Demands From Jaynarayan To Intensify Troubles | No Comments | Nirbhay Gumara Katha

Sdílet
Vložit
  • čas přidán 18. 06. 2024
  • Demands From Jaynarayan To Intensify Troubles | No Comments | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 153

  • @RanjanKumar-mx1ki
    @RanjanKumar-mx1ki Před měsícem +68

    ଜୟନାରାୟଣ ବାବୁଙ୍କୁ ଗୃହ ମନ୍ତ୍ରୀ କଲେ ଅସଲ ଖେଳ ହୁଅନ୍ତା

    • @debasispradhan1269
      @debasispradhan1269 Před měsícem

      ପ୍ରକ୍ରୁତ ରେ ଭଲ ହୁଅନ୍ତା

  • @malayaranjan7866
    @malayaranjan7866 Před měsícem +58

    CBI / ED ଲଗାଇ ବିଜେଡି ସରକାର ର ଦୁର୍ନୀତି ବାହାର କରାଯାଉ। ଆପଣ ଜଣେ ନିର୍ଭୀକ ସାମ୍ବାଦିକ ଓଡ଼ିଶା ଲୋକଙ୍କ ଆଖି ଖୋଲି ଥିବାରୁ ଧନ୍ୟବାଦ୍

  • @laxmidharapanda6086
    @laxmidharapanda6086 Před měsícem +32

    ଆଜିର public demand ଜୟ ନାରାୟଣ ମିଶ୍ରଙ୍କୁ ଯଥାଶୀଘ୍ର ମନ୍ତ୍ରୀ କରାଯାଉ !

  • @ArunDas-hc5zz
    @ArunDas-hc5zz Před měsícem +48

    ଜୟ ନାରାୟଣ ବାବୁ ଙ୍କ ବାର୍ତ୍ତା,ଜନତା ର ଦାବି ଓ ଆଶା

    • @user-yd7dq7ij6w
      @user-yd7dq7ij6w Před měsícem +4

      ଲୋକ ଙ୍କ ଆଶା ବିଶ୍ୱାସ ସରକାର ନିଶ୍ଚୟ ଗୁରୁତ୍ୱ ଦେବେ

  • @biswakalyanimohanty569
    @biswakalyanimohanty569 Před měsícem +31

    ସସ୍ମିତ୍ ପାତ୍ର ଙ୍କୁ ଆରେଷ୍ଟ କରାଯାଉ,କନ୍ଧମାଳ ଦଙ୍ଗାକାରି ସିଏ, ନବ ଦାସ୍ ହତ୍ୟାକାଣ୍ଡ cbi ଙ୍କ ଦ୍ଵାରା ହେବ ଉଚିତ୍, ନ ହେଲେ ମୋହନ ସରକାର ବିଶ୍ବାସ ଭାଜନ ହେଇ ପାରିବେନି

    • @Jagannath-oc9ht
      @Jagannath-oc9ht Před měsícem

      ଦିପାଳି ଦାସଙ୍କୁ ପଚାଲେ କହିଦେବେ ।

  • @sarojnaik3521
    @sarojnaik3521 Před měsícem +23

    ଯଦି ତଦନ୍ତ ନ ହୁଏ
    ବିଜେପି ବଦନାମ ହବ

  • @udayalima9094
    @udayalima9094 Před měsícem +15

    ଜୟନାରାୟଣ ମିଶ୍ର ମହୋଦୟଙ୍କୁ ନିଶ୍ଚିତ କେବିନେଟ ପାହ୍ୟା ମନ୍ତ୍ରୀ ମିଳିପାରେ.

  • @ganeshpanigrahi4808
    @ganeshpanigrahi4808 Před měsícem +33

    କିନ୍ତୁ ଓଡ଼ିଶାର ଆଗଧାଡ଼ିର ସ୍ୱାଭିମାନୀ, ଶାଣିତ ଯୁକ୍ତି ଉପସ୍ଥାପକ, ନିର୍ଭୀକ ଓ ବରିଷ୍ଠ ନେତା ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ନଦେବା ଦୁଃଖର ବିଷୟ... !!!

  • @dhamirona8662
    @dhamirona8662 Před měsícem +16

    ଜୟନାରାୟଣ ମିଶ୍ର ଜଣେ ନିର୍ଭୀକ ଓଡ଼ିଆ ନେତା, ସେ ବିରୋଧୀଦଳ ନେତା ଥାଇ ଯାହା କଥା ଦେଇଥିଲେ ଓଡ଼ିଶାବାସୀଙ୍କୁ ତାହା ବିଜେପି ର ସ୍ବର ବୋଲି ଆମେ ଓଡ଼ିଆ ଜାଣିଛୁ, ଆମେ ଓଡ଼ିଆ ଜୟନାରାୟଣ ମିଶ୍ର ଙ୍କ ଦାବି କୁ ଯୋରଦାର ସମର୍ଥନ କରୁଛୁ। ପ୍ରକୃତ ରେ ଜୟନାରାୟଣ ମିଶ୍ର ଗୃହମନ୍ତ୍ରୀ ପାଇଁ ଯୋଗ୍ୟ ବିଜେପି ନେତା।

  • @dibyasinghamahapatro3994
    @dibyasinghamahapatro3994 Před měsícem +11

    JNM is one of the Brave leader among bjp ,we support jnm,no compromise

  • @PurnachandraBehera-if5tu
    @PurnachandraBehera-if5tu Před měsícem +27

    ଜୟ ନାରାୟଣ ଜିନ୍ଦାବାଦ। ରାଜ୍ୟ ବସୀ BJD ଦଳ ନେତା ଙ୍କୁ ପାଗଳ ଘୋଷଣା କଲେ।

  • @chandipadapanda4707
    @chandipadapanda4707 Před měsícem +5

    ଜନତାଙ୍କର କଥା ହିଁ ଜୟନାରାୟଣ ଙ୍କର ଦାବୀ ।

  • @Katak_Dk
    @Katak_Dk Před měsícem +5

    ଜୟ ନାରାୟଣ ଭାଇଙ୍କ କଥାକୁ ସମର୍ଥନ

  • @kailashpadhan4728
    @kailashpadhan4728 Před měsícem +8

    Nabin das
    Really katha kuhanti

  • @user-od2fs9gq4v
    @user-od2fs9gq4v Před měsícem +1

    ଜୟ ଶ୍ରୀ ଜଗନ୍ନାଥ

  • @bipinbihariswain3511
    @bipinbihariswain3511 Před měsícem +7

    Hon"ble MLA Jaya Narain Mishra is genuine in his demand. Why a problem for BJP when public demands who reposted faith in the party?

  • @panigrahisbiology2204
    @panigrahisbiology2204 Před měsícem

    ଜୟନାରାୟଣ ମିଶ୍ର ଜିନ୍ଦାବାଦ.... 💐💐💐

  • @prananathpati9976
    @prananathpati9976 Před měsícem +3

    ବିଜେପି ଏ କଥା ଭୁଲି ନ ଯାଉ ଯେ ଲୋକେ ବିଜେପି ସପକ୍ଷରେ ଭୋଟ ଦେଇ ନାହାଁନ୍ତି। ଲୋକେ ବିଜେଡି ବିରୁଦ୍ଧରେ ଭୋଟ ଦେଇଛନ୍ତି ବୋଲି ବିଜେପି କ୍ଷମତାକୁ ଆସିଲା। ବିଜେପି ପାଇଁ ଏହା ଏକ ପରୀକ୍ଷା। କ୍ଷମତା ପାଇଲା ପରେ କାମ ନକରି ଏଣେ ତେଣେ ବୁଲିବ। ମଜା କରିବ। ଅୟସ କରିବ। ଆପ୍ୟାୟିତ ହେବ। ଫୁଲମାଳ ପକେଇବ। ଜୁଆଇଁ ପୁଅ ସାଜିବ। ଏଣେ ଲୋକଙ୍କ ଦାବୀ ନଶୁଣି ସମୟ ଗଡେଇବ। ଏସବୁ ଚଳିବନି। ସିବିଆଇ ତଦନ୍ତ ପାଇଁ ତୁମେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲ। ତାହା ପାଳନ କରିବ।

  • @pramodakumarnayak-zv5cm
    @pramodakumarnayak-zv5cm Před měsícem +2

    ମହାଶୟ! ଆପଣଙ୍କ ବିଶ୍ଳେଷଣ ବହୁତ ମୂଲ୍ୟବାନ। କଳଙ୍କିତ ତୃତୀୟ ମହଲା ରୁ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରାଗଲେ ଭଲ ହୁଅନ୍ତା। ସେ ତୃତୀୟ ମହଲା ଟା ଅଭିଶପ୍ତ। ଜୟନାରାୟଣ ବାବୁ ଙ୍କ ଦାବି ମୋହନ ସରକାର ଗ୍ରହଣ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ।

  • @satya2456
    @satya2456 Před měsícem +3

    On public demand...transfer all from OPSC, ossc to other dept. appoint new officer and clerical staffs in those offices...they are the most corrupt place.

  • @minatipanda1262
    @minatipanda1262 Před měsícem +3

    ଜୟ jagannath

  • @user-uk9xo8uq7s
    @user-uk9xo8uq7s Před měsícem

    Right Jay Jagannath 👏

  • @sadakagaja
    @sadakagaja Před měsícem +3

    We need a CBI investigation of the both...

  • @rajeshbiswal819
    @rajeshbiswal819 Před měsícem +2

    Jay Jagannath

  • @michel333337
    @michel333337 Před měsícem +1

    Jayanarayan mishra mama tiger of odisha..sarkar halei debe ..love from Sambalpur

  • @satishchandrabehera7291
    @satishchandrabehera7291 Před měsícem

    ଜୟନାରାୟଣ କି ଜୟ!
    ତାଙ୍କର ଡିମାଣ୍ଡ କି ଜୟ!!
    ଲକ୍ଷ୍ମଣାନନ୍ଦ, ନବଦାସ
    ହତ୍ୟାକାଣ୍ଡର ରହସ୍ୟ
    ଶୀଘ୍ର ହେଉ ଉନ୍ମୋଚନ।
    ଜନତା ହେଲେଣି ଉଚ୍ଛନ୍ନ।।
    ଜ଼ୟ ଜଗନ୍ନାଥ!!!

  • @reallivelihood56
    @reallivelihood56 Před měsícem +1

    ଆଦରଣୀୟ 'ନବୀନ ଦାସ 'ମୋର ପ୍ରଣାମ ନେବେ.
    Development ର ମୂଳ ବାଧକ "corruption" ମୁକ୍ତ governance ବିଷୟ ଉପରେ ଏକ ଆଲୋକ ପାତ କରିବା ହେବେ.

  • @raghumaninayak9593
    @raghumaninayak9593 Před měsícem +12

    ଜୟନାରାୟଣ ମିଶ୍ର ଜଣେ ଉଚ୍ଚକୋଟୀର ରାଜ ନେତା,ତାଙ୍କୁ ମୋହନ ସରକାର ରେ କ୍ୟାବିନେଟ୍ ରେ ଗୃହମନ୍ତ୍ରୀ ଦାୟିତ୍ଵ ଦିଆଯାଉ ଯେଉଁ BJD ନେତାମାନେ ତାଙ୍କୁ ପାଗଳ ବୋଲି କହିଥିଲେ ସେ ଗେଣ୍ଡା ଦଳର ପାଗଳାମି କୁ ପଦାରେ ପକାଇ ଦେବେ ।

  • @premanandajena6209
    @premanandajena6209 Před měsícem

    Congrulations Jay Narayan babu

  • @boleshwarpatra9408
    @boleshwarpatra9408 Před měsícem +3

    Sir I am belongs to sambalpur as I know the mass popularity of Jayanarya mishar there is no other leader in sambalpur town as well as also western odisha.

  • @bhikarinaik3117
    @bhikarinaik3117 Před měsícem

    Ok🎉

  • @kabitasahoo8385
    @kabitasahoo8385 Před měsícem

    🙏👍❤

  • @sureshmishra7180
    @sureshmishra7180 Před měsícem +2

    NEET exam ra CBI investigation hau on public demand

  • @mindfreshdilkhush8575
    @mindfreshdilkhush8575 Před měsícem +1

    Great man 😊

  • @swaindillip4438
    @swaindillip4438 Před měsícem +2

    ସତ କଥା ସାର୍

  • @brajaraj29march
    @brajaraj29march Před měsícem +2

    ସମ୍ବଲପୁରରେ ରାମ ନବମୀ ସମୟରେ ଦଙ୍ଗା

    • @ashwinisahu6584
      @ashwinisahu6584 Před měsícem +1

      HANUMAN JAYANTI DINA DANGA KALE ...DURBRUTTA MANE

  • @shankarshansahoo928
    @shankarshansahoo928 Před měsícem

    CBI action immediately

  • @SureshHarichandan-ye5pr
    @SureshHarichandan-ye5pr Před měsícem

    Right Analysis Sir Thanks 👍

  • @pramodpanda8976
    @pramodpanda8976 Před měsícem +1

    Right

  • @srikantameher6702
    @srikantameher6702 Před měsícem

    Manara kathaa kahidele sir.

  • @soumyaranjansahoo2194
    @soumyaranjansahoo2194 Před měsícem

    ଜୟନାରାୟଣ ଏତେ ଅନୁଭବୀ ନେତା.. କ୍ୟାବିନେଟ ମିଳିଲାନି ତାଙ୍କୁ.. ବିଷୟ ଟେ ହଉ ତାଙ୍କ ଉପରେ... @HIGHLIGHT କରନ୍ତୁ ସାର.. 👏

  • @jchoudhury274
    @jchoudhury274 Před měsícem +1

    ଓଡ଼ିଶା ର ଜନ ସାଧାରଣ କୁ ପରୀ ମମିତl ନବଦlସ acf ସୌମ୍ୟ ରଞ୍ଜନ କେସ ର CBI ତଦନ୍ତ ଜୟ ଜଗନ୍ନାଥ

  • @pradiptakumarnayak5249
    @pradiptakumarnayak5249 Před měsícem

    CBI ତଦନ୍ତ ହେବା ଦରକାର.

  • @rajendramohapatra8265
    @rajendramohapatra8265 Před měsícem

    Public sentiment should be considered.

  • @gitanjalidas1460
    @gitanjalidas1460 Před měsícem

    ସରକାର thhick step ନେବେ sir 🙏

  • @satyanarayanpanda1982
    @satyanarayanpanda1982 Před měsícem

    🙏🙏🙏

  • @prasannakumar3065
    @prasannakumar3065 Před měsícem

    Cbi enquiry is essential for both the cases.

  • @dibakarpanigrahy9369
    @dibakarpanigrahy9369 Před měsícem

    The people fully support Jay Narayan Mishra and his demands...he should be made a cabinet minister....

  • @ShyamSamal-pc5tg
    @ShyamSamal-pc5tg Před měsícem

    Public demand is genuine.

  • @AshokPatra-yp8pf
    @AshokPatra-yp8pf Před měsícem +3

    ଜୟ ନାରାୟଣ ମିଶ୍ରଙ୍କୁ ଗୃହମନ୍ତ୍ରୀ କରାଯାଉ ପୁରା ଓଡ଼ିଶାର ଦାବି

  • @madanpatra2802
    @madanpatra2802 Před měsícem

    CBI enquiry is required

  • @sureshchandradash6900
    @sureshchandradash6900 Před měsícem

    Mishra Ji Jindabad
    On public demand & Mishra Ji's demand all should be done immediately.

  • @ayushmanjamadar6720
    @ayushmanjamadar6720 Před měsícem

    ଯଥାଶୀଘ୍ର ସିବିଆ ତଦନ୍ତ ନିର୍ଦ୍ଦେଶ ଦରକାର

  • @bhabanemallick1801
    @bhabanemallick1801 Před měsícem +1

    Nabin. Sarkar. Case. Thukibare. Bahut. Dhurandhara

  • @user-oj5wm2of1q
    @user-oj5wm2of1q Před měsícem

    Bhai ghantu........right

  • @santoshswain7624
    @santoshswain7624 Před měsícem

    Jay shree ram 🙏🚩

  • @ashokkumardash1032
    @ashokkumardash1032 Před měsícem +2

    Sir, au gote case achhi ACF saumya ranjan hatyakari and DFO ,Mantri Bikrama Arukhu lipta thhile.

  • @chittaranjanmahapartra3941

    Nabin sir aytay dara kahaku apana C M odisa ra huantu sabu thiki hojiba🎉

  • @AshokPanda-qt4qn
    @AshokPanda-qt4qn Před měsícem

    Jai Babu Kahaku Chhadiba loka nuhanti

  • @umakantabhoi7784
    @umakantabhoi7784 Před měsícem

    "Jayanara sir " Thik kahuchenti
    BJP Must inquiry by cbi

  • @aksahoo346
    @aksahoo346 Před měsícem +1

    Cm kichi karibeni jaha karibe pm

  • @susantasahoo9544
    @susantasahoo9544 Před měsícem

    ଜୟନାରାୟଣ ପଙ୍କଜ ବିରୋଧୀ ଦଳର ନେତା ନିର୍ବାଚିତ ହେଲାପରେ ଓଡ଼ିଶାରେ ଏକ ବିରୋଧି ଦଳ ଅଛି ବୋଲି ଜଣାପଡିଥିଲା ।ନିର୍ବାଚନରେ ବିଜେପି ଦଳର ବିଜୟରେ ତାଙ୍କର ଭୂମିକା ଅନେକ।ତାଙ୍କୁ ଗୃହ ବିଭାଗର ମନ୍ତ୍ରୀ କଲେ ଓଡ଼ିଶାରେ ଶାନ୍ତି ବଜାୟ ରହନ୍ତା।

  • @ashwinisahu6584
    @ashwinisahu6584 Před měsícem +1

    MAHAN SARKAR CBI TADANTA KARANTU

  • @gangadharpatra8104
    @gangadharpatra8104 Před měsícem +1

    Muduli Mamata meher bebina case should be give to CBI

  • @prativadash9680
    @prativadash9680 Před měsícem

    Really nua jadi chalak hoithibe tahele Jaynarayan Mishranku Gruhamantri kariba most appropriate heba abang ye sarkar lokanka sarkar boli janatanka manare ahuri drudhibhuta heba.

  • @rabinarayanpradahan9380
    @rabinarayanpradahan9380 Před měsícem +1

    ହଁ,, ହଁ,, ଥରେ, "ସମୁଦ୍ର ମନ୍ଥନ" ହେଉ,,,, ଜଣାପଡ଼ିବ ବିଷ କେତେ ଆଉ ଅମୃତ କେତେ ବାହାରୁଛି,,,🤪

  • @uddhabghadia133
    @uddhabghadia133 Před měsícem

    ସାର, ବିଜେପି ଜିତିବା ପରେ ଆପଣ ବହୁତ ଖୁସି ଲାଗୁଛନ୍ତି।

  • @pravakarmishra8813
    @pravakarmishra8813 Před měsícem

    He should get the post of cabinet minister

  • @ommbhai
    @ommbhai Před měsícem +1

    ୫ ବର୍ଷ ରେ କଣ ହେଉଛି ଅପେକ୍ଷା
    କରି ଦେଖନ୍ତୁ

  • @Aditya.aditya.
    @Aditya.aditya. Před měsícem +1

    ଜୟ ନାରୟଣ ଙ୍କୁ କାହିଁ ହତାଦର କରାଗଲା କି ?

  • @santoshpradhan4520
    @santoshpradhan4520 Před měsícem +6

    ଜୟନାରାୟଣ ଙ୍କୁ ନିଶ୍ଚିତ ଭାବରେ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳି ପାରେ !!
    ଏଥର ସବୁ ଦିଗରୁ ଚିନ୍ତା କରି ତାଙ୍କୁ ଦେଇ ନାହାନ୍ତି କାରଣ ବିରୋଧୀ ଦଳ ଜୟନାରାୟଣ ଙ୍କୁ ନେଇ ବଡ ଇସୁ କରିଥାନ୍ତା !!ତାଙ୍କର କ୍ରିମିନାଲ ରେକର୍ଡ କୁ ନେଇ ।

  • @user-lq5py2hs2w
    @user-lq5py2hs2w Před měsícem +1

    Sir tike Manipur katha kuhantu

  • @gitanjalidas1460
    @gitanjalidas1460 Před měsícem

    ସେ ମହିଳା ପୁଲିସ ଅଛନ୍ତି ନା ଉଭାନ୍ sir

  • @raghunayak1198
    @raghunayak1198 Před měsícem

    Jay Narayan is real leader

  • @prananathpati9976
    @prananathpati9976 Před měsícem +1

    ଜୟନାରାୟଣ ମିଶ୍ରଙ୍କୁ ଘରୋଇ ମନ୍ତ୍ରୀ କରାଯାଉ। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାର ମୁଖ୍ୟମନ୍ତ୍ରୀ ବିଳମ୍ବ କରିବାର କାରଣ କଣ? କାହା ଇଶାରାକୁ ଅପେକ୍ଷା କରିଛନ୍ତି କି? ନିର୍ଦ୍ଦେଶ ପାଇଲେ ସିବିଆଇ ତା କାମ ଆରମ୍ଭ କରିବ।

  • @sarojsahu9275
    @sarojsahu9275 Před měsícem

    Jay Hind Jay shree Ram 🙏🇮🇳🚩

  • @sashikantachaudhury6054
    @sashikantachaudhury6054 Před měsícem

    Sir politics chadiki ama desa re kaha chalichi ta bisayare samastaku janeile Bhala heba. Sabu matter upare education, Inflation, Un-employment etc. Emiti sabu katha kahiki kichi labha nahi.

  • @Sachinkumarvlogs93
    @Sachinkumarvlogs93 Před měsícem

    Please linkre click karantu
    Paribaratiku nyaya milijau
    Jay jagannath

  • @ashwanipradhan3397
    @ashwanipradhan3397 Před měsícem

    ମହାଶୟ ନମସ୍କାର। ଚାଷୀ ମାନଙ୍କ ପାଇଁ କାର୍ଯ୍ୟ କରିବେ ତାହା ଉପରେ କିଛି ଜଣାଇବାରେ ସାହାଯ୍ୟ କରନ୍ତୁ

  • @lalitnarayanpradhan252
    @lalitnarayanpradhan252 Před měsícem +1

    🎉 Jay Narayan babu AA pana BJ D reay mesantu 3 dala Jane bay AA panak ojana

  • @snbarik4710
    @snbarik4710 Před měsícem

    is not understood why Mr. Jaynarayan Mishra a veteran dynamic leader is out of ministry. Pl clarify the reasons Nabon Babu.

  • @rameshchandranayak7768
    @rameshchandranayak7768 Před měsícem +1

    ଜୟନାରାୟଣ ମିଶ୍ର ସ୍ରୋତର ପ୍ରତିକୁଳରେ ରୋମାଞ୍ଚକର ବିଜୟର କଥା ସମସ୍ତେ ଜାଣନ୍ତି, ସେ ଜଣେ ସଫଳ ରାଜନୀତିଜ୍ଞ ଏବଂ ସତ କହିବାକୁ କୁଣ୍ଠା କରନ୍ତିନାହିଁ,ସେ କ୍ଷମତା ରେ ଥାଆନ୍ତୁ କି ନଥାଆନ୍ତୁ ଅନିତୀ,ଦୁର୍ନିତୀ ବିରୁଦ୍ଧ ଲଢେଇରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ, ସେ ଜଣେ ଜିଦ୍ ଖୋର ବ୍ୟକ୍ତିତ୍ଵ ତାଙ୍କ ଦାବୀ ର ଯଥାର୍ଥତା ଥିବାରୁ ସର୍ବାଗ୍ରେ ପ୍ରାଧାନ୍ୟ ଦିଆଯିବା ଦରକାର !

  • @himansudash9149
    @himansudash9149 Před měsícem

    ଲୋକଂକ ମଂଗଳକାରୀ କାମ କର । ଫାଲ୍ ତୁ କଥାରେ ସମୟ ବର୍ବାଦ

  • @rajkishorpandia6875
    @rajkishorpandia6875 Před měsícem

    କାହିଁକି ଏମିତି ହେଉଛ ।ବେଇମାନି କଲ ବୋଲି ବଡ଼ ଜିନିଷ ହରେଇଲ ।ଏବେବି ସମୟ ଅଛି ସୁଧୁରି ଯାଆ

  • @goutampothal6336
    @goutampothal6336 Před měsícem

    Yes home dipartment dia jau j n mishra nku

  • @susilpradhan3116
    @susilpradhan3116 Před měsícem

    ସତରେ ସାର୍ ଆପଣ BJP ପାଖେ ପୁରା ବିକ୍ରି ହେଇ ଯାଇଛନ୍ତି।

  • @sankarbehera3251
    @sankarbehera3251 Před měsícem

    Need cbi 😊

  • @SANATANMALLICK-jm7qe
    @SANATANMALLICK-jm7qe Před měsícem

    C b i tadanta haba darkar

  • @PuneshSenapati
    @PuneshSenapati Před měsícem +1

    ଆଜ୍ଞା ଜୟ ଜଗନ୍ନାଥ। ଆମେ ତ କାହିଁକି ସନ୍ଦେହ କରୁଛୁ, ଜାତୀୟ ସ୍ତରର ବିଜେପି ନେତାମାନେ ହିଁ ନବୀନ ବାବୁ ଙ୍କୁ ଅସନ୍ତୋଷ ନ କରିବା ପାଇଁ ନବୀନଙ୍କ କଠୋର ସମାଲୋଚକ ଭାବେ ଏବଂ ସାରା ଓଡ଼ିଶାରେ ଭାଜପା କୁ ଲୋକପ୍ରିୟ କରାଇଥିବା ନେତା ଜୟନାରାୟଣ ମିଶ୍ର ଓ ପ୍ରଦୀପ ପାଣିଗ୍ରାହୀ ଙ୍କୁ କୈାଣସି ସମ୍ମାନ ଜନକ ସ୍ଥାନ ନ ଦେବାକୁ ଗୁପ୍ତ ନିର୍ଦେଶ ଦେଇଛନ୍ତି। ସେହି କ୍ରମରେ ମଧ୍ୟ କେନ୍ଦ୍ର ସରକାରରେ ବୈଜୟନ୍ତ ପଣ୍ଡା ଅପରାଜିତା ଷଡ଼ଙ୍ଗୀ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ମନ୍ତ୍ରୀ ହେବାକୁ ସୁଯୋଗ ଦେଇ ନାହାଁନ୍ତି। କାରଣ ପ୍ରୋ ନବୀନ ନେତା ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାରା ଓଡ଼ିଶାରେ ବଳିଷ୍ଠ ପରିଚୟ ରହିଛି।

  • @tanojpradhan8346
    @tanojpradhan8346 Před měsícem +1

    ଅଚଞ୍ଚ୍ଛା କିଳା

  • @ajitkumarpanda6388
    @ajitkumarpanda6388 Před měsícem +1

    Jaynarayan mishra ପୁରା ଠିକ୍ କଥା କହିଛନ୍ତି,,,,,public demand କୁ ମୋହନ ସରକାର ଗୁରୁତର ସହ ବିଚାରକରି ଉପଯୁକ୍ତ ପଦକ୍ଷେପ ନ ନେଲେ ଲୋକଙ୍କ ସରକାର ବୋଲି କହିବା କେତେଦୂର ଠିକ୍ ହେବ,,,,,,,,,

  • @gobindapadhan145
    @gobindapadhan145 Před měsícem

    CBI ତଦନ୍ତ ହେବା ଦରକାର

  • @ketifunny1799
    @ketifunny1799 Před měsícem

    Sir 3th floor wine & chicken 🐔 ghara BJD ra thila 👌

  • @jagannathmishra5300
    @jagannathmishra5300 Před měsícem +1

    ତଦନ୍ତ ହେବା ଦରକାର। ଦାବି ଯଥାର୍ଥ।
    ନବ ଦାସ କ୍ୟାବିନେଟ ମନ୍ତ୍ରୀ ଥିଲେ। ତାଙ୍କ ଘର ଲୋକେ କେମିତି ଚୁପ ????

    • @Jagannath-oc9ht
      @Jagannath-oc9ht Před měsícem

      ଦିପାଳି ଦାସଙ୍କୁ ପଚାରିଲେ କହିଦେବେ।

  • @pabitranath5075
    @pabitranath5075 Před měsícem

    Nihati kariba katha bjp bjp dhire dhire sabu kariba wt kara sir

  • @girjasankarsahu906
    @girjasankarsahu906 Před měsícem

    Jaya dada lagi aji odisa re sarkar gadhi parla

  • @shivdiwan8561
    @shivdiwan8561 Před měsícem

    Hanuman jayanti issue jenta sambalpur re hela taar tadanta baki ache auur e sarkar se tadanta nihati karbar darkar

  • @BibhutibhusanaMohanty-eh9kw

    Ghendakhiabjdsarkar.

  • @ayushmanjamadar6720
    @ayushmanjamadar6720 Před měsícem

    ଯଥାଶୀଘ୍ର ସିବିଆ ତଦନ୍ତ ଦରକାରୀ

  • @user-oj5wm2of1q
    @user-oj5wm2of1q Před měsícem

    Bhai apana jaha kahuchanti...C.M.ghantiba darkar....