Visually impaired man targets 5T secy through his song

Sdílet
Vložit
  • čas přidán 26. 08. 2023
  • ପାଣ୍ଡିଆନଙ୍କୁ ଦୃଷ୍ଟିବାଧିତ ଦେଲେ ତାରିଣୀ ରାଣ
    #5Tsecretary #VKPandian #Song #Jajpur #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 2,5K

  • @bharatiinfratelcontractualtech
    @bharatiinfratelcontractualtech Před 10 měsíci +1393

    ଏହି ଦିବ୍ୟାଙ୍ଗଙ୍କ ଭାବ ବିହ୍ୱଳ ସଙ୍ଗୀତ ଟି ରାଜ୍ୟ ସରକାରଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ସଙ୍ଗେ ସମାନ ।❤❤❤

    • @anatanath8105
      @anatanath8105 Před 10 měsíci +10

      😢

    • @lizarani26
      @lizarani26 Před 10 měsíci +10

      ତୁମେ କୋଟିପତିହୁଅ ତୁମକୁ ପଚାରିବେ।

    • @fmsiba2202
      @fmsiba2202 Před 10 měsíci +12

      Govt କୁ କିଛି ଫରକ ପଢ଼ିବନି

    • @umeshparida5530
      @umeshparida5530 Před 10 měsíci +1

      😊

    • @umeshparida5530
      @umeshparida5530 Před 10 měsíci

      ​@@anatanath8105😊😊

  • @padmacharansuna6762
    @padmacharansuna6762 Před 10 měsíci +536

    ପ୍ରଭୁ ଆଶିର୍ବାଦ କରନ୍ତୁ
    ଏହି ଅନ୍ଧଙ୍କୁ ଘର ଖଣ୍ଡିଏ ଦେବାକୁ ବିଜେଡି ସରକାରଙ୍କୁ ଅନୁରୋଧ

    • @sonubarshavlogs
      @sonubarshavlogs Před 10 měsíci +7

      Khali anurodha karuthiba odisha loka sabu mendha

    • @satyaprakash-kg5yc
      @satyaprakash-kg5yc Před 10 měsíci

      1:16 😅😅😅😊

    • @samarumeher126
      @samarumeher126 Před 10 měsíci +2

      ​@@sonubarshavlogsmendha hele thik katha bhei sabu jaka mendhi heleni

    • @user-rg2sb8qe7w
      @user-rg2sb8qe7w Před 10 měsíci +11

      ଭାଇ ଅନ୍ଧ ନୁହନ୍ତି ପ୍ରକୃତ ରେ ମାଗିହା ନବୀନ au pandian ଅନ୍ଧ ଅଟନ୍ତି

    • @prasantaparida7250
      @prasantaparida7250 Před 10 měsíci

      🙏🙏 Jai Jagannath bhai very nice

  • @ugond484
    @ugond484 Před 10 měsíci +227

    ଅନ୍ଧ ଗୀତ ଗାଇଛି ମାନେ
    ବିଜେଡି ବାଲା କୁ ପ୍ରଳୟ ସୃଷ୍ଟି କରିଦେବ ।ହୃଦୟରୁ ଗାଇଛନ୍ତି ଜୟ ଜଗନ୍ନାଥ 🌎🙏🙏🙏🇮🇳

    • @kirancreation3339
      @kirancreation3339 Před 10 měsíci +12

      ନିଶ୍ଚୟ ଭାବରେ ଧର୍ମ ର ହେବ ଜୟ , ଏଥର ବିଜେଡି ର ପତନ ଘଟିବ

    • @user-rt6ft5jt4u
      @user-rt6ft5jt4u Před 9 měsíci +2

      Bhagwan kahichhanti j duniare gote na gote rahiba setaku kana tame thik Kari dei pariba tame b ta Jane manisa tame kana kou bhagwan tharu Kam ki paruchha se taku kichhi Dana kara 😢😢😢thanku jai Sai ram

    • @bishnunayak1733
      @bishnunayak1733 Před 9 měsíci

      Eas

    • @bishnunayak1733
      @bishnunayak1733 Před 9 měsíci

      @@kirancreation3339 EAS bhai

    • @tourwithanur5107
      @tourwithanur5107 Před 9 měsíci +3

      Bjd Patana heba darkar

  • @gagankumarswain5402
    @gagankumarswain5402 Před 9 měsíci +25

    ତୁମେ ମହାନ ଭାଇ, ପ୍ରକୃତ ଅନ୍ଧ ଏ ନବୀନ ସରକାର 😢

  • @gourangagiri8638
    @gourangagiri8638 Před 10 měsíci +295

    ଧିକ୍ ରେ ନିଲଜ ବିଜେଡି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଦେବାକୁ ଅନୁରୋଧ ।

    • @tukunadalai9897
      @tukunadalai9897 Před 10 měsíci +2

      Right

    • @user-jr3mu1ih4f
      @user-jr3mu1ih4f Před 10 měsíci

    • @rudrichemistryacademy8781
      @rudrichemistryacademy8781 Před 10 měsíci +4

      ଏ ଗୀତ ଶୁଣିଲେ ଆମକୁ ବହୁତ ଦୁଃଖ ଲାଗୁଚି କିନ୍ତୁ ସରକାର କୁ ନୁହଁ

    • @saratpradhan5425
      @saratpradhan5425 Před 10 měsíci +9

      ନବୀନ ଓ ପାଣ୍ଡୁ ଓଡ଼ିଆ ଭାଷା ବୁଝନ୍ତି ନାହିଁ ଆଜ୍ଞା ଆପଣଙ୍କ କଥା କିଏ ବୁଝିବ,

    • @debatastudio4617
      @debatastudio4617 Před 10 měsíci +3

      ଆଉ ଆମେ ଯେଉଁ ଓଡ଼ିଆ ବୁଝିଲା ଵାଲା ଙ୍କୁ ଭୋଟ ଦେଉଛ ସେ ମୂର୍ଖ ଙ୍କ ଆଖିରେ କଣ ମରା ହେଇଛି

  • @somanathparida448
    @somanathparida448 Před 10 měsíci +535

    ଇଏ ଅନ୍ଧ ନୁହଁ ପ୍ରକୃତ ଅନ୍ଧ ହେଉ ଛନ୍ତି ଯେଉଁନେତା ମାନେ ତା କଥା ବୁଝୁନାହାନ୍ତି

    • @fun-iq8sx
      @fun-iq8sx Před 10 měsíci +44

      ଭୁଲ୍ କହିଲେ ସାର୍, ପ୍ରକୃତ ଅନ୍ଧ ହେଉଛନ୍ତି ଆମେ ସବୁ ଓଡିଶା ର ଜନତା ଯିଏକି ଅନ୍ଧ ଭଳିଆ ଭୋଟ୍ ଦେଇ ଚାଳିଛୁ

    • @kuninath9253
      @kuninath9253 Před 10 měsíci +9

      Right

    • @tularampatel4946
      @tularampatel4946 Před 10 měsíci +7

      Right Katha bhai

    • @samarumeher126
      @samarumeher126 Před 10 měsíci +6

      ​@@fun-iq8sxok sir a kathaku samaste bujhi parante tahele thik huanta

    • @rohitmeher7851
      @rohitmeher7851 Před 10 měsíci +2

      Ek no

  • @govindakusulia7741
    @govindakusulia7741 Před 10 měsíci +27

    ଏତେ ଦୁଃଖ ହେ ପ୍ରଭୁ ଏହି ଭାଇଙ୍କୁ ସାହାଯ୍ୟ କର।

  • @motivation_kumaranil6552
    @motivation_kumaranil6552 Před 10 měsíci +45

    ଏହି ମହାନ ବ୍ୟକ୍ତି ଜଣକଂ କୋଉ Professional ଗୀତିକାର ନୁହନ୍ତି, କିନ୍ତୁ ତାଂକ ଗୀତ ମନ ହୃଦୟ କୁ ଛୁଇଁ ଯାଉଛି । ଶ୍ରୀ ଜଗନ୍ନାଥ ଏହି ମହାନ ବ୍ୟକ୍ତି କୁ ଅଶେଷ କୃପା କରନ୍ତୁ,, 🙏🚩 ଜୟ ଜଗନ୍ନାଥ।

  • @godblessu461
    @godblessu461 Před 10 měsíci +81

    ଅନ୍ଧ ଲୋକଟି ପାଣ୍ଡିଆନ ବିଷୟରେ ଜାଣି ପାରୁଛି, ହେଲେ ଆମେ ଆଖି ଥାଇବି କିଛି ଦେଖି ପାରୁନାହୁଁ

  • @pradiptakumarmahapatra1669
    @pradiptakumarmahapatra1669 Před 10 měsíci +145

    25 ବର୍ଷ ର ବିକାଶ ନମ୍ବର ୱାନ ରାଜ୍ୟ ଲୋକ ପ୍ରିୟ ମାନ୍ୟବର 😢ମଦ ପିଇ ଶୋଇ ଛନ୍ତି

  • @tapaswinipatelpatel7413
    @tapaswinipatelpatel7413 Před 10 měsíci +124

    ଭଗବାନ ଏମାନଙ୍କ ପରି ଲୋକଙ୍କୁ ସୁରକ୍ଷା କରନ୍ତୁ

  • @anadikishan1167
    @anadikishan1167 Před 9 měsíci +3

    ଅନ୍ଧ ଭାଇ ଧନ୍ୟ ବାଦ,ଭାଇ ଆପଣ ବହୁତ୍ ଖୁସିରେ ଅଛନ୍ତି, ଆପଣଙ୍କ ଠାରୁ ,ଆପଣ ଯାହାକୁ ଭିକ ମାଗୁଛନ୍ତି,ସେମାନେ ନିଜେ ଭିକାରୀ ଅଟନ୍ତି,ଦେଖୁ ନାହାନ୍ତି ସେମାନେ ରାତି ଦିନ, ଖରା ବର୍ଷା ନ ମାନି ଭିକ ମାଗୁଛନ୍ତି, ଭଗବାନ୍ ଆପଣଙ୍କୁ ସବୁ ଦେଇଛନ୍ତି,ହେଲେ ଗୋଟିଏ ଦେଇ ନାହାନ୍ତି,

  • @aloksmarttips299
    @aloksmarttips299 Před 10 měsíci +479

    ଧିକ ଏହି ଶାସନ ବ୍ୟବସ୍ଥା କୁ, ହେ ଭଗବାନ ତାଙ୍କୁ ସାହା ହୁଅନ୍ତୁ 🙏🙏🙏

    • @a.sangramachary6895
      @a.sangramachary6895 Před 9 měsíci

      ଜୟ ଜଗନ୍ନାଥ ପ୍ରଭୁ ତମେ ହିଁ ସାହା ହୁଏ 🙏🙏🙏🙏😭😭😭😭

  • @shibajimohanta3527
    @shibajimohanta3527 Před 10 měsíci +124

    ସରକାରଙ୍କୁ କେମିତି ଲାଗୁଛି କେଜାଣି କିନ୍ତୁ ଏ ଲୋକ ଟିର ଦୁଃଖ ଶୁଣି ମୋ ଆଖିରୁ ଲୁହ ଗଡିଗଲା ସତରେ ଏ ଭାଇଙ୍କୁ ଗୋଟିଏ ଘର ନିହାତି ମିଳିବା ଉଚିତ

  • @arjunbhabanapresence8375
    @arjunbhabanapresence8375 Před 9 měsíci +2

    Well done.
    best music composer and singer in the world
    ଛି ଛି ସରକାର ଆଉ କେତେ ବର୍ଷ ଶାସନ କଲେ ଏ ଦୁଃଖୀଙ୍କ ଦୁଃଖ ବୁଝି ପାରିବ

  • @dillipkumarnaik5278
    @dillipkumarnaik5278 Před 10 měsíci +7

    ଆମ ଏଇ ଓଡ଼ିଶାର ଲୋକମାନେ ଠିକ୍ ନୁହେଁ। ସେଇଥି ପାଇଁ ଆଜି ଦୟନୀୟ ଅବସ୍ଥାରେ ଦେଖିବାକୁ ମିଳୁଛି। ଛି ଛି ରେ ଓଡ଼ିଶା ବାସି😢😢😢😢

  • @shivabhai1264
    @shivabhai1264 Před 10 měsíci +205

    ଏହି ମଉସା ଜଣକତ ଆଗରୁ ଭି ଏମିତି ଗୀତଗାଇ ଦୁଃଖ ଜଣାଇଥିଲେ କିନ୍ତୁ ଆଜି ବି ଦେଖୁଛି ମଉସା ଜଣକ ଠିକ୍ ସେମିତି ଦୁଃଖ ଜଣାଉଛନ୍ତି ତା ଅର୍ଥ ସେତେବେଳର ପ୍ରତିସୃତି ମଉସାଙ୍କୁ ପ୍ରତିସୃତିରେ ହିଁ ରଖିଦେଲେ 😢

  • @attitudeboyraj7686
    @attitudeboyraj7686 Před 10 měsíci +44

    ନବୀନ ପଟ୍ଟନାୟକ, ପଣ୍ଡିଆଁନ,MLA, MP , ଜିଲ୍ଲାପାଳ, ବିଡ଼ିଓ, ସରପଞ୍ଚ, ୱାର୍ଡ ମେମ୍ବର ସମସ୍ତଙ୍କ ଧୋତି ଖୋଲି ଲଙ୍ଗଳା କରିଦେଇଛନ୍ତି ଏଇ ଭାଇ ଜଣକ ଗୀତ ମାଧ୍ୟମ ରେ 😊😊

  • @rkodiaanuchinta
    @rkodiaanuchinta Před 10 měsíci +7

    ଧିକ ଏ ସରକାର 😢, ସବୁ ନଷ୍ଟ,specially education, ମହାପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ 😢

  • @MunaBhai-qh9fl
    @MunaBhai-qh9fl Před 10 měsíci +2

    ଜୟ ଜଗନ୍ନାଥ ବହୁତ ସୁନ୍ଦର 🙏🏻

  • @niranjanpanda8574
    @niranjanpanda8574 Před 10 měsíci +75

    ହେ ଭଗବାନ କେବେଠୁ ପ୍ରାଏ ୩/୪ ବର୍ଷ ହେବ ଘରଟିଏ ଲାଗି ଗୀତ ମାଧ୍ୟମରେ ସେ ଗୁହାରୀ କରୁଛି,,,ଧନ୍ଯ ଏ ସରକାର।

  • @jitendradigal5933
    @jitendradigal5933 Před 10 měsíci +123

    ଏତେ ମିନତି କଲେ ମଧ୍ୟ କେହି କାହାରିକୁ ସୁଭା ଯାଉନାହିଁ । ଜଣେ ହିଁ ଦେଖୁଛି ସେହି କାଳିଆ ଠାକୁର । ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ମୁଁ ଗୁହାରି କରୁଛି ଆପଣ ଙ୍କୁ ଖୁସି ରେ ରଖନ୍ତୁ । ଜୟ ଜଗନ୍ନାଥ 🙏🙏🙏🙏

    • @sadananddash1678
      @sadananddash1678 Před 10 měsíci

      Bhai Jagannath ପାଖରେ ଗୁହାରି କରନି ପାଣ୍ଡିନା କୁ କୁହ

    • @user-rt6ft5jt4u
      @user-rt6ft5jt4u Před 9 měsíci

      Right 👍

  • @sridharbehera8803
    @sridharbehera8803 Před 9 měsíci +6

    ହେ ପ୍ରଭୁ ସରକାର ଙ୍କୁ ସିନା ଶୁଭୁନି ହେଲେ ତୁମେ ଏ ହାର ପ୍ରତିକାର କର ପ୍ରଭୁ ନହେଲେ ବିଚରା ଦୁଃଖୀ ଆଉ ନେତ୍ରହୀନ ଲୋକଟି ର ଦୁଃଖ ଆହୁରି ବଢିଯିବ 😢😢😢😢😢😢😢

  • @englishpathshala8934
    @englishpathshala8934 Před 10 měsíci +4

    Pandian sir.. please order your men to make a home for this blind man as early as possible..He had prayed last time alot too composing his own sorrows and pains in poetry in such way.. Release his internal hidden pains giving him instance justice sir, please.. Everyone of Odisha is weeping after listening his heart-broken song sir..

  • @gangadharsatapathy316
    @gangadharsatapathy316 Před 10 měsíci +34

    ଗୀତ ଟିକୁ ଅତି ସୁନ୍ଦର୍ ଭାବରେ ଉପସ୍ଥାପନ କରିଛନ୍ତି। ଧନ୍ୟବାଦ୍।

  • @bharatasahu1628
    @bharatasahu1628 Před 10 měsíci +47

    ନିର୍ବାଚିତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଙ୍କୁ ଲଜ୍ୟା ଲାଗିବା କଥା

  • @villagecricketvlogs5048
    @villagecricketvlogs5048 Před 10 měsíci +24

    ସବୁ ଓଡ଼ିଆ ଭାଇ ମାନଙ୍କୁ ଅନୁରୋଧ କରୁଛି ଏକାଠି ହୋଇ ବିଜେଡି ସରକାରକୁ ହଟାଇଦେବା ଏତିକି ମୋର ଆପଣମାନଙ୍କୁ ଅନୁରୋଧ 🙏🙏🙏 ଜୟ ଜଗନ୍ନାଥ 🙏🙏🚩🚩🇮🇳🇮🇳

  • @user-by6bj6ll8x
    @user-by6bj6ll8x Před 8 měsíci +2

    ତୁମେ ମହାନ୍ ଭାଇ, ପକୃତ ଅନ୍ଧ ହେଉଛି ନବୀନ ସରକାର

  • @rajiblochanbehera9301
    @rajiblochanbehera9301 Před 10 měsíci +146

    ହେ ଭଗବାନ ଏ ଭଳି ଅସହାୟ ଲୋକ,ଙ୍କର ସହାୟ ହୁଅ ପ୍ରଭୂ ,ଏପରି ଦିବ୍ୟାଙ୍ଗକୁ ଚକ୍ଷୁ୍ ଦାନ ଦେଇ ଉଧାର କର,ଜୟ ଜଗନ୍ନାଥ ଜୟ ପଞ୍ଚସଖା,।।

    • @brfsunilofficial3830
      @brfsunilofficial3830 Před 10 měsíci

      Jaganatha ta khandia hata Seba kana Kariba

    • @warriorjitu
      @warriorjitu Před 10 měsíci

      ​@@brfsunilofficial3830ଆରେ ବାବୁ ଭଗବାନ ଙ୍କୁ ଏମିତି କୁହା ଯାଏ ନାହିଁ,ନିହାତି ତୁମର ଜ୍ଞାନ କମ ଅଛି,ଟଙ୍କା ପାଇଁ ଯିଏ ନିଜ ଧର୍ମ ଛାଡି ବିକ୍ରି ହୋଇ ଯାଏ ତା ଠାରୁ ଆଉ କଣ ଆଶା କରା ଯାଏ,ଏଠି କିଛି ଲୋକ ଅଛନ୍ତି ନିଜ ବାପା କୁ ବାପା ଡକିବେ ନାହିଁ ହେଲେ ଅନ୍ୟର ବାପା କୁ ବାପା କହିବେ,

  • @PrimeEntertainmentMedia
    @PrimeEntertainmentMedia Před 10 měsíci +211

    ଭାଇ ଗୀତଟି ଅତ୍ୟନ୍ତ ହୃଦୟ ବିଦାରକ ଏବଂ ସଂଗୀତଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି। 😢😢

  • @LabanyaNidhiLenka
    @LabanyaNidhiLenka Před 9 měsíci +1

    TrueFactThankYouPrafullBhaiGodBlessYou.

  • @rashmiranjannayak-yz3ur
    @rashmiranjannayak-yz3ur Před 9 měsíci +1

    Eia pura ta heart ru ei gita gauchhi,Jay Jagannath bharasa

  • @rudrichemistryacademy8781
    @rudrichemistryacademy8781 Před 10 měsíci +163

    ପ୍ରଦୀପ ପାଣିଗ୍ରାହୀ କହିଲା ଭଳି, ସତରେ ଓଡିଶା ଲୋକ ଗାଣ୍ଡୁ, vk pandian ତାମିଲନାଡୁ ରେ 700 କୋଟିର ମାଲିକ, କିନ୍ତୁ ଓଡିଶା ଲୋକ ଏଠି ଖାଇବାକୁ ପାଉନାହାନ୍ତି ତଥାପି ନିର୍ବାଚନ ଆସିଲେ ସେହି ଗେଣ୍ଡା ଚି଼ହ୍ନ ରେ 500 ଟଙ୍କା ନେଇ ଭୋଟ ଦେଇଦେବେ

  • @lxgamer7331
    @lxgamer7331 Před 10 měsíci +222

    Heart touching 😢

    • @vfggsaho7441
      @vfggsaho7441 Před 10 měsíci +1

      Bahut. Badhiya. Gitati. Hoichi. B. J. D. Govt. Bujhiparibets

  • @dasgopal6552
    @dasgopal6552 Před 6 měsíci

    ଭାଇ ପ୍ରକୃତରେ ଯଦି ସେ ଏ ଦୁଃଖ କୁ ଯଦି ହୃଦୟ ବିଚାର ନକରନ୍ତି ଏ ଓଡିଶା ସରକାର ସହିତ ଏ ସମସ୍ତେ ତମକୁ ଲାଗିଥିବା ଅନ୍ଧ ଦୋଷ ତାଙ୍କୁ ଲାଗୁ ଏବଂ ପ୍ରଭୁ ଜଗନ୍ନାଥ ତୁମୋ କୁ ସାହା ହୁଅନ୍ତୁ ପ୍ରଫୁଲ୍ଲ ଭାଇ.ତୁମୋକୁ ବହୁତୁ ବହୁତୁ ଧନ୍ୟବାଦ ତମେ ଅନ୍ଧ ହେଇ ଏମାନଙ୍କ କଳନାମା ସବୁ ପଦାରେ ପକେଇଦେଇଥିବାରୁ. 🙏🙏🙏ଜୟ ଜଗନ୍ନାଥ

  • @santoshtipiria3378
    @santoshtipiria3378 Před 10 měsíci

    ବହୁତ ସୁନ୍ଦର ଭାଇ। ରାଜ୍ୟ ଟା ପାଣ୍ଡିଆନର ବାପର ତୋ ...! ଏଣୁ ରାଜସ୍ୱ ଗୁଡା ବୁଲି ବୁଲି ମନ ଇଚ୍ଛା ଖର୍ଚ୍ଚ କରୁଛି। କମସେ କମ ଦିବ୍ୟାଙ୍ଗ ମାନଙ୍କୁ ତୋ କିଛି ଦିଅ, ବହୁତ କିଛି ଚାକିରିଆଙ୍କୁ ତୋ କଣ୍ଟ୍ରାକଚୁଆଲରେ ଦରମା କାଟି ବର୍ଷ ବର୍ଷ ବେଠି ଭାବରେ 3000 କିମ୍ବା 5000 ଟଙ୍କା ରେ ଖାଟାଉଛି। ଏବେ ତୋ ଇଲେକ୍ସନ ଆସୁଛି। ପାଣ୍ଡିଆନ ତାର ବାପର ଟଙ୍କା ଛପା କରଖାନରୁ ଖର୍ଚ୍ଚ କରୁଛି। ଏ ଶଳା ପ୍ରଶାସନ ବହୁତ ଫାଲତୁକ,

  • @chittaranjamohapatra3422
    @chittaranjamohapatra3422 Před 10 měsíci +53

    ରାଜ୍ୟ ସରକାରଙ୍କୁ ଅନୁରୋଧ ତୁରନ୍ତ ପ୍ରଫୁଲ ବାବୁଙ୍କ ସମସ୍ୟା ସମାଧାନ କରନ୍ତୁ

  • @Shivsunaproduction.
    @Shivsunaproduction. Před 10 měsíci +82

    Heart touching song🎵... ଗରିବ ଲୋକଙ୍କ ଗୁହାରି ଶୁଣ ବଡ ବଡିଆ ବାବୁ🙏🙄।

  • @soudaminipatel1527
    @soudaminipatel1527 Před 10 měsíci +2

    Heart touching.God bless him 😊

  • @SombuHazra
    @SombuHazra Před 3 měsíci

    ଜଦି ଏ ଇନ୍ଦ୍ରା ଆବାସ୍ ଅନ୍ଧକୁ ନମିଳିବ ତାହେଲେ କାହାକୁ ମିଳିବ❤

  • @debasishkar5704
    @debasishkar5704 Před 10 měsíci +72

    ଅତି ସୁନ୍ଦର i like it ❤

  • @OnlyAboutDkl
    @OnlyAboutDkl Před 10 měsíci +138

    Most talented person......even he can't see the keys but he is playing the like a professional keyboard player Salute to his skill...

  • @NarasingBhati
    @NarasingBhati Před měsícem

    ମାଗିଆ, ସରକାର, ଜଲଦିଘରଦିଅ❤❤❤

  • @sadashivmohapatra2476
    @sadashivmohapatra2476 Před 9 měsíci

    ଏଇ ହେଉଛି ଆମର ସୁବ୍ୟବସ୍ଥା ।
    ଖାଲି ମହିଳା ମିସନ୍
    ଆଉ ଯେମିତି ରାଜ୍ୟର କୌଣସି
    ସମସ୍ୟା ନାହିଁ ।
    ରାଜ୍ୟର ସମସ୍ତ ଅନ୍ଧ ତଥା ଦିବ୍ୟାଙ୍ଗ
    ମାନଙ୍କୁ ସରକାରୀ ବାସ ଗୃହ
    ଯୋଗାଇ ଦିଆଯାଉ ।
    ଏହାହିଁ ସଂପୃକ୍ତ ଅଧିକାରୀ ମାନଙ୍କୁ
    ଅନୁରୋଧ ।
    ଜୟ ଜଗନ୍ନାଥ।

  • @urmijoshana-ct5cu
    @urmijoshana-ct5cu Před 10 měsíci +15

    ଗରିବ ଅସହାୟ ଲୋକ ମାନଙ୍କୁ ଟିକିଏ ଗୁହାରି ଶୁଣ ବଡ ବଡିଆ ବାବୁମାନେ 🙏

  • @ManojKumar-nl1sg
    @ManojKumar-nl1sg Před 10 měsíci +67

    Heart touching.. God bless him🙏

  • @user-xh1ql8zk3z
    @user-xh1ql8zk3z Před 9 měsíci +1

    ପ୍ରଭୁ ଆଶିର୍ବାଦ କରନ୍ତୁ 🙏🙏 ଜଗନ୍ନାଥ 🙏🙏

  • @romanchidash8740
    @romanchidash8740 Před 10 měsíci

    You are so talented.. You r not blind.. Our government. is actually blind.

  • @pkmalik9108
    @pkmalik9108 Před 10 měsíci +75

    ଜୟ ଜଗନ୍ନାଥ ଏ ବାବୁ ଙ୍କୁ ଗୋଟେ ପକା ଘର ଟିଏ ମିଳୁ❤🙏🙏🙏🙏

    • @Biswa3593
      @Biswa3593 Před 10 měsíci

      Aau navin ku vote naa aau kn

  • @niranjanpanda9498
    @niranjanpanda9498 Před 10 měsíci +105

    ଏଇ ଭଳି ବ୍ୟକ୍ତି ଙ୍କୁ ଶୀଘ୍ର ଘର ଯୋଗାଇ ଦିଅନ୍ତୁ. ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @MeeraBaralMeera-zm7lf
    @MeeraBaralMeera-zm7lf Před 9 měsíci +1

    Wooo ଭାଇ ବହୁତ ଭଲ ଗାଇଲ ସେ ଶଳା ଚୋର ବିଜେଡି କୁ ବିଦା କରିବା ଦରକାର.

  • @user-li3kc6zp1w
    @user-li3kc6zp1w Před 9 měsíci +1

    God bless you Prafulla bhai. Really, you are not a blind man but Government blind.

  • @debatastudio4617
    @debatastudio4617 Před 10 měsíci +49

    ସମସ୍ତେ ମିଶି ଓଡିଶା ରୁ ବିଜେଡି ହଟା ଯୋଜନା କରିବାକୁ ଅନୁରୋଧ, ବିଜେଡି ହଟିଲେ ଦୁର୍ନୀତି ମୁକ୍ତ ଓଡ଼ିଶା ହେବ 🙏🙏🙏

  • @user-by1fe3by6v
    @user-by1fe3by6v Před 10 měsíci +21

    ଆମ ଓଡ଼ିଶା ସମସ୍ତ ଙ୍କ ପାଖରେ ପହଞ୍ଚାଇବାକୁ ଅନୁ ରୋଧ
    ଜୟ ଜଗନ୍ନାଥ

  • @pkdas7353
    @pkdas7353 Před 10 měsíci +1

    Amazing voice ,government should take immediate action

  • @sunilsamal8521
    @sunilsamal8521 Před 10 měsíci +5

    ଭାଇ ତୁମକୁ କୋଟି କୋଟି 🙏🙏🙏🙏 ଭଗବାନ୍ ତୁମକୁ ସର୍ବଦା ଭଲରେ ରଖନ୍ତୁ ମୋର ଏତିକି ପାର୍ଥନା

  • @sangamaifarming
    @sangamaifarming Před 10 měsíci +52

    ଆକାଶ ଯାନ ରେ ସବୁ ସରିଲା ଟଙ୍କା|ଗରିବ ଲୋକଙ୍କ ପାଇଁ ଆଉ ନାହିଁ ଟଙ୍କା|

  • @user-os1iu2rw9u
    @user-os1iu2rw9u Před 10 měsíci +72

    Very emotional heart-toching song... Can Govt. of Odisha help this blind-man ???

  • @ChandraDas-kc8fr
    @ChandraDas-kc8fr Před 8 měsíci

    ଜଣେ ଓଡ଼ିଆ ଅନ୍ଧଲୋକର ଗୁହାରି ପ୍ରତି ଏ ନେତାଙ୍କର ମଧ୍ୟ ନଜର ନାହିଁ। ଧନ୍ୟବାଦ ତମ ମାନଙ୍କୁ।

  • @Gurucharan182
    @Gurucharan182 Před 3 měsíci

    ହେ ଭଗବାନ ତାଙ୍କୁ ସାହା ହୁଅନ୍ତୁ🙏🙏

  • @CTSamrat
    @CTSamrat Před 10 měsíci +29

    ବହୁତ୍ ବଢିଆ ଭାଇ । ଗୀତ ଟି ମନ କୁ ହାତେ ପାଇ ଚାଖଣ୍ଡେ ବଞ୍ଚିଚି।

  • @nilanchalapalei1866
    @nilanchalapalei1866 Před 10 měsíci +51

    ଛିଛି ନବୀନ ବାବୁ ଦୟା କରି ଅନ୍ଧ ର ଦୁଃଖ ଟିକେ ଶୁଣ😔😔

    • @kidspalace9587
      @kidspalace9587 Před 10 měsíci

      Khali kn ei andha 😢😢ei bhalia saha saha loka ebe bi achhanti Odisha re

    • @user-rt6ft5jt4u
      @user-rt6ft5jt4u Před 9 měsíci

      Bhai nabin kana aasiki debe na kana a ta hauchhi sarapanch m a l bdo eo ra kaama

  • @TheUnknown79
    @TheUnknown79 Před 9 měsíci +1

    Dhanyabad Bhai Deferred Naveen Bhai

  • @being--human
    @being--human Před 9 měsíci +1

    ହୃଦୟକୁ ଚିରି ଦେଲ ଭାଇ।😢😢😢

  • @amiyadas8904
    @amiyadas8904 Před 10 měsíci +54

    Excellent brother really heart touching..

  • @arunamohanty2986
    @arunamohanty2986 Před 10 měsíci +47

    Sweet heart touching voice

  • @Amarkhabarvlogs
    @Amarkhabarvlogs Před 7 měsíci

    ରାଇଟ ଗୋ ବହୁତ୍ ବହୁତ୍ ବହୁ ସୁନ୍ଦର ଗୀତ ଟିଏ ମୁ ବି ସେୟାର କରୁଛ

  • @laxmannaik3583
    @laxmannaik3583 Před 10 měsíci +1

    🙏🌹🙏ମାନ୍ୟବର ଓଡିଶା ସରକାର ଏ ଗରିବ ଜନତା ଦୁଃଖ ଅନୁଗ୍ରହ କରି ବିଚାର କରିବାକୁ ଅନୁରୋଧ 🙏🌹🙏

  • @hdkkd8945
    @hdkkd8945 Před 10 měsíci +39

    Heart touching voice ❤

  • @saiswarupsahoo8026
    @saiswarupsahoo8026 Před 10 měsíci +23

    ଶୁଣ ଶୁଣ ଶୁଣ ହେ ସରକାର ଏ‌ ଭାଇ ଙ୍କର ଦୁଃଖ

  • @sujitkumarbehura1058
    @sujitkumarbehura1058 Před 9 měsíci

    ଭଲ ଲାଗିଲା ଦୃଷ୍ଟିହୀନ ବ୍ୟକ୍ତି ବି ମୋଦି ଭକ୍ତ

  • @satyatoltia9167
    @satyatoltia9167 Před 9 měsíci

    ଧନ୍ୟ ବିଜେଡି ସରକାର

  • @prakashkanhar2772
    @prakashkanhar2772 Před 10 měsíci +5

    ପାଣ୍ଡିଆନ କୁ ଗୀତ ମାଧ୍ୟମରେ ଜଣେଇବାରୁ ବହୁତ ବହୁତ ଧନ୍ୟବାଦ୍

  • @anantacharanpanda214
    @anantacharanpanda214 Před 10 měsíci +23

    Very very heart touching song.please help the blind man.

  • @achyutanaik5124
    @achyutanaik5124 Před 10 měsíci +4

    ବହୁତ ଦୁଃଖର ବିଷୟ ଜଗତର ନାଥ ଜଗନ୍ନାଥ ପ୍ରଭୁ ଆଶିର୍ବାଦ କର ଏହି ଅନ୍ଧକୁ , ଘର ଖଣ୍ଡିଏ ଦେବାକୁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରୁଛି, ନମସ୍କାର

  • @pujaranibhol7489
    @pujaranibhol7489 Před 9 měsíci

    Heart touching.God bless him

  • @SambhuPradhan-ei8wy
    @SambhuPradhan-ei8wy Před 10 měsíci +11

    ଭାଈନା ଦୁଃଖ କରନି ଯାହା ଆମ ଭାଗ୍ୟ ରେ ଅଛି ଭୋଗିବା ଏମାନେ କ'ଣ ଓଡ଼ିଆ ବୁଝନ୍ତି ଏ ଶଳା ସରକାର ପରା ଅନ୍ଧ ତୁମେ ମହାନ ଭାଈ।

  • @debarajgopal6017
    @debarajgopal6017 Před 9 měsíci

    ସରକାରଙ୍କ ଏହି ଅଣ ଦେଖ୍ ନୀତି ପାଇଁ ଦେଶର ପ୍ରତେକ ରାଜ୍ୟର ଦିବ୍ୟାଙ୍ଗ ଓ ଗରିବ ଭାଇ ଭଉଣୀ ମାନେ ବହୁତ୍ ଅଶୁବିଧାର ସମ୍ବୁଖିନ ହେଉଛନ୍ତି ସେମାନଙ୍କର ଭଗବାନ୍ ଭରସା 🌹Jay Hind 🙏🇮🇳🙏 Jay Bharat 🌹

  • @trilochansethy-um3zv
    @trilochansethy-um3zv Před 2 měsíci

    ଆଖି ନ ଥାଇ ଏ ଭାଇ ଜଣଙ୍କ ସବୁ ଜାଣି ପାରୁଛନ୍ତି. କିନ୍ତୁ ଆମର ଆଖି ଥାଇ ଆମେ କିଛି କରିପାରୁନେ ଏଇ ଥରକ ରୁହ ଓଡିଶା ବାସି ତୁମକୁ ଠିକ ଜବାବ ଦେବେ ଜୟ ଶ୍ରୀ ରାମ 🙏🙏🙏

  • @goutammund178
    @goutammund178 Před 10 měsíci +32

    ଗୀତ ଟିକୁ ସରକାର ଠାରେ ପହଞ୍ଚିବା ଦରକାର। ଆମେ ବି ସାନ ମହେଶ୍ୱର ଓ ବରଗାଁ ପଂଚାୟତ ର ଅଣଜଳସେଚିତ ଚାଷୀ ପ୍ରଫୁଲ ଭାଇ ଙ୍କ ପରି ଅଛୁ।

  • @LipunAlbum
    @LipunAlbum Před 10 měsíci +19

    ଗୋଟେ ଅନ୍ଧ ଲୋକଟିକୁ ଘର ଖଣ୍ଡେ ଦେଉନାହିଁ ଆମ ସରକାର କିନ୍ତୁ ମନ୍ଦିର ବସଷ୍ଟାଣ୍ଡ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଆମ ରାଜ୍ୟରେ ରାଷ୍ଟ୍ରପତି ଶାସନ ହେବା ଦରକାର୍

  • @suryakantamahalik3462
    @suryakantamahalik3462 Před 2 měsíci

    ସରକାରଙ୍କୁ ଅନୁରୋଧ କି ଭାଇଙ୍କୁ ତୁରନ୍ତ ଘର ଦିଆ ଯାଉ.... 🙏🙏🙏🙏🙏

  • @BinodBisi-ib6ud
    @BinodBisi-ib6ud Před 9 měsíci

    Excellent comment on officer odisha

  • @sashikantasethi6944
    @sashikantasethi6944 Před 10 měsíci +6

    କଣ ଗାଇଲ ଭାଇ ହୁଦୟ କୁ ଛୁଇଲାମ 👍👍👍👍🙏🙏🙏🙏👏👏👏

  • @pranayakumarsrichanda5600
    @pranayakumarsrichanda5600 Před 10 měsíci +24

    Heart touching nice song 👏👏👏

  • @ASHOKEGIRI-jc9pw
    @ASHOKEGIRI-jc9pw Před 8 měsíci +1

    So very Excellent voice song you are a great singer ,I will pray to God prafulla Vai have to a House

  • @saisubhamnayak2009
    @saisubhamnayak2009 Před 9 měsíci +1

    Very good singing, May God bless him.

  • @aefessociety5134
    @aefessociety5134 Před 10 měsíci +12

    “I felt my heart break, I burst into tears and the tears never stopped.” throughout his singing.. Request to odisha govt to allot a House please, 🙏🙏🙏🇮🇳🇮🇳🙏🙏..

  • @chiku4140
    @chiku4140 Před 10 měsíci +28

    Bahut Sundar vala lagila

  • @balliarsinghdeepak5401
    @balliarsinghdeepak5401 Před 10 měsíci +1

    ହୃଦୟସ୍ପର୍ଶି ସଙ୍ଗୀତ 😢

  • @radhaprasannamohapatra2338
    @radhaprasannamohapatra2338 Před 9 měsíci

    Heart touching song. Govt. should take necessary steps for this blind.

  • @sumanpradhan9117
    @sumanpradhan9117 Před 10 měsíci +24

    Really heart touching plz help him 🙏🙏🙏

  • @rajendramallick6894
    @rajendramallick6894 Před 10 měsíci +9

    ହେ ପ୍ରଭୁ ଏ ଅନ୍ଧ ଭାଇ କଥା ଟିକେ ଶୁଣ. ଜୟ ଜଗନ୍ନାଥ

  • @ShantanuMishra-lw8zp
    @ShantanuMishra-lw8zp Před 10 měsíci

    ଆରେ ପ୍ରଫୁଲ୍ଲ ଭାଇ, ତୁ ସିନା ଅନ୍ଧ. ତୋ ସରକାର ବଡ଼ ଅନ୍ଧ.

  • @sbbaliaedit
    @sbbaliaedit Před 9 měsíci +1

    ଭାଇ ତମେ ଯେତେ କହିଲେ ଏ ସରକାର କାନକୁ ଶୁଭିବନି
    ମତେ ଲାଗୁଛି ତମ ରାସନ୍ କାର୍ଡ କାଟି ଦେବେ
    କିଛି ଭୁଲୁ କହିଥିଲି କ୍ଷମା କରିବେବେ
    ଜୟ ଜଗନ୍ନାଥ ⭕❗⭕

  • @sudarsanmuduli5237
    @sudarsanmuduli5237 Před 10 měsíci +61

    ଜଗନ୍ନାଥ ତୁମକୁ ସାହା ହୁଅନ୍ତୁ 🙏🙏🙏🙏🙏

  • @sukadebgiri3366
    @sukadebgiri3366 Před 10 měsíci +14

    ଏ ଦିବ୍ୟଙ୍ଗ ବ୍ୟକ୍ତି ଜଣକ ଆଜିର ସରକାରଙ୍କର ବିଧି ବ୍ୟବସ୍ଥାକୁ ଶକ୍ତ ଚାପୁଡ଼ା ମାରିଲେ

  • @girishchandramishra2405
    @girishchandramishra2405 Před 9 měsíci

    This is really the practical problems of public

  • @pradyumnakanhar1380
    @pradyumnakanhar1380 Před 10 měsíci

    ବହୁତ୍ ବଢିଆ ଲାଗିଲା ଗୀତ

  • @prasantasahoo6321
    @prasantasahoo6321 Před 10 měsíci +12

    ହେ ମହାପ୍ରଭୁ ଜଗନ୍ନାଥ ତୁମ ପାଖରେ ମୋର ଏତିକି ଅନୁରୋଧ ନବୀନ ପଟ୍ଟନାୟକ କ କୁ ଜଲଦି ମାରିଦିଅ ଆଉ ଏ ଓଡ଼ିଶା ବାସି କୁ ଏ ମହା ପାପ ର ଶାସନ ରୁ ଉଧାର କର🔥🙏🙏🙏