Why Bhartruhari Mahtab proposed more allocation for Jail Dept...? || Show(EP-259) ||ODISHA PULSE

Sdílet
Vložit
  • čas přidán 6. 09. 2024

Komentáře • 63

  • @prasantakumarswain3419
    @prasantakumarswain3419 Před měsícem +11

    ଖୁନ୍ଦି ଖୁନ୍ଦୀ ଭର୍ତ୍ତି କରାଯାଉ, ଆଉ ଗୋଟିଏ ପଇସା ଖର୍ଚ୍ଚ କରାନଯାଉ।

  • @prakashkumarjena.babusan.n3760

    ଅତି ସୁନ୍ଦର ପଦକ୍ଷେପ ସାର 🙏🙏👍👍

  • @ashwinisahu6584
    @ashwinisahu6584 Před měsícem +4

    JAY JAGANNATH

  • @rkbehera1241
    @rkbehera1241 Před měsícem +3

    Good news sir

  • @shankardmishra121
    @shankardmishra121 Před měsícem +4

    Including Naveen Patnaik amd Pamdu

  • @supriyasahoo4400
    @supriyasahoo4400 Před měsícem +6

    Khali kahele habani kamare kare dekhaebaku padeba

  • @karunakarkisan1143
    @karunakarkisan1143 Před měsícem +1

    29ମସିହା ନାହିଁ ଏବେଠୁ ଓଡ଼ିଶା ଉନ୍ନତି ବିରୋଧରେ ତୀବ୍ର ବିରୋଧ କରାଯାଉ l

  • @chhabindramansingh73
    @chhabindramansingh73 Před měsícem +18

    Bjp ବାକ୍ୟ ବୀର ନହୋଇ କାମରେ ଦେଖାଉ, ନଚେତ 29ରେ ଲୋକ bjp କୁ ଶୁଆଇବେ

  • @manasdalai4028
    @manasdalai4028 Před měsícem +3

    Navin Pandu and 5t. Get ready

  • @aksahoo346
    @aksahoo346 Před měsícem +3

    Dekhajau pm modi nka katha. +. Vartuhari babu nka katha kete satya

  • @user-es3fn9dc5u
    @user-es3fn9dc5u Před měsícem +5

    ପ୍ରଥମେ ସବୁ ଦୁର୍ନୀତି ର ସିବିଆଇ ତଦନ୍ତ କରେଇ ଦୁର୍ନୀତିଗ୍ରସ୍ତ ବିଜେଡି ନେତା ଓ ଅଫିସର ମାନଙ୍କୁ କଠୋର ଦଣ୍ଡ ବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ଼ ପଦକ୍ଷେପ ନେଇପାରିବେ କି? ଆଉ ଯଦି ହଁ ତାହେଲେ ଜେଲ୍ ରେ ଅଧିକ କୋଠରୀ ର ଆବଶ୍ୟକତା ପଡିପାରେ। ପ୍ରଥମେ ନୁଆଁ ଓ, ନବିନ ଓଡିଶା କାର୍ଯ୍ୟକ୍ରମରେ ପାଣ୍ଡିଆନ କରିଥିବା ଦୁର୍ନୀତି ର ସିବିଆଇ କରାନ୍ତୁ ତାପରେ ନୁଆଁ ସରକାରର ଆଭିମୁଖ୍ୟ ସ୍ପଷ୍ଟ ହେବ।

  • @user-tt3gm6jr7d
    @user-tt3gm6jr7d Před měsícem

    Absolutely 💯💯💯 necessary for construction of new Jail room and megia for floor sleeping for hard criminals

  • @ArunDas-hc5zz
    @ArunDas-hc5zz Před měsícem

    ଜେଲ୍ ର ସଂସ୍କାର ଆବଶ୍ୟକ,ମହିଳା ଙ୍କ ପାଇଁ ସ୍ବତନ୍ତ୍ର ଜେଲ୍ କରାଯାଉ ।

  • @dushmantkumarnath
    @dushmantkumarnath Před měsícem

    U r always show correct fact sir,Thank u sir, u very brave

  • @NarayanDas-x7f
    @NarayanDas-x7f Před měsícem

    Very good editorial

  • @MuktikantaNayak-iw5rv
    @MuktikantaNayak-iw5rv Před měsícem +4

    Mahatab babu nka kathare mun ekamat je jadi bjp sarkar odisha re durniti against re kichhi action na nia tahele agami dinare loke mohan majhi sarkar ku pratyakhyan karibe ..

  • @janardanpanda5378
    @janardanpanda5378 Před měsícem +1

    ଭର୍ତ୍ତୃହରି ମହତାବ ଯାହା କହିଛନ୍ତି ଠିକ୍ କହିଛନ୍ତି

  • @manasranjandash1029
    @manasranjandash1029 Před měsícem +2

    Ok

  • @karunakarkisan1143
    @karunakarkisan1143 Před měsícem +1

    ଖଜୁରୀ ଗଛର କି ଗୁଣ ଗାଇବି , ମୂଳରୁ ପାହାଚ ପାହାଚ l ମୋଦୀ ନିଜେ ନିଜକୁ ପଚାରନ୍ତୁ ସେ କେତ ସ୍ୱଚ୍ଛ ଆଉ ନିର୍ମଳ l

  • @khirodhota1440
    @khirodhota1440 Před měsícem +8

    ଓଡ଼ିଶାରେ କିଛି ହେବନି ମୋଦି ଙ୍କ କଥା ପାଣିରେ ଗାର l

  • @binodkumarsahoo7355
    @binodkumarsahoo7355 Před měsícem

    Really Right facts
    Immediately required be remember odisha sarkar.! !

  • @karunakarkisan1143
    @karunakarkisan1143 Před měsícem +1

    BJP ସରକାର ସର୍ବଦା ସମ୍ବିଧାନ କୁ ସମ୍ମାନ। ଦେଉନାହାନ୍ତି l

  • @sewanayak945
    @sewanayak945 Před měsícem +1

    Yes🙏

  • @karunakarkisan1143
    @karunakarkisan1143 Před měsícem +1

    ଗୋଡ଼ ଟଣା ଟଣି ଆଗ l ଓଡ଼ିଶା ଉନ୍ନତି କଥା କିଏ ପଚାରେ l ଭର୍ତୁହରି mahatap ଜଣେ ସୁବିଧା ବାଦୀ ଲୋକ l ଦଳ ଡିଆ ଥିଲେବି ଯେ ସଂପୂର୍ଣ୍ଣ ସ୍ୱାର୍ଥପର ସେ ଓଡ଼ିଶାର ସ୍ବାର୍ଥ ରକ୍ଷା କଥା କଣ କହିବେ l ତାଙ୍କ କଥାରେ କିଛି ଗୁରୁତ୍ଵ ନାହିଁ l patsani ବାବାଙ୍କ ମଧ୍ୟ ସେଇ କଥା l

  • @girirajkishore845
    @girirajkishore845 Před měsícem

    Joi jagarnatha

  • @laxmidharmohanty1251
    @laxmidharmohanty1251 Před měsícem

    Rright. Sair 2:56 2:57

  • @nrusinghcharanmalik7323
    @nrusinghcharanmalik7323 Před měsícem +2

    Kichhi hebani

  • @laxmansahoo4681
    @laxmansahoo4681 Před měsícem

    ଅଦାଗି କେହି ନାହାନ୍ତି 🎉

  • @MrPpcops
    @MrPpcops Před měsícem +2

    ଦୁର୍ନୀତି ରେ ଲିପ୍ତ ରହିବା ଅପରାଧ ରେ ଆଜି ଯାଏଁ ଓଡ଼ିଶାର କୋୖଣସି ରାଜନୈତିକ ନେତା ବା IAS/IPS ଅଧିକାରୀ ଙ୍କୁ ଦଣ୍ଡ ବିଧାନ ହେଇପାରିଲାଣି କି ? ବିନୋଦ କୁମାର IAS ଓ ମହମ୍ମଦ ମୋକିମ୍ କେବଳ ବ୍ୟତିକ୍ରମ ମାତ୍ର ।

    • @HaraprasadRana-fm1uu
      @HaraprasadRana-fm1uu Před měsícem +1

      ସତକଥା ସାର୍ ଏମିତୀ ହେଲେ bjp ସରକାର 2 ଥରକୁ ଆଉ ଵହୁ ମତରେ ବି ଆସୀ ପାରି ନାହିଁ

  • @gangadhardash3430
    @gangadhardash3430 Před měsícem +1

    🎉🎉

  • @ashwinisahu6584
    @ashwinisahu6584 Před měsícem

    Kahile hebani kama darkar🎉🎉

  • @MsBiswa007
    @MsBiswa007 Před měsícem

    ଭର୍ତୁହରିଙ୍କ ମୁଣ୍ଡ ଖରାପ ହେଇ ଗଲାଣି 😂😂😂😂

  • @Gopinathdehury-lk9zf
    @Gopinathdehury-lk9zf Před měsícem

    Quickly

  • @khirodhota1440
    @khirodhota1440 Před měsícem +5

    ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ?

  • @abhiramsahoo5642
    @abhiramsahoo5642 Před měsícem +3

    ବିଜେପି ସରକାରର ସାହସ ନାହିଁ ଦୁର୍ନୀତି ବିରୋଧରେ କାର୍ଯ୍ଯାନୁଷ୍ଠାନ କରି ଜେଲ୍ ରେ ପୂରାଇବାକୁ ! ଖାଲି ବାକ୍ଯବୀର !

  • @Mishkasgarden
    @Mishkasgarden Před měsícem +1

    PANCHAYAT NIBBACHANA ASUCHI BJP HAIR KHAIBA

  • @ajeetkumarmohanty7880
    @ajeetkumarmohanty7880 Před měsícem +1

    Baby jail nagalea bjp ki odisharea budeaibea

  • @sasikantkant4780
    @sasikantkant4780 Před měsícem

    ସବୁ ଚୋର କୁ ଜେଲ ରେ ପେଲ

  • @trilochanpatnaik6321
    @trilochanpatnaik6321 Před měsícem +1

    ମାନ୍ୟବର ପ୍ରଧାନ ମନ୍ତ୍ରୀ ବହୁତ କଥା ତ କହିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ CBI କି ED ପଠେଇ ଓଡ଼ିଶାରେ ପୂର୍ବ ସରକାର ର ଦୁର୍ନୀତି କୁ ଲୋକଲୋଚନକୁ ଆଣୁ ନାହାଁନ୍ତି କାହିଁକି।

  • @rabinarayanmohapatra4733
    @rabinarayanmohapatra4733 Před měsícem

    Bhartriharijee kn pura clean?

  • @subasbehera3497
    @subasbehera3497 Před měsícem

    Mahatab babu jautuka nirjatana case re tume au tuma family Jail jibe sethilagi ready hua

  • @arjunbarik1858
    @arjunbarik1858 Před měsícem +4

    ତୁମେ ଖସି ଗଲ ଆଗୁଆ

  • @krushnasahoo155
    @krushnasahoo155 Před měsícem +2

    ଠିକ କହିଛନ୍ତି ମହତାଵ

  • @karunakarkisan1143
    @karunakarkisan1143 Před měsícem +1

    Modi hatao Desh banchao

  • @akshyamohanty8955
    @akshyamohanty8955 Před měsícem

    ତୁମର ଆଗ ଫାଟୁଥିବ ବିଜେତି ପାଦଚଟା ଚାମଚ଼ା ସାମ୍ବାଦିକ ଥିଲ ତ, ପୋଡ଼ାଜଳାବି ଜୋରରେ ହେଉଥିବ,ବିଜେତି କେତେ ସିଟ ଆଣିବ କହୁଥିଲ କୁଆଡ଼େ ଗଲା ସେ ଆକଳନ

  • @rajibanudas5973
    @rajibanudas5973 Před měsícem +1

    Kahile habani kamare dekhantu pradhanmantri abash yojana ghotala gote namare 5 ti lekhae ghara neichhanti Tara tadanta karajau

    • @piyushrajkumar15
      @piyushrajkumar15 Před měsícem

      କେବଳ ବିଜେଡି କର୍ମୀ ନେତା ସବୁ ଯୋଜନା କୁ ଚଳୁ କରିଛନ୍ତି. ଗୋଟେ ଘରକୁ ବାରମ୍ବାର ଫଟୋ ଉଠେଇ ମିଳିମିଶି ସବୁ ଖାଇଯାଇଛନ୍ତି. ବିଜେପି ସରକାର ପ୍ରକୃତ ରେ ଦୋଷୀକୁ ଦଣ୍ଡ ଦେବ ନା ଲୋକଙ୍କୁ କେବଳ ଭଣ୍ଡେଇବା ପାଇଁ ଭାଷଣବାଜି କରୁଛନ୍ତି.
      ମୁଁ ଗୋଟେ ପଂଚାୟତ ର 6 ଟି ଗ୍ରାମ ରେ grs, peo ସରପଞ୍ଚ କେମିତି ହରିଲୁଟ କରିଛନ୍ତି ଗୋଟି ଗୋଟି ପ୍ରମାଣ ଦେବି କଣ ସରକାର..... ପ୍ରସ୍ତୁତ କି?

  • @AbhimanyuPattayat
    @AbhimanyuPattayat Před měsícem

    ପୂର୍ବ ସରକାରରେ ଯୋଉ ନେତା, ମନ୍ତ୍ରୀ ମାନେ ଭ୍ରଷ୍ଟାଚାର କରିଛନ୍ତି ସେମାନଙ୍କୁ ଜେଲ ରେ ପୁରାଇବା ଦରକାର

  • @ame_odia501.
    @ame_odia501. Před měsícem

    Chade dea nahela jaljiba

  • @aksahoo346
    @aksahoo346 Před měsícem

    Odisa re jadi bjp vijilanac chadhau karanti tahele kichi lava hebani vijilanc abe bi bjd ra hoi rahichi

  • @user-wh3sg1re6c
    @user-wh3sg1re6c Před měsícem

    ସି ଏ ବଡ ଚୋର

  • @ranajitjena4668
    @ranajitjena4668 Před měsícem

    ନିଜେ ଚୋର ବୋଲି ନିର୍ବାଚନ ପୂର୍ବରୁ ଗୋଲାମ ବିଜେପି ଦଳକୁ ଗଲେ, ଟାଉଟରୀ କରିବାରେ ବାପାଙ୍କୁ ପଛରେ ପକାଇଲେ ଭର୍ତ୍ତୃହରି

  • @KanhucharnaTripathy
    @KanhucharnaTripathy Před měsícem

    Tuma channel madhyam re gote question pacharu modi sarkar kan Bina RBI sansta tharu alaga tanka chhapa machine rakhicanti je jaha kahuchanti taha Kari dekhaidebe thik bujhiparuthib

  • @AtulDash-o6r
    @AtulDash-o6r Před měsícem

    Tume ଏ ଖଣି ଚୋରଙ୍କୁ ଜେଲ ପଠାଉନାହଁ କାହିକିଁ

  • @nihardhal
    @nihardhal Před měsícem +1

    Bhartruhari mahtab gote dakayat

  • @mihirkumarlenka6588
    @mihirkumarlenka6588 Před měsícem

    Chora tautor

  • @user-pk3lw3jh6j
    @user-pk3lw3jh6j Před měsícem

    Thu ag gibu

  • @diptiskumarbal3778
    @diptiskumarbal3778 Před měsícem

    Bhartuhari sir nka paye ta vitaru gote kothari rahiba . Ebe sia kan ganga re dhoi heiki asichanti

  • @KanhucharnaTripathy
    @KanhucharnaTripathy Před měsícem

    Kouthi tum. Channel re tumeta jhala buha dhanre kotipati hei jaicha