Live: Breaking News | ଓଡ଼ିଶାରେ ବନ୍ଦ ହେବ ମଦ !Odisha CM Mohan Majhi | Liquore Will Be Ban In Odisha !

Sdílet
Vložit
  • čas přidán 25. 06. 2024
  • Live: Breaking News | ଓଡ଼ିଶାରେ ବନ୍ଦ ହେବ ମଦ !Odisha CM Mohan Majhi | Liquore Will Be Ban In Odisha ! #BreakingNews #odishacmmohanmajhi #Mohanmajhi #LiquoreWillBeBanInOdisha #Madaband #liquoreban #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/desc-youtube
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: news18odia?lang=en
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y46bt2fm

Komentáře • 554

  • @MyLifeStyle-jk2hp
    @MyLifeStyle-jk2hp Před dnem +92

    କେନ୍ଦୁଝର ଜିଲ୍ଲା ର ଘଟଗାଁ ଆଖ ମେଲାଣ ରେ ପ୍ରବଳ ମାତ୍ରାରେ ନାଲି,ମଦ, ମହୁଲି, ହାଣ୍ଡିଆ ବିକ୍ରି ହଉଛି ବନ୍ଦ୍ କରାଯାଉ। ମୋ ବାପା ଡେଲି ମହୁଲି ପିଇକି ଘରେ ଝଗଡ଼ା କରୁଛି ଘର ଦ୍ବାର ବୁଡ଼େଇ ସାରିଲାଣି ।ଧନ୍ୟବାଦ୍ cm ମହୋଦୟ।

  • @Chitturi_farms
    @Chitturi_farms Před 2 dny +19

    Sir please. ଯେତେ ଶୀଘ୍ର ହେବ ଛୋଟ ଛୋଟ ଏହି ମଇକ୍ରୋଫାଇନାନ୍ସ ଗୁଡିକ ସଂସ୍ଥା ବନ୍ଦ କରନ୍ତୁ...

  • @user-qx5mp3ow6p
    @user-qx5mp3ow6p Před dnem +45

    ଯଦି ସତରେ ବନ୍ଦ ହେଇଯାଏ ମଦ ତେବେ cm sir ସମସ୍ତ ଙ୍କ ହୂରଦ୍ୱୟରେ ରହିଯିବେ ଆପଣ 🙏ଜଲଦି ବନ୍ଦ ହେଉ

  • @NaikShyamsundar-cs7on
    @NaikShyamsundar-cs7on Před 2 dny +73

    Sir ଜିତେ ଶୀଘ୍ର ବନ୍ଦ ହଉ ଓଡିଶା ମୁକ୍ତ ମଦ ହଉ 🙏🙏🙏

  • @birendramaharana68
    @birendramaharana68 Před 2 dny +46

    ଖାଲି କଥାରେ ନୁହଁ କାମରେ ଦେଖାଅ

  • @soukisinghpujaripujari9352

    ଶହ ଶହ ଶତକଡା ଠିକ୍, ଓଡ଼ିଶା ମଦ ମୁକ୍ତ ରାଜ୍ୟ ହେବ। କମ୍ ପରିମାଣରେ ନୁହଁ ପୁରା ପୁରି ମଦ ବନ୍ଦ ହେବା ଦରକାର। ନିତ୍ୟାନନ୍ଦ ଭୁଲ କହୁଛନ୍ତି, କମ୍ କରାଯିବା କଥା ନୁହଁ Total ବନ୍ଦ ହେବା ଦରକାର

  • @sridevibeherasridevi7710

    ସହ ସହ ପରିବାର ଓଠରେ ହସ ଫୁଟିବ ମଦ ବନ୍ଦ ହେଲେ ଏହାକୁ ଜଲଦି କାର୍ଯ୍ୟକାରୀ କରାଯାଉ

  • @Jagan20099
    @Jagan20099 Před dnem +26

    ମଦ ବନ୍ଦ ପଦକ୍ଷେପ ଅତି ସୁନ୍ଦର ପଦକ୍ଷେପ l ଏହା ଆଂଶିକ ନ ହୋଇ ସମ୍ପୂର୍ଣ ବନ୍ଦ ହେବା ଦରକାର l

  • @JaydevBadatya-gx6dq
    @JaydevBadatya-gx6dq Před dnem +72

    ଅତି ଶୀଘ୍ର ମଦ ବନ୍ଦ କରା ଯାଉ. ମଦ ଯୋଗୁ ବହୁତ ପରିବାର ବର୍ବାଦ ହେଉ ଯାଉ ଛି. 🙏🙏

  • @samirsamirsethi696
    @samirsamirsethi696 Před 2 dny +33

    ବହୁତ ବଢିଆ ବନ୍ଧ କର👍👌👍👌

  • @brahmaachary3955
    @brahmaachary3955 Před dnem +86

    ମୂଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ଉଚିତ୍ ପଦକ୍ଷେପ ପାଇଁ ଓଡ଼ିଶା ବାସୀଙ୍କ ବହୁତ୍ ଧନ୍ୟବାଦ୍

  • @jaynarayanMohanta-oe5rz
    @jaynarayanMohanta-oe5rz Před dnem +29

    ଅତି ଶିଘ୍ର ବନ୍ଦ କରିବା କରିବା ନିମନ୍ତେ ଅନୁରୋଧ ସୁସ୍ଥ ଓ ସୁନ୍ଦର ଓଡ଼ିଶା ହୋଇ ପାରିବ

  • @eliodigal4349
    @eliodigal4349 Před 2 dny +18

    ବଢିଆ ନବୀନବବୁ ଦୀର୍ଘାୟୁ ହେବେ।

  • @saraswatipradhan58
    @saraswatipradhan58 Před dnem +8

    ମଦ ପଛରେ ନପଢି, ଓଡିଶା ଓ ଲୋକ ଙ୍କ ଉନ୍ନତି ଓ ଚାକିରୀ ସୃଷ୍ଟି, ବ୍ୟବସାୟ ପାଇଁ ପ୍ରୋଛାହନ, ଚାଷ ର ଆଧୁନିକ କରଣ, ଆଳୁ, ପିଆଜ, ମାଛ, ମାଂସ, ଅଣ୍ଡା ରେ ଆମେ କେମିତି ଆତ୍ମନିର୍ଭର ହେବ ସେ ଚିନ୍ତା ନକରି ବେକାର କଥାରେ ମାତି ଲେ 4ପାଞ୍ଜି ରୁ ଯିବ 🤔

  • @Sarangasabar-dn6sk
    @Sarangasabar-dn6sk Před dnem +10

    ବହୁତ ଭଲ ହବ

  • @raghurajpadhy268
    @raghurajpadhy268 Před dnem +9

    ଅନ୍ୟ ରାଜ୍ୟରୁ ମଦ ନ ଆସିଲା ପରି ସରକାର ବ୍ୟବସ୍ଥା କରିଥିଲେ ଭଲ ହୁଅନ୍ତା

  • @SarojParida-xv8lc
    @SarojParida-xv8lc Před dnem +9

    ଜୟ ଶ୍ରୀ ରାମ ମିତ୍ର ବହୁତ ଅଧିକ ଭଲ କଥା କହିଲେ

  • @baidharsahu7903
    @baidharsahu7903 Před 2 dny +14

    Good decision 💐

  • @drnatur472
    @drnatur472 Před dnem +5

    ଆଗେ ବନ୍ଦ ହେଲେ ବିଶ୍ୱାସ ହେବ ସେ ପର୍ଯ୍ୟନ୍ତ ଜେତେ ଗର୍ଜିଲେ ଲାଭ କିଛି ନାହିଁ ବନ୍ଦ ହେଲେ ବହୁତୁ ଭଲ 🙏ଜୟ ଜଗନ୍ନାଥ 🙏

  • @swapnaraniprusty9516
    @swapnaraniprusty9516 Před 2 dny +8

    ଜୟ ଜଗନ୍ନାଥ

  • @mansha8618
    @mansha8618 Před 2 dny +10

    Jay Jagannath 🙏🙏🙏 Jay mohan 🙏🙏🙏

  • @user-qx5mp3ow6p
    @user-qx5mp3ow6p Před dnem +4

    ଓଡିଶା ହେଲେ ମଦ ମୁକ୍ତ 💐ମୋହନ ମାଝୀ ହେବେ ହୁଦୟର ଭକ୍ତ 🙏ଗରିବ ଙ୍କ ଓଠରେ ରେ ଫୁଟୁ ହସ 😊ଓଡିଶା ରୁ ହଟୁ ମଦ, ଜୟ ଜଗନ୍ନାଥ 🙏

  • @priyatamanarendra
    @priyatamanarendra Před 2 dny +11

    Thank you cm sir

  • @anabanaodishamamal4481

    ଆମ ନୂତନ ସରକାରଙ୍କର ଏ ପଦକ୍ଷେପ ସ୍ୱାଗତ ଯୋଗ୍ୟ

  • @SarojParida-xv8lc
    @SarojParida-xv8lc Před dnem +27

    ନିଶା ପାନ ବନ୍ଦ୍ କରା ଯାଉ ଆମେ ବହତ ଖୁସି ହେବା ଓଡିଶା ବାସି ଜୟ ଜଗନ୍ନାଥ ସ୍ଵାମୀ

  • @MunaSoren-kf1vn
    @MunaSoren-kf1vn Před 2 dny +7

    Jay Jagannath ❤❤❤❤ I love this decision I am very happy today

  • @gitanjalisahu9008
    @gitanjalisahu9008 Před dnem +4

    ଖାଲି ମଦ ନୁହେଁ ଗଞ୍ଜେଇ ଧୂଆଁ ବି ବନ୍ଦ ହେଉ

  • @RanjanGiri-xs9ju
    @RanjanGiri-xs9ju Před dnem +5

    🙏 ନମସ୍କାର 🍺 ବନ୍ଦ୍ କରି ବହୁତ୍ ବହୁତ୍ ଧନ୍ୟବାଦ୍ ସାର୍ 🙏 ମଦ ବନ୍ଦ୍ କରି ବହୁତ୍ ଜୀବନ ବଞିଜିବ

  • @sagarpradhan516
    @sagarpradhan516 Před dnem +4

    ଧନ୍ୟବାଦ ମୋହନ sir

  • @minaketanbhatra4891
    @minaketanbhatra4891 Před dnem +3

    Dist.Nabarngpur ରେ ଆପଣଙ୍କୁ ଆମର ବିନତି କରୁଛୁ BJP ସରକାର ଦେଶୀ ବିଦେଶୀ ମଦ ବନ୍ଦ୍ କରାଯାଉ ନବରଙ୍ଗପୁର ଜିଲ୍ଲା ରେ ବହୁତ୍ ଦେଶି ମଦ ବିକ୍ରି ଅହୁଛି thanks

  • @Sumitrapatra-ot7bs
    @Sumitrapatra-ot7bs Před dnem +5

    Bahut Bahut Danya Bad CM Sir🙏🙏

  • @sasmitajena2883
    @sasmitajena2883 Před dnem +4

    Anek anek dhanyabad

  • @debajanipadhi2192
    @debajanipadhi2192 Před 2 dny +9

    👍

  • @rasimetamaliick7460
    @rasimetamaliick7460 Před 2 dny +7

    Veri naec

  • @prasantkudas3438
    @prasantkudas3438 Před 2 dny +5

    ନବୀନ ବାବୁତ ଓଡ଼ିଶାକୁ ମଦୁଆ ଓଡ଼ିଶା କରିଛନ୍ତି ତମେ କ'ଣ ପାଇଁ ବନ୍ଦ କରୁଛ

  • @adititripathy2561
    @adititripathy2561 Před dnem +6

    Mada ban hele bahut paribara khusire rahibe ❤❤❤❤❤❤❤

  • @brahmanandamajhi6354
    @brahmanandamajhi6354 Před 2 dny +7

    Thank you C M sir

  • @brajabandhusahoo9862
    @brajabandhusahoo9862 Před 19 hodinami +1

    ଖାଲି ମଦ ନୁହେଁ ଯେତେ ନିଶା ଦ୍ରବ୍ୟ ଅଛି ସବୁ ବନ୍ଦ କରାଯାଉ 🙏🙏🙏

  • @user-mg7wh8ot5b
    @user-mg7wh8ot5b Před dnem +3

    ବହୁତ ଭଲ ହେବ ମଦ ବନ୍ଦ୍ ହେଉ....

  • @SanaManuVlogs
    @SanaManuVlogs Před dnem +1

    ଅତି ଶୀଘ୍ର ବନ୍ଦ କରିବା ନିମନ୍ତେ ଅନୁରୋଧ ସୁସ୍ଥ ଓ ସୁନ୍ଦର ଓଡିଶା ହୋଇ ପାରିବ ସାରେ 🙏🏽🙏🏽🙏🏽🙏🏽

  • @jagabandhupanda580
    @jagabandhupanda580 Před dnem +4

    Very good decision of Moham Majhi's
    Govt.

  • @ramkrushns5889
    @ramkrushns5889 Před 2 dny +4

    Jay Jagannath

  • @RasmiSahu-js4sg
    @RasmiSahu-js4sg Před 23 hodinami +1

    ଆପଣ ମଦ କଲେ ଭଲ ହେବ aame🌹ବହୁତ ଦୁଃଖରେ ରହୁଚୁ ଆମ ଘର ଟିକେ ଶାନ୍ତି ରହିବ ସାରେ 🙏🙏

  • @babulsamal4035
    @babulsamal4035 Před 14 hodinami +1

    ମଦ ବନ୍ଦ୍ କରିପାରିବେନି ଆମ ଗାଁ ରେ ଦେଶୀ ମଦ ପ୍ରସ୍ତୁତ ହୁଏ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଉ

  • @ashokkumarparida2774
    @ashokkumarparida2774 Před dnem +4

    Thanks U so much to CM to take an early step to stop wine (mada)

  • @manojkumarghadei3749
    @manojkumarghadei3749 Před dnem +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହଦୟ ଆପଣ ଏ ଯୋଉ ନିଷ୍ପତ୍ତି ନେଇଛନ୍ତି ବହୁତ ସ୍ବାଗତ ଯୋଗ୍ୟ ଏହା ଫଳରେ କେତେ ମାଆ ଏବଂ ଭଉଣୀ ମାନଙ୍କର ଘର ଉଜୁଡ଼ିବା ରୁ ବଞ୍ଚିତ ହେବେ ଏଵଂ କେତେ ଯୁବ ପିଢ଼ି ନିଶା ଠାରୁ ଦୂରରେ ରହିବେ, thanks for your good decision.

  • @SanaManuVlogs
    @SanaManuVlogs Před dnem +1

    ମଦ କୁ ବନ୍ଦ କରାଯାଉ ନହେଲେ ଲୋକେମାନେ ସବୁ ଖରାପ ହୋଇଯିବେ 🙏🏽🙏🏽🙏🏽🙏🏽

  • @SanaManuVlogs
    @SanaManuVlogs Před dnem +1

    ମୋହନ ସାରେ ବହୁତ ଧନ୍ୟବାଦ ଆପଣ ମଦକୁ ବନ୍ଦ କରିବାକୁ ଚାହୁଁଛନ୍ତି ତୁରନ୍ତ ବନ୍ଦକରନ୍ତୁ 👍🏽👍🏽👍🏽👍🏽

  • @user-zk1ey6cr9s
    @user-zk1ey6cr9s Před dnem +1

    ଯଦି ଭଲ ମୁଖ୍ୟମନ୍ତ୍ରୀ ହେବେ ପାଇଁ ଚାହୁଁ ଚ ଦମ୍ ଅଛି ସିଧାସଳଖ କହିଥିବା କଥା ଅନୁସାରେ ଆପଣଙ୍କ କଥା କେଇଟା ଓଡ଼ିଶା ମଦ ମୁକ୍ତ କଥା କହୁଥିବାବେଳେ ବାସ୍ତବରେ ବନ୍ଧ କର

  • @sripatimeher6168
    @sripatimeher6168 Před 2 dny +3

    Bhut badhia decision. But GST kamijiba but bhaut bhala

  • @swarnaodiavlogs5475
    @swarnaodiavlogs5475 Před dnem +1

    ଏତିକି ଶିଯୁକ୍ତ ମୁଖ୍ୟ ମନ୍ତ୍ରୀ ଦୟା କରି କରନ୍ତୁ ବହୁତ ଅନର୍ଥ ଘଟି ଗଲାଣି 🙏 ଦୟାକରି ଏ ପଦକ୍ଷେପ ନିଅନ୍ତୁ ଦୟା କରି ଓଡ଼ିଶା ରୁ ମଦ ବନ୍ଦ କରନ୍ତୁ 🙏

  • @ExcitedIceHockey-zn6ww
    @ExcitedIceHockey-zn6ww Před 2 dny +5

    Thanku, sir

  • @laxmidharsahoo1272
    @laxmidharsahoo1272 Před dnem +1

    ଆମ CM ପଦକ୍ଷେପ କୁ ଆମେ ସହମତ ଦଉଚୁ କିନ୍ତୁ ଖାଲି ମଦ ବନ୍ଦ କରିଦେଲେ ହବନି ମଦ ସହ ପୁଡିଆ ପାନ ବିଡି ସିଗାରେଟ ଇତ୍ୟଦି ନିଶା ବନ୍ଦ କରିବା ଦରକାର ତାହାଲେ ଆମେ ଜାଣିବୁ ଆମ CM କିଛି ନୁଆ କଲେ ❤❤❤❤

  • @KhaliCharanaMaharana
    @KhaliCharanaMaharana Před dnem +1

    ବାଧ୍ୟ ଦରକାର ଏଥିରେ କୌଣସି ଚାଲାକ କରି ପଛାଇ ଗଲେ କିଛି ଭଲ ହେବନି ଏହାର ଗ୍ୟାରିଣ୍ଟି ଦେଇ ଚାଲେଞ୍ଚ କରି ନିଷ୍ପତି ନିଅନ୍ତୁ ଚାହିଁଲେ ଯିମିତି ଟଙ୍କା ବନ୍ଦ କରିଦେଉଛ ସେମିତି ଏକାଥରେ କେ ବନ୍ଦ କର ଯେମିତି ଓଡ଼ିଶାରେ ଗଳି କନ୍ଦି ରେ ଜେରା କଲେ ପାଇବେ ନାହ୍ନି ଯେମିତି କର ଆଉ ଅତି ଶିଘ୍ର ପ୍ରଚାର କର କେତେ ଦିନ ରେ ଠିକି କରି ଖାଲି ଚେଷ୍ଠା କଲେ ଚେଷ୍ଠା ରେ ରହିଯିବ

  • @giridharisahoo523
    @giridharisahoo523 Před dnem +1

    ବହୁତ ସୁନ୍ଦର ପଦକ୍ଷେପ

  • @SubhakantaNayak
    @SubhakantaNayak Před dnem +1

    ଓଡ଼ିଶା ରୁ ମଦ ବନ୍ଦ ହେଉ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ

  • @rasmitamahanta4759
    @rasmitamahanta4759 Před 2 dny +3

    Good decision

  • @user-mn3md6ws1h
    @user-mn3md6ws1h Před 2 dny +6

    Good dicision🎉

  • @bidusmitapradhan8674
    @bidusmitapradhan8674 Před 2 dny +5

    Thank you sir

  • @Arunpujari-bf1mk
    @Arunpujari-bf1mk Před 23 hodinami +1

    ମଦ ଓ ନିଶାଦ୍ରବ୍ୟ ବନ୍ଦ କରାଯାଉ

  • @mansha8618
    @mansha8618 Před 2 dny +4

    Jay Jagannath 🙏🙏🙏. Jay mohan sir 🙏🙏🙏

  • @satyabhamamallick8962
    @satyabhamamallick8962 Před dnem +2

    Thanks a lot sir ji for stopping liquor shop God bless you CM Sir ❤

  • @sarbeswarbehera3352
    @sarbeswarbehera3352 Před dnem +4

    Thank you

  • @sidharthasidhartha377
    @sidharthasidhartha377 Před dnem +2

    Super and exicellent mohan sir you are most wellcom🎉

  • @manoranjandasmanoranjandas6359

    super sir good decision❤❤❤❤❤❤

  • @user-di4we1gk1r
    @user-di4we1gk1r Před dnem +1

    Thank ସାରେ

  • @swainsatyabhama-lb7zl
    @swainsatyabhama-lb7zl Před 2 dny +3

    Jay jaganntha.sundhar.katha.kethe.paribar.kichidin.bachiparibe

  • @fagulakra520
    @fagulakra520 Před dnem +2

    Very good job jay johar Jay jagannath jay CM mohan charan majhi jay odisha🎉

  • @manoranjandasmanoranjandas6359

    super sir thanks ❤❤❤❤❤❤

  • @user-bp7tz5in4s
    @user-bp7tz5in4s Před 2 dny +5

    Good decision mohn majhi

  • @manjushreedash4817
    @manjushreedash4817 Před dnem +3

    God bless u our chief minister

  • @SamiraSa-bo7kc
    @SamiraSa-bo7kc Před dnem +1

    ଶୀଘ୍ର ବନ୍ଦ ହେଉ ମଦ❤❤❤❤

  • @jugeshbhoi5756
    @jugeshbhoi5756 Před dnem +1

    ଅତିଶିଗ୍ର ବନ୍ଧ କରାଯାଉ

  • @PremilaBhatra
    @PremilaBhatra Před 2 dny +3

    Sighero bond karuntu sir desi modo madhya,🙏🙏🙏🙏🙏

  • @manojsahoo1639
    @manojsahoo1639 Před 2 dny +2

    Nice

  • @bhubaneswarimahapatra8700

    Great 👍👍

  • @user-kb8uv2uk1b
    @user-kb8uv2uk1b Před dnem +3

    Badia heba mada badha hele ama odisa ❤❤ u

  • @manasranjandas707
    @manasranjandas707 Před dnem +3

    Good deecision

  • @supriyabarik7800
    @supriyabarik7800 Před 2 dny +3

    Thank you sir🙏

  • @jadumanipradhan6692
    @jadumanipradhan6692 Před 2 dny +4

    बन्द होना दरकार 🙏🌹🙏

  • @user-vf2tq5gu9h
    @user-vf2tq5gu9h Před dnem +1

    Bhagaban asigale narinka surakhya Pani Mora kotikoti pranam

  • @shambhunathbehera7013
    @shambhunathbehera7013 Před dnem +2

    Yah Jo Odisha Sarkar ne Jo kadam uthaya ke bahut acche baat hai aur aapka bullet tarif mein mukhymantri Saheb ko pradhanmantri Modi ji ko bahut bahut badhai bahut dhanyvad

  • @kundeleshwarlokonatya9825
    @kundeleshwarlokonatya9825 Před 21 hodinou +1

    ମଧ କେବେ ବନ୍ଦ ଏବ

  • @tikilimohanty8003
    @tikilimohanty8003 Před dnem +3

    Right, sir

  • @chandanpanigrahi5483
    @chandanpanigrahi5483 Před dnem +3

    Very good

  • @sahadevjaypuria9693
    @sahadevjaypuria9693 Před dnem +1

    Bahut bahut dhanya bad sir

  • @Nitishwithganesh
    @Nitishwithganesh Před dnem +1

    ମଦ ଯୋଗୁଁ ମୋ ପରିବାର ଛାରଖାର 😭😭

  • @Jayshreemohanty99
    @Jayshreemohanty99 Před dnem +1

    Bahut bdhia❤

  • @adititripathy2561
    @adititripathy2561 Před dnem +3

    Very nice

  • @laxmipatra2213
    @laxmipatra2213 Před 2 dny +3

    Thank God

  • @lingarajacharya8088
    @lingarajacharya8088 Před dnem +1

    ଅତିଶିଘ୍ର ହେବା ଦରକାର।

  • @OMRAJSABAR-og2co
    @OMRAJSABAR-og2co Před dnem +1

    ମଦ ବନ୍ଦ କରାଯାଉ

  • @iceflame2389
    @iceflame2389 Před dnem +1

    All odisha congratulation

  • @bibhutibhusansamantaray6253

    Sir apana kete lokankara jibana banchai dauchhanti a nispati kariki thanks❤❤❤❤

  • @pradeepdas8491
    @pradeepdas8491 Před 2 dny +4

    100% right sir

  • @sasmitaswain809
    @sasmitaswain809 Před dnem +2

    Yes👍👍👍👍👍👍👍👍👍👏👏👏👏👏👏👏

  • @prasantakumarsahoo8341

    Good step by CM Odisha.

  • @user-xj5zh7yo5g
    @user-xj5zh7yo5g Před 2 dny +1

    Welcome🎉🎉🎉🎉🎉disisent 2:03

  • @PrashantDas-gs6eq
    @PrashantDas-gs6eq Před dnem +2

    V.v good

  • @keshabchandramallick3828

    Good dicisionl