Nandighosha Diary | Sankar | Exclusive Interview With Jagannath Mohapatra Swain | NandighoshaTV
Vložit
- čas přidán 13. 03. 2022
- #NandighoshaDiary #JagannathSwainMohapatra #OdiaComedy #Sankar
#Viral #JagannathDevotee #Puri
#ChiefBadagrahiOfLord #Jagannath
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Nandighosha Diary | Sankar | Exclusive Interview With Jagannath Mohapatra Swain | NandighoshaTV
Visit Our Website: nandighoshatv.com/
Watch Live: nandighoshatv.com/live/
CZcams: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219 - Komedie
ହଁ ହଁ ପରା, ଭଗବାନ ସହାୟ ହେଲେ ମମତା ଜିତୁ ଆଉ ହିନ୍ଦୁଙ୍କୁ ମାରୁ,
ଗୋରୁ କାଟୁ ଆଉ ପଠାଣ ପୋଷୁ।
ଆପଣମାନେ କେବଳ ଟଙ୍କା ଆଗରେ ଲାଞ୍ଜ ପିଟିକି ମହାପ୍ରଭୁଙ୍କ ନାଁକୁ ତଳେ ପକେଇବା ଲୋକ।
ଆପଣଙ୍କୁ ଟିକେ ଖରାପ ଲାଗିଲାନାହିଁ ଯୋଉ ମମତା ବାନାର୍ଜୀ ସଂସଦରେ ଗୋରକ୍ଷା ଆଇନ ବିରୁଦ୍ଧରେ ସ୍ୱର ଉଠେଇକି କହିଲା ଗୋମାଂସ ଖାଇବା ତାର ମୌଳିକ ଅଧିକାର ଆଉ ଗୋରକ୍ଷା ହେଲେ ତାର ସେ ଅଧିକାର କ୍ଷୁର୍ଣ୍ଣ ହବ ସେଇ ଲୋକର ଘରେ ଆପଣ ସ୍ୱତନ୍ତ୍ର ପୂଜା କଲେ......
ଛି ଛି ଛି
Right brother 🙏
sir tk kahibe ki daitapati mane brahman na sabara jati ra ?
@@sanjaybiswal1669 ଦଇତା ଶବର ବିଶ୍ଵାବସୁଙ୍କ ବଂଶଜ। ତେବେ ଆପଣ ଅନୁମାନ କରିପାରନ୍ତି।
@@nrupatiniharsial3286 tamane semane sabara tribe ra ...tahele loka tribal nku lower caste boli kain kuhanti ...ghatagaon tarini,sabara srikhetra esabu re ta adivasi pujaka
@@sanjaybiswal1669 ଯିଏ କହିଲେ ତାଙ୍କୁ ସେଇ ପ୍ରଶ୍ନ କରନ୍ତୁ। ଭାରତୀୟ ସମାଜ ବା ବିଧି କେବେ କାହାର ଜନ୍ମକୁ ଆଧାର କରି ଏକପାକ୍ଷିକ ନିୟମ ରଚନା କରେନାହିଁ। ଉଚ୍ଚ-ନୀଚ୍ଚ ଭେଦର ଉଲ୍ଲଙ୍ଘନ ଆପଣ ଶ୍ରୀମନ୍ଦିରରେ ସ୍ପଷ୍ଟ ଦେଖିପାରିବେ। ସେବକଙ୍କୁ ପଚାରି ମଧ୍ୟ ପାରିବେ । ସେଠି ଯେ ସଭିଏଁ ଏକ ଏବଂ ସମାନ ବୋଲି ମତ ରଖନ୍ତି ଏହା ମୋର ପ୍ରତ୍ୟକ୍ଷ ଶ୍ରୁତ। ତେଣୁ ନିରାଧାର ମତବ୍ୟକ୍ତ କରୁଥିବା ବ୍ୟକ୍ତିସମୂହ ଯେ ଜ୍ଞାନଶୂନ୍ୟ ଏବଂ ଧୂମ୍ରଦୃଷ୍ଟି ଯୁକ୍ତ ଏହା ନିଃସନ୍ଦେହ।
ଭାଇ "ତା ଧେଇ ତା ଗୁରୁ ଗୁରୁ ଗୁରୁ ଗୁରୁ"। ସୁନ୍ଦର ମ୍ୟୁଜିକ । ଶଙ୍କର ଭାଇ ଆପଣଙ୍କ ଏହି ପ୍ରାୟାସ ଆମ ହୃଦୟ ର ଗଭୀରତା ରେ ବସା ବାନ୍ଧିଲା ।ଆଉ ଆପଣଙ୍କର ଚଲାପଥ କୁସୁମିତ ହେଉ ।ବୋଲ ଆନନ୍ଦେ ଏକବାର ହରିବୋଲ। ଜୟ ଜଗନ୍ନାଥ।ଜୟ ଓଡ଼ିଆ ଜାତି। ବନ୍ଦେ ମାତରଂ।
At 2:31, ki sundar family. Ete bhala paiba paraspara bhitare. Jay Jagannath ❤ 🙏
Jay jagannath.jay GoMata.Jay Jaguni Bhai.Go Mata nka ashirbad run Jaguni Bhai nka paribar Korana ankrat hoinahanti.
Khub bhala lagila video. Dhanyabad. Jay Jagannath. 🙏🙏🙏
Countnu please this program
Sankar sir bast anchor
Jaya Jagannath 🙏🙏🙏💐💐💐💐💐💐💐
Jay Jagannath Swami Nayan patha gami bhaba tume
Jay sri jagannath 🙏🏻🙏🏻🌹🌺🥰🌼
Jay Jagannath jay Jagannath
Jay jagannath 🙏
Jay jagannath
ଆପଣ ସେଇଲୋକ ଯିଏ ଦିନ 2 ରେ ବ୍ରହ୍ମ ସ୍ଥାପନ କଲେ ଯାହା ରାତି ରେ ଅନ୍ଧାର ରେ ହୋଇଥାଏ ମହାପ୍ରଭୁ ଜଗନ୍ନାଥଙ୍କ ଦାରୁ ସହ ଖେଳ କଲେ ଓଡ଼ିଶା ବାସୀ ଜାଣିଛନ୍ତି ଟଙ୍କା କେମିତି ବଣ୍ଟା ଗଲା
ଖାଲି ମନକୁ ବୁଝା କଥା ପ୍ରଭୁଙ୍କ ଇଛା।
R8
Dakhina kn Koti Koti dianti😀
Brahma stapana bhagwan nka echha sea jaha chhahinbe seia haba.....
@@madhusmitabehera9561 ପାପ ଓ ପାପୀ କଣ ଭଗବାନ ଙ୍କ ଇଛା ରତ୍ନ ଭଣ୍ଡାର ଚାବି ନାହିଁ
ମିଡ଼ିଆ ରେ ଭଣ୍ଡାର ଚୋରି ଅଭିଯୋଗ ଆସୁଛି , ବ୍ରହ୍ମ ପରିବର୍ତତନରେ ବିଭ୍ରାଟ ର ଆଜି ଯାଏ କିଛି ଶୁଣାଣି ହେଲାନାହିଁ ବ୍ରହ୍ମ ର ଫୋଟ vairal କଲେ କଣ ସେବାୟତ ମାନଙ୍କ ଛାଡି ଆଉ କିଏ ମନ୍ଦିର ଭିତରେ ମୋବାଇଲ ରେ ଏ କାମ କଲେ ଲୋକେ ଦୀପଜାଳି ଅପେକ୍ଷା ରେ ବ୍ରହ୍ମ ପରିର୍ତ୍ତନ ହଉଚି କିନ୍ତୁ 2 pmରେ ପରିବର୍ତ୍ତନ ହେଲା ଏସବୁ କଣ
ସେଥିପାଇଁ ଗୀତ ରେ କୁହାଯାଇଛି yada yada hi dharmasya ............
ସେଥିପାଇଁ ତ କହିଛି ଖାଲି ମନ ବୁଝା କଥା ପ୍ରଭୁ ଜଗନ୍ନାଥଙ୍କ ଇଛା।
ଆଜ୍ଞା ମୁ ପିଲାବେଳୁ ପୁରୀରେ ବଢ଼ିଛି।ମୁ ଜଗୁନି ବାବୁଙ୍କ ଘର ପାଖ ଲୋକ।ତାଙ୍କ ବିଷୟରେ ମୁଁ ଯାହା ଜାଣିଛି ତାହା କହିବା ଉଚିତ୍ ମନେକରୂନି।ଈଶ୍ୱର ସବୁ ଜାଣନ୍ତି।ତାଙ୍କୁ ସବୁ ଦେଇଛନ୍ତି ମାତ୍ର ଇଶ୍ୱରଙ୍କର ଇଚ୍ଛା ବିରୋଧ କାମ ମଧ୍ୟ କରିଛନ୍ତି।ଆପଣ ଭାତ ହାଣ୍ଡିରୁ ଗୋଟିଏ ଠିକ୍ ଧରିଛନ୍ତି।ବ୍ରହ୍ମ ଯଥା ସ୍ଥାନ ରେ ରହିଛନ୍ତି ନା ନାହିଁ ସେହି ଜଗନ୍ନାଥ ଜାଣନ୍ତି।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ⭕❗⭕🙏🙏🙏🙏🙏🙏🙏
Jay jagnnath🙏 mahaprabhu nker abhada kudua joumanekaruchhanti thare semanka interview niantu aapnka er ete sundar program re jagnnath nker sebayat manaka bisayar janihauchi Jay jagnnath🙏
Pronam.. Jai Jagannath
Jay Jagarnath
Best program
Jay jagannath swami prabhu
Jay shree Jagannath 🙏🙏🙏
ଜୟ ଜଗନ୍ନାଥ
ଭୁଲ ବିଲୁଝନ୍ତୁ ନାହିଁ ।
ଏହି ଚର୍ଚ୍ଚା ରେ ଶ୍ରୀମାନ ସେବକଙ୍କର ଅହଙ୍କାର ହିଁ ଦେଖା ଯାଉଛି ।
ଯେପରି କି ମମତା ଙ୍କ କଥା ।
ସେ ଯାହା କହନ୍ତି ତାହା ହୁଏ ।
ସେ ବ୍ରହ୍ମ ପରିବର୍ତ୍ତନ କରି ତାଙ୍କର କିଛି ହେଲା ନାହିଁ।
ଯଦି ସେବକ ଙ୍କ ର ଗୁରୁ ଓ ଜଗନ୍ନାଥଙ୍କ ର ସେବା ଗୋଟିଏ ଥର ପଡେ ତେବେ ଗୁରୁ ଆଜ୍ଞା ପ୍ରଥମ ।
ଏମିତି କେଉଁ ପ୍ରାଣୀ ଅଛି ଯିଏ ବ୍ରହ୍ମ ଙ୍କର ଦେବା କରି ନାହାଁନ୍ତି ।
ଜଗନ୍ନାଥଙ୍କର ସେବା ଅତି ଉତ୍ତମ ତାହାର ଅର୍ଥ ଏହା ନୁହେଁ ଏମାନେ ହିଁ ବ୍ରହ୍ମ ଅଂଶ ।
ଭଗବାନ ପ୍ରଭୁ ଭକ୍ତ ମାନଙ୍କୁ ଭଲ ପାଆନ୍ତି, ସେମାନେ ସେବକ ।
ମମତା ହିନ୍ଦୁକି କହିବେ ପୂଜକ ମହାଶୟ......
Aau se କାହାକୁ ବିବାହ କରିଛନ୍ତି
Jai Jagannath Swami🙏🙏🙏🙏
Jay Jagannath swami Nayana patha gami 🙏
Jay Jagannath ❤️
Jay jaganath
ମୁଁ ପିଲା ବେଳ କଥା ଦାକ୍ଷିଣା 10 ଟଙ୍କା ଯାଚି ଥିଲି ହାତକୁ ନେଲେ ନାହିଁ ହୁଣ୍ଡି ରେ ପକାଇ ଦିଅ କହିଲେ ଆଜକୁ ପ୍ରାୟ 35/37 ବର୍ଷ ତଳ ର କଥା 🙏🙏🙏🙏💐💐ଜୟ ଜଗନ୍ନାଥ
jai jaganath swami,
Jai Sri Jagannath 🙏🙏🙏
Jaya Jaganath swamy
Sankaŕa bhai bahuta sundar
Jagannath tumaku bhala ra rakhantu
Paisarilani ..ghata hela hun hun...l😅😅😅😅 jaha kuha sanakar Bhai acting very beautiful
Jay Jagannath
🙏🙏🙏 Jay jagannath 🙏🙏🙏
Jay Jagannath ❤️🙏🏻
Jay Jagannath 🙏
Jay jagannath 🙏🥺❣️🙏 Jay MAA Laxmi 🙏🥺❣️🙏❤️❣️🙏❤️❣️🙏
Jay shree jagannath swami Nayan path gami vaba tume vaba tume 💗💗💗🤗🤗🤗
Jayjaganath
Jay Jagannath 🙏🏼🙏🏼🙏🏼
Shankar bhainka interview badhia
..🙏🙏🙏 Jay Jagannatha Mahaprabhu..🙏🙏🙏 Guruji..
Jay jagannath🙏🙏🙏🙏🙏🙏🙏🙏
Jay jagnath
Jai jagannath prabhu
Jay jagannath swami 🙏🙏🙏
ଜୟ ଜଗନ୍ନାଥ 🙏 🙏
Jay jagannath Swami Nayan path gami bhaba tume 🙏🙏🙏🙏🙏
Jay Jagannath jay Jagannath jay Jagannath jay Jagannath
Jay tetiskoti Deva Devi 🙏🙏
Jay Jagannath mahaprabhu
🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ🙏🙏🙏🙏
Jay Jagannath ❤️❤️❤️❤️❤️❤️❤️🙏
Jay jagannath
Dayakari political katha kuhantuni
Super
Jay Jagannath Mahaprabhu Jay Jagannath Nana
Pranam
Jai jagannath swami 🙏🙏🙏🚩🚩🚩
Nice video
Dhanaya heli show DEKHI
good
Jay sri jagarnatha
🙏🏻Jay Jaggnath 🙏🏻
ଯାହା ହଉ କଲିକତା ରେ ମୋଦିଙ୍କୁ ହରେଇ ଦେଲେ ବହୁତ 🙏🙏🙏🙏
👍
Bhabar sima purna sri charanasrit. Jaya Jaya jagannath.
ଜୟ ଜଗନ୍ନାଥ ! 👌
ଜୟ ଜଗନ୍ନାଥ 🙏🏻🙏🏻🙏🏻
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ 🙏
Jay shree Ram 🙏
Maru maru mahapatra
ନମସ୍କାର
ମୋ କଥାକୁ ଅଧିକ mind କରିବେନି ହେଲେ କଣ ଜଗନ୍ନାଥ ଙ୍କ ସେବାୟତ ଜାଣିନାହାନ୍ତି ଯେ ତାଙ୍କ ଗୋସାଳା ର ଗାଈ ଗୁଡ଼ିକ ବିଦେଶୀ ବୋଧ ହୁଏ ଦେଶୀ ଗାଈ ରଖିଲେ ଭଲ ହୋଇଥାନ୍ତି ।
Nai bhai pray sabu desi
2nd interview bhaina nkara bhala lagilaa
Jagannath mahapatra puni swain 😂
Sundar swar
Mommy daka ta gote virus bhali madigalani
Jay jagannth swami
Tu bi tike,
Manisa pari haba ku chesta kare,
Kolkotta Ru besi miluchi
ସାନ ମା ର କି ହସ 😂
ଭାଇ ଜୟ ଜଗନ୍ନାଥ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସହ ଅନେକ ଅନେକ ଶୁଭକାମନା
ଏମିତି ବୋହୁ, ପୁଅ, ନାତି,100000 ରେ ଗୋଟିଏ
Chor khanta amne bhakti pain nuhe paise rogar kariba pain puri re kete property achi inquiry heu kalikata ra lokmanku thaki bahut paise paichi nangala kari badeeba katha
Maa thi dunia re kia bada nuha
ଆପଣ ତ ଏତେ କଥା କହୁଚ କହିଲ,,ଚିକେନ୍ ଖା,,ମାଛ ଖା କି,,,ମଟନ ଖା,, anda ଖା,, ହେଲେ ଆମିଷ ନ ଖା ,,ଦେଖି ଆର ଊତର କଣ ଦେଖି କହିଲ ତମେ,,
Jay Jagannath Swamy 📿⭕❗⭕🚩🙏
Didi harithila. Pare CM hela.
Super 💞💞
Mo mana nkara jay hau
ମୋ ଜଗନ୍ନାଥ* ମହାନ
Bhai tike nanaku kuhantu Taiha thakurank matharu kadhibenahi
.
jersery holestin cow, desi cow nahi gote bhi
Ja gannatahbswami
Sarbe hoibe eka kara nathiba beda ra, akara
ଜଗନ୍ନାଥଙ୍କ ପଣ୍ଡା ଆପଣ କେମିତି ?????ଆପଣ ଦୟିତାପତି ସେବକ।
Jay jagannath 😘❤️❤️🙏
Pura lancha..agaru Ratha upare khulam khula nau thila....ebe TV camera asiba pare lucheyeki chupyeki nau cha..
Bhaina jaha kricha tame jaga sahita tame kn ete jldi corona re jiba hisab heba sabu bhaiana he
Eea sabu chatukar,
Eea loka ta bi behia ta
ତମେତ ଗୋଟେ ଜଗନ୍ନାଥ ଆଉ ତେଣୁ ମମତା ଜିତିଲା କେଜ୍ରିୱାଲ କୁ ଡାକ ସେବି ଜିତିବ
ଜଗନ୍ନାଥ ନାମନେଇକି ଲୋକଙ୍କୁ ଠକୁଛ
ଆଉ ବଡ଼ବଡ଼ ସୁନା ଚେନ
ଗାଈ ଗୁହାଳ ତିଆରି କରୁ ଛ ଲାଞ୍ଚ ନିଏନି କହୁଛି ମୂର୍ଖ