Odisha CM Naveen Patnaik opens up on his successor

Sdílet
Vložit
  • čas přidán 5. 10. 2022
  • Odisha CM Naveen Patnaik opens up on his successor | Special Story
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 638

  • @raghunarhkarjee947
    @raghunarhkarjee947 Před rokem +138

    ନବୀନ ଗଲାପରେ, "ବିଜେଡି ଶୂନ୍ୟ ହୋଇଯିବ ଓଡିଶା !ଏହା 100/ସତ

  • @jayantakumarmuduli1247
    @jayantakumarmuduli1247 Před rokem +76

    ଯୋଉଦିନ ମାଗଣା ଖିଆ ଯୋଜନା ବନ୍ଦ ସେଦିନ ବୁଲା କୁକୁର ବି ଚିନ୍ହି ପାରିବେନି

    • @satyaranjanswainsatya7095
      @satyaranjanswainsatya7095 Před rokem +1

      Bala na

    • @igouttampatro6300
      @igouttampatro6300 Před rokem +5

      ସତ କଥା
      ଯାହା କୁ ବାଧିଲେ ବାଧୁ
      ମାଗଣା ଖିଆ ଯେବେ ବନ୍ଦ ହେବ ଓଡିଶା ସୁଧୁରିବ

    • @satyabratadas3635
      @satyabratadas3635 Před rokem

      modi bi magana daochi rasan 😄😄

    • @igouttampatro6300
      @igouttampatro6300 Před rokem

      ମୋଦି ଦେଉ କିମ୍ବା ନବୀନ ଦେଉ
      ଉଭୟ ହିଁ ଦେଶ ଓ ରାଜ୍ୟ ପାଇଁ ବିପଦ

    • @sandeeprout3324
      @sandeeprout3324 Před rokem +1

      @@igouttampatro6300 Tahele desha paen bhala kia pappu na kejirudin

  • @Biswa-Ranjan04
    @Biswa-Ranjan04 Před rokem +11

    22 ବର୍ଷ ହେଲା ମଦୁଆ ରାଜ୍ୟ କୁ କାଙ୍ଗାଳ କରି ଦେଲାଣି, ସରକାର ଚାକିରୀ ର ନା ଗନ୍ଧ ନାହିଁ ଲୋକମାନେ ମଧ୍ୟ 2 ଟଙ୍କିଆ ଚାଉଳ ଖାଈ, ଛତା, କମ୍ବଳ, ଚପଲ ନେଇ ଭୋଟ ଦେଉଛନ୍ତି

  • @bibhudattamishra2471
    @bibhudattamishra2471 Před rokem +31

    Finish Karo bjd rule ko odisha re bhai nua lok ku chance dio

    • @debasishpanda7913
      @debasishpanda7913 Před rokem +3

      Aau kiye bjp bhala kariba na??😂😂😂

    • @trilochansadhab
      @trilochansadhab Před rokem

      @@debasishpanda7913 new party kariba

    • @Biswa-Ranjan04
      @Biswa-Ranjan04 Před rokem +2

      ​@@debasishpanda7913 କିଏ ହେଉଛି ହେଉ କଂଗ୍ରେସ ହେଉ କି ବିଜେପି, 7 ବର୍ଷ ହେଲା ଶିକ୍ଷକ ପଦବୀ ନାହିଁ,17 ବର୍ଷ ହେଲା ଏଲେକ୍ଟ୍ରିସିଅନ ପଦବୀ ପାଇଁ ନିଯୁକ୍ତି ନାହିଁ ପିଲା ପାଠ ପଢ଼ି ସୁରତ, ହାଇଦ୍ରାବାଦ, ବାଙ୍ଗାଲୋର ଚେନ୍ନାଇ ଗଲେ ଚାକିରୀ ନିମନ୍ତେ ଆଉ ମୁଖ୍ୟମନ୍ତ୍ରୀ ବାବୁ ସନ୍ଧ୍ୟା ହେଲେ ମଦ ପିଇ ମାତାଲ

    • @susantajena5866
      @susantajena5866 Před rokem +2

      Bhai chance darkar nahi bahubala darkar nabin pattnaika oukat kan sala ta bopa oukat kan kichi oukat nahi sala mankara

  • @maa..1234
    @maa..1234 Před rokem +128

    22 ବର୍ଷ ର ଶାସନରେ ବେକାରୀ ସମସ୍ୟାକୁ ସମାଧାନ କରିପାରିଲେନି ,ଆଉ କେତେ ବର୍ଷ ରହିଲେ ସମାଧାନ କରିବେ ,ସେ ଥିବା ପର୍ଯନ୍ତ୍ୟ ଲୋକ ମାନେ ବାହାର ରାଜ୍ୟକୁ ଯାଉଥିବେ

    • @saisradhasai3623
      @saisradhasai3623 Před rokem +4

      Right bro

    • @brajupatra595
      @brajupatra595 Před rokem +2

      200% Right

    • @srbcreation8997
      @srbcreation8997 Před rokem +7

      ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ। Good candidate is not available except Nabin Patnaik

    • @zanil993
      @zanil993 Před rokem +6

      Congress Shasan re sabu doctors aau Engineer heijaithile BJD khali dadan khatibaku pathei dela 😄😄😄😄😄 analysis karantu jani paribe kou government re loka bekari thile educated heithile sure bujhi paribe nahele you are 😄😄😄😄 .....

    • @srbcreation8997
      @srbcreation8997 Před rokem +4

      @@zanil993 Dekha jauchhi😂😂😂😂😂. Sethipain Congress ra au pata nahin... 😂😂😂. Congress emiti gariba kari drichhi je au uthiba sambhav hauni India ku

  • @HarashBehera95
    @HarashBehera95 Před rokem +10

    22 ବର୍ଷ ହେଲାଣି ଅଥଚ ଓଡ଼ିଆ ସିଖିପାରିଲେନି।ୟେ ହେଉଛନ୍ତି ଆମ CM ।

  • @laxmansahoo4681
    @laxmansahoo4681 Před 9 měsíci +3

    ନଵୀନ ସଂସାର କେତେ ବଡ଼, ସମୟ ଆସିଲାଣି ଜାଣିବେ

  • @Karan88208
    @Karan88208 Před rokem +9

    Navin gala party gala 🙏🙏

  • @amiyamishra4958
    @amiyamishra4958 Před rokem +12

    ତୁମକୁ ବି ଠିକ୍ ଭାବେ ଜଣା ନାହିଁ। ଅନ୍ଧ ପରି ବାଡି ବୁଲାଉଛ । 😀😀😀😀🤭😃👍👍

  • @amiyamishra4958
    @amiyamishra4958 Před rokem +29

    ନବୀନ ବାବୁ ଙ୍କ ମାୟା କେବଳ ସେହି ନାରାୟଣ ଙ୍କୁ ଜଣା। 😳😳😄😄😄🤠😄🤠👍👍🙏💐⚘😘

  • @ChintuMeetu
    @ChintuMeetu Před rokem +21

    No BJD

  • @mukeshbunkar4515
    @mukeshbunkar4515 Před rokem +10

    Jay jagannath

  • @kamalakantapanda8822
    @kamalakantapanda8822 Před rokem +7

    2024 NABINA AU NUHA.

  • @biranchi2229
    @biranchi2229 Před rokem +48

    ଓଡ଼ିଶାର ବାଳ BJD ଦଳ

    • @maheswarbiswal1674
      @maheswarbiswal1674 Před rokem +7

      ବାଳ ନୁହ ଓଡ଼ିଶା ର ବାପା ହେଲା ବିଜେଡି

    • @biranchi2229
      @biranchi2229 Před rokem +1

      ନବୀନ ଅଛି ଓଡ଼ିଶା ରେ ବେକାର କଣ କରିଛି
      Otv ରେ ଦେଖୁନ ପୋଷ୍ଟର ଲାଗେଇବାରେ କୋରଡ ଟଙ୍କା ଖର୍ଚ୍ଚ କରୁଛି ଓଡ଼ିଶାରେ କୋରଡ ଟଙ୍କା ଖର୍ଚ୍ଚ କଲେ କ୍ଷତି ଅଛି କି ଇଏ ଟା ତାର କାମ କି ସେଥି ପାଇଁ ଭୋଟ ଦେଇଛନ୍ତି କି ଆଜି ପର୍ଯନ୍ତ ରୋଡ଼ ହେଇ ପାରିନି ବିଜଳି ଯୋଗେଇ ପାରୁନି ଲକ୍ଷ ଲକ୍ଷ ଲୋକ ରୋଡ଼ ଜାମ କରୁଛନ୍ତି କଣ ପାଇଁ କାମ କରି ଥାନ୍ତା ତ ଲୋକ କାହିଁ କି ରୋଡ଼ ରେ ଆନ୍ଦୋଳନ କରି ଥାନ୍ତି

    • @PM-qb9tt
      @PM-qb9tt Před rokem +4

      ghaita ନବୀନ

    • @maheswarbiswal1674
      @maheswarbiswal1674 Před rokem +1

      Tu sala 1 rice khaouchu kaha pai

    • @sanghamitradas371
      @sanghamitradas371 Před rokem +5

      @@maheswarbiswal1674 Tamara bapa nahiki bjd Tama bapa

  • @chittapadhan6168
    @chittapadhan6168 Před rokem +9

    Jaldi change hau

  • @anitasahoo2443
    @anitasahoo2443 Před rokem +39

    ବିଜେଡି ଦଶ ଭାଗ ହବ

    • @maheswarbiswal1674
      @maheswarbiswal1674 Před rokem +1

      Tu ଯିବୁ ଭାଗ କରିତେ

    • @zanil993
      @zanil993 Před rokem +1

      @@maheswarbiswal1674 😄😄😄😄😄

    • @pintukhuntiakattarhindurss3697
      @pintukhuntiakattarhindurss3697 Před rokem +1

      Boycott 🥃👈 nabina no one Murkha Mantri 👈

    • @zanil993
      @zanil993 Před rokem +1

      @@pintukhuntiakattarhindurss3697 tum ban jayo CM koi roka hai

    • @pintukhuntiakattarhindurss3697
      @pintukhuntiakattarhindurss3697 Před rokem +4

      @@zanil993 22+ brasa pare odhisa gariba on one,,, jobless on one,,,crime on one ,, dadan kama Pai on one 💐💐💐💐💐💐💐💐🥃👈 nabina no one Murkha Mantri supporter

  • @rameshkumarrana9788
    @rameshkumarrana9788 Před 8 měsíci +3

    କେତେ ଦିନ ଓଡ଼ିଶା ରେ ରହିଲେ ଓଡ଼ିଆ ଶିଖିବ

  • @jagannath37
    @jagannath37 Před rokem +11

    ଉତ୍ତରାଧିକାରୀ କଣ ପାଇଁ 😂 ରାଜା ମହାରାଜା ଙ୍କ ଶାସନ ଚାଲିଛି କି.....

  • @pradyumnasarangi9667
    @pradyumnasarangi9667 Před rokem +12

    ବିଜେଡି ରନବିନବାବୁଏତେବର୍ଷହେଲାଓଡିଶାକୁକିଛୀତକରିନକିଛୀତକର,ଯେହେତୁ୮୦ପ୍ରତିଶତଚାଷୀଗରିବଶ୍ରେଣିରଲୋକ ଅଛନ୍ତି,ମରିବାଶମୟରେଏମିତିକାମକର,ତୁମକୁଶମସ୍ତେହେତୁପକେଇବେ,ନୋହଲେକିଛୀରହିବନୀjaikrishan

  • @Lalagiswain-nb3bx
    @Lalagiswain-nb3bx Před 11 měsíci +3

    ସବୁଠାରୁ ଭଲ ହେବ ବିଜେପି କୁ ଗୋଟିଏ ଥର ଚାନସ୍ ଦେବା

    • @samirkumarnayak2975
      @samirkumarnayak2975 Před 8 měsíci

      ବିଜେପି ଦଳ ହିଁ ବିଜେଡିକୁ ଦୁର୍ନୀତିଗ୍ରସ୍ତ ହେବାରେ ସହଯୋଗ କରିଛି। ଓଡ଼ିଶାରେ ଏତେ ବର୍ଷ ବିଜେଡି ଶାସନ କୁ ବିଜେପି ପରୋକ୍ଷ ଭାବେ ସମର୍ଥନ କରିଆସିଛି। ଧର୍ମେନ୍ଦ୍ର ପ୍ରଧାନ ଅପରାଜିତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବ ନାହିଁ। ସେମାନଙ୍କୁ କେବଳ ଓଡିଶା ର 21 ଟି ଯାକ ଲୋକସଭା ଆସନ ଦରକାର। ଯାହା ତାଙ୍କୁ ବିଜେଡି ସେମାନଙ୍କୁ ଛାଡି ଦେଇଛି।

  • @user-rx2he3kd3y
    @user-rx2he3kd3y Před 6 měsíci +1

    ବନ୍ଦେ ମାଆ ତାରାମ୍

  • @subhamsexcellence112
    @subhamsexcellence112 Před rokem +39

    ଓଡ଼ିଶାର ସର୍ବକାଳୀନ ଦୁର୍ବଳ ମୂଖ୍ୟ ମନ୍ତ୍ରୀ।

    • @audiobookshindi4877
      @audiobookshindi4877 Před rokem

      Bala na

    • @samSung-ld2ht
      @samSung-ld2ht Před rokem

      Acha biya chodi puaa kahilu kou rajya mukhya manti ta bhala

    • @kbchandan5121
      @kbchandan5121 Před rokem

      RIP your thoughts 😂😂😂

    • @SOUMYA20011
      @SOUMYA20011 Před rokem +1

      End aslo ସର୍ବ କାଳୀନ ଦୁର୍ବଳ ପ୍ରଧାନ ମନ୍ତ୍ରୀ😂😂😂😂ମୋଦୀ ଜି🤣

    • @nayak1757
      @nayak1757 Před rokem

      @@SOUMYA20011 yes bcz check the price in daily use products

  • @batakrushnasahoo6351
    @batakrushnasahoo6351 Před rokem +2

    ନବୀନ ଦାସ ପରମ.........

  • @rabindrarath1070
    @rabindrarath1070 Před rokem +9

    BJD HATAO, ODISHA BACHAO.

  • @subashchandrarath8358
    @subashchandrarath8358 Před rokem +2

    ନବୀନଙ୍କର ଉତ୍ତରାଧିକାରୀ , ଦଖିନାଧୀକାରି , ପଶ୍ଚିମଅଧିକାରୀ ,ଓ ପୁରବଢ଼ିକରୀ ଫାଇନାଲ ସରିଛି

  • @basantnayak3007
    @basantnayak3007 Před rokem +3

    In 25year how many industries established in Odisha? And why Odisha people don't understand.....

  • @rameswarbehera9240
    @rameswarbehera9240 Před rokem +1

    ନବିନ କଥାରେ କିଛି ତାଳ ନା ମେଳ କେବଳ ପ୍ରଚାର କରିବା ପାଇଁ ଏକ ସ୍ବତନ୍ତ୍ର ଦଳ

  • @managobindapatra4764
    @managobindapatra4764 Před 11 měsíci +3

    ନବୀନ ଯେତେ ଦିନ ଥିବ ଓଡ଼ିଶା ବାସୀ ଦାଦନ ଖଟିବେ ବେକାରି ସମସ୍ୟା ଦୂର ହେବ ନାହିଁ, ଟଙ୍କା କିଆ ଚାଉଳଦେଇ ରାଜ୍ୟ ବାସୀଙ୍କୁ ବରବାଦ୍ କଲେ। ଅଣଓଡିଏ ଆସିଲେ ରାଜ୍ୟ ରେ ଶସନ କଲେ Jay Jagannath

  • @user-rx2he3kd3y
    @user-rx2he3kd3y Před 6 měsíci +1

    ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି ଜୟ ଓଡିଷା

  • @jagabandhudalai9823
    @jagabandhudalai9823 Před rokem +5

    Odisha ku bala keita company anichhi navina patnayak

  • @pradeepsahoo8504
    @pradeepsahoo8504 Před 5 dny

    Value of values

  • @kalakarrout9280
    @kalakarrout9280 Před rokem +10

    ସମସ୍ତେ ତ ବହୁତ୍ gapucha କେତେ ଜଣ କୁ ଘର ଦେଲଣି କେତେ ଜଣ ବିଜୁ ପକ୍କା ଘର ପାଇଲେଣି

    • @noonesd5
      @noonesd5 Před rokem

      ପକ୍କା ଘର ଯେ ପାଇବା ଯୋଗ୍ୟ ତାର ମୋବାଇଲ କି କମ୍ପ୍ୟୁଟର ଧରିବା ପାଇଁ ପଇସା ନାହିଁ ପା ଯେ କହିବ

    • @dhaniramsahu3739
      @dhaniramsahu3739 Před rokem

      Right brother

  • @ChintuMeetu
    @ChintuMeetu Před rokem +6

    Jadi Nabin nai ta BJD nai

  • @pradeepsahoo8504
    @pradeepsahoo8504 Před 5 dny

    🎉 exclusively and extremely

  • @muktiranjanpatra4538
    @muktiranjanpatra4538 Před rokem +1

    THANK you ODISSA CM NAVIN BABU PATANIK SIR JI And MUKTIRANJAN ODISHA INDIA

  • @surjittripathy7536
    @surjittripathy7536 Před 3 měsíci

    ସମସ୍ତଙ୍କ ପାଇଁ କିଛି ନା କିଛି କରୁଛନ୍ତି ହେଲେ ସାମ୍ବାଦିକ ମାନଙ୍କ ପାଇଁ କିଛି କରୁନାହାଁନ୍ତି, ତେବେ ସାମ୍ବାଦିକ ମାନେ ବଞ୍ଚିବେ କେମିତି? ତାର ଉତ୍ତର ଦେବେକି ସରକାର.

  • @bbjg3301
    @bbjg3301 Před rokem +5

    🙏🙏🙏

  • @CricketHighlightsSS0
    @CricketHighlightsSS0 Před rokem +7

    ମୁଁ ଭାବୁଛି OTV କୁ କରି ଦେବା ବୋଲି 😀

  • @trilochanswain9769
    @trilochanswain9769 Před rokem +1

    Mu ହେବି ନବୀନ ପଟ୍ଟନାୟକଙ୍କ

  • @laxmansahoo4681
    @laxmansahoo4681 Před rokem

    ମଦ ବନ୍ଦ କରି ଦେଖ ନବୀନ21/ମାତ୍ର, 👌

  • @amentertainment6998
    @amentertainment6998 Před 9 měsíci +4

    ନବୀନ ହଟାଅ ଓଡ଼ିଶା ବଞ୍ଚାଅ 🙏🙏🙏🙏

  • @ajitpani2113
    @ajitpani2113 Před rokem +4

    The BJD supremo should chose Achyut Samata as next chief minister .he is befitting candidate for BJD .
    Then next now chief secretary will new cabinets minister .
    For selection of BJD candidate for speed of the work of BJD .
    BJD should. combination with BJP
    for better prospects in Odisha .
    BjP will come in next election not Congress .
    BJP will give Dharmendra Pradhan as chief minister .
    The BJD supremo should choose Achyut Samata just like Sonia Gandhi
    chose Manamahan Singh .
    He is a sober person not political person and he didicated his life for serving of the peoples . He is social activities person .

  • @gangadharbehera8286
    @gangadharbehera8286 Před 15 dny

    ଉତ୍ତରାଧିକାରୀ ହେବ ଓଟିଭି , ଆଉ କିଏ

  • @rohitdas7885
    @rohitdas7885 Před rokem +1

    Only one

  • @gugujuli4158
    @gugujuli4158 Před rokem +2

    Why other party slept down

  • @amiyasankhua741
    @amiyasankhua741 Před rokem +1

    ହଉ ଠିକ୍ ଅଛି ଧାମନଗର ରେ ଜିତିକି ଦେଖାଉ

  • @sandhyaranisamantaray7156
    @sandhyaranisamantaray7156 Před 9 měsíci +1

    Odisha dohaliba

  • @bishnupanda8612
    @bishnupanda8612 Před 11 měsíci

    Arun patnayak, Next CM for Odisha

  • @user-tn3zg6mg7f
    @user-tn3zg6mg7f Před 8 měsíci

    very nice sir

  • @Untalented769
    @Untalented769 Před rokem +2

    Nice

  • @pramilabiswal942
    @pramilabiswal942 Před 8 měsíci

    Thanks Bjd supreme

  • @KishanKumar-jo5rz
    @KishanKumar-jo5rz Před rokem +1

    Theek achi government job pain ta scope create hei paruni at least ta IT industry develop karao.. kichi ta employment create haba.. BBSR India ra 1st smart city heiki labha kn

  • @sreekannta
    @sreekannta Před 8 měsíci

    ଉଚିତ୍ ପଦକ୍ଷେପ ନେବାକୁ ଉପଯୁକ୍ତ ସମୟର ସଠିକ୍ କାଯ୍ୟା ନୁଷ୍ଟାନ ଆବଶ୍ୟକ ରହିଅଛି ।

  • @santanuBhutiaYT..869
    @santanuBhutiaYT..869 Před rokem

    Next CM pandian hebe

  • @abinashmoharana5347
    @abinashmoharana5347 Před rokem +1

    Contractual abolished 2023 purbaru na hele kehi Kehi BJD ku vote debeni

  • @kalandimurmu3303
    @kalandimurmu3303 Před 9 měsíci +1

    Is very important hereditary system there in Indian democracy system ?????

  • @raghunathmishra9241
    @raghunathmishra9241 Před 9 měsíci

    ଯିବାକୁ ଦିଅ

  • @gyaannetrathirdeye8705
    @gyaannetrathirdeye8705 Před rokem +1

    It is democracy not monarchy, so there is no successor, successors are people

  • @ChintuMeetu
    @ChintuMeetu Před rokem

    I’m first viewing

  • @basantnayak3007
    @basantnayak3007 Před rokem +14

    If chit fund is completely regulated by State govt then why action is not being taken against the chit fund looted companies..... Really Odisha politics is a very peculiar and Odisha people are great

  • @rohitdas7885
    @rohitdas7885 Před rokem +1

    Good

  • @nalejajena5190
    @nalejajena5190 Před rokem +1

    Congress asiba darkar

  • @TheUnknown79
    @TheUnknown79 Před 8 měsíci

    Naveena uttaradhikari Naveen Odisha bachhiba Kalia samastanku dhala karuchhi Kariba

  • @JENA954
    @JENA954 Před rokem +1

    Kichi ସେବା ନାହିଁ bdj hatao ଚର୍ବି ହେଇଗଲାଣି ବିଜେଡି ର

  • @manaskumar2250
    @manaskumar2250 Před rokem +1

    Nabanpatnayk sir gariba lonkankara manakatha bujunahanti

  • @gopalmajhi5659
    @gopalmajhi5659 Před rokem +5

    Au kete lutiba bjd

  • @padubala7604
    @padubala7604 Před rokem +1

    Pandiyan missing

  • @soumyaranjansahoo5967
    @soumyaranjansahoo5967 Před rokem +9

    ଏ ମଲେ 2ଦିନ ରେ ପାଟି ଭାଗିଯିବ

  • @manoranjandehuri5720
    @manoranjandehuri5720 Před rokem +3

    ନବିନ ବବୁ ଓଡ଼ିଶାକୁ ବେସ୍ ଉନ୍ନତି କରିଛନ୍ତି ।
    ଜୟ ଓଡ଼ିଶା

  • @upsccrackwin6007
    @upsccrackwin6007 Před rokem

    vala chalak katha te kahila Naveena

  • @ranjanmallik4227
    @ranjanmallik4227 Před rokem +6

    ଓଡିଶା ମୁଖ୍ୟମନ୍ତ୍ରୀ ଓଡ଼ିଆ ରେ ଭାଷଣ ଦିଅନ୍ତୁ

  • @gyanaprakashpradhan5883

    Ache din🥱🥱

  • @subhrajitswain341
    @subhrajitswain341 Před rokem +1

    Company ana odisha ku job ana... sabu thik achi kintu amaku odisha chadi anya State ku kete dina jiba ku heba?????

  • @venus164
    @venus164 Před rokem +4

    Khali nabina dadana nabina dadana

  • @sudhir1509
    @sudhir1509 Před rokem

    Balo adhikari

  • @prakaskumarjenalifestyle2818

    are bhai rudra maharathi great leader badhiya kamo Karu chanti taku odisha ra CM Kara jau

  • @amentertainment6998
    @amentertainment6998 Před 9 měsíci

    ନବୀନ ବାବୁ ତମର ଆଉ ମୁଖ୍ୟମନ୍ତ୍ରୀ ହେବାର ଯୋଗ୍ୟତା ନାହିଁ, ଓଡ଼ିଶାରେ ତାମିଲ୍ ଶାସନ ଚଳିବ ନାହିଁ

  • @deepaknaik9947
    @deepaknaik9947 Před 10 měsíci

    ନବୀନ ଥିବା ଏକ ବିଜେଡି ହଁ ଯିତିବ ଏଥିରେ କିଛି ସଂଦେହ ନାହିଁ

  • @PratapKumardas-ne4vh
    @PratapKumardas-ne4vh Před 4 měsíci

    😮

  • @IndianIdol2022
    @IndianIdol2022 Před rokem

    If not bjd...we need AAP

  • @basantakumarmohapatra8258
    @basantakumarmohapatra8258 Před 9 měsíci

    Nabin Babu puni C.M hebe.Donot worry anybody.I like Nabin babu

  • @vishantsarma3193
    @vishantsarma3193 Před rokem +2

    ଓଡ଼ିଶା ରେ ଶାସନ କରୁଛନ୍ତି କିନ୍ତୁ ଓଡ଼ିଆ ଭାଷା ଜାଣି ନାହାନ୍ତି 😂😂😂😂😂

    • @SOUMYA20011
      @SOUMYA20011 Před rokem +1

      ପ୍ରଧାନ ମନ୍ତ୍ରୀ total ଇଣ୍ଡିଆ କୁ ଶାସନ କରୁଛନ୍ତି,,,,ତାଙ୍କୁ କଣ ଇଣ୍ଡିଆ ର ସବୁ ଭାଷା ଜଣା ଅଛି କି

    • @vishantsarma3193
      @vishantsarma3193 Před rokem

      @@SOUMYA20011 ହଁ ଭାଇ ପ୍ରଧାନ ମନ୍ତ୍ରୀ ସବୁ ରାଜ୍ୟ ର ଭାଷା ଜାଣି ନାହାନ୍ତି କିନ୍ତୁ ହିନ୍ଦୀ ଭାଷା ଜାଣି ଛନ୍ତି ଯାହା ପୁରା ଦେଶରେ ପ୍ରଚଳିତ।ଏମିତି ବି ପୁରା ଭାରତରେ 22 ରାଜ୍ୟ ପ୍ରମୁଖ ଭାଷା ଶିଖିବା ସମୟ ର ନଷ୍ଟ ।ଆମର ଶ୍ରୀମାନ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ଲୋକ ହୋଇକି ଓଡ଼ିଆ ଜାଣି ନାହାନ୍ତି । ଓଡ଼ିଶା ରେ 20ବର୍ଷ ଶାସନ କଳା ପରେ ମଧ୍ୟ ଓଡ଼ିଆ ଜାଣି ନାହାନ୍ତି

    • @SOUMYA20011
      @SOUMYA20011 Před rokem +1

      @@vishantsarma3193 language does not matter brother,,,,,,,,I am not promoting Navin pattanaik,,,

    • @vishantsarma3193
      @vishantsarma3193 Před rokem

      @@SOUMYA20011 language is most important bro could you imagine a Chinese who don't know your language established their goverment in Odisha .

    • @SOUMYA20011
      @SOUMYA20011 Před rokem +1

      @@vishantsarma3193 ମୁଖ୍ୟ ମନ୍ତ୍ରୀ ଵୀ 🤣🤣🤣 English ଜାଣିଛନ୍ତି,,,,ଯାହା କି international language,,🤣🤣🤣🤣🤣 south re jaiki Hindi,,, re kahile kie odha bujhibeni,,,au odihsa re emziti bahut laka achhanti Hindi b bujhantini

  • @sahoopabitramohan9358
    @sahoopabitramohan9358 Před rokem +7

    Pratap Dev ku bahar kara nahale BJD ra Binash heijiba

  • @jitendrakumarjena5175
    @jitendrakumarjena5175 Před 7 měsíci

    ମୋ ଘର ମୋ ସରକାର ର ଶେଷ ସୁଯୋଗ

  • @akshayakumar8712
    @akshayakumar8712 Před rokem

    B J D କୁ ହରେଇବାକୁ ହେଲେ B J P 💯 ରୁ 💯 B J D ଦଳର ବଡ଼ ବଡ଼ ନେତାଙ୍କୁ B J P ରେ ସାମିଲ କରିବାକୁ ପଡ଼ିବ ନହେଲେ B J D ଦଳର ନେତା ମାନେ ପଇସା ଲୋଭରେ ଜନ ସାଧାରଣ ଲୋକ ଖଟି ଖିଆ ମୂଲୀ ଆଙ୍କୁ ପଇସା ଲୋଭରେ କିଣି ନେବ B J D ସରକାର , ଏହି ହେଉଛି 100% ସତ ଆଜ୍ଞା Sir 🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏🙏

  • @RahulPatel-ec1os
    @RahulPatel-ec1os Před rokem

    Vk pandian should cm he is ias

  • @mangalaprasannadhal6197
    @mangalaprasannadhal6197 Před rokem +3

    ମାଳିକାର ସଂକେତରେ ଆମେ ଯେମିତି କଳି ଯୁଗର ବିନାଶ ସମ୍ପର୍କ ରେ ଜାଣିପାରୁଛେ। ସେମିତି ବିଜୁ ଜନତା ଦଳର ଉତ୍ତରାଧିକାରୀ ବାଛିବା ପାଇଁ ଦଳର ମୁଖ୍ୟକଂ ସଂକେତକୁ ଅନୁଧ୍ଯାନ କରିବାକୁ ପଡିବ। ଓଡିଶାରେ ତ ଆଉ ହାତୀ ନାହାନ୍ତି ନହେଲେ ସୁନାକଳସ ଧରିକି ବୁଲିଥାଆନ୍ତା ଓଡିଶା ସାରା।
    ମୁଖ୍ଯ କଥା ମୋ ମତରେ ଶାସକ ଦଳ ଯେତେ ଭଳକାମ କଲେ ବି ବିରୋଧି ଦଳ ସେତିକି ମଜଭୂତ ହେବା ଦରକାର ସବୁ କାର୍ଯ୍ୟକୁ ସମୀକ୍ଷା କରିବା ପାଇଁ। କିନ୍ତୁ ବେଳେବେଳେ ସବୁକିଛି କ୍ରିକେଟ୍ ମ୍ୟାଚ୍ ଫିକ୍ସିଂ ଭଳି। ସବୁ ଯୋଜନା ସବୁ ପ୍ରକଳ୍ପ କ୍ଷେତ୍ର ରେ...। ଦେଖାଯାଉ....
    ବିଂଶ ଶତାବ୍ଦୀ ର ଓଡିଶା ଇତିହାସରେ କ'ଣ ଲେଖାହେବ...

    • @susantajena5866
      @susantajena5866 Před rokem

      Bhai Odisha ra mukhya kebala Gajapati divyashingh dev

    • @susantajena5866
      @susantajena5866 Před rokem +1

      Nabin pattnaika ki ta bopa ra oukat kichi nahi

    • @mangalaprasannadhal6197
      @mangalaprasannadhal6197 Před rokem +1

      @@susantajena5866 ଗଣତାନ୍ତ୍ରିକ ରାଷ୍ଟ୍ର ରେ ଓଡିଶା ଭଳି ବିପର୍ଯୟପ୍ରବଣ ରାଜ୍ୟରେ ୨୫ ବର୍ଷ ମୁଖ୍ୟମନ୍ତ୍ରୀ ଆସନ କୁ ଅଧିକାର କରିକି ବସିବା ଟିକିଏ କଥା ନୁହେଁ। ଓଡିଶାରେ ହରିଜନ ଆଦିବାସୀ ଠାରୁ ଓବିସି ବର୍ଗ ପର୍ଯ୍ୟନ୍ତ ସମସ୍ତ ଲୋକ ଥାଉ ଥାଉ କେବଳ ଜଣେ ଲୋକ ମୁଖ୍ୟମନ୍ତ୍ରୀ ପଦରେ ରହିବା ଓଡିଶା ତାଂକ ପୈତୃକ ସମ୍ପତ୍ତି ନୁହେଁ ତ ଆଉ କ'ଣ..?
      ଏଠି କିଛି ନିମ୍ନ ମଧ୍ଯବିତ୍ତ ଯେଉଁମାନେ ଧାରାରେ ସାମିଲ ହୋଇପାରୁନାହାନ୍ତି ସେମାନେ ଅନେକ କଷ୍ଟ ପାଉଛନ୍ତି। ସେମାନେ କାଲି ବାଧ୍ଯ ହୋଇ ଗରିବ ହୋଇଯିବେ ଯୋଉଥିପାଇଁ ଏ ସରକାର ହିଁ ଦାୟୀ ରହିବ ନିଶ୍ଚିତ।

    • @sandeeprout3324
      @sandeeprout3324 Před rokem

      Opposition cm candidate jadi modi yogi bhali hebe then naveen sure haribe

  • @KumarR-bh5gh
    @KumarR-bh5gh Před 11 měsíci

    We all our. Not woay about😊

  • @khandayat1Ruler
    @khandayat1Ruler Před rokem

    Odisha re NRC lagu haba nihati jaruri NRC lagu hele Odisha re Jana sankya 3cr haba katha 75yr migration records Bahar karajau

  • @chittaranjansahu2103
    @chittaranjansahu2103 Před rokem +1

    Bjd jindabaad 🙏🥰💪

  • @bijaykumarrout4161
    @bijaykumarrout4161 Před 9 měsíci

    It may not required in future

  • @pramodkampa
    @pramodkampa Před 9 měsíci +1

    ଓଡ଼ିଶା ବାସୀ କୁ ମୋର ଅନୁରୋଧ ନବୀନ ସରକାରକୁ ହଟା ଆ

  • @noac3158
    @noac3158 Před rokem +4

    Jay naveen

  • @ramkrishnapadhi1550
    @ramkrishnapadhi1550 Před 6 měsíci

    😊

  • @user-yk7rb7lz2b
    @user-yk7rb7lz2b Před 8 měsíci

    Pramila Malik next CM,

  • @bijaynayak3264
    @bijaynayak3264 Před 10 měsíci

    ନବୀନଙ୍କ ପରେ ବିଜେଡି ଛିନଛତ୍ର ହୋଇଯିବ।

  • @bhubanmohanpatra5720
    @bhubanmohanpatra5720 Před 7 měsíci

    If VKPandian so powerful than you go to your state and implementation your political power at Tamilnadu.

  • @bibhuranjanmohapatra484

    Archana nag

  • @gokulsethmaji2458
    @gokulsethmaji2458 Před 9 měsíci

    Some one from the family of and with the blessings of the present incumbent is sine qua non for the cohesion and meaningful existence of the Party.

  • @ManasranjanNayak-nr6yb
    @ManasranjanNayak-nr6yb Před 8 měsíci

    Jay Sri ram jay Hanuman pintu 🎉🎉🎉🎉