ବର୍ଷାଦିନେ ଡାଳରୁ ଲଗାନ୍ତୁ ଏହି 25ଟି ଗଛ ପଇସା ବଞ୍ଚିଯିବ, ଗଛ ଛନଛନ ହୋଇ ବଢିବେ
Vložit
- čas přidán 12. 09. 2024
- Gardening Ideas For Beginners, How to grow plants, Indoor plant benefits, Air purifier plants, How to start gardening, Vertical Garden, Hanging Plant ideas, DIY Planters, Planters DIY, Plants Prices, Low maintenance plants, Plant care.
#howtogrowplantsfromcuttings #plant cuttings #pothos #aglaonema #chineseevergreen #snakeplant #spiderplant #syngonium #arrowhead #peacelily #arecapalm #songofindia #rubberplant #zzplant #rainyseasonflowers #mariegoldflower #dianthus #pansy #petunia #ixora #rainlily #rose #rangooncreeper #thuja #spiderplant #syngonium #mogra #chandniflower #plumeria #gaillardia #bougainvillea #celosiacockscomb #zinnia #lantana #moonsoonplants #monsoonflowers #august #september #july #flowerstogrowinmoonsoon #gardentips #planttips #flowerplantcare #plantdiy #plantcare #gardeningforbeginners #gardeingideas #flowergardening #planterpainting #indoorgarden #indoorplants #purslane #outdoorgarden #flowerpotdiy #planterideas
Hello Friends,
ଏହି ଭିଡ଼ିଓରେ ମୁଁ 25ଟି ଏଭଳି କିଛି Plants ଙ୍କ ବିଷୟରେ କହିଛି ଯାହାକୁ ଆପଣ ବର୍ଷାଦିନେ ଖୁବ ସହଜରେ Cuttings ରୁ Grow କରିପାରିବେ । ଭିଡିଓରେ Plants ଙ୍କ ନାଁ mention କରିବା ସହ ଛୋଟ ଛୋଟ Tips ମଧ୍ୟ Share କରିଛି । ଯାହା ଆପଣଙ୍କ ପାଇଁ ବହୁତ Helpful ରହିବ । ଆଶା କରୁଛି Video ଟି ଆପଣଙ୍କୁ ପସନ୍ଦ ହେବ ।
ମୋ ଚ୍ୟାନେଲରେ ମୁଁ ଆପଣଙ୍କ ସହ ଏମିତି Plants Video ସବୁ ଶେୟାର କରିବି । ଏହାସହ Planter କେମିତି ବାଛିବେ, ଘରେ କେଉଁ କେଉଁ ଜିନିଷରେ ଗଛ ଲଗେଇ ପାରିବେ, Planter DIY ଏବଂ କିଛି Personal Vlog ବି Enjoy କରିପାରିବେ । Video କୁ Like, share କରନ୍ତୁ ଏବଂ Comment ମଧ୍ୟ କରନ୍ତୁ । ଚ୍ଯାନେଲକୁ ନିଶ୍ଚୟ Subscribe କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ । Happy Gardening ।
Beautiful ❤️
@@sasmitasahoo401 thank you dear 🥰❤️
Gabar khata au cha pati deuchhhi
Mayur pakh 1 year helani lagaichhi graund re hele gachha badhuni kan pai
soil mixture re problem thai pare, banana peels fertilizer dianthu & full sun to partial shade re rakhantu, pruning v zaroori plant growth pain
@@SmariieesDunia thank you
Subscribe done 👍