3222
    @gobindasahoo3222 Před 14 dny +14

    ଆମ ନୁଆ ମୁଖ୍ୟ ମନ୍ତ୍ରୀ କୁ ଯଦି ଗୋଟେ ମୁଖା ତାଙ୍କ ମୁହଁରେ ପୁରେଇକି ମନ୍ଦିର ଭିତରେ ଛାଡି ଦିଆ ଯିବ କେମିତି ଠାକୁରଙ୍କୁ ଦର୍ଶନ କରିବେ

  • @debiprasadmishra2699
    @debiprasadmishra2699 Před 14 dny +3

    ମୋ ଘର ପୁରୀ ରେ ନୁହେଁ। କେବେ ସୈାଭାଗ୍ଯ ହେଲେ ଶ୍ରୀମନ୍ଦିର ଯାଇପାରେ। ଯେବେ ବି ଯାଇଛି,ସିଂହ ଦ୍ୱାର ଦେଇ ପ୍ରବେଶ କରିଛି। ଦେଖିଛି ଅନ୍ଯ ଦର୍ଶନାର୍ଥୀ ବସ୍ ରେ ହେଉ କି ନିଜ ଗାଡିରେ,ସୁପ୍ରସସ୍ତ ବଡଦାଣ୍ଡ ରେ ପହଞ୍ଚନ୍ତି,ଅଋଣ ସ୍ତମ୍ଭ ସ୍ପର୍ଶ କରନ୍ତି ସିଂହଦ୍ୱାର ବାଟେ ମନ୍ଦିର ପ୍ରବେଶ ଉପରାନ୍ତେ ପତିତପାବନଙ୍କୁ ପ୍ରଣିପାତ କରି ବାଇଶପାହାଚ ଦେଇ ଆଗକୁ ବଢନ୍ତି।
    କ୍ୱଚିତ୍ ପୁରୀ ବାହାରର କେହି ଦର୍ଶନାର୍ଥୀ ସିଂହଦ୍ୱାର ବ୍ଯତୀତ ଅନ୍ଯ ତିନି ଦ୍ୱାର କୁ ମନ୍ଦିର ପ୍ରବେଶ ନିମିତ୍ତ ସୁବିଧାଜନକ ମଣିବେ।
    କାରଣ ମନ୍ଦିର ପରିକ୍ରମା ପ୍ରୋଜେକ୍ଟ ରୂପାୟନ ପୂର୍ବରୁ ସ୍ୱଚ୍ଛନ୍ଦ ଚଳପ୍ରଚଳ ର ସୁଯେଗ ହି ନଥିଲା।
    ତେବେ,ସେତେବେଳେ ଦିଅଁ ଦର୍ଶନ ଓ ମନ୍ଦିର ପରିକ୍ରମା ପରେ କେହି କେହି ଅନ୍ଯ ଦ୍ୱାର ଦେଇ ବାହାରି ଯାଆନ୍ତି,କେହି ବି ପୁଣି ସିଂହ ଦ୍ୱାର ଦେଇ ଫେରନ୍ତି।
    ଏବେ ମନ୍ଦିର ବେଢା ଚାରିପଟ ମାର୍ଗ ପ୍ରଶସ୍ତ। ଚାରି ଦ୍ୱାର ଖୋଲା। ମନ୍ଦିର ଭିତରକୁ ଚାରି ଦ୍ୱାର ଦେଇ ଦର୍ଶନାର୍ଥୀ ପ୍ରବେଶ କରୁଛନ୍ତି।
    କିନ୍ତୁ ,ଯାହା ଶ୍ରୀ ହେକ୍ଟର ମିଶ୍ର କହିଲେ,ମନ୍ଦିର ଭିତର ପରିସରର ଆୟତନ ଯେତିକି ସେତିକି।
    ଭିଡ ଅସମ୍ଭାଳ ହେବ।
    ମୋ ଆଶଙ୍କା ମନ୍ଦିର ନିରାପତ୍ତା ଏବେ ବିପନ୍ନ।
    ଆତଙ୍କବଦୀ କେବେ ବି ଭିଡ ର ଦୂରୁପଯୋଗ କରିବେ।
    ସେମାନେ ଚାହିଁ ବସିଛନ୍ତି।
    ଯଦି ସେପରି ହୁଏ,ତେବେ ଆମେ କହିବୁ ବରଂ ପରିକ୍ରମା ପ୍ରୋଜେକ୍ଟ ହେବା ର ଉଦ୍ଦେଶ୍ଯ ( ଆତଙ୍କବାଦୀ ଆକ୍ରମଣ ସମୟ ରେ ସଫଳ ମୁକାବିଲା )ଦିଗହରା ହୋଇଯାଉଛି।

  • @debasishsarangi2726
    @debasishsarangi2726 Před 14 dny +3

    Really previous procedure was very much genuine.
    Decision on Lord Jagannath temple puri should not be taken through political issue.
    However God may save life of all.
    Jay Sri Jagannath 🙏🏻 ♥️.

  • @jagnyapradhan4611
    @jagnyapradhan4611 Před 14 dny +5

    Still Govt is not doing anything.. Where is our CM..

  • @archanapanda3732
    @archanapanda3732 Před 14 dny

    Best news channel your clear personality will be remembered forever sir

  • @gitanjalimahakhuda6812

    ସାର୍ ମୁଁ ଭାବୁଛି ଓଡ଼ିଶାର ବହୁ ତଲୋକ ଦଳାଚକଟାରେ ଭକ୍ତଙ୍କ ପ୍ରବେଶ କରିବାକୁ ଭିତରେ ପୁରା ଖରାପ ହୋଇଗଲା ତେଣୁ ଆମେ ଯାଇଥିଲୁ ହେଲେ ଆଊଈଛାନାହି ❤❤❤❤❤

  • @bipinamallik2803
    @bipinamallik2803 Před 14 dny +6

    BJP Khali Dharmaku Nei Rajaniti Karijane, Bijuli Bill Kahinki Chadakara Jaunahi, Eakana BJP Ejendare Nathilaki?

  • @BanshidharPanda-oz9ws
    @BanshidharPanda-oz9ws Před 13 dny +1

    ନୂଆ ସରକାର ଚାରି ଦ୍ବାର ଖୋଲିବା ଏକ ଅସଫଳ ପ୍ରୟାସ।

  • @OMMPRAKASH-fr3bb
    @OMMPRAKASH-fr3bb Před 14 dny +5

    Jaha haba BJP dai mg orgas OTV kuadegala

  • @BijayakumarParida-rs6mc
    @BijayakumarParida-rs6mc Před 14 dny +2

    Hector bhaina perfect Katha kahile jai jagannath 👍

  • @FsuajaagHsiavavv
    @FsuajaagHsiavavv Před 14 dny +2

    RightMisraBabu

  • @kunumama9521
    @kunumama9521 Před 14 dny +1

    You are right, sir
    Car festival and Snaan Yatra are coming shortly.
    So, govt should take strong decision immediately.otherwise.many devotees will be stamped.
    Govt. will be responsible for that.
    Jay Jagannath.

  • @user-zy6bl7lt8q
    @user-zy6bl7lt8q Před 14 dny +1

    MaNoj bhai ka katha mote bahutu vala lage

  • @hrusikeshmallik3221
    @hrusikeshmallik3221 Před 14 dny +1

    ଏହା ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ଜଗନ୍ନାଥଙ୍କ ଦର୍ଶନ ପାଇଁ ୪ଦ୍ବାର ମୁକ୍ତହେବା କେତେ ସମିଚୀନ? ଭବିଷ୍ୟତ କହିବ ଏ ଅହଂକାରର ପରିଚୟ।

  • @ajaykumarswain2294
    @ajaykumarswain2294 Před 14 dny +14

    BJP ସରକାର କୁ କିଛି ଜଣାନାହିଁ

  • @BanshidharPanda-oz9ws
    @BanshidharPanda-oz9ws Před 13 dny +1

    ହୋ ଅରଗୁସ ଓ ଟୀଭି ଶ୍ରୀମନ୍ଦିର ରେ ଦଳାଚକଟା କଥା, ମେଡିକାଲ ରେ ଅଡମିସନ କଥା ତ କାହିଁ ଦେଖୋଉନ। କ'ଣ ହେଲା କି? ଓ ନିଜ ଦଳ ସରକାର ର ଅପିରଗତା ଲୋକେ ଜାଣିଦେଵେ ପରା! ଓ କି ବାହାଦୂରୀ! କ'ଣ ନା ଆମେ ଚାରି ଦ୍ବାର ଖୋଲୀଦେଲୁ

  • @lokanathdas22
    @lokanathdas22 Před 14 dny +1

    ମନୋରଞ୍ଜନ ମିଶ୍ର ନ୍ଯୁଜ୍ ରୁମ ରେ ଅଛ , ଏଠୁ ପୁଣି କେବେ ବାହାରିବ ।

  • @gitanjalibehera9648
    @gitanjalibehera9648 Před 14 dny +6

    Manoranjan Babu apana nka voice ta echo heuchi tk dhyan debe

  • @user-zy6bl7lt8q
    @user-zy6bl7lt8q Před 14 dny

    Good work ... News room

  • @sidheswarkandi3783
    @sidheswarkandi3783 Před 13 dny

    ମୁଁ ନିଜେ 17.6.24ସୋମବାର ସନ୍ଧ୍ୟା ପରଠୁ ପୁରୀ ଶ୍ରୀମନ୍ଦିର ରେ ଉପସ୍ଥିତ ଅଛି. ଚାରି ଦ୍ୱାର ଖୋଲିବା ପରେ... ଶ୍ରଦ୍ଧାଳୁ ସହଜରେ ବେଢା ଭିତରକୁ ପଶିଗଲେ... ହେଲେ ପ୍ରଭୁଙ୍କର ଦର୍ଶନ ବହୁତ କଷ୍ଟ ଦାୟକ. ମନ୍ଦିର ଭିତରେ ଏବେବି ବାରିକେଡ଼ ଅଛି....ଏବେବି 3 ଦ୍ୱାର ବନ୍ଦ ଅଛି. ଜୟ ଜଗନ୍ନାଥ 🙏

  • @abhirampanda5462
    @abhirampanda5462 Před 14 dny +2

    ଜୟ ଜଗନ୍ନାଥ, ଚାରି ଦ୍ଵାର ଖୋଲିବା ଦ୍ବାରା ଭକ୍ତ ମାନେ ଜଗନ୍ନାଥ ଦର୍ଶନ କରିବା ସୁବିଧା ହେଲା, ଏ ଆଲୋଚନା କରିବା ଆଯାର୍ଥ

  • @gurucharanmohapatra4508

    Very good analysis and brief discussion. I fully agree

  • @bhagirathibehera2174
    @bhagirathibehera2174 Před 13 dny

    ଜଗନାଥ ଭିକ ମାଗିଲା ବେଳେ ତମେ କୋଉଠି ଥିଲ

  • @dillippanda2603
    @dillippanda2603 Před 14 dny

    Bhai thik katha kahila

  • @ratanasahoo9429
    @ratanasahoo9429 Před 8 dny +1

    ଗୋଟେ ଦ୍ଵାର ରେ ଭଲରେ ଯାଉଥିଲେ, ନବୀନ ସାର୍ ଦୂର ଦର୍ଶି ଥିଲେ,

  • @trinatharteducation881
    @trinatharteducation881 Před 14 dny +1

    Old is gold

  • @jayamangalnayak8728
    @jayamangalnayak8728 Před 12 dny

    Yesterday I visited safely and entered from South gate.It is satisfactorily controlled.The comfort of darshan depends on nature of devotees.

  • @lokanathdas22
    @lokanathdas22 Před 14 dny +4

    ଶ୍ରୀ ମନ୍ଦିର କଥା ସ୍ଵୟଂ ଶ୍ରୀ ଜଗନ୍ନାଥ ହିଁ ବୁଝୁଚନ୍ତି । ଏଠି କୋୖଣସି ନେତା ମନ୍ତ୍ରୀ କିଛି କରିପାରିବେ ନାହିଁ ।
    ଉତ୍କଳେ ନେତା ର ନାହିଁ ପ୍ରୟୋଜନ
    ଉତ୍କଳ ର ନେତା ନିଜେ ନାରାୟଣ ।
    ତେଣୁ ନେତା ମନ୍ତ୍ରୀ କେବଳ ନାମକୁ ମାତ୍ର ।

  • @chandrabhanukar15
    @chandrabhanukar15 Před 13 dny +1

    BjD ଲୋକ ବୁହାଇ ଶ୍ରୀ ମନ୍ଦିରରେ ପ୍ରବେଶ କରାଉଛି।

  • @dashbirenchandra1770
    @dashbirenchandra1770 Před 10 dny +1

    ଭିତରେ ଧାଡ଼ି ନକଲେ ଦରଶନାଥୀ ସ୍ବର୍ଗ ଦ୍ବାର ଦେଖିବେ।

  • @krushnachandrachoudhury5971

    ମନୋରଞ୍ଜନ ବାବୁ, ଚାରିଦ୍ୱାର ରେ ଭି ଲମ୍ବା ଲାଇନ୍ ଲାଗିଛି, ଘଣ୍ଟା ଘଣ୍ଟା ଧରି ଭକ୍ତ ଲାଇନ୍ ରେ ଠିଆ ହୋଇ ମନ୍ଦିର ଭିତରକୁ ଗଲା ପରେ ମନ୍ଦିର ନାଟ ମଣ୍ଡପ, ଭିତର କାଠ ରେ ଭକ୍ତ ଦର୍ଶନ କମ ଠେଲା ପେଲା ହୋଇ ଦର୍ଶନ କରି ହେଉନି 🙏

  • @pratapbasantia923
    @pratapbasantia923 Před 13 dny

    100% right

  • @user-nc5kz6rs9n
    @user-nc5kz6rs9n Před 14 dny

    High level committee should be formed to control crowd devotees. The committee members should be all Sebayat head, puri Maharaja, Mandir Administration, Government authority, Police DG.
    If necessary CRPF authority.

  • @panchanansahu2908
    @panchanansahu2908 Před 14 dny

    ସିଂହ ଦ୍ବାର ରେ in ଅନ୍ୟ ତିନି ଦ୍ବାର ରେ out କରାଗଲେ ଭଲ ହୁଅନ୍ତା

  • @trilochansamal1113
    @trilochansamal1113 Před 13 dny

    Right sir

  • @monojkumarbehera8654
    @monojkumarbehera8654 Před 14 dny

    ଭଡୁଆ ମିଡିଆ ଚାଲ

  • @tapankumarsahu8392
    @tapankumarsahu8392 Před 14 dny +4

    Darshan miluni

  • @krushnachandrachoudhury5971

    ଭିତର କାଠ ଦର୍ଶନ ପାଇଁ ଅତ୍ୟଧିକ ଥରକୁ ୫୦ଲୋକ ୫ ମିନିଟ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିବା କଥା...

  • @aquagenous135
    @aquagenous135 Před 14 dny +3

    Ethi lokonkara ta nija chinta nahin...jie jaha kahile sethire vasigale...result ta emiti hin haba...mahaprabhu nku b chadunahanti rajnaitik dala...

  • @lifeofgudu1916
    @lifeofgudu1916 Před 14 dny +1

    This was expected...i visited when one door was opened at that time also i was having difficulties seeing lord Jagannath...Now they would have tried opening 2door..

  • @satyapriyamohanty2110
    @satyapriyamohanty2110 Před 14 dny

    Well said Mishra Babu🙏

  • @krushnachandrachoudhury5971

    ନୀତି ଚାଲିଲା ବେଳେ ବାହାର ଲାଇନ୍ ଲଗାଇବା ବନ୍ଦ୍ କରାଯାଉ

  • @kedarbiswal4575
    @kedarbiswal4575 Před 14 dny

    ନୂତନ ସରକାର ପୁର୍ବ ସରକାରଙ୍କ କୌଣସି କାର୍ଯ୍ୟକୁ ବୁଝି ବିଚାରି ବଦଳାନ୍ତୁ। ହଠାତ୍ ନୁହେଁ।
    ଦୁର୍ନୀତି କେଉଁଠି ହୋଇଛି ତାକୁ ଧରପଗଡ କରନ୍ତୁ।

  • @Foodrecipes054
    @Foodrecipes054 Před 14 dny +1

    He mahabahu saha huantu dayakarantu bhalare bhalare udhara karantu Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @OMMPRAKASH-fr3bb
    @OMMPRAKASH-fr3bb Před 14 dny +2

    BJP Ra Modi saha rajanath Asama CM ku daka jogi ku daka jagiba

  • @user-wh4kq1qk8o
    @user-wh4kq1qk8o Před 14 dny

    ଏ ଭାବାବେଗ ରେ ହୁଏ, କିଛି ଭିଡ ହେବ ନାହିଁ, ଆଉ ୫ରୁ ୭ଦିନ ଅପେକ୍ଷା କରନ୍ତୁ ଏ ଭିଡ କମିଯିବ।

  • @hemapanda2845
    @hemapanda2845 Před 13 dny

    Right

  • @user-rv5io9hd4t
    @user-rv5io9hd4t Před 14 dny

    ହରି 'ଟିପୋ; କୁଆଡେ ଗଲା ନବୀନ ନିବାସ ରେ ଡକ୍ଟର ରଖିବାକୁ କଉଥିଲା ଏବେ କଲେ। ଆଖି କୋଣ ନାହିଁ କି? କାନ କାଟିବାକୁ କଉଥିଲା। ପାଗଳ କୋଉଟିକାର।

  • @user-nc5kz6rs9n
    @user-nc5kz6rs9n Před 14 dny

    Bhitare general baricate and paid baricate to Kathagada for darshan smoothly . Decision should be taken on top priority. Baricate should be implemented.

  • @sushantakumarchampati8079

    Dear Manoranjan Mishra, please podcast about NEET irregularities.

  • @mansingmurmu626
    @mansingmurmu626 Před 14 dny

    ମନ୍ଦିର ପ୍ରଶାସନ ଆଉ ପୁରୀ ପ୍ରଶାସନ ମହା ଗବାଗାଣ୍ଡୁ। କିଛି ବି ଦାୟିତ୍ୱ ନାହିଁ। ସମସ୍ୟା କଣ ହଉଚି, ସମାଧାନ ଦରକାର। ଲୋକ ଖରା ରେ ରହୁଛନ୍ତି, ଛାଇ କରିବା ପାଇଁ ଟିକେ ବି ବୁଦ୍ଧି ଶୁଦ୍ଧି ନାହିଁ। ଲାଇନ ବାହାରୁ ଲୋକ ପଶୁଛନ୍ତି। ଏତେ ଟଙ୍କା ଦିନକୁ ଲୋକମାନେ ଦାନ କରୁଛନ୍ତି।ବହୁତ କିଛି ପରିବର୍ତ୍ତନ ର ଆବଶ୍ୟକ ତା ଅଛି

  • @batakrushanpanda7751
    @batakrushanpanda7751 Před 14 dny +3

    Murkha au ajogya lokamane sasana kale evali heba

  • @dillipkumar268
    @dillipkumar268 Před 14 dny +1

    Right answer

  • @kanakkanak5759
    @kanakkanak5759 Před 7 dny

    Kasta hele vakti haba bahut badhia

  • @srabannaik2662
    @srabannaik2662 Před 14 dny

    ଗୋଟେ କାମ କର ଚାରିଦୁଆର ସାରାଜୀବନ ପାଇଁ ବନ୍ଦ କରି ପ୍ଳାଷ୍ଟର କରିଦିଅ ଆଉ କାହିଁକି ଖୋଲିବା

  • @KuniSwain-qy8wb
    @KuniSwain-qy8wb Před 14 dny

    ଭାଇ ଆପଣଙ୍କୁ ସଲାମ ଉପଯୁକ୍ତ କଥା କହିଛନ୍ତି

  • @mitalipattnaik9807
    @mitalipattnaik9807 Před 14 dny

    Expert committee ଡାକ । ସମାଧାନ କର ।

  • @KuniSwain-qy8wb
    @KuniSwain-qy8wb Před 14 dny

    Bhai correct katha kahile

  • @ranjeetkhanar9272
    @ranjeetkhanar9272 Před 14 dny +2

    I het argus news

  • @rajanjena8958
    @rajanjena8958 Před 13 dny

    BJD ବାଲା ନିରଞ୍ଜନଙ୍କୁ କେତେ ଦେଇଛନ୍ତି।

  • @susarsawnta7
    @susarsawnta7 Před 14 dny

    ଡବଲ ଇଞ୍ଜିନ ଆଗରୁ ପଛରୁ ପେଲା ମଝିରେ ଜନତା ଦଳା ଚକଟା😂😂😂

  • @brahmanandaroul3193
    @brahmanandaroul3193 Před 14 dny

    8 ବର୍ଷ ଭିତରେ ବିଜେଡି ସରକାର କିଛି ବ୍ୟବସ୍ଥା କରିପାରିଲେ ନାହିଁ, କାହିଁକି l

  • @radhacharansahu3796
    @radhacharansahu3796 Před 14 dny

    Inside temple baricating will help devote to go in que. The system like in tirupati temple should be advisable. It will help every devote to to darsan of Lord Jaganath. Jaya Jaganath.

  • @sumitralenka7134
    @sumitralenka7134 Před 14 dny

    Jai Jagannath 🙏🌹
    Sabu bahara ta thik kardele.kintu bhitara ta tike bhida hauchi.sethipain tike bayabashtha kale aame samaste bhalare darsan kariparantu.🙏🙏

  • @puspanjalipatra7208
    @puspanjalipatra7208 Před 13 dny

    If law minister and head of district police and district administration and temple administrator will present inside temple all solutions will come