ଝିଅ ଖୁସି କରିଦେଲା..ପୁଅ ମନ ଜିଣିନେଲା || Impoverished Students Battle All Odds To Shine||Odisha Reporter

Sdílet
Vložit
  • čas přidán 28. 08. 2024
  • ଇଏ ଲୁହ ଖୁସିର ଲୁହ। ପୁଅର ସଫଳତା ପଛରେ ରହିଛି ମାଆଙ୍କ ଅକ୍ଲାନ୍ତ ପରିଶ୍ରମ। ପୁଅର ପାଠ ପଢ଼ିବା ପାଇଁ ଏ ମାଆ ଜଣଙ୍କ ଦିନରାତି ଏକ କରି ଦେଇଛନ୍ତି। ରାତିରାତି ଉଜାଗର ରହି ନିଜ ପିଲାକୁ ଆକଟ କରିଛନ୍ତି। ବାପା-ମାଆ ଦୁହେଁ ଦୁଃଖକଷ୍ଟରେ ଚଳି ବି ପିଲାର ଅଭାବ ପୂରଣ କରିଛନ୍ତି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #Odisha #OdishaReporter #Bhubaneswar #MatricResult

Komentáře • 157

  • @srikantaharichandan1464
    @srikantaharichandan1464 Před rokem +106

    ମା ନୁହନ୍ତି ସେ ଦେବୀ ଟିଏ।। ଭଗବାନ ତାଙ୍କୁ ଖୁସି ରଖନ୍ତୁ

  • @luv4santosh
    @luv4santosh Před rokem +43

    ପିତା ମାତାଙ୍କୁ ଅନେକ ଧନ୍ୟବାଦ୍। ଏମିତି ସୁଖ ଶାନ୍ତି ଭଗବାନ ଦିଅନ୍ତୁ। ଆରକ୍ଷଣ କିନ୍ତୁ ମନ ଭାଙ୍ଗି ନ ଦେଉ

    • @susilagamango6392
      @susilagamango6392 Před rokem

      👍rrrrrrrrrrrrrrrrrrrrrrrcf........................................ 🍬.................

    • @PabitraMajhi-hf7sw
      @PabitraMajhi-hf7sw Před rokem

      Me and my friend🤣🤣🤣🤣😁😁😁

  • @basudevbehera2209
    @basudevbehera2209 Před rokem +42

    ବାପା ଏବଂ ମାଙ୍କ ସରାଲତ ଈଶ୍ୱର ବିଶ୍ୱାସ ଯୋଗୁ ପିଲାମାନେ ଏମିତି କୃତକାର୍ଯ୍ୟ ହୁଅନ୍ତି ଜୟ ଜଗନ୍ନାଥ ❤😂

  • @sasmita3410
    @sasmita3410 Před rokem +35

    ପାଠ ପଢିବା ପାଇଁ ଭଲ ଘର ଦରକାର ନାହିଁ ,ନିଜର ପରିଶ୍ରମ ଆଉ ପରିବାର ଲୋକଙ୍କ support ଦରକାର ।

    • @sssodiachannel6318
      @sssodiachannel6318 Před rokem +4

      Seya aamara bhala ghara achhi , bhala khaibaku achhi hele ghare sabu bele jhagada paain patha padhi hueni

    • @rismanadharua6040
      @rismanadharua6040 Před rokem +1

      Right vai mu au kana kahibi nija ବଢିବା ପାଇ ନିଜେ ପଇସା income କରିବାକୁ ପଡୁଛି

    • @aratisahu10
      @aratisahu10 Před rokem

      Mo maa single parent kintu Mo ma Sabu bele support karuchonti padhibaku hele kahiba ku kharab laguchi je para loka so nijo lako v kahuchonti jhio ku padheike kichi labho nahi Jodi se job b karibo th ta sasu Ghare debo tumo tanka panire jibo 😔mu semanonku kn au kemite bujjhei bi janiparuni😣😓

  • @beautysasmitacreation9101

    ବାପା ମା ହେଉଛନ୍ତି ଚଳନ୍ତି ଦେବତା🙏

  • @ranjankumarsahoo2799
    @ranjankumarsahoo2799 Před rokem +20

    ବାପା,ମା ଙ୍କ ସୁକୃତ ବଳେ ପିଲା ହୁଅନ୍ତି ସର୍ବ ସୁଖୀ

  • @J.SwagatMishra007
    @J.SwagatMishra007 Před rokem +32

    ବ୍ରାହ୍ମଣ ବା ସମସ୍ତ ସାଧାରଣ ବର୍ଗର ପିଲାମାନେ ସବୁ କ୍ଷେତ୍ରରେ ଆଗୁଆ । ଖାଲି ସରକାରଙ୍କ ନୀତି ନିୟମ ଯୋଗୁଁ ଯାହା ପଛରେ ରହିଯାଉଛନ୍ତି ।

    • @sandeepbaliarsingh8463
      @sandeepbaliarsingh8463 Před rokem +2

      Seia ta sarkaar jete kota dei ki jahaku uthauchi uthau general pila semiti kathina parisrama kari agaku jibe. General pila jete kasta re rahile bi kahaku dekha jibani. Tenu general barga pila kathina parisrama kara.

    • @sibanisahu7279
      @sibanisahu7279 Před rokem +1

      ​@@sandeepbaliarsingh8463 😢

    • @kumarchandan3045
      @kumarchandan3045 Před rokem +1

      Jeneral pila Nka pain kichi nahi 😢

  • @banabassabar2559
    @banabassabar2559 Před rokem +3

    Congratulations to you two

  • @yashbehera6504
    @yashbehera6504 Před rokem +2

    ବାପା ମା ଙ୍କ ଆଶ୍ରିବାଦ ଦୁନିଆରେ ତା ଠାରୁ ବଡ଼ ସମ୍ପତ୍ତି ଆଉ କିଛି ନାହିଁ

  • @malayakumarbiswal5445

    ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମ ସହ ପରିବାର ମଙ୍ଗଳା କରନ୍ତୁ

  • @bikashroul3633
    @bikashroul3633 Před rokem

    ଅତି ସୁନ୍ଦର ଲାଗିଲା

  • @dambarudharsoren1898
    @dambarudharsoren1898 Před rokem +4

    Maa❤❤❤❤🎉🎉🎉🎉... congratulations brother,be a good engineer

  • @prasantabiswal7871
    @prasantabiswal7871 Před rokem +14

    Really two mothers are are example of Goddess in Odisha culture

  • @sabyasachiroutray5860

    ଜୟଙ୍କେ ମା'ଙ୍କେ ପାର୍ବତୀଙ୍କେ ନନ୍ଦନଙ୍କେ ପ୍ରଭୁଙ୍କେ ଶ୍ରୀଙ୍କେ ଗଜାନନଙ୍କେ 👏🕉️⚫❗⚫🔱🐄☀️🍃🌱💧🚯🚱📵🚭📚🐄❤️🇮🇳🌍🎶

  • @ashalatadas7718
    @ashalatadas7718 Před rokem

    evali maa nku koti pranam, jagannath nku koti pranam,koti dhanyawad agaku. ahuri. badhaantu

  • @tularammajhi2.0
    @tularammajhi2.0 Před rokem +58

    60% Marks Is Enough For Legend Student😅କିଏ କିଏ 60% ମାର୍କ କୁ ଯଥେଷ୍ଟ ଭାବନ୍ତି ?

    • @prachisahu3514
      @prachisahu3514 Před rokem +2

      Jahaku padhibar mana nathae se epari kahithae

    • @bhabanisankarbehera3215
      @bhabanisankarbehera3215 Před rokem +1

      Ebe au 60 ℅ ra value nhi

    • @tularammajhi2.0
      @tularammajhi2.0 Před rokem +7

      @@prachisahu3514 It's Doesn't Matter How You Score Mark In Certificate, But What You Have Skills That Actually Help Yo Growing Up To Success, ମୁଁ ଏଥି ପାଇଁ 60% ଯଥେଷ୍ଟ କହିଲି Every Legend ସେମାନେ ପଢା ସହିତ ଆଉ ନୂଆ ନୂଆ ଜିନିଷ try କରନ୍ତି ଆଉ ସେମାନେ Practicality କୁ Follow କରନ୍ତି , ଆଉ ଗୁଟେ କଥା ମୁ ଯିଏ ଏୟା ଠୁ ଭି ଭଲ Score କରେ ତାକୁ ଖରାପ କହୁ ନାହିଁ ବରଂ ଯିଏ ଖାଲି ପାଠ ସିବା ଆଉ ନୂଆ ନୂଆ ଜିନିଷ Explore କରେ ନାହିଁ,sir ମୁଁ ଏମିତି ଭି ପିଲା ଦେଖି ଛି ସେମାନେ graduation ରେ 80% above mark ରଖିଛନ୍ତି but ସେମାନେ ଏବେ ବି ବେ ରୋଜଗାର, ଏଥିରେ ସେମାନଙ୍କର କିଛି ଦୋଷ ନାହିଁ, OUR EDUCATION SYSTEM ହିଁ ଭଲ ନାହିଁ, ମୁଁ ଭଲ କହିଲି ନା ଖରାପ reply କରି କି ନିଶ୍ଚୟ ଜଣାଇବେ Thanks.

    • @tularammajhi2.0
      @tularammajhi2.0 Před rokem +2

      @@bhabanisankarbehera3215 It's Doesn't Matter How You Score Mark In Certificate, But What You Have Skills That Actually Help Yo Growing Up To Success, ମୁଁ ଏଥି ପାଇଁ 60% ଯଥେଷ୍ଟ କହିଲି Every Legend ସେମାନେ ପଢା ସହିତ ଆଉ ନୂଆ ନୂଆ ଜିନିଷ କରନ୍ତି ଆଉ ସେମାନେ Practicality କୁ Follow କରନ୍ତି , ଆଉ ଗୁଟେ କଥା ମୁ ଯିଏ ଏୟା ଠୁ ଭି ଭଲ Score କରେ ତାକୁ ଖରାପ କହୁ ନାହିଁ ବରଂ ଯିଏ ଖାଲି ପାଠ ସିବା ଆଉ ନୂଆ ନୂଆ ଜିନିଷ Explore କରେ ନାହିଁ,mam ମୁଁ ଏମିତି ଭି ପିଲା ଦେଖି ଛି ସେମାନେ graduation ରେ 80% above mark ରଖିଛନ୍ତି but ସେମାନେ ଏବେ ବି ବେ ରୋଜଗାର, ଏଥିରେ ସେମାନଙ୍କର କିଛି ଦୋଷ ନାହିଁ, OUR EDUCATION SYSTEM ହିଁ ଭଲ ନାହିଁ, ମୁଁ ଭଲ କହିଲି ନା ଖରାପ reply କରି କି ନିଶ୍ଚୟ ଜଣାଇବେ Thanks.

    • @queenashiq_
      @queenashiq_ Před rokem

      Mor 65.1

  • @jalilkhan1227
    @jalilkhan1227 Před rokem

    ଧନ୍ଯବାଦ ଓଡିଶା ରିପୋର୍ଟର ଆପଣଙ୍କୁ ଧନ୍ଯବାଦ ।ବହୁତ ଭଲ ବଢିଆ ସମ୍ବାଦ ମାଟ୍ରିକ ପରୀକ୍ଷା ର ସଫଳତା ପାଇଥିବା ତାପସ ଓ ଅଭିଲିପ୍ ସା ଙ୍କ ବିବରଣୀ ଆପଣଙ୍କ ଚାନେଲ ରେ ଦେଖାଇଲେ।ମୋତେ ବହୁତ ଖୁସି ଲାଗିଲା ମୋ ଓଡିଆ ପିଲା ଙ୍କ ସଫଳତା ପଛରେ ବାପା ମାଆ ଙ୍କ ଅବଦାନ ରହିଛି ଗର୍ବ କରୁଛି ମୁଁ ଓ ଧନ୍ଯବାଦ ଦେଉଛି ଆପଣଙ୍କ ରିପୋର୍ଟର ମହାଶୟାଙ୍କୁ ।
    ଜଲିଲ୍ ଖାଁ ଶିକ୍ଷା ବିତ୍ ନୂଆପଲ୍ଲୀ ଭୁବନେଶ୍ବର

  • @omkarmishra1242
    @omkarmishra1242 Před rokem +7

    Well done bro keep growing pride of our school and tution

  • @chandramohansoren7113
    @chandramohansoren7113 Před rokem +24

    ଆଜି କାଲିର ପିଲାମାନେ 5-ଜି ସ୍ପିଡ୍ ରେ ମାର୍କ ରଖୁଛନ୍ତି ,,,,,,କାରଣ ଜାଣି ହେଉନି 😷

  • @phantom7572
    @phantom7572 Před rokem +3

    U all r great 👍...May God bless you.

  • @geetanjaliacharya6079
    @geetanjaliacharya6079 Před rokem +5

    Congratulations everyone🎊 👍
    God bless you to all 🙏🏻

  • @bhubaneswarjena5322
    @bhubaneswarjena5322 Před rokem +7

    Maa is always best 🙏

  • @GangsterHoliday
    @GangsterHoliday Před rokem

    କିଛି ଲାଭ ନାହିଁ ତମେ 99% ରଖିଲେ ବି ଆଜିକା ତାରିଖରେ ଭଲ ଚାକିରୀ ମିଳିବନି ......... ଲାଭ କଣ? ଯଦି ତୁମ ପାଖରେ ଲକ୍ଷ୍ମୀ ଅଛି ତାହାହେଲେ ଯାଇ କଣ ଗୋଟେ ହୋଇପାରିବ

  • @arajunmaharana6147
    @arajunmaharana6147 Před rokem +3

    ବାପା-ମାଆ ଅନେକ ଝଡ଼ ଝଞ୍ଜା ସହି ପିଲାମାନଙ୍କର ସମୂଜ୍ଜ୍ୱଳ ଭବିଷ୍ୟତ ପାଇଁ ସର୍ଵ ବିଧ ସୁବିଧା ସୁଯୋଗ ଯୋଗାଇ ଦେଇ ଥାଆନ୍ତି। ତଦନୁଯାୟୀ ପିତା ମାତାଙ୍କ ମୁଖମଣ୍ଡଳରେ ହସର ପଦ୍ମ ପ୍ରସ୍ଫୁଟିତ କରାଇବା ତଥା ଗୌରବ ବିମଣ୍ଡିତ କରାଇବା ପିଲା ମାନଙ୍କର ପରମ କର୍ତ୍ତବ୍ୟ ।
    🙏 ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏

  • @mr..clever149
    @mr..clever149 Před rokem

    Mark ନୁହେଁ talent check କର ,ଆଜି କାଲି mark ଗୋଟେ ଜିନିଷ ହେଇ ବିକା ଯାଉଛି

  • @krishnaprasadrath
    @krishnaprasadrath Před rokem +2

    God bless you all 🙏 JAI SRIKRISHNA 🙏

  • @sangeetasahu7474
    @sangeetasahu7474 Před rokem +11

    Great congratulations every one💐!

  • @sibanandanayak3579
    @sibanandanayak3579 Před rokem +4

    Maa is best mother

  • @trilochanpatnaik6321
    @trilochanpatnaik6321 Před rokem +9

    ଯେତିକି ହେଇଛି ତାହା ଠିକ୍ ଅଛି। ସେତିକିରେ ସନ୍ତୁଷ୍ଟ ରହିବା ଉଚିତ। ଆଗକୁ ଅଧିକ ଆଶା ରଖ।

  • @tularampandey916
    @tularampandey916 Před rokem +3

    ସେଟା ବହୁତ ଭଲ ଆଏ
    ହେଲେ ଆଜିର ସରକାର ସବୁ ବିକ୍ରି କରୁଛନ୍ତି ଯଥା
    ଚାକିରି
    ସାଟିଫିକେଟ

  • @pritirajangrahacharya7148

    Jai jagannath 🌹

  • @bijaykumarchakra9096
    @bijaykumarchakra9096 Před rokem +5

    God bless you and your family

  • @SAWNASHRI
    @SAWNASHRI Před rokem

    Father and mother great of the world
    For more and more love ❤️ father, mother

  • @sangrampradhan2320
    @sangrampradhan2320 Před rokem +1

    Congratulations both....and Good job OR team....keep it up........a pari true reporting pai a new dekhi students mane inspire hebe...

  • @suryaboity5992
    @suryaboity5992 Před rokem +2

    Go ahead Tapas and Abhilipsa,,,at the end of tunnel there is light

  • @chakradharasahoo5948
    @chakradharasahoo5948 Před rokem +8

    God must give him power to go ahead

  • @babukhatua3880
    @babukhatua3880 Před rokem

    Good work 🙏🙏🙏🙏🙏

  • @laxmidharsahoo8344
    @laxmidharsahoo8344 Před rokem +1

    ରୋଷେଇ ଘର VIP ବର୍ଗ ର,ଅର୍ଥ ସଙ୍କଟ ନାହିଁ,
    ସେମାନଙ୍କ ର ଦୁର୍ବଳ ଚେହେରା ନାହିଁ, ସତ କୁହ,
    ହୁଏତ କିଏ ଅନୁପ୍ରାଣିତ ହେଇ ପାରେ,

  • @sonalisahoo4020
    @sonalisahoo4020 Před rokem

    Bapa maa sabu taru baste 🙏🙏🙏♥️♥️❤️❣️❣️👍👍👌👌👌👌👌👌👌👌so Beautiful. Pua
    all of you. Good morning
    Kaha Najara Na Lagu
    Samaste sabu bale khusire ruhantu ❣️❣️👌👌🙏

  • @rashmimeher4783
    @rashmimeher4783 Před rokem

    Bahut khusi laguchi suniki

  • @RjManoj530
    @RjManoj530 Před rokem +9

    Congratulations 🎉🎉🎉

  • @Anantanarayanpradhan-pz5el

    Tapas my student God bless you

  • @barsha2749
    @barsha2749 Před rokem

    Jya jagannath

  • @mishtic8024
    @mishtic8024 Před rokem

    Best of luck for your future ... emiti pua darkar jie khusi ra luha daba... future is bright.

  • @motivation7855
    @motivation7855 Před rokem

    Love you maa❤

  • @bebinadas8147
    @bebinadas8147 Před rokem +1

    Maa apananku kotipranam 🙏🙏🙏

  • @SagarikaRath-xz4jc
    @SagarikaRath-xz4jc Před rokem +1

    God Bless U

  • @maheswarkumar4907
    @maheswarkumar4907 Před rokem +2

    Thanks❤❤❤❤

  • @Bhagirathidas-qt3kz
    @Bhagirathidas-qt3kz Před rokem +1

    Great❤

  • @thabirendrabehera6577

    Father & mother lord of god

  • @allcricketfan18
    @allcricketfan18 Před rokem

    God bless you mama Baba

  • @subham601
    @subham601 Před rokem +9

    Odisha re mark au kichhi nai sir. Exam before day re question viral ta hele mark is not important. ❤😢

  • @DeepakKumar-rw1qd
    @DeepakKumar-rw1qd Před rokem

    Jay Jagannath ⭕‼️⭕🥺🙏🥰🙏🌍❤️

  • @mayadharasahoo9234
    @mayadharasahoo9234 Před rokem

    Salute mother

  • @thabirendrabehera6577

    Maa is god

  • @saswatjena7165
    @saswatjena7165 Před rokem

    God bless u

  • @pujaworld7163
    @pujaworld7163 Před rokem

    God bless you beta🎉🎉

  • @sahubhai16
    @sahubhai16 Před rokem +3

    Result dhariki surat au hyderabad kolkata jaa

  • @viralbabyneel7946
    @viralbabyneel7946 Před rokem +12

    81% re news re baharu6nti mu 83% rakhithili mte kanhiki new re bahar kale ni😢😢

    • @sivaa_D_vlogs
      @sivaa_D_vlogs Před rokem +2

      .Bhai mu Bhubaneswar re Govt job karuchhi...tathapi chaliba bahut kasta kintu semane nka situations dekhauchhanti jaha dwara Anya mane inspire hebe...Kam rojgar re Bhubaneswar re chalibaa bahut kasta

    • @UmashankarSahoo1
      @UmashankarSahoo1 Před rokem

      81 nuha 91%

  • @kabitaparida5831
    @kabitaparida5831 Před rokem

    Best video

  • @odiainstantlearning2242

    ତୁମ ଚଲାପଥ ରେ ବିଭୁ ଆଶିଷ ଢାଳନ୍ତୁ....ଆହୁରି ଅଧିକରୁ ଅଧିକ ଶିଖ....

  • @asishbehera1561
    @asishbehera1561 Před rokem

    God Bless you

  • @rojalinbehera6242
    @rojalinbehera6242 Před rokem

    Good bless u beta ..🎉

  • @danielsuna1026
    @danielsuna1026 Před rokem

    Very nice

  • @sanjibmohanty3710
    @sanjibmohanty3710 Před rokem

    କଣ ହେବ , କୋଟା ନାହିଁ

  • @kanhujena386
    @kanhujena386 Před rokem +9

    Chora sarkar thiba Jain pathara mulya nahi

  • @binayakumarpradhan2363

    Congratulations🎉

  • @jayadevsahoo9916
    @jayadevsahoo9916 Před rokem

    Thakuranka ashirwad

  • @purastambehera3902
    @purastambehera3902 Před rokem

    Mu asa kore bhagwan Toma parinaku khusi rakhontu🙏🙏🙏🙏

  • @tanmaysahuvlogs5682
    @tanmaysahuvlogs5682 Před rokem

    Papa--Pua 91 % rakhichi.. Hele au tk hei parithanta. 😍

  • @adityapanigrahi7694
    @adityapanigrahi7694 Před rokem +1

    General caste nkra future kaan bahut hard labour kale kichhi miliba

  • @mrdeshitoka5609
    @mrdeshitoka5609 Před rokem

    Ei bala media bala nku dhanya ei bala news reporter ku dhanya

  • @odishachennalvloger3281

    Godbless u

  • @k.kamaleswarighatal7347
    @k.kamaleswarighatal7347 Před rokem +4

    First kuha tution na without tution 😃🤭
    Aggoku dekha +2 re jona padiba

  • @digbijaymurmu164
    @digbijaymurmu164 Před rokem

    Haire news bala emiti kohucho jemiti 🙃🙃🙃🙃

  • @Munu-bq3sx
    @Munu-bq3sx Před rokem

    Are maa tame sabubele and Tama paribara sabubele khusire ruhantu .mu 35%rakhichi mote bi loka rosgulla khuachanti kahinki na semane bhabuthile mu fail heijibi kintu mu like (bazigar harkar jittahe.) Bhabuchi piana heijibi

  • @benudhardas8282
    @benudhardas8282 Před rokem +1

    Bhala Marks rakhichi but Gute Dream Ta bhala lagilani (Engineering)😅😅

  • @mrjitendralife
    @mrjitendralife Před rokem +2

    Hello OTV news ama ଯାଜପୁର ଆସ ଆମ ଯାଜପୁର ଝିଅ 98.19% ମାର୍କ ରଖିଛି ତାକୁବି ଓଡ଼ିଶବାସୀ ଙ୍କ ସାମ୍ନାକୁ ଆଣ..

  • @digbijaymurmu164
    @digbijaymurmu164 Před rokem

    Student ku uniform kie pindheila?

  • @shyambarik8400
    @shyambarik8400 Před rokem +1

    10th hela +2 re news re asibo to

  • @Kkkssi_9
    @Kkkssi_9 Před rokem

    ଝିଅ ଖୁସି କରିଦେଲା
    ପୁଅ ମନ କିଣିଦେଲା
    ``ବାଣ୍ଡ ଛୋଡ଼ି ହେଇଗଲା ´´
    Balo news sabu

  • @minatitripathy5871
    @minatitripathy5871 Před rokem +3

    Khali bhala marks rakhile hebani,Kota re ta sabu chakiri paleiba,tume kaana paiba?

  • @odishachennalvloger3281

    Emeti jhio bhagyare thile mile

  • @madhusmitadash493
    @madhusmitadash493 Před rokem

    Vagabaan tumaku asirbada diantu tume ahuri agaku bada

  • @rihanmallik1916
    @rihanmallik1916 Před rokem

    Maa pappa 💙❤️🙌✨😢😢😢😢😢💔

  • @nandkishorgouda4844
    @nandkishorgouda4844 Před rokem

    👍👍👍👍👍👍🙏

  • @narayanabhuyana132
    @narayanabhuyana132 Před rokem

    🙏👍👍👍

  • @odia_vlog_gears
    @odia_vlog_gears Před rokem

    🥰🥰🥰

  • @shaktirupamekap4114
    @shaktirupamekap4114 Před rokem +1

    l have got.....94% in matric exam🥰🥰

  • @anshupadhi6246
    @anshupadhi6246 Před rokem +1

    Pila jou bisayaere padhiba pain chahun chanti sei bisayre padhantu. Ajika date re engineering line bhala nahin. Job paile bi salary bhala nahin.

  • @kailashsethy3
    @kailashsethy3 Před rokem +1

    Na maa se jhio bhala number rakhichi agaku ahuri bhala naa kariba

  • @kariamajhi2165
    @kariamajhi2165 Před rokem

    Kintu bhai mane mate dukha lage kichi achanti bapa au maan kara mulaya bujhi paranti Sana bhai tama ku anurodha tama bapa maa n ku kebe dukha deba ni bahut aga ku jiba

  • @bisukhilar6946
    @bisukhilar6946 Před rokem

    Ete pakharu tv dekhiba katha nanhi

  • @dineshcreative2721
    @dineshcreative2721 Před rokem

    Hau hela pua jhia postal re job paibe
    Ama government to vacancy kadhu nahanti so

  • @truptiranjanbehera5378

    Au tike heiparithanta jee ,kintu amara ta athi sabu surat😅

  • @sekharchoudhury4527
    @sekharchoudhury4527 Před rokem

    +2result re kete marks rakhuchhanti pacharibe

  • @annapurnaparida4498
    @annapurnaparida4498 Před rokem +2

    Bhauja kandani

  • @bjay577
    @bjay577 Před rokem

    Ha 🤣🤣🤣 Chennai re pila 99,98 rakhiki khela karuchanti,.....aao emane 91 % ru kam rakhiki khusi 🤣😆😆

  • @007siddharthkar7
    @007siddharthkar7 Před rokem

    Ebe ta laguchi samaste A1 Paiba easy Heigalani..
    120 mark free miligala...
    Assessment system..😂😂😂

  • @nrusinghpadhee3756
    @nrusinghpadhee3756 Před rokem

    Congratulations 🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉