Plant Lovers ଙ୍କ ସ୍ଵର୍ଗ ! ଦେଖନ୍ତୁ State Botanical Garden ରେ ପୁରା ଦିନ ଆମେ କଣ କଲୁ ?

Sdílet
Vložit
  • čas přidán 11. 09. 2024
  • Gardening Ideas For Beginners, How to grow plants, Indoor plant benefits, Air purifier plants, How to start gardening, Vertical Garden, Hanging Plant ideas, DIY Planters, Planters DIY, Plants Prices, Low maintenance plants, Plant care.
    #statebotanicalgarden #odishabotanicalgarden #statebotanicalgardenofodisha #botanicalgardentour #odiavlog #odiavlogger #adayinthejungle #ropeway #nandankanan #odishazoo #odishabotanicalgarden #kanjialake #dayoutinthejungle #hydrophytegarden #mughalgarden #evolutiongarden #heritagegarden #butterflygarden #butterflyinterpretationcentre #buddhapark #childrenspark #odishaheritage #silvercitycuttack #jewelsofodisha #indiasbestkeptsecret #howtogrowplantsfromcuttings #plant cuttings #pothos #aglaonema #chineseevergreen #snakeplant #spiderplant #syngonium #arrowhead #peacelily #arecapalm #songofindia #rubberplant #zzplant #rainyseasonflowers #mariegoldflower #dianthus #pansy #petunia #ixora #rainlily #rose #rangooncreeper #thuja #spiderplant #syngonium #mogra #chandniflower #plumeria #gaillardia #bougainvillea #celosiacockscomb #zinnia #lantana #moonsoonplants #monsoonflowers #august #september #july #flowerstogrowinmoonsoon #gardentips #planttips #flowerplantcare #plantdiy #plantcare #gardeningforbeginners #gardeingideas #flowergardening #planterpainting #indoorgarden #indoorplants #purslane #outdoorgarden #flowerpotdiy #planterideas
    Hello Friends,
    ଏହି ଭିଡ଼ିଓରେ ମୁଁ ଆମ ଓଡିଶାର State Botanical Garden ର ଗୋଟେ tour ଆପଣଙ୍କ ସହ share କରିଛି । ସବୁଜିମା ଓ ପ୍ରାକୃତିକ ସୁନ୍ଦରତାରେ ଭରା ବହୁତ ସୁନ୍ଦର ଜାଗା ଟେ । ବଣଭୋଜି ପାଇଁ ମଧ୍ୟ perfect place । ସାଙ୍ଗସାଥି ଏକାଠି day out କରିବା ପାଇଁ ବି ମନଲୋଭା ପରିବେଶ । ଆଉ Couples ମାନେ ତ ଏଇ ଜାଗା କବଜା କରି ବସିଛନ୍ତି କହିଲେ ଚଳେ । ସେଥିପାଇଁ ବେଳେବେଳେ ଏଠାକୁ family ନେଇ ଯିବାକୁ ଲୋକେ ଇଚ୍ଛା କରନ୍ତି ନାହିଁ । କିନ୍ତୁ ପ୍ରକୃତି ପ୍ରେମୀମାନେ ହିଁ ବୁଝିପାରିବେ ଏହି ଜାଗାର ମହତ୍ଵ । ବାସ୍ତବରେ ଜଙ୍ଗଲ ବଞ୍ଚିଲେ ହିଁ ଆମେ ବଞ୍ଚିବା । ଜଙ୍ଗଲରେ ବୁଲିବା ସାଙ୍ଗକୁ ବିଭିନ୍ନ ପ୍ରକାର ପାର୍କ ଏବଂ ଉଦ୍ଭିଦଙ୍କ ବିଷୟରେ ଆପଣ ଏଠି ଜାଣିବାକୁ ପାଇପାରିବେ । ଭିଡିଓକୁ ଶେଷ ଯାଏଁ ଦେଖନ୍ତୁ ଖୁବ ଭଲ ଲାଗିବ ।
    ମୋ ଚ୍ୟାନେଲରେ ମୁଁ ଆପଣଙ୍କ ସହ ଏମିତି Plants Video ସବୁ ଶେୟାର କରିବି । ଏହାସହ Planter କେମିତି ବାଛିବେ, ଘରେ କେଉଁ କେଉଁ ଜିନିଷରେ ଗଛ ଲଗେଇ ପାରିବେ, Planter DIY ଏବଂ କିଛି Personal Vlog ବି Enjoy କରିପାରିବେ । Video କୁ Like, share କରନ୍ତୁ ଏବଂ Comment ମଧ୍ୟ କରନ୍ତୁ । ଚ୍ଯାନେଲକୁ ନିଶ୍ଚୟ Subscribe କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ । Happy Gardening ।

Komentáře • 15