ଲକ୍ଷ୍ମୀ ବସକୁ ନେଇ ନବୀନ ପାଣ୍ଡିଆନଙ୍କ ମୁଖା ଖୋଲିଦେଲେ ବିଜେପିର ଏହି ନେତା...

Sdílet
Vložit
  • čas přidán 27. 02. 2024
  • ATV ODISHA LIVE | ODISHA NEWS | POLITICAL NEWS
    ଶୁଣନ୍ତୁ କଣ କହୁଛନ୍ତି ଏଇ ନେତା ଜଣଙ୍କ...#bjd #Naveen #Vkpandian #laxmibus #bjp #bjpticket #Atvodishalivenews #Odisha #Avodishalive #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Soumya #tanaya #Odisha #manoranjan #Amitshah #Sambitpatra #Sambit #Election #atvodishalive #bjdnews #Atvodishalive #ganjam #yogiadityanath #nda
    #Atvodishalive is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    #Odianews #OdishaNewsChannel #SpecialReport

Komentáře • 398

  • @prafullakumarpanda2690
    @prafullakumarpanda2690 Před 2 měsíci +78

    ନବୀନ ମୂର୍ଖବନାଉଛନ୍ତି ଓ ପାଣ୍ଡିଆନ କୁ ଓଡିଶା କୁ ବନ୍ଧା ପକାଅଇଦେଲେଣି,

  • @purnachandrasahu6785
    @purnachandrasahu6785 Před měsícem +24

    Faltu ଯୋଜନା ବନ୍ଦ କର ❤......govt. ବହୁତ loss re chaluchi

    • @gourinayak7166
      @gourinayak7166 Před měsícem

      7777777777777666676666666667666777776666666666666666666666666666666666666666666666666666666666666666666666666666666666666666666666666666666777777⁷7⁷úugg hihi ⁸888888⁸8888888I

    • @K120a26
      @K120a26 Před měsícem +1

      Govt kete profit ray achi ଆପଣ ମାନେ ଜାଣୁ ନାହାନ୍ତି

    • @K120a26
      @K120a26 Před měsícem

      ହିସାବ କରି ଟିକେ ଦେଖ big bro

    • @PrakashKumar-ml2px
      @PrakashKumar-ml2px Před měsícem

      ଗାଁ ଲୋକ ତ ସୁବିଧା ପାଉଛନ୍ତି

  • @rajibpradhan6558
    @rajibpradhan6558 Před 2 měsíci +6

    ପଣ୍ଡିଆନ ବାବୁ ଓଡ଼ିଶା କୁ କାଙ୍ଗାଳ କରିବା ପାଇଁ ଯୋଜନା କରିଛନ୍ତି ଏବଂ ଓଡ଼ିଶା ର ସବୁ ଟଙ୍କା ଲୁଟି ନେବା ଯୋଜନା କରୁଛନ୍ତି । ଓଡ଼ିଶାର ଟଙ୍କା ନେଇ ପଣ୍ଡିଆନ ତାମିଲନାଡୁର 2nd ଧନୀ । ଲଷ୍ମୀ ବସ ଟେଣ୍ଡର ର ସବୁ ମାଲିକ ମନେ କୋଇଠିକାର । ଟେଣ୍ଡର ମାଲିକ ମାନେ ଓଡ଼ିଶା ର ନା ତାମିଲନାଡୁ ର ।

  • @purnachandrasahu6785
    @purnachandrasahu6785 Před měsícem +7

    ED ଲଗାଇ ତଦନ୍ତ କରି......ଦୋଶୀ କୁ ଦଣ୍ଡ ଦେବା ନିତାନ୍ତ ଜରୁରୀ........

  • @bhaktimarga853
    @bhaktimarga853 Před měsícem +8

    ସପ୍ତମ ଆଶ୍ଚର୍ଯ୍ୟ ପରେ ଏହା ଅଷ୍ଟମ ଆଶ୍ଚର୍ଯ୍ୟ .

  • @kantabarik1894
    @kantabarik1894 Před 3 měsíci +23

    ଠିକ୍ କଥା ଏ ବାବଦ ରେ ନିର୍ଭୟ ଗୁମର କଥା ରେ ଶୁଣିଲେ ଆହୁରି ଭଲ ଲାଗିବ ।

  • @kabichandrasethi9432
    @kabichandrasethi9432 Před 3 měsíci +16

    ଏତେ ସବୁ କରୁଥିବା ପାଣ୍ଡୁ ପାଇଁ କଣ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନାହିଁ ନା ଶାସକ ଦଳ ସହିତ ବିରୋଧୀ ଦଳ ସହିତ ସାଲିସ ନାହିଁତ,ଏହା ମୋର ସନ୍ଦେହ

  • @prasannachoudhury669
    @prasannachoudhury669 Před měsícem +6

    Pandu ghare vigilance red heu sir

  • @jayaramasahoo7106
    @jayaramasahoo7106 Před měsícem +4

    ପାଣ୍ଡିଆନ କୁ ଲଷ୍ମୀ ବସ ଘୋଟାଲା ରେ ଆରେଷ୍ଟ କରାଯାଉ

  • @srisaidesignvastu9209
    @srisaidesignvastu9209 Před měsícem +3

    ମା ଘିଆ ବିଜେଡ଼ି ଦଳ ସରକାର କୁ ବାପ ସମ୍ପତ୍ତି ଭାବି ମନଈଛା ଭ୍ରଷ୍ଟାଚାର କରିଚାଲିଥିଲେ !

  • @Sambalpur955
    @Sambalpur955 Před 3 měsíci +4

    ନବୀନ ପୁଣି ଆସିଲେ ପୁରା ଓଡିଶାଟା ପାଣ୍ଡିଆନ ହାତରେ ଦେଇ ଦେବ ଆଉ ପାଣ୍ଡିଆନ ଓଡିଶାକୁ ତାମିଲନାଡୁ କୁ ବିକ୍ରି କରିଦେବ

  • @GaneshJena-mr1hf
    @GaneshJena-mr1hf Před 3 měsíci +14

    BJD ହଟାଉ ଓଡ଼ିଶା ବଞ୍ଚାଊ .thanks to you.

  • @coolguruspiritual4660
    @coolguruspiritual4660 Před 2 měsíci +9

    ଓଡ଼ିଶା ଲୋକ ସୋଇଥାନ୍ତୁ... ଆହୁରି 3000 କୋଟି ଟଙ୍କା ଖାଇବାର ଯୋଜନା ପାଣ୍ଡୁ କରିଚାଲି ଥାନ୍ତୁ... ପା ଣ୍ଡୁ ର Crime level is very Bad... So bad intensions...!!!!!!!

  • @surjyasethi6499
    @surjyasethi6499 Před 2 měsíci +8

    Nobin Babu Do out, Padier quick.we are out B.J.DParty. vote for B.J.P Debu

  • @laxmidharapanda6086
    @laxmidharapanda6086 Před měsícem +2

    ଆଜ୍ଞା ଓଡ଼ିଶାର ସଚେତନ ଲୋକ ନବୀନ ସରକାର ଦୁର୍ନୀତି ବିଷୟରେ ଅବଗତ ଅଛନ୍ତି ! ଏବେ ଦାୟିତ୍ୱ ବିଜେପି କୁ ଲୋକେ ଦେଇଛନ୍ତି ! ତେଣୁ ଆପଣଙ୍କ ସରକାର ନବୀନର ସମସ୍ତ ଦୁର୍ନୀତିର ପର୍ଦାଫାଶ କରି ବିଜେଡିର ଚୋର ଠକ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିପାରିଲେ ଆମେ ବହୁତ ଖୁସିହେବୁ ଓ ଓଡ଼ିଶାର ବିକାଶ ହୋଇପାରିବ ! ନବୀନ ଓ ପାଣ୍ଡିଆ ଜେଲର କାଳକୋଠରୀ ଭିତରେ ସାରା ଜୀବନ ରହିବାର ବ୍ୟବସ୍ତା କରନ୍ତୁ !

  • @alekhapradhan4954
    @alekhapradhan4954 Před měsícem +4

    City bus କୁ town bus କୁ change କରି ତୁମ gov. ଦ୍ଵାରା ଚଲା ଯାଉ

  • @user-jt3sb6pw3p
    @user-jt3sb6pw3p Před 3 měsíci +7

    ହରିଲୁଟ ର ସୁନ୍ଦର ମାଧ୍ଯମ

  • @minutesaboutShantikunjbyDSLenk
    @minutesaboutShantikunjbyDSLenk Před 3 měsíci +5

    ସଂକୀର୍ଣ୍ଣ ତା ଛାଡ଼ୁନି ପରସ୍ପର ମାଡ଼ଗୋଳ ହେଉଛ, ଯେତେ କହିଲେ କିଏ ଶୁଣିବ, କାହା କଥା ବିଶ୍ୱାସ କରିବୁ

  • @user-sf5ll7ig4y
    @user-sf5ll7ig4y Před 4 měsíci +10

    Sampurna thik Bhai bujhuchi kia na sunuchikia lut hi lut chalichi

  • @gobardhannaik899
    @gobardhannaik899 Před 2 měsíci +7

    ଗରୀବ ଲୋକକୁ Lakshmi bus sahajya ହେଉ ଛି

  • @ruturajpanigrahiruturaj8855
    @ruturajpanigrahiruturaj8855 Před měsícem +1

    Ek dum RIGHT KAHILE bhai, JAY SHREE RAM

  • @surendrakumarpradhan2315
    @surendrakumarpradhan2315 Před měsícem +1

    ରାଜ୍ୟ ରେ ଯେଉଁ ମାନେ ଦୁର୍ନୀତି କରିଛ ନ୍ତି ସେମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ କରି ସେମାନଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରି ରଜକୋସ କୁ ଅଣା ଯାଉ।

  • @srustidhardey5817
    @srustidhardey5817 Před 2 měsíci +3

    BJD hatau odisha ru 🎉🎉🎉🎉🎉🎉🎉doing 🎉🎉

  • @bijaymohanty2248
    @bijaymohanty2248 Před 3 měsíci +11

    ED CBI କଣ କରୁଚି ? କେନ୍ଦ୍ର ସରକାରଙ୍କର ବିଜେଡି ଦଳ ପ୍ରତି ଏତେ ଡର କାହିଁକି ? ୟା ଭିତରେ ଗୋଟିଏ କଥା ଅଛି ଡବଲ ଇଞ୍ଜିନ ସରକାର ??
    କିଛି ଦାନା ମିଳିଚି କି ?

    • @antaryamimohanty3520
      @antaryamimohanty3520 Před 2 měsíci

      ଆପଣ ବିରୋଧୀ ଦଳରେ ଥାଇ କଣ କରୁଛନ୍ତି ସାଧାରଣ ଜନତାଙ୍କୁ କହିଲେ ସରକାର ଙ୍କ ର କଣ କରିବେ

  • @bhaskardeuricuttackdeuri7128
    @bhaskardeuricuttackdeuri7128 Před měsícem +3

    ଲକ୍ଷ୍ମୀ ବସ୍ ଆମ ଗାଁ ଗହଳିରେ ଗଡୁନି ଏହି ଯୋଜନା ବନ୍ଦ ହେଉ

    • @K120a26
      @K120a26 Před měsícem

      Ama pate chali chi bhaina

  • @bnaikkjr6502
    @bnaikkjr6502 Před 29 dny +1

    ନବୀନ,ପାଣ୍ଡିଆ କୁ ଅତିଶିଗ୍ର ଖୋଲ ତାଡ଼ କରନ୍ତୁ ନହେଲେ ଓଡ଼ିଶା ବୁଡ଼ିଯିବ । ଦୁର୍ନୀତି କରୁଥିବା ସମସ୍ତ ଙ୍କୁ ଅତି ଶୀଘ୍ର ତନା ଘନା କରି ଆରେଷ୍ଟ କରନ୍ତୁ CM ମହୋଦୟ।ଜୟ ଜଗନ୍ନାଥ🎉🎉🎉🎉❤❤❤❤

  • @budhusingpurty1827
    @budhusingpurty1827 Před 3 měsíci +3

    BJP sarakar copy Sarkar ଆଗେ ଦେଖି ବ ପରେ କରିବ

  • @santoshkumarmohapatra78
    @santoshkumarmohapatra78 Před měsícem +2

    ED ଲଗାଇ enquiry କର

  • @KPstudio143
    @KPstudio143 Před měsícem +2

    ଏବେ next ଯୋଜନା ହେବାକୁ ଯାଉଛି ଓଡ଼ିଶା ରେ ତାହା ହେଉଛି କଙ୍ଗାଳ ଯୋଜନା 😅..

  • @manaspallai4442
    @manaspallai4442 Před 29 dny

    Mu dei thiba vote successful heba, jai jagannath

  • @rcci4810
    @rcci4810 Před 2 měsíci +1

    Ete kahuchha kana bjd government upper case karuna.... We are with you

  • @gokulanandadas4048
    @gokulanandadas4048 Před 4 měsíci +9

    Odisha loka kebey sachetana hebey eha ଚିନ୍ତାର ବିଷୟ ।

    • @GopabandhuSahu-nv8ym
      @GopabandhuSahu-nv8ym Před 4 měsíci +1

      ଯେତେଦିନ ପର୍ଯ୍ୟନ୍ତ ଲୋକ ମାଗଣା ଖାଉଥିବେ ପିଠାର କଣା ଗଣୁ ନ ଥିବେ ଆଉ ଯେତେଦିନ ପର୍ଯ୍ୟନ୍ତ ମଦ ମାଂସ ଟଙ୍କା ନେଇ ଭୋଟ୍ ଦେଉ ଥିବେ ସେତେଦିନ ପର୍ଯ୍ୟନ୍ତ ସଚେତନ ହେବେ ନାହିଁ।

    • @K120a26
      @K120a26 Před měsícem

      ଆପଣ ମାନଙ୍କ ଭଳି ଲୋକ ଶାସନ ରେ ଆସିଲେ

  • @ashokroul4337
    @ashokroul4337 Před 4 měsíci +5

    Yes very good 👍🏻👍🏻👍🏻👍🏻👍🏻👍🏻👍🏻👍🏻

  • @tapankumarsahu4075
    @tapankumarsahu4075 Před 4 měsíci +2

    ଏତେ ଗପୁଚ ଇଡି ସିବିଆଇ କେଉଁଠି ସୋଇଛି ସେମାନ ଙ୍କୁ ଉଠେଇଲେ ଭଲ ହୁଅନ୍ତା

  • @dolagobindamandal1043
    @dolagobindamandal1043 Před 4 měsíci +9

    ଏତେ ସବୁ ଜାଣିଲା ପରେ ତୁମ ଦଳର ମେଣ୍ଟ
    କରିବା ପାଇଁ ଏତେ ଭାବ କାହିଁକି ? ଯିଏ ଲଙ୍କା ଗଲା ସେ ରାବଣ ହେଲା । ଏଗୁଡିକ ମନଭୁ,ଲା କଥା ।ତୁମ ଦଳର ଦମ୍ ଅଜିତ ଇଡି ଲଗାଇ ଦେଖାଅ । ଜୟ ଜଗନ୍ନାଥ ।

    • @JAIHIND-JAI.BHARAT
      @JAIHIND-JAI.BHARAT Před 4 měsíci +1

      RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDIR K SAMNE VIK MANGNA QUN K JOB thu DESDROHI MODI NE KHATM KR DEA APNI GUJRATI BHAI AMBSNI ADANI CHOWsKI ...IN SAB K LIE...Modi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to
      [06/12, 2:54 pm] SIMO: Modi hrmi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to

  • @sobhanswain9374
    @sobhanswain9374 Před 4 měsíci +19

    ସବୁ ଦଳ ଲାଞ୍ଚ ଖାଇ ଚୁପଚାପ ରହୁ ଛନ୍ତି

  • @GOLAKTHAKUR-n8u
    @GOLAKTHAKUR-n8u Před 19 dny

    It should be investgat by CBI&must punish

  • @premapardia6974
    @premapardia6974 Před měsícem

    Jay Jagannath 🙏🙏 🙏

  • @user-vq5lk8jp9w
    @user-vq5lk8jp9w Před měsícem +1

    ଲକ୍ଷ୍ମୀ ବସ୍ ଷ୍ଟପ୍ ଯାତ୍ରୀଗାର ହେବ୫ ଲକ୍ଷ ରେ, ହେଲେ ଗରିବ ଲୋକଙ୍କ ଘର ପାଇଁ ୧ଲକ୍ଷ୨୦ ହଜାର।

  • @NirupamaDevi24
    @NirupamaDevi24 Před 16 dny

    କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରନ୍ତୁ, ଖାଲି ପ୍ରମାଣ ଦେଲେ ଲାଭ ନାହିଁ, ଶୂନ୍ୟରେ ଉଡିଯିବ ସମୟ କ୍ରମେ, ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ 🙏

  • @premapardia6974
    @premapardia6974 Před měsícem

    Jay Jagannath 🙏🙏🙏

  • @user-bm9sl4ld2k
    @user-bm9sl4ld2k Před 27 dny

    ଇଲେକ୍ସନ ହେବା ଦୁଇ ମାସ ଆଗରୁ ଲକ୍ଷ୍ମୀ ବସ 24 ବର୍ଷର ସରକାର କେମିତି ଚଳାଇଲା ଏହା ର ଜବାବ କିଏ ଦେବା ବିଜୁ ପଟ୍ଟନାୟକ ର ଭୁତ ନା ପ୍ରେତ ଦେବା ଜୟ ମା ସମଲେଇ

  • @gobindachandragidi1760
    @gobindachandragidi1760 Před měsícem +1

    ଠିକ୍ କଥା ବିଲ୍ ତ ପାଣ୍ଡିଆନ ଦସ୍ତଖତ କରିନାହାନ୍ତି ତାହାଲେ ସେ ମନ୍ତ୍ରୀ ଜଣକ କିଏସେ କୁହ
    ତାହାଲେ ଯଣଆ ପଡିବ ସାସକ ଓ ବିରୋଧି କିଏ କେତେ ଖାଇଛନ୍ତି

  • @oldisgold1379
    @oldisgold1379 Před měsícem +1

    👍👍👍👍,ବଡ଼ ଦୁର୍ନୀତି BJD କରିଛି 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @rabinarayanacharya3705
    @rabinarayanacharya3705 Před měsícem

    After change of Governance Laxmi Bus should be modernise according to demand and small bus should be provided to remote area..

  • @durgachoudhury329
    @durgachoudhury329 Před měsícem +2

    RTO ମଧ୍ୟ ଦାୟୀ

  • @TankeswarSahu-qp8kk
    @TankeswarSahu-qp8kk Před 2 měsíci +1

    Modi 2019 pratyek account ko 15000 divisibility Twitter Jahan coach

  • @user-qc2vn7jv4i
    @user-qc2vn7jv4i Před 2 měsíci +7

    ଓଡ଼ିଆ ଲୋକ ହେଲେ ସବୁ ପାଗଳ ଆମ ପାଇଁ ପଇସା ଆସୁଛି ତାଙ୍କ ନା ପଡୁଛି

  • @jogirambehera6558
    @jogirambehera6558 Před měsícem

    This issue to be handed CBI for clear

  • @SumitaRoul
    @SumitaRoul Před 4 měsíci +5

    Thiki kahuchhanti

  • @alekhapradhan4954
    @alekhapradhan4954 Před měsícem +3

    ମୋ bus ବଦଳରେ ଆମ bus କୁ ପରିବର୍ତ୍ତନ କରି continue କର

  • @bhaktimarga853
    @bhaktimarga853 Před měsícem +1

    ଆଗରୁ ବିଜୁ ଗାଁ ଗାଡି କରିଥିଲେ. ତାହା ବନ୍ଦ ହୋଇଗଲା.

  • @welsonsahoo9718
    @welsonsahoo9718 Před 4 měsíci +3

    Very good sir

  • @pitambarmohanta9790
    @pitambarmohanta9790 Před 2 měsíci +1

    Good snewsforindia

  • @kronzxguy83
    @kronzxguy83 Před 4 měsíci +21

    ଭାଇ ନବୀନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହୁଛନ୍ତି ।
    କିନ୍ତୁ ନବୀନକୁ ମୁର୍ଖମନ୍ତ୍ରୀ କୁହନ୍ତୁ ।
    ଓଡିଶାକୁ ଲକ୍ଷ୍ମୀ ଛଡା କରିଦେଲା ନବୀନ ।

    • @JAIHIND-JAI.BHARAT
      @JAIHIND-JAI.BHARAT Před 4 měsíci +1

      RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDIR K SAMNE VIK MANGNA QUN K JOB thu DESDROHI MODI NE KHATM KR DEA APNI GUJRATI BHAI AMBSNI ADANI CHOWsKI ...IN SAB K LIE...Modi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to
      [06/12, 2:54 pm] SIMO: Modi hrmi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to

  • @rpattanaik8383
    @rpattanaik8383 Před měsícem

    ଫଣ୍ଡିଂ ର terms conditions କଣ ଏବଂ OSRTC balance sheet ଦେଖିକି ସଠିକ୍ analysis କରନ୍ତୁ।

  • @basudevhajira5479
    @basudevhajira5479 Před měsícem

    Very Good job brother

  • @blessingofnaturemother3587
    @blessingofnaturemother3587 Před měsícem

    Jail khali nahi , jadi aau nua jail bana jau , samastanku jail re pureee bare kichi ausubidha nahi , jehetu now your govt.

  • @alekhpradhan1191
    @alekhpradhan1191 Před 2 měsíci +1

    Good news

  • @onlinestudy9705
    @onlinestudy9705 Před 3 měsíci +7

    U TUBE ରେ କେବଳ ନକହି ପ୍ରଚାର ଗାଡ଼ିରେ ଦାକାବାଜିଯନ୍ତ୍ରସରେ ପ୍ରଚାରାକର

  • @SuvendukumarSahoo-lc4rn
    @SuvendukumarSahoo-lc4rn Před 3 měsíci +1

    Moo sarkar bada dhhangad sarkar ekdam ,hun

  • @harekrishnav
    @harekrishnav Před měsícem

    Investigation heba nihati darkar

  • @user-rx5tx2vz6g
    @user-rx5tx2vz6g Před 10 dny

    Leave it to osrtc to sell it & return the price to present govt.

  • @user-qg4ib1kt8n
    @user-qg4ib1kt8n Před 2 měsíci +1

    Is only one IAS that is mr.pandiyan in Odisha?

  • @user-ly9xm7xb4b
    @user-ly9xm7xb4b Před měsícem

    Thank you 🙏

  • @SUMITRAIloveraj
    @SUMITRAIloveraj Před 2 měsíci

    👌👌👌👌👌👌👍👍👍👍

  • @sanatankar5245
    @sanatankar5245 Před měsícem

    Laxmi bus should handed over to ED and CBI

  • @user-gb1ov7se5s
    @user-gb1ov7se5s Před 2 měsíci +1

    What is doing central govt.is ed silence.

  • @parbatirale1986
    @parbatirale1986 Před 7 dny

    ଏମିତି କୁହାକୁହି ହେଲେ ଲାଭ କଣ ମିଳିବ |ଯଦି ଦୋଷ କରିଛନ୍ତି ତେବେ ଦଣ୍ଡ ଦେଉନ, ବେକାର କଥା |

  • @ratikantaacharya3960
    @ratikantaacharya3960 Před měsícem

    All such points need immediate investigation and result there or need be made public.

  • @a.r.sgamer4051
    @a.r.sgamer4051 Před 3 měsíci +1

    BJP ଲୋକ ସବୁ ମାଇଚିଆ କେତେଟା ଅଫିସରେ ଯାଇ କହିଛି ଲାଂଚ କଣ ପାଇଁ ନେଉଛୁ କାମ କରିବାକୁ BJD ନେତା ଘରେ ଆଣ୍ଠଉଛୁ

  • @diptiranjannayak279
    @diptiranjannayak279 Před měsícem

    Ati bhayankara durniti

  • @AJ.....440
    @AJ.....440 Před měsícem +1

    Sabu chuna mara heichi sabu kada ebe sarkar helo tame

  • @biranchisuna8353
    @biranchisuna8353 Před 4 měsíci +2

    Right question sar

  • @user-ge3hs1ps7x
    @user-ge3hs1ps7x Před 29 dny

    If u r Thinking it was scam why do not give to CBI don't be late for good work

  • @premapardia6974
    @premapardia6974 Před měsícem

    Laxmi bus bend hebar katha jadi odisha ra mangal chahu chhanti Jay hind🇮🇳

  • @budhusingpurty1827
    @budhusingpurty1827 Před 3 měsíci +1

    ଲକ୍ଷ୍ମୀ ବସ୍ ଯଦି ଚାଲିଲା ଜନ ସାଧାଣଙ୍କୁ ଯିବା ଆସିବା ରେ ଗରି ବ ଲୋକ ଅଙ୍କର ସୁବିଧା ପାଇ, tahar ଶଳା କଣ ଯାଉଚି ତମେ ଶଳା BJP ଆଗେ କରି କେ ଦେ ତାହା ପରେ ତମ ର କଣ ??? ଯାଉଛି

  • @IndramaniNayak-lo7qy
    @IndramaniNayak-lo7qy Před měsícem

    Ok, thank you, Satya sabubele Satya l

  • @haijitu
    @haijitu Před měsícem

    Better to make a meeting in public for both bjp bjd and let us know the real story

  • @user-yc8ne1xd6g
    @user-yc8ne1xd6g Před měsícem

    Eata
    Tadanta
    Kara.jau
    Karjya
    Anustan.tankauprekarajau

  • @manojtripathy2415
    @manojtripathy2415 Před měsícem

    It's enquiry very quick

  • @sikunkumar1011
    @sikunkumar1011 Před měsícem

    Battery bus krnai le palustion zero hooi thantha and money saving

  • @user-bd7wm8ne3j
    @user-bd7wm8ne3j Před měsícem

    Should be investigated by ED AND CBI . SIMILARLY HEALTH NIRAMAYA , NIDAN MEDICAL EQUIPMENT PURCHASE , EXPENDITURE IN THE NAME RURAL HEALTH CARE MAINLY SUBCENTER AND MO HOSPITAL

  • @user-wf6xt2yt7w
    @user-wf6xt2yt7w Před měsícem

    Very nice

  • @pradeepsworld9966
    @pradeepsworld9966 Před měsícem

    ସବୁ ରାଜନୈତିକ ଦଳ ଜନସାଧାରଣ ଙ୍କ ଟିକସ ପଇସା କୁ ଲୁଟିବାରେ ବ୍ୟସ୍ତ। କେହିବି ଦେଶର ବା ରାଜ୍ୟ ର ଉନ୍ନତି ଚାହୁଁ ନାହାନ୍ତି।

  • @jagannathpradhan-sm6ci
    @jagannathpradhan-sm6ci Před 3 měsíci

    Mu apankar presentation ku khushi ja apan santa sarala bhabare sarakar ro bhul ku public pain presentation karuchanti jadi samaste amiti bhabare prati jaga re upastapana kara jai taha apankar upastapana ro gurutya rakhe

  • @jasminKuldip
    @jasminKuldip Před měsícem

    Osrtc heu sir

  • @suryadas1087
    @suryadas1087 Před měsícem

    What Mohan Govt or BJP is doing to recover this huge tax payers of Odisha.

  • @bijayakumarchoudhury8319
    @bijayakumarchoudhury8319 Před 4 měsíci +2

    Great issue!

  • @padhi1972
    @padhi1972 Před měsícem

    Laxmi bus should be suspended immediately. This is the money of all odias. Actually people are unaware of bus route and timings. Pura odia nku bhutau thila bjd government.

  • @sanjayadas5270
    @sanjayadas5270 Před měsícem

    Right 👍👍👍

  • @kronzxguy83
    @kronzxguy83 Před 4 měsíci +1

    ବିଜୁ ଗାଁ ଗାଡିକୁ ପାଣ୍ଡୁ ଖାଇଗଲା ।
    ଖାଇଲା ତ ଖାଇଲା ହଜମ କଲା କିପରି ?
    ନବିନ ମଦ ପିଇ ଶୋଇଛି ।
    ନବୀନକୁ ଗୋଡେଇ ଗୋଡେଇ ବାଡାଅ ।

  • @ramakrushnapatra1805
    @ramakrushnapatra1805 Před měsícem

    Nice explanation disclosing the truth .

  • @sumanstickerandphoto4897
    @sumanstickerandphoto4897 Před 2 měsíci

    Odisha re gote gariba pain calony ghara tiari pain 120000 /- dau6anti
    Au laxmi bus stop re kete badh banahau6e samste janu6u sethir lagi 4 lakshya tanka dia hau6e

  • @tilakgoswami727
    @tilakgoswami727 Před měsícem

    Aou ta sarkar nahi ebe kete janaku jail re sadeipariba

  • @parbatirale1986
    @parbatirale1986 Před 7 dny

    ଯଦିବିଜେଡି ବାଲା ଏତେ କାଣ୍ଡ କରୁଛନ୍ତି ବୋଲି ପ୍ରମାଣ ଦେଉଛନ୍ତି ତେବେ ସେମାଙ୍କ against ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କାହିଁକି |ଏବେତ BJP ସରକାର ଅଛି |ଏସବୁ ଆଲୋଚନା କରି ଲାଭ କଣ? Bjd ବାଲା କଲେ, Bjp ବାଲା କରୁ ନାହାନ୍ତି କିଛି ହେବା ନାହିଁ!

  • @shototodoroki9055
    @shototodoroki9055 Před 2 měsíci

    Currect

  • @kunjabiharisahu9020
    @kunjabiharisahu9020 Před 25 dny

    All these scheme and it's history may be widely aware among the public repeat widely aware. People of odisha does not know.

  • @srabanirout3278
    @srabanirout3278 Před 2 měsíci

    Recently went to sambalpur and found the so called bus standing jusy by the roadside, not running

  • @srimantabehera-gf4te
    @srimantabehera-gf4te Před měsícem

    Very good