Dress code for devotees at Jagannath temple in Puri from Jan 1
Vložit
- čas přidán 9. 10. 2023
- ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ। ଆସନ୍ତା ନୂଆବର୍ଷରୁ ଲାଗୁ ହେବାକୁ ଯାଉଥିବା ଏ ନୂଆ ନିୟମକୁ ନେଇ ଭକ୍ତ ମହଲରେ ଚର୍ଚ୍ଚା। ମାର୍ଜିତ ପୋଷାକ ପରିଧାନ କରି ଜଗନ୍ନାଥ ଦର୍ଶନକୁ ଭକ୍ତ ସ୍ବାଗତ ତ କରିଛନ୍ତି ହେଲେ ଶାଳୀନ ପୋଷାକର ସଜ୍ଞା ଏବଂ ଏହାର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ
#Puri #LordJagannath #Srimandir
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
CZcams: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ବହୁତ ଭଲ ନିଷ୍ପତ୍ତି ନେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ବେଶଭୂଷା ନିୟନ୍ତ୍ରଣ ରହିଲେ ଅତି ଉତ୍ତମ,ଭକ୍ତ ଏଥିପ୍ରତି ସଚେତନ ହେବା ଦରକାର ।ଜୟ ଜଗନ୍ନାଥ
Very good decision by Sri mandir prashasan
ଆଗ ଶୃଙ୍ଖଳିତ ସୁଚାରୁରୂପେ ଦର୍ଶନ ବ୍ୟବସ୍ଥା କର। ବରିଷ୍ଠ ନାଗରିକଙ୍କ ସୁବିଧା ଭାବେ ଦର୍ଶନ ବ୍ୟବସ୍ଥା କର। ସୁଲଭ ଓ ମାଗଣା ଅବଢ଼ା ବ୍ୟବସ୍ଥା କର ଅନ୍ୟ ରାଜ୍ୟର ମନ୍ଦିର ପରି। ପୁରୀର ଼ମୌଳିକତା ରକ୍ଷା କର
।
Jay jagannath . bahut bhala katha..
ଖୁସି ଲାଗି ଲା ଜୟ ଜଗନ୍ନାଥ
Dress code is correct desition
Bahut bhala decision neichanti 🙏 other state re eha bahut agaru lagu achi... basically Kerala re without saree or dhoti Punjabi no entry in temple 👍
ବହୁତ ଭଲ ନିଷ୍ପତ୍ତି ନେଇଛନ୍ତ ଆପଣ ମାନେ ❤
Right decision 👍
Welcome to this kind of dissection.
Jai Jagannath 🙏🙏🙏🙏🙏
Jay jagannth!! Right ✅️
Very good decision😊and Best👍decidion 🙏Jay sree 🙏JAGANATH
Jay Jagannath 🙏🙏🙏🙏🙏🙏
Bhala heichi hats up
ବହୁତ ଭଲ କଥା
Babut bholo nispati. Loko mane ye nimoku palono Kariba saho .mani ba bhi darkar.Jai Jagannath ❤
ନିଷ୍ପତି ସ୍ୱାଗତ ଯୁଗ୍ୟ 🙏🙏
Badhia hela
Good dicision ....by srimandir prasasan
Very good job
Right
I am happy this decision
Jya jagannath 🙏🙏🙏❤️❤️
Jay Jagannath
Sevayat mananka dress code karu nahanti......
Good dicison
Good
Good disition .
Jay Jagannath 🙏🙏🙏
ବହୁତ୍ ଭଲ ଉତ୍ତମ ପ୍ରସ୍ତାବ ! ସେ RTI କର୍ମୀ ଟା ପାଗଳ ଟା ବୋଧେ
ଜୟ ଜଗନ୍ନାଥ 🙏🙏🙏...
ଭଲ
ଚେତନା ଜାଗ୍ରତ ହେଉଛି
Jay. Jagannta
Very good
Right Decision
Good decision
Hey ମହାପ୍ରଭୁ ତମେ ମୋ ଡାକ ଶୁଣିଛ 🥺🙏🌼🌻
ହୁକୁମ ନାମା ଲଦି ଦେଲେ , ବେପାର ଭଲ ହେବ , ପଣ୍ଡା ପୂଜାରୀ ଦୁଇ ପଇସା ରୋଜଗାର କରିବେ ,
Exactly
ଅଙ୍ଗ ପ୍ରଦର୍ଶନ ରହିତ ପୋଷାକ ଦର୍ଶକଙ୍କ ଭକ୍ତି ଭାବ ବୃଦ୍ଧିର ସହାୟକ ହେବ। ମନରେ ଏକାଗ୍ରତା ଆଣିବ ଜଗା ଦର୍ଶନ ପାଇଁ।ଦର୍ଶକ ଅନ୍ୟକୁ ନ ଦେଖି ଦେବାଦେବୀ ଓ ମନ୍ଦିରର ଚାରୁକଳା ଉପଭୋଗ କରିବେ।
ସମ୍ବଲପୁରୀ ପୋଷାକ ପିନ୍ଧିବା କଥା ସମସ୍ତେ
Jane gariba loka mandir jiba pai sambalpuri dress pain paisa kia daba ???? Dressing sense katha kuhantu.
@@Nickey_45-22rule kan heichi
Kerala padamnava mandira re amit hua jay jagannath
ଆଗକୁ ଆହୁରି ଜାଗୁଡି ହବାର ଅଛି
Thick thick Jay jaganath 🙏🌹
Ooook good
Pua pila dhoti judo pindhi gole volo❤
Kerala style kara posaka
Bahot agaru haebara thila😡
Kichi nua bass gote drama hauchi iee sabu
Exactly
😂 English loka asile
Odia style dress pinidhiba
Jai jagannath
Right
ଜୟ ଜଗନ୍ନାଥ 🙏🙏🙏....
Very good
Sevayat mananka dress code karu nahanti......
Se ta gote gote bhagawan